ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ୍ ଘଟଣା । କାର୍ଯ୍ୟରେ ଅବହେଲା ପାଇଁ ୨ ଡିଜିଏମ ପାହ୍ୟା ଅଧିକାରୀ ନିଲମ୍ବିତ

କନକ ବ୍ୟୁରୋ: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ୍ ହୋଇ ୪ ଜଣଙ୍କ ମୃତ୍ୟୁ ଘଟଣା । କାର୍ଯ୍ୟରେ ଅବହେଲା ପାଇଁ ୨ ଡିଜିଏମ ପାହ୍ୟା ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ଅଧିକାରୀମାନେ ହେଲେ ଇଏମଡି ବିଭାଗର ଗୋପବନ୍ଧୁ ବାରିକ ଓ ସିସିଡି ମେକାନିକାଲର ନବେନ୍ଦ୍ର ଦାଶ । ସୂଚନା ମୁତାବକ ରାଉରକେଲା ଷ୍ଟିଲ ପ୍ଲାଣ୍ଟର କୋଲ କେମିକାଲ ବିଭାଗରେ ଅଚାନକ୍ ବିଶାକ୍ତ ଗ୍ୟାସ ଲିକ୍ ହେବାରୁ ପ୍ଲାଣ୍ଟ ପରିସରରେ କାମ କରୁଥିବା ଲୋକମାନେ ଅସୁସ୍ଥContinue reading “ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ୍ ଘଟଣା । କାର୍ଯ୍ୟରେ ଅବହେଲା ପାଇଁ ୨ ଡିଜିଏମ ପାହ୍ୟା ଅଧିକାରୀ ନିଲମ୍ବିତ”

କରୋନା ଟିକା ନିର୍ମାତା କମ୍ପାନୀରୁ ସିଧା ଓଡିଶାକୁ ଆସିବ ଟିକା । ଚିଠି ଲେଖି ପ୍ରସ୍ତୁତ ରହିବାକୁ ରାଜ୍ୟସରକାରଙ୍କୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟା ମନ୍ତ୍ରାଳୟ

କନକ ବ୍ୟୁରୋ : ଓଡିଶାକୁ ସିଧା ସଳଖ ଆସିବ କୋଭିଡ ଟିକା । ଓଡିଶା ସମେତ ୧୯ ରାଜ୍ୟକୁ ଔଷଧ ନିର୍ମାତା କଂପାନୀ ଠାରୁ ସିଧା ସଳକ ଟିକା ଆସିବ । ଏନେଇ ଚିଠି ଲେଖି ଜଣାଇଛନ୍ତି କେନ୍ଦ୍ର ସରକାର । ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ, ଦିଲ୍ଲୀ, ଗୁଜୁରାଟ, ହରିୟାଣା, ଝାରଖଣ୍ଡ, ଓଡିଶା ସହ ୧୯ଟି ରାଜ୍ୟକୁ ସିଧା ସଳଖ ଟିକା ମିଳିବ । ଦେଶରେ ଅନ୍ୟ ରାଜ୍ୟଗୁଡିକ ଗଭମେଂଟ ମେଡିସିନ ଷ୍ଟୋର ଡିପୋରୁ ଟିକାContinue reading “କରୋନା ଟିକା ନିର୍ମାତା କମ୍ପାନୀରୁ ସିଧା ଓଡିଶାକୁ ଆସିବ ଟିକା । ଚିଠି ଲେଖି ପ୍ରସ୍ତୁତ ରହିବାକୁ ରାଜ୍ୟସରକାରଙ୍କୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟା ମନ୍ତ୍ରାଳୟ”

ସୀମା ଲଘିଂଲା ଖାକିର ବର୍ବରତା : ମହିଳା ଚା’ ଦୋକାନୀଙ୍କ ଦେହରେ ତତଲା ଚା’ ଢାଳିଦେଲେ ମଦ୍ୟପ ପୁଲିସ କର୍ମଚାରୀ

