ସାରା ରାଜ୍ୟରେ ଲାଗୁ ହେଲା ନାଇଟ କର୍ଫ୍ୟୁ । ଛକ ଛକରେ ଜଗିଛି ପୋଲିସ । ଟ୍ୱିନ ସିଟିରେ ୧୪୪ ଧାରା ଜାରି

କନକ ବ୍ୟୁରୋ : ସାରା ରାଜ୍ୟରେ ଲାଗୁ ହେଲା ନାଇଟ କର୍ଫ୍ୟୁ । ରାତି ୧୦ଟାରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ରହିବ । କର୍ଫ୍ୟୁ ସମୟରେ ଜରୁରୀ କାଳୀନ ସେବା ଜାରି ରହିବ । କଟକଣାକୁ କଡାକଡି କରିବା ପାଇଁ ଛକ ଛକରେ ପୋଲିସ ପହରା ଦେଉଛି । କଡା ଚେକିଂ ସହ ଲୋକମାନଙ୍କୁ ଛଡା ଯାଉଛି । ସେହିପରି ଜିରୋ ନାଇଟ ସେଲିବ୍ରେସନକୁ ଟ୍ୱିନ ସିଟି ପାଳନ କରିବାକୁ ମନା କରାଯାଇଛି ।Continue reading “ସାରା ରାଜ୍ୟରେ ଲାଗୁ ହେଲା ନାଇଟ କର୍ଫ୍ୟୁ । ଛକ ଛକରେ ଜଗିଛି ପୋଲିସ । ଟ୍ୱିନ ସିଟିରେ ୧୪୪ ଧାରା ଜାରି”

ସାମନାକୁ ଆସିଲା ସିନ୍ଥେଟିକ୍ ପନିରର ସତ । ବାସି କ୍ଷୀର ସହ ମିଶୁଛି ସଲଫ୍ୟୁରିକ୍ ଏସିଡ୍ ଓ ଗ୍ଲିସେରିନ୍ । ବିଶେଷଜ୍ଞଙ୍କ ମତ, ନିୟମିତ ଖାଇଲେ ଦେଖାଦେବ ସାଂଘାତିକ ସ୍ୱାସ୍ଥ୍ୟ ସମସ୍ୟା

କନକ ବ୍ୟୁରୋ : କଟକରୁ ନକଲି ପନିର ଜବତ ହେବା ପରେ ଏବେ ଭାଳେଣୀ ପଡିଯାଇଛି । କାରଣ ଏହି ସିନ୍ଥେଟିକ ପନିରର ପ୍ରସ୍ତୁତି ଜାଣିଲେ ଆପଣ ବି ମୁଣ୍ଡରେ ହାତ ଦେଇଦେବେ । ଡିଟରଜେଂଟ, ୟୁରିୟା ସାର, ସଲଫ୍ୟୁରିକ୍ ଏସିଡ୍, ଗି୍ଲସେରିନ୍, ମଇଦା ଓ ଅବ୍ୟବହୃତ ବାସି କ୍ଷୀରରେ ତିଆରି ହେଉଥିଲା ଏହି ସିନ୍ଥେଟିକ ପନିର । ବିଭିନ୍ନ ରାସାୟନିକ ଦ୍ରବ୍ୟ ମିଶାଇ ତିଆରି କରାଯାଉଥିଲା । ଯାହା ଖାଇଲେ ସାଘାତିକ ରୋଗ ହେବାର ଆଶଙ୍କାContinue reading “ସାମନାକୁ ଆସିଲା ସିନ୍ଥେଟିକ୍ ପନିରର ସତ । ବାସି କ୍ଷୀର ସହ ମିଶୁଛି ସଲଫ୍ୟୁରିକ୍ ଏସିଡ୍ ଓ ଗ୍ଲିସେରିନ୍ । ବିଶେଷଜ୍ଞଙ୍କ ମତ, ନିୟମିତ ଖାଇଲେ ଦେଖାଦେବ ସାଂଘାତିକ ସ୍ୱାସ୍ଥ୍ୟ ସମସ୍ୟା”

୭ ମାସ ପରେ ଖୋଲିଲା ଦିଗପହଣ୍ଡି ଯୁବତୀଙ୍କ ହତ୍ୟା ପଛର ରହସ୍ୟ । ଅସଦାଚରଣ ଉଦ୍ୟମ କରି ଫେଲ ମାରିବା ପରେ ପାଣିରେ ବୁଡାଇ ମାରିଥିଲା ଅଭିଯୁକ୍ତ । 

କନକ ବ୍ୟୁରୋ : ୭ମାସ ପରେ ଗଞ୍ଜାମ ଜିଲ୍ଲାର ଯୁବତୀଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି । ସେହି ଗାଁର ଜଣେ ଯୁବକ ଯୁବତୀଙ୍କୁ ପାଣିରେ ବୁଡାଇ ହତ୍ୟା କରିଥିବା ପୋଲିସ କହିଛି । ତେବେ ଏହି ଘଟଣାରେ କେହି ପ୍ରତ୍ୟକ୍ଷଦର୍ଶୀ ନଥିବାରୁ ପୋଲିସ ପାଇଁ ହତ୍ୟାକାରୀକୁ ଧରିବା ସବୁଠାରୁ ବଡ ଚ୍ୟାଲେଂଜ ଥିଲା । ଗଂଜାମ ଜିଲ୍ଲା କେ ନୂଆ ଗାଁ ଥାନା ଅଂଚଳର ଯୁବତୀଙ୍କୁ ହତ୍ୟାର କାହାଣୀ ଶୁଣିଲେ ଆପଣ ବି ତାଜୁବ ହୋଇଯିବେ ।Continue reading “୭ ମାସ ପରେ ଖୋଲିଲା ଦିଗପହଣ୍ଡି ଯୁବତୀଙ୍କ ହତ୍ୟା ପଛର ରହସ୍ୟ । ଅସଦାଚରଣ ଉଦ୍ୟମ କରି ଫେଲ ମାରିବା ପରେ ପାଣିରେ ବୁଡାଇ ମାରିଥିଲା ଅଭିଯୁକ୍ତ । “

ନୂଆ ବର୍ଷ ଆଣିପାରେ ନୂଆ ସମ୍ଭାବନା । ବର୍ଷ ୨୦୨୦ର ବିଦାୟ ସହ କରୋନା ମହାମାରୀରୁ ମିଳିପାରେ ମୁକ୍ତି ।

କନକ ବ୍ୟୁରୋ : ନୂଆ ବର୍ଷ ଆଣିପାରେ ନୂଆ ସମ୍ଭାବନା । ବର୍ଷ ୨୦୨୦ର ବିଦାୟ ସହ କରୋନା ମହାମାରୀରୁ ମିଳିପାରେ ମୁକ୍ତି । ସିଧା ସିଧା ନହେଲେ ବି କିଛି ଏହି ଭଳି ସଙ୍କେତ ଦେଇଛି ଔଷଧକୁ ଅନୁମତି ଦେଉଥିବା ଦେଶର ସର୍ବୋଚ୍ଚ ସଂସ୍ଥା ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ – ଡିସିଜିଆଇ । ସଙ୍କେତ ମିଳୁଛି ଦେଶକୁ ଖୁବଶୀଘ୍ର ମିଳିପାରେ କରୋନା ମହାମାରୀରୁ ଆଶ୍ୱସ୍ତି । ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆContinue reading “ନୂଆ ବର୍ଷ ଆଣିପାରେ ନୂଆ ସମ୍ଭାବନା । ବର୍ଷ ୨୦୨୦ର ବିଦାୟ ସହ କରୋନା ମହାମାରୀରୁ ମିଳିପାରେ ମୁକ୍ତି ।”

ନୂଆବର୍ଷ ପାଇଁ ଦିଲ୍ଲୀରେ ନାଇଟ୍ କର୍ଫ୍ୟୁ । ଆଜି ଓ ଆସନ୍ତକାଲି ରାତି ୧୧ଟାରୁ ସକାଳ ୬ଟା ଯାଏଁ କଟକଣା । ୫ରୁ ଅଧିକ ଲୋକ ଏକାଠି ହୋଇପାରିବେନି ରୁଣ୍ଡ, ୧୧ଟା ପରେ ଉତ୍ସବ ପାଳନ ମନା

