ଦାରିଦ୍ରତା ଭିତରେ ପାକିିସ୍ତାନକୁ ଦେଖାଗଲା ଆଶାର କିରଣ । ଏହି ସଂସ୍ଥା ଦେଲା ୭୦ କୋଟି ଡଲାରର ଚେକ୍

କନକ ବ୍ୟୁରୋ : ଦାରିଦ୍ର ସହ ଲଢୁଥିବା ପାକିସ୍ତାନକୁ ଏବେ ଆଶାର ଆଲୋକ ମିଳିଛି । ୭୦୦ ମିଲିୟନ ଡଲାର ମୂଲ୍ୟର ବେଲଆଉଟ୍ ପାଣ୍ଠିର ଚେକକୁ ଅନୁମୋଦନ ମିଳିଛି । ଯାହା ଆମ ପଡୋଶୀ ଦେଶ ପାକିସ୍ଥାନ ପାଇଁ ଅର୍ଥନୀତିରେ ସାହାୟକ ହେବ । ନଗଦ ସମସ୍ୟା ସହ ସଂଘର୍ଷ କରୁଥିବା ଏହି ଦେଶ ଏବେ ଏହି ପାଣ୍ଠି ଗ୍ରହଣ କରିଛି ଯେଉଁ ସମୟରେ କି ନିର୍ବାଚନ ହେବାକୁ ଯାଉଛି । ଏହି ସହାୟତା ପାକିସ୍ତାନବାସୀଙ୍କୁ କିଛିContinue reading “ଦାରିଦ୍ରତା ଭିତରେ ପାକିିସ୍ତାନକୁ ଦେଖାଗଲା ଆଶାର କିରଣ । ଏହି ସଂସ୍ଥା ଦେଲା ୭୦ କୋଟି ଡଲାରର ଚେକ୍”

ଇମ୍ରାନଙ୍କ ବିରୋଧରେ ‘ପାକିସ୍ତାନ’ ? ତାଙ୍କ ଦଳର ନେତାଙ୍କୁ କରାଯାଉଛି ହତ୍ୟା ।

ପାକିସ୍ତାନରେ ହେବାକୁ ଥିବା ନିର୍ବାଚନରେ ​​ପାକିସ୍ତାନ ପ୍ରଶାସନ ଇମ୍ରାନ ଖାନଙ୍କ ଦଳ ତେହେରିକ-ଇ-ଇନସାଫ ବିରୋଧରେ ଏକରକମର ଠିଆ ହୋଇଥିବା ଜଣାପଡିଛି । ଗତ କିଛି ଦିନ ତଳେ ଇମ୍ରାନ ଖାନଙ୍କ ଦଳର ନେତା ତଥା ବ୍ୟବସାୟୀ ଶାହ ଖାଲିଦଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଫେବୃଆରୀରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ପାକିସ୍ତାନରେ ଦିନକୁ ଦିନ ରାଜନୈତିକ ହତ୍ୟା ବୃଦ୍ଧି ପାଉଛି । ଏଥିସହିତ ଇମ୍ରାନ ଖାନ ଏବଂ ତାଙ୍କ ଦଳ ବିରୋଧରେ ପାକିସ୍ତାନContinue reading “ଇମ୍ରାନଙ୍କ ବିରୋଧରେ ‘ପାକିସ୍ତାନ’ ? ତାଙ୍କ ଦଳର ନେତାଙ୍କୁ କରାଯାଉଛି ହତ୍ୟା ।”

‘ହୁତି’ ବିଦ୍ରୋହୀମାନେ କଲେ ଯୁଦ୍ଧ ଘୋଷଣା । କହିଲେ, ଆମେରିକା ସହ କରିବୁ ହିସାବ ବରାବର, ବଢିଲା ସାଉଦି ଅରବର ଚିନ୍ତା

କନକ ବ୍ୟୁରୋ : ଆମେରିକା ଓ ବ୍ରିଟେନର ସେନା ମିଳିତ ଭାବେ ୟମନରେ ଥିବା ହୁତି ବିଦ୍ରୋହୀଙ୍କ ଠିକଣା ଉପରେ ଚଢାଉ ଆରମ୍ଭ କରିଦେଇଛନ୍ତି । ଏହାପରେ ହୁତି ବିଦ୍ରୋହୀମାନେ ଆମେରିକା ଓ ବ୍ରିଟେନକୁ ଚେତାବନୀ ଦେଇ କହିଛନ୍ତି କି, ଏଭଳି ଆକ୍ରମଣ ପାଇଁ ଉଭୟ ଦେଶର ସେନାକୁ ଅନୁତାପ କରିବାକୁ ପଡିବ । ସେପଟେ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ ସ୍ପଷ୍ଟ କରିଦେଇଛନ୍ତି କି, ଏହି ଆକ୍ରମଣ ହୁତି ବିଦ୍ରୋହୀଙ୍କୁ ଜବାବ ଦେବାକୁ କରାଯାଉଛି । ଆମେରିକାରContinue reading “‘ହୁତି’ ବିଦ୍ରୋହୀମାନେ କଲେ ଯୁଦ୍ଧ ଘୋଷଣା । କହିଲେ, ଆମେରିକା ସହ କରିବୁ ହିସାବ ବରାବର, ବଢିଲା ସାଉଦି ଅରବର ଚିନ୍ତା”

