ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀଙ୍କୁ ନିର୍ମମ ହତ୍ୟା ପରେ ସାଇଟିଫିକ ଟିମ ତନାଘନା: ଗାଁରେ ଉତ୍ତେଜନା, ୩ ପ୍ଲାଟୁନରୁ ଅଧିକ ପୁଲିସ ଫୋର୍ସ ମୁତୟନ

କନକ ବ୍ୟୁରୋ: ମାହାଙ୍ଗାର ବିଜେପି ନେତା ତଥା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୂଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ନିର୍ମମ ଭାବେ ହତ୍ୟା କଲେ ଦୁର୍ବୃତ । ଏହାକୁ ନେଇ ଅଂଚଳରେ ଉତେଜନା ଦେଖା ଦେବାରୁ ତିନି ପ୍ଲାଟୁନରୁ ଅଧିକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଗତକାଲି ରାତି ପ୍ରାୟ ୭ଟାରେ କୂଳମଣି ଓ ତାଙ୍କ ସହଯୋଗୀ ଦିବ୍ୟସିଂ ବରାଳଙ୍କ ଏକ ବାଇକରେ ଯଁକୋଟି ଗ୍ରାମ ଦେଇ ସେମାନଙ୍କ ଗାଁ ନୃତାଙ୍ଗକୁ ଫେରୁଥିଲେ । ଯଁକୋଟିContinue reading “ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀଙ୍କୁ ନିର୍ମମ ହତ୍ୟା ପରେ ସାଇଟିଫିକ ଟିମ ତନାଘନା: ଗାଁରେ ଉତ୍ତେଜନା, ୩ ପ୍ଲାଟୁନରୁ ଅଧିକ ପୁଲିସ ଫୋର୍ସ ମୁତୟନ”

ଭକ୍ତ ଓ ଭଗବାନ ଏକାକାର: ୯ ମାସର କୋଭିଡ କଟକଣା ପରେ ଶ୍ରୀମନ୍ଦିରରେ ଆଜିଠୁ ସର୍ବସାଧାରଣ ଦର୍ଶନ ଆରମ୍ଭ; ପ୍ରବେଶ ପାଇଁ କରୋନା ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ

କନକ ବ୍ୟୁରୋ: ଭକ୍ତ ଓ ଭଗବାନ ଏକାକାର । କରୋନା ଯୋଗୁଁ ୯ ମାସ ଧରି ବନ୍ଦ ରହିବା ପରେ ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର, ଲିଙ୍ଗରାଜ ସମେତ ପ୍ରମୁଖ ମନ୍ଦିର ଓ ପୀଠ । ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । ପୁରୀ ଜିଲ୍ଲା ସହ ରାଜ୍ୟ ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ଆଜିଠୁ କରିପାରିବେ । ହେଲେ, ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ କରୋନା ନେଗେଟିଭ୍ ରିପୋର୍ଟContinue reading “ଭକ୍ତ ଓ ଭଗବାନ ଏକାକାର: ୯ ମାସର କୋଭିଡ କଟକଣା ପରେ ଶ୍ରୀମନ୍ଦିରରେ ଆଜିଠୁ ସର୍ବସାଧାରଣ ଦର୍ଶନ ଆରମ୍ଭ; ପ୍ରବେଶ ପାଇଁ କରୋନା ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ”

ପ୍ରତି ବିଷୟରେ ୮୦ ମାର୍କର ହେବ ମାଟ୍ରିକ ପରୀକ୍ଷା: ୫୦ ମାର୍କର ଅବଜେକ୍ଟିଭ ଏବଂ ୩୦ ମାର୍କର ସବଜେକ୍ଟିଭ ପ୍ରଶ୍ନ ରହିବ; ଫଳାଫଳ ପ୍ରକାଶ ବେଳେ ୧୦୦ ମାର୍କର ହେବ ମୂଲ୍ୟାୟନ

କନକ ବ୍ୟୁରୋ: ପ୍ରତି ବିଷୟରେ ୮୦ ମାର୍କର ହେବ ମାଟ୍ରିକ ପରୀକ୍ଷା । ୫୦ ମାର୍କର ଓଏମଆର ଅବଜେକ୍ଟିଭ ଏବଂ ୩୦ ମାର୍କର ସବଜେକ୍ଟିଭ ପ୍ରଶ୍ନ କରାଯିବ । କିନ୍ତୁ ଫଳାଫଳ ପ୍ରକାଶ ବେଳେ ୧୦୦ ମାର୍କର ମୂଲ୍ୟାୟନ ହେବ । ୮୦ ମାର୍କରୁ ପରୀକ୍ଷାର୍ଥୀ ରଖିଥିବା ମାର୍କ ଅନୁଯାୟୀ ବଳକା ୨୦ ମାର୍କ ପାଇଁ ଆଭରେଜ ମାର୍କ ପାଇବେ । ସେହିପରି ପରୀକ୍ଷା ସରିବାର ୪୫ରୁ ୫୦ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ ।Continue reading “ପ୍ରତି ବିଷୟରେ ୮୦ ମାର୍କର ହେବ ମାଟ୍ରିକ ପରୀକ୍ଷା: ୫୦ ମାର୍କର ଅବଜେକ୍ଟିଭ ଏବଂ ୩୦ ମାର୍କର ସବଜେକ୍ଟିଭ ପ୍ରଶ୍ନ ରହିବ; ଫଳାଫଳ ପ୍ରକାଶ ବେଳେ ୧୦୦ ମାର୍କର ହେବ ମୂଲ୍ୟାୟନ”

ବାବୁସାନଙ୍କ କ୍ୟାଲେଣ୍ଡର ଉନ୍ମୋଚିତ । କ୍ୟାଲେଣ୍ଡରର ପ୍ରତିଟି ପୃଷ୍ଠାରେ ସ୍ଥାନ ପାଇଛି ପିଲାଙ୍କ ସହ ଫୁଟବଲ, କ୍ରିକେଟ୍, କ୍ୟାରମ ଖେଳୁଥିବା ଫଟୋ

କନକ ବ୍ୟୁରୋ: ବଲିଉଡ ଅଭିନେତା ବାବୁସାନଙ୍କ କ୍ୟାଲେଣ୍ଡର ଦି ଜେନେରେସନ ଅଫ ଟୁମାରୋ ଉନ୍ମୋଚିତ ହୋଇଯାଇଛି । ଛୋଟ ଛୋଟ ପିଲାଙ୍କ ବାବୁସାନଙ୍କ ଫୋଟୋ ଦେଖିବାକୁ ମିଳିଛି । ପିଲାଙ୍କ ସହ ଫୁଟବଲ, କ୍ରିକେଟ, କ୍ୟାରେମ ଖେଳୁଥିବା ଫଟୋଗୁଡାକ କ୍ୟାଲେଣ୍ଡରର ପ୍ରତିଟି ପୃଷ୍ଠାରେ ରହିଛି । ଭୁବନେଶ୍ୱର ପ୍ରେସକ୍ଲବରେ ସିଗନେଚର ୨୪ ପ୍ରଡକ୍ସନ ଓ ବାବୁସାନ ମିଳିତ ଭାବେ ପ୍ରସ୍ତୁତ କରିଥିବା ଏହି କ୍ୟାଲେଣ୍ଡରକୁ ଉନ୍ମୋଚିତ କରାଯାଇଛି । ପ୍ରଥମେ ଏହାର ଡିଜିଟାଲ ଲଂଚ ବାବୁସାନଙ୍କ ବାପାContinue reading “ବାବୁସାନଙ୍କ କ୍ୟାଲେଣ୍ଡର ଉନ୍ମୋଚିତ । କ୍ୟାଲେଣ୍ଡରର ପ୍ରତିଟି ପୃଷ୍ଠାରେ ସ୍ଥାନ ପାଇଛି ପିଲାଙ୍କ ସହ ଫୁଟବଲ, କ୍ରିକେଟ୍, କ୍ୟାରମ ଖେଳୁଥିବା ଫଟୋ”

ବ୍ରହ୍ମପୁର ମଡେଲ ପବ୍ଲିକ୍ ଲାଇବ୍ରେରୀକୁ ନୂଆବର୍ଷ ଉପହାର । ପ୍ରବାସୀ ଓଡିଆ ସମାଜ ପକ୍ଷରୁ ମିଳିବ ସହାୟତା

କନକ ବ୍ୟୁରୋ: ବ୍ରହ୍ମପୁରରେ ଥିବା ମଡେଲ ପବ୍ଲିକ ଲାଇବ୍ରେରୀକୁ ନୂଆ ବର୍ଷରେ ମିଳିଛି ଅଭିନବ ଉପହାର । ପ୍ରବାସୀ ଓଡିଆ ସମାଜ ‘ଦ ଓଡିଶା ସୋସାଇଟି ଅଫ ଆମେରିକାସ’ ଓ ବ୍ରହ୍ମପୁର ନଗର ନିଗମ ମଧ୍ୟରେ ପାଠାଗାରୁ ଅଧିକ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଚୁକ୍ତିର ନବୀକରଣ ହୋଇଛି । ଅଧିକ ୫ ବର୍ଷ ପାଇଁ ପାଠାଗାରକୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ରାଜିନାମା ହୋଇଛି । ଓସାର କର୍ମକର୍ତାଙ୍କ ଆଗ୍ରହ ଓContinue reading “ବ୍ରହ୍ମପୁର ମଡେଲ ପବ୍ଲିକ୍ ଲାଇବ୍ରେରୀକୁ ନୂଆବର୍ଷ ଉପହାର । ପ୍ରବାସୀ ଓଡିଆ ସମାଜ ପକ୍ଷରୁ ମିଳିବ ସହାୟତା”

ଗୋପ ବନବିଭାଗ ପକ୍ଷରୁ ପକ୍ଷୀ ଗଣନା ଆରମ୍ଭ । ୧୦ ଜଣିଆ ଟିମ୍ ପକ୍ଷୀଗଣନାରେ ସାମିଲ । ୫ ଦିନ ଧରି ଚାଲିବ ପକ୍ଷୀଗଣନା କାର୍ଯ୍ୟ

କନକ ବ୍ୟୁରୋ: ପୁରୀ ଜିଲ୍ଲା ବ୍ରହ୍ମଗିରି ରେଂଜରେ ପକ୍ଷୀ ଗଣନା । ସକାଳ ୬ଟାରୁ ବ୍ରହ୍ମଗିରି ରେଂଜରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ରେଂଜକୁ ୪ଟି ଜୋନରେ ଭାଗ କରାଯାଇଛି । ସୁନା ମୁହିଁରୁ ବରକୁଦି, ବ୍ରହ୍ୁଗିରି ଢ଼ବା ଉକରୁ ଗୋଲରା, କାଠୁଆରେଡ଼ି ଛକରୁ ଖଜୁରିଆ, ଜଗନ୍ନାଥ ସଡ଼କରୁ ପଥରପଦରେ ଚାଲିଛି ଗଣନା । ଏହି ପକ୍ଷୀ ଗଣନା କାର୍ଯ୍ୟରେ ମୋଟ ୨୫ଜଣ ନିୟୋଜିତ ହୋଇଛନ୍ତି । ଗତବର୍ଷ ଏହି ରେଂଚରେ ୯୦ ହଜାର ୭୬୩ଟିContinue reading “ଗୋପ ବନବିଭାଗ ପକ୍ଷରୁ ପକ୍ଷୀ ଗଣନା ଆରମ୍ଭ । ୧୦ ଜଣିଆ ଟିମ୍ ପକ୍ଷୀଗଣନାରେ ସାମିଲ । ୫ ଦିନ ଧରି ଚାଲିବ ପକ୍ଷୀଗଣନା କାର୍ଯ୍ୟ”

ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ଲିଙ୍ଗରାଜ ମନ୍ଦିର: ୩ରୁ ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରବାସୀଙ୍କୁ ଦର୍ଶନ ଅନୁମତି;ଚାକିରୀ କରିଥିବା ବ୍ୟକ୍ତି ନିଜ ପରିଚୟ ପତ୍ର ଦେଖାଇ କରିପାରିବେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ

କନକ ବ୍ୟୁରୋ: ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ମଧ୍ୟ ଆଜି ଭକ୍ତଙ୍କ ପାଇଁ ଖୋଲିଛି । ୩ରୁ ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରବାସୀ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିପାରିବେ । ଯଦି ଭୁବନେଶ୍ୱରରେ କେହି ଚାକିରୀ କରିଥିବେ ତେବେ ସେମାନେ ନିଜ ପରିଚୟ ପତ୍ର ଦେଖାଇ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିପାରିବେ । ସେପଟେ ଗଂଜାବର ତାରାତାରିଣୀ ମନ୍ଦିର ଆଜି ଠାରୁ ଖୋଲିଛି । ଭକ୍ତ ଶାନ୍ତି ଶୃଙ୍ଖଳା ସହ ମାଙ୍କ ଦର୍ଶନ କରୁଛନ୍ତି । କେନ୍ଦ୍ରପଡାର ବଳଦେବଜୀଉContinue reading “ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ଲିଙ୍ଗରାଜ ମନ୍ଦିର: ୩ରୁ ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରବାସୀଙ୍କୁ ଦର୍ଶନ ଅନୁମତି;ଚାକିରୀ କରିଥିବା ବ୍ୟକ୍ତି ନିଜ ପରିଚୟ ପତ୍ର ଦେଖାଇ କରିପାରିବେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ”

ଖୋଲୁନି ମଣ୍ଡି, ବର୍ଷା ଆଶଙ୍କାରେ ଚିନ୍ତାରେ ଚାଷୀ । ମାସ ମାସ ଧରି ରାଜରାସ୍ତା ଆଉ ଖଳାରେ ପଡ଼ି ରହିଛି ଧାନ

କନକ ବ୍ୟୁରୋ: ଖୋଲୁନି ଧାନ ମଣ୍ଡି, ଚିନ୍ତାରେ ଚାଷୀ । ପୁରୀ ଜିଲ୍ଲା ଗୋପ ବ୍ଲକର ୩୧ଟି ପଂଚାୟତରୁ ଆସିଲା ମଣ୍ଡି ସମସ୍ୟା । ମାସ ମାସ ଧରି ଅମଳ ଧାନ ବସ୍ତା ରାଜରାସ୍ତା ଆଉ ଖଳାରେ ପଡ଼ି ରହିଛି । ଖୋଲା ଆକାଶ ତଳେ ଶୀତ କାକରରେ ପଡ଼ି ରହିଛି ଧାନ । ବ୍ଲକର ଅନେକ ପଂଚାୟତରେ ଦେଖିବାକୁ ମିଳିଛି ଚାଷୀଙ୍କ ଏହି ଦୁର୍ଦ୍ଦଶା । ମଣ୍ଡି ଖୋଲୁନଥିବାରୁ କିଏ ବିଲ, ରାସ୍ତା ନଚେତ ଖଳାରେContinue reading “ଖୋଲୁନି ମଣ୍ଡି, ବର୍ଷା ଆଶଙ୍କାରେ ଚିନ୍ତାରେ ଚାଷୀ । ମାସ ମାସ ଧରି ରାଜରାସ୍ତା ଆଉ ଖଳାରେ ପଡ଼ି ରହିଛି ଧାନ”

