କନକ ବ୍ୟୁରୋ: ଭୁବନେଶ୍ୱରରେ ବହୁଚର୍ଚ୍ଚିତ ମୁଣ୍ଡବିହୀନ ମୃତୁଦେହ ମିଳିବା ଘଟଣା । ମୁଣ୍ଡକାଟ ଘଟଣାର ହେଲା ପର୍ଦ୍ଦାଫାଶ । କଟାମୁଣ୍ଡର ପେଡି ଖୋଲିବା ସହ ଗୋଟି ଗୋଟି କାହାଣୀ କହିଲେ ପୋଲିସ କମିଶନର । ତେବେ ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ମୁଣ୍ଡକଟା ହୋଇଥିବା ଜଣାପଡିଛି । କାଳେ ପୋଲିସ ହାତରେ ସହଜରେ ଧରାପଡିଯିବେ ସେଥିଲାଗି ପ୍ରମାଣ ନଷ୍ଟ କରିବାକୁ ଯୋଜନା କରିଥିଲେ ଅପରାଧୀ । ତେବେ ଭୁବନେଶ୍ୱର ଅନ୍ଧାରୁଆ- ଦାସପୁର ରାସ୍ତାରେ କଟାମୁଣ୍ଡ ରହସ୍ୟରContinue reading “ପୁଷ୍ପଲତା, ସଞ୍ଜୟ ଓ ପ୍ରୀତିରଞ୍ଜନ… କଟାମୁଣ୍ଡର ତ୍ରିକୋଣୀୟ କାହାଣୀ । କେମିତି ରାତାରାତି କଟାଗଲା ମୁଣ୍ଡ ? ପୋଲିସ ଫିଟାଇଲା ପେଡି…”
Author Archives: Raghaba
କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ । ସୁପ୍ରିମକୋର୍ଟ ନିୟମର ଉଲ୍ଲଘଂନ କରୁଛି ଆନ୍ଧ୍ର । ରାଜନେତା କହିଲେ, ବରଦାସ୍ତ କରାଯିବନି ।
କନକ ବ୍ୟୁରୋ: ଦିନକୁ ଦିନ କୋଟିଆକୁ ନେଇ ବିବାଦ ତେଜିବାରେ ଲାଗିଛି । ଏକତରଫା ଆନ୍ଦ୍ର କୋଟିଆରେ ପଚାଂୟତ ନିର୍ବାଚନ କରୁଥିବା ବେଳେ ଏହାକୁ ସଫଳ ହେବାକୁ ଦିଆଯିବ ନାହିଁ । ରାଜ୍ୟ ସରକାର ଉଚିତ ପଦକ୍ଷେପ ନିଅନ୍ତୁ ନଚେତ୍ କୋରାପୁଟବାସୀ ଆନ୍ଧ୍ରରେ ଧସେଇ ପସିବେ କହିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନିପତି । ଅନ୍ୟପଟେ ତାରାଙ୍କ ସହ ଏହି କଥାରେ ସ୍ୱର ମିଳାଇଛନ୍ତି ବିଜେପି ନେତା ଭୃଗୁ ବକ୍ସିପାତ୍ର । ଆଉ ଦିନକ ପରେ ଅର୍ଥାତ୍Continue reading “କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ । ସୁପ୍ରିମକୋର୍ଟ ନିୟମର ଉଲ୍ଲଘଂନ କରୁଛି ଆନ୍ଧ୍ର । ରାଜନେତା କହିଲେ, ବରଦାସ୍ତ କରାଯିବନି ।”
ପାଞ୍ଚ ମାସର ଶିଶୁକୁ ଦିଆଯିବ ୧୬କୋଟି ଟଙ୍କାର ଇନଜେକସନ, ପରିବାର ଲୋକ ଏପରି ଏକାଠି କରୁଛନ୍ତି ଟଙ୍କା
