କରୋନା ଟିକା ନେବାକୁ ପ୍ରୋତ୍ସାହିତ କରିବା ପାଇଁ ଏବେ ସଂଯୁକ୍ତ ଆରବ ଏମିରେଟସରେ ଏକ ନୂଆ ବ୍ୟବସ୍ଥା କରାଯାଇଛି | ଏଠାକାର ଦାମୀ ରେଷ୍ଟୁରାଣ୍ଟମାନେ ଟିକା ପ୍ରତି ଲୋକଙ୍କୁ ଆକର୍ଷିତ କରିବା ପାଇଁ ଏକ ଭିନ୍ନ ନିୟମ ଲାଗୁ କରିଛନ୍ତି | ନୂଆ ନିୟମ ମୁତାବକ ଯେଉଁମାନେ କରୋନା ଟିକା ନେବେ ସେହି ଗ୍ରାହକଙ୍କ ପାଇଁ ଖାଦ୍ୟ ଉପରେ ବିପୁଳ ରିହାତି ପ୍ରଦାନ କରାଯାଉଛି | ସଂଯୁକ୍ତ ଆରବ ଏମିରେଟ୍ସରେ ଏକ କୋଟି ଜନସଂଖ୍ୟାର ପ୍ରାୟ ଏକContinue reading “ଟିକା ନେଲେ ରେଷ୍ଟୁରାଣ୍ଟରେ ମିଳିବ ଭାରି ରିହାତି, ଜାଣନ୍ତୁ କେଉଁଠି”
Author Archives: Raghaba
ଭାରତରେ ନିଷିଦ୍ଧ ହେବା ପରେ ଚୀନ ଆପ କମ୍ପାନିଙ୍କ କ୍ଷତି ବଢିଚାଲିଛି ; ଭାରତ ସରକାରଙ୍କ ନିଷ୍ପତ୍ତିକୁ ବେଆଇନ କହିଲା ଚୀନ
ଗତ ବର୍ଷ ଚୀନ ଆପ ଉପରେ ଭାରତ ସରକାର ଲଗାଇଥିବା ନିଷେଧାଜ୍ଞାକୁ ଚୀନ ସରକାର ବିରୋଧ କରିଛନ୍ତି । ଏହା ବିଶ୍ବ ବାଣିଜ୍ୟ ସଂଗଠନ ନିୟମର ଉଲ୍ଲଙ୍ଘନ ବୋଲି ଚୀନ କହିଛି । ଭାରତର ଏହି ନିଷ୍ପତ୍ତି ଚୀନ କମ୍ପାନିମାନଙ୍କୁ କ୍ଷତି ପହଞ୍ଚାଉଛି ବୋଲି ମଧ୍ୟ ଚୀନ କହିଛି ନୂଆଦିଲ୍ଲୀରେ ଥିବା ଚୀନ ଦୂତାବାସର ମୁଖପାତ୍ର ଜି ରୋଙ୍ଗ କହିଛନ୍ତି ଯେ ଭାରତ ସରକାର ତୁରନ୍ତ ଏହି ପକ୍ଷପାତିତାପୂର୍ଣ୍ଣ ନିଷ୍ପତ୍ତିକୁ ବଦଳାଇ ଦ୍ପିପାକ୍ଷିକ ସମ୍ପର୍କକୁ ଆହୁରି ଖରାପContinue reading “ଭାରତରେ ନିଷିଦ୍ଧ ହେବା ପରେ ଚୀନ ଆପ କମ୍ପାନିଙ୍କ କ୍ଷତି ବଢିଚାଲିଛି ; ଭାରତ ସରକାରଙ୍କ ନିଷ୍ପତ୍ତିକୁ ବେଆଇନ କହିଲା ଚୀନ”
ଲାଲକିଲ୍ଲା ହିଂସା ପରେ ବିବାଦରେ ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ । ପ୍ରଧାନମନ୍ତ୍ରୀ ଓ ଶାହଙ୍କ ସହ ଫଟୋ ଭାଇରାଲ । କୃଷକ ମାନଙ୍କୁ ଉସୁକାଇବା ନେଇ ଆସିଲା ଅଭିଯୋଗ ।