ମାହାଙ୍ଗା ବିଧାୟକଙ୍କୁ ନୃଶଂସ କହି ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ । କହିଲେ , ଖୋଲାରେ ବୁଲୁଛନ୍ତି ହତ୍ୟାକାରୀ, ତଳତଳିଆଙ୍କୁ ବାନ୍ଧୁଛି ପୋଲିସ ।

କନକ ବ୍ୟୁରୋ: ମାହାଙ୍ଗା ବିଧାୟକଙ୍କୁ ନୃଶଂସ କହି ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହତ୍ୟାକାରୀ ଖୋଲାରେ ବୁଲୁଥିବା ସଭାମଞ୍ଚରୁ କହିଛନ୍ତି ଧର୍ମେନ୍ଦ୍ର । ସରକାର ଦୁର୍ନୀତିରେ ବୁଡିଥିବା କହି ସମାଲୋଚନା କରିଛନ୍ତି । ତଳତଳିଆ ବାବୁଙ୍କୁ ବାନ୍ଧୁଥିବା ବେଳେ ବଡ଼ବଡ଼ିଆଙ୍କୁ ଛାଡ଼ିଦେଉଥିବା ଅଭିଯୋଗ କରିଛନ୍ତି । ଏହାସହ ଯୁବ ସମାବେଶରେ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ଅନେକ ଶିଶୁ ଅପପୁଷ୍ଟିର ଶିକାର, ରକ୍ତହୀନତାରେContinue reading “ମାହାଙ୍ଗା ବିଧାୟକଙ୍କୁ ନୃଶଂସ କହି ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ । କହିଲେ , ଖୋଲାରେ ବୁଲୁଛନ୍ତି ହତ୍ୟାକାରୀ, ତଳତଳିଆଙ୍କୁ ବାନ୍ଧୁଛି ପୋଲିସ ।”

ବିଜେଡିକୁ ଆଶ୍ୱସ୍ତି : ପ୍ରଚାର ପ୍ରସାରରେ ଦଳୀୟ ଚିହ୍ନ ଶଙ୍ଖକୁ ବ୍ୟବହାର କରିବା ମାମଲାରେ ହସ୍ତକ୍ଷେପ କରିବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ ।

କନକ ବ୍ୟୁରୋ: ବିଜୁ ଜନତା ଦଳକୁ ଆଶ୍ୱସ୍ତି । ଓଡିଶା ସରକାର ବିଭିନ୍ନ ଜନମଙ୍ଗଳକାରୀ ଯୋଜନାର ପ୍ରଚାର ପ୍ରସାର ପାଇଁ ଦଳୀୟ ଚିହ୍ନ ଶଙ୍ଖ ଚିହ୍ନକୁ ବ୍ୟବହାର କରୁଥିବା ମାମଲାରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ ଏବଂ ଓଡିଶା ହାଇକୋର୍ଟରେ ଅପିଲ କରିବାକୁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଓଡିଶା ସରକାର ବିଭିନ୍ନ ଜନମଂଗଳକାରୀ ଯୋଜନାର ପ୍ରଚାର ପ୍ରସାର ପାଇଁ ବିଜେଡିର ଦଳୀୟ ଚିହ୍ନ, ଶଂଖ ଚିହ୍ନକୁ ବ୍ୟବହାର କରୁଥିବା ଅଭିଯୋଗ ଆଣିContinue reading “ବିଜେଡିକୁ ଆଶ୍ୱସ୍ତି : ପ୍ରଚାର ପ୍ରସାରରେ ଦଳୀୟ ଚିହ୍ନ ଶଙ୍ଖକୁ ବ୍ୟବହାର କରିବା ମାମଲାରେ ହସ୍ତକ୍ଷେପ କରିବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ ।”