କନକ ବ୍ୟୁରୋ: ପାଞ୍ଚ ମାସର ଜଣେ ଶିଶୁ ମୁମ୍ବାଇ ହସ୍ପିଟାଲରେ ଜୀବନମରଣ ସହ ସଂଘର୍ଷ କରୁଛି। ଶିଶୁଟିର ଜୀବନ ବଞ୍ଚାଇବା ପାଇଁ ଦୁନିଆର ସବୁଠାରୁ ମହଙ୍ଗା ଇନଜେକସନ ଦିଆଯିବ। ତୀରା କାମତ ନାମକ ଶିଶୁକୁ ଏସଏମଏ-ଟାଇପ ୧ ରୋଗ ହୋଇଛି। ଏହି ରୋଗର ଚିକିତ୍ସା ପାଇଁ ଆମେରିକାରୁ ଆସୁଥିବା ଇନଜେକସନ ମୂଲ୍ୟ ୧୬କୋଟି ଟଙ୍କା ରହିଛି। ଶିଶୁର ପିତା-ମାତା ଝିଅର ଚିକିତ୍ସା ପାଇଁ ବହୁତ କଷ୍ଟରେ ସୋସିଆଲ ମିଡିଆରୁ ପାଖାପାଖି ୧୦କୋଟି ଟଙ୍କା ଏକାଠି କରି ପାରିଛନ୍ତି।Continue reading “ପାଞ୍ଚ ମାସର ଶିଶୁକୁ ଦିଆଯିବ ୧୬କୋଟି ଟଙ୍କାର ଇନଜେକସନ, ପରିବାର ଲୋକ ଏପରି ଏକାଠି କରୁଛନ୍ତି ଟଙ୍କା”
ଚମୋଲି ସ୍ଥିତ ଋଷିଗଙ୍ଗାରେ ଅଚାନକ ବଢୁଛି ଜଳସ୍ତର । ପ୍ରଶାସନ ତରଫରୁ ସତର୍କ ସୂଚନା ଜାରି । ଟର୍ନେଲ ଭିତରେ ପାଣି ପଶିଯିବାରୁ ଉଦ୍ଧାର କାର୍ଯ୍ୟ ଠପ୍
କନକ ବ୍ୟୁରୋ : ଉତ୍ତରାଖଣ୍ଡ ଚାମୋଲି ସ୍ଥିତ ରାଣୀ ଗାଁରେ ଗୁରୁବାର ପୁଣି ଜଳ ପ୍ରଳୟ ଦେଖିବାକୁ ମିଳିଛି । ଋଷିଗଙ୍ଗା ନଦୀର ଜଳସ୍ତର ହଠାତ୍ ବଢିଯିବା କାରଣରୁ ପ୍ରଶାସନ ତରଫରୁ ସ୍ଥାନୀୟ ଲୋକଙ୍କୁ ଉଚ୍ଚ ସ୍ଥାନକୁ ପଳାଇଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଟର୍ନେଲ ଭିତରେ ଚାଲିଥିବା ଉଦ୍ଧାର କାର୍ଯ୍ୟକୁ ବନ୍ଦ କରିଦେଇଛି ପ୍ରଶାସନ । ଏହାସହ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଯନ୍ତ୍ରପାତିକୁ ପ୍ରଶାସନ ଉଚ୍ଚ ସ୍ଥାନକୁ ନେଇଯାଉଥିବା ଦେଖିବାକୁ ମିଳିଛି । କିଛିଦିନ ପୂର୍ବରୁContinue reading “ଚମୋଲି ସ୍ଥିତ ଋଷିଗଙ୍ଗାରେ ଅଚାନକ ବଢୁଛି ଜଳସ୍ତର । ପ୍ରଶାସନ ତରଫରୁ ସତର୍କ ସୂଚନା ଜାରି । ଟର୍ନେଲ ଭିତରେ ପାଣି ପଶିଯିବାରୁ ଉଦ୍ଧାର କାର୍ଯ୍ୟ ଠପ୍”
ମୁଣ୍ଡବିହୀନ ମର୍ଡର ମିଷ୍ଟ୍ରୀ: କିଏ ଏହି ପୁଷ୍ପଲତା? ପଢ଼ନ୍ତୁ…କଟାମୁଣ୍ଡର ପୂରା କାହାଣୀ
