କନକ ବ୍ୟୁରୋ : ଶନିବାର ଠାରୁ ଦେଶରେ କରୋନା ମହାମାରୀ ବିରୋଧରେ ଟିକାକରଣ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଆଗଧାଡିର କୋଭିଡ୍ ଯୋଦ୍ଧା ମାନଙ୍କୁ ଟିକା ଦିଆଯାଇଛି । ଗତକାଲି ହୋଇଥିବା ଟିକାକରଣକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଳାୟର ସୂଚନା ଦେଇଥିଲା କି ଟିକାକରଣ ଶତ ପ୍ରତିଶତ ସଫଳ ହୋଇଛି । ହେଲେ ଏବେ ଦିଲ୍ଲୀରୁ ଯେଉଁ ଖବର ଆସିଛି ତାହା ଆପଣଙ୍କୁ ଚମକାଇ ଦେବ । ଆପଣ ଟିକା ନେବା ପୂର୍ବରୁ ହଜାରେ ଥର ଚିନ୍ତାContinue reading “ଟେନସନ ଦେଲା ଟିକା: ଟିକାକରଣର ମାତ୍ର କିଛି ଘଂଟା ପରେ ୫୧ ଜଣ ଅସୁସ୍ଥ ଓ ଜଣେ ଗୁରୁତର; ସରକାର କହିଲେ, ଶତ ପ୍ରତିଶତ ସଫଳ ହୋଇଛି ଟିକାକରଣ”
Author Archives: Raghaba
ଚୋରି ଦେଖିଲା କ୍ୟାମେରା । ରାସ୍ତାକଡରେ ବାଇକ୍ ରଖି କୌଣସି କାମରେ ଯାଇଥିଲେ ଯୁବକ । ମଉକା ଦେଖି ଗାଡି ଉପରୁ ଟଙ୍କା ବ୍ୟାଗ ଝାମ୍ପି ନେଲେ ଦୁର୍ବୃତ୍ତ
କନକ ବ୍ୟୁରୋ: କେନ୍ଦ୍ରାପଡ଼ାରେ ଲାଇଭ ଲୁଟ । ସିସିଟିଭିରେ କଏଦ ହେଲା ଲୁଟେରା ଲୁଟ କରୁଥିବାର ଚିତ୍ର । ରାସ୍ତାକଡ଼ରେ ବାଇକ ରଖି ଯୁବକ ଜଣକ କୌଣସି ଏକ କାମରେ ଯାଇଥିବା ବେଳେ ଦୁର୍ବୃତ ଜଣଙ୍କ ଟଙ୍କା ବ୍ୟାଗ୍ ନେଇ ଚମ୍ପଟ ମାରିଛି । ତେବେ ଦୁର୍ବୃତ ଜଣଙ୍କ ଲୁଟ କରୁଥିବାର ପୁରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ବଳଭଦ୍ର ପଣ୍ଡା ନାମକ ଜଣେ ବ୍ୟକ୍ତି ଏହି ଲୁଟର ଶିକାର ହୋଇଛନ୍ତି । ଘଟଣା ସ୍ଥଳରେContinue reading “ଚୋରି ଦେଖିଲା କ୍ୟାମେରା । ରାସ୍ତାକଡରେ ବାଇକ୍ ରଖି କୌଣସି କାମରେ ଯାଇଥିଲେ ଯୁବକ । ମଉକା ଦେଖି ଗାଡି ଉପରୁ ଟଙ୍କା ବ୍ୟାଗ ଝାମ୍ପି ନେଲେ ଦୁର୍ବୃତ୍ତ”
ବାଇଡେନଙ୍କ ଟିମରେ ଯୋଗଦେଲେ କାଶ୍ମୀର କଲି ସମୀରା ଫାଜଲି । ନ୍ୟାସନାଲ ଇକୋନୋମିକ କାଉନସିଲର ଉପ- ନିର୍ଦ୍ଦେଶିକା ଭାବେ ପାଇଲେ ନିଯୁକ୍ତି । ନୂଆ ଟିମ୍ ରେ ଯୋଗ ଦେଲେଣି ୧୧ ଭାରତୀୟ ବଂଶୋଦ୍ଭବ ।
