ନୂଆବର୍ଷରେ ରାଜ୍ୟ ପାଇବ ନୂଆ ମୁଖ୍ୟ ଶାସନ ସଚିବ । ସୁରେଶ ମହାପାତ୍ର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି । ଅବସର ପୂର୍ବରୁ ଅସିତ ତ୍ରିପାଠୀଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦ ।

କନକ ବ୍ୟୁରୋ : ମୁଖ୍ୟ ଶାସନ ସଚିବ ପଦରୁ ଡିସେମ୍ବର ୩୧ରେ ଅସିତ ତ୍ରିପାଠୀ ଅବସର ନେଉଥିବା ବେଳେ ତାଙ୍କ ସ୍ଥାନ କିଏ ନେବ, ଏ ନେଇ ପାୱାର କରିଡରରେ କିଛି ଦିନ ଧରି ଜୋରଦାର ଚର୍ଚ୍ଚା ଚାଲିଥିଲା । ତେବେ ଏହି ଚର୍ଚ୍ଚାର ଅବସାନ ଘଟିଛି । ୧୯୮୬ ବ୍ୟାଚର ଆଇଏଏସ ଅଫିସର ତଥା ବର୍ତମାନର ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କୁ ନୂଆ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।  ୧୪ମାସ ପାଇଁContinue reading “ନୂଆବର୍ଷରେ ରାଜ୍ୟ ପାଇବ ନୂଆ ମୁଖ୍ୟ ଶାସନ ସଚିବ । ସୁରେଶ ମହାପାତ୍ର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି । ଅବସର ପୂର୍ବରୁ ଅସିତ ତ୍ରିପାଠୀଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦ ।”

ଚାଷୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ରାଜ୍ୟ ସରକାର ଦେଉନାହାନ୍ତି ଚାଷୀ ତାଲିକା, ଟଙ୍କା ପାଇପାରୁ ନାହାଁନ୍ତି ଓଡ଼ିଶା ଚାଷୀ ।

କନକ ବ୍ୟୁରୋ : ଜଗତସିଂହପୁର ଏରସମାରେ ବାଜପେୟୀଙ୍କ ପ୍ରତିମୂର୍ତି ଉନ୍ମୋଚନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ସଭାକୁ ସମ୍ବୋଧିତ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ କେନ୍ଦ୍ରମନ୍ତ୍ରୀ । ରାଜ୍ୟ ସରକାର ପ୍ରଥମେ ୪୩ ଲକ୍ଷ ଚାଷୀଙ୍କ ତାଲିକା କେନ୍ଦ୍ର ନିକଟକୁ ପଠାଇଥିଲେ । ଏବେ କିନ୍ତୁ ସରକାର ଚାଷୀଙ୍କ ସଂଖ୍ୟା କମେଇ ଦେଉଛନ୍ତି କାହିଁକି ବୋଲି ପ୍ରଶ୍ନ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଓଡିଶାର ବେରୋଜଗାର ପ୍ରସଙ୍ଗ ଉଠେଇ ନବୀନContinue reading “ଚାଷୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ରାଜ୍ୟ ସରକାର ଦେଉନାହାନ୍ତି ଚାଷୀ ତାଲିକା, ଟଙ୍କା ପାଇପାରୁ ନାହାଁନ୍ତି ଓଡ଼ିଶା ଚାଷୀ ।”

ବାପା-ମା’ଙ୍କୁ ନୃଶଂସ ହତ୍ୟା । ପାରିବାରିକ କଳହରୁ ଶିଳ ଓ ପନିକିରେ ବାପା, ମା’କୁ ହତ୍ୟା କଲା ପୁଅ । 

