ଟିକାକରଣ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଓଡିଶା: ଟିକା ପାଇଁ ସଂପୃକ୍ତ ବ୍ୟକ୍ତିଙ୍କ ହେବ ତଥ୍ୟ ଯାଂଚ; ଅବଜରଭେସନରେ ରଖାଯିବ ୩୦ ମିନିଟ୍

କନକ ବ୍ୟୁରୋ: ଟିକାକରଣ ପାଇଁ ଓଡିଶା ସରକାରଙ୍କ ପ୍ରସ୍ତୁତି । ଏହି ମାସରେ ଓଡିଶାରେ କରୋନା ଟିକା ପହଚିଂବା ନେଇ ଆଶା କରାଯାଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶ ଡାକ୍ତର ବିଜୟ ପାଣିଗ୍ରାହୀ । ଟିକାକରଣ ପାଇଁ ୨୯ ହଜାର ସେସନ ସାଇଟ ଅଛି । ହେଲେ ପ୍ରଥମ ପର୍ଯ୍ୟାୟରେ ଏତେ ଦରକାର ହେବନି । ଗତକାଲି ସ୍ୱାସ୍ଥ୍ୟସଚିବ ଏହି ସେସନ ସାଇଟର ଫିଜିବିଲିଟି ଦେଖିବାକୁ ଜିଲ୍ଲାପାଳ ଓ ମହାନଗର ନିଗମ କମିସନରମାନଙ୍କୁContinue reading “ଟିକାକରଣ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଓଡିଶା: ଟିକା ପାଇଁ ସଂପୃକ୍ତ ବ୍ୟକ୍ତିଙ୍କ ହେବ ତଥ୍ୟ ଯାଂଚ; ଅବଜରଭେସନରେ ରଖାଯିବ ୩୦ ମିନିଟ୍”

୭୦% ସିଲାବସରେ ପାଠପଢିବେ ଛାତ୍ରଛାତ୍ରୀ; ଗୋଟିଏ ସେକସନରେ ରହିବେ ୨୦ରୁ ୨୫ ପିଲା: ରବିବାର ସହ ୧୦୦ ଦିନର ପାଠପଢା ଉପରେ ଗୁରୁତ୍ୱ

କନକ ବ୍ୟୁରୋ:  ଆସନ୍ତା ୮ ତାରିଖରେ ରାଜ୍ୟରେ ସ୍କୁଲଗୁଡିକ ଖୋଲିବ । ଏ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି ।  ଏ ନେଇ ଆଜି ପୁଣି ପ୍ରତିକ୍ରିୟା ରଖିଛନ୍ତି  ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ । ସମୀର ଦାସ କହିଛନ୍ତି,  ଗୋଟିଏ ଶ୍ରେଣୀରେ ୨୦ରୁ ୨୫ ପିଲା ପଢିବେ । ବିଶୋଧନ ଓ ପିଲାଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦିଆଯାଇଛିା  ପ୍ରତି ଜିଲ୍ଲାରେ ନୋଡାଲ ଅଫିସର ନିୟୁକ୍ତ ହୋଇଛନ୍ତି । ସେମାନେ ଜିଲ୍ଲାପାଳ ଓ ଡିଆଇଓଙ୍କ ସହ ସମନ୍ୱୟContinue reading “୭୦% ସିଲାବସରେ ପାଠପଢିବେ ଛାତ୍ରଛାତ୍ରୀ; ଗୋଟିଏ ସେକସନରେ ରହିବେ ୨୦ରୁ ୨୫ ପିଲା: ରବିବାର ସହ ୧୦୦ ଦିନର ପାଠପଢା ଉପରେ ଗୁରୁତ୍ୱ”

ମୋଦିଙ୍କ ଡ୍ରିମ ପ୍ରୋଜେକ୍ଟ ସେଂଟ୍ରାଲ ଭିଷ୍ଟାକୁ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ: ନୂଆ ସଂସଦ ନିର୍ମାଣ ପାଇଁ ରାସ୍ତା ପରିଷ୍କାର

