କନକ ବ୍ୟୁରୋ : ରାଜଧାନୀରେ କଡାକଡି ଆରମ୍ଭ ହୋଇଛି ହେଲମେଟ ଚେକିଂ । ବିଭିନ୍ନ ସ୍ଥାନରେ ପୁଲିସ ଡବଲ ହେଲମେଟ ପିନ୍ଧିନଥିବା ଲୋକଙ୍କୁ ଅଟକାଉଛନ୍ତି । ଯେଉଁ ଗାଡିରେ ଦୁଇ ଜଣ ଯାଉଛନ୍ତି, ଆଉ ଦୁଇଜଣ ହେଲମେଟ ପିନ୍ଧିନାହାନ୍ତି ସେମାନଙ୍କୁ ଅଟକାଇ ମୋଟା ଅଙ୍କର ଫାଇନ ଆଦାୟ କରାଯାଉଛି । ଅନେକ ସଚେତନ ହୋଇ ଡବଲ ହେଲମେଟ ପିନ୍ଧିଯାଉଥିବା ବେଳେ ନିୟମ ଉଂଲଘନ କରୁଥିବା ବ୍ୟକ୍ତିଙ୍କ ଠାରୁ ଫାଇନ ଆଦାୟ କରାଯାଉଛି । ବାଇକ ଚଳାଉଥିବା ଓContinue reading “ରାଜଧାନୀରେ କଡାକଡି ହେଉଛି ଡବଲ ହେଲମେଟ ଚେକିଂ : ବିଭିନ୍ନ ଛକରେ ପୋଲିସର ଧରପଗଡ”
Author Archives: Raghaba
ସିବିଏସଇ ବୋର୍ଡ ପରୀକ୍ଷା ତାରିଖ ଘୋଷଣା ପରେ ଚିନ୍ତାରେ ଗଣଶିକ୍ଷା ବିଭାଗ : ଆଦର୍ଶ ବିଦ୍ୟାଳୟ ସହ କିଛି ଘରୋଇ ସ୍କୁଲ ଛାତ୍ରଛାତ୍ରୀ ଦେବେ ପରୀକ୍ଷା
କନକ ବ୍ୟୁରୋ : ସିବିଏସଇ ବୋର୍ଡ ପରୀକ୍ଷା ନେଇ ତାରିଖ ଘୋଷଣା ପରେ ଏବେ ଚିନ୍ତାରେ ଗଣଶିକ୍ଷା ବିଭାଗ । ସ୍କୁଲ କେବେ ଖୋଲିବ ସେ ନେଇ ନିଷ୍ପତି ହୋଇପାରୁୁନି । ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ କହିଛନ୍ତି, ସିବିଏସଇ ପରୀକ୍ଷା ତାରିଖ ଘୋଷଣା ପରେ ଏହି ଆଧାରରେ ଆଦର୍ଶ ବିଦ୍ୟାଳୟ ସହ କେତେକ ଘରୋଇ ବିଦ୍ୟାଳୟର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସେ ନେଇ କିପରି ବ୍ୟବସ୍ଥା କରାଯିବ ସେ ନେଇ ବିଚାର ବିମର୍ଷ ଚାଲିଛି ।Continue reading “ସିବିଏସଇ ବୋର୍ଡ ପରୀକ୍ଷା ତାରିଖ ଘୋଷଣା ପରେ ଚିନ୍ତାରେ ଗଣଶିକ୍ଷା ବିଭାଗ : ଆଦର୍ଶ ବିଦ୍ୟାଳୟ ସହ କିଛି ଘରୋଇ ସ୍କୁଲ ଛାତ୍ରଛାତ୍ରୀ ଦେବେ ପରୀକ୍ଷା”
ଦେଶରେ ସମସ୍ତଙ୍କୁ ମିଳିବ ମାଗଣା କରୋନା ଟିକା । ଘୋଷଣା କଲେ କେନ୍ଦ୍ର ସ୍ୱାସ୍ଥମନ୍ତ୍ରୀ । ସେପଟେ ଆଜିଠୁ ଆରମ୍ଭ ହେଲା ଟିକାକରଣର ପାକ୍ ପ୍ରସ୍ତୁତି ଡ୍ରାଏ ରନ୍
