କନକ ବ୍ୟୁରୋ: ମଣିଷ ଡାକୁଛି, ହାତୀ ହଁ ମାରୁଛି । ଠାରରେ ଠାରରେ ମଣିଷ ପଚାରୁଥିବା ପ୍ରତିଟି ପ୍ରଶ୍ନର ଉତ୍ତର ଦେଉଛି ପଶୁ । କେବେ ଶୁଣ୍ଢ ହଲାଇ ହଁ କରୁଛି ତ କେବେ ଆଖିର ଇସାରାରେ ଆଜ୍ଞା କହୁଛି । ଟିକେ ଭଲରେ ଦେଖିଲେ ଜାଣି ହେବ ପଶୁ-ମଣିଷ ଭିତରର ଏ ଭଲପାଇବା । ମାହୁନ୍ତ ମୁଣ୍ଡରେ ନିଜ ଶୁଣ୍ଢ ଲଗାଇ କେମିତି ଗେହ୍ଲା ହେଉଛି ତାହା ତାମିଲନାଡୁରୁ ଆସିଥିବା ଏ ଦୃଶ୍ୟ ହିଁ ବଖାଣୁଛିContinue reading “ମାହୁନ୍ତ ଡାକୁଛି, ହାତୀ ହଁ ମାରୁଛି… ମଣିଷ ପ୍ରଶ୍ନର ଉତ୍ତର ଦେଉଛି ପଶୁ । ସିନେମା ନୁହେଁ ଏ ସତ କାହାଣୀ ।”
Author Archives: Raghaba
ପକ୍ଷୀ ଗଣୁ ଗଣୁ ହାବୁଡିଲେ ହାତୀ ପଲ । ଚିଲିକା ବାଲିପାଟପୁରରେ ହାତୀ ପଲଙ୍କୁ ଦେଖିଲେ ପକ୍ଷୀ ଗଣନାକାରୀ । କାଦୁଅ ଫଶିଥିବା ଛୁଆ ହାତୀକୁ ଉଦ୍ଧାର କରିବା ପାଇଁ ଏକାଠି ହେଲେ ୧୩ଟି ହାତୀ
କନକ ବ୍ୟୁରୋ : ପକ୍ଷୀ ଗଣନା ବେଳେ କ୍ୟାମେରାରେ କଏଦ ହେଲେ ହାତୀ ପଲ । ଚିଲିକା ହ୍ରଦ ଅଂଚଳରେ ହାତୀ ପଲଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ପକ୍ଷୀଗଣନା କରୁଥିବା ବନ୍ୟପ୍ରାଣୀ ବିଭାଗର ଟିମ୍ । ହ୍ରଦ ଭିତରେ ହାତୀ । ହଠାତ ହାତୀଙ୍କୁ ଦେଖି କିଛି ଠଉରେଇ ପାରିନଥିଲେ ପକ୍ଷୀଗଣନା କରୁଥିବା ଟିମ୍ । ଏକ ମାଛ ଧରା ଡ଼ଙ୍ଗାରେ ପାଖକୁ ଯାଇ ଯାହା ଦେଖିଲେ ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏକ ବର୍ଷକରContinue reading “ପକ୍ଷୀ ଗଣୁ ଗଣୁ ହାବୁଡିଲେ ହାତୀ ପଲ । ଚିଲିକା ବାଲିପାଟପୁରରେ ହାତୀ ପଲଙ୍କୁ ଦେଖିଲେ ପକ୍ଷୀ ଗଣନାକାରୀ । କାଦୁଅ ଫଶିଥିବା ଛୁଆ ହାତୀକୁ ଉଦ୍ଧାର କରିବା ପାଇଁ ଏକାଠି ହେଲେ ୧୩ଟି ହାତୀ “
ମାହାଙ୍ଗା ଡବଲ ମର୍ଡରରେ ୪ ଅଭିଯୁକ୍ତ ଗିରଫ । ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଜବତ ହୋଇଥିବା ନେଇ ସୂଚନା ଦେଲେ ଗ୍ରାମାଞ୍ଚଳ ଏସପି
କନକ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ମାମଲାରେ କଟକ ଗ୍ରାମାଞ୍ଚଳ ଏସପିଙ୍କ ସୂଚନା । ମାମଲାରେ ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣ ଗିରଫ ହୋଇଛନ୍ତି । ଏହାସହ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି । ମାମଲାରେ ତଦନ୍ତ ଚାଲିଛି, ଅଧିକ ତଥ୍ୟ ମିଳିଲେ ଜଣାପଡିବ ବୋଲି କହିଛନ୍ତି ଏସପି । ଆଜି ମାହାଙ୍ଗା ଡବଲ ମର୍ଡର ମାମଲାରେ ଡେମୋ ଦେଖାଇଲା ଅଭିଯୁକ୍ତ । ଜଣେ ଅଭିଯୁକ୍ତକୁ ପୁଲିସ ଘଟଣା ସ୍ଥଳକୁ ନେଇଥିଲାContinue reading “ମାହାଙ୍ଗା ଡବଲ ମର୍ଡରରେ ୪ ଅଭିଯୁକ୍ତ ଗିରଫ । ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଜବତ ହୋଇଥିବା ନେଇ ସୂଚନା ଦେଲେ ଗ୍ରାମାଞ୍ଚଳ ଏସପି”
ନୟାଗଡ ପରୀ ହତ୍ୟା ମାମଲା । ଅଭିଯୁକ୍ତକୁ ନାବାଳକ ଦର୍ଶାଇଲେ ପକସୋ କୋର୍ଟ । ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ମାମଲା ସ୍ଥାନାନ୍ତର ।
କନକ ବ୍ୟୁରୋ : ନୟାଗଡ ଯଦୁପୁର ପରୀ ହତ୍ୟା ମାମଲା । ଅଭିଯୁକ୍ତକୁ ନାବାଳକ ଦର୍ଶାଇଲେ ପକସୋ କୋର୍ଟ । ଏହାସହ ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ମାମଲା ସ୍ଥାନାନ୍ତର କରିଛନ୍ତି । ପୂର୍ବରୁ ଅଭିଯୁକ୍ତକୁ ନାବାଳକ ଦର୍ଶାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପରିବାର । ଆଜି କୋର୍ଟରେ ଅଭିଯୁକ୍ତର ଜନ୍ମ ପ୍ରମାଣପତ୍ର ଓ ମାଟ୍ରିକ ସାର୍ଟିଫିକେଟ ଦାଖଲ କରିଥିଲେ ଓକିଲ । ପ୍ରମାଣ ପାଇବା ପରେ କୋର୍ଟ ଅଭିଯୁକ୍ତକୁ ନାବାଳକ ଦର୍ଶାଇଛନ୍ତି । ବହୁ ଚର୍ଚ୍ଚିତ ପରୀContinue reading “ନୟାଗଡ ପରୀ ହତ୍ୟା ମାମଲା । ଅଭିଯୁକ୍ତକୁ ନାବାଳକ ଦର୍ଶାଇଲେ ପକସୋ କୋର୍ଟ । ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ମାମଲା ସ୍ଥାନାନ୍ତର ।”
ବିଜେପି ନେତା କୁଳମଣି ବରାଳଙ୍କ ହତ୍ୟା ମାମଲା । ଜଣେ ଅଭିଯୁକ୍ତଙ୍କୁ ଘଟଣା ସ୍ଥଳକୁ ନେଲା ପୁଲିସ । କେମିତି କରିଥିଲେ ହତ୍ୟା ଦେଖାଇଲା ଡେମୋ
କନକ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ମାମଲାରେ ଡେମୋ ଦେଖାଇଲା ଅଭିଯୁକ୍ତ । ଜଣେ ଅଭିଯୁକ୍ତକୁ ପୁଲିସ ଘଟଣା ସ୍ଥଳକୁ ନେଇଥିଲା । ସେମାନେ କେମିତି ହତ୍ୟା କରିଥିଲେ ସଂପୂର୍ଣ୍ଣ ଡେମୋ କରି ଦେଖାଇଛନ୍ତି । ପୁଲିସ ୪ ଜଣଙ୍କୁ ଅଟକ ରଖିଥିବା ବେଳେ ଜଣେ ଅଭିଯୁକ୍ତକୁ ଘଟଣା ସ୍ଥଳକୁ ନେଇଥିଲେ । ଘଟଣା ସ୍ଥଳରୁ ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି । ସେପଟେ ମାହାଙ୍ଗା ଥାନାରେ ପହଚିଂଛନ୍ତି ଏସପି ବି, ଯୁଗଳ କିଶୋର ଓContinue reading “ବିଜେପି ନେତା କୁଳମଣି ବରାଳଙ୍କ ହତ୍ୟା ମାମଲା । ଜଣେ ଅଭିଯୁକ୍ତଙ୍କୁ ଘଟଣା ସ୍ଥଳକୁ ନେଲା ପୁଲିସ । କେମିତି କରିଥିଲେ ହତ୍ୟା ଦେଖାଇଲା ଡେମୋ”