କରୋନା ମୁକାବିଲାରେ ସାରା ବିଶ୍ୱରେ ଭାରତ ଆଗୁଆ: ପ୍ରଥମ ରାଷ୍ଟ୍ର ଭାବେ ୪ଟି କୋଭିଡ ଟିକା ପ୍ରସ୍ତୁତ କରିଥିବା କହିଲେ କେନ୍ଦ୍ରମନ୍ତ୍ରୀ ଜାଭଡେକର

କନକ ବ୍ୟୁରୋ: କରୋନା ବିରୋଧୀ ଲଢେଇ ଅଭିଯାନରେ ସାରା ବିଶ୍ୱରେ ଭାରତ ହେଉଛି ଏକମାତ୍ର ଦେଶ, ଯେଉଁଠି ୪ଟି କୋଭିଡ ଟିକା ପ୍ରସ୍ତୁତ ହେଉଛି । ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର । ଦେଶରେ କୋଭିସଲଡ, କୋଭାକ୍ସିନ, ଫାଇଜର ଓ ଜାଇଡସ କାଡେଲା ଟିକା ବ୍ୟବାହର ପାଇଁ ପ୍ରସ୍ତୁତ ହୋଇ ରହିଛି । ସେଥିମଧ୍ୟରୁ କୋଭିସିଲଡ ଓ କୋଭାକ୍ସିନକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଭାରତ ସରକାର ସବୁଜ ସଙ୍କେତ ଦେଇସାରିଛନ୍ତି । ଅନ୍ୟ ଟିକାContinue reading “କରୋନା ମୁକାବିଲାରେ ସାରା ବିଶ୍ୱରେ ଭାରତ ଆଗୁଆ: ପ୍ରଥମ ରାଷ୍ଟ୍ର ଭାବେ ୪ଟି କୋଭିଡ ଟିକା ପ୍ରସ୍ତୁତ କରିଥିବା କହିଲେ କେନ୍ଦ୍ରମନ୍ତ୍ରୀ ଜାଭଡେକର”

ଗିରଫ ହେଲା ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ: ଟେରର ଫଣ୍ଡିଂ ମାମଲାରେ ଲସ୍କର ଇ ତୋଇବା ଆତଙ୍କୀ ଲଖଭିକୁ ବାନ୍ଧିଲା ପାକିସ୍ତାନ ସ୍ୱତନ୍ତ୍ର ପୋଲିସ

କନକ ବ୍ୟୁରୋ: ମୁମ୍ବାଇ ଆକ୍ରମଣ ଘଟଣାର ଅନ୍ୟତମ ମାଷ୍ଟର ମାଇଣ୍ଡ ଲକ୍ଭିକୁ ଗିରଫ କରିଛି ପାକିସ୍ତାନ ପୁଲିସ । ଟେରର ଫଣ୍ଡ ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଲସ୍କର-ଇ-ତୋଇବାର ଏହି ପ୍ରମୁଖ ନେତା ମୁମ୍ବାଇ ଆକ୍ରମଣ ମାମଲାରେ ଗିରଫ ପରେ ୨୦୧୫ରୁ ଜାମିନରେ ରହିଥିଲା । ୨୬-୧୧ ଆକ୍ରମଣ ଘଟଣାର ଷଡଯନ୍ତ୍ରରେ ଆତଙ୍କବାଦୀ ଲକ୍ଭିର ପ୍ରମୁଖ ହାତ ରହିଥିଲା । ମୁମ୍ବାଇ ଆକ୍ରମଣ ମାଷ୍ଟର ମାଇଣ୍ଡ ଗିରଫ । ଲସ୍କର-ଇ-ତୋଇବା ଆତଙ୍କୀ ଲଖଭିContinue reading “ଗିରଫ ହେଲା ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ: ଟେରର ଫଣ୍ଡିଂ ମାମଲାରେ ଲସ୍କର ଇ ତୋଇବା ଆତଙ୍କୀ ଲଖଭିକୁ ବାନ୍ଧିଲା ପାକିସ୍ତାନ ସ୍ୱତନ୍ତ୍ର ପୋଲିସ”

Design a site like this with WordPress.com
Get started