କନକ ବ୍ୟୁରୋ : ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ କୃଷକଙ୍କ ହିଂସା ପରେ ବିବାଦ ଘେରକୁ ଆସିଯାଇଛନ୍ତି ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ । ସେ କୃଷକଙ୍କ ଭିଡକୁ ଲାଲକିଲ୍ଲୀ ଆଡକୁ ନେଇଥିବା ତାଙ୍କ ବିରୋଧରେ ଅଭିଯୋଗ ଆସିଛି । ଆଉ ପ୍ରତିବାଦକାରୀ ଲାଲକିଲ୍ଲାରେ ପହଂଚିବା ପରେ ହିଁ ବ୍ୟାପିଥିଲା ହିଂସା । ଏପରିକି ଲାଲକିଲ୍ଲାରେ ଶିଖ ସମ୍ପ୍ରଦାୟର ପତାକା ଲଗାଇଥିବା ନେଇ ମଧ୍ୟ ତାଙ୍କ ନାଁ ଉଠିଛି । ସିଦ୍ଧୁଙ୍କ ସହ ଅନ୍ୟ ଜଣେ ଲାଖା ସିଦ୍ଧାନାContinue reading “ଲାଲକିଲ୍ଲା ହିଂସା ପରେ ବିବାଦରେ ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ । ପ୍ରଧାନମନ୍ତ୍ରୀ ଓ ଶାହଙ୍କ ସହ ଫଟୋ ଭାଇରାଲ । କୃଷକ ମାନଙ୍କୁ ଉସୁକାଇବା ନେଇ ଆସିଲା ଅଭିଯୋଗ ।”
୪ବର୍ଷ ପରେ ଆଜି ଜେଲରୁ ମୁକଳିଲେ ଏଆଇଏମଡିଏମକେର ପୂର୍ବତନ ନେତ୍ରୀ ଶଶିକଳା
କନକ ବ୍ୟୁରୋ: ମୁକୁଳିଲେ ଶଶିକଳା । ପ୍ରାୟ ୪ବର୍ଷ ପରେ ଆଜି ଜେଲରୁ ମୁକଳିଲେ ଏଆଇଏମଡିଏମକେର ପୂର୍ବତନ ନେତ୍ରୀ ଶଶିକଳା । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବେଙ୍ଗାଲୁରରେ ଏକ ଜେଲରେ ସଜା କାଟୁଥିଲେ ଶଶିକଳା । ଜାନୁଆରୀ ୨୦ରେ ଶଶିକଳା କୋଭିଡରେ ଆକ୍ରାନ୍ତ ଥିବା ଜଣାପଡିବା ପରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ହସପିଟାଲ ବାହାରେ ଆଜି ଶଶିକଳାଙ୍କ ସମର୍ଥକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । from Kanak News via <aContinue reading “୪ବର୍ଷ ପରେ ଆଜି ଜେଲରୁ ମୁକଳିଲେ ଏଆଇଏମଡିଏମକେର ପୂର୍ବତନ ନେତ୍ରୀ ଶଶିକଳା “
