କନକ ବ୍ୟୁରୋ: ପୁଣିଥରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରିଛନ୍ତି ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ । ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଉଠେଇଥିବା ପ୍ରଶ୍ନର ଜବାବ ରଖିବା ସହ କହିଛନ୍ତି ନିଦରେ ଥିବା ଲୋକଙ୍କୁ ଉଠାଇ ହେବ ହେଲେ ନିଦ ଭଳି ଅଭିନୟ କରୁଥିବା ଲୋକଙ୍କୁ ଉଠାଇହେବ ନାହିଁ । କିଛି ଦିନ ପୂର୍ବରୁ ସମ୍ବଲପୁର ଗସ୍ତ ସମୟରେ ରାଜ୍ୟ ସରକାର ଆୟୁଷ୍ମାନ ଯୋଜନା ଲାଗୁ କରୁନଥିବା ନେଇ ବର୍ଷିଥିଲେ ଧର୍ମେନ୍ଦ୍ର ପ୍ରଧାନ । କହିଥିଲେ ଦେଶରେ ଆୟୁଷ୍ମାନContinue reading “ରଣପୁରରୁ ଆସିଲା ସମ୍ବଲପୁରର ଜବାବ । ୫-ଟି ଅଧ୍ୟକ୍ଷ କହିଲେ, ସାହାସ ଅଛି ତ ବିଏସକେୱାଇ କାର୍ଡ ବନ୍ଦ କରିବାକୁ ଇସ୍ତାହାରରେ ଘୋଷଣା କରନ୍ତୁ…”
Category Archives: News
କିଛି ସମୟ ମଧ୍ୟରେ ମହାରାଷ୍ଟ୍ର ରାଜନୀତିକୁ ନେଇ ଆସିବ ବଡ଼ ରାୟ । ବିଧାୟକଙ୍କ ସଭ୍ୟପଦ ରଦ୍ଦ ନେଇ ନିଷ୍ପତି ଶୁଣାଇବେ ବିଧାନସଭା ବାଚସ୍ପତି
କନକ ବ୍ୟୁରୋ: ରୋଚକ ମୋଡ଼ରେ ମହାରାଷ୍ଟ୍ର ରାଜନୀତି । କିଛି ସମୟ ମଧ୍ୟରେ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ନେଇ ଆସିବ ବଡ଼ ରାୟ । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମେତ ତାଙ୍କ ଗୋଷ୍ଠୀର ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ଆସିଥିବା ସଭ୍ୟପଦ ରଦ୍ଦ ନେଇ ନିଷ୍ପତି ଶୁଣାଇବେ ବିଧାନସଭା ବାଚସ୍ପତି । ଏହି ମାମଲା ଏଥିପାଇଁ ରୋଚକ କାରଣ, ବାଚସ୍ପତି ଖୋଦ୍ ସିନ୍ଦେ ଗୋଷ୍ଠୀର । ବିଭିନ୍ନ ଆଳ ଦେଖାଇ ଏହି ପ୍ରକ୍ରିୟା ବିଳମ୍ବ ହୋଇ ଚାଲିଛିContinue reading “କିଛି ସମୟ ମଧ୍ୟରେ ମହାରାଷ୍ଟ୍ର ରାଜନୀତିକୁ ନେଇ ଆସିବ ବଡ଼ ରାୟ । ବିଧାୟକଙ୍କ ସଭ୍ୟପଦ ରଦ୍ଦ ନେଇ ନିଷ୍ପତି ଶୁଣାଇବେ ବିଧାନସଭା ବାଚସ୍ପତି”
ବାଂଲାଦେଶ ନିର୍ବାଚନରେ ଶେଖ ହାସିନାଙ୍କ ବିଜୟ ନେଇ ଆମେରିକା ଆଣିଲା ଅଭିଯୋଗ । କହିଲା ନିରପେକ୍ଷ କି ସ୍ୱତନ୍ତ୍ର ନୁହେଁ ବାଂଲାଦେଶ ନିର୍ବାଚନ
କନକ ବ୍ୟୁରୋ : ବାଂଲାଦେଶର ପ୍ରଧାନ ମନ୍ତ୍ରୀ ଭାବେ ଶେଖ ହାସିନା ପଞ୍ଚମ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ଭାରତ ଓ ବାଙ୍ଗଲାଦେଶର ସବୁ ଳେ ନିବିଡ ସମ୍ପର୍କ ରହି ଆସିଛି । ଏପରିକି ଆମେରିକା ସହ ମଧ୍ୟ ଏହାର ସମ୍ପର୍କ ଭଲ । ଶେଖ ହାସିନାଙ୍କ ବିଜୟକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି । କିନ୍ତୁ ଚଳିତ ଥର ଶେଖ ହାସିନାଙ୍କ ନିର୍ବାଚନକୁ ନେଇContinue reading “ବାଂଲାଦେଶ ନିର୍ବାଚନରେ ଶେଖ ହାସିନାଙ୍କ ବିଜୟ ନେଇ ଆମେରିକା ଆଣିଲା ଅଭିଯୋଗ । କହିଲା ନିରପେକ୍ଷ କି ସ୍ୱତନ୍ତ୍ର ନୁହେଁ ବାଂଲାଦେଶ ନିର୍ବାଚନ”
