କନକ ବ୍ୟୁରୋ : ସାଧାରଣତନ୍ତ୍ର ଦିବସରେ କୃଷକ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସାକାଣ୍ଡ ଯୋଗୁଁ ତିନି ଦିନ ହେଲା ସିଂଘୁ ସୀମାରେ ଚାପା ଉତେଜନା ଲାଗି ରହିଛି । ଉତେଜନାକୁ ନଜରରେ ରଖି ସୀମାରେ ବହୁ ସଂଖ୍ୟାରେ ସୁରକ୍ଷା ବଳଙ୍କୁ ନିୟୋଜିତ କରାଯାଇଛି । କିନ୍ତୁ ଗୁରୁବାର ଚାଷୀ ନେତା ରାକେଶ ଟିକାୟତଙ୍କ ଡାକରା ପରେ ପୁଣି ଥରେ ଚାଷୀ ଆନ୍ଦୋଳନ ତେଜିବା ସହ ହିଂସାକାଣ୍ଡର ଆଶଙ୍କା କରି ଶୁକ୍ରବାର ସକାଳୁ ସକାଳୁ ସୁରକ୍ଷା ବ୍ୟବସ୍ଥାକୁContinue reading “ଦିଲ୍ଲୀ ସିଂଘୁ ସୀମାରେ ସଂଘର୍ଷ । ଆନ୍ଦୋଳନରତ ଚାଷୀ-ସ୍ଥାନୀୟ ବାସିନ୍ଦା ମୁହାଁମୁହିଁ । ସ୍ଥିତି ଅସମ୍ଭାଳ ହେବାରୁ ପୋଲିସର ଲାଠି ଚାର୍ଜ, ଲୁହବୁହା ଗ୍ୟାସ ମାଡ଼ ।”
Author Archives: Raghaba
ସାଢେ ୫ଟା ସୁଦ୍ଧା ମହିଳା କର୍ମଚାରୀ ଅଫିସ ଛାଡିବା ପ୍ରସଙ୍ଗ । ଇଂଜିନିୟର ଇନ ଚିଫଙ୍କୁ ସ୍ପଷ୍ଟୀକରଣ ମାଗିଲା ପୂର୍ତ୍ତ ବିଭାଗ ।
କନକ ବ୍ୟୁରୋ : ସାଢେ ୫ଟା ସୁଦ୍ଧା ମହିଳା କର୍ମଚାରୀ ଅଫିସ ଛାଡିବା ପ୍ରସଙ୍ଗ । ଇଂଜିନିୟର ଇନ ଚିଫଙ୍କୁ ସ୍ପଷ୍ଟୀକରଣ ମାଗିଲା ପୂର୍ତ୍ତ ବିଭାଗ । ୭ ଦିନ ମଧ୍ୟରେ ଲିଖିତ ସ୍ପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ । ମହିଳା କର୍ମଚାରୀ ପାଇଁ ସମୟ କଟକଣାର କାରଣ ଦର୍ଶାଇବାକୁ ନିର୍ଦ୍ଦେଶ । ସଂଧ୍ୟା ସାଢ଼େ ୫ଟାରେ ଅଫିସ ଛାଡ଼ିବେ ମହିଳା କର୍ମଚାରୀ, ସିଭିଲ୍ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଅଚାନକ କାହିଁକି ଏପରି ଏକ ନିର୍ଦ୍ଦେଶନାମା ଦିଆଗଲାContinue reading “ସାଢେ ୫ଟା ସୁଦ୍ଧା ମହିଳା କର୍ମଚାରୀ ଅଫିସ ଛାଡିବା ପ୍ରସଙ୍ଗ । ଇଂଜିନିୟର ଇନ ଚିଫଙ୍କୁ ସ୍ପଷ୍ଟୀକରଣ ମାଗିଲା ପୂର୍ତ୍ତ ବିଭାଗ ।”
କେଜିଏଫ-୨ର ରିଲିଜ ତାରିଖ ଘୋଷଣା
କନକ ବ୍ୟୁରୋ: ସାଉଥ୍ ସୁପରଷ୍ଟାର ୟଶ୍ ଓ ସଞ୍ଜୟ ଦତ୍ତ ଅଭିନୀତ ଫିଲ୍ମ କେଜିଏଫ-୨ର ରିଲିଜ ତାରିଖ ଘୋଷଣା କରାଯାଇଛି । ଏହି ଫିଲ୍ମଟି ଚଳିତବର୍ଷ ଜୁଲାଇ ମାସରେ ରିଲିଜ ହେବ । ସିନେ ସମୀକ୍ଷକ ତରଣ ଆଦର୍ଶଙ୍କ ସୂଚନା ମୁତାବକ ଫିଲ୍ମଟି ଜୁଲାଇ ୧୬ ତାରିଖରେ ରିଲିଜ ହେବ । ଏହି ଫିଲ୍ମର ମୁଖ୍ୟ ଭୂମିକାରେ ସଞ୍ଜୟ ଦତ୍ତ, ୟଶ୍, ଶ୍ରୀନିଧି ସେଟ୍ଟୀ ଓ ରବିନା ଟଣ୍ଡନ ନଜର ଆସିବେ । ଏହି ଫିଲ୍ମର ନିର୍ଦ୍ଦେଶନାContinue reading “କେଜିଏଫ-୨ର ରିଲିଜ ତାରିଖ ଘୋଷଣା”
