କନକ ବ୍ୟୁରୋ: ଟିକା ଆସିଲା । ବିଶ୍ୱର ସବୁଠୁ ବଡ ଟିକାକରଣ ଅଭିଯାନ ଆରମ୍ଭ ହେଲା । ଏଥରୁ ଦେଶରୁ ବିଦାୟ ନେବ ମହାମାରୀ ଭୁତାଣୁ କରୋନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଗା ଟିକାକରଣର ଶୁଭାରମ୍ଭ କରିଛନ୍ତି । ଦିଲ୍ଲୀ ଏମ୍ସରେ ୩୪ ବର୍ଷୀୟ ସଫେଇ କର୍ମଚାରୀ ମନୀଷ କୁମାରଙ୍କୁ ଦେଶର ପ୍ରଥମ ଟିକା ଦିଆଯାଇଛି । ଦେଶବ୍ୟାପୀ ୩ ହଜାର ୬ଟି କେନ୍ଦ୍ରରେ ଏକକାଳୀନ ଟିକାକରଣ ଆରମ୍ଭ ହୋଇଛି । ସେହିପରି ଟିକା ନିରାପଦContinue reading “ବିଶ୍ୱର ସବୁଠାରୁ ବଡ଼ ଟିକାକରଣ ଅଭିଯାନର ଆରମ୍ଭ କଲେ ପ୍ରଧାନମନ୍ତ୍ରୀ । କୋଭିଡ୍ ଯୋଦ୍ଧାଙ୍କ ସେବାକୁ ମନେ ପକାଇ ଭାବ ବିହ୍ୱଳ ହେଲେ ମୋଦି…”
Author Archives: Raghaba
ମୁଣ୍ଡ ନୁଆଁଇଲା ହ୍ୱାଟ୍ସଆପ୍: ନୂଆ ପଲିସୀକୁ ମେ’ ମାସ ପର୍ଯ୍ୟନ୍ତ ରଖିଲା ସ୍ଥଗିତ । କୋଟି କୋଟି ଲୋକ ହ୍ୱାଟ୍ସଆପ୍ରୁ ଓହରିବା ପରେ ଚେତିଲା କଂପାନୀ ।
କନକ ବ୍ୟୁରୋ: ମୁଣ୍ଡ ନୁଆଁଇଲା ହ୍ୱାଟ୍ସଆପ୍ । ନୂଆ ପଲିସୀକୁ ମେ’ ମାସ ପର୍ଯ୍ୟନ୍ତ ସ୍ଥଗିତ ରଖିଛି କମ୍ପାନୀ । କୋଟି କୋଟି ଲୋକ ହ୍ୱାଟ୍ସଆପ୍ରୁ ଓହରିବା ପରେ ହ୍ୱାଟ୍ସଆପ କଂପାନୀର ଚେତା ପଶିଛି । କମ୍ପାନୀ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇ କୁହାଯାଇଛି ଯେ, ନୂଆ ପଲିସୀ ବୁଝିବା ପାଇଁ ମିଳିବ ଯଥେଷ୍ଟ ସମୟ । ହ୍ୱାଟ୍ସଆପ୍ର ନୂଆ ପ୍ରାଇଭେସି ପଲିସି ବଢାଇଛି ବ୍ୟବହାରକାରୀଙ୍କ ଚିନ୍ତା । ନିତିଦିନିଆ କାମରେ ବ୍ୟବହାର କରାଯାଉଥିବା ହ୍ୱାଟ୍ସ ଆପ୍ ସତରେContinue reading “ମୁଣ୍ଡ ନୁଆଁଇଲା ହ୍ୱାଟ୍ସଆପ୍: ନୂଆ ପଲିସୀକୁ ମେ’ ମାସ ପର୍ଯ୍ୟନ୍ତ ରଖିଲା ସ୍ଥଗିତ । କୋଟି କୋଟି ଲୋକ ହ୍ୱାଟ୍ସଆପ୍ରୁ ଓହରିବା ପରେ ଚେତିଲା କଂପାନୀ ।”
ଭ୍ୟାକ୍ସିନ ଭିତରେ ଭୁବନେଶ୍ୱର ପାଇଁ ଭଲ ଖବର । ଆଜି ମାତ୍ର ୪ ଜଣ ପଜିଟିଭ୍, ସୁସ୍ଥ ହେଲେ ୩ ଜଣ ।
