ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀମୃତ୍ୟୁ ଘଟଣା : ୨ ଅଭିଯୁକ୍ତ ଚିହ୍ନଟ ନେଇ ଏସଡିପିଓଙ୍କ ସୂଚନା । କୁଆଖିଳା ମୁଳାପାଳ ନିକଟ ଦିଆଖଣ୍ଡି ବିଲରୁ ମିଳିଥିଲା ମୃତଦେହ

ରମାଦେବୀ ଛାତ୍ରୀଙ୍କ ମୃତ୍ୟୁ କେମିତି ହେଲା ତାର ରହସ୍ୟ ଖୋଲିବାକୁ ଯାଉଛି ପୋଲିସ । କାରଣ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ଯାଜପୁର ପୋଲିସ । ଏନେଇ କନକ ନ୍ୟୁଜକୁ ସୂଚନା ଦେଇଛନ୍ତି ଏସଡିପିଓ ଚିନ୍ମୟ ନାୟକ । ତେବେ ଦୁଇ ଅଭିଯୁକ୍ତ ଫେରାର ଥିବା ସେ କହିଛନ୍ତି । ଏମାନଙ୍କୁ ଖୋଜି ବାହାର କରିବା ପାଇଁ ଜୋରଦାର ପ୍ରୟାସ ଚଳାଇଛି ପୋଲିସ । ଗିରଫ ପରେContinue reading “ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀମୃତ୍ୟୁ ଘଟଣା : ୨ ଅଭିଯୁକ୍ତ ଚିହ୍ନଟ ନେଇ ଏସଡିପିଓଙ୍କ ସୂଚନା । କୁଆଖିଳା ମୁଳାପାଳ ନିକଟ ଦିଆଖଣ୍ଡି ବିଲରୁ ମିଳିଥିଲା ମୃତଦେହ”

ପୋଲିସ ହାତରେ ହାତକଡ଼ି : ମଦ ବ୍ୟବସାୟୀଙ୍କଠାରୁ ଧମକ ଦେଇ ଆଦାୟ କରୁଥିଲେ ଲାଂଚ; ୯ ହଜାର ଟଙ୍କା ଦାଦାବଟି ନେଉଥିବା ବେଳେ ଧରିଲା ଭିଜିଲାନ୍ସ

କନକ ବ୍ୟୁରୋ : ମାଲକାନଗିରି କାଲିମେଳା ତହସିଲ କର୍ମୀଙ୍କ ଲାଂଚ କାରବାରର ଭାଇରାଲ ଭିଡିଓ ମାମଲାରେ ଜିଲ୍ଲାପାଳଙ୍କ ବଡ କାର୍ଯ୍ୟାନୁଷ୍ଠାନ । ସିନିୟର ରେଭିନ୍ୟୁ ଆସିଷ୍ଟାଂଟ ଶଶି ଶେଖର ସେଠୀଙ୍କୁ ଚାକିରିରୁ ନିଲମ୍ବିତ କଲେ ଜିଲ୍ଲାପାଳ ଡାକ୍ତର ୟେଦୁଲା ବିଜୟ । ପଟ୍ଟା ଜମିକୁ ଅନଲାଇନ ରେ ଅପଡେଟ କରାଇ ୬ ଜଣ ବିକ୍ରେତାଙ୍କୁ ନୁତନ ପଟ୍ଟା ପ୍ରଦାନ କରିବା ଲାଗି ଦେଢ ଲକ୍ଷ ଟଙ୍କା ଡିଲ କରିଥିବା ଅଭିଯୋଗ ହୋଇଥିଲା । ଆଉ ୫୦ ହଜାରContinue reading “ପୋଲିସ ହାତରେ ହାତକଡ଼ି : ମଦ ବ୍ୟବସାୟୀଙ୍କଠାରୁ ଧମକ ଦେଇ ଆଦାୟ କରୁଥିଲେ ଲାଂଚ; ୯ ହଜାର ଟଙ୍କା ଦାଦାବଟି ନେଉଥିବା ବେଳେ ଧରିଲା ଭିଜିଲାନ୍ସ”