କନକ ବ୍ୟୁରୋ : ସାରା ବିଶ୍ୱର ରାଜନୀତି ଠାରୁ ଆରମ୍ଭ କରି ଅର୍ଥନୀତି, ଗବେଷଣା ସବୁ କ୍ଷେତ୍ରରେ ଭାରତୀୟ ମାନଙ୍କର ଯୋଗଦାନ ଏକ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଏହି କ୍ରମରେ ଆମେରିକା ପ୍ରଶାସନିକ ଦଳରେ ବି ଭାରତୀୟ ମାନଙ୍କର ଯୋଗଦାନ ବିଶ୍ୱକୁ ଅଶ୍ଚର୍ଯ୍ୟ କରିଛି । ଆମେରିକାର ନୂତନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଜୋ- ବାଇଡେନଙ୍କ ଟିମ୍ ରେ ଜଣକ ପରେ ଜଣେ ଭାରତୀୟ ବଂଶୋଦ୍ଭବଙ୍କ ପ୍ରାଧାନ୍ୟ ବଢୁଥିବା ଦେଖିବାକୁ ମଳିଛି ।Continue reading “ବାଇଡେନଙ୍କ ଟିମରେ ଯୋଗଦେଲେ କାଶ୍ମୀର କଲି ସମୀରା ଫାଜଲି । ନ୍ୟାସନାଲ ଇକୋନୋମିକ କାଉନସିଲର ଉପ- ନିର୍ଦ୍ଦେଶିକା ଭାବେ ପାଇଲେ ନିଯୁକ୍ତି । ନୂଆ ଟିମ୍ ରେ ଯୋଗ ଦେଲେଣି ୧୧ ଭାରତୀୟ ବଂଶୋଦ୍ଭବ ।”
ପୁଣି ଶବକୁ ଅସମ୍ମାନ… ମିଳିଲାନି ମହାପ୍ରୟାଣ ଗାଡ଼ି । ବାଇକରେ ଦେଢ଼ କିମି ବାଟ ମୃତଦେହକୁ ବୋହିଲେ ସଂପର୍କୀୟ
କନକ ବ୍ୟୁରୋ: ମିଳିଲାନି ମହାପ୍ରୟାଣ ଗାଡ଼ି । ବାଇକ୍ରେ ଦେଢ଼ କିଲୋମିଟର ବାଟ ବୁହା ହେଲା ଶବ । ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଅଂଚଳରେ ଦେଖିବାକୁ ମିଳିଛିି ଏହି ଅଭାବନୀୟ ଘଟଣା । ଖବର ଅନୁସାରେ ଜିରାବାଡ଼ି ଗାଁର ନୀଳ ମାଧବ ପ୍ରଧାନ ଗାଁ ଛକରେ ଚା ପିଇବାକୁ ଆସିଥିଲେ । ହଟାତ ଛାତିରେ ଯନ୍ତ୍ରଣା ହେବାରୁ ତଳେ ପଡ଼ି ଯାଇଥିଲେ । ସ୍ଥାନୀୟ ଲୋକ ଉଦ୍ଧାର କରି ତାଙ୍କୁ ମେଡ଼ିକାଲରେ ଭର୍ତି କରାଇଥିଲେ ।Continue reading “ପୁଣି ଶବକୁ ଅସମ୍ମାନ… ମିଳିଲାନି ମହାପ୍ରୟାଣ ଗାଡ଼ି । ବାଇକରେ ଦେଢ଼ କିମି ବାଟ ମୃତଦେହକୁ ବୋହିଲେ ସଂପର୍କୀୟ”
ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲା । ପୁଣି ଆକ୍ସନ ମୋଡରେ ସିବିଆଇ । କମ୍ପାନୀ ମୁଖ୍ୟ ଗୌତମ କୁଣ୍ଡୁଙ୍କ ସ୍ତ୍ରୀକୁ ଓଡିଶା ଆଣିବା ସିବିଆଇ । ଖୋଲିବ ଗୁପ୍ତ ଧନର ରହସ୍ୟ ।