କନକ ବ୍ୟୁରୋ : ସୀମା ଲଂଘିଲା ଖାକି ବାବୁଙ୍କ ବର୍ବରତା । ଚାହା ଦେବାରେ ବିଳମ୍ବ ହେବାରୁ ବୃଦ୍ଧା ମହିଳା ଚା ଦୋକାନୀଙ୍କ ଦେହରେ ଗରମ ଚାହା ଢାଳି ଦେଲେ ମଦ୍ୟପ ପୁଲିସ କର୍ମଚାରୀ । କୋରାପୁଟ ଜିଲ୍ଲା ଦାମନଯୋଡିରେ ଘଟିଛି ଏହି ଅମାନବିକତା ଘଟଣା । ଦାମନଯୋଡି ଥାନାର ହାବିଲଦାର ସାରଥୀ ହୋତା ଆଜି ସକାଳେ ଚା ଦୋକାନକୁ ଚାହା ପିଇବାକୁ ଯାଇଥିଲେ । ହେଲେ ଦୋକାନରେ ଥିବା ବୃଦ୍ଧ ମହିଳା ଚାହା ଦେବାରେ ବିଳମ୍ବContinue reading “ସୀମା ଲଘିଂଲା ଖାକିର ବର୍ବରତା : ମହିଳା ଚା’ ଦୋକାନୀଙ୍କ ଦେହରେ ତତଲା ଚା’ ଢାଳିଦେଲେ ମଦ୍ୟପ ପୁଲିସ କର୍ମଚାରୀ”

ଆମ୍ବୁଲାନ୍ସ ଉପରେ ମାଡିଗଲା ଟ୍ରକ, ୩ଜଣ ଗୁରୁତର : ଗ୍ୟାସ କଟର ସହାୟତାରେ କାଟି ଆହତଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ; ସମ୍ବଲପୁର ମହାନଦୀ ବ୍ରିଜ ଉପରେ ଅଘଟଣ

କନକ ବ୍ୟୁରୋ : ଆମ୍ବୁଲାନ୍ସ ଉପରେ ମାଡିଗଲା ଟ୍ରକ । ଆମ୍ବୁଲାନ୍ସରେ ଥିବା ୩ ଗୁରୁତର । ଆହତମାନଙ୍କୁ ଗ୍ୟାସ କଟରରେ କାଟି ଗୁରୁତର ମାନଙ୍କୁ କଢ଼ା ଯିବା ପରେ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ବୁର୍ଲା ମହାନଦୀ ବ୍ରିଜ ଉପରେ ଘଟିଛି ଏହି ଦୁର୍ଘଟଣା । ସୂଚନା ଅନୁଯାୟୀ ଆମ୍ବୁଲାନ୍ସଟି ରାଉରକେଲାରୁ ବୁର୍ଲା ଆସୁଥିଲା । from Kanak News via <a href="https://ifttt.com/?

ରାଉରକେଲା ଷ୍ଟିଲପ୍ଲାଂଟରେ ବିଷାକ୍ତ ଗ୍ୟାସ ଲିକ୍ : ୪ ମୃତ, ୨ ଗୁରୁତର; କୋଲ କେମିକାଲ  ବିଭାଗରେ ରକ୍ଷଣାବେକ୍ଷଣ କାମ ଚାଲିଥିବାବେଳେ ଘଟିଛି ଦୁର୍ଘଟଣା 

କନକ ବ୍ୟୁରୋ : ରାଉରକେଲା ଇସ୍ପାତ କାରଖାନାରେ ବିଷାକ୍ତ ଗ୍ୟାସ ଲିକ ହୋଇ ୪ ଜଣ ପ୍ରାଣ ହରାଇଛନ୍ତି । କୋଲ କେମିକାଲ ବିଭାଗରେ ରକ୍ଷଣାବେକ୍ଷଣ କାର୍ଯ୍ୟ ଚାଲିଥିବାବେଳେ ବିଷାକ୍ତ କାର୍ବନ ମନୋକସାଇଡ୍  ଗ୍ୟାସ ଲିକ ହୋଇଥିଲା । ଏଥିରେ  ୬ ଜଣ ଅସୁସ୍ଥ  ପଡିଥିଲେ । ଏମାନଙ୍କ ମଧ୍ୟରୁ ୪ ଜଣ ପ୍ରାଣ ହରାଇଛନ୍ତି । ୨ ଜଣ ଗୁରୁତର ଅଛନ୍ତି । ଗୁରୁତରଙ୍କୁ ଆଇଜିଏଚରେ ଭର୍ତି କରାଯାଇଛି ।  ଆଜି ସକାଳ ପ୍ରାୟ ୯ଟାContinue reading “ରାଉରକେଲା ଷ୍ଟିଲପ୍ଲାଂଟରେ ବିଷାକ୍ତ ଗ୍ୟାସ ଲିକ୍ : ୪ ମୃତ, ୨ ଗୁରୁତର; କୋଲ କେମିକାଲ  ବିଭାଗରେ ରକ୍ଷଣାବେକ୍ଷଣ କାମ ଚାଲିଥିବାବେଳେ ଘଟିଛି ଦୁର୍ଘଟଣା “

