କନକ ବ୍ୟୁରୋ : ଦିଲ୍ଲୀ ଚାଷୀ ଆନ୍ଦୋଳନକୁ ନେଇ ଗାୟିକା ଓ ନାୟିକାଙ୍କ ଭିତରେ ଟ୍ୱିଟର ୱାର । ଦିଲ୍ଲୀ ଚାଷୀ ଆନ୍ଦୋଳନ ଯୋଗୁଁ ଇଂଟରନେଟ୍ ସେବା ବନ୍ଦ ନେଇ ଅନ୍ତଜାର୍ତୀୟ ଖ୍ୟାତି ସଂପନ୍ନ ଗାୟିକା ରିହାନାଙ୍କ ଟ୍ୱିଟ୍ କରି ଲେଖିଛନ୍ତି, ଆମେ ଏହାକୁ ନେଇ କାହିଁକି ଚର୍ଚ୍ଚା କରୁନାହୁଁ ? why aren’t we talking about this?! #FarmersProtest https://t.co/obmIlXhK9S — Rihanna (@rihanna) February 2, 2021 ସିଏନ୍ଏନର ଏ ରିପୋର୍ଟକୁ ଟ୍ୟାକ୍Continue reading “ଦିଲ୍ଲୀ ଚାଷୀ ଆନ୍ଦୋଳନକୁ ନେଇ ଟ୍ୱିଟର ୱାର: ଇଂଟରନେଟ୍ ସେବା ବନ୍ଦ ନେଇ ଗାୟିକା ରିହାନା କହିଲେ,ଏହାକୁ ନେଇ କାହିଁକି ଚର୍ଚ୍ଚା କରୁନ; ଅଭିନେତ୍ରୀ କଙ୍ଗନାଙ୍କ ଜବାବ୍, ସେମାନେ ଚାଷୀ ନୁହେଁ ଆତଙ୍କବାଦୀ”
Author Archives: Raghaba
ମେ ୪ ତାରିଖରୁ ଆରମ୍ଭ ହେବ ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା : ଦଶମର ଗୋଟିଏ ଓ ଦ୍ୱାଦଶର ଦୁଇଟି ସିଫ୍ଟରେ ହେବ ପରୀକ୍ଷା
କନକ ବ୍ୟୁରୋ : ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ପାଇଁ ପ୍ରକାଶ ପାଇଲା ସଂପୂର୍ଣ୍ଣ ପରୀକ୍ଷା ସୂଚୀ । ମେ ୪ ରୁ ଜୁନ୍ ୧୧ ଯାଏଁ ଚାଲିବ ସିବିଏସଇ ବୋର୍ଡ ପରୀକ୍ଷା । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ସିବିଏସଇର ୨୦୨୧ ଡାଟା ସିଟ୍ ଜାରି କରିବା ସହିତ ଏନେଇ ସୂଚନା ଦେଇଛନ୍ତି । ମେ ୪ ତାରିଖରୁ ଓଡିଆ,କନ୍ନଡ଼ ଓ ଲେପଚା ବିଷୟର ପରୀକ୍ଷା ଅନୁଷ୍ଠିତ ହେବ। ପ୍ରମୁଖContinue reading “ମେ ୪ ତାରିଖରୁ ଆରମ୍ଭ ହେବ ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା : ଦଶମର ଗୋଟିଏ ଓ ଦ୍ୱାଦଶର ଦୁଇଟି ସିଫ୍ଟରେ ହେବ ପରୀକ୍ଷା”
