କନକ ବ୍ୟୁରୋ : କୋଭିଡ କଟକଣା ମଧ୍ୟରେ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଆଦିବାସୀ ମେଳା । ଏହି ମେଳା ଜାନୁଆରି ୨୬ ତାରିଖରୁ ଆରମ୍ଭ ହୋଇ ଫେବୃଆରୀ ୯ ତାରିଖ ଯାଏଁ ଚାଲିବ । ଦିନ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଲୋକମାନେ ଆଦିବାସୀ ମେଳା ବୁଲି ପାରିବେ । ଜନଜାତିଙ୍କ ଉତ୍ପାଦିତ ସାମଗ୍ରୀ ତଥା ଲଭୁ ବନଜାତ ସାମଗ୍ରୀକୁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବିକ୍ରୟର ବ୍ୟବସ୍ଥା କରାଯାଇଛି । ସ୍ୱୟଂ ସହାୟକ ଗୋଷ୍ଠୀମାନେ ୨୨ଟି ଆଇଟିଡିଏContinue reading “କୋଭିଡ କଟକଣାରେ ଆରମ୍ଭ ହେଲା ଆଦିବାସୀ ମେଳା । ଭର୍ଚୁଆଲରେ ବି ଦେଖିପାରିବେ ମେଳା । ଜାଣନ୍ତୁ କେମିତି କରିବେ ପଞ୍ଜିକରଣ ?”
Author Archives: Raghaba
ଚାଷୀ-ପୋଲିସ ସଂଘର୍ଷ ପରେ ବନ୍ଦ ହେଲା ଇଣ୍ଟରନେଟ୍ ସେବା । ଦିଲ୍ଲୀ-ଏନସିଆରର ଅନେକ ଅଞ୍ଚଳରେ ଇଣ୍ଟରନେଟ୍ ସେବା ସାମୟିକ ଭାବେ ବନ୍ଦ ହୋଇଛି ।
କନକ ବ୍ୟୁରୋ : ଦେଶର ରାଜଧାନୀ ଦିଲ୍ଲୀରେ ଚାଷୀ ଟ୍ରାକ୍ଟର ରାଲିରେ ହିଂସା ଘଟିବା ପରେ ଦିଲ୍ଲୀ-ଏନସିଆରର ଅନେକ ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଏହି ଅଞ୍ଚଳଗୁଡ଼ିକ ମଧ୍ୟରେ ସିଙ୍ଗୁ ସୀମା, ଟିକରି ସୀମା, ଗାଜିପୁର ସୀମା, ମୁବାରକା ଚୌକ ଏବଂ ନାଙ୍ଗଲୋଇ ଆଦି ରହିଛି । ଏସବୁ ଅଞ୍ଚଳରେ ଇଣ୍ଟରନେଟ୍ ସେବାକୁ ସାମୟିକ ଭାବେ ବନ୍ଦ କରାଯାଇଛି । ସରକାରଙ୍କ ଦ୍ୱାରା ଜାରି ଏହି ନିର୍ଦ୍ଦେଶ ଅନୁଯାୟୀ, ମଙ୍ଗଳବାର ରାତି ୧୨ଟା ପର୍ଯ୍ୟନ୍ତContinue reading “ଚାଷୀ-ପୋଲିସ ସଂଘର୍ଷ ପରେ ବନ୍ଦ ହେଲା ଇଣ୍ଟରନେଟ୍ ସେବା । ଦିଲ୍ଲୀ-ଏନସିଆରର ଅନେକ ଅଞ୍ଚଳରେ ଇଣ୍ଟରନେଟ୍ ସେବା ସାମୟିକ ଭାବେ ବନ୍ଦ ହୋଇଛି ।”