ବିଏମସି କୋଭିଡ଼୍ ସେଲରୁ ଫେରିଯିବେ ଡାକ୍ତର ଓ ଏଏସଓ । କୋଭିଡ ସ୍ଥିତିକୁ ଅନୁଧ୍ୟାନ କରି ନିଷ୍ପତ୍ତି ନେଲା ବିଏମସି
କନକ ବ୍ୟୁରୋ : ଏବେ ବିଏମସି କୋଭିଡ଼୍ ସେଲରୁ ଫେରିଯିବେ ଅଣ ବିଏମସି ଅଧିକାରୀ ଓ କର୍ମଚାରୀ । କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ନିର୍ଦ୍ଦେଶ କ୍ରମେ କୋଭିଡ଼ର ସ୍ଥିତିକୁ ଅନୁଧ୍ୟାନ କରି ଏହି ନିଷ୍ପତ୍ତି ନେଇଛନ୍ତି ସହରାଞ୍ଚଳ କର୍ତ୍ତୃପକ୍ଷ । ଭିନ୍ନ ଭିନ୍ନ ସମୟରେ ଆବଶ୍ୟକ ଅନୁସାରେ ରାଜ୍ୟ ସରକାର ବିଏମସି କୋଭିଡ଼୍ ସେଲକୁ ଆସିଥିଲେ ଅଧିକାରୀ ଓ କର୍ମଚାରୀ ଗଣ । ଏମାନଙ୍କ ମଧ୍ୟରେ ମୁଖ୍ୟତଃ ଡ଼ାକ୍ତର ଏବଂ ଆସିଷ୍ଟାଣ୍ଟସେକ୍ସନ୍ ଅଫିସରଙ୍କ ସଂଖ୍ୟା ଅଧିକ ।Continue reading “ବିଏମସି କୋଭିଡ଼୍ ସେଲରୁ ଫେରିଯିବେ ଡାକ୍ତର ଓ ଏଏସଓ । କୋଭିଡ ସ୍ଥିତିକୁ ଅନୁଧ୍ୟାନ କରି ନିଷ୍ପତ୍ତି ନେଲା ବିଏମସି”
ଦିଲ୍ଲୀରେ ଶେଷ ହେଲା ଧ୍ୱଜାବତରଣ ସମାରୋହ । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ତିନି ସେନାର ମୁଖ୍ୟ ଉପସ୍ଥିତ
କନକ ବ୍ୟୁରୋ: ଦିଲ୍ଲୀ ବିଜୟ ଚୌକରେ ଆୟୋଜିତ ହୋଇଛି ଧ୍ୱଜାବତରଣ ସମାରୋହ । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତିନି ସେନାର ମୁଖ୍ୟଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ସାଧାରଣତନ୍ତ୍ର ଦିବସ ୩ ଦିନ ପରେ ଧ୍ୱଜାବତରଣ ସମାରୋହର ଆୟୋଜନ କରାଯାଇଥାଏ । ଶୁକ୍ରବାର ମଧ୍ୟ ବେଶ ଉତ୍ସାହର ସହ ଏହି ଉତ୍ସବ ପାଳନ ହୋଇଯାଇଛି । ଏଥିସହ ତ୍ରିରଙ୍ଗା ପତାକାକୁ ତଳକୁ ଓହ୍ଲାଇ ଦିଆଯାଇଛିContinue reading “ଦିଲ୍ଲୀରେ ଶେଷ ହେଲା ଧ୍ୱଜାବତରଣ ସମାରୋହ । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ତିନି ସେନାର ମୁଖ୍ୟ ଉପସ୍ଥିତ”
ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରିଙ୍କ ବହିକୁ ନେଇ ବିବାଦ । ‘ବାଏ ମେନି ଏ ହାପି ଆକସିଡେଂଟ’ରେ ମୋଦିଙ୍କୁ ଲେଖିଛନ୍ତି କିଛି କଥା
