କନକ ବ୍ୟୁରୋ: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ମଙ୍ଗଳବାର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ମିଶନର କୋଷ୍ଟାଲ ହାଇୱେ ନେଇ ଥିବା ସମସ୍ୟା ତଥା ଗୋପାଳପୁରରୁ ସାତପଡ଼ା ପ୍ରକଳ୍ପର କାମ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରିବା ତଥା ଅନୁମତି ଦେବା ପାଇଁ ରାଜ୍ୟ ସରକାରContinue reading “କୋଷ୍ଟାଲ ହାଇୱେ ପ୍ରକଳ୍ପକୁ ନେଇ ନବୀନ, ଧର୍ମେନ୍ଦ୍ର ଓ ନୀତିନ ଗଡକରିଙ୍କ ଆଲୋଚନା । ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି “
Author Archives: Raghaba
ତମେ ଡାଳେ ଡାଳେ ଗଲେ ଆମେ ପତ୍ର ପତ୍ରେ ଯିବୁ… ଏଭଳି ଢଙ୍ଗରେ ତସ୍କରଙ୍କୁ ଚେତାବନୀ ଦେଲା ଓଡିଶା ପୋଲିସ । ପେଟ୍ରୋଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣକୁ ପୋଲିସର ଟ୍ୱିଟର ରିପ୍ଲାଏ
କନକ ବ୍ୟୁରୋ: ପିଲାଦିନେ ଚୋର ପୁଲିସ ଖେଳ ତ ଆପଣ ନିଶ୍ଚୟ ଖେଳିଥିବେ। ଆଉ ଏହି ଖେଳର ମଜା କିଛି ନିଆରା ବି ଥାଏ କାରଣ ଚୋର ଲୁଚିଲେ ଆଉ ଜଣେ ପୁଲିସ ସାଜି ତାର ପତ୍ତା ଲଗାଇ ଥାଏ। ଏହି ଖେଳରେ ଚୋର ଯେତେ ଚତୁର, ଚାଲାକ ହେଉ ନା କାହିଁକି, ପ୍ରାୟତଃ ପୁଲିସର ପଲଡା ଭାରି ରହିଥାଏ। ଠିକ ଏମିତି କିଛି ପିଲାଦିନର କାହାଣୀ ଦୋହରାଛି ଓଡ଼ିଶା ପୋଲିସ। ଯାହାକୁ ନେଇ ସୋସିଆଲ ମିଡ଼ିଆରେContinue reading “ତମେ ଡାଳେ ଡାଳେ ଗଲେ ଆମେ ପତ୍ର ପତ୍ରେ ଯିବୁ… ଏଭଳି ଢଙ୍ଗରେ ତସ୍କରଙ୍କୁ ଚେତାବନୀ ଦେଲା ଓଡିଶା ପୋଲିସ । ପେଟ୍ରୋଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣକୁ ପୋଲିସର ଟ୍ୱିଟର ରିପ୍ଲାଏ “
ଆଇପିଏଲର ସବୁଠାରୁ ଧନୀ ଖେଳାଳି ଧୋନୀ । ଆଇପିଏଲରୁ ଧୋନୀ ଆୟ କରିବେ ୧୫୦ କୋଟି ଟଙ୍କା । ଏହି ତାଲିକାରେ ବିରାଟଙ୍କୁ ପଛରେ ପକାଇଲେ ରୋହିତ ।
କନକ ବ୍ୟୁରୋ : ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଛନ୍ତି ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନୀ । ହେଲେ ଧୋନୀ ଏବେ ବି ଆଇପିଏଲ ଖେଳିବା ଜାରି ରଖିଛନ୍ତି । ତେବେ ଆପଣ କଣ ଜାଣିଛନ୍ତି ଧୋନୀ ଆଇପିଏଲ ଖେଳି କେତେ ଟଙ୍କା ରୋଜଗାର କରନ୍ତି । ଆମେ ଆଜି କହିବୁ ଧୋନୀଙ୍କ ଆଇପିଏଲ ରୋଜଗାର କଥା । ଧୋନୀ ହେଉଛନ୍ତି ଆଇପିଏଲର ସବୁଠାରୁ ଧନୀ ଖେଳାଳି । ବର୍ତ୍ତମାନ ଆଇପିଏଲ ଖେଳାଳିଙ୍କ ରୋଜଗାର ତାଲିକାରେContinue reading “ଆଇପିଏଲର ସବୁଠାରୁ ଧନୀ ଖେଳାଳି ଧୋନୀ । ଆଇପିଏଲରୁ ଧୋନୀ ଆୟ କରିବେ ୧୫୦ କୋଟି ଟଙ୍କା । ଏହି ତାଲିକାରେ ବିରାଟଙ୍କୁ ପଛରେ ପକାଇଲେ ରୋହିତ । “
ଚାଷୀଙ୍କ ପାଇଁ ଗାଜିପୁର ସୀମାରେ ଲୁହା କଣ୍ଟା ପୋତିଲା ଦିଲ୍ଲୀ ପୋଲିସ । ରାହୁଲ କହିଲେ, ପାଚେରୀ ନୁହେଁ ସେତୁ ତିଆରି କରନ୍ତୁ ସରକାର
କନକ ବ୍ୟୁରାେ: ଚାଷୀଙ୍କ ଆନ୍ଦୋଳନ ଥମିବାର ନାଁ ନେଉନଥିବାବେଳେ ଚାଷୀଙ୍କୁ କାବୁ କରିବାକୁ ନୂଆ ନୂଆ ବାଟ ଆପଣାଉଛି ଦିଲ୍ଲୀ ପୁଲିସ୍ । ଚାଷୀଙ୍କ ଅଟକାଇ ରଖିବା ପାଇଁ ଦିଲ୍ଲୀ- ଉତ୍ତରପ୍ରଦେଶ ଗାଜିପୁର ବୋର୍ଡରୁ ଆସିଛି ଏକ ଅଭିନବ ଚିତ୍ର । ରାସ୍ତାରେ ବ୍ୟାରିକେଟ୍ କରିବା ସହ ରାସ୍ତା ଉପରେ କଣ୍ଟା ପୋତିଛି ଦିଲ୍ଲୀ ପୁଲିସ୍ । ଚାଷୀ ଯେମିତି ନିର୍ଦ୍ଧାରିତ ସୀମା ଅତିକ୍ରମ କରି ଦିଲ୍ଲୀ ଭିତରକୁ ପଶି ଆସିବେ ନାହିଁ ସେଥିପାଇଁ ଲୁହା କଣ୍ଟାContinue reading “ଚାଷୀଙ୍କ ପାଇଁ ଗାଜିପୁର ସୀମାରେ ଲୁହା କଣ୍ଟା ପୋତିଲା ଦିଲ୍ଲୀ ପୋଲିସ । ରାହୁଲ କହିଲେ, ପାଚେରୀ ନୁହେଁ ସେତୁ ତିଆରି କରନ୍ତୁ ସରକାର”
ସାଂସଦ ରାଜଶ୍ରୀ ମଲ୍ଲିକଙ୍କ ଆଖିରେ ଲୁହ । ନାମଫଳକର ତଳେ ନାଁ ରହିଗଲା ବୋଲି କାନ୍ଦ କାନ୍ଦ ହୋଇଗଲେ ସାଂସଦ
କନକ ବ୍ୟୁରୋ: ନିଆଳି କଂଟାପଡା ଲୋକାର୍ପଣ କାର୍ଯ୍ୟକ୍ରମରେ ନାମ ଫଳକରେ ତଳେ ନାଁ ରହିଗଲା ବୋଲି ହୋଇଗଲେ କାନ୍ଦ କାନ୍ଦ ହୋଇଗଲେ ରାଜଶ୍ରୀ ମଲ୍ଲିକ । ନିଆଳି କଂଟାପଡା ବ୍ଲକର ବ୍ରାହ୍ମଣବାଟି ପଂଚାୟତରେ ନିର୍ମାଣ ହୋଇଥିବା ବିଭିନ୍ନ ପ୍ରକଳ୍ପକୁ ଲୋକାର୍ପଣ କରାଯାଇଛି । କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ଭାବେ ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ,ନିଆଳି ବିଧାୟକ ପ୍ରମୋଦ କୁମାର ମଲ୍ଲିକ ଯୋଗ ଦେଇଥିଲେ । ହେଲେ ଲୋକାର୍ପଣContinue reading “ସାଂସଦ ରାଜଶ୍ରୀ ମଲ୍ଲିକଙ୍କ ଆଖିରେ ଲୁହ । ନାମଫଳକର ତଳେ ନାଁ ରହିଗଲା ବୋଲି କାନ୍ଦ କାନ୍ଦ ହୋଇଗଲେ ସାଂସଦ”
ସଂସଦର ଉଭୟ ଗୃହରେ ଉଠିଲା ଚାଷୀ ଆନ୍ଦୋଳନ ପ୍ରସଙ୍ଗ । ହଙ୍ଗାମା କଲେ ବିରୋଧୀ ଦଳର ସାଂସଦ । ଆସନ୍ତାକାଲି ଯାଏଁ ରାଜ୍ୟସଭା ମୁଲତବି
କନକ ବ୍ୟୁରୋ: ସଂସଦରେ ଉଠିଲା ଚାଷୀ ଆନ୍ଦୋଳନ ପ୍ରସଙ୍ଗ । କୃଷକମାନଙ୍କ ପ୍ରସ୍ତାବକୁ ନେଇ ତାତିଲେ ବିରୋଧୀ । ମଙ୍ଗଳବାର ସଂସଦର ଉଭୟ ଗୃହରେ ବିରୋଧୀମାନେ ଚାଷୀ ଆନ୍ଦୋଳନକୁ ନେଇ ହଙ୍ଗାମା କରିଛନ୍ତି । ଯାହା ଫଳରେ ରାଜ୍ୟସଭାର ଅଧ୍ୟକ୍ଷ ଗୃହକୁ ଆସନ୍ତାକାଲି ୯ଟା ପର୍ଯ୍ୟନ୍ତ ମୁଲତବି କରିଛନ୍ତି । ସେହିପରି ଲୋକସଭାରେ ମଧ୍ୟ ଏହି ତାତି ଦେଖିବାକୁ ମିଳିଛି । ସାସଂଦମାନେ ଚାଷୀମାନଙ୍କର ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ଜିଦ୍ କରିଛନ୍ତି । ଯାହା ଫଳରେContinue reading “ସଂସଦର ଉଭୟ ଗୃହରେ ଉଠିଲା ଚାଷୀ ଆନ୍ଦୋଳନ ପ୍ରସଙ୍ଗ । ହଙ୍ଗାମା କଲେ ବିରୋଧୀ ଦଳର ସାଂସଦ । ଆସନ୍ତାକାଲି ଯାଏଁ ରାଜ୍ୟସଭା ମୁଲତବି”
ମେ’ ୪ରୁ ଆରମ୍ଭ ହେବ ସିବିଏସଇ ପରୀକ୍ଷା । ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସୂଚୀ ଘୋଷଣା କଲା ସିବିଏସଇ ।
କନକ ବ୍ୟୁରୋ : ମେ’ ୪ରୁ ଆରମ୍ଭ ହେବ ସିବିଏସଇ ପରୀକ୍ଷା । ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସୂଚୀ ଘୋଷଣା କଲା ସିବିଏସଇ । ସିବିଏସଇ ପରୀକ୍ଷା ନେଇ ସୂଚୀ ପ୍ରକାଶ କଲେ କେନ୍ଦ୍ର ସରକାର । ଏନେଇ ଟ୍ୱିଟ କରି ସୂଚନା ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ । ଜାନୁଆରୀ ୨୮ରେ ସିବିଏସଇ ବୋର୍ଡ ପରୀକ୍ଷା ନେଇ ତାରିଖ ଘୋଷଣା ସରିଥିଲା । ବୋର୍ଡ ପରୀକ୍ଷା ମେ ୪ରୁ ଆରମ୍ଭContinue reading “ମେ’ ୪ରୁ ଆରମ୍ଭ ହେବ ସିବିଏସଇ ପରୀକ୍ଷା । ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସୂଚୀ ଘୋଷଣା କଲା ସିବିଏସଇ । “
ଇଂଜିନିୟର ଚାକିରି ଛାଡି ଚାଷ ପ୍ରେମରେ ପଡିଛନ୍ତି ଯୁବ ଇଂଜିନିୟର । ସିଭିଲ୍ ଇଂଜିନିୟରିଂରେ ଡିଗ୍ରୀ ହାସଲ କରିଥିବା ଫୁଲବାଣୀର ଗୋଲକ କହଁର କରୁଛନ୍ତି ପନିପରିବା ଚାଷ
