କନକ ବ୍ୟୁରୋ : ଧାନ ମଣ୍ଡି ବନ୍ଦକୁ ବିରୋଧ । ରାସ୍ତାରୋକ କଲେ ଚାଷୀ । ଆଜି ଠାରୁ କାଲିମେଳା ବ୍ଲକରେ ଧାନମଣ୍ଡି ବନ୍ଦ ହେବାର ଖବର ମିଳିବା ପରେ ଶହ ଶହ ଚାଷୀ ରାସ୍ତାକୁ ଓହ୍ଲାଇଛନ୍ତି । କାଲିମେଳା ମାଲକାନଗିରି ୩୨୬ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ଚାଷୀ । ଡ଼ିସେମ୍ବର ମାସରୁ ଜିଲ୍ଲାରେ ଧାନ ମଣ୍ଡି ଆରମ୍ଭ ହୋଇଥିଲା । ଆଜି ଠାରୁ ବନ୍ଦ କରିବାକୁ ପ୍ରଶାସନ ନିସ୍ପତି ନେଇଛି । ଯାହାକୁ ଘୋରContinue reading “ମଣ୍ଡି ବନ୍ଦ ବିରୋଧରେ କାଲିମେଳାରେ ରାସ୍ତାରୋକ । ଡ଼ିସେମ୍ବରରୁ ଖୋଲିଥିବା ମଣ୍ଡି ବନ୍ଦ ପାଇଁ ପ୍ରଶାସନର ନିଷ୍ପତି । ଧାନ ବିକ୍ରି ହୋଇନଥିବାରୁ ବଢୁଛି ଅସନ୍ତୋଷ । “
Author Archives: Raghaba
ସଂକ୍ରମଣଠୁ ବଳିଗଲା ସହିଦଙ୍କ କାହାଣୀ । ଗୋଟିଏ ବର୍ଷରେ ଭାରତ ମାତା ହରାଇଛି ଶହେ ସାହସୀ ପୁଅ । ବର୍ଷ ୨୦୨୦ରେ ଖାଲି ହୋଇଛି ଦେଶ ମାତୃକାର କୋଳ…
କନକ ବ୍ୟୁରୋ: ୨୦୨୦ ! ଏମିତି ଏକ ବର୍ଷ । ଯାହା ସମସ୍ତଙ୍କ ପାଇଁ ଏକ ଅଭିଶପ୍ତ ବର୍ଷ । ଭୂତାଣୁଠୁ ଭୂକମ୍ପ, ମୃତ୍ୟୁଠୁ ମହାମାରୀ । ସବୁକିଛି କୁ ସହିଛି ଏ ମାନବଜାତି । ଆଉ ସବୁ ସଙ୍ଘାତିକ ସ୍ଥିତିକୁ ଧର୍ଯ୍ୟର ସହ ସହିଛି ଧରଣୀ । ହେଲେ ପ୍ରକୃତିର କରାଳ ରୂପଠୁ ବି ମାଆକୁ କନ୍ଦାଇ ଦେଇଛି କୋଳଶୂନ୍ୟର କଷ୍ଟ । କାରଣ ଭାରତ ମାତା ହରାଇଛି ଶହେ ସନ୍ତାନ । ବର୍ଷ ୨୦୨୦Continue reading “ସଂକ୍ରମଣଠୁ ବଳିଗଲା ସହିଦଙ୍କ କାହାଣୀ । ଗୋଟିଏ ବର୍ଷରେ ଭାରତ ମାତା ହରାଇଛି ଶହେ ସାହସୀ ପୁଅ । ବର୍ଷ ୨୦୨୦ରେ ଖାଲି ହୋଇଛି ଦେଶ ମାତୃକାର କୋଳ…”
ପୁଣି ପିଏମ୍ କେୟାର୍ସ ପାଣ୍ଠିକୁ ନେଇ ବଢିଲା ଅଡୁଆ । ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ହିସାବ ମାଗିଲେ ୧୦୦ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ
କନକ ବ୍ୟୁରୋ : ପିଏମ୍ କେୟାର୍ସ ପାଣ୍ଠିକୁ ନେଇ ଲାଗିଥିବା ଅଡୁଆ ଏବେ ନୂଆ ମୋଡ ନେଇଛି । ଦେଶର ୧୦୦ ଜଣ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ପାଣ୍ଠିର ହିସାବ ମାଗିଛନ୍ତି । ସେମାନେ ପାଣ୍ଠି ହିସାବର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଛନ୍ତି । କରୋନା ମହାମାରୀ ବେଳେ ଲୋକମାନଙ୍କୁ ସହାୟତା ଯୋଗାଇବାକୁ ପ୍ରଧାନମନ୍ତ୍ରୀ ଏହି ପାଣ୍ଠି ଗଠନ କରିଥିଲେ । ପାଣ୍ଠି ଗଠନ ବେଳେ କୁହାଯାଇଥିଲା କି ଏହି ପାଣ୍ଠିକୁ ଯାହାContinue reading “ପୁଣି ପିଏମ୍ କେୟାର୍ସ ପାଣ୍ଠିକୁ ନେଇ ବଢିଲା ଅଡୁଆ । ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ହିସାବ ମାଗିଲେ ୧୦୦ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ”