କନକ ବ୍ୟୁରୋ : ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲା । ଘଟଣାରେ ଖୋଳାତାଡ ପାଇଁ ଆଜି ଓଡିଶା ଆସୁଛନ୍ତି ରୋଜଭ୍ୟାଲି ଗ୍ରୁପର ମୁଖ୍ୟ ଗୌତମ କୁଣ୍ଡଙ୍କ ପତ୍ନୀ ଶୁଭ୍ରାକୁଣ୍ଡୁ । ଶୁକ୍ରବାରଦିନ କୋଲକାତାରେ ଗିରଫ ହୋଇଥିଲେ ଶୁଭ୍ରା କୁଣ୍ଡୁ । ଗତକାଲି ତାଙ୍କୁ ଟ୍ରାଞ୍ଜିଟ ରିମାଣ୍ଡ ପାଇଁ ଅନୁମତି ପାଇଥିଲା ସିବିଆଇ । ଆଜି ଭୁବନେଶ୍ୱର ର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର କରିବ ସିବିଆଇ । ଏହାପରେ ଶୁଭ୍ରାଙ୍କୁ ପଚରାଉଚରା କରାଯିବ । କୋଲକାତା ଭିଆଇପିContinue reading “ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲା । ପୁଣି ଆକ୍ସନ ମୋଡରେ ସିବିଆଇ । କମ୍ପାନୀ ମୁଖ୍ୟ ଗୌତମ କୁଣ୍ଡୁଙ୍କ ସ୍ତ୍ରୀକୁ ଓଡିଶା ଆଣିବା ସିବିଆଇ । ଖୋଲିବ ଗୁପ୍ତ ଧନର ରହସ୍ୟ ।”
୧୨ ଏକର ଜମିର ଧାନଫସଲ ପୋଡି ପାଉଁଶ: ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସୂଚନା; ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀ କର୍ମଚାରୀ
କନକ ବ୍ୟୁରୋ: ଜଳିଗଲା ୧୨ ଏକରରୁ ଉଦ୍ଧ୍ୱର୍ ଧାନ ଫସଲ । ଧାନ ଖଳାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ ହୋଇଛି । ସାନଖେମୁଣ୍ଡି ପାଟପୁର ମହାଲକ୍ଷୀ୍ମ ମନ୍ଦିର ସାହି ବିଲ ଖଳାରେ ନିଆଁ ଲାଗି ବ୍ୟାପକ ଧାନ ଫସଲ ପୋଡ଼ି ପାଉଁଶ ହୋଇଛି । କରେଂଟ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ପାଟପୁରର ରବି ସ୍ୱାଇଁଙ୍କର ପ୍ରାୟ ୧୨ ଏକରରୁ ଉର୍ଦ୍ଧ ଧାନ ଫସଲ ପୋଡ଼ି ପାଉଁଶ ହୋଇଛିContinue reading “୧୨ ଏକର ଜମିର ଧାନଫସଲ ପୋଡି ପାଉଁଶ: ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସୂଚନା; ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀ କର୍ମଚାରୀ”
ଦେଶରେ ସଫଳ ହୋଇଛି ପ୍ରଥମ ପର୍ଯ୍ୟାୟ ଟିକାକରଣ: ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା, ୩ହଜାର ୩ଶହ ୫୧ଟି ସାଇଟରେ ୧ଲକ୍ଷ ୬୫ହଜାର ୭୧୪ଜଣଙ୍କୁ ଦିଆଯାଇଛି ଟିକା