କନକ ବ୍ୟୁରୋ: ଭୂତାଣୁ ଭିତରେ ଭୁବନେଶ୍ୱର ପାଇଁ ଭଲ ଖବର । ଆଜି ମାତ୍ର ୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ ସଙ୍ଗରୋଧ କେନ୍ଦ୍ରରୁ ୨ଟି ପଜିଟିଭ୍ କେସ୍ ଆସିଥିବାବେଳେ ୨ଟି ଲୋକାଲ୍ କେସ୍ ଆସିଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ କିଏ କେଉଁ କେଉଁ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ତାଙ୍କ ବାବଦରେ ସଂକ୍ଷିପ୍ତ ସୂଚନା ଜାରି କରିଛି ବିଏମସି । Update on newly detected #COVID19 cases in the lastContinue reading “ଭ୍ୟାକ୍ସିନ ଭିତରେ ଭୁବନେଶ୍ୱର ପାଇଁ ଭଲ ଖବର । ଆଜି ମାତ୍ର ୪ ଜଣ ପଜିଟିଭ୍, ସୁସ୍ଥ ହେଲେ ୩ ଜଣ ।”
ଟୀକାକରଣର ପ୍ରଥମଦିନ: ଓଡ଼ିଶାରେ ଟାର୍ଗେଟର ୮୧ ପ୍ରତିଶତ ହେଲା ଟୀକାକରଣ, ମୋଟ୍ ୧୩ ହଜାର ୨୯୨ ଜଣ ସ୍ୱାସ୍ଥ୍ୟକର୍ମୀ ନେଲେ ଟୀକା ।
କନକ ବ୍ୟୁରୋ: ଟୀକାକରଣର ପ୍ରଥମ ଦିନରେ ଓଡ଼ିଶାରେ ହୋଇଛି ୮୧ ପ୍ରତିଶତ ଟୀକାକରଣ । ପ୍ରଥମ ପର୍ଯ୍ୟାୟରେ ୧୬ ହଜାର ୩୧୪ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକା ଦେବାର ଲକ୍ଷ୍ୟ ରଖାଯାଇଥିବାବେଳେ ମୋଟ୍ ୧୩ ହଜାର ୨୯୨ ଜଣ ସ୍ୱାସ୍ଥ୍ୟକର୍ମୀ ଟୀକା ନେଇଛନ୍ତି । ଯାହା କି ଟୀକାକରଣ ଟାର୍ଗେଟର ୮୧ ପ୍ରତିଶତ ବୋଲି ରାଜ୍ୟ ସ୍ୱାସ୍ଥ୍ୟବିଭାଗ ତରଫରୁ ପ୍ରେସ୍ ନୋଟ୍ ଜରିଆରେ ସୂଚନା ଦିଆଯାଇଛି । ତେବେ ରାଜ୍ୟରେ ୧୬୧ଟି ଟିକାକରଣ କେନ୍ଦ୍ରରେ ଟିକା ଦିଆଯାଇଛି ।Continue reading “ଟୀକାକରଣର ପ୍ରଥମଦିନ: ଓଡ଼ିଶାରେ ଟାର୍ଗେଟର ୮୧ ପ୍ରତିଶତ ହେଲା ଟୀକାକରଣ, ମୋଟ୍ ୧୩ ହଜାର ୨୯୨ ଜଣ ସ୍ୱାସ୍ଥ୍ୟକର୍ମୀ ନେଲେ ଟୀକା । “
ଟିକାକରଣ ବେଳେ ନେତାଙ୍କ ଦାଦାଗିରି । ନିୟମ ଭାଙ୍ଗି ଜୋର ଜବରଦସ୍ତ ଟିକା ନେଲେ ୨ ବିଧାୟକ । ହୋଇପାରେ ମାମଲା ରୁଜୁ
