କନକ ବ୍ୟୁରୋ : ଜିରୋ ନାଇଟ୍ ସେଲିବ୍ରେସନ ଓ ନୂଆ ବର୍ଷ ପାଳନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ କଟକଣା ଜାରି ହୋଇଛି । ଆଜି ଓ ଆସନ୍ତାକାଲି ଦିଲ୍ଲୀ ପାଇଁ ନାଇଟ କର୍ଫ୍ୟୁ ଘୋଷଣା କରାଯାଇଛି । ରାତି ୧୧ଟାରୁ ସକାଳ ୬ଟା ଯାଏଁ ଏହି କଟକଣା ବଳବର୍ତର ରହିବ । ରାତି ୧୧ଟା ପରେ ନୂଆ ବର୍ଷ ପାଳନ ଏବଂ କୌଣସି ପ୍ରକାର ଜନଗହଳି ଉପରେ କଟକଣା ଲଗାଇଛନ୍ତି ଦିଲ୍ଲୀ ସରକାର । ସର୍ବସାଧାରଣ ସ୍ଥାନରେContinue reading “ନୂଆବର୍ଷ ପାଇଁ ନାଇଟ୍ କର୍ଫ୍ୟୁ : ଆଜି ଓ ଆସନ୍ତାକାଲି ରାତି ୧୧ଟାରୁ ସକାଳ ୬ଟା ଯାଏଁ କଟକଣା”
Author Archives: Raghaba
ନୂଆବର୍ଷରୁ ନୂଆ ନିୟମ….ଜାନୁଆରୀରୁ ବଦଳିଯିବ ୧୦ ବଡ଼ ନିୟମ । ଜାଣନ୍ତୁ ସାଧାରଣ ଜନତାଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ
କନକ ବ୍ୟୁରୋ : ନୂଆବର୍ଷ ଆସିବା ସହ ନେଇଆସିଛି କିଛି ନୂଆ ନିୟମ । ମୋବାଇଲ୍, କାର୍ , ଟ୍ୟାକ୍ସ, କ୍ୟାସ ପେମେଣ୍ଟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଜିନିଷ ପାଇଁ ନୂଆ ନିୟମ ଲାଗୁ ହେବ । ଏହି ନିୟମ ସାଧାରଣ ଲୋକଙ୍କ ପକେଟ୍ ଉପରେ ବି ଭାରି ପଡିପାରେ । ତେବେ ଆପଣଙ୍କ ପାଇଁ ଉପଲବ୍ଧ ହେଉଥିବା ସେବାରେ ହିଁ ପରିବର୍ତ୍ତନ ଦେଖିବାକୁ ମିଳିବ । ଜାଣନ୍ତୁ କେଉଁ ସବୁ ନିୟମରେ ହେବ ପରିବର୍ତ୍ତନ ।Continue reading “ନୂଆବର୍ଷରୁ ନୂଆ ନିୟମ….ଜାନୁଆରୀରୁ ବଦଳିଯିବ ୧୦ ବଡ଼ ନିୟମ । ଜାଣନ୍ତୁ ସାଧାରଣ ଜନତାଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ”
ଜିରୋ ନାଇଟ୍ ସେଲିବ୍ରେସନକୁ ନା’ : ରହିବ ପ୍ରଶାସନର ନଜର; ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ
କନକ ବ୍ୟୁରୋ : କରୋନା ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ଜିରୋ ନାଇଟ୍ ସେଲିବ୍ରେସନ୍ ଉପରେ କଟକଣା ଜାରି କରିଛି ପ୍ରଶାସନ । ଏଥିପାଇଁ ବିଶେଷକରି ଦୈତନଗରୀ କଟକଳ ଭୁବନେଶ୍ୱରରେ କଡା ସୁରକ୍ଷା ବନ୍ଦୋବସ୍ତ କରିଛି କମିଶନରେଟ ପୁଲିସ । କଟକ ଏବଂ ଭୁବନେଶ୍ୱରରେ ଥିବା ହୋଟେଲ୍, ପବ୍, ମଣ୍ଡପ ଏବଂ ବାର ଗୁଡିକ ପୁଲିସ ସ୍କାନରରେ ରହିବ । ଏହି ସବୁ ସ୍ଥାନରେ ଜିରୋ ନାଇଟ୍କୁ ବ୍ୟାନ୍ କରାଯାଇଥିବା ବେଳେ ଗୋଟିଏ ଜାଗାରେContinue reading “ଜିରୋ ନାଇଟ୍ ସେଲିବ୍ରେସନକୁ ନା’ : ରହିବ ପ୍ରଶାସନର ନଜର; ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ”
ମାଲକାନଗିରିରେ ଝୁଲନ୍ତା ଅବସ୍ଥାରେ ୨ମୃତଦେହ ଠାବ : ମନ୍ଦିରରେ ବିବାହ ପରେ ଆତ୍ମହତ୍ୟା କରିଥିବା ଆଶଙ୍କା
କନକ ବ୍ୟୁରୋ : ମାଲକାନଗିରିରେ ଝୁଲନ୍ତା ଅବସ୍ଥାରେ ୨ମୃତଦେହ ଠାବ । ମନ୍ଦିରରେ ବିବାହ ପରେ ଆତ୍ମହତ୍ୟା କରିଥିବା ଆଶଙ୍କା । ମନ୍ଦିରରେ ନିକଟରେ ଥିବା ବରଗଛରେ ଦୁହିଁଙ୍କ ମୃତ ଦେହ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ମାଲକାନଗିରି ସଦର ମହକୁମା ଜବରଖଲ କଲୋନୀରେ ଦେଖିବାକୁ ମିଳିଛି ଏହି ଘଟଣା । ଉଭୟ ନାବାଳକ ଓ ନାବାଳିକା ଥିବା ସୂଚନା ରହିଛି । ଘଟଣା ସ୍ଥଳରେ ମାଲକାନଗିରି ପୁଲିସ୍ ପହଂଚି ମୃତ ଦେହ ଉଦ୍ଧାର କରିContinue reading “ମାଲକାନଗିରିରେ ଝୁଲନ୍ତା ଅବସ୍ଥାରେ ୨ମୃତଦେହ ଠାବ : ମନ୍ଦିରରେ ବିବାହ ପରେ ଆତ୍ମହତ୍ୟା କରିଥିବା ଆଶଙ୍କା”
ପୁଣି ଶନିବାର ସରକାରୀ ଛୁଟି : ଦ୍ବୈତନଗରୀରେ ୭୫% ଉପସ୍ଥାନ; ଭର୍ଚୁଆଲ୍ ମାଧ୍ୟମରେ ନୂଆ ବର୍ଷର ଶୁଭେଚ୍ଛା ଜଣାଇବାକୁ ପରାମର୍ଶ
କନକ ବ୍ୟୁରୋ : ଜାନୁଆରି ମାସରେ ରାଜ୍ୟସାରା ସରକାରୀ ଅଫିସ୍ ସବୁ ଶନିବାର ବନ୍ଦ ରହିବ। ପୂର୍ବ ମାସ ପରି ଜାନୁଆରିରେ ବି ଭୁବନେଶ୍ବର-କଟକରେ ୭୫% କର୍ମଚାରୀରେ ସରକାରୀ ଅଫିସ୍ ଚାଲିବ। ସମସ୍ତ ପ୍ରଶାସନିକ ବିଭାଗ ଓ ନିର୍ଦ୍ଦେଶାଳୟ ପାଇଁ ମଧ୍ୟ ଏହା ଲାଗୁ ହୋଇଛି। ଆଜି ଏ ସମ୍ପର୍କରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ରାଜ୍ୟରେ କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣରେ ଅଛି ବୋଲି ସରକାର ଦାବି କରୁଥିଲା ବେଳେ ସବୁContinue reading “ପୁଣି ଶନିବାର ସରକାରୀ ଛୁଟି : ଦ୍ବୈତନଗରୀରେ ୭୫% ଉପସ୍ଥାନ; ଭର୍ଚୁଆଲ୍ ମାଧ୍ୟମରେ ନୂଆ ବର୍ଷର ଶୁଭେଚ୍ଛା ଜଣାଇବାକୁ ପରାମର୍ଶ”
ଟେକ୍ନୋଲୋଜି ପ୍ରୟୋଗରେ ବଢିପାରିବ ରାଜ୍ୟରେ ଶିକ୍ଷାର ମାନ : ଯୁବ ଇଂଜିନିଅର ଛାତ୍ରଙ୍କ ନିଆରା ଉଦ୍ୟମ ; ପାଠପଢା ଡଟ୍ ଇନ୍ ଜରିଆରେ ମାଗଣାରେ ଦେଉଛନ୍ତି ପ୍ରଶିକ୍ଷଣ