ବାପା ହେଉଛନ୍ତି ଇନ୍ସପେକ୍ଟର, ଝିଅ ହେଲେ ଡିଏସପି । ଝିଅକୁ ସାମ୍ନାରେ ଦେଖି ବାପାର ଛାତି ହୋଇଗଲା କୁଣ୍ଢେମୋଟ । ଗର୍ବର ସହ ଅଫିସର ଝିଅକୁ ସାଲ୍ୟୁଟ୍ କଲେ ବାପା ।
କନକ ବ୍ୟୁରୋ : ଜଣେ ସିନିୟର ଅଫିସରଙ୍କୁ ପୋଲିସ କର୍ମଚାରୀ ସାଲ୍ୟୁଟ ମାରୁଥିବା ସାଧାରଣ କଥା । ହେଲେ ଏବେ ଆମେ ଯେଉଁ କଥା କହିବୁ ତାହା ଗୋଟିଏ ବାପାର ସଫଳ ପିତୃତ୍ୟର କାହାଣୀ । ଯେଉଁ ଝିଅକୁ ଦିନେ ବାପା କୋଳେଇ କାଖେଇ ମଣିଷ କରିଥିଲା, ଆଜି ସେହି ବାପା ଆଗରେ ବଡ ଅଫିସର ହୋଇ ଛିଡା ହୋଇଛି ଝିଅ । ଆଉ ଗର୍ବର ସହ ନିଜ ଝିଅକୁ ସାଲ୍ୟୁଟ ମାରୁଛି ବାପା । ତେବେContinue reading “ବାପା ହେଉଛନ୍ତି ଇନ୍ସପେକ୍ଟର, ଝିଅ ହେଲେ ଡିଏସପି । ଝିଅକୁ ସାମ୍ନାରେ ଦେଖି ବାପାର ଛାତି ହୋଇଗଲା କୁଣ୍ଢେମୋଟ । ଗର୍ବର ସହ ଅଫିସର ଝିଅକୁ ସାଲ୍ୟୁଟ୍ କଲେ ବାପା ।”
ପରିଶ୍ରମ ହିଁ ସଫଳତାର ଚାବିକାଠି । ଯେଉଁଠି ଥିଲେ ସଫେଇ କର୍ମଚାରୀ, ସେହି ପଞ୍ଚାୟତ ଅଫିସର ହେଲେ ସଭାପତି
କନକ ବ୍ୟୁରୋ : କଥାରେ ଅଛି ପରିଶ୍ରମ ହିଁ ସଫଳତାର ଚାବିକାଠି । ଏହି କଥାକୁ ସତ କରି ଦେଖାଇଛନ୍ତି କେରଳର ଜଣେ ମହିଳା । ତାଙ୍କ କାହାଣୀ ଶୁଣିଲେ ଆପଣ ବି ପାଇବେ ପ୍ରେରଣା । ଆଉ ଜୀବନରେ ଆଗକୁ ବଢିବାରେ ଆପଣଙ୍କର ଯେଉଁ ସ୍ୱପ୍ନ ଅଛି ତାକୁ ମଧ୍ୟ ଖୁରାକ ଯୋଗାଇବ ଏହି ମହିଳାଙ୍କ କାହାଣୀ । କେରଳର ଆନନ୍ଦବଲ୍ଲି ନାମକ ଜଣେ ମହିଳା । ଦିନେ ଯେଉଁଠି ସେ ଝାଡୁ ଲଗାଉଥିଲେ ଆଜିContinue reading “ପରିଶ୍ରମ ହିଁ ସଫଳତାର ଚାବିକାଠି । ଯେଉଁଠି ଥିଲେ ସଫେଇ କର୍ମଚାରୀ, ସେହି ପଞ୍ଚାୟତ ଅଫିସର ହେଲେ ସଭାପତି “
ବିଜେପି ନେତା ଓ ସହଯୋଗୀଙ୍କୁ ହତ୍ୟା ମାମଲା: ମାହାଙ୍ଗା ଥାନାରେ ଏସପି ଓ ଡିଆଇଜିଙ୍କ ରୁଦ୍ଧ ଦ୍ୱାର ବୈଠକ; ସେପଟେ ଆଇନମନ୍ତ୍ରୀ ଗିରଫ ଦାବିରେ ବିଜେପି ଓ କଂଗ୍ରେସର ପ୍ରତିବାଦ
କନକ ବ୍ୟୁରୋ: ମାହାଙ୍ଗା ଡବଲ ମର୍ଡର ମାମଲାରେ ପୁଲିସ ୪ ଜଣଙ୍କୁ ଅଟକ ରଖିଛି ପୁଲିସ । ଏମାନଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଥିବା କୁହାଯାଉଛି । ଏମାନଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖାଯାଇ ପଚରାଉଚରା କରାଯାଉଛି । ସେପଟେ ମାହାଙ୍ଗା ଥାନାରେ ପହଚିଂଛନ୍ତି ଏସପି ବି, ଯୁଗଳ କିଶୋର ଓ ଡିଆଇଜି ଆଶିଷ ସିଂ । ଥାନା ଭିତରେ ରୁଦ୍ଧଦ୍ୱାର ବୈଠକ ଚାଲିଛି । ଶନିବାର ରାତିରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କContinue reading “ବିଜେପି ନେତା ଓ ସହଯୋଗୀଙ୍କୁ ହତ୍ୟା ମାମଲା: ମାହାଙ୍ଗା ଥାନାରେ ଏସପି ଓ ଡିଆଇଜିଙ୍କ ରୁଦ୍ଧ ଦ୍ୱାର ବୈଠକ; ସେପଟେ ଆଇନମନ୍ତ୍ରୀ ଗିରଫ ଦାବିରେ ବିଜେପି ଓ କଂଗ୍ରେସର ପ୍ରତିବାଦ”
ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ ବଡ କାର୍ଯ୍ୟାନୁଷ୍ଠାନ । ୭ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର
କନକ ବ୍ୟୁରୋ : ଦୁର୍ନୀତି ଓ ଅପାରଗତା ଯୋଗୁଁ ରାଜ୍ୟ ସରକାର ଆଜି ୭ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ଜେଲ ଡି.ଆଇ.ଜି, ଜଣେ କମାଣ୍ଡାଣ୍ଟ, ଜଣେ ଡି.ଏସ୍.ପି, ଜଣେ ଡେପୁଟି କମାଣ୍ଡାଣ୍ଟ ଥିବା ବେଳେ ୨ ଜଣ ଖଣି ଅଧିକାରୀ ଓ ଜଣେ ସି.ଡି.ପି.ଓ. ଅଛନ୍ତି । ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଅଧିକାରୀମାନେ ହେଲେ ଜେଲ ବିଭାଗର ଡି.ଆଇ.ଜି. ଗୋପବନ୍ଧୁ ମଲ୍ଲିକ । ସ୍ନିଗ୍ଧାରାଣୀ ମିଶ୍ର, କୋରାପୁଟ ନନ୍ଦପୁରରContinue reading “ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ ବଡ କାର୍ଯ୍ୟାନୁଷ୍ଠାନ । ୭ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର”
୭ ବର୍ଷ ବୟସରେ ବିରଳ ସଫଳତା : ମାଇକ୍ରୋସଫ୍ଟ ଟେକନୋଲୋଜି ଆସୋସିଏଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ବଲାଙ୍ଗୀରର ଭେଙ୍କଟ ରମଣ
କନକ ବ୍ୟୁରୋ : ମାତ୍ର ୭ବର୍ଷ ବୟସରେ ବିରଳ ସଫଳତା । ମାଇକ୍ରୋସଫ୍ଟ ଟେକନୋଲୋଜି ଆସୋସିଏଟ ପରୀକ୍ଷାରେ ସଫଳତାର ସହ ଉତୀର୍ଣ୍ଣ ହୋଇଛନ୍ତି ବଲାଙ୍ଗୀରର ଭେଙ୍କଟ ରମଣ ପଟ୍ଟନାୟକ । ଟେକନୋଲୋଜିରେ କ୍ୟାରିୟର କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଏହି ପରୀକ୍ଷା ଆୟୋଜିତ ହୋଇଥାଏ । ଜାଭା, ଏଚଟିଏମଏଲ, ସିଏସସ ପରି କମ୍ପ୍ୟୁଟର ପ୍ରୋଗ୍ରାମିଙ୍ଗ ପାଇଁ ମାଇକ୍ରୋସଫ୍ଟ ଏହି ପରୀକ୍ଷା କରିଥାଏ । କ୍ଲାସ ଥ୍ରୀରେ ପଢୁଥିବା ଭେଙ୍କଟରମଣ ହ୍ୱାଇଟ ହାଟ ଜୁନିୟର ମାଧ୍ୟମରେ ୧୬୦ ଅନଲାଇନContinue reading “୭ ବର୍ଷ ବୟସରେ ବିରଳ ସଫଳତା : ମାଇକ୍ରୋସଫ୍ଟ ଟେକନୋଲୋଜି ଆସୋସିଏଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ବଲାଙ୍ଗୀରର ଭେଙ୍କଟ ରମଣ”