କନକ ବ୍ୟୁରୋ : ଜମି ବିକ୍ରି ଟଙ୍କା ନ ମିଳିବାରୁ ନୃସଂଶ କାଣ୍ଡ ଭିଆଇଛି ବଡ଼ ପୁଅ । ନିଜ ବାପ-ମାଙ୍କୁ ଅତି ନିର୍ମମ ଭାବେ ପନିକିରେ ହାଣି ହତ୍ୟା କରିଛି । ମୃତକ ହେଲେ କୃଷ୍ଣଚନ୍ଦ୍ର ସିଂହ (୬୪) ଓ ତାଙ୍କ ପତ୍ନୀ ଲୀଳାବତୀ (୫୮) । ଏମିତି ଅଭାବନୀୟ ଘଟଣା ଘଟିଛି ନୂଆଗାଁ ବ୍ଲକ ଅନ୍ତର୍ଗତ ଲିମଡା ପଞ୍ଚାୟତ ବିଶିପୁର ଗାଁରେ । ହତ୍ୟାକାରୀ ପୁଅ ଘଟଣା ପରେ ଘରୁ ଫେରାର ହୋଇ ଯାଇଛିContinue reading “ବାପା-ମା’ଙ୍କୁ ନୃଶଂସ ହତ୍ୟା । ପାରିବାରିକ କଳହରୁ ଶିଳ ଓ ପନିକିରେ ବାପା, ମା’କୁ ହତ୍ୟା କଲା ପୁଅ । “

ଆନ୍ଦୋଳନ ଭିତରେ ଅନ୍ନଦାତାଙ୍କ ସହ କଥା ହେଲେ ମୋଦି । ୯ କୋଟି ଚାଷୀଙ୍କ ଖାତାକୁ ୧୮ ହଜାର କୋଟି ପଠାଇବା ସହ ବିରୋଧୀଙ୍କୁ କଲେ ସମାଲୋଚନା ।

କନକ ବ୍ୟୁରୋ: ପିଏମ୍ କିଷାନ୍ ଯୋଜନାରେ ମିଳୁଥିବା ଅର୍ଥ କିଭଳି ଖର୍ଚ୍ଚ ହେଉଛି, ସେନେଇ ଚାଷୀଙ୍କୁ ସିଧାସଳଖ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ । ୬ଟି ରାଜ୍ୟର ଚାଷୀଙ୍କ ସହ ଆଲୋଚନା ବେଳେ ନୂଆପଡ଼ା ଚାଷୀ ନବୀନ ଠାକୁରଙ୍କ ସହ କଥା ହୋଇଛନ୍ତି ନରେନ୍ଦ୍ର ମୋଦି । ଏହି କ୍ରମରେ ନୂଆପଡ଼ା ଚାଷୀ, ମୋଦି ସରକାରଙ୍କ ଟଙ୍କାକୁ କିଭଳି ଖର୍ଚ୍ଚ କରିଛନ୍ତି, ତାହା ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି । ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଥମୁନଥିବା ବେଳେ କୃଷି ଆଇନକୁ ନେଇContinue reading “ଆନ୍ଦୋଳନ ଭିତରେ ଅନ୍ନଦାତାଙ୍କ ସହ କଥା ହେଲେ ମୋଦି । ୯ କୋଟି ଚାଷୀଙ୍କ ଖାତାକୁ ୧୮ ହଜାର କୋଟି ପଠାଇବା ସହ ବିରୋଧୀଙ୍କୁ କଲେ ସମାଲୋଚନା ।”

ଆକାଶରୁ ହୋଇପାରେ ଝିଟିପିଟି ବର୍ଷା । ଏମିତି ସନ୍ଦେହ କରି ନିଜ ଦେଶର ନାଗରିକଙ୍କ ସତ୍ତର୍କ କଲା ଏହି ଦେଶ