କନକ ବ୍ୟୁରୋ: ଖୋଲିଲା କଟାମୁଣ୍ଡ କାହାଣୀର ରହସ୍ୟ । ବିବାହ ବିବାଦରୁ ମହିଳାଙ୍କ ମୁଣ୍ଡକାଟି ହତ୍ୟା କରିଥିବା ଖୁଲାସା । ବର୍ବର ହତ୍ୟାକାଣ୍ଡର ପୂରା ଖୁଲାସା କଲେ କମିଶନରେଟ୍ ପୋଲିସ୍ । ମୃତକ ମହିଳା ଜଣକ ପୁଷ୍ପଲତା ରାଉଳ, ସେ ମଞ୍ଚେଶ୍ୱର ଧିରକୁଟ ବସ୍ତିରେ ରହୁଥିଲେ । ପୁଲିସକୁ ଗତ ୯ ତାରିଖରେ ହତ୍ୟାକାଣ୍ଡ ନେଇ ସ୍ପଷ୍ଟ ସୂଚନା ମିଳିଥିଲା । ମୃତ ମହିଳା ମଂଚେଶ୍ୱର ଧୀରକୁଟ ବସ୍ତିରେ ରହୁଥିଲେ ଓ ତାଙ୍କ ନାମ ପୁଷ୍ପଲତା ରାଉଳContinue reading “ମୁଣ୍ଡବିହୀନ ମର୍ଡର ମିଷ୍ଟ୍ରୀ: କିଏ ଏହି ପୁଷ୍ପଲତା? ପଢ଼ନ୍ତୁ…କଟାମୁଣ୍ଡର ପୂରା କାହାଣୀ”
ଆହୁରି ୧୦ ବର୍ଷ ମୁଖ୍ୟମନ୍ତ୍ରୀ ରହିବାକୁ ଦୃଢୋକ୍ତି କରିବା ସହ ପ୍ରଦର୍ଶନକାରୀଙ୍କୁ କୁକୁର ସହ ତୁଳନା କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର । କଂଗ୍ରେସ କହିଲା ତୁରନ୍ତ ମାଗନ୍ତୁ କ୍ଷମା
କନକ ବ୍ୟୁରୋ : ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ଆନ୍ଦୋଳନକାରୀଙ୍କୁ ଆନ୍ଦୋଳନଜୀବୀ କହିବା ପରେ ଏହାକୁ ନେଇ ସାରା ଦେଶରେ ରାଜନୀତି ସରଗରମ ଥିବା ବେଳେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ବୁଧବାର ଦିନ ପ୍ରଦର୍ଶନକାରୀଙ୍କୁ କୁକୁର ସହ ତୁଳନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏଭଳି ବୟାନକୁ ପ୍ରସଙ୍ଗ କରି ରାଜ୍ୟ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି । କହିରଖୁ କି ବୁଧବାର ଦିନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଗଲଗୋଣ୍ଡାର ନାଗାର୍ଜୁନ ସାଗର ଅଞ୍ଚଳରେ ଏକ ସରକାରକାରୀ ଯୋଜନାରContinue reading “ଆହୁରି ୧୦ ବର୍ଷ ମୁଖ୍ୟମନ୍ତ୍ରୀ ରହିବାକୁ ଦୃଢୋକ୍ତି କରିବା ସହ ପ୍ରଦର୍ଶନକାରୀଙ୍କୁ କୁକୁର ସହ ତୁଳନା କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର । କଂଗ୍ରେସ କହିଲା ତୁରନ୍ତ ମାଗନ୍ତୁ କ୍ଷମା”
