କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଉମରକୋଟ ତାଲାପଦର ବିଜୁ ସେତୁ ପୋଲ ଭୁଷୁଡ଼ିବା ଘଟଣାରେ ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗର ଏସଡ଼ିଓ ଅସିତ୍ ପାତ୍ର ଗିରଫ ହୋଇଛନ୍ତି । ନବରଙ୍ଗପୁର ପୋଲିସ ଅସିତଙ୍କୁ ଗିରଫ କରି ଉମରକୋଟ ପୋଲିସକୁ ହସ୍ତାନ୍ତର କରିଛି । ଗତ ୧୦ ତାରିଖ ଦିନ ଉମରକୋଟ ତାଲାପଦରରେ ପୋଲ ଭୁସୁଡ଼ିବା ଫଳରେ ମହେନ୍ଦ୍ର ମାଳି ନାମକ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା । ୩ ଜଣ ଗୁରୁତର ଭାବେContinue reading “ନବରଙ୍ଗପୁର ପାଲାପଦରରେ ନିର୍ମାଣଧୀନ ପୋଲ ଭୁଷୁଡ଼ିବା ଘଟଣା । ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗ ଏସଡିଓ ଗିରଫ ।”
Author Archives: Raghaba
ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲା: ମିଳିଥିଲା ସରକାରଙ୍କ ଚିଠି, ଅଗ୍ରାହ୍ୟ କରିଥିଲେ ହାଇକୋର୍ଟ; ବିରୋଧୀଙ୍କ ଉପରେ ଗର୍ଜିଲା ବିଜେଡି
କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଏସଆଇଟି ତଦନ୍ତ ମନିଟରିଂ ପାଇଁ ଜଣେ କାର୍ୟ୍ୟରତ ବିଚାରପତି ନିଯୁକ୍ତି ଲାଗି ରାଜ୍ୟ ସରକାରଙ୍କ ନିବେଦନକୁ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ହାଇକୋର୍ଟର ଜନ ସୂଚନା ଅଧିକାରୀ ତଥା ଅତିରିକ୍ତ ଡେପୁଟି ରେଜିଷ୍ଟ୍ରାର ୧୬ ତାରିଖ ଦିନ ଆଉ ଏକ ଚିଠି ଲେଖି ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡାଙ୍କୁ ଜଣାଇଛନ୍ତି ଯେ ଡିସେମ୍ବର ପହିଲା ଦିନ ଏ ସଂକ୍ରାନ୍ତ ନିଷ୍ପତ୍ତି ନିଆଯାଇ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଛି।Continue reading “ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲା: ମିଳିଥିଲା ସରକାରଙ୍କ ଚିଠି, ଅଗ୍ରାହ୍ୟ କରିଥିଲେ ହାଇକୋର୍ଟ; ବିରୋଧୀଙ୍କ ଉପରେ ଗର୍ଜିଲା ବିଜେଡି”
ଗଜପତିରୁ ଜବତ ହେଲା ବହୁମୂଲ୍ୟର ରକ୍ତଚନ୍ଦନ କାଠ : ଦେଢ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ରକ୍ତଚନ୍ଦନ କାଠ ଜବତ କଲା ବନ ବିଭାଗ
