କନକ ବ୍ୟୁରୋ : ଜିଓ ନିଜ ଗ୍ରାହକଙ୍କୁ କେତେବେଳେ ଖୁସି କରୁଛି ତ କେତେବେଳେ ନିରାଶ । ନୂଆବର୍ଷଠାରୁ ଜିଓ ତାର ସମସ୍ତ ଲୋକାଲ କଲକୁ ମାଗଣା କରି ନିଜ ଗ୍ରାହକଙ୍କୁ ଖୁସି କରିଦେଇଛି । ଅର୍ଥାତ ଏଣିକି ଯେକୌଣସି ନମ୍ବରକୁ କଲ କଲେ ଦେୟ ପଡିବ ନାହିଁ । ହେଲେ ଏହାପରେ ରିଲାଏନ୍ସ ଜିଓ ଆଜି ପୁଣି ଏକ ଘୋଷଣା କରିଛି । କମ୍ପାନୀ ନିଜ ଉପଭୋକ୍ତାଙ୍କୁ ଦେଉଥିବା ଏକ୍ସଟ୍ରା ଡାଟା ପ୍ୟାକ ବନ୍ଦ କରିଦେଇଛିContinue reading “ରିଲାଏନ୍ସ ଜିଓ ବନ୍ଦ କଲା ଏକ୍ସଟ୍ରା ଡାଟା ପ୍ୟାକ । ଟପ-ଅପ ଭଉଚର ଉପଲବ୍ଧ ହେବ ହେଲେ ପୂର୍ବ ପରି ଆଉ ଆସିବନି ଏକ୍ସଟ୍ରା ଡାଟା ।”
Author Archives: Raghaba
ନିଜ ବୟସର ଅସହାୟ ଲୋକଙ୍କ ସହ ବୃଦ୍ଧାଶ୍ରମରେ ନୂଆବର୍ଷ ପାଳିଲେ ୧୦୫ ବର୍ଷର ବୃଦ୍ଧା ଅମିୟ ବିଶ୍ୱାସ । ସ୍ନେହର ଉପହାର ପାଇ ଅନ୍ତେବାସୀଙ୍କ ଓଠରେ ଫୁଟିଲା ଚେନାଏ ହସ ।
କନକ ବ୍ୟୁରୋ: ସେ ଜଣେ ମାଆ, ସେ ବୁଝିଛନ୍ତି ଆଉ ଜଣେ ମାଆକୁ.. ସେ ଜଣେ ନାରୀ, ସେ ଜାଣିଛନ୍ତି ଆଉ ଜଣେ ନାରୀକୁ । ପିଲାମାନେ ବାପାମାଆଙ୍କୁ ପରକଲା ପରେ, ପୁଅ ବୋହୂ ଶାଶୁ ଶ୍ୱଶୁରଙ୍କୁ ତଡିଦେବା ପରେ କେତେ କଷ୍ଟ ପାଆନ୍ତି ବାପାମାଆ । କେତେ ଯନ୍ତ୍ରଣା ପାଆନ୍ତି ଜନ୍ମ ଦେଇଥିବା ଜୀବନ୍ତ ଦେବତା… ଏଇ କଥାକୁ ଅନ୍ତରରୁ ବୁଝିଛନ୍ତି ଏ ବୃଦ୍ଧା । ଆଉ ଧାଇଁ ଆସିଛନ୍ତି ତାଙ୍କରି ବୟସର ଅସହାୟ ମଣିଷମାନଙ୍କContinue reading “ନିଜ ବୟସର ଅସହାୟ ଲୋକଙ୍କ ସହ ବୃଦ୍ଧାଶ୍ରମରେ ନୂଆବର୍ଷ ପାଳିଲେ ୧୦୫ ବର୍ଷର ବୃଦ୍ଧା ଅମିୟ ବିଶ୍ୱାସ । ସ୍ନେହର ଉପହାର ପାଇ ଅନ୍ତେବାସୀଙ୍କ ଓଠରେ ଫୁଟିଲା ଚେନାଏ ହସ ।”
ଭୟ ବଢାଉଛି ରାଜକନିକା ଫେରିଘାଟ । ଡଙ୍ଗାରେ ଯାଉଛନ୍ତି ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ । ନା ଅଛି ଲାଇଫ ଜ୍ୟାକେଟ୍ ନା କୌଣସି ସୁରକ୍ଷା ବ୍ୟବସ୍ଥା ।
କନକ ବ୍ୟୁରୋ : ପ୍ରତିଦିନ ହଜାର ହଜାର ଲୋକମାନେ କେନ୍ଦ୍ରାପଡା ଜୟନଗର ଫେରି ଘାଟ ଦେଇ ଭିତରକନିକା ଜାତୀୟ ଉଦ୍ୟାନକୁ ବୁଲିବାକୁ ଯାଉଛନ୍ତି । କେବଳ ବୁଲିବାକୁ ନେୁହଁ ବେପାର ବାଣିଜ୍ୟ ପାଇଁ ବି ବିପଦ ପୂର୍ଣ ଯାତ୍ରା କରୁଛନ୍ତି ନଇକୂଳିଆ ଲୋକ । ଦେଶୀ ଡଙ୍ଗାରେ ନଦୀ ପାରି ବେଳେ କେତେବେଳେ କ’ଣ ହେବ ତା କହିବା ଅସମ୍ଭବ । ତେଣୁ ତୁରନ୍ତ ପ୍ରସାଶନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି । ବିଭିନ୍ନ ସମୟରେContinue reading “ଭୟ ବଢାଉଛି ରାଜକନିକା ଫେରିଘାଟ । ଡଙ୍ଗାରେ ଯାଉଛନ୍ତି ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ । ନା ଅଛି ଲାଇଫ ଜ୍ୟାକେଟ୍ ନା କୌଣସି ସୁରକ୍ଷା ବ୍ୟବସ୍ଥା ।”
ଓବିସି ଅଧ୍ୟକ୍ଷ ଭାବେ ରଘୁନାଥ ବିଶ୍ୱାଳ ନେଲେ ଦାୟିତ୍ୱ । କହିଲେ, ଖୁବ ଶୀଘ୍ର ପ୍ରସ୍ତୁତ ହେବ ଓବିସି ତାଲିକା । ସେପଟେ ଓବିସି ସଂରକ୍ଷଣକୁ ନେଇ ଆରମ୍ଭ ହେଲା ରାଜନୀତି ।
କନକ ବ୍ୟୁରୋ : ଓଏସସିବିସି କମିସନ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ରଘୁନାଥ ବିଶ୍ୱାଳ । ତାଙ୍କ ସହ ୩ ଜଣ ସଦସ୍ୟ ଡାକ୍ତର ନବନୀତ ରଥ, ମିତାଲି ଚିନ୍ନାରା, ଓ ପ୍ରଶନ୍ନ କୁମାର ପାତ୍ର ଦାୟିତ୍ୱ ନେଇଛନ୍ତି । ଦାୟିତ୍ୱ ଗ୍ରହଣ ପରେ କମିସନ ରଘୁନାଥ ବିଶ୍ୱାଳ କହିଛନ୍ତି, ଯେ ଯଦି କୌଣସି ଜାତିର ଲୋକ ଓବିସି ବର୍ଗକୁ ଅ୍ରାସିବା ପାଇଁ ଚାହିଁବେ ଆସିପାରିବେ । ଏହା ସହ କୌଣସି ଓବିସି ବର୍ଗରେ ଥାଇ ଯଦିContinue reading “ଓବିସି ଅଧ୍ୟକ୍ଷ ଭାବେ ରଘୁନାଥ ବିଶ୍ୱାଳ ନେଲେ ଦାୟିତ୍ୱ । କହିଲେ, ଖୁବ ଶୀଘ୍ର ପ୍ରସ୍ତୁତ ହେବ ଓବିସି ତାଲିକା । ସେପଟେ ଓବିସି ସଂରକ୍ଷଣକୁ ନେଇ ଆରମ୍ଭ ହେଲା ରାଜନୀତି ।”
ଝାରସୁଗୁଡାରୁ ମୁମ୍ବାଇ ଓ ବେଙ୍ଗାଲୁରକୁ ଉଡିବ ବିମାନ । ୧୨ ତାରିଖରୁ ଆରମ୍ଭ ହେବ ବିମାନ ସେବା ।
କନକ ବ୍ୟୁରୋ : ଆସନ୍ତା ୧୨ ତାରିଖ ଠାରୁ ଝାରସୁଗୁଡା ଠାରୁ ବେଙ୍ଗାଳୁରୁ ଓ ମୁମ୍ବାଇକୁ ଆରମ୍ଭ ହେବ ସିଧାସଳଖ ବିମାନ ସେବା । ସ୍ପାଇସ ଜେଟ ପକ୍ଷରୁ ଏହି ଉଡାଣ କରାଯିବ ବୋଲି ସୂଚନା ଦେଇଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ । ଉଭୟ ସ୍ଥାନକୁ ସପ୍ତାହକୁ ୪ ଦିନ ବିମାନ ଚଳାଚଳ କରିବ । ବିମାନ ବନ୍ଦରରେ ଆବଶ୍ୟକିୟ ସଂଖ୍ୟକ ଫାୟାରମ୍ୟାନ ନିଯୁକ୍ତି ହେବା ପରେ ଏହା ୬ ରୁ ୭ କ୍ୟାଟାଗୋରୀ ଯାଇଛି ।Continue reading “ଝାରସୁଗୁଡାରୁ ମୁମ୍ବାଇ ଓ ବେଙ୍ଗାଲୁରକୁ ଉଡିବ ବିମାନ । ୧୨ ତାରିଖରୁ ଆରମ୍ଭ ହେବ ବିମାନ ସେବା ।”
ସୁନ୍ଦରଗଡ ଧାନ ମଣ୍ଡିରେ ଟୋକନ ସ୍କାମ୍ ଅଭିଯୋଗ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀଙ୍କ ଅଧ୍ୟକ୍ଷତାରେ ତଦନ୍ତ କରିବ ସ୍ୱତନ୍ତ୍ର ଟିମ ।
କନକ ବ୍ୟୁରୋ : କନକ ନ୍ୟୁଜର ବଡ ପ୍ରଭାବ । ଟୋକନ ସ୍କାମ୍ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲପାଳ । ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ମଣ୍ଡି ସହିତ ମହୁଲପାଲି ଲ୍ୟାମ୍ପସରେ ଟୋକନ ସ୍କ୍ୟାମ୍ ନେଇ କନକ ନ୍ୟୁଜ୍ରେ ଖବର ପ୍ରସାରଣ ପରେ ଆଜି ଖୋଦ୍ ଜିଲ୍ଲପାଳ ମହୁଲପାଲି ମଣ୍ଡିକୁ ଯାଇ ସ୍ଥିତିର ସମୀକ୍ଷା କରିଛନ୍ତି । ଏକ ସ୍ୱତନ୍ତ୍ର ଟିମ୍ କରି ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି । ଏହି ଟିମ୍ରେ ଜିଲ୍ଲା ଯୋଗାଣ ଅଧିକାରୀ,Continue reading “ସୁନ୍ଦରଗଡ ଧାନ ମଣ୍ଡିରେ ଟୋକନ ସ୍କାମ୍ ଅଭିଯୋଗ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀଙ୍କ ଅଧ୍ୟକ୍ଷତାରେ ତଦନ୍ତ କରିବ ସ୍ୱତନ୍ତ୍ର ଟିମ ।”
ଗଞ୍ଜେଇ ଚୋରା ଚାଲାଣର ନୂଆ ତରିକା । ବୋଲେରୋ ଗାଡିର ହୁଡରେ ୧୦ଲକ୍ଷ ଟଙ୍କାର ଗଞ୍ଜେଇ ଚାଲାଣ ବେଳେ ଧରିଲା ଜୟପୁର ସଦର ପୁଲିସ ।
କନକ ବ୍ୟୁରୋ : ନୂଆ ବର୍ଷରେ ଗଞ୍ଜେଇ କାରବାରର ନୂଆ ତରିକା । ପୁଲିସକୁ ଚକମା ଦେଇ ସବୁଜ ଜହର କାରବାର ଚଳାଇଛନ୍ତି ଗଞ୍ଜେଇ ମାଫିଆ । ବୋଲେରୋ ଗାଡିର ହୁଡରେ ଗଞ୍ଜେଇ ଚାଲାଣ ବେଳେ ଗାଡିକୁ ଧରିଛି ଜୟପୁର ସଦର ପୁଲିସ । ବିହାରର ୨ ଜଣ ଗିରଫ ହୋଇଛନ୍ତି । ଏହି ସବୁ ଗଞ୍ଜେଇ କୋରାପୁଟରୁ ବିହାରକୁ ଚାଲଣ ହେଉଥିଲା । ଏନେଇ ପୋଲିସକୁ ସୂଚନା ମିଳିବା ପରେ ପୋଲିସ ଚଢାଉ କରିଥିଲା ।Continue reading “ଗଞ୍ଜେଇ ଚୋରା ଚାଲାଣର ନୂଆ ତରିକା । ବୋଲେରୋ ଗାଡିର ହୁଡରେ ୧୦ଲକ୍ଷ ଟଙ୍କାର ଗଞ୍ଜେଇ ଚାଲାଣ ବେଳେ ଧରିଲା ଜୟପୁର ସଦର ପୁଲିସ । “
୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଲସ୍କର ଆତଙ୍କୀ ଜାକି ଓର ରେହମାନ ଗିରଫ୍ । ଆତଙ୍କବାଦୀଙ୍କ ସହଯୋଗ କରିବା ଓ ସେମାନଙ୍କ ଟଙ୍କା ଦେବା ଅଭିଯୋଗରେ ଗିରଫ୍
କନକ ବ୍ୟୁରୋ : ୨୦୦୮ ମସିହା ନଭେମ୍ବର ମାସ ୨୬ ତାରିଖରେ ମୁମ୍ବାଇରେ ହୋଇଥିବା ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ ତଥା ଲସ୍କର ଆତଙ୍କବାଦୀ ସଂଗଠନର ପ୍ରମୁଖ ଜାକି ଓର ରେହମାନ ଲଖବୀକୁ ଗିରଫ୍ କରାଯାଇଛି । ତାକୁ ଆତଙ୍କବାଦୀ ମାନଙ୍କୁ ସାହାଯ୍ୟ କରିବା, ସେମାନଙ୍କୁ ଆର୍ଥିକ ସହାୟତା ଦେବା ଅଭିଯୋଗରେ ଗିରଫ୍ କରାଯାଇଛି । ସୂଚନା ଥାଉକି ଜାକି ଓର ରେହମାନ ଲଖବୀ ହାଫିଜ୍ ସଇଦ ସହ ମିଶି ୨୬/୧୧ ମୁମ୍ବାଇ ଆକ୍ରମଣ ପାଇଁ ଯୋଜନାContinue reading “୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଲସ୍କର ଆତଙ୍କୀ ଜାକି ଓର ରେହମାନ ଗିରଫ୍ । ଆତଙ୍କବାଦୀଙ୍କ ସହଯୋଗ କରିବା ଓ ସେମାନଙ୍କ ଟଙ୍କା ଦେବା ଅଭିଯୋଗରେ ଗିରଫ୍”
କରୋନା ଟିକାକୁ ନେଇ ଅଖିଳେଶ ଯାଦବଙ୍କ ବିବାଦୀୟ ବୟାନ । ଗଣମାଧ୍ୟମ ଆଗରେ କହିଲେ ମୁଁ ଲଗାଇବି ନାହିଁ ବିଜେପି ଟିକା । ବିଜେପି ନେତା କହିଲେ ଟିକା ବିଜେପିର ହେଲେ ଅଖିଳେଶ ହେଉଛନ୍ତି ଭାଇରସ୍ ।
କନକ ବ୍ୟୁରୋ : ମାଗଣାରେ ଭାରତୀୟ ମାନଙ୍କୁ କରୋନା ଟିକା ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବୟାନ ଏବେ ରାଜନୀତି ସରଗରମ ହେବାରେ ଲାଗିଛି । ଅଖିଳେଶ ଯାଦବ କହିଛନ୍ତି କି ଆମେ ବିଜେପି ଟିକା ଲଗାଇବୁ ନାହିଁ । ଏହି ଟିକା ବିଜେପି ଭଳି ନକଲି ବୋଲି ସେ କହିଛନ୍ତି । ଏହାକୁ ନେଇ ଏବେ ରାଜନୀତି ସରଗରମ ହୋଇଛି । ଉତ୍ତରପ୍ରଦେଶର ଜଣେ ବରିଷ୍ଟ ବିଜେପି ନେତା ଅଖିଳେଶଙ୍କContinue reading “କରୋନା ଟିକାକୁ ନେଇ ଅଖିଳେଶ ଯାଦବଙ୍କ ବିବାଦୀୟ ବୟାନ । ଗଣମାଧ୍ୟମ ଆଗରେ କହିଲେ ମୁଁ ଲଗାଇବି ନାହିଁ ବିଜେପି ଟିକା । ବିଜେପି ନେତା କହିଲେ ଟିକା ବିଜେପିର ହେଲେ ଅଖିଳେଶ ହେଉଛନ୍ତି ଭାଇରସ୍ ।”
ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଅସୁସ୍ଥ । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ କୋଲକାତାର ଉଡଲ୍ୟାଣ୍ଡ ହସ୍ପିଟାଲରେ ଭର୍ତ୍ତି
କନକ ବ୍ୟୁରୋ: ବିସିସିଆଇ ଅଧ୍ୟକ୍ଷ ତଥା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଅସୁସ୍ଥ ହୋଇଥିବା ଜଣାଯାଇଛି। ସେ ହୃଦଘାତର ଶିକାର ହୋଇଥିବା କୁହାଯାଉଛି। ଅସୁସ୍ଥ ହେବା ପରେ ତାଙ୍କୁ କୋଲକାତାର ଉଡଲ୍ୟାଣ୍ଡସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। “Sad to hear that Sourav Ganguly suffered a mild cardiac arrest and has been admitted to hospital. Wishing him a speedy and full recovery,” tweets WestContinue reading “ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଅସୁସ୍ଥ । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ କୋଲକାତାର ଉଡଲ୍ୟାଣ୍ଡ ହସ୍ପିଟାଲରେ ଭର୍ତ୍ତି”