ଜୟପୁର ଜେଲରେ କଏଦୀଙ୍କୁ ଶିଖାଯାଉଛି ଜୀବନ ଜିଇଁବାର କଳା । କଏଦୀ ପ୍ରସ୍ତୁତ କରୁଛନ୍ତି ହଳଦୀ ଗୁଣ୍ଡ ଓ ଫୁଲ ଝାଡୁ ।
କନକ ବ୍ୟୁରୋ : ଜେଲ ଭିତରେ ମିନି କାରଖାନା । ସଂସ୍କାର ସହିତ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି, କିଣିବା ପାଇଁ ଲୋକଙ୍କ ଭିଡ଼ । ଜେଲ ଭିତରକୁ ଯିଏ ଆସୁଛି ଯିବା ପାଇଁ ଇଚ୍ଛା କରୁନି । ଜେଲ ଯେ କେବଳ ଦଣ୍ଡ ବିଧାନର ଗୃହ ନୁହେଁ ସସ୍କାର ବି ଦେଇଥାଏ । ଜେଲ, ନାଁ ଶୁଣିଲେ ଯିଏ କେହି ବି ଭୟ କରନ୍ତି । ହେଲେ ଜେଲ୍ ଭିତରେ ଲଘୁ ଉଦ୍ୟୋଗ କଥା ଶୁଣିଲେ ଯେକେହିContinue reading “ଜୟପୁର ଜେଲରେ କଏଦୀଙ୍କୁ ଶିଖାଯାଉଛି ଜୀବନ ଜିଇଁବାର କଳା । କଏଦୀ ପ୍ରସ୍ତୁତ କରୁଛନ୍ତି ହଳଦୀ ଗୁଣ୍ଡ ଓ ଫୁଲ ଝାଡୁ ।”
ବେକାବୁ ହେଲା କୃଷକ ଆନ୍ଦୋଳନ । ଦିଲ୍ଲୀ ଲାଲକିଲ୍ଲାକୁ କବଜା କରି ଶିଖ ସଂପ୍ରଦାୟର ପତାକା ଉଡାଇଲେ ଆନ୍ଦୋଳନକାରୀ ଚାଷୀ ।
କନକ ବ୍ୟୁରୋ : ବେକାବୁ ହେବାରେ ଲାଗିଛି ଦିଲ୍ଲୀରେ ଚାଷୀଙ୍କ ଆନ୍ଦୋଳନ । ଆଜି ଦିଲ୍ଲୀରେ ୭୨ ତମ ଗଣତନ୍ତ୍ର ଦିବସ ପରେଡ ଉପରେ ଯେମିତି ନଜର ରହିଥିଲା ସେମିତି ଚାଷୀଙ୍କ ଟ୍ରାକ୍ଟର ରାଲିର ରୂପରେଖ କଣ ହେବ ତା ଉପରେ ରହିଥିଲା ସାରା ଦେଶର ନଜର । ପୂର୍ବ ଘୋଷଣା ଅନୁସାରେ ଦିଲ୍ଲୀରେ ମାର୍ଚ୍ଚ କରିଛନ୍ତି ଚାଷୀ ସଂଗଠନ । ଆଉ ଏତିକିବେଳେ ପୁଲିସ ଅଟକାଇବାରୁ ଦିଲ୍ଲୀ ସୀମାର ବିଭିନ୍ନ ସ୍ଥାନରେ ପୁଲିସ ଓ ଚାଷୀContinue reading “ବେକାବୁ ହେଲା କୃଷକ ଆନ୍ଦୋଳନ । ଦିଲ୍ଲୀ ଲାଲକିଲ୍ଲାକୁ କବଜା କରି ଶିଖ ସଂପ୍ରଦାୟର ପତାକା ଉଡାଇଲେ ଆନ୍ଦୋଳନକାରୀ ଚାଷୀ ।”
ଜବତ ହେଲା ନକଲି କୋଲଡ୍ରିଙ୍କସ । ଲକ୍ଷାଧିକ ଟଙ୍କାର ମେସିନ୍ ଜବତ, ପୂର୍ବରୁ ମିଳିଥିଲା ନକଲି ହଳଦୀ, ଖାଇବା ତେଲ ଓ ପାଣି ।