କନକ ବ୍ୟୁରୋ : ରାଜ୍ୟର ଶିକ୍ଷାର ବିକାଶ କ୍ଷେତ୍ରରେ କିଭଳି ଟେକ୍ନୋଲଜିର ପ୍ରୟୋଗ ହୋଇପାରିବ ସେହି ମର୍ମରେ ଜଣେ ଯୁବ ଇଂଜିନିଅର ଛାତ୍ରଙ୍କ ସୃଷ୍ଟି ହେଉଛି ପାଠପଢା ଡଟ୍ ଇନ୍ । ଏହି ଛାତ୍ର ଜଣକ ହେଉଛନ୍ତି ରାଉରକେଲାର ଭବତୋଷ ମହନ୍ତ ଏବଂ ସେ ବର୍ତମାନ ଭୁବନେଶ୍ୱର ସ୍ଥିତି ଟ୍ରିପଲ ଆଇଟିରେ ଇଂଜିନିଅରିଂ ପଢୁଛନ୍ତି । ପ୍ରଗତିଶୀଳ ଦୁନିଆରେ ଟେକ୍ନୋଲଜି ମାଧ୍ୟମରେ ପିଲାଙ୍କ ପାଠପଢାଇବାକୁ ସେ ସଂକଳ୍ପବଦ୍ଧ ଥିବା କହିଛନ୍ତି । ଭବତୋଷଙ୍କ ମତରେ ଇ-ପାଠ ପଢାକୁContinue reading “ଟେକ୍ନୋଲୋଜି ପ୍ରୟୋଗରେ ବଢିପାରିବ ରାଜ୍ୟରେ ଶିକ୍ଷାର ମାନ : ଯୁବ ଇଂଜିନିଅର ଛାତ୍ରଙ୍କ ନିଆରା ଉଦ୍ୟମ ; ପାଠପଢା ଡଟ୍ ଇନ୍ ଜରିଆରେ ମାଗଣାରେ ଦେଉଛନ୍ତି ପ୍ରଶିକ୍ଷଣ”
ପିଏ ମୃତ୍ୟୁ ମାମଲାରେ ଛନ୍ଦି ହୋଇଥିବା ଆଇଏଏସ ବାବୁଙ୍କୁ ସରକାରଙ୍କ ପୁରସ୍କାର : ପୂର୍ବତନ ମାଲକାନଗିରି ଜିଲ୍ଲାପାଳଙ୍କୁ ପଦୋନ୍ନତି
କନକ ବ୍ୟୁରୋ : ରାଜ୍ୟରେ ଆଇଏଏସ ସ୍ତରରେ ପଦୋନ୍ନତି ଦିଆଯାଇଛି । ଏହି କ୍ରମରେ ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ଆଇଏଏସ ମନୀଷ ଅଗ୍ରୱାଲଙ୍କୁ ରାଜ୍ୟ ସରକାର ପଦୋନ୍ନତି ଦେଇଛନ୍ତି । ଇଏ ହେଉଛନ୍ତି ସେହି ମନିଷ ଅଗ୍ରୱାଲ, ଯିଏ ମାଲକାନଗିରି ଜିଲ୍ଲାପାଳ ଥିବା ସମୟରେ ତାଙ୍କ ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ଘଟଣାରେ ଛନ୍ଦି ହୋଇଯାଇଥିଲେ । ବ୍ୟକ୍ତିଗତ ସହାୟକଙ୍କ ପରିବାର ଲୋକେ ତାଙ୍କ ନାଁରେ ହତ୍ୟା ଘଟଣାରେ ସମ୍ପୃକ୍ତି ଅଭିଯୋଗ ଆଣିଥିଲେ । ପରେ ମନିଷ ଅଗ୍ରୱାଲଙ୍କରContinue reading “ପିଏ ମୃତ୍ୟୁ ମାମଲାରେ ଛନ୍ଦି ହୋଇଥିବା ଆଇଏଏସ ବାବୁଙ୍କୁ ସରକାରଙ୍କ ପୁରସ୍କାର : ପୂର୍ବତନ ମାଲକାନଗିରି ଜିଲ୍ଲାପାଳଙ୍କୁ ପଦୋନ୍ନତି “
ବର୍ଷ ୨୦୨୦ର ଶେଷ ସୂର୍ଯ୍ୟୋଦୟ : ନୂଆ ସଂଭାବନା ନେଇ ଆସିବ ୨୦୨୧; ଚନ୍ଦ୍ରଭାଗା କୂଳରେ ବର୍ଷର ଶେଷ ସୂର୍ଯ୍ୟୋଦୟ ଦେଖିଲେ ଲୋକେ
କନକ ବ୍ୟୁରୋ : ଚଳିତ ବର୍ଷର ଶେଷ ସୂର୍ଯ୍ୟୋଦୟ । କୋଣାର୍କ ଚନ୍ଦ୍ରଭାଗା, ପୁରୀ ନିକଟରୁ କ୍ୟାମେରାରେ କଏଦ ହୋଇଛି ୨୦୨୦ର ଶେଷ ସୂର୍ଯ୍ୟୋଦୟ । ଫର୍ଚ୍ଚା ଆକାଶରେ କଅଁଳ ସୂର୍ଯ୍ୟର ଉଦୟ ଦୃଶ୍ୟ ବେଶ ମନୋରମ । ବର୍ଷର ଶେଷ ସୂର୍ଯ୍ୟୋଦୟକୁ ଦେଖିବା ପାଇଁ ଚନ୍ଦ୍ରଭାଗାକୂଳ, ପୁରୀ ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ଭିଡ ଜମିଛି । ଉଦୟ ସୂର୍ଯର ଅରୁଣିମା ସମୁଦ୍ରରେ ପ୍ରତିବିମ୍ବ ସୃଷ୍ଟି କରି ପର୍ଯ୍ୟଟକଙ୍କ ମନ ମୋହୁଛି । ଶାନ୍ତ, ଶୀତଳ ପରିବେଶରେContinue reading “ବର୍ଷ ୨୦୨୦ର ଶେଷ ସୂର୍ଯ୍ୟୋଦୟ : ନୂଆ ସଂଭାବନା ନେଇ ଆସିବ ୨୦୨୧; ଚନ୍ଦ୍ରଭାଗା କୂଳରେ ବର୍ଷର ଶେଷ ସୂର୍ଯ୍ୟୋଦୟ ଦେଖିଲେ ଲୋକେ”
