ଫିକା ପଡିଲା ନୂଆ ବର୍ଷ । ଜାଣନ୍ତୁ, ଡିସେମ୍ବର ୩୧, ଜାନୁଆରୀ ୧ରେ କାହା ଉପରେ ଲାଗିଲା କଟକଣା?

କନକ ବ୍ୟୁରୋ : ଦିନକ ପରେ ୨୦୨୦ ମସିହା ବିଦାୟ ନେବ। ନୂଆବର୍ଷ ଆସିବାର ଦିନକ ପୂର୍ବରୁ ରାଜ୍ୟ ସରକାର ଜାନୁଆରି ମାସ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି। ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ୟ୍ୟାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ସାରା ରାଜ୍ୟରେ ଏଥର ଜିରୋ ନାଇଟ୍ ପାଳନ ଉପରେ କଟକଣା ଜାରି କରାଯାଇଛି। ରାଜ୍ୟରେ କରୋନାର ନୂଆ ଷ୍ଟ୍ରେନର ସଂକ୍ରମଣକୁ ରୋକିବା ଲାଗି ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ଏଥିପାଇଁ ଡିସେମ୍ବର ୩୧, ଜାନୁଆରୀ ୧Continue reading “ଫିକା ପଡିଲା ନୂଆ ବର୍ଷ । ଜାଣନ୍ତୁ, ଡିସେମ୍ବର ୩୧, ଜାନୁଆରୀ ୧ରେ କାହା ଉପରେ ଲାଗିଲା କଟକଣା?”

ନୂଆ ବର୍ଷ ପାଇଁ ନୂଆ ଗାଇଡଲାଇନ । ରାଜ୍ୟରେ ଖୋଲିବ ସିନେମା ହଲ । ୫୦ ପ୍ରତିଶତ ସିଟରେ ବସି ପାରିବେ ଦର୍ଶକ । 

କନକ ବ୍ୟୁରୋ : ଜାନୁଆରୀ ମାସ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ଜାନୁଆରୀ ମାସରେ ରାଜ୍ୟରେ ଖୋଲିବ ସିନେମା ହଲ ଓ ଥିଏଟର । ୫୦ ପ୍ରତିଶତ ସିଟରେ ବସି ପାରିବେ ଦର୍ଶକ । କେନ୍ଦ୍ର ସରକାରଙ୍କ ଏସଓପି ଆଧାରରେ ରାଜ୍ୟରେ ଖୋଲିବ ସିନେମା ହଲ । ହେଲେ ଜାନୁଆରୀ ଡିସେମ୍ବର ୩୧ ଓ ୧ ତାରିଖରେ କଟକଣା ଲାଗୁ ହେବ । ଜାନୁଆରୀ ୩୧ ଯାଏଁ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିବContinue reading “ନୂଆ ବର୍ଷ ପାଇଁ ନୂଆ ଗାଇଡଲାଇନ । ରାଜ୍ୟରେ ଖୋଲିବ ସିନେମା ହଲ । ୫୦ ପ୍ରତିଶତ ସିଟରେ ବସି ପାରିବେ ଦର୍ଶକ । “

ମହିଳା ଓ ଶିଶୁଙ୍କ ବିରୋଧରେ ହିଂସା ରୋକିବାକୁ ପୋଲିସର ସ୍ପେଶାଲ ୱିଙ୍ଗ । ସ୍ପେଶାଲ ୱିଙ୍ଗ ଗଠନ ପାଇଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । 

