କେରଳ ବିଧାନସଭାରେ ଅଜବ ଘଟଣା । କୃଷି କାନୁନ ବିରୋଧରେ ପାରିତ ବିଲକୁ ବିଜେପି ବିଧାୟକଙ୍କ ସମର୍ଥନ । ଦଳ କହିଲା ଏହା ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା

କନକ ବ୍ୟୁରୋ : କେରଳ ବିଧାନସଭାରେ କୃଷି କାନୁନ ବିରୋଧରେ ଏକ ପ୍ରସ୍ତାବ ପାରିତ ହୋଇଛି । ବିଧାନସଭା ପରିସରରେ ରାଜ୍ୟପାଳଙ୍କ ଉପସ୍ଥିତିରେ ଏଭଳି ପ୍ରସ୍ତାବ ଆଣିଥିଲେ ମୁଖ୍ୟମନ୍ତ୍ରୀ ପି. ଭିଜୟନ । ମୁଖ୍ୟମନ୍ତ୍ରୀ ଏଭଳି ପ୍ରସ୍ତାବ ଆଣିବା ପରେ ଏହାକୁ ସରକାରରେ ଥିବା ସିପିଆଇଏମ, ସିପିଆଇ ଓ କଂଗ୍ରେସ ବିଧାୟକ ମାନେ ସମର୍ଥନ ଜଣାଇଥିଲେ । ହେଲେ ଆଶ୍ଚର୍ଯ୍ୟର କଥା ଏହି ପ୍ରସ୍ତାବକୁ ବି କେରଳର ଏକମାତ୍ର ବିଜେପି ବିଧାୟକ ଓ.ରାଜଗୋପାଲ ବି ସମର୍ଥନ ଜଣାଇଛନ୍ତିContinue reading “କେରଳ ବିଧାନସଭାରେ ଅଜବ ଘଟଣା । କୃଷି କାନୁନ ବିରୋଧରେ ପାରିତ ବିଲକୁ ବିଜେପି ବିଧାୟକଙ୍କ ସମର୍ଥନ । ଦଳ କହିଲା ଏହା ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା”

ବିଶ୍ୱର ପ୍ରଥମ ଦେଶ ଭାବେ ପ୍ରଥମେ ନୂଆବର୍ଷ ପାଳନ କଲା ନ୍ୟୁଜିଲାଣ୍ଡ । ପୁରୁଣା ବର୍ଷକୁ ବିଦାୟ ଦେଇ ଆତଶବାଜୀରେ ନୂଆବର୍ଷକୁ ସ୍ୱାଗତ କଲେ ଦେଶବାସୀ

କନକ ବ୍ୟୁରୋ : ସାରା ବିଶ୍ୱରେ ନୂଆବର୍ଷ ୨୦୨୧ ନୂଆ ସମ୍ଭାବନା ନେଇ ଆସୁଛି । ବର୍ଷ ୨୦୨୦ କୁ ଏବେ ବିଦାୟ ଦେବାର ସମୟ ଆସିଛି । ବର୍ଷ ୨୦୨୦ ରେ ସାରା ବିଶ୍ୱ କରୋନା ଭଳି ମହାମାରୀର ସାମ୍ନା କରିଛି । ଏବେ ନୂଆ ବର୍ଷରେ ନୂଆ ଆଶା ନେଇ ୨୦୨୧ ଆସିଛି । ଆଶା କରାଯାଉଛି କି ନୂଆ ବର୍ଷ ସବୁକିଛି ସାମାନ୍ୟ କରିଦେବ । ଭାରତରେ ରାତି ୧୨ ଟା ପରେContinue reading “ବିଶ୍ୱର ପ୍ରଥମ ଦେଶ ଭାବେ ପ୍ରଥମେ ନୂଆବର୍ଷ ପାଳନ କଲା ନ୍ୟୁଜିଲାଣ୍ଡ । ପୁରୁଣା ବର୍ଷକୁ ବିଦାୟ ଦେଇ ଆତଶବାଜୀରେ ନୂଆବର୍ଷକୁ ସ୍ୱାଗତ କଲେ ଦେଶବାସୀ”

ଭାରତୀୟ ହକି କିମ୍ବଦନ୍ତୀ ମାଇକେଲ କିଣ୍ଡୋଙ୍କ ପରଲୋକ । ୧୯୭୫ ବିଶ୍ୱକପରେ ଭାରତ ପାଇଁ କରିଥିଲେ ପ୍ରତିନିଧିତ୍ୱ ।

କନକ ବ୍ୟୁରୋ : ଭାରତୀୟ ହକି କିମ୍ବଦନ୍ତୀ ତଥା ଅଲମ୍ପିଆନ ମାଇକେଲ କିଣ୍ଡୋଙ୍କ ଆଜି ପୂର୍ବାହ୍ନ ପ୍ରାୟ ୩ଟା ୧୫ରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟଜନିତ ରୋଗ ଯୋଗୁଁ ତାଙ୍କୁ ଇସ୍‌ପାତ ଜେନେରାଲ ହସପିଟାଲରେ ଚିକିତ୍ସା କରାଯାଉଥିଲା। ଦୀର୍ଘଦିନ ହେଲା ସେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ଶ୍ରୀ କିଣ୍ଡୋ ବହୁବର୍ଷ ଧରି ଭାରତୀୟ ହକି ଦଳର ପ୍ରତିନିଧତ୍ୱ କରିଥିଲେ। ଆର.ଏସ୍‌.ପିରେ ଯୋଗଦେବା ପରେ ଓଡିଶା ଦଳରContinue reading “ଭାରତୀୟ ହକି କିମ୍ବଦନ୍ତୀ ମାଇକେଲ କିଣ୍ଡୋଙ୍କ ପରଲୋକ । ୧୯୭୫ ବିଶ୍ୱକପରେ ଭାରତ ପାଇଁ କରିଥିଲେ ପ୍ରତିନିଧିତ୍ୱ ।”

ଭାରତକୁ ଝଟକା । ଟେଷ୍ଟ ସିରିଜରୁ ବାଦ ପଡିଲେ ଉମେଶ ଯାଦବ । ସିଡନି ଟେଷ୍ଟରେ ଡେବ୍ୟୁ କରି ପାରନ୍ତି ନଟରାଜନ୍

କନକ ବ୍ୟୁରୋ : ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଭାରତକୁ ବଡ ଝଟକା । ଏହି ଟେଷ୍ଟ ସିରିଜରୁ ପେସ ବୋଲର ଉମେଶ ଯାଦବ ଆହତ କାରଣରୁ ବାଦ ପଡିଛନ୍ତି । ତେବେ ଆହତ ହେବା ସହ ଉମେଶ ଭାରତକୁ ଫେରି ଆସିଛନ୍ତି । ବର୍ତ୍ତମାନ ଉମେଶ ଯାଦବଙ୍କ ସ୍ଥାନରେ ଯୁବ ପେସ ବୋଲର ଟି ନଟରାଜନଙ୍କୁ ସ୍ଥାନ ମିଳିପାରେ ବୋଲି ସୂଚନା ମିଳିଛି । ଟି ନଟରାଜନ ଏହି ଟେଷ୍ଟ ଜରିଆରେ ଡେବ୍ୟୁ କରିବେ ।Continue reading “ଭାରତକୁ ଝଟକା । ଟେଷ୍ଟ ସିରିଜରୁ ବାଦ ପଡିଲେ ଉମେଶ ଯାଦବ । ସିଡନି ଟେଷ୍ଟରେ ଡେବ୍ୟୁ କରି ପାରନ୍ତି ନଟରାଜନ୍”

ଦେଶକୁ କରୋନା ମୁକ୍ତ କରିବାକୁ ବଡ ଅଭିଯାନ । ଜାନୁଆରୀ ୨ ରୁ ସମସ୍ତ ରାଜ୍ୟରେ ଟିକାକରଣ ପାଇଁ ଆରମ୍ଭ ହେବ ଅଭ୍ୟାସ ।