କନକ ବ୍ୟୁରୋ : ଗଜପତି ଜିଲ୍ଲାରୁ ବାହାର ରାଜ୍ୟକୁ ଚୋରା ଚାଲାଣ ସମୟରେ ଜବତ ହେଲା ରକ୍ତ ଚନ୍ଦନ କାଠ । ଦେଢ କ୍ୱିଂଟାଲରୁ ଅଧିକ ଓଜନର ରକ୍ତଚନ୍ଦନ କାଠ ଜବତ କରିଛି ପାରଳାଖେମୁଣ୍ଡି ବନ ବିଭାଗ । ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ବେଳେ ଚୋରା ଚାଲାଣ କରାଯାଉଥିବା ଅଟୋକୁ ମଧ୍ୟ ଜବତ କରାଯାଇଛି । କୌଣସି ସୂତ୍ରରୁ ରକ୍ତ ଚନ୍ଦନ କାଠ ଚୋରା ଚାଲାଣ ହେଉଥିବା ଖବର ପାଇଁContinue reading “ଗଜପତିରୁ ଜବତ ହେଲା ବହୁମୂଲ୍ୟର ରକ୍ତଚନ୍ଦନ କାଠ : ଦେଢ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ରକ୍ତଚନ୍ଦନ କାଠ ଜବତ କଲା ବନ ବିଭାଗ”
କାଳ ସାଜିଲା ଖେଳ ନିଶା…ପୁଣି ଜୀବନ ନେଲା ଫ୍ରି-ଫାୟାର ! ଅନଲାଇନ ଖେଳରେ ହାରିଯିବାରୁ ବିଷ ପିଇ ଆତ୍ମହତ୍ୟା କଲେ ଯୁବକ
କନକ ବ୍ୟୁରୋ: ଅନଲାଇନ ଖେଳ ଯୁବପିଢ଼ିଙ୍କୁ ଆକୃଷ୍ଟ କରିଚାଲିଥିବାବେଳେ ଅନେକ ସମୟରେ ଏହି ଖେଳକୁ ନେଇ ବହୁ ଘଟଣା ଦୁର୍ଘଟଣା ଘଟିଚାଲିଛି। ଏଭଳି ଏକ ଘଟଣା ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ଅଧୀନ ପଥରପୁଞ୍ଜି ଗାଁରେ ଘଟିଛି। ଅନଲାଇନ୍ ଖେଳରେ ହାରିଯିବାରୁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ଏହି ଯୁବକ ହେଲେ, ନିରଞ୍ଜନ ଷଡ଼ଙ୍ଗୀଙ୍କ ପୁଅ ମନୋରଞ୍ଜନ ଷଡ଼ଙ୍ଗୀ ଓରଫ ତୋଫାନ (୧୯) । ତୋଫାନ ପୁରୀ ତାଳବଣିଆସ୍ଥିତ ଏକ ଆଇଟିଆଇ କଲେଜରେContinue reading “କାଳ ସାଜିଲା ଖେଳ ନିଶା…ପୁଣି ଜୀବନ ନେଲା ଫ୍ରି-ଫାୟାର ! ଅନଲାଇନ ଖେଳରେ ହାରିଯିବାରୁ ବିଷ ପିଇ ଆତ୍ମହତ୍ୟା କଲେ ଯୁବକ”
ବନବିଭାଗ ମହାଦୁର୍ନୀତିର ଚାଞ୍ଚଲ୍ୟକର ତଥ୍ୟ: ବାବୁଙ୍କ ପାଖରେ ଶ୍ରମିକଙ୍କ ପାସବୁକ୍, ଏଟିଏମ୍; ଆକାଉଂଟରୁ ଉଠାଇନେଲେ ଲକ୍ଷ ଲକ୍ଷ ଟଙ୍କା
କନକ ବ୍ୟୁରୋ: ଯାଜପୁର ବନବିଭାଗ ମହାଦୁର୍ନୀତର ପୁଣି ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ବନ ବିଭାଗ ଅଧିକାରୀ ଶ୍ରମିକମାନଙ୍କ ପାସବୁକରେ ଟଙ୍କା ଜମା କରି ଏଟିଏମ୍ ଜରିଆରେ ଉଠାଇ ନେଇଛନ୍ତି। ଏହିଭଳି ଭାବେ ଲକ୍ଷ ଲକ୍ଷ ଟଙ୍କା କାରବାର ହୋଇଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, କରୋନା ସମୟରେ ଭୋକ, ଉପାସରେ କାଳାତିପାତ କରୁଥିବା ଶ୍ରମିକ ଏ ସମ୍ପର୍କରେ ସମ୍ପୂର୍ଣ୍ଣଭାବେ ଅନ୍ଧାରରେ ରହିଛନ୍ତି। ଏହି ଶ୍ରମିକମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଜିଲ୍ଲାର କୋରେଇ ବ୍ଲକ୍ ବଡ଼ବିରୁଆଁ ପଞ୍ଚାୟତରContinue reading “ବନବିଭାଗ ମହାଦୁର୍ନୀତିର ଚାଞ୍ଚଲ୍ୟକର ତଥ୍ୟ: ବାବୁଙ୍କ ପାଖରେ ଶ୍ରମିକଙ୍କ ପାସବୁକ୍, ଏଟିଏମ୍; ଆକାଉଂଟରୁ ଉଠାଇନେଲେ ଲକ୍ଷ ଲକ୍ଷ ଟଙ୍କା”
