ଓଡ଼ିଶା ପାଇଁ ଆଶ୍ୱସ୍ତିର ସଙ୍କେତ । ୬ମାସ ପରେ ରାଜ୍ୟରେ ପ୍ରଥମ ଥର ପାଇଁ ଦୈନିକ କରୋନା ମୃତ୍ୟୁ ସଂଖ୍ୟା ଶୂନ ।

କନକ ବ୍ୟୁରୋ : ଓଡିଶା ପାଇଁ ଆଶ୍ୱସ୍ତିର ସଙ୍କେତ । ଗତ ୨୪ ଘଣ୍ଟାରେ କୋଭିଡ୍ ମୃତ୍ୟୁ ସଂଖ୍ୟା ଶୂନ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କରାଯାଇଥିବା ଏହି ଟ୍ୱିଟ୍ ହିଁ ଆଣିଛି ଆଶ୍ୱସ୍ତିର ବାର୍ତ୍ତା । ଗତ ୬ ମାସରୁ ଅଧିକ ସମୟ ମଧ୍ୟରେ ଜାନୁଆରୀ ୫ ତାରିଖରେ ରାଜ୍ୟରେ ଜଣଙ୍କର ବି କରୋନାଜନିତ ମୃତ୍ୟୁ ହୋଇନାହିଁ । କରୋନା ଯୋଦ୍ଧାଙ୍କ ଅବିଶ୍ରାନ୍ତ ଉଦ୍ୟମ ଏହି ସଫଳତା ଆଣିଛିContinue reading “ଓଡ଼ିଶା ପାଇଁ ଆଶ୍ୱସ୍ତିର ସଙ୍କେତ । ୬ମାସ ପରେ ରାଜ୍ୟରେ ପ୍ରଥମ ଥର ପାଇଁ ଦୈନିକ କରୋନା ମୃତ୍ୟୁ ସଂଖ୍ୟା ଶୂନ ।”

ରାଉରକେଲା ଷ୍ଟିଲପ୍ଲାଂଟରେ ଲିକ୍ ହେଲା ବିଷାକ୍ତ ଗ୍ୟାସ । ୪ ମୃତ, ୨ ଗୁରୁତର । କାର୍ଯ୍ୟରେ ଅବହେଳା ପାଇଁ ୨ ଡିଜିଏମ ପାହ୍ୟା ଅଧିକାରୀ ନିଲମ୍ବିତ ।

କନକ ବ୍ୟୁରୋ : ରୋଜଗାର ଆଶାରେ କାମ କରିବାକୁ ଯାଇଥିବା ଠିକା ଶ୍ରମିକ, ସୁରକ୍ଷିତ କର୍ମକ୍ଷେତ୍ରରୁ ଫେରିବା ବଦଳରେ ଯଦି ତାଙ୍କ ମୃତଦେହ ଫେରିବ, ତେବେ ତାକୁ ସୁରକ୍ଷା ଅବହେଳା ବ୍ୟତୀତ ଆଉ କ’ଣ କୁହାଯିବ? ଆର୍ଏସ୍ପି ଭଳି ପ୍ରତିଷ୍ଠିତ କାରଖାନାରେ ଠିକ୍ ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଯେତେବେଳେ ୪-୪ ଜଣ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଗ୍ୟାସ୍ ମିକ୍ସିଂ ଟ୍ୟାଙ୍କ୍ ଅଂଚଳରେ ଚାଲିଥିବା ମରାମତି କାମ । ହଠାତ୍ ବିଷାକ୍ତ କାର୍ବନContinue reading “ରାଉରକେଲା ଷ୍ଟିଲପ୍ଲାଂଟରେ ଲିକ୍ ହେଲା ବିଷାକ୍ତ ଗ୍ୟାସ । ୪ ମୃତ, ୨ ଗୁରୁତର । କାର୍ଯ୍ୟରେ ଅବହେଳା ପାଇଁ ୨ ଡିଜିଏମ ପାହ୍ୟା ଅଧିକାରୀ ନିଲମ୍ବିତ ।”

ଗୁଗୁଲ-ପେ ରେ ଅଭିନବ ଉପାୟରେ ଠକେଇ । ଲିଙ୍କ ଖୋଲୁ ଖୋଲୁ ଆକାଉଂଟରୁ ଖାଲି ହୋଇଗଲା ୫୩ ହଜାର ଟଙ୍କା । 

