କନକ ବ୍ୟୁରୋ: ପାରାଦୀପ ଉପକୂଳରେ ଆରମ୍ଭ ହୋଇଛି ସମରାଭ୍ୟାସ । ଦୁଇ ଦିନିଆ ମିଳିତ ସମରଭ୍ୟାସର ନାଁ ରହିଛି ‘ସି ଭିଜିଲ’ । ଏଥିରେ ଭାରତୀୟ ନୌସେନା, କୋଷ୍ଟଗାର୍ଡ଼ ସମେତ ୧୮ଟି ସାମୁଦ୍ରିକ ଥାନାର କର୍ମଚାରୀ ସାମିଲ ହୋଇଛନ୍ତି । ପ୍ରଥମ ଥର ପାଇଁ ଏହା ବିଶାଖାପଟନମ ଓ ଓଡ଼ିଶା ନାଭାଲ ଅଫିସର ଇନଚାର୍ଜ ପକ୍ଷରୁ ମିଳିତ ଭାବେ ଆୟୋଜିତ କରାଯାଇଛି । ଗତ ଡ଼ିସେମ୍ବର ୫ ଓ ୬ ତାରିଖରେ ୨ ଦିନ ଧରି ସାଗରContinue reading “ପାରାଦୀପ ଉପକୂଳରେ ୨ ଦିନିଆ ସମରାଭ୍ୟାସ: ‘ସି ଭିଜିଲ୍’ ସମରାଭ୍ୟାସରେ ଭାରତୀୟ ନୌସେନା, କୋଷ୍ଟଗାର୍ଡ ସମେତ ୧୮ଟି ସାମୁଦ୍ରକି ଥାନାର କର୍ମଚାରୀ ସାମିଲ”
Author Archives: Raghaba
ବିବାହିତ ମହିଳାଙ୍କୁୁ ଗଳାକାଟି ହତ୍ୟା : ଗତକାଲିଠାରୁ ନଖୋଜ ଥିଲେ ମହିଳା, ସକାଳୁ ମିଳିଲା ମୃତ ଦେହ; ହତ୍ୟାକାଣ୍ଡ ପରଠାରୁ ଫେରାର ହୋଇଯାଇଛନ୍ତି ସ୍ୱାମୀ
କନକ ବ୍ୟୁରୋ : ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ନୂଆପୋଖରୀ ଗାଁରେ ଜଣେ ମହିଳାଙ୍କୁ ବିଭତ୍ସ ହତ୍ୟା କରାଯାଇଥିବାର ଖବର ମିଳିଛି। ଉକ୍ତ ମହିଳାଙ୍କୁ ଗଳା କାଟି ହତ୍ୟା କରାଯାଇଛି । ଗାଁର ବାଉଁଶବୁଦା ମୂଳରେ ଉକ୍ତ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। କେହି ତାଙ୍କର ଗଳା କାଟି ହତ୍ୟା କରିଥିବା ଜଣାଯାଇଛି । ତେବେ ମହିଳାଙ୍କ ପରିଚୟ ମିଳିଛି । ତାଙ୍କ ନାମ ରାଧାରାଣୀ ମହାନ୍ତି। ସେ ବିବାହିତା ମଧ୍ୟ। ତାଙ୍କର ବୟସ ୨୭Continue reading “ବିବାହିତ ମହିଳାଙ୍କୁୁ ଗଳାକାଟି ହତ୍ୟା : ଗତକାଲିଠାରୁ ନଖୋଜ ଥିଲେ ମହିଳା, ସକାଳୁ ମିଳିଲା ମୃତ ଦେହ; ହତ୍ୟାକାଣ୍ଡ ପରଠାରୁ ଫେରାର ହୋଇଯାଇଛନ୍ତି ସ୍ୱାମୀ”