ଚୀନର ବିସ୍ତାରବାଦୀ ନିତିକୁ ବାଇଡେନ୍ ପ୍ରଶାସନର ନିନ୍ଦା । ମିତ୍ର ରାଷ୍ଟ୍ରର ସୁରକ୍ଷା ସର୍ବଦା ପ୍ରାଥମିକତା ରହିବ ବୋଲି କହିଛି ଆମେରିକା
ପୂର୍ବ ଲଦାଖ୍ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି) ଅଂଚଳରେ ଚୀନ୍ର ବିସ୍ତାରବାଦୀ ନୀତି ପାଇଁ ଏବେ ତୀବ୍ର ଉତ୍ତେଜନା ଲାଗି ରହିଛି। ଉଭୟ ପଟେ ୫୦ ହଜାରରୁ ଅଧିକ ସେନା ମୁତୟନ ହୋଇଛନ୍ତି ଏବଂ ଚୀନ୍ ସେନାର ଅତିକ୍ରମଣ ଷଡ଼ଯନ୍ତ୍ରକୁ ଭାରତ ପଣ୍ଡ କରୁଛି। ଏଭଳି ସ୍ଥିତିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ପ୍ରଶାସନ ପ୍ରଥମ ଥର ପାଇଁ ଏ ବାବଦରେ ବିବୃତି ଜାରି କରି ଚୀନ୍କୁ କଡ଼ା ସମାଲୋଚନା କରିଛି। ଚୀନ୍ ନିଜର ବିସ୍ତାରବାଦୀ ଯୋଜନାକୁContinue reading “ଚୀନର ବିସ୍ତାରବାଦୀ ନିତିକୁ ବାଇଡେନ୍ ପ୍ରଶାସନର ନିନ୍ଦା । ମିତ୍ର ରାଷ୍ଟ୍ରର ସୁରକ୍ଷା ସର୍ବଦା ପ୍ରାଥମିକତା ରହିବ ବୋଲି କହିଛି ଆମେରିକା”
ଧାନ ବିକ୍ରି କରିବା ପାଇଁ ଚାଷୀ ହନ୍ତସନ୍ତ : ଶୀତ କାକରରେ ପଡ଼ି ରହିଛନ୍ତି ଚାଷୀ; ବରଗଡ଼ ସରର୍କଣ୍ଡା ମାର୍କେଟରୁ ରାତିର ସ୍ଥିତି ପରଖିଲେ ଆମ ପ୍ରତିନିଧି
କନକ ବ୍ୟୁରୋ : ଧାନ ଅମଲ କରି ବିକ୍ରି କରିବା ପାଇଁ ଚାଷୀଙ୍କୁ କେତେ କସରତ କରିବାକୁ ପଡ଼ୁଛି ତାର ଚିତ୍ର ଆସିଛି ବରଗଡ଼ ଜିଲ୍ଲା ସରର୍କଣ୍ଡା ମାର୍କେଟ୍ ୟାଡରୁ । ଧାନ ବିକ୍ରି ପାଇଁ ଆସିଥିବା ଚାଷୀ, ଶୀତକାକରରେ ପଡ଼ି ରହିଛନ୍ତି, ହେଲେ ଧାନ ଉଠିପାରୁନି । ଏସବୁ ଭିତରେ ପୁଣି ଶହେରୁ ଅଧିକ ଚାଷୀଙ୍କ ଟୋକଟ୍ ଅବଧି ସରିଯାଇଛି । ଟାର୍ଗେଟ୍ ବଢ଼ିବ ଏବଂ ନୂଆ ଟୋକନ୍ ଆସିବ ଏହି ଆଶାରେ ଦିନ କାଟୁଛନ୍ତିContinue reading “ଧାନ ବିକ୍ରି କରିବା ପାଇଁ ଚାଷୀ ହନ୍ତସନ୍ତ : ଶୀତ କାକରରେ ପଡ଼ି ରହିଛନ୍ତି ଚାଷୀ; ବରଗଡ଼ ସରର୍କଣ୍ଡା ମାର୍କେଟରୁ ରାତିର ସ୍ଥିତି ପରଖିଲେ ଆମ ପ୍ରତିନିଧି”