ଯେବେ ସମୁଦ୍ର ଭିତରେ ବସିଲା କ୍ୟାବିନେଟ ବୈଠକ । ପାଣି ଭିତରେ ୩୦ ମିନିଟ ରହିଥିଲା ପୁରା ସରକାର
କନକ ବ୍ୟୁରୋ : ନିକଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲାକ୍ଷାଦ୍ୱୀପ ଗସ୍ତକୁ ନେଇ ଅନେକ ଚର୍ଚ୍ଚା ଓ ଆଲୋଚନା ହେଉଛି । ଲାକ୍ଷାଦ୍ୱୀପର ପ୍ରାକୃତିକ ସୁନ୍ଦରତାରେ ବିମୋହିତ ମୋଦୀ ଭାରତରେ ଏପରି ଏକ ସୁନ୍ଦର ଦ୍ୱୀପର ପରିଭ୍ରମଣ ପାଇଁ ପର୍ଯ୍ୟଟକ ମାନେ ନିହାତି ଆସିବା କଥା ବୋଲି ନିଜ ସୋସିଆଲ ମିଡିଆର ପୋଷ୍ଟ କରିବା ପରେ ଏହାକୁ ନେଇ ବିଭିନ୍ନ ପ୍ରତିକ୍ରିୟା ଆସିଥିଲା । ଭାରତୀୟ ମାନେ ଏହାକୁ ଖୁବ ଆନନ୍ଦ ସହକାରେ ସ୍ୱାଗତ କରିଥିବା ବେଳେ ମାଳଦ୍ୱୀପରContinue reading “ଯେବେ ସମୁଦ୍ର ଭିତରେ ବସିଲା କ୍ୟାବିନେଟ ବୈଠକ । ପାଣି ଭିତରେ ୩୦ ମିନିଟ ରହିଥିଲା ପୁରା ସରକାର”
ଗାଁ ଶଶ୍ମାନରେ ଦିଲ୍ଲୀପ ସାମନ୍ତରାୟଙ୍କ ହେଲା ଶେଷକୃତ । ପୁଅର ମୃତ୍ୟୁ ନେଇ ହାଇଟେକ୍ ହସ୍ପିଟାଲକୁ ଦାୟୀ କଲେ ଦିଲ୍ଲୀପଙ୍କ ପରିବାର
କନକ ବ୍ୟୁରୋ: ମାଆ ଆଖି ଆଗରେ ବୋହୂ ପରେ ପରେ ଜଳିଛି ପୁଅର ଜୁଇ । ଆଉ ସାକ୍ଷୀ ରହିଛି ଗାଁ ମଶାଣି । ହାଇଟେକ୍ ହସ୍ପିଟାଲ ଟ୍ରାଜେଡିରେ ତୃତୀୟ ମୃତ ବ୍ୟକ୍ତି ଦିଲ୍ଲୀପ ସାମନ୍ତରାୟଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ଗତକାଲି ଡିଏନଏ ରିପୋର୍ଟରେ ମୃତକ ଦିଲ୍ଲୀପ ବୋଲି ଜଣାପଡିବା ପରେ ରାତିରେ ପରିବାର ଲୋକଙ୍କୁ ମୃତଦେହ ସ୍ଥାନାନ୍ତର କରାଯାଇଛି । ପୁଅର ଶବ ପାଇବା ପରେ ବିଳମ୍ବିତ ରାତିରେ ପୁରୀ ଜିଲ୍ଲା ପିପିଲି ହରିରାଜପୁରContinue reading “ଗାଁ ଶଶ୍ମାନରେ ଦିଲ୍ଲୀପ ସାମନ୍ତରାୟଙ୍କ ହେଲା ଶେଷକୃତ । ପୁଅର ମୃତ୍ୟୁ ନେଇ ହାଇଟେକ୍ ହସ୍ପିଟାଲକୁ ଦାୟୀ କଲେ ଦିଲ୍ଲୀପଙ୍କ ପରିବାର”
ହୁତି ବିଦ୍ରୋହୀଙ୍କ ଉପରେ ଆମେରିକା ଏବଂ ବ୍ରିଟେନର ପାଲଟା ଆକ୍ରମଣ । ନଷ୍ଟ କରିଦେଲେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ।
