କନକ ବ୍ୟୁରୋ: ଘନ କୁହୁଡିରେ ଅଦୃଶ୍ୟ ହୋଇଗଲା ବିଶ୍ୱ ଐତିହ୍ୟ କୋଣାର୍କ । ଆଜି କୋଣାର୍କରେ ପ୍ରଥମ କୁହୁଡି ଦେଖିବାକୁ ମିଳିଥିଲା । କୁହୁଡିରେ ସଂପୂର୍ଣ୍ଣ ଢାଙ୍କି ହୋଇପଡ଼ିଥିଲା କୋଣାର୍କ ସୂର୍ଯ୍ୟ ମନ୍ଦିର । ଆଜି ବଡ଼ ଦିନ ଥିବାରୁ କୋଣାର୍କରେ ଭୋରରୁ ଲୋକଙ୍କ ଭିଡ ହୋଇଥିଲା । ହେଲେ କୁହୁଡି ଯୋଗୁ କିଛି ଦୃଶ୍ୟମାନ ହୋଇନଥିଲା । କୁହୁଡି ଯୋଗୁ ରାସ୍ତାରେ ଯିବା ଆସିବା କରିବାରେ ମଧ୍ୟ ଅସୁବିଧା ହୋଇଥିଲା । The post କୁହୁଡ଼ିରେContinue reading “କୁହୁଡ଼ିରେ ଅଦୃଶ୍ୟ ହୋଇଗଲା କୋଣାର୍କ! ଘନ କୁହୁଡି ନେଇ ଆଜି ୨୦ ଜିଲ୍ଲାକୁ ଆଲର୍ଟ । କୁହୁଡ଼ିରେ ହଜିଗଲା କୋଣାର୍କ!”
Category Archives: News
ନବକଳେବର ହେବେ ମହାପ୍ରଭୁ ଜଗନ୍ନାଥ । ଭୋପାଳ ବିିଦିସାରେ ମହାପ୍ରଭୁଙ୍କୁ ରଥରେ ପାଛୋଟି ନେଉଛନ୍ତି ଲୋକେ ।
କନକ ବ୍ୟୁରୋ: ନବକଳେବର ହେବେ ମହାପ୍ରଭୁ ଜଗନ୍ନାଥ । କିନ୍ତୁ ଏହା ଓଡ଼ିଶାରେ ନୁହେଁ ମଧ୍ୟପ୍ରଦେଶରେ । ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ବିିଦିସା ଜିଲ୍ଲା ନୋଲାଖି ଗାଁକୁ ମହାପ୍ରଭୁଙ୍କୁ ରଥରେ ପାଛୋଟି ନେଉଛନ୍ତି ଲୋକେ । ପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ଓ ମହାପ୍ରଭୁଙ୍କ ନବକଳେବର ପାଇଁ ୪୦ରୁୁ ଅଧିକ ଗ୍ରାମବାସୀ ପୁରୀରୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ଧରି ନିଜ ଗାଁକୁ ବାହାରିଛନ୍ତି । ୧୨ ଦିନ ହେଲା ସେମାନେ ପୁରୀରୁ ବାହାରିଥିବା ବେଳେ ଏବେ ବୌଦ୍ଧ ଜିଲ୍ଳାContinue reading “ନବକଳେବର ହେବେ ମହାପ୍ରଭୁ ଜଗନ୍ନାଥ । ଭୋପାଳ ବିିଦିସାରେ ମହାପ୍ରଭୁଙ୍କୁ ରଥରେ ପାଛୋଟି ନେଉଛନ୍ତି ଲୋକେ ।”
୫୬ ବର୍ଷରେ ଦ୍ୱିତୀୟ ବିବାହ କଲେ ଅର୍ବାଜ ଖାନ । ମୁମ୍ବାଇରେ ପରିବାର ସଦସ୍ୟ ଓ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ସୁରାଙ୍କୁ କଲେ ବିବାହ ।
