ରାଜ୍ୟ ଟୀକା ଭଣ୍ଡାରରେ କୋଭିସିଲ୍ଡ ଟୀକା ସଂରକ୍ଷିତ । ବିମାନବନ୍ଦରରୁ ସୁରକ୍ଷା ବଳୟରେ ଟୀକା ଭଣ୍ଡାରରେ ପହଁଚିଲା ପ୍ରଥମ ଦଫାରେ ଆସିଥିବା ଭ୍ୟାକ୍ସିନ୍ ।

କନକ ବ୍ୟୁରୋ: ବିମାନବନ୍ଦରରୁ ସିଧା ରାଜ୍ୟ ଟୀକା ସଂଗ୍ରହାଳୟକୁ ଯାଇଛି କରୋନାର କୋଭିସିଲ୍ଡ ଟୀକା । ଅପରାହ୍ନ ୩ଟା ୪୦ ମିନିଟରେ ଭୁବନେଶ୍ୱରରେ ଟୀକା ପହଁଚିବା ପରେ ୩ଟି ସ୍ୱତନ୍ତ୍ର ଭ୍ୟାକ୍ସିନ୍ ଭ୍ୟାନ ଯୋଗେ ରାଜ୍ୟ ଟୀକା ଭଣ୍ଡାରକୁ ଆସିଛି ଟୀକା । ତେବେ କରୋନାର ପ୍ରତିଷେଧକ କୁହାଯାଉଥିବା ପୁଣେର ସେରମ ଇନଷ୍ଟିଚ୍ୟୁଟରୁ ଟିକା ଆସିଥିବା ବେଳେ ପ୍ରଥମ ପର୍ଯ୍ୟାୟ ଟୀକା ଓଡ଼ିଶାକୁ ମିଳିସାରିଛି । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାକୁ ୪୦ ହଜାର ୮୦୦ ଭାୟାଲ ପଠାଇଛିContinue reading “ରାଜ୍ୟ ଟୀକା ଭଣ୍ଡାରରେ କୋଭିସିଲ୍ଡ ଟୀକା ସଂରକ୍ଷିତ । ବିମାନବନ୍ଦରରୁ ସୁରକ୍ଷା ବଳୟରେ ଟୀକା ଭଣ୍ଡାରରେ ପହଁଚିଲା ପ୍ରଥମ ଦଫାରେ ଆସିଥିବା ଭ୍ୟାକ୍ସିନ୍ ।”

ଓଡ଼ିଶାରେ ପହଞ୍ଚିଲା କରୋନା ଟିକା । ସେରମ ଇନଷ୍ଟିଚ୍ୟୁଟରୁ ଆସିଲା କୋଭିସିଲ୍ଡ ଟିକା ।

କନକ ବ୍ୟୁରୋ : କରୋନା କାଳରେ ସବୁଠୁ ବଡ ଖବର । ଓଡ଼ିଶାରେ ପହଞ୍ଚିଲା କରୋନା ଟିକା । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା କୋଭିସିଲ୍ଡ ଟିକା । ପୁଣେର ସେରମ ଇନଷ୍ଟିଚ୍ୟୁଟରୁ ଟିକା ଆସିଥିବା ବେଳେ ଏହା ଏବେ ଓଡ଼ିଶାରେ ପହଞ୍ଚିଛି । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାକୁ ୪୦ ହଜାର ୮୦୦ ଭାୟାଲ ପଠାଇଛି ସେରମ । ଏହି ସମସ୍ତ ଟିକାକୁ ପ୍ରଥମେ ରାଜ୍ୟ ଔଷଧ ନିଗମରେ ରଖାଯିବ । ଆଉ ଏହିଠାରୁ ସମସ୍ତ ଜିଲ୍ଲାକୁContinue reading “ଓଡ଼ିଶାରେ ପହଞ୍ଚିଲା କରୋନା ଟିକା । ସେରମ ଇନଷ୍ଟିଚ୍ୟୁଟରୁ ଆସିଲା କୋଭିସିଲ୍ଡ ଟିକା ।”