କନକ ବ୍ୟୁରୋ : ଜାନୁଆରୀ ୨ ତାରିଖରୁ ଭାରତରେ କରୋନା ଟିକାକରଣ ପାଇଁ ସରକାରଙ୍କ ପକ୍ଷରୁ ଏକ ବଡ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଦିନ ଅନୁଷ୍ଠିତ ହୋଇଥିବା ବୈଠକରେ ନିଷ୍ପତ୍ତି ହୋଇଛି । ଏହା ପୂର୍ବରୁ ପଞ୍ଜାବ, ଆସାମ, ଗୁଜୁରାଟ ଓ ଆନ୍ଧ୍ରପ୍ରଦେଶ ଭଳି ୪ ଟି ରାଜ୍ୟରେ ୪୮ ଘଂଟିଆ ଟିକାକରଣ ଅଭ୍ୟାସ ବା ମକ୍ ଡ୍ରିଲ କରାଯାଇଥିଲା । ହେଲେ ଏବେ କେନ୍ଦ୍ରContinue reading “ଦେଶକୁ କରୋନା ମୁକ୍ତ କରିବାକୁ ବଡ ଅଭିଯାନ । ଜାନୁଆରୀ ୨ ରୁ ସମସ୍ତ ରାଜ୍ୟରେ ଟିକାକରଣ ପାଇଁ ଆରମ୍ଭ ହେବ ଅଭ୍ୟାସ ।”

ନୂଆବର୍ଷରେ ଗ୍ରାହକ ମାନଙ୍କୁ ଜିଓର ଉପହାର । ଜାନୁଆରୀ ପହିଲାରୁ କୌଣସି ଲୋକାଲ କଲ ପାଇଁ କରିବାକୁ ପଡିବ ନାହିଁ ରିଚାର୍ଜ

କନକ ବ୍ୟୁରୋ : ରିଲିୟାନ୍ସ ଜିଓ ପୁଣି ଥରେ ଭଏଲ କଲ ବିଲକୁଲ ମାଗଣା କରିବାକୁ ଯାଉଛି । ଜିଓ ଉପଭୋକ୍ତା ମାନେ ଜାନୁଆରୀ ପହିଲାରୁ ମାଗଣାରେ ସମସ୍ତ ଫୋନକୁ ଭଏସ୍ କଲ କରିବାର ସୁବିଧା ପାଇବେ । ରିଲିୟାନ୍ସ ଜିଓ ଗୁରୁବାର ଦିନ ଏଭଳି ସୂଚନା ଦେଇଛି । କମ୍ପାନୀ ତରଫରୁ କୁହାଯାଇଛି କି ଅଫ୍ ନେଟ୍ ଡୋମେଷ୍ଟିକ କଲ ପାଇଁ ଉପଭୋକ୍ତାଙ୍କୁ କୌଣସି ରିଚାର୍ଜ କରିବାକୁ ପଡିବ ନାହିଁ । ଜିଓ ଏଭଳି ସୂଚନାContinue reading “ନୂଆବର୍ଷରେ ଗ୍ରାହକ ମାନଙ୍କୁ ଜିଓର ଉପହାର । ଜାନୁଆରୀ ପହିଲାରୁ କୌଣସି ଲୋକାଲ କଲ ପାଇଁ କରିବାକୁ ପଡିବ ନାହିଁ ରିଚାର୍ଜ”

ଟିକା କରଣ ପାଇଁ ପୁଣି ଥରେ ତାଲିକା ମାଗିଲା କେନ୍ଦ୍ର । ୭ ଦିନ ଭିତରେ ପୋଟାଲରେ ନାମ ଅପଲୋଡ଼ ପାଇଁ ନିର୍ଦ୍ଦେଶ । ଯେମିତି କୌଣସି ସ୍ୱାସ୍ଥ୍ର୍ୟକର୍ମୀ ବାଦ ପଡ଼ିବେ ନାହିଁ ସେନେଇ ସ୍ୱାସ୍ଥ୍ୟ ସଚିବ ଓ ଜିଲ୍ଲାପାଳମାନଙ୍କୁ ଚିଠି

କନକ ବ୍ୟୁରୋ : ଦେଶରେ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି କରୋନା ପାଇଁ ଟିକାକରଣ । ଏନେଇ ଆଜି ପ୍ରଧାନମନ୍ତ୍ରୀ ସମ୍ୟକ୍ ସୂଚନା ଦେଇଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏକ ଚିଠି ଲେଖାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ଟିକାକରଣ ସମୟରେ ଯେମିତି କୌଣସି ସ୍ୱାସ୍ଥ୍ୟକର୍ମୀ ବାଦ୍ ନପଡନ୍ତିContinue reading “ଟିକା କରଣ ପାଇଁ ପୁଣି ଥରେ ତାଲିକା ମାଗିଲା କେନ୍ଦ୍ର । ୭ ଦିନ ଭିତରେ ପୋଟାଲରେ ନାମ ଅପଲୋଡ଼ ପାଇଁ ନିର୍ଦ୍ଦେଶ । ଯେମିତି କୌଣସି ସ୍ୱାସ୍ଥ୍ର୍ୟକର୍ମୀ ବାଦ ପଡ଼ିବେ ନାହିଁ ସେନେଇ ସ୍ୱାସ୍ଥ୍ୟ ସଚିବ ଓ ଜିଲ୍ଲାପାଳମାନଙ୍କୁ ଚିଠି”

ଓଡିଶାରେ ନାଇଟ କର୍ଫ୍ୟୁ ନେଇ ପୋଲିସ କମିଶନରଙ୍କ ସୂଚନା : ଟ୍ୱିନସିଟିରେ ଜାରି ହେବ ୧୪୪ ଧାରା; ସୁରକ୍ଷା ଦୃଷ୍ଟିରୁ ମୁତୟନ ହେବେ ୪୦ପ୍ଲାଟୁନ ଫୋର୍ସ

କନକ ବ୍ୟୁରୋ : ରାଜ୍ୟରେ ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଜାରି କରାଯାଇଥିବା ବେଳେ ରାତି ୯ଟା ପରେ କେହି ଘରୁ ନବାହାରିବାକୁ କହିଛନ୍ତି ପୁଲିସ କମିସନର । ୯ଟା ପୂର୍ବରୁ ହୋଟେଲ ଓ ବାର ବନ୍ଦ କରାଯିବ । ଗମନାଗମନ ଉପରେ କଟକଣା ରହିବା ସହ ୧୪୪ ଧାରା ଜାରି କରାଯିବ । ଅତ୍ୟାବଶ୍ୟକୀୟ ସେବା ଜାରି ରହିବ । ସମସ୍ତ ଥାନା ଅଂଚଳରେ ପେଟ୍ରୋଲିଂ କରାଯିବ । ୪୦ ପ୍ଲାଟୁନ ପୁଲିସ ଫୋର୍ସContinue reading “ଓଡିଶାରେ ନାଇଟ କର୍ଫ୍ୟୁ ନେଇ ପୋଲିସ କମିଶନରଙ୍କ ସୂଚନା : ଟ୍ୱିନସିଟିରେ ଜାରି ହେବ ୧୪୪ ଧାରା; ସୁରକ୍ଷା ଦୃଷ୍ଟିରୁ ମୁତୟନ ହେବେ ୪୦ପ୍ଲାଟୁନ ଫୋର୍ସ”

ବର୍ତ୍ତମାନ ସୁଦ୍ଧା ଓଡିଶାରେ ନାହିଁ କରୋନାର ନୂଆ ଭୂତାଣୁ : ବ୍ରିଟେନ ଫେରନ୍ତାଙ୍କ ଉପରେ ରହିଛି ସ୍ୱାସ୍ଥ୍ୟ ବିଭାଗର ନଜର; ୨୮୮ ଜଣଙ୍କ ମଧ୍ୟରୁ ୭ କରୋନା ପଜିଟିଭ

କନକ ବ୍ୟୁରୋ : ବର୍ତ୍ତମାନ ସୁଦ୍ଧା ଓଡିଶାରେ ଚିହ୍ନଟ ହୋଇନି କରୋନାର ନୂଆ ଭୂତାଣୁ । ବ୍ରିଟେନ ଫେରନ୍ତାଙ୍କ ମଧ୍ୟରୁ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ସୁଦ୍ଧା ଏଯାଏ କାହାରି ଶରୀରରେ ବ୍ରିଟେନ ଷ୍ଟ୍ରେନ ଚିହ୍ନଟ ହୋଇନଥିବା ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର । ବିଟ୍ରେନରୁ ଫେରିଥିବା ଓଡ଼ିଶାର ୪ଜଣଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । ସେମାନଙ୍କ ସଂସ୍ପର୍ଶରେ ଆସି ଆଉ ୩ଜଣ ସମ୍ପକୀୟ ସଂକ୍ରମିତ ହୋଇଛନ୍ତି । ରାଜ୍ୟକୁ ମୋଟContinue reading “ବର୍ତ୍ତମାନ ସୁଦ୍ଧା ଓଡିଶାରେ ନାହିଁ କରୋନାର ନୂଆ ଭୂତାଣୁ : ବ୍ରିଟେନ ଫେରନ୍ତାଙ୍କ ଉପରେ ରହିଛି ସ୍ୱାସ୍ଥ୍ୟ ବିଭାଗର ନଜର; ୨୮୮ ଜଣଙ୍କ ମଧ୍ୟରୁ ୭ କରୋନା ପଜିଟିଭ”

ପ୍ରକାଶ ପାଇଲା ଏସିଆ ମହାଦେଶର ସବୁଠାରୁ ୧୦ ଧନୀ ବ୍ୟକ୍ତିଙ୍କ ତାଲିକା । ମୁକେଶ ଅମ୍ବାନୀ ଓ ଚୀନ୍ ର ଜାକ୍ ମାଙ୍କୁ ମାତ୍ ଦେଇ ଚୀନର ଜୋଙ୍ଗ ସାନସହାନ୍ ହେଲେ ସବୁଠାରୁ ବିତ୍ତଶାଳୀ ବ୍ୟକ୍ତି ।

କନକ ବ୍ୟୁରୋ : ଭାରତର ମୁକେଶ ଅମ୍ବାନୀ ଏବଂ ଚୀନ୍‌ର ଜାକ୍‌ ମାଙ୍କୁ ଟପି ସମ୍ପ୍ରତି ଚୀନ୍‌ର ଜୋଙ୍ଗ୍‌ ସାନ୍‌ସ୍‌ହାନ୍‌ ଏସିଆ ମହାଦେଶର ସବୁଠାରୁ ବିତ୍ତଶାଳୀ ବ୍ୟକ୍ତି ହୋଇଛନ୍ତି। ଏବର୍ଷ ଜୋଙ୍ଗଙ୍କୁ ସମୁଦାୟ ସମ୍ପତ୍ତି ୭୦.୯ ବିଲିୟନ୍‌ ଡଲାର୍‌ ବୃଦ୍ଧି ପାଇ ୭୭.୮ ବିଲିୟନ୍‌ ଡଲାର୍‌ରେ ପହଞ୍ଚି ତାଙ୍କୁ ବିଶ୍ୱର ୧୧ଶ ବିତ୍ତଶାଳୀ ବ୍ୟକ୍ତିରେ ପରିଣତ କରିଥିବା କଥା ‘ବ୍ଲୁମ୍‌ବର୍ଗ ବିଲିଓନେୟର୍ସ ଇଣ୍ଡେକ୍ସ୍‍’ରୁ ଜଣାପଡ଼ିଛି। ଜଣେ ଏତେ ଶୀଘ୍ର ଏତେ ଗୁଡ଼ାଏ ସମ୍ପତ୍ତି ଅର୍ଜନ କରିବାରେ ଏହାContinue reading “ପ୍ରକାଶ ପାଇଲା ଏସିଆ ମହାଦେଶର ସବୁଠାରୁ ୧୦ ଧନୀ ବ୍ୟକ୍ତିଙ୍କ ତାଲିକା । ମୁକେଶ ଅମ୍ବାନୀ ଓ ଚୀନ୍ ର ଜାକ୍ ମାଙ୍କୁ ମାତ୍ ଦେଇ ଚୀନର ଜୋଙ୍ଗ ସାନସହାନ୍ ହେଲେ ସବୁଠାରୁ ବିତ୍ତଶାଳୀ ବ୍ୟକ୍ତି ।”

Design a site like this with WordPress.com
Get started