ପୁରୀ ଏସପିଙ୍କ କଡ଼ା ଆଭିମୁଖ୍ୟ । ଦୁଇଟି ମାମଲାରେ ଦୁଇ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ।
କନକ ବ୍ୟୁରୋ : ପୁରୀ ଏସପି ଜିଲ୍ଲାର ଦୁଇ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆଜି କୃଷ୍ଣପ୍ରସାଦ ଥାନା ଏଏସ୍ଆଇଙ୍କୁ ଗିରଫ କରାଯାଇଥିବା ବେଳେ ପୁରୀ ସଦରଥାନା ଏସଆଇଙ୍କୁ ନିଲମ୍ବିତ କରିଛନ୍ତି ଆରକ୍ଷୀ ଅଧୀକ୍ଷକ। ଜଣେ ଫୁଡ୍ ଭେଣ୍ଡରଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ପୁରୀ ଜିଲ୍ଲ କୃଷ୍ଣପ୍ରସାଦ ଥାନା ଏଏସ୍ଆଇ ଈଶ୍ୱର ଚନ୍ଦ୍ର ଗୁମାନ ସିଂହଙ୍କୁ ଗିରଫ କରାଯାଇଛି। ଏଣେ ଆଜି ପୁରୀ ସଦର ଥାନା ମହିଳାContinue reading “ପୁରୀ ଏସପିଙ୍କ କଡ଼ା ଆଭିମୁଖ୍ୟ । ଦୁଇଟି ମାମଲାରେ ଦୁଇ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ।”
ନବରଙ୍ଗପୁର ପୋଲ ଭୁଶୁଡ଼ିବା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ । ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗର ଏସଡ଼ିଓ ଅସିତ୍ ପାତ୍ର ଗିରଫ ।
କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଉମରକୋଟ ତାଲାପଦର ବିଜୁ ସେତୁ ପୋଲ ଭୁସୁଡ଼ିବା ଘଟଣାରେ ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗର ଏସଡ଼ିଓ ଅସିତ୍ ପାତ୍ର ଗିରଫ ହୋଇଛନ୍ତି । ଆଜି ନବରଙ୍ଗପୁର ପୋଲିସ ଅସିତ ପାତ୍ରଙ୍କୁ ଗିରଫ କରି ଉମରକୋଟ ପୋଲିସକୁ ହସ୍ତାନ୍ତର କରିଛି । ଗତ ୧୦ ତାରିଖ ଦିନ ଉମରକୋଟ ତାଲାପଦରରେ ପୋଲ ଭୁସୁଡ଼ିବା ଫଳରେ ମହେନ୍ଦ୍ର ମାଳି ନାମକ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା ଏବଂ ୩ଜଣ ଗୁରୁତରContinue reading “ନବରଙ୍ଗପୁର ପୋଲ ଭୁଶୁଡ଼ିବା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ । ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗର ଏସଡ଼ିଓ ଅସିତ୍ ପାତ୍ର ଗିରଫ ।”
ଟିକାକରଣକୁ ନେଇ ପିସିସି ସଭାପତିଙ୍କ ପ୍ରତିକ୍ରିୟା । ନିରଂଜନ କହିଲେ ରାଜ୍ୟରେ ବିପିଏଲ ଓ ବରିଷ୍ଠ ନାଗରିକଙ୍କୁ ମାଗଣାରେ ଦିଆଯାଉ ଟିକା