ବିବାହ ଶୋଭାଯାତ୍ରାକୁ ଅନୁମତି ।  ବିବାହ ଉତ୍ସବରେ ସାମିଲ ହୋଇପାରିବେ ୨୦୦ ଜଣ, ଗାଇଡଲାଇନରେ ପରିବର୍ତ୍ତନ କଲେ ରାଜ୍ୟ ସରକାର ।

କନକ ବ୍ୟୁରୋ :  ରାଜ୍ୟ ସରକାରଙ୍କ ପକ୍ଷରୁ ବାହାଘର ଓ ଅନ୍ତିମ ସଂସ୍କାର ନେଇ ପୂର୍ବରୁ ଜାରି କରାଯାଇଥିବା ଗାଇଡଲାଇନରେ କେତେକ ପରିବର୍ତ୍ତନ କରାଯାଇଛି। ଏ ନେଇ ସ୍ୱତନ୍ତ୍ର ରିଲିଫ୍ କମିସନର୍ ତଥା ଅତିରକ୍ତ ଶାସନ ସଚିବ ପ୍ରଦୀପ ଜେନା ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି। କୋଭିଡ ମହାମାରୀ ହେତୁ ପୂର୍ବରୁ ବାହାଘର ଶୋଭାଯାତ୍ରା ଉପରେ ଲାଗୁ କରାଯାଇଥିବା କଟକଣାକୁ ଓଡ଼ିଶା ସରକାର ଆଜି ପ୍ରତ୍ୟାହାର କରି ନେଇଛନ୍ତି। ବର୍ତ୍ତମାନର ପରିସ୍ଥିତିକୁ ଧ୍ୟାନରେ ରଖିContinue reading “ବିବାହ ଶୋଭାଯାତ୍ରାକୁ ଅନୁମତି ।  ବିବାହ ଉତ୍ସବରେ ସାମିଲ ହୋଇପାରିବେ ୨୦୦ ଜଣ, ଗାଇଡଲାଇନରେ ପରିବର୍ତ୍ତନ କଲେ ରାଜ୍ୟ ସରକାର ।”

ବିରାଟ ଓ ଅନୁଷ୍କାଙ୍କ ଝିଅର ପ୍ରଥମ ଫଟୋ  ସୋସିଆଲ ମିଡ଼ିଆରେ ଭାଇରାଲ । ଇନଷ୍ଟାଗ୍ରାମରେ କୋହଲିଙ୍କ ବଡ ଭାଇ ବିକାଶ କଲେ ଫଟୋ ସେୟାର, ଚାରିଆଡୁ ଛୁଟିଲା ଶୁଭେଚ୍ଛାର ସୁଅ । 

କନକ ବ୍ୟୁରୋ : ଗତକାଲି ଏକ କନ୍ୟା ସନ୍ତାନର ବାପାମାଆ ସାଜିଛନ୍ତି କ୍ରିକେଟର୍‌ ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା। କନ୍ୟା ସନ୍ତାନର ଜନ୍ମ ପରେ ଏହି ଦମ୍ପତିଙ୍କୁ ପରିବାର, ସଂପର୍କୀୟ, ବନ୍ଧୁ ଓ ଶୁଭେଚ୍ଛୁଙ୍କ ନିକଟରୁ ଶୁଭେଚ୍ଛାର ସୁଅ ଛୁଟିଛି। ସମେସ୍ତ ଅପେକ୍ଷା କରିଛନ୍ତି ଜୁନିୟର୍‌ କୋହଲିଙ୍କର ଏକ ଫଟୋ ଦେଖିବା ପାଇଁ। ତେବେ, ବିରାଟଙ୍କ ବଡ଼ ଭାଇ ବିକାଶ କୋହଲି ପ୍ରଶଂସକ ଉଦ୍ଦେଶ୍ୟରେ ତାଙ୍କ ଝିଆରୀର ପାଦର ଫଟୋ ଉଠାଇ ଇନଷ୍ଟାଗ୍ରାମରେ ପୋଷ୍ଟ୍‌Continue reading “ବିରାଟ ଓ ଅନୁଷ୍କାଙ୍କ ଝିଅର ପ୍ରଥମ ଫଟୋ  ସୋସିଆଲ ମିଡ଼ିଆରେ ଭାଇରାଲ । ଇନଷ୍ଟାଗ୍ରାମରେ କୋହଲିଙ୍କ ବଡ ଭାଇ ବିକାଶ କଲେ ଫଟୋ ସେୟାର, ଚାରିଆଡୁ ଛୁଟିଲା ଶୁଭେଚ୍ଛାର ସୁଅ । “