ସିବିଏସ୍ଇ ପରୀକ୍ଷା ନେଇ ଆଜି କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା ସମ୍ଭାବନା : ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ ଘୋଷଣା ହେବ ତାରିଖ !
କନକ ବ୍ୟୁରୋ : ସିବିଏସ୍ଇ ବୋର୍ଡ ପରୀକ୍ଷା ନେଇ ଆଜି ଘୋଷଣା ହେବ ତାରିଖ । ଏନେଇ ପୂର୍ବରୁ ଟ୍ୱିଟ୍ କରି ସୂଚନା ଦେଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍ । ଆଜି ଦିନ ୧୧ଟାରେ କେନ୍ଦ୍ରମନ୍ତ୍ରୀ ସୋସିଆଲ ମିଡ଼ିଆରେ ସିଧାସଳଖ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହ ଚର୍ଚ୍ଚା କରିବେ । ତେବେ ଟ୍ୱିଟ୍ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି- ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବଂ ଅଭିଭାବକଙ୍କ ଚିନ୍ତା ଦୂର ହେଲା ଭଳି ନିଷ୍ପତି ନିଆଯିବ ।Continue reading “ସିବିଏସ୍ଇ ପରୀକ୍ଷା ନେଇ ଆଜି କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା ସମ୍ଭାବନା : ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ ଘୋଷଣା ହେବ ତାରିଖ !”
କରୋନାର ବ୍ରିଟେନ୍ ଷ୍ଟ୍ରେନ୍କୁ ନେଇ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକଙ୍କ ବଡ଼ ବୟାନ : ରଣଦୀପ ଗୁଲେରିଆ କହିଲେ,୭୦% ଅଧିକ ସଂକ୍ରମଣ ନୂଆ ଭୁତାଣୁ
କନକ ବ୍ୟୁରୋ : ଦେଶରେ ଚିନ୍ତା ବଢ଼ାଉଛି ବ୍ରିଟେନର ନୂଆ ଷ୍ଟ୍ରେନ । ନୂଆ ଷ୍ଟ୍ରେନର ୨୦ ମାମଲା ସାମ୍ନାକୁ ଆସିଛି । ଏଥିରେ ଦେଶରେ ସଂକ୍ରମଣ ଦ୍ର୍ରୁତ ଗତିରେ ବଢ଼ିବାର ଆଶଙ୍କା କରାଯାଉଛି । ଏହାରି ଭିତରେ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ ବୟାନ ଚିନ୍ତାକୁ ଦୁଇଗୁଣ ବଢ଼ାଇ ଦେଇଛି । ଗୁଲେରିଆ କହିଛନ୍ତି ନୂଆ ଷ୍ଟ୍ରେନ ବହୁତ ସଂକ୍ରାମକ, ଅଧିକ ସାବଧାନ ଅବଲମ୍ବନ କରିବାକୁ ପଡ଼ିବ । ନୂଆ ଷ୍ଟ୍ରେନ ପାଇଁ ଭାରତକୁ ପୂର୍ବContinue reading “କରୋନାର ବ୍ରିଟେନ୍ ଷ୍ଟ୍ରେନ୍କୁ ନେଇ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକଙ୍କ ବଡ଼ ବୟାନ : ରଣଦୀପ ଗୁଲେରିଆ କହିଲେ,୭୦% ଅଧିକ ସଂକ୍ରମଣ ନୂଆ ଭୁତାଣୁ”