କନକ ବ୍ୟୁରୋ: ନୂଆ ସଂସଦ ଭବନ ନିର୍ମାଣ ରାସ୍ତାରେ ଆଉ ବାଧା ନାହିଁ । ଗ୍ରୀନ ସିଗନାଲ ଦେଇଛନ୍ତି ସୁପ୍ରିମକୋର୍ଟ । ମୋଦୀ ସରକାରଙ୍କ ଡ୍ରିମ ପ୍ରୋଜେକ୍ଟ ସେଂଟ୍ରାଲ ଭିଷ୍ଟା ପ୍ରକଳ୍ପକୁ ନେଇ ହୋଇଥିବା ଆବେଦନର ଶୁଣାଣି କରି କିଛି ସର୍ତ ସହ ନୂଆ ସଂସଦ ଭବନ ନିର୍ମାଣ ପାଇଁ ଅନୁମତି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ପରିବେଶ ସୁରକ୍ଷା ତଥା ବାୟୁମଣ୍ଡଳ ପ୍ରଦୂଷଣକୁ ରୋକିବା ପାଇଁ ସବୋର୍ଚ୍ଚ ନ୍ୟାୟାଳୟ କିଛି ସର୍ତ ରଖି ପ୍ରକଳ୍ପକୁ ଅନୁମୋଦContinue reading “ମୋଦିଙ୍କ ଡ୍ରିମ ପ୍ରୋଜେକ୍ଟ ସେଂଟ୍ରାଲ ଭିଷ୍ଟାକୁ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ: ନୂଆ ସଂସଦ ନିର୍ମାଣ ପାଇଁ ରାସ୍ତା ପରିଷ୍କାର”

ତାଳଚେରରୁ ଉଦ୍ଧାର ହେଲେ ବିରଜୁ କୁଲୁ: ସୁରନ୍ଦଗଡରୁ ନିଖୋଜ ନେଇ ଥାନାରେ ହୋଇଥିଲା ଏତଲା

କନକ ବ୍ୟୁରୋ: ସୁନ୍ଦରଗଡରୁ ନିଖୋଜ ବିରଜୁ କୁଲୁ ତାଳଚେରରୁ ଉଦ୍ଧାର । ୩ ଦିନ ପରେ ବିରଜୁଙ୍କୁ ଉଦ୍ଧାର କରିଛି ପୁଲିସ । ତାଳଚେର ଅଂଚଳରେ ବୁଲୁଥିବା ସମୟରେ ସ୍ଥାନୀୟ ପୁଲିସ ଉଦ୍ଧାର କରିଛି । ମାନସିକ ଭାରସାମ୍ୟ ହରା ଘରୁ ବାହାରି ଟ୍ରକରେ ପଳାଇଥିଲେ । ଗତ ୨ ତାରିଖ ରାତିରେ ଘରୁ ବାହାରି ପଳାଇଥିଲେ । ଲାହୋର ଜେଲରେ ୨୫ ବର୍ଷ ରହିବା ପରେ ଓଡିଶା ଫେରିଥିଲେ ବିରଜୁ । ଗତ ନଭେମ୍ବର ୧୩Continue reading “ତାଳଚେରରୁ ଉଦ୍ଧାର ହେଲେ ବିରଜୁ କୁଲୁ: ସୁରନ୍ଦଗଡରୁ ନିଖୋଜ ନେଇ ଥାନାରେ ହୋଇଥିଲା ଏତଲା”

ନୟାଗଡର ପକ୍ସୋ କୋର୍ଟରେ ‘ପରୀ’ ଅଭିଯୁକ୍ତ ସରୋଜ ହାଜର: ନାବାଳକ ଦର୍ଶାଇ କୋର୍ଟରେ ଆବଦେନ କରିଥିଲେ ପରିବାର ଲୋକ

କନକ ବ୍ୟୁରୋ: ପରୀ ହତ୍ୟାକାଣ୍ଡ ମାମଲାରେ ନୟାଗଡ଼ ପକସୋ କୋର୍ଟରେ ହାଜର ହେଲା ଅଭିଯୁକ୍ତ ସରୋଜ ସେଠୀ । କୋର୍ଟରେ ସରୋଜର ମା ଓ ଭଉଣୀ ଉପସ୍ଥିତ ଅଛନ୍ତି । ନାବାଳକ ଦର୍ଶାଇ ଗତକାଲି କୋର୍ଟରେ ଆବେଦନ କରିଥିଲେ ଅଭିଯୁକ୍ତର ପରିବାର ଲୋକେ । ଶୁଣାଣୀ କରି ରାୟକୁ ସଂରକ୍ଷି ରଖିଥିଲେ କୋର୍ଟ । ଆଜି ଚୂଡାନ୍ତ ରାୟ ଶୁଣାଇ ପାରନ୍ତି କୋର୍ଟ । ସରୋଜର ନାର୍କୋ ଟେଷ୍ଟ ଉପରେ ବି ଶୂଣାଣୀ ହୋଇପାରେ । ପୂର୍ବରୁContinue reading “ନୟାଗଡର ପକ୍ସୋ କୋର୍ଟରେ ‘ପରୀ’ ଅଭିଯୁକ୍ତ ସରୋଜ ହାଜର: ନାବାଳକ ଦର୍ଶାଇ କୋର୍ଟରେ ଆବଦେନ କରିଥିଲେ ପରିବାର ଲୋକ”