ଓଡିଶା ଅଭିମୁଖେ ବାହାରିଲା କରୋନା ଟିକା: କରୋନା ଟିକା ନେଇ ପୁଣେରୁ ବାହାରିଲା ଟିକା ବୋଝେଇ ବିମାନ; ସ୍ପାଇସଜେଟରେ ଆସୁଛି ୪ଲକ୍ଷ ୮ହଜାର ଡୋଜ୍

କନକ ବ୍ୟୁରୋ: ଟିକାକରଣ ନେଇ ସ୍ୱାସ୍ଥ୍ୟବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ରାଜ୍ୟ ଟିକାକରଣ କେନ୍ଦ୍ରରେ ପହଚିଂ ସ୍ଥିତି ପରଖିଛନ୍ତି । ଟିକା ପାଇଁ ଯେଉଁ ଅପେକ୍ଷା ଥିଲା ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ କୋଭିସିଲ୍ଡର  ୪୦ ହଜାର ୮ ଶହ ସିସି ଆସିବ । ଗୋଟିଏ ବୋତଲରୁ ୧୦ଟି ଡୋଜ ଦିଆଯାଇପାରିବ । ଯେଉଁ ଜିଲ୍ଲାରେ କୋଭିଡ ସ୍ଥିତି ସଂଗୀନ ଥିଲା  ସେ ସ୍ଥାନକୁ ଗୁରୁତ୍ୱ ଦିଆଯିବ । ରାଜ୍ୟ ଭ୍ୟାକସିନ ଷ୍ଟୋରରେContinue reading “ଓଡିଶା ଅଭିମୁଖେ ବାହାରିଲା କରୋନା ଟିକା: କରୋନା ଟିକା ନେଇ ପୁଣେରୁ ବାହାରିଲା ଟିକା ବୋଝେଇ ବିମାନ; ସ୍ପାଇସଜେଟରେ ଆସୁଛି ୪ଲକ୍ଷ ୮ହଜାର ଡୋଜ୍”

ପରଲୋକରେ ପଦ୍ମଲୋଚନ । ୮୪ ବର୍ଷ ବୟସରେ ଆଖି ବୁଜିଲେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ପଦ୍ମଲୋଚନ ନାୟକ ।

କନକ ବ୍ୟୁରୋ : ପରଲୋକରେ ପଦ୍ମଲୋଚନ । ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଧ୍ୟାପକ ଡଃ ପଦ୍ମଲୋଚନ ନାୟକଙ୍କର ପରଲୋକ । ୮୪ ବର୍ଷ ବୟସରେ ଆଜି ଚାଉଳିଆଗଞ୍ଜ ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପଦ୍ମଲୋଚନ । ତାଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଦିବଙ୍ଗତ ପ୍ରଫେସର ପଦ୍ମଲୋଚନ ପଲିମ୍ୟୁର ରସାୟନରେ ବିଶିଷ୍ଟ ବୈଜ୍ଞାନିକ ଥିଲେ । ଏପରିକି ସେ ରସାୟନ ବିଭାଗର ମୁଖ୍ୟ ମଧ୍ୟ ରହିଥିଲେ । ଚାକିରିରୁ ଅବସରContinue reading “ପରଲୋକରେ ପଦ୍ମଲୋଚନ । ୮୪ ବର୍ଷ ବୟସରେ ଆଖି ବୁଜିଲେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ପଦ୍ମଲୋଚନ ନାୟକ ।”

