କନକ ବ୍ୟୁରୋ : ଜାନୁଆରି ୮ରୁ ଭାରତରୁ ବ୍ରିଟେନକୁ ଚଳାଚଳ କରିବ ବିମାନ। ଇଂଲଣ୍ଡ୍ର ନୂତନ ଗୁଣସୂତ୍ରଧାରୀ କରୋନାଭାଇରସ୍ ସଂକ୍ରମଣ ଆରମ୍ଭ ହୋଇଥିବା ବେଳେ ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାର ଡିସେମ୍ବର ୩୧ ପର୍ୟ୍ୟନ୍ତ ବ୍ରିଟେନରୁ ଆସୁଥିବା ସମସ୍ତ ବିମାନ ଉଡ଼ାଣ ଉପରେ ରୋକ ଲଗାଇଥିଲେ। ଏହି ପ୍ରତିବନ୍ଧକ ଡିସେମ୍ବର ୨୨ତାରିଖ ରାତି ୧୧ଟା ୫୯ମିନିଟରୁ ଲାଗୁ ହୋଇ ଡିସେମ୍ବର ୩୧ ରାତି ୧୧ଟା୫୯ ମିନିଟ ପର୍ୟ୍ୟନ୍ତ ବଳବତ୍ତର ରହିବ ବୋଲି କୁହାଯାଇଥିଲା। କିନ୍ତୁ ପରେContinue reading “ଜାନୁଆରୀ ୮ରୁ ବ୍ରିଟେନକୁ ଚାଲିବ ବିମାନ । ଟ୍ୱିଟ କରି ସୂଚନା ଦେଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ”
Author Archives: Raghaba
ସୁନ୍ଦରଗଡ଼ରେ ଟୋକନ୍ ସ୍କାମ, ଦଲାଲଙ୍କ କବଜାରେ ମଣ୍ଡି । ମିଛ ଚାଷୀଙ୍କ ନାଁରେ ଦିଆଯାଉଛି ଟୋକନ୍ । ଅସାଧୁ କର୍ମଚାରୀ, ମିଲର୍ସ ଓ ଦଲାଲଙ୍କ ମଧୁଚନ୍ଦ୍ରିକାରେ ହଡପ୍ ହେଉଛି ସରକାରୀ ଅର୍ଥ
କନକ ବ୍ୟୁରୋ : ଚାଷୀଙ୍କ ଟୋକନ ପାଉଛନ୍ତି ଦଲାଲ । ଚାଷୀଙ୍କ ନାଁର ପଞ୍ଜୀକରଣ କରି ମଣ୍ଡିରେ କ୍ୱିଂଟାଲ କ୍ୱିଟାଂଲ ଧାନ ବିକ୍ରି କରୁଛନ୍ତି ଅସାଧୁ ବ୍ୟବସାୟୀ । ଆଉ ଏସବୁ ଚାଲୁଛି ସରକାରୀ ବାବୁ, ଲ୍ୟାମ୍ପସ ଅଧିକାରୀ ଓ ଦଲାଲଙ୍କ ମଧୁଚନ୍ଦ୍ରିକାରେ । ସୁନ୍ଦରଗଡରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ତେଣୁ ଧାନ କିଣାରେ ସ୍ୱଚ୍ଛତା ଆଣିବା ପାଇଁ ସରକାର ଆରମ୍ଭ କରିଥିବା ଟୋକନ ବ୍ୟବସ୍ଥା ବାଟବଣା ହୋଯାଇଛି । ଫାର୍ମର ରେଜିଷ୍ଟ୍ରେସନ କରିବାContinue reading “ସୁନ୍ଦରଗଡ଼ରେ ଟୋକନ୍ ସ୍କାମ, ଦଲାଲଙ୍କ କବଜାରେ ମଣ୍ଡି । ମିଛ ଚାଷୀଙ୍କ ନାଁରେ ଦିଆଯାଉଛି ଟୋକନ୍ । ଅସାଧୁ କର୍ମଚାରୀ, ମିଲର୍ସ ଓ ଦଲାଲଙ୍କ ମଧୁଚନ୍ଦ୍ରିକାରେ ହଡପ୍ ହେଉଛି ସରକାରୀ ଅର୍ଥ”
ଗୁଜରାଟ ଅହମଦାବାଦରେ ରହସ୍ୟମୟ ମୋନୋଲିଥ । ସହରର ସିମ୍ପୋନୀ ପାର୍କରେ ହେଲା ଠାବ । ଏଲିଏନଙ୍କ ସହ ମୋନୋଲିଥର ସମ୍ପର୍କ ନେଇ ଅର୍ନ୍ତଜାତୀୟ ସ୍ତରରେ ଜାରି ରହିଛି ବିତର୍କ ।
କନକ ବ୍ୟୁରୋ : ମୋନୋଲିଥକୁ ନେଇ ସାରା ବିଶ୍ୱରେ ରହସ୍ୟ ଓ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଗୁଜରାଟରେ ଏପରି ଏକ ମୋନୋଲିଥ ଠାବ ହୋଇଛି । ଅହମଦାବାଦର ଏକ ପାର୍କରେ ଏହାକୁ ଦେଖିବାକୁ ମିଳିଛି । ତେବେ ଏହା କିପରି ଏଠାକୁ ଆସିଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ୭ଫୁଟ ଉଚ୍ଚର ପ୍ରିଜାମେଟିକ ଫିଗର ମୋନାଲିଥ ଯାହା ବିଶ୍ୱର ୩୦ରୁ ଅଧିକ ସହରରେ ରହସ୍ୟ ହୋଇ ରହିଛି । ଏହା ଭାରତରେContinue reading “ଗୁଜରାଟ ଅହମଦାବାଦରେ ରହସ୍ୟମୟ ମୋନୋଲିଥ । ସହରର ସିମ୍ପୋନୀ ପାର୍କରେ ହେଲା ଠାବ । ଏଲିଏନଙ୍କ ସହ ମୋନୋଲିଥର ସମ୍ପର୍କ ନେଇ ଅର୍ନ୍ତଜାତୀୟ ସ୍ତରରେ ଜାରି ରହିଛି ବିତର୍କ ।”
ଥଣ୍ଡାରେ ଥରୁଛି ଉତ୍ତର ଭାରତ । ନୂଆ ବର୍ଷରେ ରାଜଧାନୀ ଦିଲ୍ଲୀରେ ରେକର୍ଡ ଶୀତ । ଦିନର ସର୍ବନିମ୍ନ ତାପମାତ୍ରା ୧ ଦଶମିକ ୧ ରେକର୍ଡ ।
କନକ ବ୍ୟୁରୋ : ଥଣ୍ଡାରେ ଥରୁଛି ଉତର ଭାରତ । ଦେଶର ଉତର ଭାଗରେ ରହିଥିବା ରାଜ୍ୟ ଗୁଡିକରେ ଏବେ ଜାରି ରହିଛି ଶୀତ ଲହରି । ଦିଲ୍ଲୀରେ ଜାନୁୟାରୀ ପହିଲାରେ ୧୫ବର୍ଷର ରେକର୍ଡ ଭାଙ୍ଗିଛି ଶୀତ । ସର୍ବନିମ୍ନ ତାପମାତ୍ରା ୧ଦଶମିକ ୧ଡିଗ୍ରୀ ରେକର୍ଡ କରାଯାଇଛି । ଖସୁଛି ପାରଦ, ଥରୁଛି ଦେଶ । ଦେଶର ଅଧିକାଂଶ ସ୍ଥାନରେ ଜାରି ରହିଛି ଶୀତ ଲହରି । ଜାଡରେ ଥରୁଛି ସାରା ଉତର ଭାରତ । ଦେଶରContinue reading “ଥଣ୍ଡାରେ ଥରୁଛି ଉତ୍ତର ଭାରତ । ନୂଆ ବର୍ଷରେ ରାଜଧାନୀ ଦିଲ୍ଲୀରେ ରେକର୍ଡ ଶୀତ । ଦିନର ସର୍ବନିମ୍ନ ତାପମାତ୍ରା ୧ ଦଶମିକ ୧ ରେକର୍ଡ ।”
ଅକ୍ସଫୋର୍ଡ ଟୀକାକୁ ଅନୁମତି ପରେ ଓଡିଶାରେ ଆରମ୍ଭ ହେଲା ସଜବାଜ । ଡିଏମଇଟି କହିଲେ ଟୀକାକରଣ ପାଇଁ ଆମେ ପ୍ରସ୍ତୁତ…
କନକ ବ୍ୟୁରୋ: ଅକ୍ସଫୋର୍ଡ ଟୀକାକୁ ଅନୁମତି ପରେ ଓଡିଶାରେ ଆରମ୍ଭ ହେଲା ସଜବାଜ । ଅକ୍ସଫୋର୍ଡ ଟୀକାନେଇ ଡିଏମଇଟି ସିବିକେ ମହାନ୍ତିଙ୍କ ପ୍ରତିକ୍ରିୟା । ଅକ୍ସଫୋର୍ଡ ଟୀକା ଦେଶ ଓ ଦେଶବାସୀଙ୍କ ପାଇଁ ସୌଭାଗ୍ୟ । ପ୍ରଥମେ ଅ୍ଧଜ୍ଞଧାଡିର କର୍ମଚାରୀଙ୍କୁ ମିଳିବ ଟୀକା । ଟୀକା କେତେଦୂର ଫଳପ୍ରଦ ହେବ ସମୟ କହିବ । ୪ ସପ୍ତାହ ବ୍ୟବଧାନରେ ୨ ଡୋଜ ଦିଆଯିବ । ଯାହା ଶରୀରରେ ୭୦ ପ୍ରତିଶତ ପ୍ରତିଶେଧକ ଶକ୍ତି ବଢାଇବ । ୩Continue reading “ଅକ୍ସଫୋର୍ଡ ଟୀକାକୁ ଅନୁମତି ପରେ ଓଡିଶାରେ ଆରମ୍ଭ ହେଲା ସଜବାଜ । ଡିଏମଇଟି କହିଲେ ଟୀକାକରଣ ପାଇଁ ଆମେ ପ୍ରସ୍ତୁତ…”
୩୭ଦିନରେ ପହଂଚିଛି ଚାଷୀଙ୍କ ଆନ୍ଦୋଳନ । ଆଗାମୀ ଆଭିମୁଖ୍ୟ ନେଇ ୮୦ଟି ଚାଷୀ ସଂଗଠନ ମଧ୍ୟରେ ଆଲୋଚନା ।
କନକ ବ୍ୟୁରୋ : ୩୭ଦିନରେ ପହଂଚିଛି ଚାଷୀଙ୍କ ଆନ୍ଦୋଳନ । ନୂଆବର୍ଷର ପ୍ରଥମ ଦିନରେ ମଧ୍ୟ ନିଜ ଜିଦରେ ଅଟଳ ଚାଷୀ ଦିଲ୍ଲୀର ପ୍ରବେଶ ପଥରେ ଆନ୍ଦୋଳନ କରୁଛନ୍ତି । ସରକାରଙ୍କ ସହ ଚାଷୀ ସଂଗଠନର ୬ଟି ପର୍ଯ୍ୟାୟରେ ଆଲୋଚନା ଶେଷ ହୋଇଥିଲେ ମଧ୍ୟ ଏଯାଏଁ ସମାଧାନର ବାଟ ବାହାରି ପାରିନାହିଁ । ବୁଧବାର ଦିନ ଅନୁଷ୍ଠିତ ଷଷ୍ଠ ପର୍ଯ୍ୟାୟ ଆଲୋଚନାରେ ଦୁଇଟି ପ୍ରସ୍ତାବ ବିଜୁଳି ବିଲ ଓ ନଡା ଜାଳିବା ପ୍ରସଙ୍ଗରେ ସହମତି ହୋଇଛି ।Continue reading “୩୭ଦିନରେ ପହଂଚିଛି ଚାଷୀଙ୍କ ଆନ୍ଦୋଳନ । ଆଗାମୀ ଆଭିମୁଖ୍ୟ ନେଇ ୮୦ଟି ଚାଷୀ ସଂଗଠନ ମଧ୍ୟରେ ଆଲୋଚନା ।”
କେମିତି ତିଆରି ହୁଏ କରୋନା ଟିକା? ସିମ୍ପାଂଜିକୁ ଥଣ୍ଡା, କାଶ ହେବା ପରେ କ୍ରମଶଃ ଦୁର୍ବଳ ହୁଏ ଭୂତାଣୁ । ସେହି ଭୂତାଣୁରୁ ତିଆରି ହୁଏ ଅକ୍ସଫୋର୍ଡ ଟିକା ।
କନକ ବ୍ୟୁରୋ : କେମିତି ତିଆରି ହୁଏ ଅକ୍ସଫୋର୍ଡ ଭ୍ୟାକସିନ ଏବଂ ଏହା କେମିତି କାମ କରେ । ଏକ ସିମ୍ପାଜୀକୁ ଥଣ୍ଡା ଜ୍ୱର ହେବା ପରେ ସେହି ଭୂତାଣୁ କ୍ରମଶଃ ଦୁର୍ବଳ ହୋଇଯାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଦୁର୍ବଳ ଭୂତାଣୁରୁ ତିଆରି ହୁଏ କରୋନା ଟିକା । ଅକ୍ସଫୋର୍ଡ ଆଷ୍ଟ୍ରାଜେନିକାର ଏହି ଟିକା ସିମ୍ପାଞ୍ଜିର ଶରୀରରେ ଥିବା ଏକ ଭୂତାଣୁରୁ ହିଁ ତିଆରି ହୁଏ । ସିମ୍ପାଞ୍ଜିର ଥଣ୍ଡା ଜ୍ୱର ଭଲContinue reading “କେମିତି ତିଆରି ହୁଏ କରୋନା ଟିକା? ସିମ୍ପାଂଜିକୁ ଥଣ୍ଡା, କାଶ ହେବା ପରେ କ୍ରମଶଃ ଦୁର୍ବଳ ହୁଏ ଭୂତାଣୁ । ସେହି ଭୂତାଣୁରୁ ତିଆରି ହୁଏ ଅକ୍ସଫୋର୍ଡ ଟିକା ।”
ଭାରତ-ପାକିସ୍ତାନ ମଧ୍ୟରେ ପରମାଣୁ ସ୍ଥଳର ତାଲିକା ବିନିମୟ । ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଦିଆଗଲା ସୂଚନା ।
କନକ ବ୍ୟୁରୋ : ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ସ୍ଥଳର ତାଲିକା ବିନିମୟ । ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ୩୦ବର୍ଷ ହେଲା ଜାରି ରହିଛି ଏହି ପରମ୍ପରା । ୧୯୮୮ରେ ହୋଇଥିଲା ଚୁକ୍ତି । ଭାରତ ଓ ପାକିସ୍ତାନ ପରସ୍ପରକୁ ନିଜ ନିଜ ଦେଶର ପରମାଣୁ ସ୍ଥଳ ଗୁଡ଼ିକର ତାଲିକା ଦେଇଛନ୍ତି । ଏନେଇ ବିଦେଶ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରତିବର୍ଷ ଆରମ୍ଭରେ ଏହି ତାଲିକା ଦିଆନିଆ ହୋଇଥାଏContinue reading “ଭାରତ-ପାକିସ୍ତାନ ମଧ୍ୟରେ ପରମାଣୁ ସ୍ଥଳର ତାଲିକା ବିନିମୟ । ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଦିଆଗଲା ସୂଚନା ।”
