କନକ ବ୍ୟୁରୋ: ଚେନ୍ନାଇରେ ଘଟିଛି ଏକ ଛାତିଥରା ଘଟଣା । ସ୍କୁଲ ବେଳ ସାଙ୍ଗକୁ ବିବାହ କରିବାକୁ ବାନ୍ଧବୀ ଜଣକ ନିଜ ଲିଙ୍ଗ ପରିବର୍ତ୍ତନ କଲା । କିନ୍ତୁ ବିବାହ କରିବାକୁ ମନା କରିବାରୁ ଯୁବତୀଙ୍କୁ ହତ୍ୟା କଲା ପୁରୁଷ ବେଶ ବଦଳାଇଥିବା ବାନ୍ଧବୀ । ରାଗରେ ପ୍ରଥମେ ଯୁବତୀଙ୍କୁ ଜଞ୍ଜିରରେ ବାନ୍ଧି ବ୍ଲେଡରେ କାଟି ହତ୍ୟା କରିବା ପରେ ମୃତଦେହକୁ ପୋଡିଦେଲା । । ଘଟଣାଟି ଶନିବାର ଦିନ ଚେନ୍ନାଇର ଦକ୍ଷିଣ ଉପନଗରୀ ଅନ୍ତର୍ଗତ ତଲାମ୍ବପୁରରେContinue reading “ଜଞ୍ଜିରରେ ବାନ୍ଧି ହତ୍ୟା କଲା, ତା ପରେ ମୃତଦେହକୁ ପୋଡିଦେଲା । ବିବାହ ପାଇଁ ମନା କରିବାରୁ ଯୁବତୀଙ୍କୁ ହତ୍ୟା କଲା ପିଲାବେଳ ସାଙ୍ଗ ।”
Category Archives: News
ବଡ଼ଦିନରେ ସାନ୍ତା ବାଣ୍ଟିଲେ ଉପହାର । ଉପହାରରେ ମିଳିଛି ଜାମୁକୋଳି, ଅଶୋକ ଓ ଅନେକ ଫୁଲଗଛ ।
କନକ ବ୍ୟୁରୋ: ବଡ଼ଦିନରେ ସାନ୍ତା ବାଂଟିଲେ ଉପହାର । ବକୁଳ ଲାଇବ୍ରେରୀ ପକ୍ଷରୁ କ୍ୟାଥଲିକ ଚର୍ଚ୍ଚ ଆଗରେ ଗଛ ବଂଟନ କରାଯାଇଛି । ଉପହାର ସ୍ୱରୁପ ଜାମୁକୋଳି, ଅଶୋକ ଓ ଫୁଲଗଛ ଶ୍ରଦ୍ଧାଳୁଙ୍କୁ ବଂଟନ କରାଯାଇଛି । ଯାହାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ଶ୍ରଦ୍ଧାଳୁ । The post ବଡ଼ଦିନରେ ସାନ୍ତା ବାଣ୍ଟିଲେ ଉପହାର । ଉପହାରରେ ମିଳିଛି ଜାମୁକୋଳି, ଅଶୋକ ଓ ଅନେକ ଫୁଲଗଛ । first appeared on Kanak News. from KanakContinue reading “ବଡ଼ଦିନରେ ସାନ୍ତା ବାଣ୍ଟିଲେ ଉପହାର । ଉପହାରରେ ମିଳିଛି ଜାମୁକୋଳି, ଅଶୋକ ଓ ଅନେକ ଫୁଲଗଛ ।”
୫୧ ପ୍ରତିଶତ ଭୋଟ୍ ଟାର୍ଗେଟ୍ ଉପରେ ବିଜେପି ପଦାଧିକାରୀ ବୈଠକରେ ନିଷ୍ପତ୍ତି । ରାଜ୍ୟ ସଭାପତି କହିଲେ ଓଡ଼ିଶାକୁ ଦିଆଯିବ ଅଧିକ ଗୁରୁତ୍ୱ ।
କନକ ବ୍ୟୁରୋ: ଓଡ଼ିଶାରେ ୫୧ପ୍ରତିଶତ ଭୋଟ୍ ଟାର୍ଗେଟ ଉପରେ ଫୋକସ୍ କରିବାକୁ ବିଜେପିର ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ନିଷ୍ପତ୍ତି ହୋଇଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅମିତ ଶାହା ବୈଠକ କରିଥିଲେ । ବୈଠକରେ ହୋଇଥିବା ନିଷ୍ପତି ସମ୍ପର୍କରେ ସୂଚନା ଦେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ୨୦୧୯ ଅପେକ୍ଷା ୨୦୨୪ରେ ରେକର୍ଡ ବିଜୟ ପାଇଁ ରଣନୀତି ହୋଇଛି । ଲୋକସଭା ଓ ବିଧାନସଭା ପାଇଁ ଭିନ୍ନ ଭିନ୍ନContinue reading “୫୧ ପ୍ରତିଶତ ଭୋଟ୍ ଟାର୍ଗେଟ୍ ଉପରେ ବିଜେପି ପଦାଧିକାରୀ ବୈଠକରେ ନିଷ୍ପତ୍ତି । ରାଜ୍ୟ ସଭାପତି କହିଲେ ଓଡ଼ିଶାକୁ ଦିଆଯିବ ଅଧିକ ଗୁରୁତ୍ୱ ।”
କଟକ ଜଗତପୁର ପୂର୍ବକଚ୍ଛ ନାବାଳକ ହତ୍ୟାକାଣ୍ଡରେ ଅଭିଯୁକ୍ତକୁ ଗିରଫ କଲା ପୋଲିସ। ଅପ୍ରାକୃତିକ ଯୌନ ସମ୍ପର୍କ ପାଇଁ ହୋଇଥିଲା ହତ୍ୟାକାଣ୍ଡ ।
କନକ ବ୍ୟୁରୋ: କଟକ ଜଗତପୁର ଥାନା ପୂର୍ବକଚ୍ଛ ନାବାଳକକୁ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି । ହତ୍ୟାକାଣ୍ଡର ୯ଦିନ ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ଅପ୍ରାକୃତିକ ଯୌନ ସମ୍ପର୍କକୁ ନେଇ ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି । ଅପ୍ରାକୃତିକ ଯୌନ ସମ୍ପର୍କ ନେଇ ନାବାଳକ ନିଜ ଘରେ କହି ଦେବାରୁ କାଠରେ ପିଟିବା ପରେ ବେକ କାଟି ଦେଇଥିଲା ଅଭିଯୁକ୍ତ ଯୋଗେନ୍ଦ୍ର । ହତ୍ୟା ଘଟଣାରେ ଅଭିଯୁକ୍ତ ବାବୁଲା ଓରଫ ଯୋଗେନ୍ଦ୍ର ପଣ୍ଡାକୁ ଗିରଫ କରିଛିContinue reading “କଟକ ଜଗତପୁର ପୂର୍ବକଚ୍ଛ ନାବାଳକ ହତ୍ୟାକାଣ୍ଡରେ ଅଭିଯୁକ୍ତକୁ ଗିରଫ କଲା ପୋଲିସ। ଅପ୍ରାକୃତିକ ଯୌନ ସମ୍ପର୍କ ପାଇଁ ହୋଇଥିଲା ହତ୍ୟାକାଣ୍ଡ ।”
ପୁଣି ଚିନ୍ତା ବଢ଼ାଇଲା କରୋନାର ନୂଆ ଭାରିଆଣ୍ଟ । ଦେଶରେ ୪ ହଜାର ଟପିଲା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ ୩୭୨ ଆକ୍ରାନ୍ତ ଚିହ୍ନଟ , ଜଣେ ମୃତ ।
କନକ ବ୍ୟୁରୋ: ଚିନ୍ତା ବଢ଼ାଉଛି କୋଭିଡର ନୂଆ ସବ ଭାରିଆଣ୍ଟ ଜେଏନ-ଡଟ୍ୱାନ । ସାରା ଦେଶରେ ସକ୍ରିୟ କୋଭିଡ ସଂକ୍ରମିତଙ୍କ ସଂଖ୍ରା ୪ହଜାର ୫୪ରେ ପହଂଚିଛି । ଗତ ୨୪ଘଂଟାରେ ୬୨୮ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪ହଜାର ପାର କରିଛି । ଏହାସହ କେରଳର ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବଡ଼ କଥା ହେଉଛି ମହାରାଷ୍ଟ୍ରର ଥାଣେରୁ ୫ଜଣଙ୍କ ନମୂନାରେ ନୂଆ ଭାରିଆଣ୍ଟ ଜେଏନ-ଡଟ୍ୱାନ ଚିହ୍ନଟ ହୋଇଛି । ନଭେମ୍ବରContinue reading “ପୁଣି ଚିନ୍ତା ବଢ଼ାଇଲା କରୋନାର ନୂଆ ଭାରିଆଣ୍ଟ । ଦେଶରେ ୪ ହଜାର ଟପିଲା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ ୩୭୨ ଆକ୍ରାନ୍ତ ଚିହ୍ନଟ , ଜଣେ ମୃତ ।”
ଫଳ ବିକାଳିଙ୍କ ନାଁରେ କୋଟି କୋଟି ଟଙ୍କାର ସମ୍ପତ୍ତି କରିଦେଲେ ବୃଦ୍ଧ । କେବଳ ଫ୍ଲାଟର ଦାମ ୩.୮୪ କୋଟିରୁ ଉର୍ଦ୍ଧ୍ୱ ।