କନକ ବ୍ୟୁରୋ : ମହିଳା ଓ ଶିଶୁଙ୍କ ବିରୋଧରେ ହିଂସା ରୋକିବାକୁ ପୋଲିସର ସ୍ପେଶାଲ ୱିଙ୍ଗ ଗଠନ ହେବ । ସ୍ପେଶାଲ ୱିଙ୍ଗ ଗଠନ ପାଇଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଏହି ୱିଙ୍ଗ ମହିଳା ଓ ପୋଲିସଙ୍କ ସୁରକ୍ଷା ପାଇଁ କାମ କରିବ । ୬୨ ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ସଡକ ସୁରକ୍ଷା ସଚେତନତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି  । ସଡକContinue reading “ମହିଳା ଓ ଶିଶୁଙ୍କ ବିରୋଧରେ ହିଂସା ରୋକିବାକୁ ପୋଲିସର ସ୍ପେଶାଲ ୱିଙ୍ଗ । ସ୍ପେଶାଲ ୱିଙ୍ଗ ଗଠନ ପାଇଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । “

ମାଓ ଅଧ୍ୟୁଷିତ ମାଲକାନଗିରିରୁ ଅନ୍ତର୍ଜାତୀୟ କ୍ରିକେଟର ସ୍ୱପ୍ନ ଦେଖୁଛନ୍ତି ଆଦିବାସୀ ଯୁବତୀ । ମାଲକାନଗିରି ଡିଏମକେ ପଡିଆରେ ପ୍ରଶିକ୍ଷଣ ନେଉଛନ୍ତି ଜିଲ୍ଲାର ୩୦ରୁ ଅଧିକ ଝିଅ ।

କନକ ବ୍ୟୁରୋ : ଏଣିକି କ୍ରିକେଟ ମୈଦାନରେ ଚମକିବେ ଲାଲଗଡର ଝିଅ । ରାଜ୍ୟ ତଥା ଜାତୀୟ ସ୍ତରରେ କ୍ରିକେଟ ଖେଳିବେ ମାଲକାନଗିରି ଜିଲ୍ଲାର ଆଦିବାସୀ ଝିଅ । ଏଥିପାଇଁ ମାଲକାନଗିରି ଜିଲ୍ଲାର ୩୦ ରୁ ଅଧିକ ଝିଅ ଙ୍କ ମାଲକାନଗିରି ଆଣି ପ୍ରଶିକ୍ଷଣ ଦେଉଛି ମାଲକାନଗିରି କ୍ରିକେଟ ଆସୋସିଏଶନ । ଲାଲଗଡରୁ କ୍ରିକେଟ ମଇଦାନ । ମୁଣ୍ଡରେ ହେଲମେଟ, ହାତରେ ଗ୍ଲବ୍ସ ଓ ଗୋଡରେ ପ୍ୟାଡ । ପୁରା ପେଶାଦାର କ୍ରିକେଟରଙ୍କ ଗେଟଅପ୍ରେ ପଡିଆରେ ଝାଳContinue reading “ମାଓ ଅଧ୍ୟୁଷିତ ମାଲକାନଗିରିରୁ ଅନ୍ତର୍ଜାତୀୟ କ୍ରିକେଟର ସ୍ୱପ୍ନ ଦେଖୁଛନ୍ତି ଆଦିବାସୀ ଯୁବତୀ । ମାଲକାନଗିରି ଡିଏମକେ ପଡିଆରେ ପ୍ରଶିକ୍ଷଣ ନେଉଛନ୍ତି ଜିଲ୍ଲାର ୩୦ରୁ ଅଧିକ ଝିଅ ।”

ରାଉରକେଲା ମାତିଛନ୍ତି ବାଲି ମାଫିଆ । ପ୍ରାୟ ୪୪ ବାଲି ଘାଟରୁ ବେଆଇନ୍ ଭାବେ ବଲି ଚୋରି କରି ମାଲାମାଲ ମାଫିଆ ଓ ଅସାଧୁ କର୍ମଚାରୀ

କନକ ବ୍ୟୁରୋ : ବଡିଭୋରୁ ବିଳମ୍ବିତ ସନ୍ଧ୍ୟା ପର୍ୟ୍ୟନ୍ତ ମେସିନ ସାହାଯ୍ୟରେ ନଇ ମଝିରୁ ବାଲି ବୁହା ଚାଲିଛି । ଗୋଟିଏ କି’ ଦୁଇଟି ସ୍ଥାନରେ ନୁହେଁ, ରାଉରକେଲା ସମେତ ଆଖପାଖ ଅଞ୍ଚଳରେ ଥିବା ସମସ୍ତ ବାଲିଘାଟ ମଧ୍ୟରୁ ୫୦ପ୍ରତିଶତ ବାଲିଘାଟରେ ସମାନ ସ୍ଥିତି। ବିଶ୍ରା, ରାଉରକେଲା, କୁଆଁରମୁଣ୍ଡା, ଲାଠିକଟା ଓ ବିରମିତ୍ରପୁର ତହସିଲ ଅଧୀନରେ ରହିଛି ମୋଟ ୪୪ ଟି ବାଲିଘାଟ। ସେଥିମଧ୍ୟରୁ ଅର୍ଦ୍ଧାଧିକ ବାଲିଘାଟରେ ଚାଲିଛି ମାଫିଆ ରାଜ। ରାଉରକେଲା ସହର ଉପକଣ୍ଠ ଝିରପାଣିContinue reading “ରାଉରକେଲା ମାତିଛନ୍ତି ବାଲି ମାଫିଆ । ପ୍ରାୟ ୪୪ ବାଲି ଘାଟରୁ ବେଆଇନ୍ ଭାବେ ବଲି ଚୋରି କରି ମାଲାମାଲ ମାଫିଆ ଓ ଅସାଧୁ କର୍ମଚାରୀ”

ସୁନ୍ଦରଗଡରେ ଧାନ ମଣ୍ଡି ଚାଲିଛି ମିଲରଙ୍କ ମର୍ଜିରେ । ମନ ଇଚ୍ଛା ମଣ୍ଡି ଛାଡି ଚାଲି ଯାଉଛନ୍ତି ମିଲରଙ୍କ ପ୍ରତିନିଧି । ଧାନ ଧରି ମଣ୍ଡିରେ ଅପେକ୍ଷା କରୁଛନ୍ତି ଚାଷୀ ।

କନକ ବ୍ୟୁରୋ : ସୁନ୍ଦରଗଡ ଜିଲ୍ଲାରେ ଧାନକିଣା ଆମମ୍ଭରୁ ହିଁ ମଣ୍ଡିରେ ଅବ୍ୟବସ୍ଥା ନେଇ ବିବାଦ ଲାଗି ରହିଛି । ଏବେ ମଣ୍ଡିରେ ମିଲରଙ୍କ ପାଦୁର୍ଭାବ ଏବଂ ଦୁଇରୁ ତିନି କେଜି କଟନୀ ଛଟନୀକୁ ନେଇ ଅସନ୍ତୋଷ ଦାନା ବାନ୍ଧୁଥିବା ବେଳେ ଭଲ ଧାନକୁ ଖରାପ ଦର୍ଶାଇ ପ୍ରତ୍ୟାଖାନ କରୁଥିବାରୁ ମିଲରଙ୍କ ଉପରେ ଖପ୍ପା ସୁନ୍ଦରଗଡ ଚାଷୀ । ସମସ୍ୟାକୁ ନେଇ ସୁନ୍ଦରଗଡ ଟାଙ୍ଗରମୁଣ୍ଡା ମଣ୍ଡିରେ ଧାନ କିଣା ବାଧାପ୍ରାପ୍ତ ହୋଇଛି । ଅନ୍ୟପଟେ ଲ୍ୟାମ୍ପସ କର୍ମଚାରୀContinue reading “ସୁନ୍ଦରଗଡରେ ଧାନ ମଣ୍ଡି ଚାଲିଛି ମିଲରଙ୍କ ମର୍ଜିରେ । ମନ ଇଚ୍ଛା ମଣ୍ଡି ଛାଡି ଚାଲି ଯାଉଛନ୍ତି ମିଲରଙ୍କ ପ୍ରତିନିଧି । ଧାନ ଧରି ମଣ୍ଡିରେ ଅପେକ୍ଷା କରୁଛନ୍ତି ଚାଷୀ ।”