କନକ ବ୍ୟୁରୋ: ଦେଶରେ କରୋନା ବିରୋଧରେ ଲଢେଇ ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟ ମେଗା ଟିକାକରଣ ଗତକାଲି ଠାରୁ ଆରମ୍ଭ ହୋଇଥିବା ବେଳେ ରାଜ୍ୟରେ ବିପିଏଲ ଓ ବରିଷ୍ଠ ନାଗରିକଙ୍କୁ କରୋନା ଟିକା ବିନାମୁଲ୍ୟରେ ଦେବା ପାଇଁ ପିସିସି ସଭାପତି ନିରଂଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏହା ସହ ଗତକାଲି ହୋଇଥିବା ସଫଳ ଟୀକାକରଣ ପ୍ରକ୍ରିୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ପିସିସି ସଭାପତି । from Kanak News via <aContinue reading “ଟିକାକରଣକୁ ନେଇ ପିସିସି ସଭାପତିଙ୍କ ପ୍ରତିକ୍ରିୟା । ନିରଂଜନ କହିଲେ ରାଜ୍ୟରେ ବିପିଏଲ ଓ ବରିଷ୍ଠ ନାଗରିକଙ୍କୁ ମାଗଣାରେ ଦିଆଯାଉ ଟିକା”
ଭକ୍ତଙ୍କ ଅପେକ୍ଷାର ଘଟିଲା ଅନ୍ତ । ଆସନ୍ତା କାଲି ଠାରୁ ଖୋଲିବ ଘଟଗାଁ ତାରିଣୀ ମନ୍ଦିର । କଟକଣା ସହ ମାଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ
କନକ ବ୍ୟୁରୋ : କାଲିଠାରୁ ଖୋଲିବ ଘଟଙ୍ଗାଁ ତାରିଣୀ ମନ୍ଦିର । ସମସ୍ତ କୋଭିଡ କଟକଣା ସହ ମାଙ୍କୁ ଦର୍ଶକ କରିବେ ଶ୍ରଦ୍ଧାଳୁ । କରୋନା କଟକଣା ପରଠାରୁ ବନ୍ଦ ରହିଥିବା ରାଜ୍ୟର ପ୍ରାୟ ସମସ୍ତ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲି ସାରିଥିବା ବେଳେ ଆସନ୍ତାକାଲି ଠୁ ଖୋଲିବ ଘଟଗାଁ ସ୍ଥିତ ମା’ ତାରିଣୀ ମନ୍ଦିର । କରୋନାକୁ ଦୃଷ୍ଟିରେ ରଖି ମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁଙ୍କ ପାଇଁ ନୂଆ ନିୟମ ଜାରି କରାଯାଇଛି । ସକାଳContinue reading “ଭକ୍ତଙ୍କ ଅପେକ୍ଷାର ଘଟିଲା ଅନ୍ତ । ଆସନ୍ତା କାଲି ଠାରୁ ଖୋଲିବ ଘଟଗାଁ ତାରିଣୀ ମନ୍ଦିର । କଟକଣା ସହ ମାଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ”
୨୧ରୁ ଜଗା ଦର୍ଶନ ପାଇଁ ନୂଆ ଏସଓପି । ବାଧ୍ୟତାମୂଳକ ନୂହେଁ କୋଭିଡ଼ ନେଗେଟିଭ ରିପୋର୍ଟ । ୩୦ ହଜାର ଭକ୍ତ କରିପାରିବେ ଦର୍ଶନ
କନକ ବ୍ୟୁରୋ: ପୁରୀରେ ଆସନ୍ତା ୨୧ରୁ ସ୍ୱତନ୍ତ୍ର ଏସଓପି ଆଧାରରେ ଆରମ୍ଭ ହେବ ଜଗା ଦର୍ଶନ । ଦର୍ଶନ ପାଇଁ କୋଭିଡ ନେଗେଟିଭ ପ୍ରମାଣପତ୍ର ବାଧ୍ୟତାମୂଳକ ନୁହେଁ । ଦୈନିକ ୩୦ ହଜାର ଭକ୍ତଙ୍କ ଦର୍ଶନ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ହୋଇଛି । ଏହାଠାରୁ ଅଧିକ ଭକ୍ତ ଆସିଲେ ସ୍ୱତନ୍ତ୍ର ବ୍ୟବସ୍ଥା ହେବ । ଦର୍ଶନ ବେଳେ ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା । ପୁରୀବାସୀ ପରିଚୟପତ୍ର ଦେଖାଇ ସିଂହଦ୍ୱାର ଦେଇ ମନ୍ଦିରରେContinue reading “୨୧ରୁ ଜଗା ଦର୍ଶନ ପାଇଁ ନୂଆ ଏସଓପି । ବାଧ୍ୟତାମୂଳକ ନୂହେଁ କୋଭିଡ଼ ନେଗେଟିଭ ରିପୋର୍ଟ । ୩୦ ହଜାର ଭକ୍ତ କରିପାରିବେ ଦର୍ଶନ”