କନକ ବ୍ୟୁରୋ: ଦ୍ୱିତୀୟ ବିବାହ କଲେ ବଲିଉଡ ଅଭିନେତା ଅର୍ବାଜ ଖାନ । ମୁମ୍ବାଇରେ ପରିବାର ଲୋକେ ଓ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ଧରିଲେ ସୁରା ଖାନଙ୍କ ହାତ । ୨୦୨୨ ‘ପାଟନା ଶୁକ୍ଳା’ ଫିଲ୍ମରେ ଉଭୟଙ୍କର ହୋଇଥିଲା ପରିଚୟ । ପରେ ଉଭୟ ରିତିନୀତି ଅନୁଯାୟୀ ବିବାହ କରିଛନ୍ତି । ବିବାହ ଉତ୍ସବରେ ଫରହା ଖାନ, ରିତେଶ ଦେଶମୁଖଙ୍କ ଭଳି ସେଲିବ୍ରିଟି ଯୋଗଦେଇଥିଲେ । ତେବେ ପୂର୍ବରୁ ୧୯୯୮ ମଲ୍ଲିକା ଆରୋରାଙ୍କୁ ବିବାହ କରିଥିଲେ ଅର୍ବାଜContinue reading “୫୬ ବର୍ଷରେ ଦ୍ୱିତୀୟ ବିବାହ କଲେ ଅର୍ବାଜ ଖାନ । ମୁମ୍ବାଇରେ ପରିବାର ସଦସ୍ୟ ଓ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ସୁରାଙ୍କୁ କଲେ ବିବାହ ।”
ଭାରତୀୟ କୁସ୍ତି ସଂଘ ରଦ୍ଦ ପରେ ପରିଚାଳନା ପାଇଁ ଗଠନ ହେବ ଆଡହକ କମିଟି । ଅସ୍ଥାୟୀ କମିଟି ଗଠନ ପାଇଁ ଇଣ୍ଡିଆନ ଅଲମ୍ପିକ ସଂଘକୁ କ୍ରୀଡା ମନ୍ତ୍ରଣାଳୟର ନିର୍ଦ୍ଦେଶ ।
କନକ ବ୍ୟୁରୋ: ଭାରତୀୟ କୁସ୍ତି ସଂଘ ରଦ୍ଦ ପରେ ପରିଚାଳନା ପାଇଁ ଗଠନ ହେବ ଆଡହକ କମିଟି । ଅସ୍ଥାୟୀ କମିଟି ଗଠନ କରିବାକୁ ଇଣ୍ଡିଆନ ଅଲମ୍ପିକ ସଂଘକୁ କ୍ରୀଡା ମନ୍ତ୍ରଣାଳୟର ନିର୍ଦ୍ଦେଶ । ଗତକାଲି ଭାରତୀୟ କୁସ୍ତି ମହାସଂଘ ନୂଆ କାର୍ଯ୍ୟକାରିଣୀକୁ ରଦ୍ଦ କରିଥିଲା କ୍ରୀଡା ମନ୍ତ୍ରାଳୟ । ନବନିର୍ବାଚିତ ଅଧ୍ୟକ୍ଷ ସଂଜୟ ସିଂଙ୍କ ମାନ୍ୟତା ରଦ୍ଦ ହେବା ସହ ସଂଘର ସମସ୍ତ ସଦସ୍ୟ ମଧ୍ୟ ନିଲମ୍ବିତ ହୋଇଛନ୍ତି । ସଞ୍ଜୟ ସିଂଙ୍କ ସମସ୍ତ ନିଷ୍ପତ୍ତିଉପରେContinue reading “ଭାରତୀୟ କୁସ୍ତି ସଂଘ ରଦ୍ଦ ପରେ ପରିଚାଳନା ପାଇଁ ଗଠନ ହେବ ଆଡହକ କମିଟି । ଅସ୍ଥାୟୀ କମିଟି ଗଠନ ପାଇଁ ଇଣ୍ଡିଆନ ଅଲମ୍ପିକ ସଂଘକୁ କ୍ରୀଡା ମନ୍ତ୍ରଣାଳୟର ନିର୍ଦ୍ଦେଶ ।”
୨୦୨୪ ପାଇଁ ବିଜେପିର ରଣନୀତି । ଗୋଟିଏ ପରିବାର ପାଇଁ ଜଣେ ବିଜେପି କର୍ମୀଙ୍କୁ ଦାୟିତ୍ୱ। ଘରକୁ ଘର ଯିବେ ବିଧାୟକ ଓ ସାଂସଦ ।
କନକ ବ୍ୟୁରୋ: ତିନି ରାଜ୍ୟରେ ବଡ ବିଜୟ ପରେ ୨୪ ପାଇଁ ନୂଆ ରଣନୀତି କରୁଛି ରାଜ୍ୟ ବିଜେପି । ଆଉ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ ଏଭଳି ଆଲୋଚନାକୁ ଖୋରାକ୍ ଯୋଗାଇଛି । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପ୍ରତି ବୁଥରୁ ୫୦ ପ୍ରତିଶତ ଭୋଟ ହେଉଛି ରାଜ୍ୟ ବିଜେପିର ଟାର୍ଗେଟ । ଘରକୁ ଘରକୁ ଯିବେ ବିଜେପି କର୍ମୀ, ସାଂସଦ ଓ ବିଧାୟକ । ସେପଟେ ବିଜେଡି କହିଛି, କିଏ କଣ କହୁଛି ତାହା ସେମାନେContinue reading “୨୦୨୪ ପାଇଁ ବିଜେପିର ରଣନୀତି । ଗୋଟିଏ ପରିବାର ପାଇଁ ଜଣେ ବିଜେପି କର୍ମୀଙ୍କୁ ଦାୟିତ୍ୱ। ଘରକୁ ଘର ଯିବେ ବିଧାୟକ ଓ ସାଂସଦ ।”
କମୁଛି ଶୀତ, ବଢୁଛି କୁହୁଡି । ଘନ କୁହୁଡି ନେଇ ଆଜି ୨୦ ଜିଲ୍ଲାକୁ ଆଲର୍ଟ । ସେପଟେ ୨ରୁ ୩ ଡିଗ୍ରୀ ବଢିଲା ତାପମାତ୍ରା ।
କନକ ବ୍ୟୁରୋ: କମୁଛି ଶୀତ, ବଢୁଛି କୁହୁଡି । ଘନ କୁହୁଡି ନେଇ ଆଜି ୨୦ ଜିଲ୍ଲାକୁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏସବୁ ଜିଲ୍ଲାଗୁଡିକ ହେଉଛି ଝାରସୁଗୁଡା. ସୁନ୍ଦରଗଡ଼, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ନୟାଗଡ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ମୟୁରଭଞ୍ଜ, କେନ୍ଦୁଝର, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁର, କୋରାପୁଟ, ବଲାଙ୍ଗିର । ପାଣିପାଗ ବିଭାଗର ସୂଚନା ମୁତାବକ, ଏବେ ରାଜ୍ୟକୁ ପୂର୍ବ ଦିଗରୁ ଉଷ୍ମ ପବନ ପ୍ରବାହ ବଢୁଛି ।Continue reading “କମୁଛି ଶୀତ, ବଢୁଛି କୁହୁଡି । ଘନ କୁହୁଡି ନେଇ ଆଜି ୨୦ ଜିଲ୍ଲାକୁ ଆଲର୍ଟ । ସେପଟେ ୨ରୁ ୩ ଡିଗ୍ରୀ ବଢିଲା ତାପମାତ୍ରା ।”