ପୁଣି ଫେରିଲା ସିଏଏ ଚର୍ଚ୍ଚା : ବଢ଼ିଲା, ନାଗରିକତା ସଂଶୋଧନ ଆଇନ ପାଇଁ ନିୟମ ପ୍ରସ୍ତୁତ କରିବା ସମୟ ସୀମା
କନକ ବ୍ୟୁରୋ : ପୁଣି ଫେରିଲା ସିଏଏ ପ୍ରସଙ୍ଗ । ନାଗରିକତା ସଂଶୋଧନ ଆଇନ ପାଇଁ ନିୟମ ପ୍ରସ୍ତୁତ କରିବାର ସମୟ ସୀମାକୁ ବଢ଼ାଇ ଦିଆଯାଇଥିବା ସୂଚନା ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ସେ କହିଛନ୍ତି, ନିୟମ ପ୍ରସ୍ତୁତି ପ୍ରକ୍ରିୟା ଏବେ ବି ଜାରି ରହିଛି । ସେଥିପାଇଁ ଏହାର ସମୟ ସୀମାକୁ ଜୁଲାଇ ୯ ତାରିଖ ଯାଏଁ ବଢ଼ାଇ ଦିଆଯାଇଛି । ନାଗରିକତା ସଂଶୋଧନ ବିଲ ସଂସଦରେ ପାରିତ ହେବା ପରେ ଏହାContinue reading “ପୁଣି ଫେରିଲା ସିଏଏ ଚର୍ଚ୍ଚା : ବଢ଼ିଲା, ନାଗରିକତା ସଂଶୋଧନ ଆଇନ ପାଇଁ ନିୟମ ପ୍ରସ୍ତୁତ କରିବା ସମୟ ସୀମା”
କ୍ୟାପିଟାଲ ହସ୍ପିଟାଲକୁ ଆସିବ ଇଲେକ୍ଟ୍ରୋଫିଜିଓଲୋଜି ମେସିନ୍ । ସ୍ବୟଂସଂପୂର୍ଣ୍ଣ ହେବ ହୃଦ୍ରୋଗ ବିଭାଗ, ହୃଦ୍ରୋଗ ଚିକିତ୍ସା କ୍ଷେତ୍ରରେ ଆସିବ ସୁଧାର
କ୍ୟାପିଟାଲ ହସ୍ପିଟାଲ ହୃଦ୍ରୋଗ ବିଭାଗକୁ ଆସିବ ଇଲେକ୍ଟ୍ରୋଫିଜିଓଲୋଜି ମେସିନ୍। ଏହି ଅତ୍ୟାଧୁନିକ ମେସିନ୍ ଆସିବା ପରେ କ୍ୟାପିଟାଲ ହସ୍ପିଟାଲ ହୃଦ୍ରୋଗ ବିଭାଗ ସ୍ବୟଂସଂପୂର୍ଣ୍ଣ ହେବ। ଫଳରେ ହୃଦ୍ରୋଗ ଚିକିତ୍ସା କ୍ଷେତ୍ରରେ ସୁଧାର ଆସିପାରିବ। ଏହି ମେସିନ୍ ସହାୟତାରେ ଛାତି ଧଡ଼ଧଡ଼ ହେଉଥିବା ରୋଗୀମାନଙ୍କ କେଉଁ କାରଣ ପାଇଁ ସମସ୍ୟା ହେଉଛି ତାହା ସ୍ପଷ୍ଟ ହୋଇପାରିବ। କ୍ୟାପିଟାଲ ହସ୍ପିଟାଲରେ ଏବେ ଏକ ଡେମୋ ମେସିନ୍ ଜରିଆରେ ଇଲେକ୍ଟ୍ରୋଫିଜିଓଲୋଜି କରାଯାଉଛି। ଏହି ମେସିନ୍ ଜରିଆରେ କିଛି ଲୋକଙ୍କ ପରୀକ୍ଷା କରାଯାଇଛି।Continue reading “କ୍ୟାପିଟାଲ ହସ୍ପିଟାଲକୁ ଆସିବ ଇଲେକ୍ଟ୍ରୋଫିଜିଓଲୋଜି ମେସିନ୍ । ସ୍ବୟଂସଂପୂର୍ଣ୍ଣ ହେବ ହୃଦ୍ରୋଗ ବିଭାଗ, ହୃଦ୍ରୋଗ ଚିକିତ୍ସା କ୍ଷେତ୍ରରେ ଆସିବ ସୁଧାର”