୩ଟି କୃଷି ଆଇନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ : ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଲାଗୁ ହୋଇପାରିବନି କୃଷି ଆଇନ ; ୪ଟି ସଦସ୍ୟକୁ ନେଇ କିମିଟି ଗଠନ କଲେ କୋର୍ଟ

କନକ ବ୍ୟୁରୋ :କୃଷି ଆଇନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ । ୩ଟି କୃଷି ଆଇନ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି । ପରବର୍ତୀ ନିର୍ଦ୍ଦେଶ ଯାଏ କୃଷି ଆଇନ ଲାଗୁ ହୋଇପାରିବନି ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । କୃଷି ଆଇନକୁ ନେଇ ୪ଟି ସଦସ୍ୟ ବିଶିଷ୍ଟ କିମିଟି ଗଠନ କଲେ କୋର୍ଟ । କୃଷି ଅର୍ଥଶାସ୍ତ୍ରୀ ଅଶୋକ ଗୁଲାଟି ୪ ଜଣିଆ କମିଟିରେ ସାମିଲ ଅଛନ୍ତି । ୪ ସଦସ୍ୟ କୃଷି ଆଇନ ଉପରେContinue reading “୩ଟି କୃଷି ଆଇନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ : ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଲାଗୁ ହୋଇପାରିବନି କୃଷି ଆଇନ ; ୪ଟି ସଦସ୍ୟକୁ ନେଇ କିମିଟି ଗଠନ କଲେ କୋର୍ଟ”

ଆଜିଠୁ ଝାରସୁଗୁଡ଼ାରୁ ମୁମ୍ବାଇ, ବେଙ୍ଗଳୁରୁକୁ ଉଡ଼ିଲା ବିମାନ: ମୁମ୍ବାଇରୁ ପ୍ରଥମ ବିମାନ ୭୩ ଜଣ ଯାତ୍ରୀଙ୍କୁ ଧରି ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ କଲା ଅବତରଣ

କନକ ବ୍ୟୁରୋ: ଆଜିଠାରୁ ଝାରସୁଗୁଡାରୁ ବେଙ୍ଗଳୁରୁ ଓ ମୁମ୍ବାଇକୁ ଉଡିଲା ବିମାନ । ଏହି ବହୁ ପ୍ରତିକ୍ଷିତ ବିମାନ ସେବା ଆରମ୍ଭ ହେଉଥିବାରୁ ପଶ୍ଚିମ ଓଡିଶାରେ ଖୁସି ପ୍ରକାଶ ପାଇଛି । ଆଜି ପ୍ରଥମ ଫ୍ଲାଇଟ ମୁମ୍ବାଇରୁ ବାହାରି ଝାରସୁଗୁଡାରେ ଦିନ ସାଢେ ୧୨ ଟାରେ ପହଂଚିଛି । ୭୩ ଯାତ୍ରୀଙ୍କ ଧରି ମୁମ୍ବାଇରୁ ବିମାନ ଆସି ଝାରସୁଗୁଡା ବିମାନ ବନ୍ଦରରେ ଅବତରଣ କରିଛି । ସେହିପରି ୧୦୫ ଯାତ୍ରୀ ଝାରସୁଗୁଡା ବିମାନବନ୍ଦରରୁ ମୁମ୍ବାଇ ଯିବେ ।Continue reading “ଆଜିଠୁ ଝାରସୁଗୁଡ଼ାରୁ ମୁମ୍ବାଇ, ବେଙ୍ଗଳୁରୁକୁ ଉଡ଼ିଲା ବିମାନ: ମୁମ୍ବାଇରୁ ପ୍ରଥମ ବିମାନ ୭୩ ଜଣ ଯାତ୍ରୀଙ୍କୁ ଧରି ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ କଲା ଅବତରଣ”

କାଲି ସକାଳୁ ରାଜ୍ୟର ସବୁ ଜିଲ୍ଲାକୁ ସିଧା ଯିବ କୋଭିସିଲ୍ଡ ଟିକା: ଆଂଚଳିକ କେନ୍ଦ୍ରକୁ ନଯାଇ ରାଜ୍ୟ ଟିକାକରଣ କେନ୍ଦ୍ରରୁ ସିଧା ଜିଲ୍ଲା ଟିକାକରଣ କେନ୍ଦ୍ରକୁ ଯିବ ଭ୍ୟାକସିନ