ରାଷ୍ଟ୍ରପତିଙ୍କ ରାଜକୀୟ ଜୀବନଶୈଳୀ : ଚର୍ଚ୍ଚାରେ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସିକ୍ରେଟ ମହଲ; ୧୭୦ ଏକର ଜମି ଉପରେ ରହିଛି ପୁଟିନ୍ ପ୍ୟାଲେସ

କନକ ବ୍ୟୁରୋ : ଚର୍ଚ୍ଚାରେ ପୁଟିନ ପ୍ୟାଲେସ । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଏକ ସିକ୍ରେଟ୍ ମହଲକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରଥମ କରୋନା ଟିକା ସ୍ପୁଟନିକ- ଭି ପ୍ରସ୍ତୁତ କରି ଚର୍ଚ୍ଚା ସାଉଁଟିଥିଲେ ରୁଷରେ ପୁଟିନ ସରକାର । ନିଜ ଝିଅଙ୍କୁ କରୋନା ଟିକା ଦେଇଥିବା କହି ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିଥିଲେ । ହେଲେ ବିରୋଧୀ ଦଳ ନେତାଙ୍କୁ ଗିରଫ କରି ଏବେ ବିବାଦୀୟ ହୋଇପଡିଛନ୍ତିContinue reading “ରାଷ୍ଟ୍ରପତିଙ୍କ ରାଜକୀୟ ଜୀବନଶୈଳୀ : ଚର୍ଚ୍ଚାରେ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସିକ୍ରେଟ ମହଲ; ୧୭୦ ଏକର ଜମି ଉପରେ ରହିଛି ପୁଟିନ୍ ପ୍ୟାଲେସ”

ବ୍ୟାପୁଛି କରୋନାର ନୂଆ ଷ୍ଟ୍ରେନ୍ । ତଥ୍ୟ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ବିଶ୍ୱର ୭୦ଟି ଦେଶକୁ ଇଂଲଣ୍ଡ୍‌ର ଏବଂ ୩୧ଟି ଦେଶକୁ ଦକ୍ଷିଣ ଆଫ୍ରିକାର ନୂଆ କୋରୋନାଭାଇରସ୍‌ ‘ଷ୍ଟ୍ରେନ୍‌’ ବ୍ୟାପିଥିବାର କଥା ବୁଧବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି। ମହାମାରୀ ସଂକ୍ରାନ୍ତ ସଦ୍ୟତମ ସୂଚନାରେ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ବ୍ରିଟେନ୍‌ରେ ଚିହ୍ନଟ ହୋଇଥିବା ଅଧିକ ସଂକ୍ରମଣଶୀଳ କୋଭିଡ୍‌-୧୯ର ଗୁଣସୂତ୍ର ପରିବର୍ତ୍ତିତ ପ୍ରଜାତି ଜାନୁଆରି ୨୫ ତାରିଖ ସୁଦ୍ଧା ସମଗ୍ର ବିଶ୍ୱର ୭୦ଟି ଦେଶକୁ ବ୍ୟାପିଯାଇଛି। ‘ଭିଓସି୨୦୨୦୧୨/୦୧’ ଭାବେ ପରିଚିତ ଏହି ଭୂତାଣୁ ପୂର୍ବ ସଂକ୍ରମିତ ଭୂତାଣୁ ଠାରୁContinue reading “ବ୍ୟାପୁଛି କରୋନାର ନୂଆ ଷ୍ଟ୍ରେନ୍ । ତଥ୍ୟ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ”

ଆଜିଠୁ ପୁଣି ରାଜ୍ୟରେ ଆରମ୍ଭ ହେବ ଟିକାକରଣ ପ୍ରକ୍ରିୟା : ୨୧୬ ଟି ସେସନରେ ୧୯ ହଜାର ୭୭୦ ଟିକାକରଣ ଲକ୍ଷ୍ୟ