୪ଟି ରାଜ୍ୟ ପାଇଁ ପ୍ରଭାରୀ ନିଯୁକ୍ତ କଲା ବିଜେପି । ନରେନ୍ଦ୍ର ସିଂହ ତୋମାରଙ୍କୁ ଆସାମ, ପ୍ରହଲ୍ଲାଦ ଯୋଶୀଙ୍କୁ କେରଳର ଦାୟିତ୍ୱ
କନକ ବ୍ୟୁରୋ: ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ମଙ୍ଗଳବାର ଚାରୋଟି ରାଜ୍ୟ ପାଇଁ ପ୍ରଭାରୀ ଓ ସହ ପ୍ରଭାରୀ ନିଯୁକ୍ତି କରିଛି । ଆସାମ ସହିତ ତାମିଲନାଡୁ, କେରଳ ଓ ପୁଡୁଚେରୀ ପାଇଁ ଏହି ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ ହୋଇଛନ୍ତି । ଏହି ସବୁ ରାଜ୍ୟରେ ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ବିଜେପି ଏମାନଙ୍କୁ ନିଯୁକ୍ତ କରିଛି । ଏହିକ୍ରମରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଆସାମର ପ୍ରଭାରୀContinue reading “୪ଟି ରାଜ୍ୟ ପାଇଁ ପ୍ରଭାରୀ ନିଯୁକ୍ତ କଲା ବିଜେପି । ନରେନ୍ଦ୍ର ସିଂହ ତୋମାରଙ୍କୁ ଆସାମ, ପ୍ରହଲ୍ଲାଦ ଯୋଶୀଙ୍କୁ କେରଳର ଦାୟିତ୍ୱ”
ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣା: ମୁହଁ ଖୋଲିଲେ ଆଦିତ୍ୟଙ୍କ ବାପା । କହିଲେ, ମୋ ପୁଅକୁ ନ୍ୟାୟ ନମିଳିଲା ଯାଏଁ ଲଢିବି
କନକ ବ୍ୟୁରୋ: ମାନବ ପ୍ରେମୀ ଆଦିତ୍ୟଙ୍କ ହତ୍ୟା ଘଟଣାକୁ ନେଇ ଆଜି ତାଙ୍କ ବାପା ନବକିଶୋର ଦାସ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ ପୁଅର ହତ୍ୟାକୁ ୭ମାସ ପୁରିବାକୁ ଯାଉଛି। ହେଲେ ଏପର୍ଯ୍ୟନ୍ତ ହତ୍ୟାକାରୀକୁ ପୁଲିସ ଜାଣିଶୁଣି ଗିରଫ କରୁନାହିଁ । ଜିଆରପି ପୁଲିସ ଓ କ୍ରାଇମବ୍ରାଞ୍ଚ ହତ୍ୟାକାରିକୁ ଜାଣିଛନ୍ତି କିନ୍ତୁ ବଡ଼ ବଡିଆଙ୍କ ଚାପରେ ହତ୍ୟା ମାମଲାକୁ ଚାପୁଛନ୍ତି ଓ ଆତ୍ମହତ୍ୟା ବୋଲି କହୁଛନ୍ତି। ମୋ ପୁଅକୁ ଯୋଜନା କରି ହତ୍ୟାContinue reading “ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣା: ମୁହଁ ଖୋଲିଲେ ଆଦିତ୍ୟଙ୍କ ବାପା । କହିଲେ, ମୋ ପୁଅକୁ ନ୍ୟାୟ ନମିଳିଲା ଯାଏଁ ଲଢିବି”