ମହିଳାଙ୍କୁ ମୁଣ୍ଡକାଟି ହତ୍ୟା କରିବା ଘଟଣା : କେମିତି ଓ କାହିଁକି ମହିଳାଙ୍କୁ ହତ୍ୟା କଲେ ଅଭିଯୁକ୍ତ; ଘଟଣାର ଖୁଲାସା କଲେ କମିଶନରେଟ୍ ପୋଲିସ
କନକ ବ୍ୟୁରୋ : ଅନ୍ଧାରୁଆ-ଦାସପୁରରେ ମହିଳାଙ୍କ ମୁଣ୍ଡକାଟି ହତ୍ୟା କରିବା ଘଟଣା । କଟାମୁଣ୍ଡ ରହସ୍ୟ ଉପରୁ ପରଦା ହଟାଇଲା କମିଶନରେଟ ପୋଲିସ । ସେ କହିଛନ୍ତି, ମୃତ ମହିଳାଙ୍କ ପରିଚୟ ପାଇବା କମିସନରେଟ ପୁଲିସ ପାଇଁ ଏକ ବଡ ଚାଲେଞ୍ଜ ଥିଲା । ମୃତ ମହିଳାଙ୍କ ପରିଚୟ ପାଇଁ ପୁଲିସ ପ କ୍ଷରୁ ପୁରସ୍କାର ମଧ୍ୟ ଘୋଷଣା କରାଯାଇଥିଲା । ହେଲେ ପୁଲିସକୁ ଗତ ୯ ତାରିଖରେ ହତ୍ୟାକାଣ୍ଡ ନେଇ ସ୍ପଷ୍ଟ ସୂଚନା ମିଳିଥିଲା ।Continue reading “ମହିଳାଙ୍କୁ ମୁଣ୍ଡକାଟି ହତ୍ୟା କରିବା ଘଟଣା : କେମିତି ଓ କାହିଁକି ମହିଳାଙ୍କୁ ହତ୍ୟା କଲେ ଅଭିଯୁକ୍ତ; ଘଟଣାର ଖୁଲାସା କଲେ କମିଶନରେଟ୍ ପୋଲିସ”
ଅନ୍ଧାରୁଆ-ଦାସପୁରରେ ମହିଳାଙ୍କ ମୁଣ୍ଡକାଟି ହତ୍ୟା କରିବା ଘଟଣା : କାହିଁକି ଶରୀରରୁ ମୁଣ୍ଡକୁ ଅଲଗା କରିଥିଲେ ଅଭିଯୁକ୍ତ ? ହତ୍ୟା ଉପରୁ ରହସ୍ୟ ଉଠାଇବ ପୋଲିସ
କନକ ବ୍ୟୁରୋ : ଅନ୍ଧାରୁଆ-ଦାସପୁରରେ ମହିଳାଙ୍କ ମୁଣ୍ଡକାଟି ହତ୍ୟା କରିବା ଘଟଣା । ମିଳିଲା ମୁଣ୍ଡ ବିହୀନ ମହିଳାଙ୍କ କଟାମୁଣ୍ଡ । ଘଟଣାରେ ୨ଜଣ ଅଭିଯୁକ୍ତ ଅଟକ ରଖିବା ପରେ ସେମାନଙ୍କୁ ଘଟଣା ସ୍ଥଳକୁ ନେଇ ସିନ୍ ରି-କ୍ରିଏସନ କରାଯାଇଥିଲା । ଏହା ପରେ ମିଳିଥିଲା କଟାମୁଣ୍ଡ । ସକାଳୁ ୨ଜଣଙ୍କୁ ଅଟକ ରଖି ଘଟଣାର ଛାନଭିନ କରିଥିଲା ପୋଲିସ । ମୃତଦେହ ମିଳିବା ସ୍ଥାନ ଠାରୁ ୨ କିଲୋମିଟର ଦ୍ୱରରେ ପୋତା ହୋଇଥିଲା କଟାମୁଣ୍ଡ ।Continue reading “ଅନ୍ଧାରୁଆ-ଦାସପୁରରେ ମହିଳାଙ୍କ ମୁଣ୍ଡକାଟି ହତ୍ୟା କରିବା ଘଟଣା : କାହିଁକି ଶରୀରରୁ ମୁଣ୍ଡକୁ ଅଲଗା କରିଥିଲେ ଅଭିଯୁକ୍ତ ? ହତ୍ୟା ଉପରୁ ରହସ୍ୟ ଉଠାଇବ ପୋଲିସ”
