କନକ ବ୍ୟୁରୋ: କାୟାକଳ୍ପ ପ୍ରକଳ୍ପରେ ପୁରୀ ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିତ୍ର ବଦଳିଛି । କାକଟପୁର ବ୍ଳକର ବାଙ୍ଗୁରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱଚ୍ଛ ସ୍ୱାସ୍ଥ୍ୟ ପାଇଁ ଔଷଧିୟ ବୃକ୍ଷ ଲାଗିଛି, କାନ୍ଥରେ ରଙ୍ଗ ବେରଙ୍ଗର ଚିତ୍ର ଅଙ୍କା ହୋଇଛି । ହେଲେ ପ୍ରକଳ୍ପ କାର୍ଯ୍ୟକାରିତାରେ ସ୍ଥାସ୍ଥ୍ୟକେନ୍ଦ୍ର ଅଧିକାରୀ ନିଜେ ଠିକାଦାର ସାଜି ବ୍ୟାପକ ଦୁର୍ନିତୀ କରିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକ ପ୍ରତନିଧି ଏନେଇ ଅଭିଯୋଗ କରିବା ପରେ ସ୍ଥାନୀୟ ବିଧାୟକ ତଥାContinue reading “କାକଟପୁରରେ କାୟାକଳ୍ପ ଯୋଜନାରେ ଅର୍ଥ ହଡ଼ପ ଅଭିଯୋଗ! ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ନିଜେ ଠିକାଦାର ସାଜି ବ୍ୟାପକ ଦୁର୍ନିତୀ କରିଥିବା ଅଭିଯୋଗ ପରେ ତଦନ୍ତ ଜାରି ।”
Author Archives: Raghaba
କନକ ନ୍ୟୁଜର ମହାପ୍ରଭାବ: ସ୍ୱାଭିମାନ ଅଂଚଳ ପାଇଖାନା ମହାଦୁର୍ନୀତି ଘଟଣାରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ । ଚିତ୍ରକୋଣ୍ଡା ବିଡ଼ିଓ ଲରିମନ ଖର୍ସେଲ ନିଲମ୍ବିତ ।
କନକ ବ୍ୟୁରୋ: ନିଲମ୍ବିତ ହେଲେ ଚିତ୍ରକୋଣ୍ଡା ବିଡିଓ । କନକ ନ୍ୟୁଜର ମହା ପ୍ରଭାବ । ସ୍ୱାଭିମାନ ଅଂଚଳରେ ପାଇଖାନାର ମହା ଦୁର୍ନୀତି ନେଇ ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ବିଳମ୍ବରେ ହେଉ ପଛେ ଚିତ୍ରକୋଣ୍ଡା ଲରିମନ୍ ଖର୍ସେଲଙ୍କୁ କାର୍ଯ୍ୟରୁ ନିଲମ୍ବନ ନେଇ ବିଜ୍ଞପ୍ତି ପ୍ରକାଶ କରିଛି ରାଜ୍ୟ ପଂଚାୟତରାଜ ବିଭାଗ । ସ୍ୱାଭିମାନ ଅଂଚଳରେ ପାଇଖାନା ନିର୍ମାଣ କାମରେ ମହାଦୁର୍ନିତୀ ହୋଇଥିବା ନେଇ ବାରମ୍ବାର ଖବର ପ୍ରସାରଣ କରି ଆସୁଥିଲାContinue reading “କନକ ନ୍ୟୁଜର ମହାପ୍ରଭାବ: ସ୍ୱାଭିମାନ ଅଂଚଳ ପାଇଖାନା ମହାଦୁର୍ନୀତି ଘଟଣାରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ । ଚିତ୍ରକୋଣ୍ଡା ବିଡ଼ିଓ ଲରିମନ ଖର୍ସେଲ ନିଲମ୍ବିତ । “
ଅନ୍ଧାର ରାତିରେ କୁକୁର ଉପରେ କାର ଚଢାଇ ଦେଲା ମଣିଷ । ଭାଙ୍ଗିଗଲା ଅଣ୍ଟା, ଅକାମୀ ହୋଇଗଲା ଗୋଡ । ପଶୁର ପ୍ରଶ୍ନ, ହେ ମଣିଷ ! ମୋର କି ଦୋଷ…?
କନକ ବ୍ୟୁରୋ: ଏକ ଭୟଙ୍କର ରାତିରେ ମୃତ୍ୟୁ ସହ ଭେଟାଭେଟି ହୋଇଥିଲା ଜୀବନ । ମୃତ୍ୟୁର ମୁହଁରୁ ଜୀବନ ସିନା ସୂତେ ସୂତେରେ ବଞ୍ଚିଗଲା ହେଲେ ଯନ୍ତ୍ରଣାର ଜୁଇରେ ଜାଳି ଦେଇଗଲା ଯମ । ଆଉ ତାପରେ ପଙ୍ଗୁ ପାଲଟିଗଲା ପଶୁ । ଦେହରେ ଆତ୍ମା ଅଛି ସତ ହେଲେ ଅଙ୍ଗ ଅକାମୀ ହୋଇଛି । ଅଣ୍ଟା ଉପରେ କାର ଚଢିଯିବା ପରେ ଚାରି ଗୋଡରୁ ୨ ଗୋଡରେ ଏମିତି ଘୁସୁରି ଘୁସୁରୀ ମରିମରି ଜିଉଁଛି ଏContinue reading “ଅନ୍ଧାର ରାତିରେ କୁକୁର ଉପରେ କାର ଚଢାଇ ଦେଲା ମଣିଷ । ଭାଙ୍ଗିଗଲା ଅଣ୍ଟା, ଅକାମୀ ହୋଇଗଲା ଗୋଡ । ପଶୁର ପ୍ରଶ୍ନ, ହେ ମଣିଷ ! ମୋର କି ଦୋଷ…?”
ସମାଜର ମୁଖ୍ୟ ସ୍ରୋତରେ କିନ୍ନର ମାନଙ୍କୁ ସାମିଲ କରିବାକୁ ବିହାର ସରକାରଙ୍କ ସ୍ୱତନ୍ତ୍ର ପଦକ୍ଷେପ । ରାଜ୍ୟରେ କିନ୍ନର ମାନଙ୍କୁ ଦାରୋଗା ଓ ସିପାହୀ ପଦବୀରେ ସିଧା ସଳଖ ମିିଳିବ ନିଯୁକ୍ତି ।
କନକ ବ୍ୟୁରୋ : ଦୁନିଆର ସବୁଠାରୁ ବେସି ପୋଲିସ ଅତ୍ୟାଚରରେ ଶିକାର ହେଉଥିବା କିନ୍ନର ମାନଙ୍କୁ ମିଳିବ ପୋଲିସ ବିଭାଗରେ ଚାକିରୀ । ଏନେଇ ଘୋଷଣା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସୁଶାସନ ବାବୁଙ୍କ ଘୋଷଣା ମୁତାବକ ଏଣିକି ବିହାରର ପୋଲିସ ବିଭାଗରେ କିନ୍ନର ମାନଙ୍କୁ ସିଧା ସଳଖ ନିଯୁକ୍ତି ଦିଆଯିବ । ସେମାନଙ୍କୁ ସିପାହୀ ଓ ଦାରୋଗା ପଦବୀରେ ନିଯୁକ୍ତି ମିଳବ ବୋଲି ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି । ରାଜ୍ୟରେ ବଢୁଥିବାContinue reading “ସମାଜର ମୁଖ୍ୟ ସ୍ରୋତରେ କିନ୍ନର ମାନଙ୍କୁ ସାମିଲ କରିବାକୁ ବିହାର ସରକାରଙ୍କ ସ୍ୱତନ୍ତ୍ର ପଦକ୍ଷେପ । ରାଜ୍ୟରେ କିନ୍ନର ମାନଙ୍କୁ ଦାରୋଗା ଓ ସିପାହୀ ପଦବୀରେ ସିଧା ସଳଖ ମିିଳିବ ନିଯୁକ୍ତି ।”
ଆଉ ୨ଦିନ ଜାରି ରହିବ ଶୀତର ପ୍ରକୋପ: ରାଜ୍ୟର ୭ ଜିଲ୍ଲାରେ ଘନ କୁହୁଡି ସମ୍ଭାବନା; ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର
କନକ ବ୍ୟୁରୋ: ରାଜ୍ୟରେ ଆଉ ଦୁଇଦିନ ଶୀତର ପ୍ରକୋପ ଜାରି ରହିବ ଏବଂ ତାପରେ ତାପମାତ୍ରା ୩ ରୁ ୪ ଡିଗ୍ରି ବଢ଼ିବ ବୋଲି ଭୁବନେଶ୍ବର ପାଣିପାଗ କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଝାରସୁଗୁଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନ, ଉତ୍ତର ଓ ଅଭ୍ୟନ୍ତରୀଣ ଓଡ଼ିଶାରେ ବିଶେଷ ଭାବେ ଶୀତର ପ୍ରକୋପ ରହିଛି। ରାଜ୍ୟର ବୌଦ୍ଧ ଓ ଦକ୍ଷିଣ ଅଭ୍ୟନ୍ତରୀଣ ଓଡ଼ିଶାରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ମୟୂରଭଞ୍ଜ, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ କୁହୁଡ଼ି ପରିଲକ୍ଷିତContinue reading “ଆଉ ୨ଦିନ ଜାରି ରହିବ ଶୀତର ପ୍ରକୋପ: ରାଜ୍ୟର ୭ ଜିଲ୍ଲାରେ ଘନ କୁହୁଡି ସମ୍ଭାବନା; ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର”
ରିମାଣ୍ଡରେ ଗଲା କିଡନୀ ଠକ ହିମାଂଶୁ ଭୂଷଣ ନନ୍ଦ: ୩ ଦିନିଆ ରିମାଣ୍ଡରେ ଆଣିଲା କମିଶନରେଟ୍ ପୋଲିସ
କନକ ବ୍ୟୁରୋ: ରିମାଣ୍ଡରେ ଗଲା କିଡନୀ ଠକ ହିମାଂଶୁ ଭୂଷଣ ନନ୍ଦ । ତିନି ଦିନିଆ ରିମାଣ୍ଡରେ ନେଲା କମିଶନରେଟ୍ ପୋଲିସ । କିଡନୀ ରାକେଟ୍ ପଛରେ କାହାର ହାତ ରହିଛି, ଏନେଇ ଏହି ରିମାଣ୍ଡ ଅବଧିରେ ପଚରାଉଚରା କରି କିଡନୀ ଠକ ଠାରୁ ସତ ଓଗାଳିବ ପୋଲିସ । ତେବେ ସବୁଠାରୁ ବଡ ପ୍ରଶ୍ନ ହେଉଛି, କିଡନୀ ଆବଶ୍ୟକ ଥିବା ଲୋକଙ୍କ ପାଖରେ କିପରି ପହଂଚିପାରୁଥିଲା ହିମାଂଶୁ । ଲୋକଙ୍କ ଡାଟା କେମିତି ତାକୁ ମିଳୁଥିଲାContinue reading “ରିମାଣ୍ଡରେ ଗଲା କିଡନୀ ଠକ ହିମାଂଶୁ ଭୂଷଣ ନନ୍ଦ: ୩ ଦିନିଆ ରିମାଣ୍ଡରେ ଆଣିଲା କମିଶନରେଟ୍ ପୋଲିସ”
ଏବିପି ସର୍ଭେରେ ନବୀନ ଦେଶର ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବନିବା ପରେ ଶୁଭେଚ୍ଛା: ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଦଳୀୟ କର୍ମୀ ଓ ନେତା
କନକ ବ୍ୟୁରୋ: ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ । ଏବିପି-ସିଭୋଟର ସର୍ଭେରୁ ଏହି ତଥ୍ୟ ଆସିଛି । ନବୀନ ପଟ୍ଟନାୟକ ଦେଶର ନଂବର ୱାନ ମୁଖ୍ୟମନ୍ତ୍ରୀ ବୋଲି ଏବିପି ସର୍ଭେରେ ଘୋଷଣା କରିବା ପରେ ଆଜି ବିଜେଡି ନେତା ଓ କର୍ମୀ ବିଜେଡି ମୁଖିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦଳୀୟ କାର୍ଯ୍ୟାଳୟରୁ ଏକ ବିରାଟ ଶୋଭାଯାତ୍ରାରେ ନେତା,କର୍ମୀ ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ କୃତଜ୍ଞତା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁContinue reading “ଏବିପି ସର୍ଭେରେ ନବୀନ ଦେଶର ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବନିବା ପରେ ଶୁଭେଚ୍ଛା: ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଦଳୀୟ କର୍ମୀ ଓ ନେତା”
ଦିଲ୍ଲୀ ଏମ୍ସରୁ ଆରମ୍ଭ ହେଲା ଦେଶରେ ଟିକାକରଣ: ସଫେଇ କର୍ମଚାରୀ ମନୀଷ କୁମାର ନେଲେ ପ୍ରଥମ ଟିକା