ଭାରତ ଅଭିମୁଖେ ବାୟୁସେନାର ବାହୁବଳୀ । ଫ୍ରାନ୍ସରୁ ବାହାରିଲା ଆଉ ୩ଟି ରାଫେଲ ବିମାନ
କନକ ବ୍ୟୁରୋ: ଭାରତ ଅଭିମୁଖେ ବାୟୁସେନାର ବାହୁବଳୀ । ଫ୍ରାନ୍ସରୁ ବାହାରିଲା ଆଉ ୩ଟି ରାଫେଲ ବିମାନ । ଫ୍ରାନ୍ସରୁ ଭାରତ ନନଷ୍ଟପ ଯାତ୍ରା କରିବ ଏହି ଲଢୁଆ ବିମାନ । ଏହି ଯାତ୍ରା ସମୟରେ ଆକାଶରେ ହିଁ ଇନ୍ଧନ ଭରିବ ଏହି ଲଢୁଆ ବିମାନ । ଗୁଜରାଟ ଜାମନଗରରେ ଏହି ୩ଟି ବିମାନ ଅବତରଣ କରିବ । ୨୦୧୬ରେ ଫ୍ରାନ୍ସ ସହିତ ରାଫେଲ ବିମାନ ନେଇ ୫୯ ହଜାର କୋଟିର ଚୁକ୍ତି ହୋଇଥିଲା । ଜୁଲାଇContinue reading “ଭାରତ ଅଭିମୁଖେ ବାୟୁସେନାର ବାହୁବଳୀ । ଫ୍ରାନ୍ସରୁ ବାହାରିଲା ଆଉ ୩ଟି ରାଫେଲ ବିମାନ”
କୋରାପୁଟ ପୋଲିସକୁ ବଡ ସଫଳତା । ଧରା ପଡିଲେ ବାଇକ୍ ଚୋରୀ ଗ୍ୟାଙ୍ଗ୍, ୯ବାଇକ୍ ଜବତ
କୋରାପୁଟ ଟାଉନ ପୁଲିସ ହାତରେ ଧରା ପଡିଛନ୍ତି ଏକ ବାଇକ ଚୋରୀ କରୁଥିବା ବଡ ଗ୍ୟାଙ୍ଗ । ଏହି ଗ୍ୟାଙ୍ଗରେ ଦୁଇଜଣ ନାବାଳକ ଓ ୫ ଜଣ ସାବାଳକ ରହିଛନ୍ତି । ସେମାନଙ୍କଠାରୁ ୯ଟି ବାଇକ ଜବତ କରାଯାଇଥିବାବେଳେ ସିଡିଆର ଯାଞ୍ଚ କରାଯାଉଛି । ସେମାନେ ହେଲେ କୋରାପୁଟ ତଳମାଙ୍ଗାରା ଗାଁର ଗୋବିନ୍ଦ ଟାକିରି, ଜୟପୁର ଢେପଗୁଡାର ରୋହିତ ମହାନନ୍ଦିଆ, ବୈପାରିଗୁଡାର ଲିଙ୍ଗରାଜ ବିଷୋୟୀ, କୁନ୍ଦୁରା ବାଗଦେରୀ ଗାଁର କୃଷ୍ଣ ହରିଜନ ଓ ଜମଗୁଡା ଗାଁର କୁନୁContinue reading “କୋରାପୁଟ ପୋଲିସକୁ ବଡ ସଫଳତା । ଧରା ପଡିଲେ ବାଇକ୍ ଚୋରୀ ଗ୍ୟାଙ୍ଗ୍, ୯ବାଇକ୍ ଜବତ”
ରାଜଧାନୀ ଦିଲ୍ଲୀ ଟ୍ରାକ୍ଟର ରାଲିରେ ଦୋହଲି ଗଲା ପରେ ଚାଷୀ ଆନ୍ଦୋଳନକୁ ଝଟକା । ଭାରତୀୟ କିଷାନ ୟୁନିୟନ୍ ଓ ରାଷ୍ଟୀୟ କିଷାନ ମଜଦୁର ସଂଗଠନ ଆନ୍ଦୋଳନରୁ ଓହରିଲେ
କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀ, ଟ୍ରାକ୍ଟର ରାଲିରେ ଦୋହଲି ଗଲା ପରେ, ଚାଷୀ ଆନ୍ଦୋଳନକୁ ଝଟକା ଲାଗିଛି । ଭାରତୀୟ କିଷାନ ୟୁନିୟନ୍ ଓ ରାଷ୍ଟୀୟ କିଷାନ ମଜଦୁର ସଂଗଠନ ଆନ୍ଦୋଳନରୁ ଓହରି ଆସିଛନ୍ତି । ଭାରତୀୟ କିଷାନ ୟୁନିୟନ୍ କହିଛି, ଯେଉଁମାନଙ୍କର ଉଦ୍ଦେଶ୍ୟ ଠିକ୍ ନୁହେଁ ସେମାନଙ୍କ ସହ ଆନ୍ଦୋଳନ କରି ହେବ ନାହିଁ । ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ହିଂସାକାଣ୍ଡ ଘଟାଇବା ପରେ ଏହି ଆନ୍ଦୋଳନର ମୂଳଦୁଆ ଏକ ପ୍ରକାର ଦୋହଲି ଯାଇଛି ।Continue reading “ରାଜଧାନୀ ଦିଲ୍ଲୀ ଟ୍ରାକ୍ଟର ରାଲିରେ ଦୋହଲି ଗଲା ପରେ ଚାଷୀ ଆନ୍ଦୋଳନକୁ ଝଟକା । ଭାରତୀୟ କିଷାନ ୟୁନିୟନ୍ ଓ ରାଷ୍ଟୀୟ କିଷାନ ମଜଦୁର ସଂଗଠନ ଆନ୍ଦୋଳନରୁ ଓହରିଲେ”
ଗଣତନ୍ତ୍ର ଦିବସରେ ଅରାଜକତା ପରେ ଅଭେଦ୍ୟ ଦୁର୍ଗରେ ପରିଣତ ହେଲା ଲାଲକିଲ୍ଲା । ସଂସ୍କୃତି ମନ୍ତ୍ରୀଙ୍କ ସ୍ଥିତି ପରିଦର୍ଶନ ପରେ ବଢିଲା ସୁରକ୍ଷା
କନକ ବ୍ୟୁରୋ: ଗଣତନ୍ତ୍ର ଦିବସ ଅବସରରେ ରାଜଧାନୀରେ ଦିଲ୍ଲର ଛାତିରେ ଯାହା ଘଟଣା ଘଟିଲା ତାହା ସାରା ଦେଶ ଦେଖିଲା । କୃଷି ଆଇନକୁ ବିରୋଧ ନାଁରେ ଟ୍ରାକ୍ଟର ରାଲିରେ ସାମିଲ ହୋଇ ହଜାର ହଜାର ଚାଷୀ ଆଇନ ଭାଙ୍ଗିଲେ । ଏପରିକି ଲାଲ କିଲ୍ଲା ଉପରକୁ ଯାଇ ଶିଖ ଧର୍ମୀୟ ପତାକା ଲଗାଇଲେ । ଅନୁମତି ମିଳିଥିବା ରୁଟ ବଦଳରେ ଅନ୍ୟ ରୁଟ୍ରେ ଯାଇ ପହଂଚିଗଲେ ଲାଲକିଲ୍ଲା । ଆଉ ତା ପରେ ଯାହା ଘଟିଲା,Continue reading “ଗଣତନ୍ତ୍ର ଦିବସରେ ଅରାଜକତା ପରେ ଅଭେଦ୍ୟ ଦୁର୍ଗରେ ପରିଣତ ହେଲା ଲାଲକିଲ୍ଲା । ସଂସ୍କୃତି ମନ୍ତ୍ରୀଙ୍କ ସ୍ଥିତି ପରିଦର୍ଶନ ପରେ ବଢିଲା ସୁରକ୍ଷା”