କନକ ବ୍ୟୁରୋ : ଯେଉଁଠି ଦେଖ ନେତା । ସେ ଠିକାଦାରୀ ହେଉ କି ଟିକାକରଣ ହେଉ ସବୁଠି ରାଜନେତାଙ୍କ ପ୍ରଭାବ । ଦୈନିକ ସଭାସମିତିରେ ନିୟମର ପାଠ ପଢାଉଥିବା ନେତା ମାନେ ବ୍ୟକ୍ତିଗତ ଜୀବନରେ ତାହାକୁ କେମିତି ପାଳନ କରନ୍ତି ତାହା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗରେ । ଏଠାରେ ଦୁଇଜଣ ତୃଣମୂଳ କଂଗ୍ରେସ ବିଧାୟକ ଟିକାଦାନ କେନ୍ଦ୍ରରେ ପଶି ଜୋର ଜବରଦସ୍ତି ଟିକା ନେଇଛନ୍ତି । ଆଜି ଠାରୁ ସାରା ଦେଶରେ କରୋନା ବିରୋଧରେ ଟିକାକରଣContinue reading “ଟିକାକରଣ ବେଳେ ନେତାଙ୍କ ଦାଦାଗିରି । ନିୟମ ଭାଙ୍ଗି ଜୋର ଜବରଦସ୍ତ ଟିକା ନେଲେ ୨ ବିଧାୟକ । ହୋଇପାରେ ମାମଲା ରୁଜୁ”
ଫିଲ୍ମ ଷ୍ଟାଇଲରେ ଡକାୟତଙ୍କୁ କାବୁ କଲେ ଗାଁ ଲୋକେ । ବଲାଙ୍ଗିର କୁଟାସିଂହା ଗାଁ ନିକଟ ଜଙ୍ଗଲରେ ପୁଲିସ ଡକାୟତ ମୁହାଁମୁହିଁ, ଧରାପଡିଲେ ୩, ଫେରାର ହୋଇଗଲେ ୨ ।
କନକ ବ୍ୟୁରୋ: ଫିଲ୍ମ ଷ୍ଟାଇଲରେ ଡ଼କାୟତଙ୍କୁ କାବୁ କଲେ ଗାଁ ଲୋକେ । ବଲାଙ୍ଗିର ଲୋଇସିଂଘା ଥାନା କୁଟାସିଂହା ଗାଁ ନିକଟରେ ଥିବା ଏକ ଜଙ୍ଗଲ ରାସ୍ତାରେ ପୋଲିସ ଡ଼କାୟତ ମୁହାଁମୁହିଁ ହୋଇଛନ୍ତି । ଲୋଇସିଂହା ନିକଟରେ ଦୁଇଭାଇ ବାଇକରେ ଯାଉଥିବା ବେଳେ ତାଙ୍କ ଠାରୁ ଲାପଟପ୍ ଲୁଟ୍ କରି ଫେରାର ହେଉଥିଲେ ୫ଜଣିଆ ଡ଼କାୟତ ଦଳ । ଖବର ପାଇ ଲୋଇସିଂହ ପୋଲିସ ଡ଼କାୟତ ମାନଙ୍କୁ ଗୋଡ଼ାଇ ଗୋଡ଼ାଇ କାବୁ କରିଛନ୍ତି । ସୂଚନା ମୁତାବକ,Continue reading “ଫିଲ୍ମ ଷ୍ଟାଇଲରେ ଡକାୟତଙ୍କୁ କାବୁ କଲେ ଗାଁ ଲୋକେ । ବଲାଙ୍ଗିର କୁଟାସିଂହା ଗାଁ ନିକଟ ଜଙ୍ଗଲରେ ପୁଲିସ ଡକାୟତ ମୁହାଁମୁହିଁ, ଧରାପଡିଲେ ୩, ଫେରାର ହୋଇଗଲେ ୨ । “
ଲାଲଗଡ଼ ଛାତିରେ ଉଡ଼ିଲା ତ୍ରିରଙ୍ଗା: ବଣ୍ଡାଘାଟିରେ ସ୍ଥାପନ ହେଲା ବିଏସଏଫ୍ କ୍ୟାମ୍ପ୍