ପୁଣେରୁ ଓଡିଶା ଆସୁଛି କରୋନା ଟିକା: ସ୍ପାଇସଜେଟ୍ ବିମାନରେ ଆସୁଛି କୋଭିସିଲ୍ଡ ଟିକା; ୪୦ହଜାର ୮୦୦ ଡୋଜ୍ ପଠାଇଲା ସେରମ ଇନଷ୍ଟିଚ୍ୟୁଟ
କନକ ବ୍ୟୁରୋ: ପୁଣେର ସେରମ ଇନଷ୍ଟିଚ୍ୟୁଟରୁ ସାରା ଦେଶକୁ ଟିକାର ପ୍ରଥମ ଦଫା ପଠାଯାଉଥିବାବେଳେ, ଭୁବନେଶ୍ୱର ଅଭିମୁଖେ ମଧ୍ୟ ବାହାରିଛି ଟିକା । ପ୍ରଥମ ଦଫାରେ ଭୁବନେଶ୍ୱରରେ ପହଂଚିବ କୋଭିସିଲ୍ଡ ଟିକାର ୪୦ ହଜାର ୮ଶହ ଡୋଜ୍ । ସ୍ପାଇସଜେଟ୍ ବିମାନରେ ଏହାକୁ ପଠାଇବା ପାଇଁ ବନ୍ଦୋବସ୍ତ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଅପରାହ୍ନ ୪ଟା ୨୫ରେ ଏହା ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତିContinue reading “ପୁଣେରୁ ଓଡିଶା ଆସୁଛି କରୋନା ଟିକା: ସ୍ପାଇସଜେଟ୍ ବିମାନରେ ଆସୁଛି କୋଭିସିଲ୍ଡ ଟିକା; ୪୦ହଜାର ୮୦୦ ଡୋଜ୍ ପଠାଇଲା ସେରମ ଇନଷ୍ଟିଚ୍ୟୁଟ”
ମକର ସଂକ୍ରାନ୍ତି ପାଇଁ ଗଜପତିରେ କଟକଣା ଲଗାଇଲା ପ୍ରଶାସନ: ସୀତା ପାହାଡ଼ରେ ଲୋକଙ୍କ ଗହଳି ଆଶଙ୍କାରେ ଏସଓପି ଜାରି
କନକ ବ୍ୟୁରୋ: ଗଜପତିରେ ମକର ସଂକ୍ରାନ୍ତି ଉତ୍ସବ ପାଳନ ଉପରେ ଲାଗିଲା କଟକଣା । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି । ରାଜ୍ୟରେ କୋଭିଡ ସଂକ୍ରମଣ କମିନଥିବାବେଳେ ସାମାଜିକ, ରାଜନୈତିକ ଓ କ୍ରୀଡା ସମାବେଶ ଉପରେ କଟକଣା ରହିଛି । ଏପଟେ ନୂଆ ରୁପରେ କରୋନା ଭୂତାଣୁ ବ୍ରିଟେନରୁ ବ୍ୟାପିବା ପରେ ଅଧିକ ସତର୍କ ହୋଇଛନ୍ତି ରାଜ୍ୟ ସରକାର । ତେଣୁ ଆଗାମୀ ୧୪ ତାରିଖରେ ଗଜପତି ଜିଲ୍ଲାରେ ମକର ସଂକ୍ରାନ୍ତିContinue reading “ମକର ସଂକ୍ରାନ୍ତି ପାଇଁ ଗଜପତିରେ କଟକଣା ଲଗାଇଲା ପ୍ରଶାସନ: ସୀତା ପାହାଡ଼ରେ ଲୋକଙ୍କ ଗହଳି ଆଶଙ୍କାରେ ଏସଓପି ଜାରି”
ପୁଣେର ସିରମ୍ ଇନଷ୍ଟିଚ୍ୟୁଟରୁ ଆସୁଛି ଟିକା: କଡ଼ା ସୁରକ୍ଷା ମଧ୍ୟରେ ବିମାନ ଓ ଟ୍ରକ ଯୋଗେ ୪୮ ସ୍ଥାନରେ ପହଞ୍ଚାଇବାକୁ ଯୋଜନା
କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଠାରୁ ପରଚେଜ୍ ଅର୍ଡର ପାଇବା ପରେ ସିରମ୍ ଇନଷ୍ଟିଚୁଟ୍ ଆରମ୍ଭ ହୋଇଛି କୋଭିଡ୍ ଟିକା ପରିବହନ । ପୁଣେରେ ଥିବା ସିରମ୍ ଇନଷ୍ଟିଚୁଟ୍ର ମଂଜରୀ ଫ୍ୟାକ୍ଟ୍ରିରୁ ଏହି ଟିକାକୁ ପ୍ରଥମେ ବିମାନ ବନ୍ଦରକୁ ଅଣାଯାଇ, ଆକାଶମାର୍ଗରେ ପଠାଯିବ । ସୂଚନା ଅନୁସାରେ କିଛି କରୋନା ଟିକାକୁ ସଡକ ପଥରେ ପଠାଯିବ, କିଛି ଟିକାକୁ ଆକାଶପଥରେ ପଠାଯିବ । ସଡକ ପଥରେ ଟିକା ପରିବହନ ପାଇଁ ସ୍ୱତନ୍ତ୍ର କୋଲ୍ଡ ଚେନ୍ ବ୍ୟବସ୍ଥା ଥିବାContinue reading “ପୁଣେର ସିରମ୍ ଇନଷ୍ଟିଚ୍ୟୁଟରୁ ଆସୁଛି ଟିକା: କଡ଼ା ସୁରକ୍ଷା ମଧ୍ୟରେ ବିମାନ ଓ ଟ୍ରକ ଯୋଗେ ୪୮ ସ୍ଥାନରେ ପହଞ୍ଚାଇବାକୁ ଯୋଜନା”
ଲଦାଖ ସୀମାରେ ପ୍ରବଳ ଜାଡ ଦେଖି ପଛକୁ ହଟିଲା ଡ୍ରାଗନର ପାଦ: ପୂର୍ବ ଲଦାଖ ଅଂଚଳରୁ ୧୦ ହଜାର ସୈନ୍ୟ ପ୍ରତ୍ୟାହାର କଲା ଚୀନ
କନକ ବ୍ୟୁରୋ: ଲଦାଖରେ ପ୍ରବଳ ଜାଡରେ ପଛକୁ ହଟିଲା ଡ୍ରାଗନର ପାଦ । ଅସହ୍ୟ ଜାଡ ବଢିବା ପରେ ଲଦାଖର ବିବାଦୀୟ ଅଂଚଳରୁ ଚୀନ୍ ପ୍ରାୟ ୧୦ ହଜାର ସୈନ୍ୟ ପ୍ରତ୍ୟାହାର କରିନେଇଛିି । ଏହି ସୈନ୍ୟ ପ୍ରତ୍ୟାହାର ପରେ ମଧ୍ୟ ଭାରତ ଓ ଚୀନ୍ ମଧ୍ୟରେ ବିବାଦୀୟ ଏଲଏସିର ସ୍ଥିତିରେ କିଛି ପରିବର୍ତନ ହୋଇନାହିଁ । ଏବେ ବି ଲଦାଖର ଆଗୁଆ ଅଂଚଳ ଗୁଡିକରେ ଦୁଇ ଦେଶର ସେନା ଡେରା ପକାଇ ବସିଛନ୍ତି । ଲଦାଖରେContinue reading “ଲଦାଖ ସୀମାରେ ପ୍ରବଳ ଜାଡ ଦେଖି ପଛକୁ ହଟିଲା ଡ୍ରାଗନର ପାଦ: ପୂର୍ବ ଲଦାଖ ଅଂଚଳରୁ ୧୦ ହଜାର ସୈନ୍ୟ ପ୍ରତ୍ୟାହାର କଲା ଚୀନ”
ଧାନମଣ୍ଡିରେ ଧାନର ମାନ ଯାଂଚ କରୁଛନ୍ତି ପିଅନ୍ ଏବଂ ଡାଟା ଅପରେଟର: ନିଯୁକ୍ତି ପାଇଥିଲେ ମଧ୍ୟ କ୍ୱାଲିଟି ଆନାଲାଇଜରଙ୍କ ଦେଖା ମିଳୁନି, ଚାଷୀଙ୍କ ମଧ୍ୟରେ ଅସନ୍ତୋଷ