ଦକ୍ଷିଣ ଆଫ୍ରିକାରେ ମହାଦେବ-ମହାବୀରଙ୍କ ବାହୁବଳୀ ଭକ୍ତ । ମହାଦେବଙ୍କୁ କରୁଛନ୍ତି ଜଳଲାଗି । ନିଜକୁ କହୁଛନ୍ତି ମହାବୀରଙ୍କ ଭକ୍ତ । ଦେଖନ୍ତୁ ଭିଡିଓ…
ବିଶ୍ୱର ଅନେକ ଲୋକ ରହିଛନ୍ତି ଯେଉଁମାନେ ହିନ୍ଦୁ ଧର୍ମର ବେଶ ପ୍ରଶଂସକ । ଅନ୍ୟ ଧର୍ମର ହୋଇ ମଧ୍ୟ ସେମାନେ ହିନ୍ଦୁ ଦେବାଦେବୀଙ୍କୁ ପୂଜା କରିଥାନ୍ତି । ତେବେ ଆଜି ଆମେ ସେହିଭଳି ଜଣେ ଲୋକଙ୍କ କଥା କହିବୁ, ଯିଏକି ଅନ୍ୟ ଧର୍ମ ଓ ଅନ୍ୟ ଦେଶର ହୋଇ ମଧ୍ୟ ହିନ୍ଦୁ ଧର୍ମର ଜଣେ ବହୁତ ବଡ ପ୍ରଶଂସକ । ସେ କେବଳ ପ୍ରଶଂସକ ନୁହନ୍ତି ସେ ନିଜ ଘରେ ମହାଦେବ ଓ ମହାବୀରଙ୍କୁ ପୂଜା ମଧ୍ୟContinue reading “ଦକ୍ଷିଣ ଆଫ୍ରିକାରେ ମହାଦେବ-ମହାବୀରଙ୍କ ବାହୁବଳୀ ଭକ୍ତ । ମହାଦେବଙ୍କୁ କରୁଛନ୍ତି ଜଳଲାଗି । ନିଜକୁ କହୁଛନ୍ତି ମହାବୀରଙ୍କ ଭକ୍ତ । ଦେଖନ୍ତୁ ଭିଡିଓ…”
ନିଦହାସ ଟ୍ରଫିର ହିରୋ ଦିନେଶ କାର୍ତ୍ତିକ । ଭାରତକୁ ଦେଇଥିଲେ ଚମତ୍କାର ବିଜୟ । ଏହାସହ ସମାଲୋଚନାରୁ ବଞ୍ଚାଇଥିଲେ ରୋହିତ ଶର୍ମାଙ୍କୁ । ଜାଣନ୍ତୁ କେମିତି?
କନକ ବ୍ୟୁରୋ: ୨୦୧୮ ନିଦାହାସ ଟ୍ରଫିର ଫାଇନାଲ ମ୍ୟାଚ । ଏହା ଏଭଳି ଏକ ମ୍ୟାଚ ଯାହାକୁ କେବେ ବି ଭୁଲି ପାରିବେନି ଲୋକେ । ଏହି ମ୍ୟାଚର ହିରୋ ଥିଲେ ଦିନେଶ କାର୍ତ୍ତିକ । କାର୍ତ୍ତିକ ଏହି ମ୍ୟାଚରେ ଏକ ଅବିଶ୍ୱସନୀୟ ପାଳି ଖେଳିଥିଲେ । ଫଳରେ ଏହି ମ୍ୟାଚରେ ବାଂଲାଦେଶକୁ ଚିତପତାଙ୍ଗ କରିଦେଇଥିଲା ଟିମ ଇଣ୍ଡିଆ । ଶେଷ ମୂର୍ତ୍ତରେ ଆସି କାର୍ତ୍ତିକ ଭାରତକୁ ଯେଉଁ ବିଜୟ ଦେଇଥିଲେ ତାହା ଥିଲା ଖୁବ ରୋମାଞ୍ଚକରContinue reading “ନିଦହାସ ଟ୍ରଫିର ହିରୋ ଦିନେଶ କାର୍ତ୍ତିକ । ଭାରତକୁ ଦେଇଥିଲେ ଚମତ୍କାର ବିଜୟ । ଏହାସହ ସମାଲୋଚନାରୁ ବଞ୍ଚାଇଥିଲେ ରୋହିତ ଶର୍ମାଙ୍କୁ । ଜାଣନ୍ତୁ କେମିତି? “