ସପ୍ତାହେ ଲୁଚକାଳି ଖେଳିବ ଶୀତ! ପୂର୍ବା ପବନର ପ୍ରବାହ ଯୋଗୁଁ ଆଜିଠୁ ରାଜ୍ୟରେ ବଢ଼ିବ ପାରଦ: ୨୦ଯାଏଁ ଉଭେଇଯିବ ଶୀତ, ପୁଣି ୨୧ରୁ ଅନୁଭୂତ ହେବ ଥଣ୍ଡା
କନକ ବ୍ୟୁରୋ: ସପ୍ତାହେ ଯାଏ ଲୁଚକାଳି ଖେଳିବ ଶୀତ। ଆଜିଠାରୁ ରାଜ୍ୟରେ ପୂର୍ବା ପବନର ପ୍ରବାହ ଯୋଗୁଁ ତାପମାତ୍ରା ବଢ଼ିବ। ୨୦ ତାରିଖ ଯାଏଁ ଶୀତ ଉଭେଇଯିବ। ପୁଣି ୨୧ରୁ ୨୩ ତାରିଖ ୨ଦିନ ଶୀତ ଅନୁଭୂତ ହେବା ପରେ ରାଜ୍ୟର ତାପମାତ୍ରା ଊର୍ଧ୍ବମୁଖା ହେବ। ଏହିଭଳି ଭାବେ ଆସନ୍ତା ସାତ ଦିନ ପାଣିପାଗରେ ବାରମ୍ବାର ପରିବର୍ତ୍ତନ ଯୋଗୁଁ ରାଜ୍ୟରେ ଶୀତର ଲୁଚକାଳି ଖେଳ ଦେଖିବାକୁ ମିଳିବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ଆଞ୍ଚଳିକ ପାଣିପାଗContinue reading “ସପ୍ତାହେ ଲୁଚକାଳି ଖେଳିବ ଶୀତ! ପୂର୍ବା ପବନର ପ୍ରବାହ ଯୋଗୁଁ ଆଜିଠୁ ରାଜ୍ୟରେ ବଢ଼ିବ ପାରଦ: ୨୦ଯାଏଁ ଉଭେଇଯିବ ଶୀତ, ପୁଣି ୨୧ରୁ ଅନୁଭୂତ ହେବ ଥଣ୍ଡା”
ଦେଶରେ ୨ଦିନରେ ଟିକା ନେଲେ ୨ ଲକ୍ଷ ୨୪ ହଜାର ଲୋକ: ୪୪୭ ଜଣଙ୍କ ଶରୀରରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା
କନକ ବ୍ୟୁରୋ: ୧୬ରୁ ଆରମ୍ଭ ହୋଇଥିବା କରୋନା ଟୀକାକରଣ କାର୍ଯ୍ୟକ୍ରମ କାଲି ମଧ୍ୟ ଜାରି ରହିଥିଲା । ତେବେ ଗତକାଲି କେବଳ ୬ଟି ରାଜ୍ୟରେ ଟୀକାକରଣ ହୋଇଥିଲା । ଆଜିଠାରୁ ସମସ୍ତ ରାଜ୍ୟରେ ପୁଣି ଥରେ ସ୍ବାଭାବିକଭାବେ ଟୀକାକରଣ ଆରମ୍ଭ ହେବ । ଏ ସମ୍ପର୍କରେ ସୂଚନା ଦେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଗତକାଲି ପ୍ରାୟ ୧୭୦୭୨ ଜଣ ଟିକା ନେଇଥିଲେ । ଶନିବାର ଏବଂ ରବିବାରକୁ ମିଶାଇ ଦେଶରେ ମୋଟ ୪୪୭ ଜଣଙ୍କContinue reading “ଦେଶରେ ୨ଦିନରେ ଟିକା ନେଲେ ୨ ଲକ୍ଷ ୨୪ ହଜାର ଲୋକ: ୪୪୭ ଜଣଙ୍କ ଶରୀରରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା”
ଆଜିଠୁ ଖୋଲିବ ଘଟଗାଁ ତାରିଣୀ ମନ୍ଦିର: ଶ୍ରଦ୍ଧାଳୁଙ୍କ ପାଇଁ ନୂଆ ନିୟମ ଜାରି; ମାସ୍କ ପିନ୍ଧିବା, ସାନିଟାଇଜ ବାଧ୍ୟତାମୂଳକ