କନକ ବ୍ୟୁରୋ : ଦେଶରେ ସଫଳ ହୋଇଛି ପ୍ରଥମ ପର୍ଯ୍ୟାୟ ଟିକାକରଣ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏନେଇ ସୂଚନା ଦେଇଛି । ସାରା ଦେଶରେ ୩ହଜାର ୩ଶହ ୫୧ଟି ସାଇଟରେ ଟିକାକରଣ କରାଯାଇଛି । ପ୍ରାଥମିକ ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ଦେଶରେ ୧ଲକ୍ଷ ୬୫ହଜାର ୭୧୪ଜଣଙ୍କୁ ଦିଆଯାଇଛି ଟିକା । ତେବେ ଭ୍ୟାକସିନ ନେବା ପରେ କୌଣସି ପାଶ୍ୱର୍ ପ୍ରତିକ୍ରୀୟା ନଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅତିରିକ୍ତ ସଚିବ ମନୋହର ଅଗନାନୀ ।Continue reading “ଦେଶରେ ସଫଳ ହୋଇଛି ପ୍ରଥମ ପର୍ଯ୍ୟାୟ ଟିକାକରଣ: ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା, ୩ହଜାର ୩ଶହ ୫୧ଟି ସାଇଟରେ ୧ଲକ୍ଷ ୬୫ହଜାର ୭୧୪ଜଣଙ୍କୁ ଦିଆଯାଇଛି ଟିକା”
ପ୍ରାଇଭେସି ପଲିସିକୁ ନେଇ ପୁଣି ସ୍ପଷ୍ଟୀକରଣ ଦେଲା ହ୍ୱାଟ୍ସଆପ: ଷ୍ଟାଟସ ମାଧ୍ୟମରେ ବ୍ୟବହାରକାରୀଙ୍କୁ ଦେଲା ବାର୍ତ୍ତା; କହିଲା, ୟୁଜର୍ସଙ୍କ ବ୍ୟକ୍ତିଗତ ଗୋପନୀୟତା ପାଇଁ ପ୍ରତିବଦ୍ଧ କମ୍ପାନୀ
କନକ ବ୍ୟୁରୋ: ପ୍ରାଇଭେସି ପଲିସିକୁ ନେଇ ପୁଣି ସ୍ପଷ୍ଟୀକରଣ ଦେଲା ହ୍ୱାଟ୍ସଆପ । ଷ୍ଟାଟସ ମାଧ୍ୟମରେ ବ୍ୟବହାରକାରୀଙ୍କୁ ଦେଲା ବାର୍ତା । କହିଲା, ୟୁଜର୍ସଙ୍କ ବ୍ୟକ୍ତିଗତ ଗୋପନୀୟତା ପାଇଁ ପ୍ରତିବଦ୍ଧ ରହିଛି କମ୍ପାନୀ । ଏପରିକି ଏଣ୍ଡ ଟୁ ଏଣ୍ଡ ଇନକ୍ରିପସନ ଯୋଗୁଁ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ କଥାବାର୍ତା ପଢି କିମ୍ବା ଶୁଣିପାରେ ନାହିଁ କମ୍ପାନୀ । ଏବଂ ଆପଣ ସେୟାର କରିଥିବା ଲୋକେସନକୁ ମଧ୍ୟ ଦେଖିପାରେ ନାହିଁ । ଏହାସହ ଫେସବୁକ ସହ ହ୍ୱାଟ୍ସଆପ୍ କମ୍ପାନୀ କୌଣସିContinue reading “ପ୍ରାଇଭେସି ପଲିସିକୁ ନେଇ ପୁଣି ସ୍ପଷ୍ଟୀକରଣ ଦେଲା ହ୍ୱାଟ୍ସଆପ: ଷ୍ଟାଟସ ମାଧ୍ୟମରେ ବ୍ୟବହାରକାରୀଙ୍କୁ ଦେଲା ବାର୍ତ୍ତା; କହିଲା, ୟୁଜର୍ସଙ୍କ ବ୍ୟକ୍ତିଗତ ଗୋପନୀୟତା ପାଇଁ ପ୍ରତିବଦ୍ଧ କମ୍ପାନୀ”
