କନକ ବ୍ୟୁରୋ: ସଂଧ୍ୟା ସାଢ଼େ ୫ଟାରେ ଅଫିସ ଛାଡ଼ିବେ ମହିଳା କର୍ମଚାରୀ । ସିଭିଲ୍ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅଚାନକ କାହିଁକି ଏପରି ଏକ ନିର୍ଦ୍ଦେଶନାମା ଦିଆଗଲା, ଏହାକୁ ନେଇ ସଂଦେହ ବଢ଼ିବାରେ ଲାଗିଛି । ଏହି ନିର୍ଦ୍ଦେଶନାମା ସପକ୍ଷରେ ସର୍ବୋଚ୍ଚ ଯନ୍ତ୍ରୀ ଯେଉଁ ଯୁକ୍ତି ବାଢ଼ିଛନ୍ତି, ତାହା ସଂଦେହକୁ ସଂପୂର୍ଣ୍ଣ ଦୂର କରିପାରୁନି । ସେ କହିଛନ୍ତି, ଫାଇଭ-ଟି ରେ ଟାଇମ୍ ଫ୍ୟାକ୍ଟରକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଠିକ୍ ସମୟରେ ଆସିବା, ଠିକ୍Continue reading “ସନ୍ଧ୍ୟା ସାଢେ ୫ଟା ପରେ କାର୍ଯ୍ୟାଳୟ ଛାଡିବେ ମହିଳା । ସିଭିଲ୍ ସର୍ବୋଚ୍ଚ ଯନ୍ତ୍ରୀଙ୍କ ନିର୍ଦ୍ଦେଶନାମା ପଛର କାରଣ ଓ ଉଦ୍ଦେଶ୍ୟକୁ ନେଇ ଚର୍ଚ୍ଚା”
Author Archives: Raghaba
ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ କେମିତି ହେଲା ? ତାହା ଏବେ ବି ରହସ୍ୟ ଘେରରେ । ପୁଲିସ ଏବେ ମୁଖ୍ୟ ଅଭିଯୁକ୍ତ ରାକେଶକୁ ଗିରଫ କରି କୋର୍ଟର ହାଜର କରିଛି
କନକ ବ୍ୟୁରୋ: ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ କେମିତି ହେଲା ଏବେ ବି ତା ଉପରୁ ପରଦା ହଟିନି । ଏହାରି ଭିତରେ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । କାହାଣୀ ହତ୍ୟାକାଣ୍ଡର ମୋଡ ନେବା ପଛର କାରଣ ହେଲା ଅଭିଯୁକ୍ତ ରାକେଶ ବିରୋଧରେ ଲାଗିଛି ଦଫା ୩୦୨ ଅର୍ଥାତ ହତ୍ୟା, ୨୦୧ ପ୍ରମାଣ ନଷ୍ଟ ଓ ଭୁଲ ତଥ୍ୟ ଦେବା ଏବଂ ଏସସିଏସଟି ଧାରା । ପୁଲିସ ସୂତ୍ରରୁContinue reading “ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ କେମିତି ହେଲା ? ତାହା ଏବେ ବି ରହସ୍ୟ ଘେରରେ । ପୁଲିସ ଏବେ ମୁଖ୍ୟ ଅଭିଯୁକ୍ତ ରାକେଶକୁ ଗିରଫ କରି କୋର୍ଟର ହାଜର କରିଛି”
ଦୀର୍ଘ ବର୍ଷ ହେବ ପକ୍ଷୀମାନଙ୍କ ଅନ୍ନଦାତା ସାଜିଛନ୍ତି ଜୋସେଫ ସେକର । ଲକଡାଉନରେ ବି ପକ୍ଷୀଙ୍କୁ ରଖିନଥିଲେ ଭୋକିଲା । ୪ ହଜାର ଶୁଆଙ୍କ ପେଟକୁ ଦେଉଥିଲେ ଦାନା ।