ପଶ୍ଚିମବଙ୍ଗ କୋଚବିହାର ରାଲିରେ ବିଜେପି ନେତା ଅମିତ୍ ଶାହାଙ୍କ ଅଜବ୍ ବୟାନ । ସ୍ଥିତି ଏମତି ହେଲାଣି ଯେ ନିର୍ବାଚନ ପୂର୍ବରୁ ଦିଦି କହିବେ ଜୟ ଶ୍ରୀରାମ
କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନଜରରେ ରଖି ବିଜେପି ନେତା ତଥା ଗୃହମନ୍ତ୍ରୀ ଅମିତ୍ ଶାହା ଗୁରୁବାର ଦିନ ପରିବର୍ତ୍ତନ ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଏନେଇ ରାଜବଂଶୀ ଗଡ ଭାବେ ପରିଚିତ ପଶ୍ଚିମବଙ୍ଗର କୋଚବିହାର ଠାରେ ଏକ ସଭାକୁ ସମ୍ବୋଧିତ କରି ଶ୍ରୀ ଶାହା କହିଛନ୍ତି କି ଏହି ପରିବର୍ତନ ଯାତ୍ରା ହେଉଛି ପଶ୍ଚିମବଙ୍ଗକୁ ସୁନାର ବାଙ୍ଗଲା ଭାବେ ନିର୍ମାଣ କରିବା ପାଇଁ ଉଦ୍ଧିଷ୍ଠ । ଏହା ସହ ଶ୍ରୀContinue reading “ପଶ୍ଚିମବଙ୍ଗ କୋଚବିହାର ରାଲିରେ ବିଜେପି ନେତା ଅମିତ୍ ଶାହାଙ୍କ ଅଜବ୍ ବୟାନ । ସ୍ଥିତି ଏମତି ହେଲାଣି ଯେ ନିର୍ବାଚନ ପୂର୍ବରୁ ଦିଦି କହିବେ ଜୟ ଶ୍ରୀରାମ”
ଅନ୍ଧବିଶ୍ୱାସର ହେଲା ଅନ୍ତ । ଆଠମଲ୍ଲିକ ବେଲଦୁଳା ଗାଁରେ ପ୍ରଥମଥର ପାଇଁ ନିର୍ମାଣ ହେଲା କୋଠାଘର ।
କନକ ବ୍ୟୁରୋ: ଘରେ ଛାତ ପଡିଲେ ଠାକୁରାଣୀ ରାଗିବେ , ଗାଁରେ ଅନିଷ୍ଟ ହେବ । ଛାତଘର ଗାଁକୁ ବିପଦ ଏମିତି ଏକ ଅନ୍ଧବିଶ୍ୱାସରେ ଆବାହମାନ କାଳରୁ ବୁଡି ରହିଥିବା ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ ବେଲାଦୁଲା ଗାଁରେ ଆଜି ପ୍ରଥମଥର ଲାଗି ଛାତଘର ନିର୍ମାଣ ହୋଇଛି । ପ୍ରଶାସନ ସହଯୋଗରେ କୋଠାଘର ଛାତ ପକାଯାଇଛି । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କନ୍ଧପଡ଼ା ଗ୍ରାମପଞ୍ଚାୟତର ବେଲାଦୁଲା ଗାଁରେ ଆଜି ପର୍ଯ୍ୟନ୍ତ ଗୋଟିଏ ହେଲେ ବି ଛାତContinue reading “ଅନ୍ଧବିଶ୍ୱାସର ହେଲା ଅନ୍ତ । ଆଠମଲ୍ଲିକ ବେଲଦୁଳା ଗାଁରେ ପ୍ରଥମଥର ପାଇଁ ନିର୍ମାଣ ହେଲା କୋଠାଘର ।”