କାଲିଠୁ ପୁଣି ଟିକାକରଣ, ବଢିବ କେନ୍ଦ୍ର: ରାଜ୍ୟରେ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା; କାଲିଠୁ ଚାଲିବ ଟିକାଦାନ, ବଢିବ ଟିକାକରଣ ପାଇଁ କେନ୍ଦ୍ର
କନକ ବ୍ୟୁରୋ: ଆସନ୍ତାକାଲି ଠାରୁ ପୁଣି ହେବ ଟିକାକରଣ । ଆଉ ବଢ଼ିବ ଟିକାକରଣର କେନ୍ଦ୍ର ସଂଖ୍ୟା । କରୋନା ବିରୋଧୀ ଟିକାକରଣ ନେଇ ପ୍ରତକ୍ରିୟା ରଖିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି ଘରୋଇ ଓ ସରକାରୀ ମେଡ଼ିକାଲ କଲେଜର ୫ଟି ସ୍ଥାନରେ ଟିକା କରଣ ବ୍ୟବସ୍ଥା କରାଯିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟର ୨ଟି ସେସନରେ ଟିକାକରଣ କରାଯିବ । ସବୁ ଟିକା କରଣ କେନ୍ଦ୍ରରେContinue reading “କାଲିଠୁ ପୁଣି ଟିକାକରଣ, ବଢିବ କେନ୍ଦ୍ର: ରାଜ୍ୟରେ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା; କାଲିଠୁ ଚାଲିବ ଟିକାଦାନ, ବଢିବ ଟିକାକରଣ ପାଇଁ କେନ୍ଦ୍ର”
ଫାଇଜର ଟିକା ନେଇ ନରୱେର ୨୩ ବରିଷ୍ଟ ନାଗରିକଙ୍କ ମୃତ୍ୟୁ । ପ୍ରଥମ ଡୋଜ ନେବାର କିଛି ସମୟ ମଧ୍ୟରେ ହରାଇଲେ ପ୍ରାଣ । ପାଶ୍ୱ ପ୍ରତିକ୍ରିୟା ଯୋଗୁଁ ମୃତ୍ୟୁ ହୋଇଥିବା ନେଇ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ
କନକ ବ୍ୟୁରୋ : ଫାଇଜର ଟିକା ନେଇ ୟୁରୋପୀୟ ରାଷ୍ଟ୍ର ନରୱେରେ ଗୋଟିଏ ଦିନରେ ୨୩ ଜଣଙ୍କର ମୃତ୍ୟୁ ହୋଇଛି । ଟିକାର ପ୍ରଥମ ଡୋଜ ନେବାର କିଛି ସମୟ ମଧ୍ୟରେ ସେମାନଙ୍କର ମୃତ୍ୟୁ ହୋଇଥିବା ସୂଚନା । ସମସ୍ତ ମୃତକ ବରିଷ୍ଠ ନାଗରିକ ବୋଲି ଜଣାପଡିଛି । ସେମାନଙ୍କର ମୃତ୍ୟୁର କାରଣ ପାଶ୍ୱପ୍ରତିକ୍ରିୟା ବୋଲି ଶବ ବ୍ୟବଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଏହି ସମାନ କାରଣ ଯୋଗୁଁ ଆହୁରି ଅନେକ ଲୋକ ଅସୁସ୍ଥ ହୋଇପଡିଥିବାContinue reading “ଫାଇଜର ଟିକା ନେଇ ନରୱେର ୨୩ ବରିଷ୍ଟ ନାଗରିକଙ୍କ ମୃତ୍ୟୁ । ପ୍ରଥମ ଡୋଜ ନେବାର କିଛି ସମୟ ମଧ୍ୟରେ ହରାଇଲେ ପ୍ରାଣ । ପାଶ୍ୱ ପ୍ରତିକ୍ରିୟା ଯୋଗୁଁ ମୃତ୍ୟୁ ହୋଇଥିବା ନେଇ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ”