ଚିତ୍ରକୋଣ୍ଡା ସରକାରୀ ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚ ବାଳିକା ବିଦ୍ୟାଳୟରେ ଅଭାବନୀୟ ଘଟଣା: ଛାତ୍ରୀଙ୍କ ଷ୍ଟାଇପେଂଟ ଟଙ୍କା ଦେବାକୁ କହିବାରୁ ଶିକ୍ଷୟିତ୍ରୀଙ୍କୁ ଗାଳି କଲେ ପ୍ରଧାନ ଶିକ୍ଷକ

କନକ ବ୍ୟୁରୋ: ଆଦିବାସୀ ଛାତ୍ରୀଙ୍କୁ ଷ୍ଟାଇପେଂଟ ଟଙ୍କା ଦେବାକୁ କହିବାରୁ ସହକାରୀ ଶିକ୍ଷୟିତ୍ରୀଙ୍କୁ ଗାଳି କଲେ ପ୍ରଧାନ ଶିକ୍ଷକ । କରୋନା କାଳରେ ଛାତ୍ରୀଙ୍କ ଘରକୁ ଯାଇ ଷ୍ଟାଇପେଂଟ ଟଙ୍କା ଦେବାକୁ କହିଥିଲେ ସରକାର । ହେଲେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ଛାତ୍ରୀଙ୍କୁ ୧୦ ମାସ ହେଲା ଷ୍ଟାଇପେଂଟ ଟଙ୍କା ଦେଇନଥିଲେ ପ୍ରଧାନ ଶିକ୍ଷକ । ଏବେ ସ୍କୁଲ ଖୋଲିଥିବା ବେଳେ ଛାତ୍ରୀଙ୍କୁ ଟଙ୍କା ଦେବା ପାଇଁ କହିବାରୁ ସହଯୋଗୀ ଶିକ୍ଷୟିତ୍ରୀଙ୍କୁ ପ୍ରଧାନ ଶିକ୍ଷକ ଗାଳି ଗୁଲଜContinue reading “ଚିତ୍ରକୋଣ୍ଡା ସରକାରୀ ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚ ବାଳିକା ବିଦ୍ୟାଳୟରେ ଅଭାବନୀୟ ଘଟଣା: ଛାତ୍ରୀଙ୍କ ଷ୍ଟାଇପେଂଟ ଟଙ୍କା ଦେବାକୁ କହିବାରୁ ଶିକ୍ଷୟିତ୍ରୀଙ୍କୁ ଗାଳି କଲେ ପ୍ରଧାନ ଶିକ୍ଷକ”

ଯୌବନରେ ଜିର୍ଣ୍ଣଶୀର୍ଣ୍ଣ ଶରୀର, ଯନ୍ତ୍ରଣାରେ ଜଡସଡ ଜୀବନ: ୨ଟି ଯାକ କିଡନୀ ନଷ୍ଟ ହେବାପରେ ଯୁକ୍ତ ୨ରୁ ବନ୍ଦ ହୋଇଗଲା ପାଠପଢା; ଚାଳଘରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ରାଜେଶ

କନକ ବ୍ୟୁରୋ: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ରାଜ୍ୟ ସରକାରଙ୍କ ମାଗଣା ସ୍ୱାସ୍ଥ୍ୟସେବା ପାଲଟିଛି ସାତ ସପନ । କିଡନୀ ରୋଗରେ ଜୀବନ ସହ ସଂଗ୍ରାମ କରୁଛନ୍ତି ଯାଜପୁର ଦଶରଥପୁର ବ୍ଲକ୍ ମୁରାରିପୁର ଗାଁର ୨୨ ବର୍ଷୀୟ ଯୁବକ ରାଜେଶ ଜେନା । ଅଭାବ ଅନଟନ ମଧ୍ୟରେ ଚିକିତ୍ସା ପାଇଁ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି ରାଜେଶ । ପୁଅକୁ ଭଲ କରିବା ପାଇଁ ପରିବାର ଲୋକ ଯାଜପୁରରୁ କଟକ, କଟକରୁ ଦିଲ୍ଲୀ ନେଇଥିଲେ,Continue reading “ଯୌବନରେ ଜିର୍ଣ୍ଣଶୀର୍ଣ୍ଣ ଶରୀର, ଯନ୍ତ୍ରଣାରେ ଜଡସଡ ଜୀବନ: ୨ଟି ଯାକ କିଡନୀ ନଷ୍ଟ ହେବାପରେ ଯୁକ୍ତ ୨ରୁ ବନ୍ଦ ହୋଇଗଲା ପାଠପଢା; ଚାଳଘରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ରାଜେଶ”

କୋରାପୁଟ ଚାଷୀଙ୍କୁ କୋଲାବ କେନାଲ ଅଡୁଆ: ବାରମ୍ବାର ବନ୍ଧ ଭାଙ୍ଗୁଥିବା ବେଳେ ସ୍ଥାୟୀ ମରାମତି କରୁନି ପ୍ରଶାସନ; ୪୦ ବର୍ଷର କେନାଲ ଭବିଷ୍ୟତକୁ ନେଇ ପ୍ରଶ୍ନ କଲେ ଚାଷୀ

କନକ ବ୍ୟୁରୋ: କୋରାପୁଟ ଜିଲ୍ଲାରେ ପ୍ରାୟ ୫୦ ହଜାର ଚାଷୀଙ୍କୁ ଅଡୁଆରେ ପକାଇଛି କୋଲାବ ଡ୍ୟାମର କେନାଲ । ବାରମ୍ବାର କେନାଲ ବନ୍ଧ ଭାଙ୍ଗି ଫସଲ ନଷ୍ଟ ହେଉଛି । ପ୍ରଶାସନ ପକ୍ଷରୁ ଭଙ୍ଗା ବନ୍ଧରେ ମାଟି ଓ ବାଲି ବସ୍ତା ପକାଇ ମରାମତି କରାଯାଉଛି । କିନ୍ତୁ ଦୀର୍ଘ ୪୦ ବର୍ଷର ପୁରୁଣା କେନାଲର ସ୍ଥାୟୀ ମରାମତି କରାଯାଉ ନାହିଁ । ଯାହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ଦାନା ବାନ୍ଧୁଛି । ସରିଲା ମରାମତି,Continue reading “କୋରାପୁଟ ଚାଷୀଙ୍କୁ କୋଲାବ କେନାଲ ଅଡୁଆ: ବାରମ୍ବାର ବନ୍ଧ ଭାଙ୍ଗୁଥିବା ବେଳେ ସ୍ଥାୟୀ ମରାମତି କରୁନି ପ୍ରଶାସନ; ୪୦ ବର୍ଷର କେନାଲ ଭବିଷ୍ୟତକୁ ନେଇ ପ୍ରଶ୍ନ କଲେ ଚାଷୀ”

ବିଜେପି ର ଋଣନୀତି ଆଗରେ ମମତା ଅସହାୟ । ମହାଗଠବନ୍ଧନ ପାଇଁ କଂଗ୍ରେସ ଓ ବାମ ମୋର୍ଚ୍ଚାକୁ ଆହ୍ୱାନ । ବାମଦଳ କହିଲା ବିଜେପି ଭଳି ମମତା ବି ଦେଶର ଶତ୍ରୁ

କନକ ବ୍ୟୁରୋ : ଏପ୍ରିଲ କିମ୍ବା ମେ ମାସରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ଆକ୍ରମକ ଢଙ୍ଗରେ ମମତା ସରକାର ଉପରେ ଆକ୍ରମଣ କରୁଛି । ଦୈନିକ କେହି ନା କେହି ବରିଷ୍ଠ ନେତା ମମତାଙ୍କ ହାତ ଛାଡି ବିଜେପିରେ ଯୋଗ ଦେଉଛନ୍ତି । ଯାହାକୁ ନେଇ ମମତା ବାନାର୍ଜୀ ପୁରା ଅସହାୟ ହୋଇପଡିଛନ୍ତି । ବିଜେପିକୁ ପରାଜୟର ଦ୍ୱାର ଦେଖାଇବାକୁ ସେ ବିରୋଧୀ କଂଗ୍ରେସContinue reading “ବିଜେପି ର ଋଣନୀତି ଆଗରେ ମମତା ଅସହାୟ । ମହାଗଠବନ୍ଧନ ପାଇଁ କଂଗ୍ରେସ ଓ ବାମ ମୋର୍ଚ୍ଚାକୁ ଆହ୍ୱାନ । ବାମଦଳ କହିଲା ବିଜେପି ଭଳି ମମତା ବି ଦେଶର ଶତ୍ରୁ”

ଚମ ଧୁଡୁଧୁଡୁ ହାତ, ୯୨ ବର୍ଷରେ ବି ଭାଙ୍ଗିନି ମନୋବଳ । ନଇଁ ପଡିଥିବା ଅଣ୍ଟାରେ ପରିବାରର ବୋଝ ବୋହୁଛନ୍ତି ବୃଦ୍ଧା । ହାରିନାହାଁନ୍ତି ବାଲେଶ୍ୱରର ହରମାଉସୀ ।

କନକ ବ୍ୟୁରୋ: ମାଉସୀ ହାତରେ ଜଳୁଥିବା ଏ ଦିଆସିଲର ନିଆଁ ହୁଏତ କିଛି ସମୟ ପରେ ଲିଭିଯିବ । ହେଲେ ସେହି ଲିଭି ଆସୁଥିବା ବୟସରେ କିନ୍ତୁ ମାଉସୀ ଭିତରେ ଜଳୁଛି ଆତ୍ମବିଶ୍ୱାସର ନିଆଁ, ବୟସ୍କ ବହ୍ନି । ରକ୍ତ ଥଣ୍ଡା ହୋଇ ଆସିଲାଣି, ଚମ ଧୁଡୁଧୁଡୁ ହୋଇଗଲାଣି, ଆଖି ଭିତରକୁ ପଶିଗଲାଣି । ତଥାପି ତା ବଳ ନଥିବା ପାଦରେ ଠୁକୁର ଠୁକୁର ବାଟ ଚାଲେ, ନଇଁ ପଡିଥିବା ଅଣ୍ଟାକୁ ସିଧା କରି ଆଗକୁ ଆଗକୁContinue reading “ଚମ ଧୁଡୁଧୁଡୁ ହାତ, ୯୨ ବର୍ଷରେ ବି ଭାଙ୍ଗିନି ମନୋବଳ । ନଇଁ ପଡିଥିବା ଅଣ୍ଟାରେ ପରିବାରର ବୋଝ ବୋହୁଛନ୍ତି ବୃଦ୍ଧା । ହାରିନାହାଁନ୍ତି ବାଲେଶ୍ୱରର ହରମାଉସୀ ।”

ଲେଉଟିବ ଶୀତ, ପୁଣି ବଢିବ ଥଣ୍ଡାର ପ୍ରକୋପ ! ଆସନ୍ତା ଦୁଇ ଦିନ ପାଇଁ ୨ ଜିଲ୍ଲାରେ ହୋଇପାରେ ପ୍ରବଳ ଶୀତ । ୭ ଜିଲ୍ଲାକୁ ଘନ କୁହୁଡି ସମ୍ଭାବନା

କନକ ବ୍ୟୁରୋ:  ଗତ ୨୪ ଘଣ୍ଟା ମଧ୍ୟରେ ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିଥିଲା। ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୮.୬ଡିଗ୍ରି ସେଲସିୟସ ରହିଛି। ଆଜି ସକାଳ ସୁଦ୍ଧା ଭୁବନେଶ୍ବରରେ ତାପମାତ୍ରା ୨୦.୨ ରହିଥିଲା। ତେବେ ଆଗାମୀ ୫ଦିନ ପାଗ ଶୁଖିଲା ରହିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରକାଶ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ବୌଦ୍ଧ,ଅନୁଗୁଳ, ନୟାଗଡ଼, କଟକ, ଖୋର୍ଧା, ପୁରୀ ଓ କନ୍ଧମାଳ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନକୁହୁଡିContinue reading “ଲେଉଟିବ ଶୀତ, ପୁଣି ବଢିବ ଥଣ୍ଡାର ପ୍ରକୋପ ! ଆସନ୍ତା ଦୁଇ ଦିନ ପାଇଁ ୨ ଜିଲ୍ଲାରେ ହୋଇପାରେ ପ୍ରବଳ ଶୀତ । ୭ ଜିଲ୍ଲାକୁ ଘନ କୁହୁଡି ସମ୍ଭାବନା”

ଜାତୀୟ ପୋଲିଓ ଟିକାକରଣ ପାଇଁ ତାରିଖ ଘୋଷଣା କଲେ କେନ୍ଦ୍ର ସରକାର । କରୋନା ଟିକାକରଣ ପରେ ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହେବ ପୋଲିଓ ଟିକା କାର୍ଯ୍ୟକ୍ରମ ।

କନକ ବ୍ୟୁରୋ : ଜାତୀୟ ପୋଲିଓ ଟିକାକରଣ ଅଭିଯାନ ପୁଣି ଜାନୁଆରୀ ୩୧ ତାରିଖରୁ ଆରମ୍ଭ କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । କହିରଖୁ କି ଜାନୁଆରୀ ୧୭ ତାରିଖରେ ପୋଲିଓ ଟିକାକରଣ ଅଭିଯାନ ଆରମ୍ଭ ହେବାକୁ ଥିଲା । ମାତ୍ର ୧୬ ତାରିଖରୁ କୋଭିଡ୍ ଟିକା ଅଭିଯାନ ଆରମ୍ଭ ହେଉଥିବାରୁ ବୁଧବାର ଦିନ କେନ୍ଦ୍ରସରକାର ପୋଲିଓ ଟିକାକରଣ ଉପରେ ରୋକ୍ ଲଗାଇଥିଲେ । ତେବେ ପୋଲିଓContinue reading “ଜାତୀୟ ପୋଲିଓ ଟିକାକରଣ ପାଇଁ ତାରିଖ ଘୋଷଣା କଲେ କେନ୍ଦ୍ର ସରକାର । କରୋନା ଟିକାକରଣ ପରେ ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହେବ ପୋଲିଓ ଟିକା କାର୍ଯ୍ୟକ୍ରମ ।”

ମକର ମେଳାରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ: ମକର କୁମା ଜାଳିବାକୁ ଯାଇଥିବାବେଳେ ନଦୀପଠାକୁ ନେଇ ଗଣଦୁଷ୍କର୍ମ ଅଭିଯୋଗ; ୨ଜଣକୁ ଗିରଫ କରି ପୁଲିସର ପଚରାଉଚରା

କନକ ବ୍ୟୁରୋ: ମକର ମେଳାରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ବାରିପଦା ସହରର କାଳିକାପୁର ଅଂଚଳରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ବାରିପଦା ପୋଲିସ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟଜଣେ ଅଟକ ଅଛି । from Kanak News via <a href="https://ifttt.com/?

ଟିକାକରଣ ପାଇଁ ସରକାରଙ୍କ ଜୋରଦାର ପ୍ରସ୍ତୁତି: ନୀତି ଆୟୋଗ ସଦସ୍ୟ ଭି.କେ ପଲ କହିଲେ; ୩ହଜାର ସ୍ଥାନରେ ଗୋଟିଏ ଦିନରେ ଦିଆଯିବ ୩ ଲକ୍ଷ ଟିକା

କନକ ବ୍ୟୁରୋ: ପ୍ରଥମ ଦିନରେ ୩ଲକ୍ଷଙ୍କୁ ଟିକା । ଜାନୁଆରୀ ୧୬ରେ ପ୍ରଥମ ଦିନ ଦିଆଯିବ ୩ଲକ୍ଷ ଲୋକଙ୍କୁ ଟିକା । ନୀତି ଆୟୋଗ ସଦସ୍ୟ ଭି.କେ ପଲଙ୍କ ସୁଚନା । ଦେଶର ୩ହଜାର ଟିକାକରଣ କେନ୍ଦ୍ରରେ ଦିଆଯିବ ଟିକା । ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ୧୦୦ ଜଣଙ୍କୁ ଦିଆଯିବ ଟିକା । ପରେ ଟିକାକରଣ କେନ୍ଦ୍ର ୩ହଜାର କେନ୍ଦ୍ରରୁ ୫ହଜାରକୁ ବୃଦ୍ଧି ପାଇବ । ପ୍ରଧାନମନ୍ତ୍ରୀ ମୋଦି ଟିକାକରଣର ଶୁଭାରମ୍ଭ କରିବେ । ଶୁଭାରମ୍ଭରେ ସ୍ୱାସ୍ଥ୍ୟକର୍ମୀଙ୍କContinue reading “ଟିକାକରଣ ପାଇଁ ସରକାରଙ୍କ ଜୋରଦାର ପ୍ରସ୍ତୁତି: ନୀତି ଆୟୋଗ ସଦସ୍ୟ ଭି.କେ ପଲ କହିଲେ; ୩ହଜାର ସ୍ଥାନରେ ଗୋଟିଏ ଦିନରେ ଦିଆଯିବ ୩ ଲକ୍ଷ ଟିକା”

ଗଣତନ୍ତ୍ର ଦିବସରେ କମ୍ପିବ ଦିଲ୍ଲୀ । ଲାଲକିଲ୍ଲାରେ ସରକାର ଓ ଦିଲ୍ଲୀ ସୀମାରେ କୃଷକ । ସେନା ପ୍ୟାରେଡକୁ ଟକ୍କର ଦେବ ଟ୍ରାକ୍ଟର ରାଲି

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ଆଇନକୁ ବିରୋଧ କରି ଚାଷୀ ମାନେ ଚଳାଇଥିବା ଆନ୍ଦୋଳନ ଆଜି ୫୦ ଦିନରେ ପହଂଚିଛି । ଆନ୍ଦୋଳନକୁ ୬ ସପ୍ତାହ ବିତିଯାଇଥିଲେ ବି କୃଷକ ଓ ସରକାରଙ୍କ ମଧ୍ୟରେ କୌଣସି ଗୋଟିଏ କଥାକୁ ନେଇ ସହମତି ହୋଇପାରି ନାହିଁ । ଆନ୍ଦୋଳନରତ କୃଷକ ମାନଙ୍କ ଠାରୁ ସୂଚନା ମିଳିଛି କି ଜାନୁଆରୀ ୨୬ ରେ କୃଷକ ମାନେ ଲାଲକିଲ୍ଲା ନୁହେଁ ଦିଲ୍ଲୀ ସୀମାରେContinue reading “ଗଣତନ୍ତ୍ର ଦିବସରେ କମ୍ପିବ ଦିଲ୍ଲୀ । ଲାଲକିଲ୍ଲାରେ ସରକାର ଓ ଦିଲ୍ଲୀ ସୀମାରେ କୃଷକ । ସେନା ପ୍ୟାରେଡକୁ ଟକ୍କର ଦେବ ଟ୍ରାକ୍ଟର ରାଲି”

Design a site like this with WordPress.com
Get started