ବଲିଉଡରେ ଓଡିଶୀ ନୃତ୍ୟର ଝଲକ : ତ୍ରିଭଙ୍ଗ ଫିଲ୍ମରେ ଓଡିଶୀ ଡ୍ୟାନସର ଭୂମିକାରେ ପରଦାକୁ ଆସିବେ ଅଭିନେତ୍ରୀ କାଜଲ; ଆସନ୍ତା ୧୫ରେ ଓଟିଟି ପ୍ଲାଟଫର୍ମରେ ହେବ ରିଲିଜ

କନକ ବ୍ୟୁରୋ : ଓଡ଼ିଶୀ ନୃତ୍ୟାଙ୍ଗନା ବେଶରେ ନଜର ଆସିଲେ ବଲିଉଡ଼ ଅଭିନେତ୍ରୀ କାଜଲ । କାଜଲ ତାଙ୍କ ଆଗାମୀ ଫିଲ୍ମ ‘ତ୍ରିଭଙ୍ଗରେ’ ଓଡ଼ିଶୀ ଡ଼୍ୟାନ୍ସ କରୁଥିବା ଦେଖିବାକୁ ମିଳିବ । ବଲିଉଡ଼ରେ ଓଡ଼ିଶୀ ଡ଼୍ୟାନ୍ସ ନୂଆ ନଥିଲେ ବି କାଜଲଙ୍କ କ୍ଷେତ୍ରରେ ଏହା ସମ୍ପୁର୍ଣ୍ଣ ନୂଆ । Tribhanga, matlab, tedhi, medhi, crazy, but sexy. #Tribhanga, premieres 15 January, only on Netflix. @ajaydevgn @ADFFilms @Banijayasia @deepak30000 @NegiR @AlchemyFilmsContinue reading “ବଲିଉଡରେ ଓଡିଶୀ ନୃତ୍ୟର ଝଲକ : ତ୍ରିଭଙ୍ଗ ଫିଲ୍ମରେ ଓଡିଶୀ ଡ୍ୟାନସର ଭୂମିକାରେ ପରଦାକୁ ଆସିବେ ଅଭିନେତ୍ରୀ କାଜଲ; ଆସନ୍ତା ୧୫ରେ ଓଟିଟି ପ୍ଲାଟଫର୍ମରେ ହେବ ରିଲିଜ”

ନୂଆପଡ଼ାରେ ଦିନ ଦ୍ୱିପହରରେ ମାତିଛନ୍ତି ଲୁଟେରା : ଗାଡ଼ି ଡ଼ିକିରୁ ଟଙ୍କା ନେଇ କଳା ରଙ୍ଗର ପଲସରରେ ଫେରାର ହେଲେ ଦୁବୃର୍ତ୍ତ; ସିସିଟିଭିରେ କଏଦ ହେଲା ଦୃଶ୍ୟ

କନକ ବ୍ୟୁରୋ : ନୂଆପଡା ଜିଲ୍ଲା ସିନାପାଲି ସହରରେ ଦିନ ଦ୍ୱିପହରେ ଲୁଟ । ଗାଡ଼ି ଡ଼ିକିରୁ ଟଙ୍କା ନେଇ କଳା ରଙ୍ଗର ପଲସରରେ ଫେରାର ହେଲେ ଦୁବୃର୍ତ । ସିସିଟିଭିରେ କଏଦ ହେଲା ଲାଇଭ ଲୁଟର ଦୃଶ୍ୟ । ଗତକାଲି ସିନାପାଲି ଥାନା ସାଗୁନଭାଡି ଗାଁର ବଂଶିଧର ମସରା ବ୍ୟାଙ୍କରୁ ୬୦ ହଜାର ଟଙ୍କା ଉଠାଇ ଗାଡି ଡିକିରେ ରଖିଥିଲେ । ଜଣଙ୍କୁ ଟଙ୍କା ଦେବା ପାଇଁ ଗାଡ଼ି ଡିକିରୁ ୫୦ ହଜାର ଟଙ୍କା ନେଇContinue reading “ନୂଆପଡ଼ାରେ ଦିନ ଦ୍ୱିପହରରେ ମାତିଛନ୍ତି ଲୁଟେରା : ଗାଡ଼ି ଡ଼ିକିରୁ ଟଙ୍କା ନେଇ କଳା ରଙ୍ଗର ପଲସରରେ ଫେରାର ହେଲେ ଦୁବୃର୍ତ୍ତ; ସିସିଟିଭିରେ କଏଦ ହେଲା ଦୃଶ୍ୟ”

ମାହାଙ୍ଗା ବିଜେପି ନେତା ଓ ସହଯୋଗୀଙ୍କ ହତ୍ୟା ମାମଲା : ମୁଖ୍ୟ ଅଭିଯୁକ୍ତ ସମେତ ୪ଜଣଙ୍କୁ ଅଟକ ରଖି ପଚରାଉଚରା