କନକ ବ୍ୟୁରୋ : ସେ ବୁଝନ୍ତି ପକ୍ଷୀଙ୍କ ମନ ଆଉ ପେଟ କଥା । ସେଥିପାଇଁ ସକାଳ ହେଲେ ଗୋଟିଏ ନୁହେଁ କି ଦୁଇଟି ନୁହେଁ ହଜାର ହଜାର ପକ୍ଷୀ ଆସି ତାଙ୍କ ଛାତ ଉପରେ ବସିଥାନ୍ତି । ଆଉ ସେହି ପକ୍ଷୀମାନଙ୍କୁ ନିଜ ହାତରେ ଖାଇବାକୁ ଦେଇଥାନ୍ତି ଏହି ବ୍ୟକ୍ତି । ପକ୍ଷୀମାନଙ୍କ ପ୍ରତି ଥିବା ତାଙ୍କର ଏଭଳି ପ୍ରେମ ପାଇଁ ତାଙ୍କୁ ଭାରତର ପକ୍ଷୀ ମଣିଷ ବୋଲି କୁହାଯାଏ । ଜୋସେଫ ସେକର ।Continue reading “ଦୀର୍ଘ ବର୍ଷ ହେବ ପକ୍ଷୀମାନଙ୍କ ଅନ୍ନଦାତା ସାଜିଛନ୍ତି ଜୋସେଫ ସେକର । ଲକଡାଉନରେ ବି ପକ୍ଷୀଙ୍କୁ ରଖିନଥିଲେ ଭୋକିଲା । ୪ ହଜାର ଶୁଆଙ୍କ ପେଟକୁ ଦେଉଥିଲେ ଦାନା ।”
୧୬୪୮ରୁ ୨୦୨୧ ମସିହାକୁ ଦେଖିଛି ଦିଲ୍ଲୀର ଲାଲକିଲ୍ଲା । ସିପାହୀ ବିଦ୍ରୋହଠାରୁ ଚାଷୀ ଆନ୍ଦୋଳନର ମୁକସାକ୍ଷୀ ଏହି ଲାଲଗଡ
କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀର କେନ୍ଦ୍ରରେ ଅବସ୍ଥିତ ଲାଲ କିଲ୍ଲା । ଆମ ଦେଶର ସୌନ୍ଦଯ୍ୟ, ଭବ୍ୟତା ଓ ସ୍ୱାଧୀନତାର ପ୍ରତୀକ । ଦୀର୍ଘ ୪ ଶତାବ୍ଦୀ ଧରି ଏହି ଲାଲକିଲ୍ଲା ଭାରତର ଇତିହାସକୁ ଦେଖିଆସିଛି । ସେଇଥିପାଇଁ ତ ଏହି କିଲ୍ଲାକୁ ଦେଖିବାକୁ ଚାରିଆଡୁ ଲୋକମାନେ ଦିଲ୍ଲୀକୁ ଧାଇ ଆସନ୍ତି । ମୋଗଲ କାଳରେ ନିର୍ମାଣ ହୋଇଥିବା ଏହି ବିଶାଳ କିଲ୍ଲାକୁ ୧୮୫୭ ବିଦ୍ରୋହର କେନ୍ଦ୍ରସ୍ଥଳ ବୋଲି ବି କୁହାଯାଏ । ଯାହାକୁ ପରେ ପରେContinue reading “୧୬୪୮ରୁ ୨୦୨୧ ମସିହାକୁ ଦେଖିଛି ଦିଲ୍ଲୀର ଲାଲକିଲ୍ଲା । ସିପାହୀ ବିଦ୍ରୋହଠାରୁ ଚାଷୀ ଆନ୍ଦୋଳନର ମୁକସାକ୍ଷୀ ଏହି ଲାଲଗଡ”
ଭାରତୀୟ ସାମ୍ବାଦିକତାରେ ଜାନୁଆରୀ ୨୯
ଭାରତୀୟ ସାମ୍ବାଦିକତା ତଥା ସମ୍ବାଦପତ୍ର ଦୁନିଆରେ ଜାନୁଆରୀ ୨୯ର ସ୍ଥାନ ସର୍ବଦା ସ୍ୱତନ୍ତ୍ର । କାରଣ ଏହିଦିନ ୧୭୮୦ ମସିହାରେ ପ୍ରକାଶିତ ହୋଇଥିଲା ଭାରତ ତଥା ଏସିଆ ମହାଦେଶର ପ୍ରଥମ ମୁଦ୍ରିତ ସମ୍ବାଦପତ୍ର ବେଙ୍ଗଲ ଗେଜେଟ୍ । ଯାହାର ଅନ୍ୟନାମ ଥିଲା କାଲକାଟା ଜେନେରାଲ୍ ଆଡଭାଟାଜର୍ । ସେତେବେଳର ରାଜଧାନୀ କଲିକତାରୁ ଜେମସ୍ ଅଗଷ୍ଟସ୍ ହିକି ନାମଧାରୀ ଆଇରିସ୍ ବ୍ୟକ୍ତି ଦ୍ୱାରା ଏହାର ପ୍ରକାଶନ ଆରମ୍ଭ ହୋଇଥିଲା । ସେତେବେଳେ ପ୍ରଥମ କରି ମୁଦ୍ରିତ ହୋଇଥିବା ଏହିContinue reading “ଭାରତୀୟ ସାମ୍ବାଦିକତାରେ ଜାନୁଆରୀ ୨୯”
ଦିଲ୍ଲୀରେ ବିସ୍ଫୋରଣ । ଇସ୍ରାଏଲ୍ ଦୂତାବାସ ନିକଟରେ ବିସ୍ଫୋରଣ । ଏକାଧିକ କାର କ୍ଷତିଗ୍ରସ୍ତ
କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ହେଲା ବିସ୍ଫୋରଣ । ଶୁକ୍ରବାର ଦିଲ୍ଲୀ ସ୍ଥିତ ଇସ୍ରାଏଲ୍ ଦୂତାବାସ ନିକଟରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଯାହା ଫଳରେ ଘଟଣା ସ୍ଥଳରେ ଥିବା ଏକାଧିକ କାର୍ କ୍ଷତିଗ୍ରସ୍ତ ହୋଇଛି । ଘଟଣା ସ୍ଥଳରେ ଦିଲ୍ଲୀ ପୋଲିସର ଏକ ସ୍ପେଶାଲ ଟିମ୍ ପହଞ୍ଚି ଯାଇଥିବାବେଳେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ରହିଛି । ଦିଲ୍ଲୀ ପୋଲିସର କହିବା ମୁତାବକ, ସେମାନେ ପ୍ରଥମେ ବ୍ଲାଷ୍ଟ ହୋଇଥିବା ନେଇ ସୂଚନାContinue reading “ଦିଲ୍ଲୀରେ ବିସ୍ଫୋରଣ । ଇସ୍ରାଏଲ୍ ଦୂତାବାସ ନିକଟରେ ବିସ୍ଫୋରଣ । ଏକାଧିକ କାର କ୍ଷତିଗ୍ରସ୍ତ”
ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା । ଅଭିଯୁକ୍ତ ରାକେଶକୁ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ । ଫେବୃଆରୀ ୧ରେ ରିମାଣ୍ଡ ଆବେଦନର ଶୁଣାଣି
କନକ ବ୍ୟୁରୋ : ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା । ଅଭିଯୁକ୍ତ ରାକେଶକୁ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ । ରିମାଣ୍ଡ ଆବେଦନର ଶୁଣାଣି ଫେବୃଆରୀ ୧ରେ କରିବେ କୋର୍ଟ । ଯାଜପୁର ଜିଲ୍ଲା ଦୌରାଜଜଙ୍କଠାରେ ରିମାଣ୍ଡ ଆବେଦନ କରିଥିଲା ପୋଲିସ । ଅଭିଯୁକ୍ତ ବିରୋଧରେ ୩୦୨, ୨୦୧ ଓ ଏସସି/ଏସଟି ଆକ୍ଟ ଲାଗିଛି । ଝରାଫୁଲ ମୃତ୍ୟୁ ମାମଲାରେ ଗତକାଲି ପୋଲିସ ଜଣେ ଅଭିଯୁକ୍ତ ରାକେଶକୁ ଗିରଫ କରିଥିଲା । ଗିରଫContinue reading “ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା । ଅଭିଯୁକ୍ତ ରାକେଶକୁ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ । ଫେବୃଆରୀ ୧ରେ ରିମାଣ୍ଡ ଆବେଦନର ଶୁଣାଣି “
ଦିବ୍ୟାଙ୍ଗ ହୋଇ ବି ସକ୍ଷମ । ପରିଶ୍ରମ କରି ସ୍ୱାଭିମାନର ସହ ବଞ୍ଚିବାର ପଣ କରିଛନ୍ତି ଗଞ୍ଜାମ ମଥୁରାର ପ୍ରକାଶ ପଲେଇ । ସାଇକେଲ ମରାମତି ଦୋକାନ କରି କରୁଛନ୍ତି ପରିବାର ପ୍ରତିପୋଷଣ ।
କନକ ବ୍ୟୁରୋ : ଦିବ୍ୟାଙ୍ଗ ବୋଲି ସେ ହାରି ଯାଇ ନାହାନ୍ତି, ଥକି ଯାଇ ନାହାନ୍ତି । କାହା ପାଖରେ ହାତ ପାତି ନାହାନ୍ତି । ନିଜେ ପରିଶ୍ରମ କରୁଛନ୍ତି ଆଉ ସ୍ୱାଭିମାନର ସହ ବଞ୍ଚୁଛନ୍ତି । ସେଭଳି ଜଣେ ବ୍ୟକ୍ତି ହେଉଛନ୍ତି ଗଞ୍ଜାମ ଜିଲ୍ଲା ପୋଲାସରା ମଥୁରାରେ ସାଇକେଲ ମରାମତି ଦୋକାନ କରିଥିିବା