ଦେଶରେ ଜିଏସଟି ଆଦାୟରେ ହେଲା ରେକର୍ଡ । ଡିସେମ୍ବରରେ ମୋଟ୍ ୧ ଲକ୍ଷ ୧୫ ହଜାର କୋଟି ଟଙ୍କାର ସାମଗ୍ରୀ ଏବଂ ସେବା କର ଆଦାୟ ।
କନକ ବ୍ୟୁରୋ : ଦେଶରେ ସାମଗ୍ରୀ ଏବଂ ସେବା କର ଜିଏସଟି ଲାଗୁ ହେବା ପରେ ଗତ ମାସରେ ରେକର୍ଡ ପରିମାଣର ରାଜସ୍ୱ ସଂଗ୍ରହ ହୋଇଛି । ରେକର୍ଡ ଛୁଇଁଛି ଜିଏସଟି ଆଦାୟ । ଡିସେମ୍ବର ମାସରେ ମୋଟ୍ ୧ ଲକ୍ଷ ୧୫ ହଜାର କୋଟି ଟଙ୍କା ଜିଏସଟି ଆଦାୟ ହୋଇଛି । ଗତବର୍ଷ ଏହି ସମୟ ମଧ୍ୟରେ ଆଦାୟ ଜିଏସଟି ଠାରୁ ଏହା ୧୨ ପ୍ରତିଶତ ଅଧିକ । ମୋଟ୍ ଆଦାୟ ମଧ୍ୟରୁ କେନ୍ଦ୍ରୀୟ ଜିଏସଟିContinue reading “ଦେଶରେ ଜିଏସଟି ଆଦାୟରେ ହେଲା ରେକର୍ଡ । ଡିସେମ୍ବରରେ ମୋଟ୍ ୧ ଲକ୍ଷ ୧୫ ହଜାର କୋଟି ଟଙ୍କାର ସାମଗ୍ରୀ ଏବଂ ସେବା କର ଆଦାୟ ।”
ଆସନ୍ତାକାଲି ରାଜ୍ୟରେ ହେବ କରୋନା ଟିକାର ଡ୍ରାଏ ରନ୍ । ୩୧ଟି ସ୍ଥାନରେ ଟିକାକରଣର ପ୍ରାକ୍ ଅଭ୍ୟାସ, ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସରିଛି ପ୍ରସ୍ତୁତି ।
କନକ ବ୍ୟୁରୋ : ଭାରତର ବିଶାଳ ଜନସଂଖ୍ୟାକୁ କିପରି ଟିକା ଦିଆଯିବ, ସେ ନେଇ ବଡ଼ ପ୍ରସ୍ତୁତି କରାଯାଇଛି । ଓଡ଼ିଶାରେ ଏହି ପ୍ରକ୍ରିିୟା କିପରି ହେବ, ଏ ନେଇ ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଂଟ । ଦିଲ୍ଲୀରୁ ଓଡ଼ିଶା ଆସିବ ଭ୍ୟାକ୍ସିନ୍ । ଦିଲ୍ଲୀରୁ ଟିକା ଆସି ଷ୍ଟେଟ୍ ଭ୍ୟାକ୍ସିନ୍ ଷ୍ଟୋର ଭୁବନେଶ୍ୱରରେ ରହିବ ଟିକା । ଭୁବନେଶ୍ୱରରୁ ଆଂଚଳିକ ଟିକା କେନ୍ଦ୍ରକୁ ପଠାଯିବ । କଟକ, ଭୁବନେଶ୍ୱର, ଗଂଜାମ, ସୁନ୍ଦରଗଡ଼, ସମ୍ବଲପୁର, କୋରାପୁଟ, କନ୍ଧମାଳ ଓContinue reading “ଆସନ୍ତାକାଲି ରାଜ୍ୟରେ ହେବ କରୋନା ଟିକାର ଡ୍ରାଏ ରନ୍ । ୩୧ଟି ସ୍ଥାନରେ ଟିକାକରଣର ପ୍ରାକ୍ ଅଭ୍ୟାସ, ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସରିଛି ପ୍ରସ୍ତୁତି ।”