କନକ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ଘଟଣାରେ ୪ ଜଣଙ୍କୁ ଅଟକ ରଖିଛି ପୁଲିସ । ଏମାନଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଥିବା କୁହାଯାଉଛି । ଏମାନଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖାଯାଇ ପଚରାଉଚରା କରାଯାଉଛି । ଶନିବାର ରାତିରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହାକୁ ନେଇ ରାଜନୀତି ଜୋର ଧରିଛି । ବିଜେପି ବି ୪୮ ଘଂଟା ମଧ୍ୟରେ ଅପରାଧୀଙ୍କୁ ନContinue reading “ମାହାଙ୍ଗା ବିଜେପି ନେତା ଓ ସହଯୋଗୀଙ୍କ ହତ୍ୟା ମାମଲା : ମୁଖ୍ୟ ଅଭିଯୁକ୍ତ ସମେତ ୪ଜଣଙ୍କୁ ଅଟକ ରଖି ପଚରାଉଚରା”

ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ : ୬ ସୁଦ୍ଧା ଆବେଦନ

ସମ୍ବାଦ ଗ୍ରୁପ୍‌ର ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌-୨୦୨୧ ପାଇଁ ଆବେଦନ ପ୍ରକ୍ରିୟା ଆସନ୍ତା ଜାନୁଆରି ୬ରେ (ବୁଧବାର) ଶେଷ ହେବ। ଏହାକୁ ନେଇ କର୍ପୋରେଟ୍ ଜଗତରେ ପ୍ରବଳ ଉତ୍ସାହ ରହିଛି। କୌଣସି ଶୁଳ୍କ ଦେବାକୁ ପଡ଼ୁନଥିବାରୁ ଅନେକ ସଂସ୍ଥା ଏଥିପାଇଁ ଆବେଦନ କରୁଛନ୍ତି । ଆବେଦନ କରିବା ପାଇଁ http://www.sambadawards.com କିମ୍ବା http://www.sambadawards.in ପରିଦର୍ଶନ କରିବାକୁ ପଡ଼ିବ। ପାଞ୍ଚଟି ବର୍ଗରେ ପୁରସ୍କାର ଦିଆଯିବ। ତାହା ହେଉଛି କର୍ପୋରେଟ୍ ସାମାଜିକContinue reading “ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ : ୬ ସୁଦ୍ଧା ଆବେଦନ”

ଚିଲିକାରେ ପକ୍ଷୀଗଣନା: ୨୧ଟି ଟିମ୍ ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମର ୫ଟି ରେଞ୍ଜରେ କରୁଛନ୍ତି ଗଣତି; ଦିନ ୨ଟା ଯାଏଁ ହ୍ରଦ ଭିତରକୁ ଯିବାକୁ ପର୍ଯ୍ୟଟକଙ୍କୁ ମନା

କନକ ବ୍ୟୁରୋ: ଚିଲିକାରେ ପକ୍ଷୀ ଗଣନା ଆରମ୍ଭ । ଗଣନା ପାଇଁ ୨୧ଟିମରେ ୧୧୧ କର୍ମଚାରୀ ସାମିଲ ହୋଇଛନ୍ତି । ଏହି ଗଣନାରେ ବନ୍ୟପ୍ରାଣୀ ବିଭାଗ, ସିଡିଏ କର୍ମଚାରୀ, ଓୟୁଏଟି ଛାତ୍ର, ପକ୍ଷୀ ବିଷାରଦମାନେ ସାମିଲ ଅଛନ୍ତି । ଏହି ଟିମ୍ ପୁରୀ ଜିଲ୍ଲାର ସାତପଡ଼ା, ଗଂଜାମ ଜିଲ୍ଲାର ରମ୍ଭା ଓ ଖୋର୍ଦ୍ଧା ଜିଲ୍ଲାର ବାଲୁଙ୍ଗା ଅଂଚଳରେ ଗଣନା କରୁଛନ୍ତି । ମୋଟ ପାଂଚଟି ରେଂଜରେ ଏହି ଗଣନା କାର୍ଯ୍ୟ ଚାଲୁ ରହିଛି । ଖୋର୍ଦ୍ଧା ଚିଲିକାContinue reading “ଚିଲିକାରେ ପକ୍ଷୀଗଣନା: ୨୧ଟି ଟିମ୍ ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମର ୫ଟି ରେଞ୍ଜରେ କରୁଛନ୍ତି ଗଣତି; ଦିନ ୨ଟା ଯାଏଁ ହ୍ରଦ ଭିତରକୁ ଯିବାକୁ ପର୍ଯ୍ୟଟକଙ୍କୁ ମନା”

Design a site like this with WordPress.com
Get started