‘ସ୍ୱାସ୍ଥ୍ୟ ସାଥୀ’ କାର୍ଡ ନେବାକୁ ଧାଡିରେ ଛିଡା ହେଲେ ମମତା ବାନାର୍ଜୀ । ବିଜେପି କହିଲା ଲୋକପ୍ରିୟତା ବଜାୟ ରଖିବାକୁ ମମତା କରୁଛନ୍ତି ଡ୍ରାମା

କନକ ବ୍ୟୁରୋ : ସମୟ ଥିଲା ସେ ଯେଉଁଠି ଠିଆ ହେଉଥିଲେ ସେଇଠୁ ଧାଡି ଆରମ୍ଭ ହେଉଥିଲା । ହେଲେ ଆଜି ସମୟ ବଦଳି ଯାଇଛି । ମୁଖ୍ୟମନ୍ତ୍ରୀ ଥାଇବି ତାଙ୍କୁ ଲୋକଙ୍କ ମନରେ ବିଶ୍ୱାସ ଓ ଲୋକପ୍ରିୟତାକୁ ବୃଦ୍ଧି କରିବାକୁ ସେ ଧାଡିରେ ଠିଆ ହୋଇଛନ୍ତି । ଆମେ କହୁଛୁ ପଶ୍ଚିମବଙ୍ଗର ବିବାଦୀୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଥା । ‘ସ୍ୱାସ୍ଥ୍ୟ ସାଥୀ’ ସ୍ମାର୍ଟ କାର୍ଡ ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର କୋଲକତାContinue reading “‘ସ୍ୱାସ୍ଥ୍ୟ ସାଥୀ’ କାର୍ଡ ନେବାକୁ ଧାଡିରେ ଛିଡା ହେଲେ ମମତା ବାନାର୍ଜୀ । ବିଜେପି କହିଲା ଲୋକପ୍ରିୟତା ବଜାୟ ରଖିବାକୁ ମମତା କରୁଛନ୍ତି ଡ୍ରାମା”

ଭୁବନେଶ୍ୱର ଗଙ୍ଗନଗରରେ ଖସିପଡିଥିବା ଟଙ୍କା ବିଡା ନେଲେ ବ୍ୟକ୍ତି : ପ୍ରମାଣ ଦେଖାଇ ଥାନାରୁ ଟଙ୍କା ନେଲେ ଶଶାଙ୍କ ଶେଖର 

କନକ ବ୍ୟୁରୋ : ଭୁବନେଶ୍ୱର ଗଙ୍ଗନଗର ଛକରେ  ମିଳିଥିବା ୩ ବିଡା ୫ଶହ ଟଙ୍କିଆ ନୋଟ୍ କାହାର ତାହା ଚିହ୍ନଟ ହୋଇଛି ।  ଶଶାଙ୍କ ଶେଖର ସାହୁଙ୍କ ନାମକ ବ୍ୟକ୍ତିଙ୍କ ଏହି ଟଙ୍କା ବୋଲି ଜଣାପଡିଛି ।  ନିଜ କର୍ମଚାରୀଙ୍କୁ ଦରମା ଦେବାକୁ  ବ୍ୟାଙ୍କରୁ ଉଠାଇ ନେବାବେଳେ  ଶଶାଙ୍କଶେଖରଙ୍କ  ଜାକେଟରୁ ଏହା ଖସିପଡିଥିଲା ।  ପ୍ରମାଣ ଦେଇ ଶଶାଙ୍କ ଏହି ଟଙ୍କା ପୁଲିସ ପାଖରୁ ନେଇଛନ୍ତି । ଗତକାଲି ଗଙ୍ଗନଗର ଛକରେ ଏହି ୫ ଶହ ଟଙ୍କିଆContinue reading “ଭୁବନେଶ୍ୱର ଗଙ୍ଗନଗରରେ ଖସିପଡିଥିବା ଟଙ୍କା ବିଡା ନେଲେ ବ୍ୟକ୍ତି : ପ୍ରମାଣ ଦେଖାଇ ଥାନାରୁ ଟଙ୍କା ନେଲେ ଶଶାଙ୍କ ଶେଖର “

ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ମ୍ୟାଚ । ଘୋଷଣା ହେଲା ୧୧ ଜଣିଆ ଭାରତୀୟ ଦଳ । ନବଦୀପ ସାଇନୀ କରିବେ ଡେବ୍ୟୁ