ପ୍ରକାଶ ପଲେଇଙ୍କୁ । ପ୍ରକାଶଙ୍କ ଘର ଦେଓଗାଁରେ । ବୟସ ୫୫ ପାଖାପାଖି । ଜନ୍ମରୁ ଦିବ୍ୟାଙ୍ଗ । ଦୁଇହାତର ଆଗୁଠିContinue reading “ଦିବ୍ୟାଙ୍ଗ ହୋଇ ବି ସକ୍ଷମ । ପରିଶ୍ରମ କରି ସ୍ୱାଭିମାନର ସହ ବଞ୍ଚିବାର ପଣ କରିଛନ୍ତି ଗଞ୍ଜାମ ମଥୁରାର ପ୍ରକାଶ ପଲେଇ । ସାଇକେଲ ମରାମତି ଦୋକାନ କରି କରୁଛନ୍ତି ପରିବାର ପ୍ରତିପୋଷଣ ।”
କଲେଜ ଛାତ୍ରୀଙ୍କ ସଂଘର୍ଷ କାହାଣୀ । ପାଠପଢ଼ା ସହ ମେଣ୍ଢା ଚରାଇ ରୋଗିଣା ବାପାଙ୍କୁ ପ୍ରତିପୋଷଣ କରୁଛନ୍ତି ଖୋର୍ଦ୍ଧା ବାଲିପାଟଣାର ସସ୍ମିତା ପାଳ ।
କନକ ବ୍ୟୁରୋ : ଖରାରେ ଛତାଧରି ମେଣ୍ଢା ଚରାଉଥିବା ଏହି ଯୁବତୀ ଜଣଙ୍କ ହେଉଛନ୍ତି ସସ୍ମିତା ପାଳ । ସସ୍ମିତା ଏବେ ଯୁକ୍ତ ୩ ର ଛାତ୍ରୀ । ଆପଣଙ୍କ ମନରେ ପ୍ରଶ୍ନ ଉଠିପାରେ କଲେଜରେ ପାଠପଢ଼ୁଥିବା ସସ୍ମିତା କାହିଁକି ମେଣ୍ଢା ଚରାଉଛନ୍ତି ? ପରିବାରର ବୋଝରେ ସସ୍ମିତା ବାଧ୍ୟ ହୋଇଛନ୍ତି ମେଣ୍ଡା ଚରାଇବାକୁ । ସସ୍ମିତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ସେମାଣା ଶାସନ ପଂଚାୟତ ପାଳସାହି ୮ ନମ୍ବର ୱାଡରେ । ପରିବାରContinue reading “କଲେଜ ଛାତ୍ରୀଙ୍କ ସଂଘର୍ଷ କାହାଣୀ । ପାଠପଢ଼ା ସହ ମେଣ୍ଢା ଚରାଇ ରୋଗିଣା ବାପାଙ୍କୁ ପ୍ରତିପୋଷଣ କରୁଛନ୍ତି ଖୋର୍ଦ୍ଧା ବାଲିପାଟଣାର ସସ୍ମିତା ପାଳ ।”
ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣା । ଅଭିଯୁକ୍ତ ରାକେଶକୁ କୋର୍ଟ ଚାଲାଣ କଲା କୁଆଖିଆ ଥାନା ପୋଲିସ ।
କନକ ବ୍ୟୁରୋ : ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣା । ଅଭିଯୁକ୍ତ ରାକେଶକୁ କୋର୍ଟଚାଲାଣ କଲା କୁଆଖିଆ ଥାନା ପୋଲିସ । ଯାଜପୁର ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଅଭିଯୁକ୍ତ ହାଜର । ଅଭିଯୁକ୍ତ ବିରୋଧରେ ୩୦୨, ୨୦୧ ଓ ଏସସି/ଏସଟି ଆକ୍ଟ ଲାଗିଛି । ଅଭିଯୁକ୍ତକୁ ୪ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଛି ପୋଲିସ । ଝରାଫୁଲ ମୃତ୍ୟୁ ମାମଲାରେ ଗତକାଲି ପୋଲିସ ଜଣେ ଅଭିଯୁକ୍ତ ରାକେଶକୁ ଗିରଫ କରିଥିଲା । ଗିରଫContinue reading “ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣା । ଅଭିଯୁକ୍ତ ରାକେଶକୁ କୋର୍ଟ ଚାଲାଣ କଲା କୁଆଖିଆ ଥାନା ପୋଲିସ ।”