କନକ ବ୍ୟୁରୋ: କରୋନା ମୁକାବିଲା ହେଉ କି ଟିକାକରଣ ସବୁଥିରେ ଓଡ଼ିଶା ନୂଆ ନୂଆ ମାଇଲଷ୍ଟୋନ୍ ଛୁଇଁଛି । ପୁଣି ଥରେ ଓଡ଼ିଶା ରଚିଛି ଇତିହାସ, ରାଜ୍ୟ ଭାବେ ଟିକାକରଣରେ ଓଡିଶା ଏବେ ପ୍ରଥମ ସ୍ଥାନରେ ଅଛି । ପ୍ରଥମ ସ୍ଥାନରେ ଥିବା ଲାକ୍ଷାଦୀପ କେନ୍ଦ୍ର ଶାସିତ ଅଂଚଳ । ତେଣୁ ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ଆଗରେ ଅଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଯେଉଁ ସ୍ୱାସ୍ଥ୍ୟକର୍ମୀContinue reading “ରାଜ୍ୟରେ ଜୋରସୋରରେ ଆଗେଇ ଚାଲିଛି କରୋନା ଟିକାକରଣ । ଅନୁପାତ ଦୃଷ୍ଟିରୁ ଓଡ଼ିଶା ୧ନମ୍ବର, ଟିକା ନେଲେଣି ୧ଲକ୍ଷ ୯୪ ହଜାର ୫୮ଜଣ ।”
Author Archives: Raghaba
ଝରାଫୁଲ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଆଉ ଏକ ସିସିଟିଭି ଫୁଟେଜ୍ : ୨୬ ତାରିଖ ରାତିରେ ଭୁବନେଶ୍ୱର ଗେଷ୍ଟ ହାଉସରେ ଥିଲେ ଝରାଫୁଲ, ସାଙ୍ଗରେ ଥିଲେ ରାକେଶ
କନକ ବ୍ୟୁରୋ : ଝରାଫୁଲଙ୍କ ମର୍ଡର ମିଷ୍ଟ୍ରି ଉପରୁ ଧୀରେ ଧୀରେ ପରଦା ହଟୁଛି । ଭୁବନେଶ୍ୱରରେ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ଓ ମୃତଦେହକୁ ଫୋପାଡିବା ପାଇଁ ଅଭିଯୁକ୍ତ କରିଥିଲା ଷଡ଼ଯନ୍ତ୍ର । ଏହି ଘଟଣାକୁ ନେଇ ଆଉ ଏକ ସିସିଟିଭି ଫୁଟେଜ୍ ପୋଲିସ ହାତରେ ଲାଗିଛି । ଗତ ୨୬ ତାରିଖରେ ରାତିରେ ଶିବଶାଇ ଗେଷ୍ଟ ହାଉସରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ସହ ରହିଥିଲେ ଝରାଫୁଲ। ଏହା ପରେ ୨୭Continue reading “ଝରାଫୁଲ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଆଉ ଏକ ସିସିଟିଭି ଫୁଟେଜ୍ : ୨୬ ତାରିଖ ରାତିରେ ଭୁବନେଶ୍ୱର ଗେଷ୍ଟ ହାଉସରେ ଥିଲେ ଝରାଫୁଲ, ସାଙ୍ଗରେ ଥିଲେ ରାକେଶ “
ରାଷ୍ଟ୍ରପତିଙ୍କ ଅଭିଭାଷଣ ସହ ଆରମ୍ଭ ହେଲା ବଜେଟ ଅଧିବେଶନ: ଭାଷଣରେ ଚାଷୀ ପ୍ରସଙ୍ଗ ଉଠାଇଲେ ରାମନାଥ କୋବିନ୍ଦ; କହିଲେ ଚାଷୀଙ୍କ ସ୍ୱାର୍ଥ ରକ୍ଷା କରିବ ୩ଟି କୃଷି ଆଇନ
କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ । ପରମ୍ପରା ଅନୁସାରେ ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ବଜେଟ ଅଧିବେଶନ । ଆଜି ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପ୍ରଥମ ଥର ପାଇଁ ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ସବୁ ସାଂସଦ, ସଂସଦର ସେଂଟ୍ରାଲ ହଲ ଛଡା ଲୋକସଭା ଓ ରାଜ୍ୟସଭାରେ ମଧ୍ୟ ବସିଥିଲେ । ତେବେ ଏହି ଅବସରରେ ରାଷ୍ଟ୍ରପତି ସମ୍ବୋଧିତ କରି କହିଛନ୍ତିContinue reading “ରାଷ୍ଟ୍ରପତିଙ୍କ ଅଭିଭାଷଣ ସହ ଆରମ୍ଭ ହେଲା ବଜେଟ ଅଧିବେଶନ: ଭାଷଣରେ ଚାଷୀ ପ୍ରସଙ୍ଗ ଉଠାଇଲେ ରାମନାଥ କୋବିନ୍ଦ; କହିଲେ ଚାଷୀଙ୍କ ସ୍ୱାର୍ଥ ରକ୍ଷା କରିବ ୩ଟି କୃଷି ଆଇନ”
ଏଫଆଇଆର କପି ନେବାକୁ କୁଆଖିଆ ଥାନାରେ ପହଚିଂଲେ ଝରାଫୁଲଙ୍କ ବାପା : କହିଲେ, ଅଭିଯୁକ୍ତ ରାକେଶ ସ୍ୱାଇଁକୁ ମିଳୁ କଠୋର ଦଣ୍ଡ;
କନକ ବ୍ୟୁରୋ : ଝରାଫୁଲ ହତ୍ୟାକାଣ୍ଡ ଘଟଣାରୁ ଉଠୁଛି ପରଦା । ପୁଲିସ ଛାନଭିନ୍ନ ଚଳାଇଥିବା ବେଳେ ନୁଆ ନୂଆ ତଥ୍ୟ ସାମନାକୁ ଆସିବାରେ ଲାଗିଛି । ସାମାନାକୁ ଆସିଛି ଭୁବନେଶ୍ୱର ଧର୍ମବିହାରରେ ଥିବା ଓୟୋ ଶିବଶକ୍ତି ଗେଷ୍ଟ ହାଉସର ସିସିଟିଭି ଫୁଟେଜ । ଗତ ୨୬ ତାରିଖରେ ରାତିରେ ଶିବଶକ୍ତି ଗେଷ୍ଟ ହାଉସରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ସହ ରହିଥିଲେ ଝରାଫୁଲ । ସେପଟେ ଝରାଫୁଲଙ୍କ ବାପା କୁଆଖିଆ ଥାନାରେ ପହଞ୍ଚିଛନ୍ତି । ଏଫଆଇଆରContinue reading “ଏଫଆଇଆର କପି ନେବାକୁ କୁଆଖିଆ ଥାନାରେ ପହଚିଂଲେ ଝରାଫୁଲଙ୍କ ବାପା : କହିଲେ, ଅଭିଯୁକ୍ତ ରାକେଶ ସ୍ୱାଇଁକୁ ମିଳୁ କଠୋର ଦଣ୍ଡ;”
ରାଜଧାନୀରେ ଖୁଲମଖୁଲ୍ଲା ବିକ୍ରି ହେଉଛି ଗଞ୍ଜେଇ ସିଗାରେଟ୍ । ବିଶେଶ୍ୱର ବସ୍ତିରେ ଚଢାଉ ବେଳେ ୨୦୦୦ରୁ ଅଧିକ ଗଞ୍ଜେଇ ସିଗାରେଟ ଜବତ କଲା ଅବକାରୀ ବିଭାଗ ।
କନକ ବ୍ୟୁରୋ : ପାନ ଦୋକାନରେ ବିକ୍ରି ହେଉଛି ଗଞ୍ଜେଇ ସିଗାରେଟ । ଦିନ ଦ୍ୱିପ୍ରହରରେ ରାଜଧାନୀର ଛାତିି ଉପରେ ବେଧଡକ ଚାଲିଛି ଏଭଳି ଗଞ୍ଜେଇ ବେପାର । ପୋଲିସକୁ ଚକମା ଦେବାକୁ ଏଭଳି ଭିନ୍ନ ଉପାୟ ଆପଣାଇଥିଲେ ଦୋକାନୀ , କିନ୍ତୁ ଦୋକାନୀଙ୍କ ଏହି ଚାଲାକି ଫେଲ ମାରିଛି । ସିଗାରେଟ ଭିତରେ ଗଞ୍ଜେଇ ଭର୍ତ୍ତି କରି ବିକ୍ରି କରୁଥିବା ବେଳେ ଅବକାରୀ ବିଭାଗର ପଞ୍ଝାରେ ପଡିଛି ଅସାଧୁ ବ୍ୟବସାୟୀ । ମିଳିଥିବା ସୂଚନା ମୁତାବକContinue reading “ରାଜଧାନୀରେ ଖୁଲମଖୁଲ୍ଲା ବିକ୍ରି ହେଉଛି ଗଞ୍ଜେଇ ସିଗାରେଟ୍ । ବିଶେଶ୍ୱର ବସ୍ତିରେ ଚଢାଉ ବେଳେ ୨୦୦୦ରୁ ଅଧିକ ଗଞ୍ଜେଇ ସିଗାରେଟ ଜବତ କଲା ଅବକାରୀ ବିଭାଗ ।”
ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣା: ସାମ୍ନାକୁ ଆସିଲା ଧର୍ମବିହାରରେ ଥିବା ଏକ ଗେଷ୍ଟ ହାଉସର ଭିଡିଓ; ଝରାଫୁଲଙ୍କୁ ସ୍କୁଟରରେ ନେଉଥିବାର ଚିତ୍ର ସିସିଟିଭିରେ କଏଦ
କନକ ବ୍ୟୁରୋ: ଯାଜପୁରରେ ରାସ୍ତାକଡ଼ରୁ ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲଙ୍କ ମୃତଦେହ ମିଳିବା ପରେ ପୁଲିସ ଛାନଭିନ୍ ଚଳାଇଥିବା ବେଳେ ଘଟଣା ସଂପର୍କରେ ନୂଆ ନୂଆ ତଥ୍ୟ ଏବେ ସାମନାକୁ ଆସିବାରେ ଲାଗିଛି । ତେବେ ଘଟଣା ଦିନର ଏବେ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଆଉ ଏହି ଭିଡିଓଟି ଭୁବନେଶ୍ୱର ଧର୍ମବିହାରରେ ଥିବା ଏକ ଗେଷ୍ଟ ହାଉସର ସିସିଟିଭି ଫୁଟେଜ ବୋଲି ଜଣାପଡିଛି । ଗତ ୨୬ ତାରିଖରେ ରାତିରେ ଏହି ଗେଷ୍ଟContinue reading “ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣା: ସାମ୍ନାକୁ ଆସିଲା ଧର୍ମବିହାରରେ ଥିବା ଏକ ଗେଷ୍ଟ ହାଉସର ଭିଡିଓ; ଝରାଫୁଲଙ୍କୁ ସ୍କୁଟରରେ ନେଉଥିବାର ଚିତ୍ର ସିସିଟିଭିରେ କଏଦ”
ବୌଦ୍ଧ ମସିଣାପଡ଼ା ଛକ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ବସ୍ : ୫ ଯାତ୍ରୀ ଗୁରୁତର, ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
କନକ ବ୍ୟୁରୋ : ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନା ଅନ୍ତର୍ଗତ ୫୭ ନଂ ଜାତୀୟ ରାଜପଥର ମସିଣାପଡ଼ା ଛକ ନିକଟରେ ଥିବା ବୁଲାଣିରେ ଭାରସାମ୍ୟ ହରାଇ ଡଲଫିନ ନାମକ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ବସଟି କଟକରୁ ରାୟପୁର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ବସରେ ମୋଟ ୩୫ ଜଣ ଯାତ୍ରୀ ବସିଥିଲେ । ସେମାନଙ୍କ ମଧ୍ୟରୁ ୫ ଜଣ ଯାତ୍ରୀ ଗୁରୁତର ଆହତContinue reading “ବୌଦ୍ଧ ମସିଣାପଡ଼ା ଛକ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ବସ୍ : ୫ ଯାତ୍ରୀ ଗୁରୁତର, ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି”
ଆଜିଠୁ ବଜେଟ୍ ଅଧିବେଶନ : ଘୋଡ଼ାଗାଡ଼ିରେ ସଂସଦକୁ ଆସିଲେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ
କନକ ବ୍ୟୁରୋ: ଆଜିଠୁ ଆରମ୍ଭ ହେଲା ବଜେଟ୍ ଅଧିବେଶନ । ବଜେଟ୍ ଅଧିବେଶନର ଉଦ୍ଘାଟନୀ ଦିବସରେ ସଂସଦର ଉଭୟ ଗୃହରେ ଉଦ୍ବୋଧନ ଦେଇଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ତେବେ ଏହି ଅବସରରେ ଆଜି ଦିନ ପ୍ରାୟ ୧୧ଟା ସମୟରେ ଏକ ଘୋଡ଼ାଗାଡ଼ିରେ ଆସି ସଂସଦ ପରିସରେ ପହଞ୍ଚିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତିଙ୍କର ଏହି ଘୋଡ଼ାଗାଡ଼ିଟିକୁ ଦେଶ ସ୍ୱାଧୀନ ହେବା ସମୟରେ ବ୍ରିଟିସ୍-ଇଣ୍ଡିଆର ଭାଇସ୍ରୟ ଭାରତକୁ ପ୍ରଦାନ କରିଥିଲେ। ୧୯୮୪ ଠାରୁ ଏହାContinue reading “ଆଜିଠୁ ବଜେଟ୍ ଅଧିବେଶନ : ଘୋଡ଼ାଗାଡ଼ିରେ ସଂସଦକୁ ଆସିଲେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ”
ଆଜିଠୁ ସଂସଦର ବଜେଟ୍ ଅଧିବେଶନ : ପ୍ରଧାନମନ୍ତ୍ରୀ କହିଲେ ଦଶକର ପ୍ରଥମ ସଂସଦ ଅଧିବେଶନ : ଲୋକଙ୍କ ଆକାଂକ୍ଷା ପୂରଣ କରିବାକୁ ପ୍ରୟାସ କରିବେ ସାଂସଦ
କନକ ବ୍ୟୁରୋ : ଆଜିଠାରୁ ସଂସଦର ବଜେଟ ଅଧିବେଶନ । ସଂସଦରେ ବଜେଟ୍ ଅଧିବେଶନ ଆରମ୍ଭ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି ଆଜି ଏ ଦଶନ୍ଧିର ପ୍ରଥମ ଅଧିବେଶନ ଆରମ୍ଭ ହେଉଛି । ଭାରତର ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ ଏହି ଦଶନ୍ଧି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସ୍ୱାଧୀନତା ସଂଗ୍ରାମୀମାନେ ଦେଖିଥିବା ସ୍ୱପ୍ନ ସାକାର କରିବା ଲାଗି ଦେଶ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି । ଏହି ଦଶନ୍ଧିରContinue reading “ଆଜିଠୁ ସଂସଦର ବଜେଟ୍ ଅଧିବେଶନ : ପ୍ରଧାନମନ୍ତ୍ରୀ କହିଲେ ଦଶକର ପ୍ରଥମ ସଂସଦ ଅଧିବେଶନ : ଲୋକଙ୍କ ଆକାଂକ୍ଷା ପୂରଣ କରିବାକୁ ପ୍ରୟାସ କରିବେ ସାଂସଦ”
ସଂସଦର ବଜେଟ ଅଧିବେଶନ ଆରମ୍ଭ । ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
କନକ ବୁରୋ : ଆରମ୍ଭ ହେଲା ସଂସଦର ବଜେଟ ଅଧିବେଶନ । ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ନିଜ ଅଭିଭାଷଣରେ ରାଷ୍ଟ୍ରପତି କହିଛନ୍ତି, କରୋନା କାଳରେ ଏହି ଅଧିବେଶନ ବେଶ ଗୁରୁତ୍ୱପୂର୍ଣ୍ଣ । ବହୁ ବାଧା ସତ୍ତେ୍ୱ ଭାରତ କେବେ ଅଟକିବ ନାହିଁ । ଦେଶବାସୀ ନିଜର ସାହସ ପରିଚୟ ଦେଖାଇଛନ୍ତି । ସୀମାରେ ଅପ୍ରତ୍ୟାସିତ ଉତ୍ତେଜନା ଦେଖାଦେଇଥିଲା । ଭାରତ ଏକଜୁଟ ହୋଇ ଅସମ୍ଭବ ଲକ୍ଷ୍ୟ ହାସଲ କରିଛିContinue reading “ସଂସଦର ବଜେଟ ଅଧିବେଶନ ଆରମ୍ଭ । ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । “