ଜଗା ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭିଡ: ହେଲେ କରୋନା ନେଗେଟିଭ ରିପୋର୍ଟ ନଥିଲେ ଶ୍ରୀମନ୍ଦିରକୁ ପ୍ରବେଶ ମନା; ଏଥିପାଇଁ ଘରୋଇ ମେଡିକାଲରେ ଲାଗିଛି ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ

କନକ ବ୍ୟୁରୋ: କାଳିଆ ଦର୍ଶନ ପାଇଁ କରୋନା ନେଗେଟିଭି ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି । କରୋନା ନେଗେଟିଭ ରିପୋର୍ଟ ସାଂଗରେ ନେଲେ ହିଁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳିଛି । ଏଥିପାଇଁ ଘରୋଇ ମେଡିକାଲରେ ଲୋକଙ୍କ ଲମ୍ବାଲାଇନ ଲାଗିଛି ରିପୋର୍ଟ ପାଇଁ । ଗତ ୨୩ ତାରିଖରେ ଶ୍ରୀମନ୍ଦିର ଖୋଲିଥିବା ବେଳେ ଆଜିଠୁ ସମସ୍ତଙ୍କ ପାଇଁ ମନ୍ଦିର ଖୋଲାଯାଇଛି । କୋଭିଡ କଟକଣା ମଧ୍ୟରେ ଜଗା ଦର୍ଶନ କରୁଛନ୍ତି ଭକ୍ତ । ଭକ୍ତ ଓ ଭଗବାନContinue reading “ଜଗା ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭିଡ: ହେଲେ କରୋନା ନେଗେଟିଭ ରିପୋର୍ଟ ନଥିଲେ ଶ୍ରୀମନ୍ଦିରକୁ ପ୍ରବେଶ ମନା; ଏଥିପାଇଁ ଘରୋଇ ମେଡିକାଲରେ ଲାଗିଛି ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ”

ଦେଶରେ ୨ ଟି କରୋନା ଟିକାକୁ ମଞ୍ଜୁରୀ ମିଳିବା ପରେ ଭାରତକୁ ଶୁଭେଚ୍ଛା ଜଣାଇଲା ବିଶ୍ୱସ୍ୱାସ୍ଥ୍ୟ ସଂଗଠନ । ସେପଟେ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ । କହିଲେ ଏହା ଦେଶପାଇଁ ଏକ ଗର୍ବର ମୁହୁତ୍ତ୍ୱ

କନକ ବ୍ୟୁରୋ : ଭାରତରେ କୋଭିସିଲ୍ଡ ଓ କୋଭାକ୍ସିନ ଟିକାର ସାର୍ବଜନୀନ ବ୍ୟବହାର ପାଇଁ ଡ୍ରଗ୍ସ କଣ୍ଟ୍ରୋଲ ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଭାରତର ଏଭଳି ସଫଳତାକୁ ନେଇ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଭାରତକୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଏହାସହ ଭାରତ ଯେଭଳି ଭାବେ କରୋନା ଲଢେଇରେ ନିଜର ପାରଦର୍ଶିତା ଦେଖାଇଲା ତାହାକୁ ନେଇ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ବି ଭାରତକୁ ସ୍ୱାଗତ ଜଣାଇଛି । ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ଦକ୍ଷିଣContinue reading “ଦେଶରେ ୨ ଟି କରୋନା ଟିକାକୁ ମଞ୍ଜୁରୀ ମିଳିବା ପରେ ଭାରତକୁ ଶୁଭେଚ୍ଛା ଜଣାଇଲା ବିଶ୍ୱସ୍ୱାସ୍ଥ୍ୟ ସଂଗଠନ । ସେପଟେ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ । କହିଲେ ଏହା ଦେଶପାଇଁ ଏକ ଗର୍ବର ମୁହୁତ୍ତ୍ୱ”

କରୋନା ଟିକା ନେଇ ଆସିଲା ଖୁସି ଖବର: ଦେଶରେ କୋଭିସିଲ୍ଡ ଓ କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାରକୁ ଡିସିଜିଆଇର ଅନୁମତି; ସ୍ୱାଗତ ଜଣାଇଲା ‘ହୁ’

କନକ ବ୍ୟୁରୋ: କରୋନାର ମୁକାବିଲା ପାଇଁ ଭାରତରେ ୨ଟି ଟିକାକୁ ଡିସିଜିଆଇର ମିଳିଲା ଅନୁମତି । କୋଭିଡ଼ ଭ୍ୟାକସିନ୍ କୋଭିସିଲ୍ଡ ଓ କୋଭାକ୍ସିନକୁ ଜରୁରୀ ବ୍ୟବହାର ନେଇ ଡିସିଜିଆଇର ଅନୁମତି ମିଳିଛି । ସେରମ୍ ଇନଷ୍ଟିଚ୍ୟୁଟ, ଭାରତ ବାୟୋଟେକ ଟିକାକୁ ମିଳିଲା ଅନୁମୋଦନ । କୋଭିସିଲ୍ଡ ଓ କୋଭାକ୍ସିନ ଟିକାକରଣ ନେଇ ବିଧିବଦ୍ଧ ଅନୁମୋଦନ ମଳିଛି । ପୂର୍ବରୁ ବିଶେଷଜ୍ଞ କମିିଟି ଟିକା ବ୍ୟବହାରକୁ ଦେଇଥିଲେ ଅନୁମତି । ଏବେ ଜିସିଜିଆଇ ଟିକାକୁ ଅନୁମତି ଦେବା ପରେContinue reading “କରୋନା ଟିକା ନେଇ ଆସିଲା ଖୁସି ଖବର: ଦେଶରେ କୋଭିସିଲ୍ଡ ଓ କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାରକୁ ଡିସିଜିଆଇର ଅନୁମତି; ସ୍ୱାଗତ ଜଣାଇଲା ‘ହୁ’”

ମାହାଙ୍ଗାରେ ବିଜେପି ନେତାଙ୍କୁ ନିର୍ମମ ହତ୍ୟା ଘଟଣାରେ ୧୨ ଜଣଙ୍କ ନାଁରେ ଏତଲା: ଜଣଙ୍କୁ ଅଟକ ରଖି ପୁଲିସର ପଚରାଉଚରା; ସାଇଟିଫିକ ଟିମର ତନାଘନା

କନକ ବ୍ୟୁରୋ: ମାହାଙ୍ଗାର ବିଜେପି ନେତା ତଥା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୂଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ନିର୍ମମ ଭାବେ ହତ୍ୟା ଘଟଣାରେ ୧୨ ଜଣଙ୍କ ନାଁରେ ଏତଲା । ମୃତ କୂଳମଣି ବରାଳଙ୍କ ପୁଅ ଏନେଇ ମାହାଙ୍ଗା ଥାନାରେ ଏତଲା ଦେଇଛନ୍ତି । ଘରକୁ ଫେରୁଥିବା ସମୟରେ ଏହି ୧୨ ଜଣ ତାଙ୍କ ବାପାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ସେ ଅଭିଯୋଗ ଆଣିଛନ୍ତି । ପୁଲିସ ମଧ୍ୟ ଜଣଙ୍କୁ ଅଟକ ରଖି ପଚରାଉଚରାContinue reading “ମାହାଙ୍ଗାରେ ବିଜେପି ନେତାଙ୍କୁ ନିର୍ମମ ହତ୍ୟା ଘଟଣାରେ ୧୨ ଜଣଙ୍କ ନାଁରେ ଏତଲା: ଜଣଙ୍କୁ ଅଟକ ରଖି ପୁଲିସର ପଚରାଉଚରା; ସାଇଟିଫିକ ଟିମର ତନାଘନା”

ସବୁ ମନୋମାଳିନ୍ୟକୁ ପଛରେ ପକାଇ ପୁଣି ପଞ୍ଜାବ କଂଗ୍ରେସର ମଙ୍ଗ ଧରିପାରନ୍ତି ନବଜୋତ୍ ସିଂ ସିଦ୍ଧୁ । ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳିବା ନେଇ ଆଶା ସଂଚାର

କନକ ବ୍ୟୁରୋ : ୨ ବର୍ଷ ଧରି କଂଗ୍ରେସ ଠାରୁ ଦୂରେଇ ଯାଇଥିବା ପୂର୍ବତନ କ୍ରିକେଟର ନବଜୋତସିଂ ସିଦ୍ଧୁ ପୁଣିଥରେ କଂଗ୍ରେସକୁ ଫେରି ପାରନ୍ତି ବୋଲି ସୂଚନା ମିଳିଛି । ତାଙ୍କୁ ଦଳକୁ ଫେରାଇ ଆଣିବାକୁ କଂଗ୍ରେସ ଦଳ ୩ ଟି ଫର୍ମୁଲାରେ କାମ କରୁଥିବା କୁହାଯାଇଛି । ଏପରି ସ୍ଥଳେ ଦଳର ନେତୃତ୍ୱ ଓ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂଙ୍କ ସହ ତାଙ୍କର ଥିବା ମନୋମାଳିନ୍ୟ ତୁଟିଥିବା ବି କୁହାଯାଇଛି । ତାଙ୍କୁ ଦଳକୁContinue reading “ସବୁ ମନୋମାଳିନ୍ୟକୁ ପଛରେ ପକାଇ ପୁଣି ପଞ୍ଜାବ କଂଗ୍ରେସର ମଙ୍ଗ ଧରିପାରନ୍ତି ନବଜୋତ୍ ସିଂ ସିଦ୍ଧୁ । ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳିବା ନେଇ ଆଶା ସଂଚାର”

କରୋନା ଟିକା ନେବାକୁ କେମିତି କରିବେ ପଞ୍ଜିକରଣ । ସରକାରଙ୍କ ‘କୋ ୱିନ୍’ ଆପ୍ କେତେ ହେବ ସହାୟକ । ଜାଣନ୍ତୁ ପୁରା ପ୍ରୋସେସ୍

କନକ ବ୍ୟୁରୋ : ଏବେ ଏବେ ଦେଶବାସୀଙ୍କ ପାଇଁ ଏକ ବଡ ଖୁସି ଖବର ଆସିଛି । ଡିସିଜିଆଇ ସ୍ୱାଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ହୋଇଥିବା କୋଭାସିଲ୍ଡ ଓ କୋଭାକ୍ସିନ ଟିକାକୁ ଜରୁରିକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏପଟେ ସରକାର ପ୍ରଥମ ପର୍ଯ୍ୟାୟରେ ୩ କୋଟି ଭାରତୀୟଙ୍କୁ ଟିକା ଦେବାକୁ ପୁରା ଦମରେ ପ୍ରସ୍ତୁତି ଚଳାଇଛନ୍ତି । ଏହାରି ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟିକା ନେବାContinue reading “କରୋନା ଟିକା ନେବାକୁ କେମିତି କରିବେ ପଞ୍ଜିକରଣ । ସରକାରଙ୍କ ‘କୋ ୱିନ୍’ ଆପ୍ କେତେ ହେବ ସହାୟକ । ଜାଣନ୍ତୁ ପୁରା ପ୍ରୋସେସ୍”

ମହିଳା କ୍ରାନ୍ତିର ମହାନ କର୍ଣ୍ଣଧାର ସାବିତ୍ରୀ ବାଇ ଫୁଲେଙ୍କର ଆଜି ୧୯୦ ତମ ଜନ୍ମ ବାର୍ଷିକୀ । ଏହି ଅବସରରେ ଆମର ସ୍ୱତନ୍ତ୍ର ଆଲେଖ୍ୟ ‘ମହିଳା କ୍ରାନ୍ତିରେ ଫୁଲେ’ ।

କନକ ବ୍ୟୁରୋ: ଭାରତ ଇତିହାସରେ ରହିଛି ଅନେକ କଳଙ୍କିତ ଅଧ୍ୟାୟ । ସେ ସତୀଦାହ ପ୍ରଥା ହେଉ କି କ୍ରୀତଦାସ ପ୍ରଥା । ହେଲେ ସବୁ କଳଙ୍କିତ ପ୍ରଥାରୁ ମାନବ ସମାଜକୁ ଉଦ୍ଧାର କରିବାକୁ କେହି ନା କେହି ମହା ମାନବ ଧରାବତରଣ କରିଛନ୍ତି । ହେଲେ ସେମାନଙ୍କ ମଧ୍ୟରୁ ଟିକେ ସ୍ୱତନ୍ତ୍ର ହେଉଛନ୍ତି ସାବିତ୍ରୀବାଈ ଫୁଲେ । ଯିଏ କି ଏକାଧାରରେ ଦେଶର ପ୍ରଥମ ମହିଳା ଶିକ୍ଷକ, ସମାଜ ସୁଧାରକ ଓ ଆଧୁନିକ ମରାଠୀ କାବ୍ୟରContinue reading “ମହିଳା କ୍ରାନ୍ତିର ମହାନ କର୍ଣ୍ଣଧାର ସାବିତ୍ରୀ ବାଇ ଫୁଲେଙ୍କର ଆଜି ୧୯୦ ତମ ଜନ୍ମ ବାର୍ଷିକୀ । ଏହି ଅବସରରେ ଆମର ସ୍ୱତନ୍ତ୍ର ଆଲେଖ୍ୟ ‘ମହିଳା କ୍ରାନ୍ତିରେ ଫୁଲେ’ ।”

କୋଭିଡ୍ ଟିକାକୁ ନେଇ ଅପେକ୍ଷାର ହେଲା ଅନ୍ତ: କୋଭିସିଲ୍ଡ ଓ କୋଭାକ୍ସିନକୁ ଡିସିଜିଆଇର ଅନୁମତି; ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମତି

କନକ ବ୍ୟୁରୋ: କରୋନାର ମୁକାବିଲା ପାଇଁ ଭାରତରେ ୨ଟି ଟିକାକୁ ଡିସିଜିଆଇର ମିଳିଲା ଅନୁମତି । କୋଭିଡ଼ ଭ୍ୟାକସିନ୍ କୋଭିସିଲ୍ଡ ଓ କୋଭାକ୍ସିନକୁ ଜରୁରୀ ବ୍ୟବହାର ନେଇ ଡିସିଜିଆଇର ଅନୁମତି ମିଳିଛି । ସେରମ୍ ଇନଷ୍ଟିଚ୍ୟୁଟ, ଭାରତ ବାୟୋଟେକ ଟିକାକୁ ମିଳିଲା ଅନୁମୋଦନ । କୋଭିସିଲ୍ଡ ଓ କୋଭାକ୍ସିନ ଟିକାକରଣ ନେଇ ବିଧିବଦ୍ଧ ଅନୁମୋଦନ ମଳିଛି । ପୂର୍ବରୁ ବିଶେଷଜ୍ଞ କମିିଟି ଟିକା ବ୍ୟବହାରକୁ ଦେଇଥିଲେ ଅନୁମତି । ଏବେ ଜିସିଜିଆଇ ଟିକାକୁ ଅନୁମତି ଦେବା ପରେContinue reading “କୋଭିଡ୍ ଟିକାକୁ ନେଇ ଅପେକ୍ଷାର ହେଲା ଅନ୍ତ: କୋଭିସିଲ୍ଡ ଓ କୋଭାକ୍ସିନକୁ ଡିସିଜିଆଇର ଅନୁମତି; ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମତି”

ନିର୍ବାଚନ ପ୍ରକ୍ରିୟା ଭଳି ପ୍ରସ୍ତୁତ ଚାଲିଛି ଟିକାକରଣ ପ୍ରକ୍ରିୟା । ୧୨୫ ଜିଲ୍ଲାର ୨୮୫ ସେଣ୍ଟରରେ ହେଲା ଡ୍ରାଏ ରନ୍ । ଖୁବଶୀଘ୍ର ଟିକା କରଣ ପାଇଁ ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