କନକ ବ୍ୟୁରୋ : ଗୁଗୁଲ ପେ ମାଧ୍ୟମରେ ସାଇବର ଠକର ଅଭିନବ ଠକେଇ । କିଛି ସେକେଣ୍ଡ ମଧ୍ୟରେ ଆକାଉଂଟରୁ କଟିଗଲା ୫୩ ହଜାର ଟଙ୍କା । ଭୁବନେଶ୍ୱରରେ ରାମଚନ୍ଦ୍ର  ପୃଷ୍ଟି ନାମକ ଜଣେ ବ୍ୟକ୍ତିଙ୍କୁ ଆସିିଥିଲା ଏକ ଫୋନ କଲ । ଫୋନ ରିସିଭ କରିବା ପୂର୍ବରୁ ଟ୍ରୁ କଲରରେ ରାମଚନ୍ଦ୍ର  କିଏ ଫୋନ କରିଛି ଜାଣିବାକୁ ଚାହିଁଥିଲେ । ନା ଦେଖାଇଥିଲା ଗୁୁଗୁଲ ପେ କଷ୍ଟମର କେୟାର । ରାମଚନ୍ଦ୍ର  ଏହି ଫୋନକଲକୁ ବିଶ୍ୱାସକୁContinue reading “ଗୁଗୁଲ-ପେ ରେ ଅଭିନବ ଉପାୟରେ ଠକେଇ । ଲିଙ୍କ ଖୋଲୁ ଖୋଲୁ ଆକାଉଂଟରୁ ଖାଲି ହୋଇଗଲା ୫୩ ହଜାର ଟଙ୍କା । “

କୋଭିଡ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ, ଟିକାକରଣ ପାଇଁ ଓଡିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ।

କନକ ବ୍ୟୁରୋ : କୋଭିଡ ପରିସ୍ଥିତି ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ ଟିକାକରଣ ପାଇଁ ଓଡିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଏହାସହ ଆମକୁ ଅଧିକ କୋଭିଡ କଟକଣା ମାନିବାକୁ ହେବ । ଆମ ସମସ୍ତଙ୍କ ସଚେତନ ଯୋଗୁଁ ଆମେ କୋଭିଡକୁ ନିୟନ୍ତ୍ରଣ କରିପାରିଛୁ । ଆଗାମୀ ୨ ମାସ ଆହୁରି ସଚେତନ ରହିବାକୁ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ରାଜ୍ୟରେ କୋଭିଡ ପରିସ୍ଥିତି ଓ ଟୀକାକରଣ ସଂପର୍କରେContinue reading “କୋଭିଡ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ, ଟିକାକରଣ ପାଇଁ ଓଡିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ।”

୧୦ କୋଟି ୟୁଜର୍ସଙ୍କ ତଥ୍ୟ ହୋଇଛି ଲିକ୍! କେଉଁ ମୁହୂର୍ତ୍ତରେ ଆକାଉଣ୍ଟ ହୋଇଯାଇପାରେ ଖାଲି, ଜାଣନ୍ତୁ ଏଥିରୁ ବର୍ତ୍ତିବେ କିପରି?

କନକ ବ୍ୟୁରୋ : ଡେବିଟ-କ୍ରେଡିଟ କାର୍ଡ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ । କାରଣ ପ୍ରାୟ ୧୦ କୋଟି କାର୍ଡଧାରକଙ୍କ ତଥ୍ୟ ଲିକ୍ ହୋଇଥିବାର ଖବର ଏବେ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଆଉ ଏହି ୧୦ କୋଟି କାର୍ଡଧାରକଙ୍କ ଭିତରେ ଆପଣଙ୍କର ତଥ୍ୟ ଯେ ନଥିବା ତାହା କିଏ ବା କହିବ । ସିଧାସଳଖ କହିବାକୁ ଗଲେ ଆପଣଙ୍କ ଆକାଉଣ୍ଟ ଉପରେ ମଧ୍ୟ ଏବେ ସାଇବର ହ୍ୟାକର୍ସଙ୍କ ନଜର ଥାଇପାରେ । ଜାତୀୟ ଗଣମାଧ୍ୟମରେContinue reading “୧୦ କୋଟି ୟୁଜର୍ସଙ୍କ ତଥ୍ୟ ହୋଇଛି ଲିକ୍! କେଉଁ ମୁହୂର୍ତ୍ତରେ ଆକାଉଣ୍ଟ ହୋଇଯାଇପାରେ ଖାଲି, ଜାଣନ୍ତୁ ଏଥିରୁ ବର୍ତ୍ତିବେ କିପରି?”

ଏଲିଏନ୍ସକୁ ନେଇ ବଡ ଖୁଲାସା କଲେ ପ୍ରଫେସର । ମହାକାଶକୁ ଆବର୍ଜନା ଫିଙ୍ଗୁଛନ୍ତି ଏଲିଏନ, ହାବାର୍ଡ ପ୍ରଫେସରଙ୍କ ଦାବି ଆପଣଙ୍କୁ ବି ଚକିତ କରିଦେବ?