କନକ ବ୍ୟୁରୋ : ଜିରୋ ନାଇଟ୍ ସେଲିବ୍ରେସନ ଓ ନୂଆ ବର୍ଷ ପାଳନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ କଟକଣା ଜାରି ହୋଇଛି । ଆଜି ଓ ଆସନ୍ତାକାଲି ଦିଲ୍ଲୀ ପାଇଁ ନାଇଟ କର୍ଫ୍ୟୁ ଘୋଷଣା କରାଯାଇଛି । ରାତି ୧୧ଟାରୁ ସକାଳ ୬ଟା ଯାଏଁ ଏହି କଟକଣା ବଳବର୍ତର ରହିବ । ରାତି ୧୧ଟା ପରେ ନୂଆ ବର୍ଷ ପାଳନ ଏବଂ କୌଣସି ପ୍ରକାର ଜନଗହଳି ଉପରେ କଟକଣା ଲଗାଇଛନ୍ତି ଦିଲ୍ଲୀ ସରକାର । ସର୍ବସାଧାରଣ ସ୍ଥାନରେContinue reading “ନୂଆବର୍ଷ ପାଇଁ ଦିଲ୍ଲୀରେ ନାଇଟ୍ କର୍ଫ୍ୟୁ । ଆଜି ଓ ଆସନ୍ତକାଲି ରାତି ୧୧ଟାରୁ ସକାଳ ୬ଟା ଯାଏଁ କଟକଣା । ୫ରୁ ଅଧିକ ଲୋକ ଏକାଠି ହୋଇପାରିବେନି ରୁଣ୍ଡ, ୧୧ଟା ପରେ ଉତ୍ସବ ପାଳନ ମନା”

ନୂଆବର୍ଷ ପାଳନ ଉପରେ କଟକଣା । ସାରା ରାଜ୍ୟରେ ରାତି ୧୦ଟାରୁ କାଲି ସକାଳ ୫ଟା ଯାଏ ଜାରି ହେଲା କର୍ଫ୍ୟୁ, କେବଳ ଜରୁରୀ ସେବାକୁ ଅନୁମତି ।

କନକ ବ୍ୟୁରୋ : ଆଜି ରାତିରେ ସାରା ରାଜ୍ୟରେ କର୍ଫ୍ୟୁ । ରାତି ୧୦ରୁ ସକାଳ ୫ଟା ଯାଏଁ ଜାରି ହେଲା କଟକଣା । ଆଜି ଓ କାଲି ସର୍ବସାଧାରଣ ସ୍ଥାନରେ ନୂଆବର୍ଷ ପାଳନ ମନା । କଟକ, ଭୁବନେଶ୍ୱରରେ ୧୪୪ ଧାରା । ରାତି ୯ଟା ପରେ ଘରୁ ନବାହାରିବାକୁ ପରାମର୍ଶ । କରୋନା ଭୟ ଯୋଗୁଁ ବର୍ଷ ତମାମ କଟକଣା ଭିତରେ ଦିନ କଟିଥିବା ବେଳେ ବର୍ଷର ଶେଷ ଦିନରେ ବି ଲାଗୁ ହୋଇଛିContinue reading “ନୂଆବର୍ଷ ପାଳନ ଉପରେ କଟକଣା । ସାରା ରାଜ୍ୟରେ ରାତି ୧୦ଟାରୁ କାଲି ସକାଳ ୫ଟା ଯାଏ ଜାରି ହେଲା କର୍ଫ୍ୟୁ, କେବଳ ଜରୁରୀ ସେବାକୁ ଅନୁମତି ।”

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓବିସି ଓ ଏସଇବିସିଙ୍କୁ ସ୍ଥାନ ସଂରକ୍ଷଣ ପାଇଁ ଚିଠିରେ ଉଲ୍ଲେଖ 

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓବିସିଙ୍କୁ ଚାକିରି କ୍ଷେତ୍ରରେ ଓ ସାମାଜିକ ଆର୍ଥିକ ଦୃଷ୍ଟିରୁ ଏସଇବିସିଙ୍କୁ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ପାଇଁ ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ତେ‌ବେ ଧର୍ମନ୍ଦ୍ରେ ପ୍ରଧାନ ଏ ବାବଦରେ ପୂର୍ବରୁ ଦୁଇ ଥର ଅର୍ଥାତ୍ ଜାନୁଆରି ୧୫, ୨୦୨୦ ଏବଂ ଜୁଲାଇ ୨୫ ୨୦୧୯ରେ ଲେଖିଥିବା ପତ୍ରକୁ ସଂଲଗ୍ନ କରି ଉଲ୍ଲେଖ କରିଛନ୍ତି ଯେContinue reading “ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓବିସି ଓ ଏସଇବିସିଙ୍କୁ ସ୍ଥାନ ସଂରକ୍ଷଣ ପାଇଁ ଚିଠିରେ ଉଲ୍ଲେଖ “