ବଲାଙ୍ଗୀର ମଣ୍ଡିରେ ଚାଲିଛି ମିଲର୍ସଙ୍କ ରାଜୁତି । ଆଳ ଦେଖାଇ ଚାଷୀଙ୍କ ଧାନ ଉଠାଉ ନାହାନ୍ତି ମଣ୍ଡି କର୍ତ୍ତୃପକ୍ଷ ।

କନକ ବ୍ୟୁରୋ: ଧାନ ମଣ୍ଡିରେ ଉଠୁନି ଚାଷୀଙ୍କ ଧାନ । ମିଲର୍ସଙ୍କ ମନ ଇଛାରେ ଚାଲିଛି ସରକାରୀ ମଣ୍ଡି । ଆଉ ସବୁ ଜାଣି ପ୍ରଶାସନ ଚୁପ ବସିଥିବା ଅଭିଯୋଗ ହୋଇଛି । ଚାଷୀ ପରଶ୍ରମ କରି ଚାଷ କରିଥାଏ , କିନ୍ତୁ ମଣ୍ଡିରେ ମିଲର୍ସ ଓ କିଛି କର୍ମଚରୀଙ୍କ ମନମାନୀ ଯୋଗୁଁ ବଲାଙ୍ଗୀର ଚାଷୀ ଶୋଷଣର ଶିକାର ହେଉଛନ୍ତି । ବଲାଙ୍ଗିରରେ ବିଭିନ୍ନ ପ୍ୟାକ୍ସରେ ଶହଶହ ବସ୍ତା ଧାନ ପଡି ରହିଛି । ଟାର୍ଗେଟ ସରିଗଲାContinue reading “ବଲାଙ୍ଗୀର ମଣ୍ଡିରେ ଚାଲିଛି ମିଲର୍ସଙ୍କ ରାଜୁତି । ଆଳ ଦେଖାଇ ଚାଷୀଙ୍କ ଧାନ ଉଠାଉ ନାହାନ୍ତି ମଣ୍ଡି କର୍ତ୍ତୃପକ୍ଷ ।”

ରାଜ୍ୟରେ ଅଫିସର ରାଜ୍ ଚାଲିଛି କହି ସରକାରଙ୍କୁ ଘେରିଲା କଂଗ୍ରେସ । ସାମ୍ବାଦିକ ସମ୍ମିଳନୀରେ ଉଠିଲା ବିଡିଓ ବଦଳି ପ୍ରସଙ୍ଗ । 

କନକ ବ୍ୟୁରୋ: ବାଲେଶ୍ୱର ବାଲିଆପାଳ ବିଡିଓ ବଦଳି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ । ବିଡିଓଙ୍କୁ ବଦଳି କରିବାର ପ୍ରତିଶ୍ରୁତି ଦେଇ ମଧ୍ୟ ଜିଲ୍ଲାପାଳ ପାଳନ କରିନଥିବା ପ୍ରେସମିଟ୍ କରି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଏଥିସହ ବ୍ୟାପକ ଦୁର୍ନୀତି ଚାଲିଥିବା ଅଭିଯୋଗ ଆଣି ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ଓ ନବଜ୍ୟୋତି  ପଟ୍ଟନାୟକ  । ବାଲିଆପାଳ ବିଡିଓ ବିନୋଦ ଚନ୍ଦ୍ର ପଣ୍ଡା ନିର୍ବାଚିତ ପ୍ରତିନିଧିଙ୍କୁ ଦୁର୍ବବ୍ୟବହାର ଅଭିଯୋଗContinue reading “ରାଜ୍ୟରେ ଅଫିସର ରାଜ୍ ଚାଲିଛି କହି ସରକାରଙ୍କୁ ଘେରିଲା କଂଗ୍ରେସ । ସାମ୍ବାଦିକ ସମ୍ମିଳନୀରେ ଉଠିଲା ବିଡିଓ ବଦଳି ପ୍ରସଙ୍ଗ । “

ସିମୁଳିଆ ବିଡିିଓଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ । ସଂପର୍କୀୟ ଆଣିଲେ ହତ୍ୟା ଅଭିଯୋଗ । କହିଲେ ଚାନ୍ଦା ପାଇଁ ଚାପରେ ଥିଲେ ।

କନକ ବ୍ୟୁରୋ: ସିମଳିଆ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର । ତାଙ୍କୁ କିଏ ହତ୍ୟା କରି ଟାଙ୍ଗି ଦିଆଯାଇଥିବା ତାଙ୍କ ମାମୁଁ ଅଭୟ କୁମାର ଦାସ ଅଭିଯୋଗ ଆଣିଛନ୍ତି । କହିଛନ୍ତି ବିଶ୍ୱରଞ୍ଜନ ଭଳି ଦୃଢ ମାନସିକ ବ୍ୟକ୍ତି କେବେ ଆତ୍ମହତ୍ୟା କରିନଥିବେ । ବିଶ୍ୱରଞ୍ଜନଙ୍କ ମୃତ୍ୟୁ ପଛରେ ଷଡ ଯନ୍ତ୍ର ରହିଛି । ଏହାର ଉନ୍ମୋଚନ ହେବା ଦରକାର ବୋଲି ବିଶ୍ୱରଞ୍ଜନଙ୍କ ମାମୁଁ ଦାବି କରିଛନ୍ତି । କିଛିContinue reading “ସିମୁଳିଆ ବିଡିିଓଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ । ସଂପର୍କୀୟ ଆଣିଲେ ହତ୍ୟା ଅଭିଯୋଗ । କହିଲେ ଚାନ୍ଦା ପାଇଁ ଚାପରେ ଥିଲେ ।”

ଆସିବ ୟୁନିଅନ ବଜେଟ- ଜାଣନ୍ତୁ କାହିଁକି ଫେବୃୟାରି ୧ କୁ ଘୁଂଚା ଗଲା ବଜେଟ ଉପସ୍ଥାପନ ତାରିଖ

କନକ ବ୍ୟୁରୋ : ଫେବୃୟାରୀ ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଉପସ୍ଥାପନ କରିବାକୁ ଯାଉଛନ୍ତି ୨୦୨୪ ଆର୍ଥିକ ବର୍ଷର କାମଚଳା ବଜେଟ । କାମଚଳା ବଜେଟ ହୋଇଥିବାରୁ ଚଳିତ ଥର କିଛି ଜରୁରୀ ଘୋଷଣା ହେବା ଭଳି ଆକଳନ କରାଯାଉ ନାହିଁ । ୨୦୨୪ ସାଧାରଣ ନିର୍ବାଚନ ପରେ ଏପ୍ରିଲ ଶେଷରେ ସମ୍ପୁର୍ଣ୍ଣ ବଜେଟ ଆସିବ । ହେଲେ ଗତ କିଛି ବର୍ଷ ଧରି ବଜେଟ ଉପସ୍ଥାପନ ଫେବୃୟାରୀ ପ୍ରାରମ୍ଭରେ କାରାଯାଉଛି ଯାହାକି ଆଗରୁContinue reading “ଆସିବ ୟୁନିଅନ ବଜେଟ- ଜାଣନ୍ତୁ କାହିଁକି ଫେବୃୟାରି ୧ କୁ ଘୁଂଚା ଗଲା ବଜେଟ ଉପସ୍ଥାପନ ତାରିଖ”

ଲାକ୍ଷାଦ୍ୱୀପ ଯିବା ପାଇଁ କରୁଛନ୍ତି କି ଯୋଜନା? ଜାଣିନିଅନ୍ତୁ ଜରୁରୀ ସୂଚନା

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରାଧରେ ଆପତ୍ତିଜନକ ମନ୍ତବ୍ୟର ପ୍ରଭାବ ମାଲଦ୍ୱୀପର ପର୍ଯ୍ୟଟନ ଉପରେ ସ୍ପଷ୍ଟ ଦେଖିବା ପାଇଁ ମିଳିଛି । ଏହି ସମୟରେ ଭାରତର ଲାକ୍ଷାଦ୍ୱୀପ ଚର୍ଚ୍ଚାରେ ଆସିଛି । ଏବଂ ଗୋଟିଏ ପଟେ ସୋସିଆଲ ମିଡିଆରେ ଏବେ ବୟକୋଟ ମାଲଦ୍ୱୀପ ଟ୍ରେଣ୍ଡ କରୁଛି । ଏଥିସହିତ ଲାକ୍ଷାଦ୍ୱୀପ ମଧ୍ୟ ଏହାର ବିକଳ୍ପ ଭାବରେ ଦେଖାଯାଉଛି   । ଏବେ ପ୍ରଶ୍ନ ହେଉଛି ଲାକ୍ଷାଦ୍ୱୀପ ଯିବାକୁ ଚାହୁଁଥିବା ପର୍ଯ୍ୟଟକମାନେ କିପରି ଭାବରେ ସେଠାରେ ଯାଇContinue reading “ଲାକ୍ଷାଦ୍ୱୀପ ଯିବା ପାଇଁ କରୁଛନ୍ତି କି ଯୋଜନା? ଜାଣିନିଅନ୍ତୁ ଜରୁରୀ ସୂଚନା”

Design a site like this with WordPress.com
Get started