କନକ ବ୍ୟୁରୋ : ଇଂଜିନିୟର ଯୁବକଙ୍କୁ ଚାକିରି ନୁହେଁ ରୋଜଗାରକ୍ଷମ କରାଇଛି ଚାଷ । ଇଂଜିନିୟର ଚାକିରି ଛାଡି ଜୈବିକ ପଦ୍ଧତିରେ ଚାଷ କରି ଉଦାହରଣ ପାଲଟିଛନ୍ତି ଜଣେ ଇଂଜିନିୟର । ନିଜେ ଜଣେ ସଫଳ ଚାଷୀ ହେବା ସବ ଚାଷ କାମରେ ଗାଁର ୪-୫ ଜଣ ବେକାର ଯୁବକଙ୍କୁ ନିଯୁକ୍ତି ଦେଇଛନ୍ତି । ଫୁଲବାଣୀରୁ ଦେଖିବା ଜଣେ ଇଂଜିନିୟର ଚାଷୀଙ୍କ କାହାଣୀ । ଚାଷ ଜମିରେ ଯୁବ ଇଂଜିନିୟର । ରାତି ପାହିବା କ୍ଷଣି ହାତରେContinue reading “ଇଂଜିନିୟର ଚାକିରି ଛାଡି ଚାଷ ପ୍ରେମରେ ପଡିଛନ୍ତି ଯୁବ ଇଂଜିନିୟର । ସିଭିଲ୍ ଇଂଜିନିୟରିଂରେ ଡିଗ୍ରୀ ହାସଲ କରିଥିବା ଫୁଲବାଣୀର ଗୋଲକ କହଁର କରୁଛନ୍ତି ପନିପରିବା ଚାଷ”
କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବଡ ଘୋଷଣା । ମେ’ ୨ରୁ ୧୭ ଭିତରେ ହେବ ୟୁଜିସି ନେଟ୍ ପରୀକ୍ଷା
କନକ ବ୍ୟୁରାେ: ୨୦୨୧ ବର୍ଷର ୟୁଜିସି ନେଟ୍ ପରୀକ୍ଷା ପାଇଁ ତାରିଖ ଘୋଷଣା କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ । ସେ ନିଜ ଟ୍ଵିଟର ହ୍ୟାଣ୍ଡେଲ ଜରିଆରେ ଏହି ପରୀକ୍ଷା ତାରିଖ ଘୋଷଣା କରିଛନ୍ତି। ଜାତୀୟ ପରୀକ୍ଷା ଏଜେନ୍ସି ମେ ମାସ ୨,୩,୪,୫,୬,୭, ୧୦,୧୧,୧୨,୧୪ ଏବଂ ୧୭ରେ ୟୁଜିସି ନେଟ୍ ପରୀକ୍ଷା କରିବ। ଶିକ୍ଷା ମନ୍ତ୍ରୀ କରିଥିବା ଟୁଇଟରେ କହିଛନ୍ତିି, ଜାତୀୟ ପରୀକ୍ଷା ଏଜେନ୍ସି ଜୁନିଅର ରିସର୍ଚ୍ଚ ଫେଲୋସିପ୍ ଏବଂ ସହକାରୀ ପ୍ରଫେସରଙ୍କContinue reading “କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବଡ ଘୋଷଣା । ମେ’ ୨ରୁ ୧୭ ଭିତରେ ହେବ ୟୁଜିସି ନେଟ୍ ପରୀକ୍ଷା”
ମଣ୍ଡିରେ ଧାନ ଆଉ ରାଜ ରାସ୍ତାରେ ଚାଷୀ । ମଣ୍ଡିରୁ ଧାନ ଉଠୁନଥିବାରୁ ଧାନ ବସ୍ତା ରଖି ମାଲକାନଗିରି କୋରୁକୁଣ୍ଡା ମୁଖ୍ୟ ରାସ୍ତାକୁ ଅବରୋଧ କଲେ ଚାଷୀ
କନକ ବ୍ୟୁରୋ : ମଣ୍ଡିରେ ଧାନ ଆଉ ରାଜ ରାସ୍ତା ରେ ଚାଷୀ । ମାଲକାନଗିରି ଜିଲ୍ଲାରୁ ଆସିଛି ଅଭାବନୀୟ ଚିତ୍ର । କୋରୁକୋଣ୍ଡା ବ୍ଲକର ଚାଷୀ ମାନେ ମଣ୍ଡି ରୁ ଧାନ ଉଠାଇବା ଦାବି ନେଇ ଦିନ ତମାମ ରାଜ ରାସ୍ତା ରେ ପଡି ରହିଛନ୍ତି, ତେବେ ଧାନ ଉଠିବା ତ ଦୂର ରେ ଥାଉ, ପ୍ରତିଶ୍ରୁତି ଟିକିଏ ମଧ୍ୟ ପାଇ ପାରିଲେ ନାହିଁ ଚାଷୀ । ଆଉ ନିଜ ଦାବି ନେଇ ଚିତ୍ରୋକୋଣ୍ଡା ମାଲକାନଗିରିContinue reading “ମଣ୍ଡିରେ ଧାନ ଆଉ ରାଜ ରାସ୍ତାରେ ଚାଷୀ । ମଣ୍ଡିରୁ ଧାନ ଉଠୁନଥିବାରୁ ଧାନ ବସ୍ତା ରଖି ମାଲକାନଗିରି କୋରୁକୁଣ୍ଡା ମୁଖ୍ୟ ରାସ୍ତାକୁ ଅବରୋଧ କଲେ ଚାଷୀ”