ମାହାଙ୍ଗାର ବିଜେପି ନେତା କୂଳମଣି ବରାଳଙ୍କୁ ନିର୍ମମ ହତ୍ୟା: ନୃତାଙ୍ଗ ନିକଟରେ ଧାରୁଆ ଅସ୍ତ୍ରରେ କୁଳମଣି ଓ ତାଙ୍କ ସହଯୋଗୀଙ୍କୁ ହାଣି ହତ୍ୟାକଲେ ଦୁବୃର୍ତ୍ତ; ଘଟଣାର ନିନ୍ଦା ସହ କାର୍ଯ୍ୟାନୁଷ୍ଠାନ ଦାବି କଲେ ଧର୍ମେନ୍ଦ୍ର

କନକ ବ୍ୟୁରୋ: ମାହାଙ୍ଗାର ବିଜେପି ନେତା ତଥା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୂଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ନିର୍ମମ ଭାବେ ହତ୍ୟା କଲେ ଦୁର୍ବୃତ । ଏହାକୁ ନେଇ ଅଂଚଳରେ ଉତେଜନା ଦେଖା ଦେବାରୁ ତିନି ପ୍ଲାଟୁନରୁ ଅଧିକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଗତକାଲି ରାତି ପ୍ରାୟ ୭ଟାରେ କୂଳମଣି ଓ ତାଙ୍କ ସହଯୋଗୀ ଦିବ୍ୟସିଂ ବରାଳଙ୍କ ଏକ ବାଇକରେ ଯଁକୋଟି ଗ୍ରାମ ଦେଇ ସେମାନଙ୍କ ଗାଁ ନୃତାଙ୍ଗକୁ ଫେରୁଥିଲେ । ଯଁକୋଟିContinue reading “ମାହାଙ୍ଗାର ବିଜେପି ନେତା କୂଳମଣି ବରାଳଙ୍କୁ ନିର୍ମମ ହତ୍ୟା: ନୃତାଙ୍ଗ ନିକଟରେ ଧାରୁଆ ଅସ୍ତ୍ରରେ କୁଳମଣି ଓ ତାଙ୍କ ସହଯୋଗୀଙ୍କୁ ହାଣି ହତ୍ୟାକଲେ ଦୁବୃର୍ତ୍ତ; ଘଟଣାର ନିନ୍ଦା ସହ କାର୍ଯ୍ୟାନୁଷ୍ଠାନ ଦାବି କଲେ ଧର୍ମେନ୍ଦ୍ର”

ଯଶସ୍ୱୀ ଜନନାୟକଙ୍କୁ ମନେ ପକାଉଛି ଓଡିଶା: ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଆଜି ୯୪ତମ ଜୟନ୍ତୀ; ରାଜ୍ୟର ସଂସ୍କୃତିଠାରୁ ଆରମ୍ଭ କରି କ୍ରୀଡ଼ା କ୍ଷେତ୍ରର ବିକାଶ ପର୍ଯ୍ୟନ୍ତ ସବୁଠି ଲମ୍ବିଛି ତାଙ୍କର ଅଭୁଲା ସ୍ୱାକ୍ଷର

କନକ ବ୍ୟୁରୋ: ସଂଘର୍ଷ ଓ ସଂଘାତ ମଧ୍ୟରୁ ସୃଷ୍ଟି ହୋଇଥାନ୍ତି ଜନନେତା । ଦୂରଦୃଷ୍ଟି ଓ ଅଧ୍ୟବସାୟ ବଳରେ ସେମାନେ ଲେଖିଥାନ୍ତି ଦେଶ ଓ ଜାତିର ଇତିହାସ । ସେହିଭଳି ଜଣେ ଜନନେତା ଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ । ଗୋଟିଏ ସାଧାରଣ ପରିବାରରେ ଜନ୍ମ ନେଇ ନିଜର ଅସାଧାରଣ ବ୍ୟକ୍ତିତ୍ୱ ବଳରେ ସୃଷ୍ଟି କରିଥିଲେ ନିଜର ସ୍ୱତନ୍ତ୍ର ପରିଚୟ । ସାହିତ୍ୟ, ସାମ୍ବାଦିକତା ଓ ରାଜନୀତିରେ ସେ ଏପରି ଛାପ ଛାଡ଼ି ଯାଇଛନ୍ତି,Continue reading “ଯଶସ୍ୱୀ ଜନନାୟକଙ୍କୁ ମନେ ପକାଉଛି ଓଡିଶା: ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଆଜି ୯୪ତମ ଜୟନ୍ତୀ; ରାଜ୍ୟର ସଂସ୍କୃତିଠାରୁ ଆରମ୍ଭ କରି କ୍ରୀଡ଼ା କ୍ଷେତ୍ରର ବିକାଶ ପର୍ଯ୍ୟନ୍ତ ସବୁଠି ଲମ୍ବିଛି ତାଙ୍କର ଅଭୁଲା ସ୍ୱାକ୍ଷର”

ଆଜିଠୁ ୨ ଦିନ ଘନ କୁହୁଡ଼ି ! ରାଜ୍ୟର ୬ ଜିଲ୍ଲାରେ ପ୍ରବଳ କୁହୁଡ଼ି ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା

କନକ ବ୍ୟୁରୋ: ଆଜିଠାରୁ ଦୁଇଦିନ ପାଇଁ ରାଜ୍ୟର ୬ଟି ଜିଲ୍ଲାରେ ସକାଳୁ ସକାଳୁ ଘନ କୁହୁଡ଼ି ପଡ଼ିବ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଏହି ସବୁ ଜିଲ୍ଲାରେ ସତର୍କତାମୂଳକ ପଦକ୍ଷେପ ନେବାକୁ ସ୍ବତନ୍ତ୍ର ରିଲିଫ କମିସନର (ଏସଆରସି) ସମ୍ପୃକ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛନ୍ତି। କୁହୁଡ଼ି ସମୟରେ ଜାତୀୟ ଓ ରାଜ୍ୟ ରାଜପଥଗୁଡ଼ିକରେ ଯେପରି ଗାଡ଼ି ଚଳାଚଳ ନିୟନ୍ତ୍ରଣ ରହିବ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଜାନୁଆରିContinue reading “ଆଜିଠୁ ୨ ଦିନ ଘନ କୁହୁଡ଼ି ! ରାଜ୍ୟର ୬ ଜିଲ୍ଲାରେ ପ୍ରବଳ କୁହୁଡ଼ି ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା”

ଆଜିଠୁ ଖୋଲିଲା ମା’ ସମଲେଇ ଓ କେନ୍ଦ୍ରାପଡାର ବଳଦେବଜୀୟ ମନ୍ଦିର: କେବଳ ସ୍ଥାନୀୟ ଭକ୍ତଙ୍କ ପାଇଁ ଖୋଲିଲା ମା’ ସମଲେଶ୍ୱରୀଙ୍କ ମନ୍ଦିର; କୋଭିଡ କଟକଣା ମାନି ଦର୍ଶନ କରିବେ ଶ୍ରଦ୍ଧାଳୁ

କନକ ବ୍ୟୁରୋ: ସଂବଲପୁରର ମାଆ ସମଲେଶ୍ୱରୀଙ୍କ ମନ୍ଦିର ଆଜି ଖୋଲୁଛି । କେବଳ ସ୍ଥାନୀୟ ଭକ୍ତଙ୍କ ପାଇଁ ଖୋଲିବ ମାଆ ସମଲେଶ୍ୱରୀ ମନ୍ଦିର । ପ୍ରଥମେ ସଂବଲପୁରର ସ୍ଥାନୀୟ ଲୋକ ମାଆଙ୍କ ଦର୍ଶନର ସୁବିଧା ପାଇବେ । କୋଭିଡ କଟକଣା କାରଣରୁ ମନ୍ଦିର ଦର୍ଶନ ସମୟରେ କିଛିଟା ପରିବର୍ତନ କରିଛି ମନ୍ଦିର ଟ୍ରେଷ୍ଟ ବୋର୍ଡ । ଆଜି ସକାଳ ୬ଟାରୁ ଦିନ ସାଢେ ୧୧ ଏବଂ ଅପରାହ୍ନ ୩ଟାରୁ ସଂଧ୍ୟା ସାଢେ ୭ଟା ଯାଏଁ ଦର୍ଶନ ସୁବିଧାContinue reading “ଆଜିଠୁ ଖୋଲିଲା ମା’ ସମଲେଇ ଓ କେନ୍ଦ୍ରାପଡାର ବଳଦେବଜୀୟ ମନ୍ଦିର: କେବଳ ସ୍ଥାନୀୟ ଭକ୍ତଙ୍କ ପାଇଁ ଖୋଲିଲା ମା’ ସମଲେଶ୍ୱରୀଙ୍କ ମନ୍ଦିର; କୋଭିଡ କଟକଣା ମାନି ଦର୍ଶନ କରିବେ ଶ୍ରଦ୍ଧାଳୁ”

ଶ୍ରୀମନ୍ଦିରରେ ଆଜିଠୁ ଆରମ୍ଭ ସର୍ବସାଧାରଣ ଦର୍ଶନ: ମନ୍ଦିରରେ ପ୍ରବେଶ ପାଇଁ ଦେଖାଇବାକୁ ପଡିବ କରୋନା ନେଗେଟିଭ୍ ରିପୋର୍ଟ

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ । ପୁରୀ ଜିଲ୍ଲା ସହ ରାଜ୍ୟ ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ଆଜିଠୁ କରିପାରିବେ । ହେଲେ, ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ କରୋନା ନେଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ଦର୍ଶନ ପାଇ ଭକ୍ତଙ୍କୁ ୯୬ ଘଂଟା ପୂର୍ବର କୋଭିଡ ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡିବ । ପୁରୀବାସୀଙ୍କ ପାଇଁ ମଧ୍ୟ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ନିଜContinue reading “ଶ୍ରୀମନ୍ଦିରରେ ଆଜିଠୁ ଆରମ୍ଭ ସର୍ବସାଧାରଣ ଦର୍ଶନ: ମନ୍ଦିରରେ ପ୍ରବେଶ ପାଇଁ ଦେଖାଇବାକୁ ପଡିବ କରୋନା ନେଗେଟିଭ୍ ରିପୋର୍ଟ”

ମହଙ୍ଗାରେ ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା ଅଭିଯୋଗ । ହତ୍ୟା ଅଭିଯୋଗ ଆଣିଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା ।

କନକ ବ୍ୟୁରୋ : ମହଙ୍ଗାରେ ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା ଅଭିଯୋଗ । ହତ୍ୟା ଅଭିଯୋଗ ଆଣିଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା । ମହାଙ୍ଗା ନୃତାଙ୍ଗରେ କୁଳମଣିଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କୁଳମଣିଙ୍କ ଅନ୍ୟ ଜଣେ ସହଯୋଗୀ ଏବେ ଗୁରୁତର ଅଛନ୍ତି । ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।Continue reading “ମହଙ୍ଗାରେ ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା ଅଭିଯୋଗ । ହତ୍ୟା ଅଭିଯୋଗ ଆଣିଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା ।”

ନୂଆ ବର୍ଷରେ ନୂଆ ନିୟମ । ଭୁବନେଶ୍ୱରରେ ଜୋରଦାର ହେଲା ଡବଲ ହେଲମେଟ ଚେକିଂ ।

କନକ ବ୍ୟୁରୋ : ନୂଆ ବର୍ଷରେ ନୂଆ ନିୟମ, ମୋଟର ସାଇକେଲ ଚାଳକ ପାଇଁ ଏକ ନୂଆ ଅଭ୍ୟାସ ଆଣିବାକୁ ବାଧ୍ୟ କରିଛି । ମୋଟର ସାଇକେଲ ଚଳାଉଥିଲେ ଏବଂ ପଛରେ କିଏ ସହଯାତ୍ରୀଙ୍କୁ ବସାଇଥିଲେ, ଉଭୟ ଚାଳକ ଏବଂ ସହଯାତ୍ରୀଙ୍କ ପାଇଁ ହେଲମେଟ୍ ମାଧ୍ୟତାମୁଳକ । ଏହି ନିୟମ ଭୁବନେଶ୍ୱରରେ ଏବେ କଡ଼ାକଡ଼ି ହୋଇଛି । କିଛି ବାଇକ୍ ଚାଳକ ନିୟମ ମାନି ଡବଲ ହେଲମେଟ୍ ପରିଧାନ କରୁଛନ୍ତି, ଆଉ କିଛି ବାହାନା ଖୋଜୁଛନ୍ତି ।Continue reading “ନୂଆ ବର୍ଷରେ ନୂଆ ନିୟମ । ଭୁବନେଶ୍ୱରରେ ଜୋରଦାର ହେଲା ଡବଲ ହେଲମେଟ ଚେକିଂ ।”

ଥମୁନି ଚାଷୀ ଆନ୍ଦୋଳନ । ଚାଷୀଙ୍କ ଚେତାବନୀ, ଆସନ୍ତା ୪ ତାରିଖ ବୈଠକରେ ଚାଷୀଙ୍କ ସପକ୍ଷରେ ନିଷ୍ପତି ନହେଲେ ସ୍ଥିତି ହେବ ଭୟଙ୍କର ।

କନକ ବ୍ୟୁରୋ : ୩୮ଦିନରେ ପହଂଚିଲା ଚାଷୀଙ୍କ ଆନ୍ଦୋଳନ । ହେଲେ ସମାଧାନର କୌଣସି ବାଟ ବାହାରି ପାରୁ ନଥିବାରୁ କଡା ଚେତାବନୀ ଦେଇଛନ୍ତି ଚାଷୀ ସଂଗଠନ । ଆସନ୍ତା ୪ ତାରିଖରେ ହେବାକୁ ଥିବା ବୈଠକ ଉପରେ ରହିଛି ସମସ୍ତଙ୍କ ନଜର । କେନ୍ଦ୍ର ସରକାର ସହ ହେବାକୁ ଥିବା ଅ୩ାଲୋଚନାରେ ସେମାନଙ୍କ ସପକ୍ଷରେ ନିଷ୍ପତି ନନେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ବ୍ୟାପକ ହେବ ଏବଂ କଠୋର ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦେଇଛନ୍ତିContinue reading “ଥମୁନି ଚାଷୀ ଆନ୍ଦୋଳନ । ଚାଷୀଙ୍କ ଚେତାବନୀ, ଆସନ୍ତା ୪ ତାରିଖ ବୈଠକରେ ଚାଷୀଙ୍କ ସପକ୍ଷରେ ନିଷ୍ପତି ନହେଲେ ସ୍ଥିତି ହେବ ଭୟଙ୍କର ।”

ଦେଶରେ ମାଗଣାରେ ମିଳିବ କରୋନା ଟିକା । ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ । କହିଲେ ପ୍ରଥମ ପର୍ଯ୍ୟାୟରେ ୩ କୋଟି ବ୍ୟକ୍ତିଙ୍କୁ ଦିଆଯିବ ଭ୍ୟାକ୍ସିନ

କନକ ବ୍ୟୁରୋ : ସାରା ଦେଶରେ ପ୍ରଥମ ପର୍ଯ୍ୟାୟ କରୋନା ଟିକା ମାଗଣା ଦିଆଯିବ ବୋଲି ଶନିବାର ଘୋଷଣା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ । ଦେଶରେ ହୋଇଥିବା ଡ୍ରାଏ ରନ୍ର ସମୀକ୍ଷା ଅବସରରେ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ମୋଟ ୩ କୋଟି କରୋନା ଯୋଦ୍ଧାଙ୍କୁ ଏହି ଟିକା ପ୍ରଦାନ କରାଯିବ । ଏମାନଙ୍କ ମଧ୍ୟରେ ୧ କୋଟି ସ୍ୱାସ୍ଥ୍ୟ କର୍ମୀ ଥିବା ବେଳେ ୨ କୋଟି ଆଗଧାଡିରContinue reading “ଦେଶରେ ମାଗଣାରେ ମିଳିବ କରୋନା ଟିକା । ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ । କହିଲେ ପ୍ରଥମ ପର୍ଯ୍ୟାୟରେ ୩ କୋଟି ବ୍ୟକ୍ତିଙ୍କୁ ଦିଆଯିବ ଭ୍ୟାକ୍ସିନ”

ବସନ୍ତ ଦାସଙ୍କ ବହିରେ ଓଡ଼ିଶା ରାଜନୀତିର ଗୋପନ କଥା । ଶିକ୍ଷକରୁ ମୁଖ୍ୟମନ୍ତ୍ରୀ ବନିଥିବା ବିନାୟକ ଆଚାର୍ଯ୍ୟଙ୍କ କ୍ୟାବିନେଟର ରୋଚକ କାହାଣୀ ।

କନକ ବ୍ୟୁରୋ : ୧୯୭୬ ବେଳର କଥା । ଶିକ୍ଷକରୁ ରାଜନେତା ବନିଥିବା ବିନାୟକ ଆଚାର୍ଯ୍ୟ ଯେବେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ, ସେତେବେଳେ ତାଙ୍କ କ୍ୟାବିନେଟରେ ଘଟିଥିଲା ଏକ ରୋଚକ ଘଟଣା । ଓଡିଶା ରାଜନୀତିର ଇତିହାସରେ ଏଭଳି ଦୃଷ୍ଟାନ୍ତ ବୋଧହୁଏ ନଥିବ, ଯେତେବେଳେ ମନ୍ତ୍ରୀ ଭାବେ ଶପଥଗ୍ରହଣ ଉତ୍ସବ ଆଇସିୟୁ ଭିତରେ ହୋଇଥିଲା । ବିନାୟକ ଆଚାର୍ଯ୍ୟଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିବା ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ଦେହାନ୍ତ ପରେ ତାଙ୍କ ପୁଅ ଅନଙ୍ଗContinue reading “ବସନ୍ତ ଦାସଙ୍କ ବହିରେ ଓଡ଼ିଶା ରାଜନୀତିର ଗୋପନ କଥା । ଶିକ୍ଷକରୁ ମୁଖ୍ୟମନ୍ତ୍ରୀ ବନିଥିବା ବିନାୟକ ଆଚାର୍ଯ୍ୟଙ୍କ କ୍ୟାବିନେଟର ରୋଚକ କାହାଣୀ ।”

Design a site like this with WordPress.com
Get started