କନକ ବ୍ୟୁରୋ : କରୋନା ମହାମାରୀରେ ଅତିଷ୍ଠ ହୋଇ ବଡ ଉତ୍ସୁକତାର ସହିତ ଟିକାକୁ ଅପେକ୍ଷା କରିଛନ୍ତି ଦେଶବାସୀ । କେନ୍ଦ୍ରସରକାର ଏହାକୁ ଗରୁତ୍ୱର ସହ ନେଇ ଦେଶର ସମସ୍ତ ନାଗରିକଙ୍କ ପାଖରେ କିଭଳି କରୋନାଟିକା ସୁରଖୁରୁରେ ପହଂଚାଇପାରିବେ ସେନେଇ ପ୍ରସ୍ତୁତି ଜାରି ରଖିଛନ୍ତି । ଶନିବାର ଟିକାକରଣ ପୂର୍ବରୁ ପ୍ରାକ୍ ପ୍ରସ୍ତୁତି ବା ଡ୍ରାଏ ରନ୍ କରାଯାଇଛି । ଏଥିରେ ଦେଶର ୧୨୫ ଜିଲ୍ଲାର ୨୮୫ ସେଣ୍ଟରକୁ ସାମିଲ କରାଯାଇଥିଲା । ଏହି ଡ୍ରାଏରନ୍ ରContinue reading “ନିର୍ବାଚନ ପ୍ରକ୍ରିୟା ଭଳି ପ୍ରସ୍ତୁତ ଚାଲିଛି ଟିକାକରଣ ପ୍ରକ୍ରିୟା । ୧୨୫ ଜିଲ୍ଲାର ୨୮୫ ସେଣ୍ଟରରେ ହେଲା ଡ୍ରାଏ ରନ୍ । ଖୁବଶୀଘ୍ର ଟିକା କରଣ ପାଇଁ ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ”

ତାସଖେଳରୁ ବୀଭତ୍ସ ହତ୍ୟା ! ନାବାଳକର ଶିଳପୁଆ ମାଡରେ ଯୁବକଙ୍କ ଶୋଚନୀୟ ମୃତ୍ୟୁ: ଖେଳ ଚାଲିଥିବାବେଳେ ସାମାନ୍ୟ ଯୁକ୍ତିତର୍କରୁ ମାରପିଟ୍

କନକ ବ୍ୟୁରୋ: ତାସ ଖେଳ ସମୟରେ ବିଭତ୍ସ ହତ୍ୟା । ନାବାଳକର ଶିଳପୁଆ ମାଡ଼ରେ ଯୁବକଙ୍କର ଶୋଚନୀୟ ମୃତ୍ୟୁ । ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଦୋଳସାହି ଗାଁରେ ଘଟିଛି ହତ୍ୟାକାଣ୍ଡ । ତାସ ଖେଳ ଚାଲିଥିବା ବେଳେ ରବିନ୍ଦ୍ର ଓ ଅଭିଯୁକ୍ତ ନାବାଳକଙ୍କର କୌଣସି କଥାରୁ ଯୁକ୍ତିତର୍କ ଲାଗିବା ସହ ମାଡ଼ପିଟ ଲାଗିଥିଲା । ପରେ ନାବାଳକ ଜଣକ ଉତକ୍ଷିପ୍ତ ହୋଇ ପାଖରେ ଥିବା ଶିଳପୁଆକୁ ରବିନ୍ଦ୍ର ଉପରକୁ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେContinue reading “ତାସଖେଳରୁ ବୀଭତ୍ସ ହତ୍ୟା ! ନାବାଳକର ଶିଳପୁଆ ମାଡରେ ଯୁବକଙ୍କ ଶୋଚନୀୟ ମୃତ୍ୟୁ: ଖେଳ ଚାଲିଥିବାବେଳେ ସାମାନ୍ୟ ଯୁକ୍ତିତର୍କରୁ ମାରପିଟ୍”

Design a site like this with WordPress.com
Get started