ବଦଳିଲେ ବିଜୁ ମହିଳା ଦଳର ସଭାପତି । ସ୍ନେହାଙ୍ଗିନୀ ଛୁରିଆ ହେଲେ ବିଜୁ ମହିଳା ଦଳର ନୂଆ ସଭାପତି ।

କନକ ବ୍ୟୁରୋ : ବଦଳିଲେ ବିଜୁ ମହିଳା ଦଳର ସଭାପତି । ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିଜୁ ମହିଳା ଦଳର ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି । ଏନେଇ ବିଜେଡି ଗଣମାଧ୍ୟମ ବ୍ୟାପାର ସାଧାରଣ ସମ୍ପାଦକ ମାନଓ ମଙ୍ଗରାଜ ସୂଚନା ଦେଇଛନ୍ତି । ୨୦୧୮ ନଭେମ୍ବର ମାସରୁ ମିନତୀ ବେହେରା ବିଜୁ ମହିଳା ଦଳର ସଭାପତି ରହି ଆସିଥିଲେ । ଏବେ ଏହି ପଦବୀରେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଦାୟିତ୍ୱ ଦିଆଯାଇଛି । from Kanak News via <aContinue reading “ବଦଳିଲେ ବିଜୁ ମହିଳା ଦଳର ସଭାପତି । ସ୍ନେହାଙ୍ଗିନୀ ଛୁରିଆ ହେଲେ ବିଜୁ ମହିଳା ଦଳର ନୂଆ ସଭାପତି ।”

୪ ମେ’ରୁ ସିବିଏସଇ ବୋର୍ଡ ପରୀକ୍ଷା । ସିବିଏସଇ ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

କନକ ବ୍ୟୁରୋ : ୪ ମେ’ରୁ ସିବିଏସଇ ବୋର୍ଡ ପରୀକ୍ଷା । ସିବିଏସଇ ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି । ତାରିଖ ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ । ଏହାସହ ଜୁନ୍ ୧୦ ସୁଦ୍ଧା ପରୀକ୍ଷା ସାରିବାକୁ ଲକ୍ଷ୍ୟ ରହିଛି । ମାର୍ଚ୍ଚ ୧ରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ କରିବାକୁ ଘୋଷଣା ହୋଇଛି । ସେହିପରି ଜୁଲାଇ ୧୫ ସୁଦ୍ଧା ରେଜଲ୍ଟ ବାହାର କରିବାକୁ ଲକ୍ଷ୍ୟ ରହିଛି । ପ୍ରାୟ ୩୦Continue reading “୪ ମେ’ରୁ ସିବିଏସଇ ବୋର୍ଡ ପରୀକ୍ଷା । ସିବିଏସଇ ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ।”

ଏସସିବିର ହେବ ନବକଳେବର । ୩୫୦ କୋଟି ଟଙ୍କାର ଖର୍ଚ୍ଚରେ ଆଗେଇବ ପ୍ରକଳ୍ପ କାମ । ୨୦୨୪ରେ ଉଦଘାଟନ ପାଇଁ ଲକ୍ଷ୍ୟ ।

କନକ ବ୍ୟୁରୋ : ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ହେବ ନବକଳେବର । ୩୫୦ କୋଟି ଟଙ୍କାର ଖର୍ଚ୍ଚରେ ପ୍ରକଳ୍ପ କାମ ଆଗେଇବ । ଏମ୍ସ ପ୍ଲସ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ସରକାରୀ ସ୍ତରରେ ମେଡିକାଲ କଲେଜ ପାଇଁ ଦେଶର ସର୍ବ ବୃହତ ପ୍ରକଳ୍ପ । ୧ ଜାନୁଆରୀ ୨୦୨୪ରେ ଉଦଘାଟନ ପାଇଁ ଲକ୍ଷ୍ୟ । ପ୍ରଥମ ପର୍ଯ୍ୟାୟରେ ୩୫୦୦ ଶର୍ଯ୍ୟର ସୁବିଧା ରହିବ । ପରେ ଦ୍ୱିତୀୟ ପର୍ଯ୍ୟାୟରେ ଏହାକୁContinue reading “ଏସସିବିର ହେବ ନବକଳେବର । ୩୫୦ କୋଟି ଟଙ୍କାର ଖର୍ଚ୍ଚରେ ଆଗେଇବ ପ୍ରକଳ୍ପ କାମ । ୨୦୨୪ରେ ଉଦଘାଟନ ପାଇଁ ଲକ୍ଷ୍ୟ ।”

Design a site like this with WordPress.com
Get started