କନକ ବ୍ୟୁରୋ : ଆଜିଠୁ ରାଜ୍ୟରେ ପୁଣି ଟିକାକରଣ ଆରମ୍ଭ ହୋଇଛି । ୨୧୬ଟି ସେସନରେ ୧୯ ହଜାର ୭୭୦ ଟିକାକରଣ ଲକ୍ଷ୍ୟ ରଖାଯାଇଛି । ଏଯାଏଁ ମୋଟ ୧୯ ଜଣଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଛି । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏନେଇ ସୂଚନା ଦେଇଛନ୍ତି । ଗତ ୨୩ରେ ନୂଆପଡାରେ ଜଣେ ବ୍ୟକ୍ତି ଟିକା ନେବା ପରେ ରକ୍ତବାନ୍ତି କରିଥିଲେ । ବୁର୍ଲା ହସ୍ପିଟାଲରେ ତାଙ୍କ ବ୍ରେନ ହାମରେଜରେ ମୃତ୍ୟୁ ହୋଇଥିଲା ।Continue reading “ଆଜିଠୁ ପୁଣି ରାଜ୍ୟରେ ଆରମ୍ଭ ହେବ ଟିକାକରଣ ପ୍ରକ୍ରିୟା : ୨୧୬ ଟି ସେସନରେ ୧୯ ହଜାର ୭୭୦ ଟିକାକରଣ ଲକ୍ଷ୍ୟ”

ଚିନ୍ତା ବଢାଉଛନ୍ତି ସାଇବର ଠକ । ୩ଦିନରେ ଲୁଟିଲେଣି ସାଢେ ୧୦ଲକ୍ଷ

କଲବଲ କଲେଣି ସାଇବର ଠକ। ଗତ ୩ ଦିନ ଭିତରେ ସାଇବର ଠକମାନେ ରାଜଧାନୀରୁ ସାଢ଼େ ୧୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। କମିସନରେଟ୍‌ ପୁଲିସର ହେଲ୍‌ପ ଡେସ୍କକୁ ଆସିଥିବା ଅଭିଯୋଗରୁ ଏହି ତଥ୍ୟ ମିଳିଛି। ଗତ ୨୪ ତାରିଖରେ ୩ ଲକ୍ଷ ୮୬ ହଜାର ଟଙ୍କା, ୨୫ ତାରିଖରେ ୩ ଲକ୍ଷ ୫୪ ହଜାର ଟଙ୍କା ଓ ୨୬ ତାରିଖରେ ୨ ଲକ୍ଷ ୯୮ ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି।Continue reading “ଚିନ୍ତା ବଢାଉଛନ୍ତି ସାଇବର ଠକ । ୩ଦିନରେ ଲୁଟିଲେଣି ସାଢେ ୧୦ଲକ୍ଷ”

ହାଇୱାକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ୪ ଆହତ, ଅଳ୍ପକେ ବର୍ତ୍ତିଲେ ୪୦ ଜଣ ଯାତ୍ରୀ

କନକ ବ୍ୟୁରୋ : ହାଇୱାକୁ ପଛପଟୁ ପିଟିଲା ଯାତ୍ରୀବାହୀ ବସ୍ । ଅଳ୍ପକେ ବର୍ତ୍ତିଲେ ୪୦ଜଣ ଯାତ୍ରୀ । ବୌଦ୍ଧ ପୁରୁଣା କଟକ ଥାନା ଚାରିଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ମାଲକାନାଗିରିରୁ ଭୁବନେଶ୍ୱର ଆସୁଥିବା ଯାତ୍ରୀବାହୀ ବସ ଏକ ହାଇୱାକୁ ପଛପଟୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ବସରେ ଥିବା ୪ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଅନ୍ୟ ସମସ୍ତ ଯାତ୍ରୀ ସୁସ୍ଥ ଅଛନ୍ତି । ଖବର ପାଇ ହରଭଙ୍ଗା ଦମକଳ ବାହିନୀ ଘଟଣାସ୍ଥଳରେContinue reading “ହାଇୱାକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ୪ ଆହତ, ଅଳ୍ପକେ ବର୍ତ୍ତିଲେ ୪୦ ଜଣ ଯାତ୍ରୀ”

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି : ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତିକାନ୍ତି; ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ 