କନକ ବ୍ୟୁରୋ : ଏଲିଏନ୍ସ ବା ଅନ୍ୟ ଗ୍ରହର ଜୀବକୁ ନେଇ ଅନେକ ସମୟରେ ଆମେ ଭିନ୍ନ ଭିନ୍ନ କଥା ଶୁଣିବାକୁ ପାଇଥାଉ । କେତେବେଳେ ପୃଥିବୀ ପୃଷ୍ଠରେ ଏଲିଅନ୍ସ ଥିବା କଥା କୁହାଯାଇଥାଏ ତ ପୁଣି କେତେବେଳେ ଆକାଶରେ ରହସ୍ୟମୟ ୟୁଏଫଓ ଦେଖାଯିବାର କଥା ମଧ୍ୟ ସାମ୍ନାକୁ ଆସିଥାଏ । ଏପରିକି କିଛି ଦେଶରେ ଏଲିଏନଙ୍କୁ ଦେଖିଥିବା ନେଇ କଥା ଗଣମାଧ୍ୟମରେ ସାମ୍ନାକୁ ଆସିଛି । କିନ୍ତୁ ଏଲିଏନଙ୍କୁ ନେଇ ଏଯାଏଁ କୌଣସି ସ୍ପଷ୍ଟ ସୂଚନାContinue reading “ଏଲିଏନ୍ସକୁ ନେଇ ବଡ ଖୁଲାସା କଲେ ପ୍ରଫେସର । ମହାକାଶକୁ ଆବର୍ଜନା ଫିଙ୍ଗୁଛନ୍ତି ଏଲିଏନ, ହାବାର୍ଡ ପ୍ରଫେସରଙ୍କ ଦାବି ଆପଣଙ୍କୁ ବି ଚକିତ କରିଦେବ?”

ମାହାଙ୍ଗା ମର୍ଡର କେସ: ହତ୍ୟା କରିଥିବା ନେଇ ସ୍ୱୀକାର କଲା ପଞ୍ଚାନନ । କୋର୍ଟ ଚାଲାଣ ବେଳେ ଅଭିଯୁକ୍ତର ସ୍ୱୀକାରୋକ୍ତି ।

କନକ ବ୍ୟୁରୋ : ମାହାଙ୍ଗା ମର୍ଡର କେସରେ ହତ୍ୟା କରିଥିବା ନେଇ ସ୍ୱୀକାର କଲା ଅଭିଯୁକ୍ତ ପଞ୍ଚାନନ । କୋର୍ଟ ଚାଲାଣ ବେଳେ ଅଭିଯୁକ୍ତର ସ୍ୱୀକାରୋକ୍ତି । ପୂର୍ବରୁ କୁଳମଣି ଓ ତାଙ୍କୁ ଆକ୍ରମଣ କରିଥିଲେ । ତେଣୁ ଆମେ ତାଙ୍କୁ ଆକ୍ରମଣ କଲୁ ବୋଲି ଅଭିଯୁକ୍ତ କହିଛି । ମାହାଙ୍ଗା ଡବଲ ମର୍ଡରରେ ଏଯାଏଁ ୫ ଜଣଙ୍କୁ ଗିରଫ କରିସାରିଲାଣି ପୋଲିସ । ଏହାସହ ଗିରଫ ପରେ ମୁଖ୍ୟ ଅଭିଯୁକ୍ତକୁ ଘଟଣା ସ୍ଥଳକୁ ନେଇ କ୍ରାଇମରContinue reading “ମାହାଙ୍ଗା ମର୍ଡର କେସ: ହତ୍ୟା କରିଥିବା ନେଇ ସ୍ୱୀକାର କଲା ପଞ୍ଚାନନ । କୋର୍ଟ ଚାଲାଣ ବେଳେ ଅଭିଯୁକ୍ତର ସ୍ୱୀକାରୋକ୍ତି ।”

ଶଯ୍ୟାଶାୟୀ ବାପାଙ୍କ ଚିକିତ୍ସା ପାଇଁ ଭିକ୍ଷାବୃତି କଲେ ଦିବ୍ୟାଙ୍ଗ ଝିଅ । ପର ଦୁଆରେ ମୂଲ ଲାଗିଲେ ନାବାଳକ ପୁଅ ।

