କନକ ବ୍ୟୁରୋ: ଶିରୋମଣୀ ଅକାଳୀ ଦଳର ମୁଖ୍ୟ ସୁଖବୀର ସିଂ ବାଦଲଙ୍କୁ ଆକ୍ରମଣ । ଦଳର ଅଧ୍ୟକ୍ଷଙ୍କ ଗାଡିକୁ ପଂଜାବର ଜଲାଲବାଦରେ କଂଗ୍ରେସ କର୍ମୀ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଏନେଇ ଏକ ଭିଡିଓ ମଧ୍ୟ ରିଲିଜ କରାଯାଇଛି । ଶିରୋମଣୀ ଅକାଳୀ ଦଳ ଓ କଂଗ୍ରେସ ମଧ୍ୟରେ ବଡ ଧରଣର ସଂର୍ଘଷ ହୋଇଛି । ଘଟଣାରେ ଦୁଇ ଦଳର କିଛି ସଦସ୍ୟ ଗୁରୁତର ଆହତ ହୋଇଥିବା ଜଣାପଡିଛି ଘଟଣାରେ ସୁଖବୀର ସଂ ବାଦଲ ସମ୍ପୂର୍ଣ୍ଣଭାବେContinue reading “ଅକାଳୀ ଦଳର ମୁଖ୍ୟ ସୁଖବୀର ସିଂ ବାଦଲଙ୍କୁ ଆକ୍ରମଣ । ଗାଡି ଉପରକୁ ଆକ୍ରମଣ କଲେ କଂଗ୍ରେସ କର୍ମୀ “
Author Archives: Raghaba
ତିନୋଟି ନୂଆ ବିଶ୍ୱବିଦ୍ୟାଳୟର ପୂରଣ ହେବ କୁଳପତି ପଦବୀ । ବିଜ୍ଞପ୍ତି ଜାରି କରି ସୂଚନା ଦେଲା ଉଚ୍ଚଶିକ୍ଷା ବିଭାଗ
କନକ ବ୍ୟୁରୋ: ରାଜ୍ୟର ତିନୋଟି ନୂଆ ବିଶ୍ୱବିଦ୍ୟାଳୟର କୁଳପତି ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ । ମଧୁସୂଦନ ଆଇନ୍ ବିଶ୍ୱବିଦ୍ୟାଳୟ, କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଓ ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ଏଥିପାଇଁ ଫେବୃଆରୀ ୨୫ ତାରିଖ ସୁଦ୍ଧା ଆବେଦନ କରିପାରିବେ । ଏଥିପାଇଁ ଜଣେ ପ୍ରାର୍ଥୀଙ୍କର ବୟସ ୬୩ ବର୍ଷରୁ କମ୍ ହେବା ସହିତ ପ୍ରଫେସର ଭାବେ ୧୦ ବର୍ଷର ଅଭିଜ୍ଞତାContinue reading “ତିନୋଟି ନୂଆ ବିଶ୍ୱବିଦ୍ୟାଳୟର ପୂରଣ ହେବ କୁଳପତି ପଦବୀ । ବିଜ୍ଞପ୍ତି ଜାରି କରି ସୂଚନା ଦେଲା ଉଚ୍ଚଶିକ୍ଷା ବିଭାଗ”
ସତ କାଢିବାକୁ ସାମ୍ନାସାମ୍ନି ଜେରା । ଝରାଫୁଲଙ୍କ ବାପା ଓ ଅଭିଯୁକ୍ତ ରାକେଶକୁ ଏକାଠି ବସାଇ ପଚରାଉଚରା କଲା ପୋଲିସ । କେବେ ବାହାରିବ ସତ, ସାତଦିନ ପରେ ବି ପୋଲିସର ହାତଖାଲି ।
କନକ ବ୍ୟୁରୋ: ସାରା ରାଜ୍ୟକୁ ଦୋହଲାଇ ଦେଇଥିବା ଝରାଫୁଲ ମୃତ୍ୟୁ ଘଟଣାର ମାଷ୍ଟର ମାଇଣ୍ଡ ରାକେଶ ସ୍ୱାଇଁ । ନୀରିହ ଝରାଫୁଲକୁ ମୃତ୍ୟୁ ମୁଖକୁ ଠେଲି ଦେଇଥିବା ଏହି ନରରାକ୍ଷସକୁ ରିମାଣ୍ଡରେ ଆଣି ପଚରାଉଚରା ଆରମ୍ଭ କରିଛି ପୁଲିସ । ଘଟଣାର ୭ଦିନ ବିତି ଯାଇଥିଲେ ବି ବିଶେଷ କିଛି ତଥ୍ୟ ପାଇପାରୁନଥିବା ଯାଜପୁର ପୁଲିସ । ରାକେଶ ସ୍ୱାଇଁର ବୟାନରୁ ହିଁ କିଛି ପାଇବା ପାଇଁ ଆଶା ରଖିଛି । ଯାଜପୁର ପୁଲିସର ପାରିବାପଣିଆକୁ ବିContinue reading “ସତ କାଢିବାକୁ ସାମ୍ନାସାମ୍ନି ଜେରା । ଝରାଫୁଲଙ୍କ ବାପା ଓ ଅଭିଯୁକ୍ତ ରାକେଶକୁ ଏକାଠି ବସାଇ ପଚରାଉଚରା କଲା ପୋଲିସ । କେବେ ବାହାରିବ ସତ, ସାତଦିନ ପରେ ବି ପୋଲିସର ହାତଖାଲି ।”
ଧାନ କିଣାରେ ଅନିୟମିତତା ନେଇ ବଡ କାର୍ଯ୍ୟାନୁଷ୍ଠାନ । ୧୦ ପ୍ୟାକ୍ସ ସମ୍ପାଦକଙ୍କୁ ନିଲମ୍ବିତ କଲେ ସରକାର ।
କନକ ବ୍ୟୁରୋ: ଧାନ କିଣାରେ ଅନିୟମିତତା ନେଇ ବଡ କାର୍ଯ୍ୟାନୁଷ୍ଠାନ । ଅନିୟମିତତା ଅଭିଯୋଗରେ ୧୦ ପ୍ୟାକ୍ସ ସମ୍ପାଦକ ନିଲମ୍ବିତ । ୧୦ ସମ୍ପାଦକଙ୍କୁ ନିଲମ୍ବିତ କଲେ ରାଜ୍ୟ ସରକାର । ନିଲମ୍ବନ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା । ତେବେ ଧାନ ସଂଗ୍ରହ ବାବଦରେ ଜାରି ହୋଇଥିବା ମାର୍ଗଦର୍ଶିକା ଉଲ୍ଲଙ୍ଘନ ଓ କାର୍ଯ୍ୟରେ ଅବହେଳା ଅଭିଯୋଗରେ ସମସ୍ତ ସମ୍ପାଦକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ନଜର ପକାନ୍ତୁContinue reading “ଧାନ କିଣାରେ ଅନିୟମିତତା ନେଇ ବଡ କାର୍ଯ୍ୟାନୁଷ୍ଠାନ । ୧୦ ପ୍ୟାକ୍ସ ସମ୍ପାଦକଙ୍କୁ ନିଲମ୍ବିତ କଲେ ସରକାର ।”
ଦିଲ୍ଲୀର ପ୍ରବେଶ ପଥରେ ଅଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା । ରାସ୍ତାରେ କଣ୍ଟା ପୋତିଲା ଦିଲ୍ଲୀ ପୋଲିସ
କନକ ବ୍ୟୁରୋ: ଦିଲ୍ଲୀ ପ୍ରବେଶ ପଥରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ଦିଲ୍ଲୀ ପ୍ରବେଶରୁ ରୋକିବା ପାଇଁ ରାସ୍ତାରେ କଂଟା ବ୍ୟାରିକେଡ ଲଗାଇଛନ୍ତି ପୋଲିସ । ସିଂଘୁ, ଟିକରି ଓ ଗାଜିପୁର ସୀମାରେ ଦିଲ୍ଲୀ ପୋଲିସ ଏକାଧିକ ସ୍ତରର ବ୍ୟାରିକେଡିଂ କରିଛି । ସାଧାରଣତନ୍ତ୍ର ଦିବସରେ ଆନ୍ଦୋଳନକାରୀ ଚାଷୀ ଦିଲ୍ଲୀରେ ପଶି ଉତ୍ପାତ କରିବା ପରେ ଦିଲ୍ଲୀ ପୋଲିସ ପକ୍ଷରୁ ଏଭଳି ସୁରକ୍ଷା ବ୍ୟବସ୍ଥା ହାତକୁ ନିଆଯାଇଛି । ଦିଲ୍ଲୀକୁ ଯାଇଥିବା ରାସ୍ତା ଏବେ କଂଟାରେ ଭରପୂର ।Continue reading “ଦିଲ୍ଲୀର ପ୍ରବେଶ ପଥରେ ଅଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା । ରାସ୍ତାରେ କଣ୍ଟା ପୋତିଲା ଦିଲ୍ଲୀ ପୋଲିସ”