କନକ ବ୍ୟୁରୋ: ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରିଙ୍କ ବହିକୁ ନେଇ ଏକ ବିବାଦ ଦେଖାଦେଇଛି । ଏହାର କାରଣ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଏଥିରେ ଅନସାରି ଲେଖିଥିବା କିଛି କଥା । ଏହି ବହିର ନାଁ ରହିଛି ‘ବାଏ ମେନି ଏ ହାପି ଆକସିଡେଂଟ’ । ସେ ଏଥିରେ ଲେଖିଛନ୍ତି ଯେ, ଉପରାଷ୍ଟ୍ର୍ରତି ଥିବା ବେଳେ ହଠାତ୍ ଥରେ ତାଙ୍କ ଅଫିସକୁ ପ୍ରଧାନମନ୍ତ୍ରୀ ମୋଦି ଆସିଥିଲେ । ଆଉ ଏଥିରେ ଅନସାରି ଉପରାଷ୍ଟ୍ରପତି ଭାବେ ତାଙ୍କୁ ସହାୟତାContinue reading “ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରିଙ୍କ ବହିକୁ ନେଇ ବିବାଦ । ‘ବାଏ ମେନି ଏ ହାପି ଆକସିଡେଂଟ’ରେ ମୋଦିଙ୍କୁ ଲେଖିଛନ୍ତି କିଛି କଥା”
କରୋନା ସଂକଟ ଭିତରେ ଆରମ୍ଭ ହେଲା ସଂସଦର ବଜେଟ୍ ଅଧିବେଶନ । ରାଷ୍ଟ୍ରପତି କହିଲେ ଚାଷୀଙ୍କ ସ୍ୱାର୍ଥ ରକ୍ଷା କରିବ ୩ଟି କୃଷି ଆଇନ
କନକ ବ୍ୟୁରୋ: କରୋନା ସଂକଟ ଓ କୃଷକମାନଙ୍କ ଆନ୍ଦୋଳନ ଭିତରେ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବୋଧନ ସହିତ ଅଧିବେଶନ ଆରମ୍ଭ ହୋଇଛି । ରାଷ୍ଟ୍ରପତି ତାଙ୍କ ସମ୍ବୋଧନରେ ପ୍ରଥମେ କରୋନା ସମୟରେ ହରାଇଥିବା ଲୋକଙ୍କୁ ମନପକାଇ ଦୁଃଖ ପ୍ରକାଶ କରିଥିଲେ । ଏହା ସହ ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି ଯେ, କୃଷକଙ୍କ ସ୍ୱାର୍ଥ ପାଇଁ ସରକାର ସବୁବେଳେ ଚିନ୍ତା କରୁଛନ୍ତି । ସ୍ୱାମୀନାଥନ କମିସନଙ୍କ ସୁପାରିସକୁ ଅନୁସରଣ କରିContinue reading “କରୋନା ସଂକଟ ଭିତରେ ଆରମ୍ଭ ହେଲା ସଂସଦର ବଜେଟ୍ ଅଧିବେଶନ । ରାଷ୍ଟ୍ରପତି କହିଲେ ଚାଷୀଙ୍କ ସ୍ୱାର୍ଥ ରକ୍ଷା କରିବ ୩ଟି କୃଷି ଆଇନ”
ବଳ ଗୋଟାଇବା ପାଇଁ ଚାଷୀଙ୍କ ମହାପଂଚାୟତ । ରାକେଶ ଟିକାୟତଙ୍କ ଡାକରାରେ ଉତ୍ତରପ୍ରଦେଶ ମୁଜାଫରନଗରରେ ବସିଛି ଚାଷୀଙ୍କ ମହା ପଂଚାୟତ
କନକ ବ୍ୟୁରୋ: କଣ ରହିବ କୃଷକଙ୍କ ଆଗାମୀ ରଣନୀତି? ସେ ନେଇ ଉତରପ୍ରଦେଶ ମୁଜାଫରନଗରରେ ବସିଛି ଚାଷୀଙ୍କ ମହା ପଂଚାୟତ । ବିଶେଷ କରି ୨୬ ଜାନୁଆରୀରେ ଚାଷୀଙ୍କ ଟ୍ରାକ୍ଟର ରାଲି ପରେ ବ୍ୟାକଫୁଟରେ ଅଛନ୍ତି କୃଷକ ସଂଗଠନ । ତଥାପି କୃଷି ଆଇନ ପ୍ରତ୍ୟାହାର ଦାବିରେ ଜାରି ରଖିଛନ୍ତି ଆନ୍ଦୋଳନ । ପଶ୍ଚିମ ଉତ୍ତରପ୍ରଦେଶ ଏବେ ଚାଷୀ ଆନ୍ଦୋଳନ ନୂଆ ଠିକଣା ହେବାକୁ ଯାଉଛି । ବ୍ୟାପକ ପୁଲିସ ଛାଉଣୀ ଭିତରେ ମୁଜାଫରନଗରରେ ମହା ପଂଚାୟତରେContinue reading “ବଳ ଗୋଟାଇବା ପାଇଁ ଚାଷୀଙ୍କ ମହାପଂଚାୟତ । ରାକେଶ ଟିକାୟତଙ୍କ ଡାକରାରେ ଉତ୍ତରପ୍ରଦେଶ ମୁଜାଫରନଗରରେ ବସିଛି ଚାଷୀଙ୍କ ମହା ପଂଚାୟତ”
ଯାଜପୁର ଜିଲ୍ଲା ବିଂଝାରପୁର ଅଂଚଳରେ ନିଖୋଜ କୁନି ଝିଅ ପିହୁ । ମନ୍ତ୍ରୀ ଟୁକୁନି ସାହୁଙ୍କ ବାସଭବନ ଆଗରେ ଧାରଣା ଦେଲେ ପରିବାର ଲୋକେ
କନକ ବ୍ୟୁରୋ: ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଘର ଆଗରେ ଧାରଣାରେ ବସି ନେହୁରା ହୋଇଛନ୍ତି ଜଣେ ଜଣେ ମାଆ । ଆଉ ଅନୁରୋଧ କରୁଛନ୍ତି, ତାଙ୍କ ଅଲିିଅଳ ଝିଅକୁ ତାଙ୍କ କୋଳକୁ ଫେରାଇ ଦିଆଯାଉ । ଯାଜପୁର ଜିଲ୍ଲା ବିଝାଂରପୁରର କୁନି ଝିଅ ପିହୁ, ନିଖୋଜ ହେବାର ୬ ମାସ ବିତିଗଲାଣି । ହେଲେ ପିହୁର ପତା ମିଳୁନାହିଁ । ପୁଲିସ ଓ ଜିଲ୍ଲା ପ୍ରଶାସନ ଠାରୁ ନିରାଶ ହେବା ପରେ ଏବେ ମନ୍ତ୍ରୀଙ୍କContinue reading “ଯାଜପୁର ଜିଲ୍ଲା ବିଂଝାରପୁର ଅଂଚଳରେ ନିଖୋଜ କୁନି ଝିଅ ପିହୁ । ମନ୍ତ୍ରୀ ଟୁକୁନି ସାହୁଙ୍କ ବାସଭବନ ଆଗରେ ଧାରଣା ଦେଲେ ପରିବାର ଲୋକେ”
ଉପକୂଳ ରାଜପଥ ପ୍ରକଳ୍ପକୁ ନେଇ ରାଜନୈତିକ ବୟାନାବାଜି ସରଗରମ । ବିଜେଡି ଉପରେ ଦୋଷ ଲଦିଲା ବିଜେପି
କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଭାରତମାଳା ଯୋଜନାର କୋଷ୍ଟାଲ ହାଇୱେର ନକ୍ସାରେ ବାରମ୍ବାର ପରିବର୍ତନ ହେଉଥିବା ନେଇ ବିଜେଡି କରିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ବିଜେପି । ଦଳ କହିଛି, ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଂଜୟ ଦାସ ବର୍ମା ସଂପୂର୍ଣ୍ଣ ତଥ୍ୟ ନଜାଣି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି । ଗତ ୨୭ ଜାନୁଆରୀରେ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ କହିଥିଲେ ୬ ବର୍ଷ ତଳେ କେନ୍ଦ୍ର ସରକାର ୪୪୦ କିଲୋମିଟର କୋଷ୍ଟାଲ ହାଇୱେ ପାଇଁContinue reading “ଉପକୂଳ ରାଜପଥ ପ୍ରକଳ୍ପକୁ ନେଇ ରାଜନୈତିକ ବୟାନାବାଜି ସରଗରମ । ବିଜେଡି ଉପରେ ଦୋଷ ଲଦିଲା ବିଜେପି”