କନକ ବ୍ୟୁରୋ: ବଣ୍ଡାଘାଟିରେ ଉଡିଲା ତ୍ରିରଙ୍ଗା । ସ୍ଥାୟୀତ୍ୱ ହେଲା ବିଏସ୍ଏଫ୍ କ୍ୟାମ୍ପ । ଘାଟିରେ ଲକ୍ଷ୍ୟ ଭେଦି ନକ୍ସଲ ଗଡରେ କ୍ୟାମ୍ପ ଗଢିଲେ ଯବାନ । ଲାଲଗଡରେ ସୁରକ୍ଷା ବାହିନୀର ବଡ ସଫଳତା । ଘାଟି ମଣିଷର ସୁରକ୍ଷା ଲାଗି ମାଲକାନଗିରି ଜିଲ୍ଲାର ବଣ୍ଡାଘାଟିରେ ବିଏସ୍ଏଫ୍ କ୍ୟାମ୍ପ ସ୍ଥାପନ କରାଯାଇଛି । ମାଲକାନଗିରି ଏସପି ରିଷିକେଶ ଖିଲାରି ଓ ବିଏସଏଫ ୧୫ ବାଟାଲିୟନର ଏକ ସ୍ୱତନ୍ତ୍ର ପ୍ଲାଟୁନ ଫୋର୍ସ ପହଂଚି ବଣ୍ଡାଘାଟିର ଦୁର୍ଗମ ଅଣ୍ଡ୍ରାହଲ ଠାରେContinue reading “ଲାଲଗଡ଼ ଛାତିରେ ଉଡ଼ିଲା ତ୍ରିରଙ୍ଗା: ବଣ୍ଡାଘାଟିରେ ସ୍ଥାପନ ହେଲା ବିଏସଏଫ୍ କ୍ୟାମ୍ପ୍”
କେଉଁଠି ନେଲେ କେତେ ଟୀକା? ଦିନ ୩ଟା ସୁଦ୍ଧା ରାଜ୍ୟରେ ଟାର୍ଗେଟର ୫୩ ପ୍ରତିଶତ ହୋଇଛି ଟୀକାକରଣ । ଗଞ୍ଜାମରେ ସର୍ବାଧିକ ୭୧୧ ଜଣଙ୍କୁ ଦିଆଯାଇଛି ଟୀକା
କନକ ବ୍ୟୁରୋ: କେଉଁଠି ନେଲେ କେତେ ଟିକା । ଦିନ ୩ଟା ସୁଦ୍ଧା ରାଜ୍ୟରେ ଟାର୍ଗେଟର ୫୩ ପ୍ରତିଶତ ଟିକାକରଣ ହୋଇଛି । ପ୍ରଥମ ଦିନରେ ୧୬ ହଜାର ୩୪୭ ଜଣଙ୍କୁ ଟିକା ଦେବା ପାଇଁ ବ୍ୟବସ୍ଥା ହୋଇଛି । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରୁ ରାଜ୍ୟର ଟିକାକରଣ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୩ଟା ସୁଦ୍ଧା ୮ହଜାର ୬୭୫ ଜଣ କରୋନା ଟିକା ନେଇଥିବା ସୂଚନା ମିଳିଛି । ଗଂଜାମରେ ସର୍ବାଧିକ ୭୧୧, ମୟୂରଭଂଜରେ ୬୦୭, ଖୋର୍ଦ୍ଧାରେContinue reading “କେଉଁଠି ନେଲେ କେତେ ଟୀକା? ଦିନ ୩ଟା ସୁଦ୍ଧା ରାଜ୍ୟରେ ଟାର୍ଗେଟର ୫୩ ପ୍ରତିଶତ ହୋଇଛି ଟୀକାକରଣ । ଗଞ୍ଜାମରେ ସର୍ବାଧିକ ୭୧୧ ଜଣଙ୍କୁ ଦିଆଯାଇଛି ଟୀକା”
ଟିକା କରଣ ବେଳେ ହରିଆଣାରୁ ଆସିଲା ଅଭାବନୀୟ ଚିତ୍ର । ଟିକାଦାନ କେନ୍ଦ୍ରରୁ ବିଧାୟକଙ୍କ ସମେତ ସ୍ୱାସ୍ଥ୍ୟକର୍ମୀଙ୍କୁ ଘଉଡାଇ ଦେଲେ କୃଷକ । ଭ୍ୟାକସିନ ସମେତ ଫେରାଇଦେଲେ ସମସ୍ତ ମେଡିକାଲ ଉପକରଣ