ବିବାହ କାର୍ଯ୍ୟକ୍ରମରେ ଡ୍ୟାନ୍ସ କଲେ ମମତା । ଆଦିବାସୀ ସଙ୍ଗୀତର ତାଳେ ତାଳେ ଝୁମିଲେ ଦିଦି
କନକ ବ୍ୟୁରୋ: ବିବାହ କାର୍ଯ୍ୟକ୍ରମରେ ଡ୍ୟାନ୍ସ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସଙ୍ଗୀତର ତାଳେ ତାଳେ ନାଚିଲେ ମମତା । ଅଲ୍ଲିପୁରଦ୍ୱାର ଜିଲ୍ଲାର ଫକଲଟା ଠାରେ ଆୟୋଜିତ ଗଣ ବିବାହ ଉତ୍ସବରେ ମମତା ବାନାର୍ଜୀ ନାଚୁଥିବାର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଗଣ ବିବାହ କାର୍ଯ୍ୟକ୍ରମରେ ଆଦିବାସୀ ନୃତ୍ୟ ପରିବେଷଣ କରାଯାଇଥିବା ବେଳେ ଏହି ସମୟରେ ଆଦିବାସୀ ମହିଳାଙ୍କ ସହ ମମତା ବାନାର୍ଜୀ ମଧ୍ୟ ନାଚିବାContinue reading “ବିବାହ କାର୍ଯ୍ୟକ୍ରମରେ ଡ୍ୟାନ୍ସ କଲେ ମମତା । ଆଦିବାସୀ ସଙ୍ଗୀତର ତାଳେ ତାଳେ ଝୁମିଲେ ଦିଦି”
ଆହୁରି ୯ ମାସ ଆନ୍ଦୋଳନ ପାଇଁ ପ୍ରସ୍ତୁତ ଅଛନ୍ତି ଚାଷୀ । ସୂଚନା ଦେଲେ ଚାଷୀ ନେତା ରାକେଶ ଟିକାୟତ
କନକ ବ୍ୟୁରୋ: ଆହୁରି ୯ ମାସ ଆନ୍ଦୋଳନ ପାଇଁ ପ୍ରସ୍ତୁତ ଅଛନ୍ତି ଆନ୍ଦୋଳନକାରୀ ଚାଷୀ । ୬୯ଦିନ ଧରି ଦିଲ୍ଲୀରେ ଆନ୍ଦୋଳନ କରୁଥିବା ଚାଷୀ ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଚାଷୀ ନେତା ରାକେଶ ଟିକାୟତ । ଆସନ୍ତା ଅକ୍ଟୋବର ଯାଏଁ ଆନ୍ଦୋଳନ ଚାଲିବ ଏବଂ ଏଥିପାଇଁ ଆନ୍ଦୋଳନକାରୀ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିବା କହିଛନ୍ତି । ଏପରିକି ଆଇନ ପ୍ରତ୍ୟାହାର ନହେବା ଯାଏଁ ଆନ୍ଦୋଳନ ଚାଲିବ ବୋଲି ଚେତାଇContinue reading “ଆହୁରି ୯ ମାସ ଆନ୍ଦୋଳନ ପାଇଁ ପ୍ରସ୍ତୁତ ଅଛନ୍ତି ଚାଷୀ । ସୂଚନା ଦେଲେ ଚାଷୀ ନେତା ରାକେଶ ଟିକାୟତ”
ଫେବୃଆରୀ ୬ରୁ କରୋନା ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ ଟିକା । ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ ।