ନୂଆବର୍ଷ ପୂର୍ବରୁ କରୋନା ଟିକାକୁ ନେଇ ଆସିପାରେ ଭଲଖବର । ଭାରତରେ ଅକ୍ସଫୋର୍ଡ଼ ଟିକାକୁ ମିଳିପାରେ ଅନୁମତି ।

କନକ ବ୍ୟୁରୋ : ନୂଆବର୍ଷ ପୂର୍ବରୁ କରୋନା ଟିକାକୁ ନେଇ ଆସିପାରେ ଭଲଖବର । ଆଜି ହିଁ ଭାରତରେ ଅକ୍ସଫୋର୍ଡ଼ ଟିକାକୁ ଅନୁମତି ମିଳିପାରେ । ପ୍ରଥମରେ ଏହାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଂଜୁରୀ ମିଳିପାରେ । ଆଜି କରୋନା ଟିକା ସହ ଜଡ଼ିତ ବିଶେଷଜ୍ଞ କମିଟିର ଏକ ବୈଠକ ବସିବ । ବୈଠକରେ ଭାରତରେ କରୋନା ଟିକାକୁ ଅନୁମତି ମିଳିବା ନେଇ ନିଷ୍ପତି ନିଆଯାଇପାରେ । ଅକ୍ସଫୋର୍ଡ଼ ଆଷ୍ଟ୍ରେଜେନେକା କରୋନା ଭ୍ୟାକସିନକୁ ବ୍ରିଟେନ ମଂଜୁରୀ ଦେଇସାରିଛିContinue reading “ନୂଆବର୍ଷ ପୂର୍ବରୁ କରୋନା ଟିକାକୁ ନେଇ ଆସିପାରେ ଭଲଖବର । ଭାରତରେ ଅକ୍ସଫୋର୍ଡ଼ ଟିକାକୁ ମିଳିପାରେ ଅନୁମତି ।”

ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର । ପାରାଦୀପ ବନ୍ଦରର ନବୀକରଣ ଓ ବିଶ୍ୱସ୍ତରୀୟ ପାଇଁ ଖର୍ଚ୍ଚ ହେବ ୩ ହଜାର କୋଟି  । କେନ୍ଦ୍ର କ୍ୟାବିନେଟରେ ନିଷ୍ପତି 

କନକ ବ୍ୟୁରୋ : ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର । କେନ୍ଦ୍ର କ୍ୟାବିନେଟରେ ଏନେଇ ନିଷ୍ପତିି ନିଆଯାଇଛି  ।  ପାରାଦୀପ ବନ୍ଦରର ନବୀକରଣ ଓ ବିଶ୍ୱସ୍ତରୀୟ ପାଇଁ ୩ ହଜାର କୋଟି ଖର୍ଚ୍ଚ ହେବ । ବନ୍ଦରରେ ନିର୍ମାଣ ହେବ ୱେଷ୍ଟର୍ଣ୍ଣ ଡକ୍ । ‘ବିଶ୍ୱର ବିଜିନେସ ହବ’ ହେବ ଓଡିଶାର ପାରାଦୀପ ।  ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମଣ୍ଡଭିୟା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, କମ ସମୟରେ ଅଧିକ ମାଲ ପରିବହନContinue reading “ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର । ପାରାଦୀପ ବନ୍ଦରର ନବୀକରଣ ଓ ବିଶ୍ୱସ୍ତରୀୟ ପାଇଁ ଖର୍ଚ୍ଚ ହେବ ୩ ହଜାର କୋଟି  । କେନ୍ଦ୍ର କ୍ୟାବିନେଟରେ ନିଷ୍ପତି “

ନୂଆ ବର୍ଷ ପାଳନ ଉପରେ ରୋକ ଲଗାଇବା ପାଇଁ ରାଜ୍ୟମାନଙ୍କୁ କେନ୍ଦ୍ର ସରକାରଙ୍କ ନର୍ଦ୍ଦେଶ । ଡିସେମ୍ବର ୩୦, ୩୧ ଓ ଜାନୁଆରୀ ୧ରେ କଟକଣା ଲଗାଇବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପରାମର୍ଶ ।