କନକ ବ୍ୟୁରୋ : ଗତକାଲି ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ଖେଳାଯିବ । ଏଥିପାଇଁ ଆଜି ୧୧ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ଏହି ଦଳରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ତୃତୀୟ ଟେଷ୍ଟ ମ୍ୟାଚରେ ମୟଙ୍କ ଅଗ୍ରୱାଲଙ୍କୁ ବିଶ୍ରାମ ଦିଆଯାଇଛି । ତାଙ୍କ ସ୍ଥାନରେ ରୋହିତ ଶର୍ମା ଦଳକୁ ଫେରିଛନ୍ତି । ସେହିପରି ଏହି ଟେଷ୍ଟ ମ୍ୟାଚରେ ପେସ ବୋଲର ନବଦୀପ ସାଇନୀଙ୍କୁ ସ୍ଥାନ ମିଳିଛି । NEWSContinue reading “ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ମ୍ୟାଚ । ଘୋଷଣା ହେଲା ୧୧ ଜଣିଆ ଭାରତୀୟ ଦଳ । ନବଦୀପ ସାଇନୀ କରିବେ ଡେବ୍ୟୁ”

ଓଡିଶା ପାଇଁ ଭଲ ଖବର : ଦୀର୍ଘ ୬ମାସ ପରେ ପ୍ରଥମ ଥର ପାଇଁ ୨୪ ଘଂଟାରେ ହୋଇନି କରୋନା ମୃତ୍ୟୁ

କନକ ବ୍ୟୁରୋ : କରୋନା ବିରୋଧୀ ଲଢ଼େଇରେ ଓଡିଶାକୁ ମିଳିଛି ବଡ ସଫଳତା । ଦୀର୍ଘ ୬ ମାସ ପରେ ପ୍ରଥମ ଥର ପାଇଁ କରୋନା ଜନିତ ମତ୍ୟୁ ସଂଖ୍ୟା ଶୂନରେ ପହଁଚିଛି । । ଜାନୁଆରୀ ୫ ରେ କୌଣସି କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇନାହିଁ । ଏନେଇ ଟୁଇଟ୍ କରି ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । କରୋନା ଯୋଦ୍ଧାଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଏହି ସଫଳତା ମିଳିଛି ।Continue reading “ଓଡିଶା ପାଇଁ ଭଲ ଖବର : ଦୀର୍ଘ ୬ମାସ ପରେ ପ୍ରଥମ ଥର ପାଇଁ ୨୪ ଘଂଟାରେ ହୋଇନି କରୋନା ମୃତ୍ୟୁ”

୧୯୮୩ ମସିହା ବିଶ୍ୱକପର ରୋଚକ କାହାଣୀ । ଯେବେ ୱେଷ୍ଟଇଣ୍ଡିଜ ଖେଳାଳିଙ୍କୁ ମଦ ମାଗିଥିଲେ କପିଳ ଦେବ ।

କନକ ବ୍ୟୁରୋ : ଭାରତକୁ ସେ ଦେଇଥିଲେ ପ୍ରଥମ ବିଶ୍ୱକପ । ତାଙ୍କ ଅଧିନାୟକ୍ୱରେ ଭାରତ ପ୍ରଥମ କ୍ରିକେଟ ବିଶ୍ୱକପ ଜିତି ରଚିଥିଲା ଇତିହାସ । ସେଥିପାଇଁ ତାଙ୍କୁ ଭାରତୀୟ କ୍ରିକେଟ ଟିମର ସଫଳ କ୍ୟାପଟେନ ମଧ୍ୟ କୁହାଯାଏ । ସେ ହେଉଛନ୍ତି ଭାରତୀୟ କ୍ରିକେଟ ଜଗତର କିମ୍ବଦନ୍ତୀ ଖେଳାଳି କପିଳ ଦେବ । ଆଜି କପିଳ ଦେବଙ୍କ ଜନ୍ମଦିନ । ଆଜି ୬୨ ବର୍ଷରେ ପହଞ୍ଚିଛନ୍ତି ଏହି କ୍ରିକେଟର । ଭାରତକୁ ୧୯୮୩ ମସିହାରେ କପିଳContinue reading “୧୯୮୩ ମସିହା ବିଶ୍ୱକପର ରୋଚକ କାହାଣୀ । ଯେବେ ୱେଷ୍ଟଇଣ୍ଡିଜ ଖେଳାଳିଙ୍କୁ ମଦ ମାଗିଥିଲେ କପିଳ ଦେବ ।”

Design a site like this with WordPress.com
Get started