କନକ ବ୍ୟୁରୋ : ଫେବୃଆରୀ ୬ରୁ କରୋନା ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ ଟିକା । ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ । ସବୁ ମ୍ୟୁନିସିପାଲ କମିଶନରଙ୍କୁ ମଧ୍ୟ ଚିଠି ଲେଖାଯାଇଛି । ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ଛାଡି ବିକଳ୍ପ ଟିକାକରଣ କେନ୍ଦ୍ର ଚୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱାସ୍ଥ୍ୟ କର୍ମୀଙ୍କୁ ଛାଡି ଅନ୍ୟ ଟିକାଦାତା ଚିହ୍ନଟ କରିବାକୁ ନିର୍ଦ୍ଦେଶ । ସେମାନେ ଯେପରି ଉପଯୁକ୍ତ ତାଲିମ ପାଇଥିବେ ଧ୍ୟାନ ରଖାଯିବ । ଟିକାContinue reading “ଫେବୃଆରୀ ୬ରୁ କରୋନା ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ ଟିକା । ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ ।”
ପିପିଲିରେ କାହାକୁ ମିଳିବ ବିଜେଡି ଟିକେଟ । ଦଳୀୟ ଶିବିରରେ ଜାରି ରହିଛି କସରତ
କନକ ବ୍ୟୁରୋ: ପିପିଲିରେ କାହାକୁ ମିଳିବ ବିଜେଡି ଟିକେଟ । ଏ ନେଇ ଦଳୀୟ ଶିବିରରେ କସରତ ଜାରି ରହିଛି । ତେବେ ଟିକେଟ ପାଇଁ ମହାରଥୀ ପରିବାରର ମା ଓ ପୁଅଙ୍କୁ ନେଇ ଚର୍ଚ୍ଚା ଜାରି ରହିଥିବାବେଳେ ବିଜେଡି କର୍ମୀ ଦୁଇଭାଗ ହୋଇଛନ୍ତି । ପିପିଲି ଉପନିର୍ବାଚନ ପାଇଁ ଏବେ ମା ଓ ପୁଅଙ୍କ ନାଁକୁ ନେଇ ଚର୍ଚ୍ଚା । ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଏଠାରେ ଆଉ କିଛି ଦିନ ପରେ ଉପନିର୍ବାଚନ ହେବContinue reading “ପିପିଲିରେ କାହାକୁ ମିଳିବ ବିଜେଡି ଟିକେଟ । ଦଳୀୟ ଶିବିରରେ ଜାରି ରହିଛି କସରତ”
୮ ଲେନ୍ ବିଶିଷ୍ଟ ହେବ ପାରାଦୀପ-ବଡବିଲ୍ ରାସ୍ତା । ଖର୍ଚ୍ଚ ହେବ ୯ ହଜାର କୋଟି
କନକ ବ୍ୟୁରୋ: ଓଡିଶାରେ ରାଜପଥ ପ୍ରକଳ୍ପର ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ମଧ୍ୟରେ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା ହୋଇଛି । ଏହି ଅବସରରେ ରାଜ୍ୟର ବିଭିନ୍ନ ରାଜପଥ ପ୍ରକଳ୍ପ ନେଇ ଆଲୋଚନା ହୋଇଛି । ପାରାଦୀପ ଠାରୁ ବଡବିଲ୍ ମଧ୍ୟରେ ୮ ଲେନ୍ ବିଶିଷ୍ଟ ହେବ ରାସ୍ତା । ଏହି ରାସ୍ତା ପ୍ରାୟ ୩୦୦ କିମି ବିଶିଷ୍ଟ ରହିବ । ଏଥିପାଇଁ ବଜେଟ୍ ରହିଛିContinue reading “୮ ଲେନ୍ ବିଶିଷ୍ଟ ହେବ ପାରାଦୀପ-ବଡବିଲ୍ ରାସ୍ତା । ଖର୍ଚ୍ଚ ହେବ ୯ ହଜାର କୋଟି”