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ନିମନ୍ତ୍ରଣ ପ୍ରକ୍ରିୟା ଆରମ୍ଭ । ମହାପ୍ରଭୁ ଲିଙ୍ଗରାଜଙ୍କ ପରେ କାଲିଠୁ ପ୍ରମୁଖ ପୀଠ ଓ ଧର୍ମଗୁରୁଙ୍କୁ କରାଯିବ ନିମନ୍ତ୍ରଣ ।
କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ପ୍ରମୁଖ ଦେବପୀଠକୁ ନିମନ୍ତ୍ରଣ ଦିଆଯିବ । ଦେଶର ସବୁ ଦେବାଦେବୀ ପୀଠ ଓ ଧର୍ମଗୁରୁଙ୍କୁ ଆସନ୍ତକାଲି ଠାରୁ ନିମନ୍ତ୍ରଣ ପତ୍ର ଦିଆଯିବ । ଏହିକ୍ରମରେ ପ୍ରଥମେ ମହାପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ ପତ୍ର ଦିଆଯିବ । ଏହା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯିବ ବୋଲି ସୂଚନା ମିଳିଛି । ଏଥିସହ ବିଭିନ୍ନ ଦଳଗୁଡିକ ନିଜ ଗନ୍ତବ୍ୟସ୍ଥଳ ଉଦ୍ଦେଶ୍ୟରେ ଯାତ୍ରା କରିବେ । ପୁରୀଠାରେ ରାଜ୍ୟContinue reading “ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ନିମନ୍ତ୍ରଣ ପ୍ରକ୍ରିୟା ଆରମ୍ଭ । ମହାପ୍ରଭୁ ଲିଙ୍ଗରାଜଙ୍କ ପରେ କାଲିଠୁ ପ୍ରମୁଖ ପୀଠ ଓ ଧର୍ମଗୁରୁଙ୍କୁ କରାଯିବ ନିମନ୍ତ୍ରଣ ।”
ମଧ୍ୟ ରାତିରେ ଧରାବତରଣ କଲେ ଯିଶୁଖ୍ରୀଷ୍ଟ । ବଡ଼ଦିନରେ ଭୁବନେଶ୍ୱର ସମେତ ସବୁ ଚର୍ଚ୍ଚରେ ପ୍ରବଳ ଭିଡ ।
କନକ ବ୍ୟୁରୋ: ମଧ୍ୟ ରାତିରେ ଧରାବତରଣ କଲେ ଯିଶୁଖ୍ରୀଷ୍ଟ । ବଡ଼ଦିନରେ ଭୁବନେଶ୍ୱର ସମେତ ସବୁ ଚର୍ଚ୍ଚରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ମଧ୍ୟରାତିରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଧରାବତରଣ କରିଛନ୍ତି । ଏଥିପାଇଁ ଚର୍ଚ୍ଚଗୁଡିକ ଆକର୍ଷଣୀୟ ଆଲୋକମାଳାରେ ସଜେଇ ହୋଇଛି । ପ୍ରଭୁ ଯୀଶୁଙ୍କ ପାଇଁ ପ୍ରାର୍ଥନା ଚାଲିଛି । ପୂର୍ବଥର ବିଭିନ୍ନ କଟକଣା ମଧ୍ୟରେ ବଡ଼ଦିନ ପାଳନ ହୋଇଥିବା ବେଳେ ଚଳିତଥର ସେମିତି କିଛି କଟକଣା ନଥିବାରୁ ବହୁତ ଭଲରେ ଚର୍ଚ୍ଚ ଏବଂContinue reading “ମଧ୍ୟ ରାତିରେ ଧରାବତରଣ କଲେ ଯିଶୁଖ୍ରୀଷ୍ଟ । ବଡ଼ଦିନରେ ଭୁବନେଶ୍ୱର ସମେତ ସବୁ ଚର୍ଚ୍ଚରେ ପ୍ରବଳ ଭିଡ ।”