କନକ ବ୍ୟୁରୋ : ଆକାଶରୁ ସାଧରଣତ ଜଳ ବର୍ଷା ହୋଇଥାଏ । ଏହା ସହିତ କେବେ କେବେ ମାଛ ବର୍ଷ ଓ ଏସିଡ୍ ବର୍ଷା ହୋଇଥାଏ ବୋଲି ଆପଣମାନେ ଶୁଣିଥିବେ । ହେଲେ ଏବେ ଏକ ଆଧୁନିକ ଦେଶ ତା’ର ନାଗରିକ ମାନଙ୍କୁ ସତ୍ତର୍କ କରିଛି କି ଆକାଶରୁ ଝିଟିପିଟି ବର୍ଷା ହେବ ଓ ଏହି ଝିଟିପିଟି ଜନସାଧାରଣଙ୍କର କ୍ଷତି ଘଟାଇବା କଥା କୁହାଯାଇ ଲୋକମାନଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଭଳି ଘଟଣା ଦେଖିବାକୁContinue reading “ଆକାଶରୁ ହୋଇପାରେ ଝିଟିପିଟି ବର୍ଷା । ଏମିତି ସନ୍ଦେହ କରି ନିଜ ଦେଶର ନାଗରିକଙ୍କ ସତ୍ତର୍କ କଲା ଏହି ଦେଶ”

କେମିତି କୋଟିପତି ବନିଲେ ଅଙ୍ଗନୱାଡି ଦିଦି ? ଗିରଫ ପରେ ଖୋଲିଲା ଦିଦିଙ୍କ ଛତୁଆ ଦୁର୍ନୀତିର ଗୁମର ।

କନକ ବ୍ୟୁରୋ: କେମିତି କୋଟିପତି ବନନ୍ତି ଅଙ୍ଗନୱାଡି ଦିଦି? ଗିରଫ ହେବା ପରେ ଖୋଲିଲା ଦିଦିଙ୍କ ଛତୁଆ ଦୁର୍ନୀତି ଗୁମର । କୁନି କୁନି ପିଲାଙ୍କ ପୁଷ୍ଟିକର ଖାଦ୍ୟରେ ମଧ୍ୟ ଦୁର୍ନୀତି କରି କୋଟିପତି ବନୁଛନ୍ତି ଅଙ୍ଗନଓାଡି ଦିଦି । ବ୍ରହ୍ମପୁର ଅଙ୍ଗନଓାଡି ଦିଦି ନମିତା ଦଳେଇ ଭିଜିଲାନ୍ସ ଦ୍ୱାରା ଗିରଫ ହେବା ପରେ ଦୁର୍ନୀତିର ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ସରକାର ଛତୁଆ ପ୍ରସ୍ତୁତିକାରୀ ସଂସ୍ଥାଙ୍କୁ ବିଶେଷ କିଛି ଲାଭାଂଶ ଦେଉନଥିବା ବେଳେ ପିଲାଙ୍କContinue reading “କେମିତି କୋଟିପତି ବନିଲେ ଅଙ୍ଗନୱାଡି ଦିଦି ? ଗିରଫ ପରେ ଖୋଲିଲା ଦିଦିଙ୍କ ଛତୁଆ ଦୁର୍ନୀତିର ଗୁମର ।”

ଆର୍ଯ୍ୟା ରାଜେନ୍ଦ୍ରନ ଙ୍କୁ ନେଇ ସୋସିଆଲ ମିଡିଆରେ ଜୋର ଧରୁଛି ଚର୍ଚ୍ଚା । ଦେଶର ସବୁଠାରୁ କମ୍ ବୟସରେ ହେବାକୁ ଯାଉଛନ୍ତି ମେୟର ।

କନକ ବ୍ୟୁରୋ : କିଛିଦିନ ତଳେ ସରିଛି କେରଳରର ସିଭିକ୍ ବଡି ଇଲେକ୍ସନ । ଏହି ନିର୍ବାଚନ ପରେ ଫଳା ଫଳ ପ୍ରକାଶ ପାଇଛି । ନିର୍ବାଚନରେ ବାମ ଗଣତାନ୍ତ୍ରିକ ମେଣ୍ଟ ବେସ୍ ଭଲ ପ୍ରଦର୍ଶନ କରିଛି । ଏହାରି ମଧ୍ୟରେ ବିଜୟ ଲାଭ କରିଥିବା ଆର୍ଯ୍ୟା ରାଜେନ୍ଦ୍ର ଖୁବ୍ ଶିଘ୍ର ଏକ ନୂଆ ରେକର୍ଡ କରିବାକୁ ଯାଉଛନ୍ତି । ଆର୍ଯ୍ୟା କେରଳର ରାଜଧାନୀ ଥିରୁଅନନ୍ତପୁରମ୍ ଜିଲ୍ଲାର ମେୟର ହେବା ନେଇ ସୂଚନା ମିଳିଛି । ଏହିContinue reading “ଆର୍ଯ୍ୟା ରାଜେନ୍ଦ୍ରନ ଙ୍କୁ ନେଇ ସୋସିଆଲ ମିଡିଆରେ ଜୋର ଧରୁଛି ଚର୍ଚ୍ଚା । ଦେଶର ସବୁଠାରୁ କମ୍ ବୟସରେ ହେବାକୁ ଯାଉଛନ୍ତି ମେୟର ।”

ବନ୍ଦ ହେଲା ମଣ୍ଡି, ଅଡୁଆରେ ଚାଷୀ । ମିଲର ଓ ଲ୍ୟାମ୍ପସ କର୍ମଚାରୀଙ୍କ ମଧୁଚନ୍ଦ୍ରିକା ପାଇଁ ହିନସ୍ତା ହେଲେ ଅନ୍ନଦାତା ।

କନକ ବ୍ୟୁରୋ: ମିଲର ଓ ଲ୍ୟାମ୍ପସ କର୍ମଚାରୀଙ୍କ ମଧୁଚନ୍ଦ୍ରିକା । ବନ୍ଦ ହେଲା ମଣ୍ଡି, ଅଡୁଆରେ ଚାଷୀ । ମଣ୍ଡିରେ ପଡି ରହିଛି ଶହଶହ ଧାନ ବସ୍ତା । ଖରା ତରାରେ ଜଗି ରହିଛନ୍ତି ଚାଷୀ । ସୁନ୍ଦରଗଡ ଟାଙ୍ଗରପାଲି ବ୍ଲକ ମହୁଲପାଲି ଲ୍ୟାମ୍ପସର ତସଲାଡିହି ମଣ୍ଡିରେ ୧୫ରୁ ଅଧିକ ଚାଷୀ ପ୍ରାୟ ୧୮୦୦ କୁଂଇଟାଲ ଧାନ ମଣ୍ଡିର ରଖି ବିକ୍ରି ପାଇଁ ଅପେକ୍ଷା କରିଛନ୍ତି । ଧାନ ବିକ୍ରି କରିବା ପାଇଁ ୨୩ ତାରିଖରେ ମଣ୍ଡିରୁContinue reading “ବନ୍ଦ ହେଲା ମଣ୍ଡି, ଅଡୁଆରେ ଚାଷୀ । ମିଲର ଓ ଲ୍ୟାମ୍ପସ କର୍ମଚାରୀଙ୍କ ମଧୁଚନ୍ଦ୍ରିକା ପାଇଁ ହିନସ୍ତା ହେଲେ ଅନ୍ନଦାତା ।”

ଗରିବି ଗଳିରୁ ଗୌରବ ଆଣିଲା ଦିନ ମଜୁରିଆର ପୁଅ । ଅଭାବ ଅନଟନ ସତ୍ୱେ ସତ ହେଲା ଡାକ୍ତର ହେବାର ସ୍ୱପ୍ନ । ଚର୍ଚ୍ଚାରେ କଟକର ଦିନ ମଜୁରିଆ ପୁଅ ଦୀପକ ।

କନକ ବ୍ୟୁରୋ: ବାପା ମୁଁ ଡାକ୍ତର ହେବି, ତମ ଦୁଃଖ ଦୂରେଇ ଦେବି… ତମ ପରିଶ୍ରମର ମୂଲ ରଖିବି… ଗରିବି ଗଳିରେ ବଢୁଥିବା ପିଲାଟିଏ ଯେତେବେଳେ ବଡ ସ୍ୱପ୍ନଟିଏ ଦେଖେ, ଡାକ୍ତର ହେବାର ଆଶା ନେଇ ଆଗକୁ ବଢୁଥାଏ । ନିଜକୁ ଆଉ ନିଜ ପରିବାରକୁ ଏମିତି କିଛି ପ୍ରତିଶ୍ରୁତି ଦେଇ, ଏମିତି କିଛି ସଙ୍କଳ୍ପ ନେଇ ପଢାପଢି ଆରମ୍ଭ କରେ । ଜୀବନରେ ସଫଳ ହେବାକୁ ଚାଲେ ଜୋରଦାର ପରିଶ୍ରମ । ଆଉ ଦୃଢ ଇଚ୍ଛାଶକ୍ତି,Continue reading “ଗରିବି ଗଳିରୁ ଗୌରବ ଆଣିଲା ଦିନ ମଜୁରିଆର ପୁଅ । ଅଭାବ ଅନଟନ ସତ୍ୱେ ସତ ହେଲା ଡାକ୍ତର ହେବାର ସ୍ୱପ୍ନ । ଚର୍ଚ୍ଚାରେ କଟକର ଦିନ ମଜୁରିଆ ପୁଅ ଦୀପକ ।”

ରାସ୍ତା ଉପରେ ରାୟଗଡା ପୁଲିସର ଥାର୍ଡ ଡିଗ୍ରୀ ଅଭିଯୋଗ । ହେଲମେଟ୍ ଚେକିଂ ବେଳେ ଯୁବକଙ୍କୁ ମାଡ ମାରି ଲହୁଲୁହାଣ କଲା ପୁଲିସ । ପ୍ରତିବାଦରେ ଥାନା ଘେରିଲେ ଲୋକେ ।

କନକ ବ୍ୟୁରୋ : ରାସ୍ତା ଉପରେ ରାୟଗଡା ପୁଲିସର ଥାର୍ଡ ଡିଗ୍ରୀ ଅଭିଯୋଗ । ହେଲମେଟ୍ ଚେକିଂ ବେଳେ ଯୁବକଙ୍କୁ ମାଡ ମାରି ପୁଲିସ ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି । ପୁଲିସ ମାଡରେ ଆହତ ହୋଇ ଯୁବକ ଡାକ୍ତରଖାନାରେ ଭର୍ତି ହୋଇଥିବା ବେଳେ ପ୍ରତିବାଦରେ ରାୟଗଡା ଟାଉନ ଥାନା ଘେରାଉ କରିଛନ୍ତି ସ୍ଥାନୀୟ ଲୋକେ । ମିଳିଥିବା ଖବର ଅନୁସାରେ, ରାୟଗଡା ତଳକିଶୋର ଗାଁର ୧୮ ବର୍ଷିୟ ରାହୁଲ ହିମିରିକା ଓ ୧୭ ବର୍ଷିୟ ନାବାଳକContinue reading “ରାସ୍ତା ଉପରେ ରାୟଗଡା ପୁଲିସର ଥାର୍ଡ ଡିଗ୍ରୀ ଅଭିଯୋଗ । ହେଲମେଟ୍ ଚେକିଂ ବେଳେ ଯୁବକଙ୍କୁ ମାଡ ମାରି ଲହୁଲୁହାଣ କଲା ପୁଲିସ । ପ୍ରତିବାଦରେ ଥାନା ଘେରିଲେ ଲୋକେ ।”

Design a site like this with WordPress.com
Get started