କନକ ବ୍ୟୁରୋ: କେନ୍ଦ୍ରାପଡା ଜିଲ୍ଲାର ଧାନ ମଣ୍ଡି ଗୁଡିକରେ ଲାଗି ରହିଛି ଅନେକ ଅବ୍ୟବସ୍ଥା । ଏହା ମଧ୍ୟରୁ ଆଜି ଆମେ ଆପଣଙ୍କ ସାମ୍ନାକୁ ଆଣିବୁ ଏକ ବଡ ସମସ୍ୟା । ଯାହାର ଶିକାର ହେଉଛନ୍ତି ଚାଷୀ । ୧୫ ଦିନ ହେବ ମଣ୍ଡି ଖୋଲିଲାଣି , କିନ୍ତୁ ଧାନ ମାପ ନିୟନ୍ତ୍ରକଙ୍କ ଦେଖାନାହିଁ । ତାଙ୍କର କାମ ତୁଲାଉଛନ୍ତି ପିଅନ୍ , ଡାଟା ଏଂଟ୍ରି । ଏହାକୁ ନେଇ ଦେଖାଦେଇଛି ଅସନ୍ତୋଷ । ଏ ହେଉଛିContinue reading “ଧାନମଣ୍ଡିରେ ଧାନର ମାନ ଯାଂଚ କରୁଛନ୍ତି ପିଅନ୍ ଏବଂ ଡାଟା ଅପରେଟର: ନିଯୁକ୍ତି ପାଇଥିଲେ ମଧ୍ୟ କ୍ୱାଲିଟି ଆନାଲାଇଜରଙ୍କ ଦେଖା ମିଳୁନି, ଚାଷୀଙ୍କ ମଧ୍ୟରେ ଅସନ୍ତୋଷ”
କୃଷି ଆଇନ ପ୍ରସଙ୍ଗରେ ସୁପ୍ରିମକୋଟଙ୍କ କଡ଼ା ଆଭିମୁଖ୍ୟ ପରେ ସତ୍ୟପାଠ ଦାଖଲ କଲେ କେନ୍ଦ୍ର ସରକାର : କହିଲେ ବିରୋଧ ପ୍ରଦର୍ଶନକାରୀଙ୍କ ମନରୁ ଦ୍ୱନ୍ଦ ଦୂର ହେବା ଦରକାର
କନକ ବ୍ୟୁରୋ : କୃଷି ଆଇନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ ପରେ ସତ୍ୟପାଠ ଦାଖଲ କରିଛନ୍ତି କେନ୍ଦ୍ର ସରକାର । ଏଥିରେ ଆନ୍ଦୋଳନରତ ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର କରିବା ଆବଶ୍ୟକ ବୋଲି କୁହାଯାଇଛି । ସରକାର ସର୍ବୋଚ୍ଚ ଅଦାଲତଙ୍କୁ କହିଛନ୍ତି, ଚାଷୀମାନଙ୍କ ଭିତରେ ଧରଣା ରହିଛି ଯେ, କୌଣସି କମିଟି ସହିତ ଚର୍ଚ୍ଚା ଆଲୋଚନା ନକରି ଏହି କୃଷି ଆଇନ ଅଣାଯାଇଛି । ସେହିପରି ତରବରିଆ ଭାବେ ଏହି ଆଇନ ଅଣାଯାଇ ନାହିଁ । ବରଂContinue reading “କୃଷି ଆଇନ ପ୍ରସଙ୍ଗରେ ସୁପ୍ରିମକୋଟଙ୍କ କଡ଼ା ଆଭିମୁଖ୍ୟ ପରେ ସତ୍ୟପାଠ ଦାଖଲ କଲେ କେନ୍ଦ୍ର ସରକାର : କହିଲେ ବିରୋଧ ପ୍ରଦର୍ଶନକାରୀଙ୍କ ମନରୁ ଦ୍ୱନ୍ଦ ଦୂର ହେବା ଦରକାର”