ବିଚ୍ ରାସ୍ତାରେ ନାବାଳିକାଙ୍କ ଗଳା କାଟିଦେଲା ଯୁବକ । ଏକତରଫା ପ୍ରେମକୁ ନେଇ ଆକ୍ରମଣ ସୂଚନା ।
କନକ ବ୍ୟୁରୋ: ନାବାଳିକାର ଗଳା କାଟିଦେଲା ଯୁବକ । ଏକ ତରଫା ପ୍ରେମକୁ ନେଇ ଆକ୍ରମଣ ସୂଚନା । ବିଚ ରାସ୍ତାରେ ନାବାଳିକାର ଗଳା କାଟିଦେଲା ଯୁବକ । ଟ୍ୟୁସନ ସାରି ଫେରିବା ବେଳେ ଆକ୍ରମଣ କଲା ଯୁବକ । ଆକ୍ରମଣ ପରେ ନାବାଳିକାଙ୍କୁ ମେଡିକାଲରେ ଭର୍ତ୍ତି । ତେବେ ଗତ କିଛି ଦିନ ହେବ ଯୁବକ ଜଣଙ୍କ ନାବାଳିକାଙ୍କୁ ପ୍ରେମ ନିବେଦନ କରୁଥିଲେ । ବାରମ୍ବାର ନିବେଦନ କରିବା ପରେ ଝିଅକୁ ଘର ଲୋକେ ସତର୍କContinue reading “ବିଚ୍ ରାସ୍ତାରେ ନାବାଳିକାଙ୍କ ଗଳା କାଟିଦେଲା ଯୁବକ । ଏକତରଫା ପ୍ରେମକୁ ନେଇ ଆକ୍ରମଣ ସୂଚନା ।”
ବଲାଙ୍ଗିରରେ ଟେଂଟହାଉସ ନିର୍ମାଣକୁ ନେଇ ଜିଲ୍ଲା ପ୍ରଶାସନର ଅହେତୁକ ଅନୁକମ୍ପା । ଗୋଟିଏ ଟେଂଟ ହାଉସକୁ ଦିଆଯାଇଛି ସାରା ଜିଲ୍ଲାର ଦାୟିତ୍ୱ
କନକ ବ୍ୟୁରୋ: ବଲାଙ୍ଗିରରେ କରୋନା କାଳରେ କନଟେନମେଂଟ ଜୋନରେ ବାରିକେଡ ନିର୍ମାଣରେ ଟଙ୍କା ହେରଫେର ଅଭିଯୋଗ ପରେ ଏବେ ଆସିଛି ଆଉ ଏକ ନୂଆ ବିବାଦ । କରୋନା ସମୟରେ ଟେଂଟ ହାଉସ ତିଆରିରେ ଟେଂଟହାଉସ ମାଲିକଙ୍କୁ ଅହେତୁକ ଅନୁକମ୍ପା ଦେଖାଇବାର ଅଭିଯୋଗ ଆସିଛି । ବଲାଙ୍ଗିର ରେଳଷ୍ଟେସନ ଟେଂଟ ନିର୍ମାଣ ସହ ଆହୁରି ଅନେକ ଟେଂଟ ନିର୍ମାଣ ପାଇଁ ଗୋଟିଏ ଟେଂଟହାଉସ ମାଲିକକୁ ଦିଆଯାଇଥିଲା ଦାୟିତ୍ୱ । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟContinue reading “ବଲାଙ୍ଗିରରେ ଟେଂଟହାଉସ ନିର୍ମାଣକୁ ନେଇ ଜିଲ୍ଲା ପ୍ରଶାସନର ଅହେତୁକ ଅନୁକମ୍ପା । ଗୋଟିଏ ଟେଂଟ ହାଉସକୁ ଦିଆଯାଇଛି ସାରା ଜିଲ୍ଲାର ଦାୟିତ୍ୱ”