କନକ ବ୍ୟୁରୋ : ନକଲି ନକଲି, ସବୁ ନକଲି । ବିଗତ କିଛି ଦିନ ଭିତରେ ରାଜ୍ୟରୁ ବିପୁଳ ପରିମାଣର ନକଲି ସାମଗ୍ରୀ ଜବତ କରାଯାଇଛି । ରାଜ୍ୟରେ ନକଲି କାରଖାନା ଉପରେ ଜୋରଦାର ଚଢାଉ ଚାଲିଛି । କଟକ, ସମ୍ବଲପୁର, ଭୁବନେଶ୍ୱର ପରେ ଏବେ ବ୍ରହ୍ମପୁରରୁ ପ୍ରତିଦିନ ନକଲି ସାମଗ୍ରୀ ଠାବ କରାଯାଉଛି । ହଳଦୀ, ଲଙ୍କାଗୁଣ୍ଡ, ଖାଇବା ତେଲ, ନକଲି ପାଣି ପରେ ପୁଣି ବ୍ରହ୍ମପୁରରୁ ଜବତ ହେଲା ନକଲି କୋଲଡ୍ରିଙ୍କସ । ସୁକୁଣ୍ଡାContinue reading “ଜବତ ହେଲା ନକଲି କୋଲଡ୍ରିଙ୍କସ । ଲକ୍ଷାଧିକ ଟଙ୍କାର ମେସିନ୍ ଜବତ, ପୂର୍ବରୁ ମିଳିଥିଲା ନକଲି ହଳଦୀ, ଖାଇବା ତେଲ ଓ ପାଣି ।”
ସାମ୍ନାକୁ ଆସିଲା କାଲିମେଳା ତହସିଲ ଦୁର୍ନୀତିର ଆଉ ଏକ ସାଂଘାତିକ ସତ । ବଡବଡିଆଙ୍କୁ ସରକାରୀ ଜମି ପଟ୍ଟା ଦେବାକୁ କିରାଣୀ ନେଉଥିଲେ ଲକ୍ଷାଧିକ ଟଙ୍କା ।
କନକ ବ୍ୟୁରୋ : ଟଙ୍କା ଦିଅ ପଟ୍ଟା ନିଅ । ଉପାନ୍ତ ଅଞ୍ଚଳରେ କେମିତି ଚଞ୍ଚକତା କରି ବଡ ବଡିଆଙ୍କୁ ପଟ୍ଟା ପ୍ରଦାନ କରାଯାଉଛି । ତାହାର ନିଚ୍ଛକ ପ୍ରମାଣ ଆସିଛି ପୁଣି ସେଇ ମାଲକାନଗିରି ଜିଲ୍ଲା କାଲିମେଳା ତହସିଲ କାର୍ଯ୍ୟାଳୟରୁ । ଗରିବ ଗୁରୁବା ଓ ଭୂମିହୀନଙ୍କୁ ଥଇଥାନ କରିବା ଲାଗି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଛି ସତ । ତେବେ ସେଇ ନିର୍ଦ୍ଦେଶ ଆଳରେ ତହସିଲ କର୍ମଚାରୀ ମୋଟା ଅଙ୍କ ରୋଜଗାର କରି ବଡContinue reading “ସାମ୍ନାକୁ ଆସିଲା କାଲିମେଳା ତହସିଲ ଦୁର୍ନୀତିର ଆଉ ଏକ ସାଂଘାତିକ ସତ । ବଡବଡିଆଙ୍କୁ ସରକାରୀ ଜମି ପଟ୍ଟା ଦେବାକୁ କିରାଣୀ ନେଉଥିଲେ ଲକ୍ଷାଧିକ ଟଙ୍କା ।”
ଆମେରିକାରେ ବାଇଡେନ୍ ସରକାର ହେବା ପରେ ପାକିସ୍ତାନକୁ ପ୍ରଥମ ଝଟକା । ପାକିସ୍ତାନ ନଯିବାକୁ ଆମେରିକାବାସୀଙ୍କ ପାଇଁ ଜାରି ହେଲା ଆଡଭାଇଜାରି ।