କନକ ବ୍ୟୁରୋ: ବିଶ୍ୱ ମହାମାରୀ କରୋନାରୁ  ଖୁବ ଶୀଘ୍ର ମିଳିବାକୁ ଯାଉଛି ମୁକ୍ତି ।  କାରଣ ୧୩୦ କୋଟି ଲୋକଙ୍କ ଦେଶ ଭାରତରେ ଏହି ମହାମାରୀର ମୁକାବିଲା ପାଇଁ ବଡ଼ ଧରଣର ଲଢେଇ ଆରମ୍ଭ ହେବାକୁ ଯାଉଛି । ଭାରତ ସରକାର ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନିକା ପ୪ରୁ ପ୍ରସ୍ତୁତ କୋଭିସିଲ୍ଡ ଟିକାକୁ ଅନୁମତି ଦେବା ପରେ ୧୬ ତାରିଖରେ ଦେଶରେ ଆରମ୍ଭ ହେବ ଟିକାକରଣ । ଏଥିପାଇଁ ପୁଣେର ସିରମ ଇନଷ୍ଟିଚ୍ୟୁଟକୁ ଟିକ ଯୋଗାଇଦେବା ପାଇଁ କୁହାଯାଇଛିContinue reading “କାଲି ସକାଳୁ ରାଜ୍ୟର ସବୁ ଜିଲ୍ଲାକୁ ସିଧା ଯିବ କୋଭିସିଲ୍ଡ ଟିକା: ଆଂଚଳିକ କେନ୍ଦ୍ରକୁ ନଯାଇ ରାଜ୍ୟ ଟିକାକରଣ କେନ୍ଦ୍ରରୁ ସିଧା ଜିଲ୍ଲା ଟିକାକରଣ କେନ୍ଦ୍ରକୁ ଯିବ ଭ୍ୟାକସିନ”

ହାଇକୋର୍ଟରେ ପରୀ ମୃତ୍ୟୁ ମାମଲା: ଅଧିକ ତଦନ୍ତ ପାଇଁ ଏସଆଇଟିକୁ ୨ ମାସ ସମୟ ଦେଲେ କୋର୍ଟ

କନକ ବ୍ୟୁରୋ: ହାଇକୋର୍ଟରେ ନୟାଗଡ ପରୀ ମୃତ୍ୟୁ ମାମଲା । ଏସଆଇଟି ଦେଇଥିବା  ପୂର୍ବ ରିପୋର୍ଟକୁ ଅନୁଧ୍ୟାନ କରିଛନ୍ତି କୋର୍ଟ । ଅଧିକ ତଦନ୍ତ ପାଇଁ ଏସଆଇଟିକୁ ୨ ମାସ ସମୟ ଦେଇଛନ୍ତି ହାଇକୋର୍ଟ ।  ଆସନ୍ତା ୨୫ରେ ମାମଲାର ପରବର୍ତୀ ଶୁଣାଣୀ ହେବ । ପରୀ ମୃତ୍ୟୁର ଅଭିଯୁକ୍ତକୁ ଏସଆଇଟି ପ୍ରଥମେ  ନୟାଗଡ ପୋକ୍ସ କୋର୍ଟରେ ହଜାର କରାଇଥିବାବେଳେ ନାବାଳକ ଦର୍ଶାଇ  ମାମଲା ଜୁଭେଇନାଲ ଜଷ୍ଟିସ ବୋର୍ଡକୁ ସ୍ଥାନାନ୍ତର  କରାଯାଇଥିଲା ।  ଜୁଭେଇନାଲ କୋର୍ଟ ଗତContinue reading “ହାଇକୋର୍ଟରେ ପରୀ ମୃତ୍ୟୁ ମାମଲା: ଅଧିକ ତଦନ୍ତ ପାଇଁ ଏସଆଇଟିକୁ ୨ ମାସ ସମୟ ଦେଲେ କୋର୍ଟ”

Design a site like this with WordPress.com
Get started