କନକ ବ୍ୟୁରୋ : ଭାରତରେ ଚାଲିଥିବା କୃଷକ ଆନ୍ଦୋଳନ ଏବେ ବିଦେଶରେ ବି ଚର୍ଚ୍ଚାର ବିଷୟ ପାଲଟିଛି । କୃଷକ ଆନ୍ଦୋଳନ ସଂପର୍କରେ ନିଜ ପ୍ରତିପକ୍ଷଙ୍କ ସହ ଆଲୋଚନା କରିବାକୁ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓଙ୍କ ନିକଟରେ ଦାବି ଜଣାଇଛନ୍ତି ୭ ଜଣ ଆମେରିକୀୟ ସାଂସଦ । ସେମାନଙ୍କ ମଧ୍ୟରେ ରହିଛନ୍ତି ଭାରତୀୟ ବଂଶୋଦ୍ଭବ ପ୍ରମିଳା ଜୟପାଲ । ସେମାନେ ପମ୍ଫିଓଙ୍କୁ ଚିଠି ଲେଖି ଭାରତୀୟ ବିଦେଶ ମନ୍ତ୍ରୀଙ୍କ ସହ ଭାରତରେ ଚାଲିଥିବା କୃଷକ ଆନ୍ଦୋଳନContinue reading “ଏବେ ବିଦେଶରେ ବି କୃଷି ଆନ୍ଦୋଳନକୁ ବିପୁଳ ସମର୍ଥନ । ଭାରତ ସରକାରଙ୍କ ସହ ଆଲୋଚନା କରିବାକୁ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓଙ୍କ ନିକଟରେ ଦାବିକଲେ ୭ ଆମେରିକୀୟ ସାଂସଦ ।”
Author Archives: Raghaba
ବଦଳିଲେ ଓଡିଶାର ମୁଖ୍ୟ ଶାସନ ସଚିବ । ଅସିତ୍ ତ୍ରିପାଠୀଙ୍କ ବଦଳରେ ସୁରେଶ ମହାପାତ୍ର ହେଲେ ମୁଖ୍ୟ ଶାସନ ସଚିବ ।
କନକ ବ୍ୟୁରୋ : ରାଜ୍ୟ ପ୍ରଶାସନିକ ସେବାର ହୋଇଛି ବଡ ଧରଣର ଅଦଳ ବଦଳ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସ୍ଥାନରେ ସୁରେଶ ମହାପାତ୍ରଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ଅଗଷ୍ଟ ୧୫ ୨୦୧୯ ମସିହାରେ ଅସିତ ତ୍ରିପାଠୀଙ୍କୁ ମୁଖ୍ୟ ଶାସନ ସଚିବ ପଦରେ ଅବସ୍ଥାପିତ କରରାଯାଇଥିଲା । ଚଳିତ ମାସ ୩୧ ତାରିଖରେ ତାଙ୍କର କାର୍ଯ୍ୟକାଳ ଶେଷ ହେଉଛି । ଏହାପରେ ସୁରେଶ ମହାପାତ୍ର ଏହି ପଦରେ ଅବସ୍ଥାପିତContinue reading “ବଦଳିଲେ ଓଡିଶାର ମୁଖ୍ୟ ଶାସନ ସଚିବ । ଅସିତ୍ ତ୍ରିପାଠୀଙ୍କ ବଦଳରେ ସୁରେଶ ମହାପାତ୍ର ହେଲେ ମୁଖ୍ୟ ଶାସନ ସଚିବ ।”
ବଦଳିଲେ ଓଡିଶାର ମୁଖ୍ୟ ଶାସନ ସଚିବ । ଅସିତ୍ ତ୍ରିପାଠୀଙ୍କ ବଦଳରେ ସୁରେଶ ମହାପାତ୍ର ହେଲେ ମୁଖ୍ୟ ଶାସନ ସଚିବ ।
କନକ ବ୍ୟୁରୋ : ରାଜ୍ୟ ପ୍ରଶାସନିକ ସେବାର ହୋଇଛି ବଡ ଧରଣର ଅଦଳ ବଦଳ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସ୍ଥାନରେ ସୁରେଶ ମହାପାତ୍ରଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ୧୫ ଅଗଷ୍ଟ ୨୦୧୯ ରେ ଅସିତ ତ୍ରିପାଠୀଙ୍କୁ ମୁଖ୍ୟ ଶାସନ ସଚିବ ପଦରେ ଅବସ୍ଥାପିତ କରାଯାଇଥିଲା । ଚଳିତ ମାସ ୩୧ ତାରିଖରେ ତାଙ୍କର କାର୍ଯ୍ୟକାଳ ଶେଷ ହେଉଛି । ଏହାପରେ ସୁରେଶ ମହାପାତ୍ର ଏହି ପଦରେ ଅବସ୍ଥାପିତContinue reading “ବଦଳିଲେ ଓଡିଶାର ମୁଖ୍ୟ ଶାସନ ସଚିବ । ଅସିତ୍ ତ୍ରିପାଠୀଙ୍କ ବଦଳରେ ସୁରେଶ ମହାପାତ୍ର ହେଲେ ମୁଖ୍ୟ ଶାସନ ସଚିବ ।”
ଗ୍ୟାଙ୍ଗଷ୍ଟର ଧଳସାମନ୍ତ ବ୍ରଦର୍ସଙ୍କ ଘରେ ପୁଣି ପୁଲିସର ଚଢାଉ : ଚୋରା ବନ୍ଧୁକ କାରବାରକୁ ନେଇ ଖୋଳତାଡ । ଦୁଇ ଭାଇଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ପୁଲିସ୍
କନକ ବ୍ୟୁରୋ : ୪ ବର୍ଷର ବ୍ୟବଧାନ ପରେ ପୁଣି ଗ୍ୟାଙ୍ଗଷ୍ଟାର ଡି. ବ୍ରଦର୍ସଙ୍କୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ଏହି ଗ୍ୟାଙ୍ଗଷ୍ଟାର ଧଳ ବ୍ରଦର୍ସଙ୍କ ଘରୁ ବିପୁଳ ପରିମାଣର ଗୁଳି ଓ ବନ୍ଧୁକ ମିଳିବା ପରେ ପୋଲିସ ଜୋରଦାର ତଦନ୍ତ ଆରମ୍ଭ କରିଛି । ଏନେଇ ଗ୍ୟାଙ୍ଗଷ୍ଟର ଡି-ବ୍ରଦର୍ସଙ୍କୁ ତିନି ଦିିନିଆ ରିମାଣ୍ଡରେ ନେଇ ଆଜିଠୁ ଜେରା କରିବ ପୁଲିସ୍ । ଏନେଇ ଗତକାଲି ଉଭୟଙ୍କୁ କୋର୍ଟରେ ହାଜର କରାଯାଇଥିଲା । ସେପଟେContinue reading “ଗ୍ୟାଙ୍ଗଷ୍ଟର ଧଳସାମନ୍ତ ବ୍ରଦର୍ସଙ୍କ ଘରେ ପୁଣି ପୁଲିସର ଚଢାଉ : ଚୋରା ବନ୍ଧୁକ କାରବାରକୁ ନେଇ ଖୋଳତାଡ । ଦୁଇ ଭାଇଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ପୁଲିସ୍”
ଖୋଲିବ ମା’ ବିରଜାଙ୍କ ମନ୍ଦିର : ଆସନ୍ତା ୨୯ ତାରିଖରୁ ଖୋଲିବ ଯାଜପୁରର ବିରଜା ମନ୍ଦିର । ସକାଳ ୬ରୁ ସନ୍ଧ୍ୟା ୫ ଯାଏ ଦର୍ଶନ କରିବାକୁ ଅନୁମତି ମିଳିବ ।
ଦୀର୍ଘ ଦଶ ମାସ ପରେ ମା’ ବିରଜା ମନ୍ଦିର ଖୋଲିବା ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଆଗାମୀ ଡିସେମ୍ବର ୨୯ ତାରିଖରୁ ଯାଜପୁରର ମା’ ବିରଜା ମନ୍ଦିର ଖୋଲିବ ବୋଲି ଜଣାଯାଇଛି। ଏନେଇ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି। କିନ୍ତୁ ଗହଳିକୁ ଏଡ଼ାଇବା ଲାଗି ଜାନୁଆରୀ ୧,୨ ଓ ୩ ତାରିଖରେ ମା’ ବିରଜା ମନ୍ଦିର ବନ୍ଦ ରହିବ ବୋଲି ସେ କହିଛନ୍ତି। ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏଁContinue reading “ଖୋଲିବ ମା’ ବିରଜାଙ୍କ ମନ୍ଦିର : ଆସନ୍ତା ୨୯ ତାରିଖରୁ ଖୋଲିବ ଯାଜପୁରର ବିରଜା ମନ୍ଦିର । ସକାଳ ୬ରୁ ସନ୍ଧ୍ୟା ୫ ଯାଏ ଦର୍ଶନ କରିବାକୁ ଅନୁମତି ମିଳିବ ।”
ସେମାନେ ବ୍ରିଟେନରୁ ଆସି ଅମୃତସର ବିମାନବନ୍ଦରରେ ଓହ୍ଲାଇଲେ ,ତା’ ପରେ କୁଆଡେ ଗଲେ ? ନା ବିମାନବନ୍ଦର କର୍ତ୍ତୁପକ୍ଷଙ୍କ ପାଖରେ ଅଛି କିଛି ଖବର , ନା ସରକାର ଖୋଜିବାରେ ହେଉଛନ୍ତି ସକ୍ଷମ
କନକ ବ୍ୟୁରୋ : ବ୍ରିଟେନରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ ଦେଖା ଦେବା ପରେ ଭାରତ ସରକାର ବ୍ରିଟେନରୁ ଆସୁଥିବା ସମସ୍ତ ବିମାନ ଚଳାଚକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବାତିଲ୍ କରିଦେଇଛନ୍ତି । ହେଲେ ବିମାନ ବାତିଲ ହେବା ପୂର୍ବରୁ ବ୍ରିଟେନରୁ ଭାରତ ଆସିଥିବା ସମସ୍ତ ଯାତ୍ରୀଙ୍କୁ ଚିହ୍ନଟ କରିବା ଓ ସେମାନଙ୍କୁ ଠାବ କରିବାକୁ ବିଭିନ୍ନ ରାଜ୍ୟ ସରକାର ଉଦ୍ୟମ ଚଳାଇଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଯାତ୍ରୀଙ୍କୁ ଠାବ କରାଯାଇଥିବା ବେଳେ ପଞ୍ଜାବରContinue reading “ସେମାନେ ବ୍ରିଟେନରୁ ଆସି ଅମୃତସର ବିମାନବନ୍ଦରରେ ଓହ୍ଲାଇଲେ ,ତା’ ପରେ କୁଆଡେ ଗଲେ ? ନା ବିମାନବନ୍ଦର କର୍ତ୍ତୁପକ୍ଷଙ୍କ ପାଖରେ ଅଛି କିଛି ଖବର , ନା ସରକାର ଖୋଜିବାରେ ହେଉଛନ୍ତି ସକ୍ଷମ”
ଶୀତରେ ଥରୁଛି ସାରା ଓଡିଶା , ୮ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ : ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା , ପାଣିପାଗ ବିଭାଗର ଅନୁମାନ ; ଆହୁରି ୪ ଦିନ ଶୀତ ଲହରୀ
ଶୀତରେ ଥରୁଛି ସାରା ଓଡିଶା । ୧୦ ଡିଗ୍ରୀ ତଳେ ରାଜ୍ୟର ୮ଟି ସହର ରହିଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରେକର୍ଡ କରାଯାଇଛି । ସୁନ୍ଦରଗଡ, ଭବାନୀପାଟଣା, ଝାରୁସୁଗୁଡା, କୋରାପୁଟ, ବୌଦ୍ଧରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ପାଣିପାଗ ବିଭାଗ କହିଛି, ରାତିରେ ତାପମାତ୍ରାରେ କୌଣସି ପରିବର୍ତନ ହେବାର କିଛି ପରବର୍ତନ ହେବାର ସମ୍ଭାବନା ରହିଛି । ଶୀତଲହରୀ ଆହୁରି ୪ ଦିନ ଧରି ଜାରି ରହିବ । ମିଳିଥିବାContinue reading “ଶୀତରେ ଥରୁଛି ସାରା ଓଡିଶା , ୮ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ : ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା , ପାଣିପାଗ ବିଭାଗର ଅନୁମାନ ; ଆହୁରି ୪ ଦିନ ଶୀତ ଲହରୀ “
କାଲିଠୁ ଜଗା ଦର୍ଶନ କରିବେ ପୁରୀବାସୀ : ସକାଳ ୭ଟାରୁ ମାର୍କେଟ ଛକରୁ ଆରମ୍ଭ ହେବ ଧାଡ଼ି ଦର୍ଶନ , ଟୋକନ ପରିଚୟ ପତ୍ରର କରାଯିବ ଯାଂଚ । ପୁଲିସ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା
ଆସନ୍ତାକାଲିଠୁ କାଳିଆ ଦର୍ଶନ କରିବେ ପୁରୀ ବାସୀ । ସକାଳ ୭ଟାରୁ ମାର୍କେଟ ଛକରୁ ଆରମ୍ଭ ହେବ ଧାଡ଼ି ଦର୍ଶନ । ଏଥିପାଇଁ ପୁଲିସ ପକ୍ଷରୁ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଟୋକନ ପରିଚୟ ପତ୍ରର ଯାଂଚ କରାଯିବ । କ୍ୟୁଓସ୍କ ମାଧ୍ୟମରେ ଭକ୍ତ ଫଟୋଗ୍ରାଫି ହେବ । କୋଭିଡ କଟକଣା ମଧ୍ୟରେ ସିଂହଦ୍ୱାର ଦେଇ ପ୍ରବେଶ ଓ ଉତର ଦ୍ୱାର ଦେଇ କରିବେ ପ୍ରସ୍ଥାନ । ଏଥିପାଇଁ ନିୟୋଜିତ ହେବେ ବ୍ୟାପକ ପୁଲିସContinue reading “କାଲିଠୁ ଜଗା ଦର୍ଶନ କରିବେ ପୁରୀବାସୀ : ସକାଳ ୭ଟାରୁ ମାର୍କେଟ ଛକରୁ ଆରମ୍ଭ ହେବ ଧାଡ଼ି ଦର୍ଶନ , ଟୋକନ ପରିଚୟ ପତ୍ରର କରାଯିବ ଯାଂଚ । ପୁଲିସ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା”
ଚିନ୍ତା ବଢାଉଛି ନୂଆ ଷ୍ଟ୍ରେନ, ୧୪ ଦିନ ଭିତରେ ବ୍ରିଟେନରୁ ଓଡ଼ିଶା ଫେରିଛନ୍ତି ୪୩ ଜଣ । ତାଲିକା ଦେଲା ସ୍ୱାସ୍ଥ୍ୟ ବିଭାଗ, ଭୁବନେଶ୍ୱରକୁ ଆସିଛନ୍ତି ୨୧ ଜଣ, କଟକକୁ ୫
କନକ ବ୍ୟୁରୋ : ବ୍ରିଟେନରେ କରୋନା ନୂଆ ଷ୍ଟ୍ରେନ ଚିହ୍ନଟ ହେବା ପରେ ଚିନ୍ତା ବଢିଯାଇଛି । ଏପରି ସମୟରେ ରାଜ୍ୟରେ ଜଣେ ବ୍ରିଟେନ ଫେରନ୍ତା ପଜିଟିଭ ଚିହ୍ନଟ ହେବା ପରେ ସତର୍କ ହୋଇଛନ୍ତି ସରକାର । ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗତ ୧୪ ଦିନ ଭିତରେ ୟୁକେରୁ ଓଡିଶାକୁ ଆସିଥିବା ୪୩ ଜଣ ଯାତ୍ରୀଙ୍କ ତାଲିକା ଜାରି କରାଯାଇଛି । ବ୍ରିଟେନ ଫେରନ୍ତାଙ୍କ ଉପରେ ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି ।Continue reading “ଚିନ୍ତା ବଢାଉଛି ନୂଆ ଷ୍ଟ୍ରେନ, ୧୪ ଦିନ ଭିତରେ ବ୍ରିଟେନରୁ ଓଡ଼ିଶା ଫେରିଛନ୍ତି ୪୩ ଜଣ । ତାଲିକା ଦେଲା ସ୍ୱାସ୍ଥ୍ୟ ବିଭାଗ, ଭୁବନେଶ୍ୱରକୁ ଆସିଛନ୍ତି ୨୧ ଜଣ, କଟକକୁ ୫”
ଦେଶରେ ଦୈନିକ କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ୨୩ ହଜାର ନ,ୂଆ ଆକ୍ରାନ୍ତ । କରେନାର ନୂଆ ଷ୍ଟ୍ରେନକୁ ନେଇ ଚିନ୍ତାରେ ସରକାର ।
କନକ ବ୍ୟୁରୋ : ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ହାର ହ୍ରାସ ପାଇବାରେ ଲାଗିଛି । ଗତ କିଛିଦିନ ହେବ ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ମଧ୍ୟରେ ସୀମିତ ରହୁଛି । ଗତ ୨୪ ଘଂଟା ମଧ୍ୟରେ ୨୩ ହଜାର ୬୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ଗତ ୨୪ ଘଂଟାରେ ୨୬,୬୬୧ ଜଣ ଚିକିତ୍ସାଧିନ ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନାContinue reading “ଦେଶରେ ଦୈନିକ କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ୨୩ ହଜାର ନ,ୂଆ ଆକ୍ରାନ୍ତ । କରେନାର ନୂଆ ଷ୍ଟ୍ରେନକୁ ନେଇ ଚିନ୍ତାରେ ସରକାର ।”