କନକ ବ୍ୟୁରୋ : ଆମେରିକାରେ ବାଇଡେନ ସରକାର ହେବା ପରେ ପାକିସ୍ତାନକୁ ପ୍ରଥମ ଝଟକା ଲାଗିଛି । ଆମେରିକା ଦକ୍ଷିଣ ଏସିଆର ତିନିଟି ଦେଶ ପାଇଁ ନିଜ ଟ୍ରାଭେଲ ଆଡଭାଇଜାରି ଜାରି କରିଛି । ଆଉ ଏହି ଟ୍ରାଭେଲ ଆଡ଼ଭାଇଜାରୀରେ ପାକିସ୍ତାନକୁ ଯିବା ବିପଦପୂର୍ଣ୍ଣ ବୋଲି କୁହାଯାଇଛି । ଟ୍ରାଭେଲ ଆଡଭାଇଜାରି ମାଧ୍ୟମରେ ଆମେରିକା ନିଜ ଦେଶର ନାଗରିକଙ୍କୁ କହିଛି ଯେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନକୁ ଯାତ୍ରା ନକରିବା ଉଚିତ । ଆମେରିକା ବିଦେଶ ମନ୍ତ୍ରାଳୟContinue reading “ଆମେରିକାରେ ବାଇଡେନ୍ ସରକାର ହେବା ପରେ ପାକିସ୍ତାନକୁ ପ୍ରଥମ ଝଟକା । ପାକିସ୍ତାନ ନଯିବାକୁ ଆମେରିକାବାସୀଙ୍କ ପାଇଁ ଜାରି ହେଲା ଆଡଭାଇଜାରି ।”
ଦିଲ୍ଲୀରେ କୃଷକଙ୍କ ରାଲି ବେଳେ ଓଲଟିଗଲା ଟ୍ରାକ୍ଟର । ଚାଲିଗଲା ଜଣେ ଚାଷୀଙ୍କ ଜୀବନ ।
କନକ ବ୍ୟୁରୋ : ଦିଲ୍ଲୀର ସୀମାନ୍ତରେ ହଜାର ହଜାର କୃଷକ ବ୍ୟାରିକେଡ୍ ଭାଙ୍ଗି ପୁଲିସ ସହ ସଂଘର୍ଷ କରି ଜାତୀୟ ରାଜଧାନୀ ମଧ୍ୟକୁ ପ୍ରବେଶ ପାଇଁ ଉଦ୍ୟମ କଲାବେଳେ ହିଂସା ସୃଷ୍ଟି ହେବା ସହ ପରିସ୍ଥିତି ଉତ୍ତେଜନାମୂଳକ ହୋଇପଡ଼ିଛି । ଆଜି ଆନ୍ଦୋଳନରତ କୃଷକମାନେ ସରକାରଙ୍କର ନୂତନ କୃଷି ନିୟମ ବିରୋଧରେ ଟ୍ରାକ୍ଟର ରାଲି ବାହାର କରିଥିଲେ । ତେବେ, ନିର୍ଦ୍ଧାରିତ ମାର୍ଗ ଛାଡ଼ି ବ୍ୟାରିକେଡ୍ ଭାଙ୍ଗି କୃଷକମାନେ ଦିଲ୍ଲୀ ସହର ମଧ୍ୟକୁ ପ୍ରବେଶ କରିବା ପାଇଁContinue reading “ଦିଲ୍ଲୀରେ କୃଷକଙ୍କ ରାଲି ବେଳେ ଓଲଟିଗଲା ଟ୍ରାକ୍ଟର । ଚାଲିଗଲା ଜଣେ ଚାଷୀଙ୍କ ଜୀବନ ।”