କନକ ବ୍ୟୁରୋ : କରୋନା କାଳରେ ନୂଆ ବର୍ଷ ପାଳନ ଉପରେ ରୋକ ଲଗାଇବାକୁ କେନ୍ଦ୍ର ସରକାରଙ୍କ ତାଗିଦ୍ । ସାରା ବିଶ୍ୱରେ ଏବେ କରୋନାର ନୂଆ ଷ୍ଟ୍ରେନ ଭୟ ବଢାଉଥିବା ବେଳେ ନୂଆ ବର୍ଷ ପାଳନ ଉପରେ ନଜର ରଖିବା ସହ ପଦକ୍ଷେପ ନେବାକୁ ରାଜ୍ୟ ସରକାରମାନଙ୍କୁ ନିର୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଦେଶରେ ବ୍ରିଟେନ୍ ଭୁତାଣୁ ଚିହ୍ନଟ ହୋଇସାରିଛି । ବିଦେଶ ଫେରନ୍ତା ଯାତ୍ରୀଙ୍କ ଠାରେ ନୂଆ ଭୁତାଣୁ ଚିହ୍ନଟ ହେବା ପରେContinue reading “ନୂଆ ବର୍ଷ ପାଳନ ଉପରେ ରୋକ ଲଗାଇବା ପାଇଁ ରାଜ୍ୟମାନଙ୍କୁ କେନ୍ଦ୍ର ସରକାରଙ୍କ ନର୍ଦ୍ଦେଶ । ଡିସେମ୍ବର ୩୦, ୩୧ ଓ ଜାନୁଆରୀ ୧ରେ କଟକଣା ଲଗାଇବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପରାମର୍ଶ ।”

କରୋନା ତାଲାବନ୍ଦରେ ଓଡିଶା ହୋଟେଲ୍ ଇଣ୍ଡଷ୍ଟ୍ରିର ବଡ କ୍ଷତି । ହୋଟେଲ ଶିଳ୍ପକୁ ହୋଇଛି ପ୍ରାୟ ଅଢେଇ ହଜାର କୋଟିର କ୍ଷତି । 

କନକ ବ୍ୟୁରୋ : କରୋନା ଲକ୍ଡାଉନ ସମୟରେ କୋଟି କୋଟି ଟଙ୍କାର କ୍ଷତି ସହିଛି ହୋଟେଲ ଉଦ୍ୟେଗ । ମେଁ ଫେୟାର ଗ୍ରୁଫ ୧୦୦ କୋଟିର କ୍ଷତି ସହିଥିବା ବେଳେ ଓଡିଶାରେ ପ୍ରାୟ ୧୬ଶହ ପଞ୍ଜିକୃତ ହୋଟେଲ ଅଢେଈ ହଜାର କୋଟିର କ୍ଷତି ସହିଛନ୍ତି । ବର୍ତମାନ ମାତ୍ର ୩୫ ପ୍ରତିଶତ ବୁକିଂ ହୋଟେଲ ମାନଙ୍କରେ ହେଉଛି । ୬୦ ପ୍ରତିଶତ କମ୍ ରେଟ୍ରେ ଚାଲିଛି ହୋଟେଲ ବ୍ୟବସାୟ । ଓଡିଶା ପର୍ଯ୍ୟଟନ କ୍ଷେତ୍ରରେ ବିଜ୍ଞାପନ ଭଲContinue reading “କରୋନା ତାଲାବନ୍ଦରେ ଓଡିଶା ହୋଟେଲ୍ ଇଣ୍ଡଷ୍ଟ୍ରିର ବଡ କ୍ଷତି । ହୋଟେଲ ଶିଳ୍ପକୁ ହୋଇଛି ପ୍ରାୟ ଅଢେଇ ହଜାର କୋଟିର କ୍ଷତି । “

Design a site like this with WordPress.com
Get started