କନକ ବ୍ୟୁରୋ: ଆସିଲା ଟିକା, ହାରିବ କରୋନା । ମହାମାରୀ ଉପରେ ବିଜୟ ହାସଲ କରିବ ମଣିଷ । ଆଜି ସାରା ଦେଶରେ ମେଗା ଟିକାକରଣ ପ୍ରକ୍ରିୟାର ଶୁଭାରମ୍ଭ ହୋଇଛି । ଦିଲ୍ଲୀ ଏମସ୍ ହସ୍ପିଟାଲରେ ପ୍ରଥମ ଟିକା ଦିଆଯାଇଛି । ଏମସ୍ ହସ୍ପିଟାଲର ସଫେଇ କର୍ମଚାରୀ ମନୀଷ କୁମାରଙ୍କୁ ପ୍ରଥମ ଟିକା ଦିଆଯାଇଛି । ସାରା ଦେଶରେ ଟିକାକରଣକୁ ନେଇ ଅନେକ ଚର୍ଚ୍ଚା ହେଉଥିବା ବେଳେ ଏହି ବ୍ୟକ୍ତିଙ୍କୁ ସର୍ବ ପ୍ରଥମେ ଟିକା ଦିଆଯାଇଛି ।Continue reading “ଦିଲ୍ଲୀ ଏମ୍ସରୁ ଆରମ୍ଭ ହେଲା ଦେଶରେ ଟିକାକରଣ: ସଫେଇ କର୍ମଚାରୀ ମନୀଷ କୁମାର ନେଲେ ପ୍ରଥମ ଟିକା”
ଆଜିଠୁ ଦେଶରେ ମେଗା ଟିକାକରଣ: ୩ ହଜାର ୬ଟି କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟରେ ଟିକା ନେଲେ ପ୍ରାୟ ୩ କୋଟି ଲୋକ; କୋଭିଡ ଯୋଦ୍ଧାଙ୍କ ସେବାକୁ ମନେ ପକାଇ ଭାବ ବିହ୍ୱଳ ହୋଇପଡିଲେ ମୋଦି
କନକ ବ୍ୟୁରୋ: ଦେଶବ୍ୟାପୀ ମେଗା ଟିକାକରଣର ଶୁଭାରମ୍ଭ କରି ଭାବବିହ୍ୱଳ ହୋଇପଡିଲେ ପ୍ରଧାନମନ୍ତ୍ରୀ । ବିଶ୍ୱରେ ଦ୍ୱିତୀୟ ସର୍ବାଧିକ କରୋନା ସଂକ୍ରମିତ ଭାରତରେ କରୋନ । ବିରୋଧୀ ନିର୍ଣ୍ଣାୟକ ଲଢେଇ ଆଜିଠାରୁ ଆରମ୍ଭ ହୋଇଛି । ସାରା ବିଶ୍ୱର ନଜର ଭାରତ ଉପରେ ଅଟକି ରହିଥିବା ବେଳେ କରୋନା କାଳର ସଂକଟଜନକ ସମୟକୁ ବାବଦରେ ମନେ ପକାଇଛନ୍ତି ମୋଦି । ଆଗଧାଡିର କୋଭିଡ ଯୋଦ୍ଧାଙ୍କ ସେବାକୁ ମନେ ପକାଇ ମୋଦି ଭାବବିହ୍ୱଳ ହୋଇପଡ଼ଛନ୍ତି । ଏପରି କିContinue reading “ଆଜିଠୁ ଦେଶରେ ମେଗା ଟିକାକରଣ: ୩ ହଜାର ୬ଟି କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟରେ ଟିକା ନେଲେ ପ୍ରାୟ ୩ କୋଟି ଲୋକ; କୋଭିଡ ଯୋଦ୍ଧାଙ୍କ ସେବାକୁ ମନେ ପକାଇ ଭାବ ବିହ୍ୱଳ ହୋଇପଡିଲେ ମୋଦି”
ଟିକାକରଣ ଭିତରେ ନିଆଳିରୁ ଆସିଲା ବିରୋଧର ଚିତ୍ର: ନିଆଳି ଡାକ୍ତରଖାନାରେ କରୋନା ଟିକାକୁ ବର୍ଜନ କଲେ ଏଏନମ୍ କର୍ମୀ
କନକ ବ୍ୟୁରୋ: କଟକ ଜିଲ୍ଲା ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରେ ଟିକା ନେଲେ ଲାହିଁ ସ୍ୱାସ୍ଥ୍ୟକର୍ମୀ । ଟିକା ବର୍ଜନ କରିବା ସହ ଗଣ ଧାରଣ ଦେଇଛନ୍ତି ସ୍ୱାସ୍ଥ୍ୟକର୍ମୀ । କୋଭିଡ୍ କେୟାର ହୋମ ପାଇଁ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ପୁୁନଃ ନିଯୁକ୍ତି ଦାବି କରି ଟିକା ନେଲେ ନାହିଁ ୧୫ରୁ ୧୬ ଜଣ ସ୍ୱାସ୍ଥ୍ୟକର୍ମୀ । ସେମାନେ ବିଭିନ୍ନ ଗ୍ରାମ ପଂଚାୟତରେ ଖୋଲା ଯାଇଥିବା କୋଭିଡ୍ କେୟାର ସେଂଟରରେ କାମ କରୁଥିଲେ । ଜରୁରୀ ସମୟରେContinue reading “ଟିକାକରଣ ଭିତରେ ନିଆଳିରୁ ଆସିଲା ବିରୋଧର ଚିତ୍ର: ନିଆଳି ଡାକ୍ତରଖାନାରେ କରୋନା ଟିକାକୁ ବର୍ଜନ କଲେ ଏଏନମ୍ କର୍ମୀ”