କନକ ବ୍ୟୁରୋ : ଆଜି ପୌଷପୁର୍ଣ୍ଣିମା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦେବାଭିଷେକ ପୁର୍ଣ୍ଣିମାନୀତି ।  ଆଜି ମହାପ୍ରଭୁଙ୍କର ୩୯ଟି ନୀତି ରହିଥିବାରୁ ବିଭିନ୍ନ ସେବାୟତ ନିଯୋଗ ସହ ସମନ୍ୱୟ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଶ୍ରୀମନ୍ଦିରର ଦ୍ୱାଦଶ ଯାତ୍ରା ମଧ୍ୟରୁ ପୌଷପୂର୍ଣ୍ଣିମା ଅନ୍ୟତମ । ଆଜିର ଦିନରେ ମହାପ୍ରଭୁ ସୁନାବେଶ ବା ରାଜରାଜେଶ୍ୱର ବେଶ ବା ଅଭିଷେକ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ରContinue reading “ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି : ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତିକାନ୍ତି; ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ “

ଏଣିକି ଆଉ ସଂସଦ କ୍ୟାଂଟିନରେ ମିଳିବନି ରିହାତି ଦରରେ ଖାଦ୍ୟ : ହଟିଲା ସବସିଡି, ରୁଟି ଗୋଟାକୁ ୩ଟଙ୍କା; ନିରାମିଷ ଥାଳି ଶହେ

କନକ ବ୍ୟୁରୋ : ଏଣିକି ଆଉ ସଂସଦ କ୍ୟାଂଟିନରେ ମିଳିବନି ରିହାତି ଦରରେ ଖାଦ୍ୟ । ସାଂସଦ ଓ ଅନ୍ୟାନ୍ୟ ପାଲାମେଂଟ କର୍ମଚାରୀଙ୍କୁ ଖାଦ୍ୟରେ ଦିଆଯାଉଥିବା ସବସିଡି ହଟାଇ ଦେବାକୁ ପୂର୍ବରୁ ଘୋଷଣା କରିଥିଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା । ସେହି କ୍ରମରେ ସଂସଦ ଭବନ କ୍ୟାଟିଂନରେ ଖାଦ୍ୟର ନୂଆ ଦରକୁ ନେଇ ତାଲିକା ପ୍ରକାଶ ପାଇଛି । ଏଣିକି ରୁଟି ଗୋଟାକୁ ୩ଟଙ୍କା, ନିରାମିଷ ଥାଳିକୁ ଶହେ ଟଙ୍କା ଦେଇ କିଣିବେ ସଂସଦ ସଦସ୍ୟContinue reading “ଏଣିକି ଆଉ ସଂସଦ କ୍ୟାଂଟିନରେ ମିଳିବନି ରିହାତି ଦରରେ ଖାଦ୍ୟ : ହଟିଲା ସବସିଡି, ରୁଟି ଗୋଟାକୁ ୩ଟଙ୍କା; ନିରାମିଷ ଥାଳି ଶହେ”

ସେଓ ଖାଇବାର ୧ଘଣ୍ଟା ମଧ୍ୟରେ କରନ୍ତୁ ନାହିଁ ଏହିସବୁ କାମ । ନଚେତ୍ ହୋଇପାରେ ସାଂଘାତି ସ୍ଥିତି

ପ୍ରତିଦିନ ସକାଳେ ଗୋଟିଏ ସେଓ ଖାଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ । ଶରୀର ରୋଗମୁକ୍ତ ହେବା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ । କିନ୍ତୁ ଯଦି ଆପଣ ଏହାକୁ ଭୁଲ ସମୟରେ ଖାଉଛନ୍ତି ବା ଭୁଲ ଜିନିଷ ସହ ଖାଉଛନ୍ତି ତେବେ ଶରୀର ଉପରେ ଏହାର ଭଲ ପ୍ରଭାବ ପଡ଼ିବା ଅପେକ୍ଷା ଖରାପ ପ୍ରଭାବ ପଡ଼ିଥାଏ । ଆଜି ଆମେ ଆପଣଙ୍କୁ ଜଣାଇବୁ ସେଓ ଖାଇବାର ତୁରନ୍ତ ପରେ କେଉଁ ସବୁContinue reading “ସେଓ ଖାଇବାର ୧ଘଣ୍ଟା ମଧ୍ୟରେ କରନ୍ତୁ ନାହିଁ ଏହିସବୁ କାମ । ନଚେତ୍ ହୋଇପାରେ ସାଂଘାତି ସ୍ଥିତି”

Design a site like this with WordPress.com
Get started