ଆଜି ସିରମ୍ ଇନଷ୍ଟିଚୁଟରୁ ସାରା ଦେଶକୁ ଆସୁଛି ଟିକା : ବିମାନ ଓ ଟ୍ରକ ଯୋଗେ ବିଭିନ୍ନ ରାଜ୍ୟକୁ କରାଯାଉଛି ଟିକାର ପରିବହନ; ସ୍ୱତନ୍ତ୍ର କୋଲ୍ଡ ଚେନ୍ ଟ୍ରକର ହୋଇଛି ବ୍ୟବସ୍ଥା
କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଠାରୁ ପରଚେଜ୍ ଅର୍ଡର ପାଇବା ପରେ ସିରମ୍ ଇନଷ୍ଟିଚୁଟ୍ ଆଜିଠାରୁ ଆରମ୍ଭ ହୋଇଛି କୋଭିଡ୍ ଟିକା ପରିବହନ କାମ । ପୁଣେରେ ଥିବା ସିରମ୍ ଇନଷ୍ଟିଚୁଟର ମଂଜରୀ ଫ୍ୟାକ୍ଟ୍ରିରୁ ଏହି ଟିକାକୁ ପ୍ରଥମେ ବିମାନ ବନ୍ଦରକୁ ଅଣାଯାଇ , ଆକାଶମାର୍ଗରେ ପଠାଯିବ । ସୂଚନା ଅନୁସାରେ କିଛି କରୋନା ଟିକାକୁ ସଡକ ପଥରେ ପଠାଯିବ, କିଛି ଟିକାକୁ ଆକାଶପଥରେ ପଠାଯିବ । ସଡକ ପଥରେ ଟିକା ପରିବହନ ପାଇଁ ସ୍ୱତନ୍ତ୍ରContinue reading “ଆଜି ସିରମ୍ ଇନଷ୍ଟିଚୁଟରୁ ସାରା ଦେଶକୁ ଆସୁଛି ଟିକା : ବିମାନ ଓ ଟ୍ରକ ଯୋଗେ ବିଭିନ୍ନ ରାଜ୍ୟକୁ କରାଯାଉଛି ଟିକାର ପରିବହନ; ସ୍ୱତନ୍ତ୍ର କୋଲ୍ଡ ଚେନ୍ ଟ୍ରକର ହୋଇଛି ବ୍ୟବସ୍ଥା”
ସୀମାରେ ସେନାକୁ କଲବଲ କରୁଛି ପ୍ରବଳ ଶୀତ: ଆଶ୍ୱସ୍ତି ଆଣିଲା ଡିଆରଡିଓର ହିଟର; ଅତ୍ୟନ୍ତ କମ୍ ତାପମାତ୍ରାକୁ କରିବ ପ୍ରତିହତ
କନକ ବ୍ୟୁରୋ: ସୀମାରେ ସେନାକୁ କଲବଲ କରୁଛି ପ୍ରବଳ ଶୀତ । ଏହାରି ଭିତରେ ଆଶ୍ୱସ୍ତି ଆଣିଛି ଡିଆରଡିଓର ହିଟର । ଅତ୍ୟନ୍ତ କମ୍ ତାପମାତ୍ରାକୁ ଏହି ହିଟର କରିବ ପ୍ରତିହତ । ଲଦାଖ ଓ ସିଆଚୀନର ଅତି ପ୍ରତିକୂଳ ପରିବେଶରେ ସହାୟକ ହେବ ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ- ଡିଆରଡିଓ ନିର୍ମିତ ଏହି ସ୍ୱତନ୍ତ୍ର ହିଟର । ସୁଉଚ୍ଚ ଲଦାଖ, ସିଆଚୀନ ପରି ସ୍ଥାନରେ ମୁତୟନ ଅଛନ୍ତି ଭାରତୀୟ ସେନା । ଚୀନContinue reading “ସୀମାରେ ସେନାକୁ କଲବଲ କରୁଛି ପ୍ରବଳ ଶୀତ: ଆଶ୍ୱସ୍ତି ଆଣିଲା ଡିଆରଡିଓର ହିଟର; ଅତ୍ୟନ୍ତ କମ୍ ତାପମାତ୍ରାକୁ କରିବ ପ୍ରତିହତ”