କନକ ବ୍ୟୁରୋ : ଜନ୍ମ କରିଥିବା ଏବଂ ଛୋଟରୁ ବଡ କରିଥିବା ବାପା ଯେତେବେଳେ ଶଯ୍ୟାଶାୟୀ ହୋଇଯାଏ ସେତେବେଳେ ପୁଅ ଝିଅଙ୍କର ଅକଲ ଗୁଡୁମ ହୋଇଯାଏ । କିନ୍ତୁ ଏପରି ସ୍ଥିତିରେ ବି ହାର ନମାନି ଜୀବନ ସଂଘର୍ଷର ଏ ଯୁଦ୍ଧରେ ଜିତିବା ପାଇଁ ପ୍ରୟାସ କରିଛନ୍ତି ନିମାପଡାର ଦୁଇ ଜଣ ନାବାଳକ ଏବଂ ନାବାଳିକା । ସମ୍ପର୍କରେ ଭାଇଭଉଣୀ । ସଂଘର୍ଷ କରୁଛନ୍ତି ବାପାଙ୍କୁ ନୂଆ ଜୀବନ ଦେବା ପାଇଁ ଏବଂ ପରିବାର ପ୍ରତିପୋଷଣ କରିବାContinue reading “ଶଯ୍ୟାଶାୟୀ ବାପାଙ୍କ ଚିକିତ୍ସା ପାଇଁ ଭିକ୍ଷାବୃତି କଲେ ଦିବ୍ୟାଙ୍ଗ ଝିଅ । ପର ଦୁଆରେ ମୂଲ ଲାଗିଲେ ନାବାଳକ ପୁଅ ।”

୮୫ % ପିଲା ଚାହାନ୍ତି ସ୍କୁଲ ଖୋଲୁ । ସର୍ଭେ ପରେ ରାଜ୍ୟ ଶିଶୁ ଅଧିକାର ଆୟୋଗର ସୂଚନା ।

କନକ ବ୍ୟୁରୋ: ସ୍କୁଲ ଖୋଲିବା ନେଇ ବଡ ଖବର । ୮୫ % ପିଲା ଚାହାନ୍ତି ସ୍କୁଲ ଖୋଲୁ । ସ୍କୁଲ ଖୋଲିବା ପ୍ରସଙ୍ଗରେ ରାଜ୍ୟ ଶିଶୁ ଅଧିକାର ଆୟୋଗର ସର୍ଭେରୁ ସ୍ପଷ୍ଟ ହେଲା ପିଲାଙ୍କ ମତ । ସ୍କୁଲ ଖୋଲିବା ପୂର୍ବରୁ ୩ଟି ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯାଉ । ମାସ୍କ, ହାତ ଧୋଇବା, ଥର୍ମାଲ ସ୍କ୍ରିନିଂ ଉପରେ ଗୁରୁତ୍ୱ । ସର୍ଭେକୁ ଆଧାର କରି ସରକାରଙ୍କୁ ସୁପାରିସ କଲା ଆୟୋଗ । କରୋନା ଠାରୁContinue reading “୮୫ % ପିଲା ଚାହାନ୍ତି ସ୍କୁଲ ଖୋଲୁ । ସର୍ଭେ ପରେ ରାଜ୍ୟ ଶିଶୁ ଅଧିକାର ଆୟୋଗର ସୂଚନା ।”

ଟିକାକରଣ ପାଇଁ ପ୍ରସ୍ତୁତ ରହିବାକୁ କେନ୍ଦ୍ରରୁ ଆସିଲା ନିର୍ଦ୍ଦେଶ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଖୁବଶୀଘ୍ର ପହଁଚିପାରେ ଟିକା । 

କନକ ବ୍ୟୁରୋ : ଦେଶରେ ଟିକାକରଣ  ଖୁବଶୀଘ୍ର ଆରମ୍ଭ ହେବ । ଏନେଇ ସରକାର ସଙ୍କେତ ଦେଇସାରିଛନ୍ତି ।  ଆସନ୍ତାକାଲି  ଟିକାକରଣ ଡ୍ରାଏ ରନ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ଡାକିଛନ୍ତି । ବୈଠକରେ ସାମିଲ ହେବେ ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ।  ଦିନ ୧୨ଟା ୩୦ରେ ଭିଡିଓ କନଫରେନ୍ସି ମାଧ୍ୟମରେ ହେବ ଏହି ବୈଠକ । ପୂର୍ବରୁ ପ୍ରଥମ ଦଫାରେ ୪ଟି ରାଜ୍ୟରେ  ଟିକାର ଡ୍ରାଏରନ କରାଯାଇଥିଲା । ପରେ ରାଜ୍ୟର ୩୧ଟି ସ୍ଥାନରେ ଗତContinue reading “ଟିକାକରଣ ପାଇଁ ପ୍ରସ୍ତୁତ ରହିବାକୁ କେନ୍ଦ୍ରରୁ ଆସିଲା ନିର୍ଦ୍ଦେଶ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଖୁବଶୀଘ୍ର ପହଁଚିପାରେ ଟିକା । “

Design a site like this with WordPress.com
Get started