କନକ ବ୍ୟୁରୋ : ଭାରତରେ କରୋନା ଟିକାକରଣ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଟିକାକରଣ ବେଳେ ଦେଖାଦେବାକୁ ଥିବା ସମସ୍ୟାର ସମାଧାନ ପାଇଁ ଆଜିଠାରୁ ସାରା ଦେଶରେ ପାକ୍ ପ୍ରସ୍ତୁତି ବା ଡ୍ରାଏ ରନ୍ ଆରମ୍ଭ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଏଭଳି ଉପଯୁକ୍ତ ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏକ ବଡ ଘୋଷଣା କରିଛନ୍ତି । ଡ୍ରାଏ ରନ୍ ର ଶୁଭାରମ୍ଭ କରିବାକୁ ଦିଲ୍ଲୀର ଜିଟିବି ହସ୍ପିଟାଲ ଯାଇଥିବାContinue reading “ଦେଶରେ ସମସ୍ତଙ୍କୁ ମିଳିବ ମାଗଣା କରୋନା ଟିକା । ଘୋଷଣା କଲେ କେନ୍ଦ୍ର ସ୍ୱାସ୍ଥମନ୍ତ୍ରୀ । ସେପଟେ ଆଜିଠୁ ଆରମ୍ଭ ହେଲା ଟିକାକରଣର ପାକ୍ ପ୍ରସ୍ତୁତି ଡ୍ରାଏ ରନ୍”
ସମ୍ବଲପୁର ଆଇଆଇଏମ ସ୍ଥାୟୀ କ୍ୟାମ୍ପସର ଭିତ୍ତିପ୍ରସ୍ତର ସ୍ଥାପନ: ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶିଳାନ୍ୟାସ କଲେ ମୋଦୀ; କହିଲେ, ଶିକ୍ଷାର ହବ୍ ହେବାକୁ ଯାଉଛି ଓଡ଼ିଶା
କନକ ବ୍ୟୁରୋ: ଆଜି ସଂବଲପୁର ଆଇଆଇଏମର ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ ହୋଇଛି । ଭିଡିଓ କନଫରେସିଂ ମାଧ୍ୟମରେ ନୂଆ କ୍ୟାମ୍ପସର ଶିଳାନ୍ୟାସ କରିଛନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାର୍ଯ୍ୟକ୍ରମ ଆରମ୍ଭରେ ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା କେମିତି ଶିକ୍ଷାର ହବ୍ ପାଲଟିଛି, ସେ ସମ୍ପର୍କରେ ନିଜର ଆଭିମୁଖ୍ୟ ରଖିଛନ୍ତି । ରାଜ୍ୟରେ ଏମ୍ସ ଆଇଆଇଏମ, ଆଇଆଇଟି, ନାଇଜର ଓ ଆଇଜର ପରି ଅନୁଷ୍ଠାନରୁ ବାହାରୁଥିବା ଛାତ୍ରଛାତ୍ରୀ ଦେଶର ସାମଗ୍ରିକ ବିକାଶରେ ସହାୟକ ହେଉଛନ୍ତିContinue reading “ସମ୍ବଲପୁର ଆଇଆଇଏମ ସ୍ଥାୟୀ କ୍ୟାମ୍ପସର ଭିତ୍ତିପ୍ରସ୍ତର ସ୍ଥାପନ: ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶିଳାନ୍ୟାସ କଲେ ମୋଦୀ; କହିଲେ, ଶିକ୍ଷାର ହବ୍ ହେବାକୁ ଯାଉଛି ଓଡ଼ିଶା”
ଚୀନ ସହ ଚାଲିଥିବା ବିବାଦକୁ ନଜରରେ ରଖି ପ୍ରସ୍ତୁତ ହେଉଛି ଭାରତ । ‘ପାଙ୍ଗୋଙ୍ଗ’ ହ୍ରଦ ନିମନ୍ତେ ୧୨ ଟି ଦ୍ରୁତଗାମୀ ପାଟ୍ରୋଲ ବୋଟ୍ ପାଇଁ ଚୁକ୍ତି ସ୍ୱାକ୍ଷର
କନକ ବ୍ୟୁରୋ : କେବେ ବି ଚୀନ ସହ ଭାରତର ହୋଇପାରେ ଯୁଦ୍ଧ । ଏଭଳି ପରିସ୍ଥିତି ଦୀର୍ଘ ୮ ମାସ ହେବ ଲାଗି ରହିଛି । ଏହାକୁ ନେଇ ଉଭୟ ଦେଶର ସାମରିକ ବାହୀନି ଏବେ ପୁରା ପ୍ରସ୍ତୁତ ହେବାରେ ଲାଗିଛନ୍ତି । ଏହାକୁ ନଜରରେ ରଖି ଭାରତୀୟ ସେନା ବି ତା’ର ପ୍ରସ୍ତୁତିକୁ ଜୋରଦାର କରିବାରେ ଲାଗିଛି । ପୂର୍ବ ଲଦାଖର ‘ପାଙ୍ଗୋଙ୍ଗ’ ହ୍ରଦ ନିଟରେ ପାଟ୍ରୋଲିଙ୍ଗ ପାଇଁ ‘ସର୍ଭଲାନ୍ସ ଗିଅର’ ଓ ଅନ୍ୟାନ୍ୟContinue reading “ଚୀନ ସହ ଚାଲିଥିବା ବିବାଦକୁ ନଜରରେ ରଖି ପ୍ରସ୍ତୁତ ହେଉଛି ଭାରତ । ‘ପାଙ୍ଗୋଙ୍ଗ’ ହ୍ରଦ ନିମନ୍ତେ ୧୨ ଟି ଦ୍ରୁତଗାମୀ ପାଟ୍ରୋଲ ବୋଟ୍ ପାଇଁ ଚୁକ୍ତି ସ୍ୱାକ୍ଷର”
କାଲିଠୁ ସ୍ଥାନୀୟ ଭକ୍ତଙ୍କ ପାଇଁ ଖୋଲିବ ସମଲେଶ୍ୱରୀ ମନ୍ଦିର: କୋଭିଡ କାରଣରୁ ଦର୍ଶନ ସମୟରେ ହେଲା ପରିବର୍ତ୍ତନ; ଜାଣନ୍ତୁ ମାଆଙ୍କ ଦର୍ଶନ ବେଳାର ପୂରା ତାଲିକା
କନକ ବ୍ୟୁରୋ: ଆସନ୍ତାକାଲି ଠାରୁ ସଂବଲପୁରରେ ସ୍ଥାନୀୟ ଭକ୍ତଙ୍କ ପାଇଁ ଖୋଲିବ ମାଆ ସମଲେଶ୍ୱରୀ ମନ୍ଦିର । ପ୍ରଥମେ ସଂବଲପୁରର ସ୍ଥାନୀୟ ଲୋକ ମାଆଙ୍କ ଦର୍ଶନର ସୁବିଧା ପାଇବେ । ତେବେ କୋଭିଡ କଟକଣା କାରଣରୁ ମନ୍ଦିର ଦର୍ଶନ ସମୟରେ କିଛିଟା ପରିବର୍ତନ କରିଛି ମନ୍ଦିର ଟ୍ରେଷ୍ଟ ବୋର୍ଡ । ଆସନ୍ତାକାଲି ସକାଳ ୬ଟାରୁ ଦିନ ସାଢେ ୧୧ ଏବଂ ଅପରାହ୍ନ ୩ଟାରୁ ସଂଧ୍ୟା ସାଢେ ୭ଟା ଯାଏଁ ଦର୍ଶନ ସୁବିଧା ରହିଛି । ସମସ୍ତେ ମନ୍ଦିରContinue reading “କାଲିଠୁ ସ୍ଥାନୀୟ ଭକ୍ତଙ୍କ ପାଇଁ ଖୋଲିବ ସମଲେଶ୍ୱରୀ ମନ୍ଦିର: କୋଭିଡ କାରଣରୁ ଦର୍ଶନ ସମୟରେ ହେଲା ପରିବର୍ତ୍ତନ; ଜାଣନ୍ତୁ ମାଆଙ୍କ ଦର୍ଶନ ବେଳାର ପୂରା ତାଲିକା”
ଓଡିଶାରେ କରୋନା ଟିକାର ଡ୍ରାଏ ରନ୍: କ୍ୟାପିଟାଲ ହସ୍ପିଟାଲରେ ବ୍ୟବସ୍ଥାର ତଦାରଖ କଲେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ; ରାଜ୍ୟର ୩୧ଟି ସ୍ଥାନରେ ଟିକାକରଣର ପ୍ରାକ୍ ଅଭ୍ୟାସ
କନକ ବ୍ୟୁରୋ: ଆଜିଠାରୁ ସାରା ଦେଶରେ କରୋନା ଟିକାର ଡ୍ରାଏ ରନ୍ ହୋଇଛି । ଏହିକ୍ରମରେ ଓଡିଶାରେ ମଧ୍ୟ କୋଭିଡ୍ ଟିକାର ଡ୍ରାଏ ରନ୍ ହୋଇଛି । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ୩୦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟିକାକରଣର ପ୍ରାକ ଅଭ୍ୟାସ କରାଯାଇଛି । ଦେଶରେ ଓଡ଼ିଶା କେବଳ ଗୋଟିଏ ରାଜ୍ୟ ଯେଉଁଠାରେ ସବୁ ଜିଲ୍ଲାରେ ଡ୍ରାଏ ରନ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତContinue reading “ଓଡିଶାରେ କରୋନା ଟିକାର ଡ୍ରାଏ ରନ୍: କ୍ୟାପିଟାଲ ହସ୍ପିଟାଲରେ ବ୍ୟବସ୍ଥାର ତଦାରଖ କଲେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ; ରାଜ୍ୟର ୩୧ଟି ସ୍ଥାନରେ ଟିକାକରଣର ପ୍ରାକ୍ ଅଭ୍ୟାସ”
ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ସର୍ଦ୍ଦାର ବୁଟା ସିଂଙ୍କ ଦେହାନ୍ତ । ଦୀର୍ଘଦିନ ଅସୁସ୍ଥ ରହିବା ପରେ ୮୬ ବର୍ଷ ବୟସରେ ତାଙ୍କର ପରଲୋକ ।
କନକ ବ୍ୟୁରୋ : ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସର୍ଦ୍ଦାର ବୁଟା ସିଂଙ୍କର ଆଜି ଦେହାନ୍ତ ହୋଇଛି । ସେ ଦୀର୍ଘଦିନ ଧରି ଶାରିରୀକ ଅସୁସ୍ଥତା କାରଣରୁ ଚିକିତ୍ସିତ ହେଉଥିଲେ । ଆଜି (ଶନିବାର) ୮୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ସେ ପଞ୍ଜାବର ଜଳନ୍ଧର ଜିଲ୍ଲାରେ ମୁସ୍ତାଫାପୁର ଗ୍ରାମରେ ୧୯୩୪ ମସିହା ମାର୍ଚ୍ଚ ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ବୁଟା ସିଂ ତାଙ୍କ ରାଜନୈତିକ କ୍ୟାରିୟର ମଧ୍ୟରେContinue reading “ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ସର୍ଦ୍ଦାର ବୁଟା ସିଂଙ୍କ ଦେହାନ୍ତ । ଦୀର୍ଘଦିନ ଅସୁସ୍ଥ ରହିବା ପରେ ୮୬ ବର୍ଷ ବୟସରେ ତାଙ୍କର ପରଲୋକ ।”
ଅସହ୍ୟ ହେଲାଣି କୃଷକ ଆନ୍ଦୋଳନ । ଗାଜିପୁର ସୀମାରେ ଆନ୍ଦୋଳନରତ କୃଷକ ମାନଙ୍କ ମଧ୍ୟରୁ ଜଣେ ଶୌଚାଳୟରେ ଫାଶି ଲଗାଇ ଆତ୍ମହତ୍ୟା । କୃଷକ ନେତା କହିଲେ ଭାବନାତ୍ମକ ରୂପ ନେଲାଣି ଆନ୍ଦୋଳନ ।
କନକ ବ୍ୟୁରୋ : ଅସହ୍ୟ ହେଲାଣି ଚାଷୀ ଆନ୍ଦୋଳନ । ୩୮ ଦିନର ଆନ୍ଦୋଳନରେ ପାଖା ପାଖି ୪୫ ଜଣ କୃଷକଙ୍କ ଦେହାନ୍ତ ହୋଇସାରିଲାଣି । ଅତିରିକ୍ତ ଥଣ୍ଡା, ଅସ୍ୱଭାବିକ ଜୀବନ ଶୈଳୀ ଫଳରେ ଆନ୍ଦୋଳନ ସ୍ଥଳରେ ଜଣଙ୍କ ପରେ ଜଣେ ଚାଷୀଙ୍କ ଜୀବନ ଯାଉଛି । ହେଲେ ଶନିବାର ସକାଳେ ଜଣେ କୃଷକଙ୍କ ଆତ୍ମହତ୍ୟାକୁ ନେଇ ପୁରା ଆନ୍ଦୋଳନ ସ୍ଥଳରେ ଶୋକର ଛାୟା ଖେଳିଯାଇଛି । ସୂଚନା ମିଳିଛି କି ଗାଜିପୁର ସୀମା ନିକଟ ଧାରଣାContinue reading “ଅସହ୍ୟ ହେଲାଣି କୃଷକ ଆନ୍ଦୋଳନ । ଗାଜିପୁର ସୀମାରେ ଆନ୍ଦୋଳନରତ କୃଷକ ମାନଙ୍କ ମଧ୍ୟରୁ ଜଣେ ଶୌଚାଳୟରେ ଫାଶି ଲଗାଇ ଆତ୍ମହତ୍ୟା । କୃଷକ ନେତା କହିଲେ ଭାବନାତ୍ମକ ରୂପ ନେଲାଣି ଆନ୍ଦୋଳନ ।”
ଭିଜିଲାନ୍ସ ରିପୋର୍ଟ କାର୍ଡ : ୨୦୨୦ରେ ଧରାପଡ଼ିଛନ୍ତି ୪୦୦ ସରକାରୀ ବାବୁ; ୧୮୭ ଗିରଫ, ୧୫ ଜଣ ଚାକିରିରୁ ବିଦା
କନକ ବ୍ୟୁରୋ : ୨୦୨୦ ବର୍ଷରେ ପାଖାପାଖି ୪୦୦ ଜଣ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀ ଓ ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ କେବଳ ୧୧୩ ଜଣ ଲାଞ୍ଚ ନେଉଥିବାବେଳେ ଧରାପଡ଼ିଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ୯୩ଜଣ ଓ ଅର୍ଥ ଆତ୍ମସାତ୍ କରିବା ମାମଲାରେ ୯୯ ଜଣ ସରକାରୀ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଚଳିତବର୍ଷ ମୋଟ ୧୮୭ ଜଣଙ୍କୁ ଭିଜିଲାନ୍ସ ଗିରଫ କରିଥିଲାବେଳେ ସେମାନଙ୍କ ମଧ୍ୟରେ ରହିଛନ୍ତି ୩୪ ଜଣContinue reading “ଭିଜିଲାନ୍ସ ରିପୋର୍ଟ କାର୍ଡ : ୨୦୨୦ରେ ଧରାପଡ଼ିଛନ୍ତି ୪୦୦ ସରକାରୀ ବାବୁ; ୧୮୭ ଗିରଫ, ୧୫ ଜଣ ଚାକିରିରୁ ବିଦା”