ରାଜସ୍ଥାନ ଜାଲୋରରେ ଯାତ୍ରୀବାହୀ ବସରେ ଭୟଙ୍କର ଅଗ୍ନୀକାଣ୍ଡ: ବିଦ୍ୟୁତ୍ ତାର ଲାଗିବା ପରେ ଜଳିଗଲା ବସ୍; ଘଟଣାସ୍ଥଳରେ ୭ ଯାତ୍ରୀ ଜୀବନ୍ତଦଗ୍ଧ, ୧୩ରୁ ଅଧିକ ଗୁରୁତର
କନକ ବ୍ୟୁରୋ: ଶନିବାର ରାତିରେ ରାଜସ୍ଥାନର ଜାଲୋର୍ ଜିଲ୍ଲା ଅନ୍ତର୍ଗତ ମହେଶପୁରରେ ବିଜୁଳି ତାର ସଂସ୍ପର୍ଶ ଆସି ଗୋଟାଏ ବସ୍ରେ ନିଆଁ ଲାଗିଯିବାରୁ ୭ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ୧୩ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଗତକାଲି ରାତି ପ୍ରାୟ ୧୦.୩୦ରେ ଘଟଣାଟି ଘଟିଥିବା କଥା ଜାଲୋର୍ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଚଗନ ଲାଲ୍ ଗୋୟଲ୍ କହିଛନ୍ତି। ଘଟଣାସ୍ଥଳରେ ବସର ଡ୍ରାଇଭର୍ ଓ କଣ୍ଡକ୍ଟର୍ଙ୍କର ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମୟରେ ଆଉContinue reading “ରାଜସ୍ଥାନ ଜାଲୋରରେ ଯାତ୍ରୀବାହୀ ବସରେ ଭୟଙ୍କର ଅଗ୍ନୀକାଣ୍ଡ: ବିଦ୍ୟୁତ୍ ତାର ଲାଗିବା ପରେ ଜଳିଗଲା ବସ୍; ଘଟଣାସ୍ଥଳରେ ୭ ଯାତ୍ରୀ ଜୀବନ୍ତଦଗ୍ଧ, ୧୩ରୁ ଅଧିକ ଗୁରୁତର”
ଖସୁଛି ପାରଦ, ବଢୁଛି ଶୀତ: ୧୦ ଡିଗ୍ରୀ ତଳେ ୬ ଜିଲ୍ଲାର ପାରା; ଆସନ୍ତା ୨ ଦିନ ଯାଏଁ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ହେବନି ବିଶେଷ ପରିବର୍ତ୍ତନ
କନକ ବ୍ୟୁରୋ: ରାଜ୍ୟର ତାପମାତ୍ରା ଏବେ ଧୀରେଧୀରେ ଖସିବାରେ ଲାଗିଛି। ଶୀତ ବି ବଢ଼ିଛି। ଫୁଲବାଣୀ ୫.୮ ଡିଗ୍ରି ସହ ପୁଣି ଥରେ ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ରେକର୍ଡ କରିଛି। ଗତକାଲି ରାଜ୍ୟର ୬ ସହର ତାପମାତ୍ରା ୧୦ ଡିଗ୍ରି ତଳକୁ ଖସିଥିବା ବେଳେ ୮ ସହର ତାପମାତ୍ରା ୧୨ ଡିଗ୍ରି ତଳକୁ ଖସିଛି। ଏଥିସହ ରାଜ୍ୟର ପ୍ରାୟ ଅଞ୍ଚଳ ବିଳମ୍ବିତ ସମୟ ପର୍ଯ୍ୟନ୍ତ କୁହୁଡ଼ି ଚାଦରରେ ଢାଙ୍କି ହୋଇ ରହୁଛି। ଆଞ୍ଚଳିକ ପାଣିପାଗContinue reading “ଖସୁଛି ପାରଦ, ବଢୁଛି ଶୀତ: ୧୦ ଡିଗ୍ରୀ ତଳେ ୬ ଜିଲ୍ଲାର ପାରା; ଆସନ୍ତା ୨ ଦିନ ଯାଏଁ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ହେବନି ବିଶେଷ ପରିବର୍ତ୍ତନ”