ନୂଆ ସକାଳ ଦେଖିଲା ସ୍ୱାଭିମାନ ଅଞ୍ଚଳ । ପ୍ରଥମ ଥର କରି ମାଓ ଉପତ୍ୟାକାରେ ଉଡିଲା ଜାତୀୟ ପତାକା । ଯବାନଙ୍କ ସହ ମିଶି ଗଣତନ୍ତ୍ରର ଜୟଗାନ କଲେ ଅଞ୍ଚଳବାସୀ ।
କନକ ବ୍ୟୁରୋ : ପ୍ରଥମ ଥର କରି ମାଓ ଉପତ୍ୟାକାରେ ଉଡିଲା ଜାତୀୟ ପତାକା । ଗଣତନ୍ତ୍ର ଭାରତର ୭୨ ବର୍ଷ ପରେ ପ୍ରଥମ ଥର ପାଇଁ ସାଧାରଣତନ୍ତ୍ର ଦିବସରେ ତ୍ରିରଙ୍ଗା ଉଡାଇଲେ ସ୍ୱାଭିମାନ ଅଂଚଳବାସୀ । ଚିତ୍ରକୋଣ୍ଡା ବ୍ଲକର ତିନୋଟି ପଞ୍ଚାୟତର ଲୋକେ ଯୋଡାମ୍ବ ଓ ଗୋରାସେତୁ କ୍ୟାମ୍ପରେ ଯବାନଙ୍କ ପତାକା ଉତ୍ତୋଳନ କରିଛନ୍ତି । ଏହାସହ ଦେଶର ସମ୍ବିଧାନକୁ ସମ୍ମାନ ଜଣାଇ ମାଓ ସଙ୍ଗଠନ ଛାଡି ଅଞ୍ଚଳର ବିକାଶ ପଥରେ ସାମିଲ ହେବାକୁ ମାଓବାଦୀଙ୍କୁContinue reading “ନୂଆ ସକାଳ ଦେଖିଲା ସ୍ୱାଭିମାନ ଅଞ୍ଚଳ । ପ୍ରଥମ ଥର କରି ମାଓ ଉପତ୍ୟାକାରେ ଉଡିଲା ଜାତୀୟ ପତାକା । ଯବାନଙ୍କ ସହ ମିଶି ଗଣତନ୍ତ୍ରର ଜୟଗାନ କଲେ ଅଞ୍ଚଳବାସୀ ।”
କୁହୁଡି ପୋଡି ଦେଉଛି ଫସଲ । ହେକ୍ଟର ହେକ୍ଟର ଜମିରେ ପନିପରିବା ଚାଷ ନଷ୍ଟ, ନାଲି ପଡିଯାଉଛି ଫୁଲକୋବି, ଜଳି ଯାଉଛି କାକୁଡି ଗଛ, କମି ଯାଉଛି ଅମଳ ।
କନକ ବ୍ୟୁରୋ : ଘନକୁହୁଡି ପରିବା ଚାଷୀଙ୍କ ଭେଳା ବୁଡାଇଲାଣି । ୧୫ ଦିନ ହେବ ଘନ କୁହୁଡ଼ି ଯୋଗୁଁ ପୁରୀ ନିମାପଡ଼ା ବ୍ଲକ ଅନ୍ତର୍ଗତ ବଳଙ୍କା ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ରାତି ୯ଟାରୁ ସକାଳ ୯ଟା ଯାଏଁ କୁହୁଡ଼ି ଯୋଗୁଁ ପନିପରିବା ଚାଷ ପ୍ରଭାବିତ ହୋଇଛି । କୁହୁଡି ଯୋଗୁଁ ପୋଡି ଯାଉଛି କାକୁଡି ଗଛ । ନଷ୍ଟ ହେଉଛି ଫୁଲକୋବି ଚାଷ । କୁହୁଡ଼ି ଯୋଗୁଁ ତଳି ଘେରା ନଷ୍ଟ ହୋଇଯାଉଛିContinue reading “କୁହୁଡି ପୋଡି ଦେଉଛି ଫସଲ । ହେକ୍ଟର ହେକ୍ଟର ଜମିରେ ପନିପରିବା ଚାଷ ନଷ୍ଟ, ନାଲି ପଡିଯାଉଛି ଫୁଲକୋବି, ଜଳି ଯାଉଛି କାକୁଡି ଗଛ, କମି ଯାଉଛି ଅମଳ ।”