କନକ ବ୍ୟୁରୋ: କୋଭିଡ କଟକଣା ଭିତରେ ଖୋଲିବ ଘଟଗାଁ ତାରିଣୀ ମନ୍ଦିର । କଟକଣା ସହ ମାଙ୍କୁ ଦର୍ଶକ କରିବେ ଶ୍ରଦ୍ଧାଳୁ । କରୋନା କଟକଣା ପରଠାରୁ ବନ୍ଦ ରହିଥିବା ରାଜ୍ୟର ପ୍ରାୟ ସମସ୍ତ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲି ସାରିଥିବା ବେଳେ ଆଜିିଠୁ ଖୋଲିବ ଘଟଗାଁ ସ୍ଥିତ ମା’ ତାରିଣୀ ମନ୍ଦିର । କରୋନାକୁ ଦୃଷ୍ଟିରେ ରଖି ମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁଙ୍କ ପାଇଁ ନୂଆ ନିୟମ ଜାରି କରାଯାଇଛି । ସକାଳ ୮ଟାରୁ ମଧ୍ୟାହ୍ନContinue reading “ଆଜିଠୁ ଖୋଲିବ ଘଟଗାଁ ତାରିଣୀ ମନ୍ଦିର: ଶ୍ରଦ୍ଧାଳୁଙ୍କ ପାଇଁ ନୂଆ ନିୟମ ଜାରି; ମାସ୍କ ପିନ୍ଧିବା, ସାନିଟାଇଜ ବାଧ୍ୟତାମୂଳକ”
ଦିନକର ବିରତି ପରେ ରାଜ୍ୟରେ ଆଜିଠୁ ପୁଣି ଟିକାକରଣ: ଟିକାଦାନ କେନ୍ଦ୍ର ସଂଖ୍ୟା ବଢାଇବାକୁ ସ୍ୱାସ୍ଥ୍ୟ ବିଭାଗର ନିଷ୍ପତ୍ତି
କନକ ବ୍ୟୁରୋ: ଗୋଟିଏ ଦିନର ଅନୁଧ୍ୟାନ ବିରତି ପରେ ଆଜି ଠାରୁ ଓଡ଼ିଶାରେ ପୁଣି ସ୍ୱାଭାବିକ ଚାଲିବ ଟିକାକରଣ । ରବିବାର ଦିନ ଟିକାକରଣ ବନ୍ଦ ରହିଥିବା ବେଳେ ଆଜିଠୁ ପୁଣି ଟିକାକରଣ ଚାଲିବ । ତେବେ ଟିକାକରଣର କେନ୍ଦ୍ର ସଂଖ୍ୟା ବଢାଇବାକୁ ନିଷ୍ପତି ନେଇଛି ସ୍ୱାସ୍ଥ୍ୟ ବିଭାଗ । ସମସ୍ତ ମେଡିକାଲ କଲେଜରେ ୫ଟି ସେସନରେ ଟିକାକରଣ ହେବ । ପ୍ରତି ଘରୋଇ ଓ ସରକାରୀ ମେଡିକାଲ କଲେଜରେ ଏଣିକି ୫ଟି ସ୍ଥାନରେ ଟିକାକରଣ ବ୍ୟବସ୍ଥାContinue reading “ଦିନକର ବିରତି ପରେ ରାଜ୍ୟରେ ଆଜିଠୁ ପୁଣି ଟିକାକରଣ: ଟିକାଦାନ କେନ୍ଦ୍ର ସଂଖ୍ୟା ବଢାଇବାକୁ ସ୍ୱାସ୍ଥ୍ୟ ବିଭାଗର ନିଷ୍ପତ୍ତି”
ପିସିସି ସଭାପତିଙ୍କ ଗାଡି ଉପରକୁ ଆକ୍ରମଣ । କେନ୍ଦୁଝର କାଶୀପୁର ନିକଟରେ ଆକ୍ରମଣ ଅଭିଯୋଗ । ଥାନାରେ ମାମଲା ରୁଜୁ ।
କନକ ବ୍ୟୁରୋ: ନିରଞ୍ଜନ ପଟ୍ଟନାୟକଙ୍କ ଗାଡି ଉପରକୁ ଆକ୍ରମଣ । ପିସିସି ସଭାପତି ନିରଞ୍ଜନଙ୍କ ଗାଡି ଉପରକୁ ଆକ୍ରମଣ । ଆକ୍ରମଣ ବେଳେ ଗାଡିରେ ଥିଲେ ନିରଞ୍ଜନ ପଟ୍ଟନାୟକ । କେନ୍ଦୁଝର ଟାଉନ ଥାନା କାଶୀପୁର ନିକଟରେ ଆକ୍ରମଣ ହୋଇଛି । ତେବେ ଆକ୍ରମଣ କରିବାକୁ ଗଲାବେଳେ ଦୁର୍ବୃତ୍ତଙ୍କୁ ଅଟକାଇଲେ ପିଏସଓ । ଆକ୍ରମଣ ଅଭିଯୋଗ ନେଇ କେନ୍ଦୁଝର ଟାଉନ ଥାନାରେ ମାମଲା ରୁଜୁ । from Kanak News via <a href="https://ifttt.com/?