ବିଏ ପାସ ପରେ ଚାକିରି ନମିଳିବାରୁ କରୁଛନ୍ତି ମେସିନ୍ ମରାମତି । ଭଲ କାମ କରୁଥିବାରୁ ଦୂରଦୂରାନ୍ତରରୁ ଆସୁଛନ୍ତି ଲୋକେ
କନକ ବ୍ୟୁରୋ : ବାଲେଶ୍ୱର ବସ୍ତା ବ୍ଲକ ନାରାୟଣପୁର ଗାଁର ପୂର୍ଣ୍ଣଚନ୍ଦ୍ର ସେଠୀ । ଜଣେ ଗ୍ରାଜୁଏଟ ଛାତ୍ର । ପାଠପଢା ପରେ ଚାକିରି ନମିଳିବାରୁ ଟେଲର ମେସିନ ମରାମତି କାମକୁ ଆପଣେଇଛନ୍ତି । ଏହି ଅଂଚଳର ଅଧିକାଂଶ ଲୋକଙ୍କ ରୋଜଗାରର ମାଧ୍ୟମ କହିଲେ ଶାଳ ପତ୍ର ସିଲେଇ କରି ଖଲି ପ୍ରସ୍ତୁତ କରିବା । ଏହି ବ୍ଲକର ପାଖାପାଖି ୪୦ ପ୍ରତିଶତ ଲୋକ ସିଲେଇ ମେସିନ ସାହାଯ୍ୟରେ ପତ୍ର ସିଲେଇ କରନ୍ତି । ଲୋକଙ୍କ ଏହିContinue reading “ବିଏ ପାସ ପରେ ଚାକିରି ନମିଳିବାରୁ କରୁଛନ୍ତି ମେସିନ୍ ମରାମତି । ଭଲ କାମ କରୁଥିବାରୁ ଦୂରଦୂରାନ୍ତରରୁ ଆସୁଛନ୍ତି ଲୋକେ”
ଚିଲିକା ମାଟିରେ ବିଦେଶୀ କୋଳି । ପାରମ୍ପରିକ ଚାଷ ଅପେକ୍ଷା ଏହି ଚାଷରୁ ମିଳୁଛି ଭଲ ଲାଭ, ଥରେ ଗଛ ଲଗାଇଲେ ୫ ବର୍ଷ ଯାଏଁ ହୋଇଥାଏ ଅମଳ
କନକ ବ୍ୟୁରୋ : ଚିଲିକା ମାଟିରେ ବିଦେଶୀ ଫଳ । ୟୁଟ୍ୟୁବରୁ କୋଳି ଚାଷ ପ୍ରଣାଳୀ ଜାଣିବା ପରେ ଏଥିରେ ସଫଳ ହୋଇଛନ୍ତି କୃଷ୍ଣପ୍ରସାଦ ଅଂଚଳର ଯୁବଚାଷୀ ଅଳେଶ୍ୱର ପଲେଇ । ଅନଲାଇନ୍ରେ କଲିକତାରୁ ଚାରା କିଣି ଏକ ଏକର ଜମିରେ ଚାଷ କରିଛନ୍ତି ଅଳେଶ୍ୱର । ଗଛ ଲାଗିବାର ୮ ମାସ ପରେ ଗଛରେ ଫଳ ଆସିଛି । ଆଉ ଏବେ ଦୈନିକ ୪୦ ରୁ ୫୦ କିଲୋ ଫଳ ଅମଳ ହେଉଛି । ସ୍ଥାନୀୟContinue reading “ଚିଲିକା ମାଟିରେ ବିଦେଶୀ କୋଳି । ପାରମ୍ପରିକ ଚାଷ ଅପେକ୍ଷା ଏହି ଚାଷରୁ ମିଳୁଛି ଭଲ ଲାଭ, ଥରେ ଗଛ ଲଗାଇଲେ ୫ ବର୍ଷ ଯାଏଁ ହୋଇଥାଏ ଅମଳ”