କନକ ବ୍ୟୁରୋ : ଆଜି ସାରାଦେଶରେ କରୋନା ପାଇଁ ଟିକାକରଣ ଆରମ୍ଭ ହୋଇଛି । ଏହି କ୍ରମରେ ହରିଆଣାର କୈଥଲ ଠାରେ ଟିକାକରଣ ଆରମ୍ଭ ହେବା ପୂର୍ବରୁ ଦେଖିବାକୁ ମିଳିଛି କିଛି ଅଭାବନୀୟ ଦୃଶ୍ୟ । ଉତ୍ୟକ୍ତ କୃଷକ ମାନେ ଟିକାକେନ୍ଦ୍ରକୁ ଆସିଥିବା ସ୍ଥାନୀୟ ବିଜେପି ବିଧାୟକ ଲିଲାରାମଙ୍କୁ ବିରୋଧ କରି ସେଠାରୁ ଘଉଡାଇ ଦେଇଛନ୍ତି । ବିଧାୟକଙ୍କୁ ଘଉଡାଇଦେଇଥିବା କୃଷକ ମାନେ ଭାରତୀୟ କିଷାନ ୟୁନିୟନର ସଦସ୍ୟ ବୋଲି ଜଣାପଡିଛି । ସେମାନେ ବିଧାୟକଙ୍କୁ ସେଠାରୁContinue reading “ଟିକା କରଣ ବେଳେ ହରିଆଣାରୁ ଆସିଲା ଅଭାବନୀୟ ଚିତ୍ର । ଟିକାଦାନ କେନ୍ଦ୍ରରୁ ବିଧାୟକଙ୍କ ସମେତ ସ୍ୱାସ୍ଥ୍ୟକର୍ମୀଙ୍କୁ ଘଉଡାଇ ଦେଲେ କୃଷକ । ଭ୍ୟାକସିନ ସମେତ ଫେରାଇଦେଲେ ସମସ୍ତ ମେଡିକାଲ ଉପକରଣ”
ରାସ୍ତାକୁ ଓହ୍ଲାଇଲେ ଚାଷୀ: ଚନ୍ଦାହାଣ୍ଡି ମୁଖ୍ୟରାସ୍ତାରେ ଧାନବସ୍ତା ରଖି ରାସ୍ତାରୋକ । ମାସମାସ ଧରି ମଣ୍ଡିରେ ପଡ଼ିରହୁଛି ଧାନ, ବାରମ୍ବାର ଅଭିଯୋଗ କଲେ ବି ଶୁଣୁନି ପ୍ରଶାସନ
କନକ ବ୍ୟୁରୋ: ସରୁନି ମଣ୍ଡି ଅବ୍ୟବସ୍ଥା, ରାସ୍ତାକୁ ଓହ୍ଲାଇଲେ ଚାଷୀ । ଚନ୍ଦାହାଣ୍ଡି ମୁଖ୍ୟରାସ୍ତାରେ ଧାନ ବସ୍ତା ରଖି ରାସ୍ତାରୋକ କରିଛନ୍ତି ଶତାଧିକ ଚାଷୀ । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ୪ଟି ମଣ୍ଡିରେ ଅବ୍ୟବସ୍ଥା ଲାଗି ରହିଛି । ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀ ମାସ ମାସ ଧରି ଅପେକ୍ଷା କରୁଛନ୍ତି । କିନ୍ତୁ ଧାନ କିଣୁଥିବା କର୍ତୃପକ୍ଷ ପ୍ରିୟା ପ୍ରିତୀ ତୋଷଣ ମନୋଭାବ ରଖି ବାଛି ବାଛି କିଛି ଚାଷୀଙ୍କ ଧାନ କିଣୁଥିବାContinue reading “ରାସ୍ତାକୁ ଓହ୍ଲାଇଲେ ଚାଷୀ: ଚନ୍ଦାହାଣ୍ଡି ମୁଖ୍ୟରାସ୍ତାରେ ଧାନବସ୍ତା ରଖି ରାସ୍ତାରୋକ । ମାସମାସ ଧରି ମଣ୍ଡିରେ ପଡ଼ିରହୁଛି ଧାନ, ବାରମ୍ବାର ଅଭିଯୋଗ କଲେ ବି ଶୁଣୁନି ପ୍ରଶାସନ”