ଗତ କିଛି ଦିନ ହେବ ଲୋହିତ ସାଗର ହୁତି ବିଦ୍ରୋହୀଙ୍କ ଟାର୍ଗେଟରେ ରହିଆସିଛି । ହୁତି ବିଦ୍ରୋହୀମାନେ କ୍ରମାଗତ ଭାବରେ ଏଠାରେ ଗସ୍ତ କରୁଥିବା ବାଣିଜ୍ୟିକ ଜାହାଜକୁ ଟାର୍ଗେଟ କରୁଛନ୍ତି । ଇରାନ ସମର୍ଥିତ ହୁତି ଆତଙ୍କବାଦୀମାନେ ଗାଜାରେ ଇସ୍ରାଏଲର ଯୁଦ୍ଧକୁ ବିରୋଧ କରି ଏହି କାର୍ଯ୍ୟ ଜାରି ରଖିଛନ୍ତି । ଏହି ସମୟ ମଧ୍ୟରେ, ଏହି ବିଦ୍ରୋହୀମାନେ ପୁଣି ଥରେ ବାଣିଜ୍ୟିକ ଶିପିଂ ଲେନକୁ ଟାର୍ଗେଟ କରିଥିଲେ, ଯାହା ଆମେରିକୀୟ ଏବଂ ବ୍ରିଟିଶ ସୈନ୍ୟବାହିନୀ ଦ୍ୱାରାContinue reading “ହୁତି ବିଦ୍ରୋହୀଙ୍କ ଉପରେ ଆମେରିକା ଏବଂ ବ୍ରିଟେନର ପାଲଟା ଆକ୍ରମଣ । ନଷ୍ଟ କରିଦେଲେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ।”
ପରିକ୍ରମା ପ୍ରକଳ୍ପର ଲୋକର୍ପଣ ପୂର୍ବରୁ ଭକ୍ତିମୟ ହେଉଛି ସାରା ରାଜ୍ୟ । ଗାଁ ଗାଁ ବୁଲୁଛି ଅର୍ପଣ ରଥ
କନକ ବ୍ୟୁରୋ : ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରିପ୍ରେକ୍ଷୀରେ ସାରା ରାଜ୍ୟରେ ଆରମ୍ଭ ହୋଇଥିବା ଅର୍ପଣ ରଥର ଆଜି ଦେବଗଡ ପୈାରାଚଂଳରେ ଶୁଭାରମ୍ଭ ହୋଇଛି । ପୂର୍ବାହ୍ନରେ ପୁରୁଣାଗଡ ସ୍ଥିତ ଜଗନ୍ନାଥ ମନ୍ଦିରଠାରେ ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା,ପୈାରାଧକ୍ଷା ଶାନ୍ତି ମଞ୍ଜରୀ ଦେଇଙ୍କ ସମେତ ସମସ୍ତ ପାରିଷଦ ପୂଜାର୍ଚ୍ଚନା କରିବା ପରେ ନଡିଆ ଭାଙ୍ଗି ରଥର ବିଧିବଦ୍ଧ ଶୁଭାରମ୍ଭ କରିଥିଲେ । ଏହି ଅର୍ପଣ ରଥକୁ ଢୋଲ ,ସଂକୀର୍ତ୍ତନ, ଝାଞ୍ଜର ତାଳେ ତାଳେContinue reading “ପରିକ୍ରମା ପ୍ରକଳ୍ପର ଲୋକର୍ପଣ ପୂର୍ବରୁ ଭକ୍ତିମୟ ହେଉଛି ସାରା ରାଜ୍ୟ । ଗାଁ ଗାଁ ବୁଲୁଛି ଅର୍ପଣ ରଥ”
ଖଣି ଦୁର୍ନୀତିକୁ ନେଇ ତେଜିଲା ରାଜନୀତି । ସିବିଆଇ ତଦନ୍ତ ଦାବି କଲା ବିଜେପି
କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ପୁଣି ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଲା ବିଜେପି । ଘଟଣାର ସିବିଆଇ ତଦନ୍ତ ଦାବି କରିଛି ଦଳ । ଓଡ଼ିଶାର ସମସ୍ତ ବିଜେପି ବିଧାୟକ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏନେଇ ଦାବି ପତ୍ର ଦେଇଛନ୍ତି । ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ମଧ୍ୟ ଦାବି ପତ୍ର ଦିଆଯାଇଥିବା କହିଛନ୍ତି ବିରୋଧୀ ଦଳ ନେତା । ସେ କହିଛନ୍ତି, ୧୪ ବର୍ଷରେ ୮ ଲକ୍ଷ ୯୭ ହଜାର ୪୪୩ କୋଟି ଟଙ୍କାର ଖଣିContinue reading “ଖଣି ଦୁର୍ନୀତିକୁ ନେଇ ତେଜିଲା ରାଜନୀତି । ସିବିଆଇ ତଦନ୍ତ ଦାବି କଲା ବିଜେପି”
ପାକିସ୍ତାନରେ ହୃଦୟ ବିଦାରକ ଘଟଣା : ଗୋଟିଏ ଘରୁ ମିଳିଲା ୧୧ ଜଣଙ୍କ ମୃତଦେହ । ହତ୍ୟା ନା ଆତ୍ମହତ୍ୟା ? ?
ପାକିସ୍ତାନର ଖାଇବର ପାଖ୍ଟନଖୱା ଅନ୍ତର୍ଗତ ଲକ୍କି ମାରୱାଟ ଜିଲ୍ଲାର ତାଖଟିଖେଲ ଗାଁର ଗୋଟିଏ ଘରୁ ଏକା ସଙ୍ଗେ ୧୧ ଜଣଙ୍କ ମୃତଦେହ ମିଳିଛି । ସମସ୍ତେ ଗୋଟିଏ ପରିବାରର ସଦସ୍ୟ ଅଟନ୍ତି । ବିଷକ୍ରିୟା ଯୋଗୁଁ ସମସ୍ତେ ମୃତ୍ୟୁ ବରଣ କରି ଥିବାର ସନ୍ଦେହ କରାଯାଉଛି । ଖାଦ୍ୟରେ ବିଷାକ୍ତ ପଦାର୍ଥର ସନ୍ଧାନ ମିଳିଥିଲା । ପୋଲିସ ଘଟଣାର ତଦନ୍ତ କରୁଛି । ସମସ୍ତଙ୍କୁ ଚକିତ କଲାପରି ଏକ ଖବର ପାକିସ୍ତାନରୁ ଆସିଛି । ପୋଲିସ ଏଠାରେContinue reading “ପାକିସ୍ତାନରେ ହୃଦୟ ବିଦାରକ ଘଟଣା : ଗୋଟିଏ ଘରୁ ମିଳିଲା ୧୧ ଜଣଙ୍କ ମୃତଦେହ । ହତ୍ୟା ନା ଆତ୍ମହତ୍ୟା ? ?”
ଭାରତ ଯୋଡ ନ୍ୟାୟ ଯାତ୍ରାକୁ ମଣିପୁର ସରକାର ଦେଲେ ନାହିଁ ଅନୁମତି । କଂଗ୍ରେସ କହିଲା, ଇମ୍ଫାଲରୁ ଆରମ୍ଭ ହେବ ଏହି ଯାତ୍ରା
କନକ ବ୍ୟୁରୋ : କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରା ମଣିପୁରରୁ ଆରମ୍ଭ ହେବାକୁ ଯାଉଛି । ଏହାର ଶୁଭାରମ୍ଭ ଇମ୍ଫାଲ ଠାରେ କରାଯିବ । ଏନେଇ ବୁଧବାର ଦିନ କଂଗ୍ରେସ ତରଫରୁ ସ୍ପଷ୍ଟ କରାଯାଇଥିଲା । ଏହାସହ କୁହାଯାଇଥିଲା କି, ମଣିପୁର ସରକାର ଇମ୍ଫାଲ ଗ୍ରାଉଣ୍ଡରୁ ନ୍ୟାୟ ଯାତ୍ରା ଆରମ୍ଭ କରିବାକୁ ଅନୁମତି ଦେଇ ନାହିଁ । ଏନେଇ କଂଗ୍ରେସ ତରଫରୁ ମଣିପୁର ସରକାରଙ୍କୁ ଟାର୍ଗେଟ କରାଯାଇଛି । କଂଗ୍ରେସ କହିଛି କି, ମଣିପୁର ସରକାରContinue reading “ଭାରତ ଯୋଡ ନ୍ୟାୟ ଯାତ୍ରାକୁ ମଣିପୁର ସରକାର ଦେଲେ ନାହିଁ ଅନୁମତି । କଂଗ୍ରେସ କହିଲା, ଇମ୍ଫାଲରୁ ଆରମ୍ଭ ହେବ ଏହି ଯାତ୍ରା”