କନକ ବ୍ୟୁରୋ: ଜଣେ ୮୮ ବର୍ଷୀୟ ବୃଦ୍ଧ ନିଜ ସବୁ ସମ୍ପତ୍ତି ଜଣେ ଫଳ ବିକାଳି ନାଁରେ କରିଦେଲେ । ଏନେଇ ସମ୍ପର୍କୀୟ ଅଭିଯୋଗ କରିଥିଲେ ବି କୋର୍ଟ କିନ୍ତୁ ବୃଦ୍ଧଙ୍କ ନିଷ୍ପତ୍ତିକୁ ସଠିକ୍ ବୋଲି କହିବା ସହ ଫଳ ବିକାଳିକୁ ସବୁ ସମ୍ପତ୍ତିର ହକଦାର ବୋଲି ନିଷ୍ପତ୍ତି ଶୁଣାଇଲେ । ଏଭଳି ଘଟଣା ଘଟିଛି ଚୀନରେ । ସାଉଥ୍ ଚୀନ୍ ମର୍ଣ୍ଣିଙ୍ଗ ରିପୋର୍ଟ ଅନୁସାରେ, ଫଳ ବିକାଳିର ନାଁ ହେଉଛି ଲିୟୁ । ବୃଦ୍ଧ ହେଉଛନ୍ତିContinue reading “ଫଳ ବିକାଳିଙ୍କ ନାଁରେ କୋଟି କୋଟି ଟଙ୍କାର ସମ୍ପତ୍ତି କରିଦେଲେ ବୃଦ୍ଧ । କେବଳ ଫ୍ଲାଟର ଦାମ ୩.୮୪ କୋଟିରୁ ଉର୍ଦ୍ଧ୍ୱ ।”
ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣାରେ ୫ ଗିରଫ । ଫରେଷ୍ଟ ପାର୍କ ଓ କେଦାରପଲ୍ଲୀ ବସ୍ତିରୁ ବାନ୍ଧିଲା ଏୟାରପୋର୍ଟ ଥାନା ପୋଲିସ ।
କନକ ବ୍ୟୁରୋ: ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣାରେ ୫ଜଣଙ୍କୁ ବାନ୍ଧିଲା ଏୟାରପୋର୍ଟ ଥାନା ପୋଲିସ । ଫରେଷ୍ଟ ପାର୍କ ଓ କେଦାରପଲ୍ଲୀ ବସ୍ତିର ଯୁବକଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଏହି ଏକାଧିକ ଲୋକଙ୍କ ନାଁରେ ପୂର୍ବରୁ ଥାନାରେ ବିଭିନ୍ନ ମାମଲା ରହିଥିବା ବେଳେ ଅନ୍ୟମାନଙ୍କ ଅପରାଧର ତାଲିକା ଖୋଜୁଛି ପୁଲିସ । ଆକ୍ରମଣରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଛି ପୋଲିସ । ରବିବାର ଏୟାରପୋର୍ଟ ଛକରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣContinue reading “ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣାରେ ୫ ଗିରଫ । ଫରେଷ୍ଟ ପାର୍କ ଓ କେଦାରପଲ୍ଲୀ ବସ୍ତିରୁ ବାନ୍ଧିଲା ଏୟାରପୋର୍ଟ ଥାନା ପୋଲିସ ।”
ଘଣ୍ଟା ଘଣ୍ଟା ଧାଡିରେ ଠିଆ ହୋଇ ଧର୍ଯ୍ୟ ହରାଇଲେ ଶ୍ରଦ୍ଧାଳୁ । ବ୍ୟାରିକେଡ୍ ଭାଙ୍ଗି ଶ୍ରୀମନ୍ଦିର ଭିତରକୁ ପ୍ରବେଶ ଉଦ୍ୟମ । ଅଟକାଇପାରିଲାନି ପୋଲିସ ।
କନକ ବ୍ୟୁରୋ: ଘଣ୍ଟା ଘଣ୍ଟା ଧାଡିରେ ଠିଆ ହୋଇ ଧର୍ଯ୍ୟ ହରାଇଲେ ଶ୍ରଦ୍ଧାଳୁ । ବ୍ୟାରିକେଡ୍ ଭାଙ୍ଗି ଶ୍ରୀମନ୍ଦିର ଭିତରକୁ ପ୍ରବେଶ ଉଦ୍ୟମ କରିଛନ୍ତି ଶ୍ରଦ୍ଧାଳୁ । ତେବେ ଅଟକାଇପାରିନାହିଁ ପୋଲିସ । ଗଳାବାଟରେ ଯାତ୍ରୀ ଗୁମାସ୍ତା ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଅଭିଯୋଗ ହୋଇଛି । ବଡ଼ଦିନରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ବଡ଼ଦାଣ୍ଡରେ ହୋଇଛି ପ୍ରବଳ ଭକ୍ତଙ୍କ ସମାଗମ । ହଜାର ହଜାର ସଂଖ୍ୟାରେ ଭକ୍ତ ବଡ଼ଦାଣ୍ଡରେ ଏକାଠି ହୋଇଛନ୍ତି । ଦିନ ବଢିବା ସହ ଭକ୍ତଙ୍କContinue reading “ଘଣ୍ଟା ଘଣ୍ଟା ଧାଡିରେ ଠିଆ ହୋଇ ଧର୍ଯ୍ୟ ହରାଇଲେ ଶ୍ରଦ୍ଧାଳୁ । ବ୍ୟାରିକେଡ୍ ଭାଙ୍ଗି ଶ୍ରୀମନ୍ଦିର ଭିତରକୁ ପ୍ରବେଶ ଉଦ୍ୟମ । ଅଟକାଇପାରିଲାନି ପୋଲିସ ।”
ରାଉରକେଲା ପରେ ବଲାଙ୍ଗୀରରେ ଡାଇରିଆ ଆତଙ୍କ । କଣ୍ଟାବାଞ୍ଝିରେ ଝାଡାବାନ୍ତିରେ ୨ ମୃତ, ୬ଆକ୍ରାନ୍ତ ।
କନକ ବ୍ୟୁରୋ: ରାଉରକେଲାରେ ଏଯାଏଁ ନିୟନ୍ତ୍ରଣକୁ ଆସିନି ଡାଇରିଆ । ଏପଟେ ବଲାଙ୍ଗୀର କଣ୍ଟାବାଞ୍ଝିରେ ଝାଡ଼ାବାନ୍ତି ଚିନ୍ତା ବଢ଼ାଇଲାଣି । ଝାଡ଼ାବାନ୍ତିରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ରୁ ଅଧିକ ଆକ୍ରାନ୍ତ କଣ୍ଟାବାଞ୍ଝିି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କଣ୍ଟାବାଞ୍ଝି ଡାକ୍ତରଖାନାରେ ୨ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ହେଲେ ପୁଡ଼ାପଦାର ଗାାଁ ମୀରା ସାହୁ ଓ ମାଲିବାହାଲ ଗାଁର ସନ୍ତୋଷ ସାହୁ । The post ରାଉରକେଲା ପରେ ବଲାଙ୍ଗୀରରେ ଡାଇରିଆContinue reading “ରାଉରକେଲା ପରେ ବଲାଙ୍ଗୀରରେ ଡାଇରିଆ ଆତଙ୍କ । କଣ୍ଟାବାଞ୍ଝିରେ ଝାଡାବାନ୍ତିରେ ୨ ମୃତ, ୬ଆକ୍ରାନ୍ତ ।”
ପାଖେଇ ଆସୁଛି ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିବସ: ରାମଲାଲାଙ୍କ ମାମୁଁଘରୁ ୩ ହଜାର କ୍ୱିଣ୍ଟାଲ ଚାଉଳ, ଶ୍ୱଶୁର ଘରୁ ଉପହାରର ୧୧ଶହ ଥାଳି ଆସିବ… ଆଉ କେଉଁଠୁ କ’ଣ ଆସିବ?
କନକ ବ୍ୟୁରୋ: ଅଯୋଧ୍ୟାରେ ପୁରୁଷୋତ୍ତମ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ତଥା ପ୍ରାଣ ପ୍ରତିଷ୍ଠାର ଦିନ ଯେତିକି ପାଖେଇ ଆସୁଛି ସମସ୍ତଙ୍କ ମନରେ ଉକ୍ରଣ୍ଠା ସେତିକି ବଢି ବଢି ଚାଲିଛି । ଏଥିପାଇଁ ପ୍ରସ୍ତୁତି ବି ଜୋରସୋରରେ ଚାଲିଛି । ଏହି ଦିନ ପାଇଁ ଅଯୋଧ୍ୟାକୁ ଦେଶ ବିଦେଶରୁ ଉପହାର ପହଞ୍ଚିବା ଉପରେ । ଯେପରିକି ଶ୍ରୀରାମଙ୍କ ମାମୁଁଘର ଛତିଶଗଡରୁ ୩ ହଜାର କ୍ୱିଣ୍ଟାଲ ଚାଉଳ ଆସିବ । ସେହିପରି ଶ୍ରୀରାମଙ୍କ ଶ୍ୱଶୁର ଘର ନେପାଳର ଜନକପୁରୀରୁ ନୂତନContinue reading “ପାଖେଇ ଆସୁଛି ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିବସ: ରାମଲାଲାଙ୍କ ମାମୁଁଘରୁ ୩ ହଜାର କ୍ୱିଣ୍ଟାଲ ଚାଉଳ, ଶ୍ୱଶୁର ଘରୁ ଉପହାରର ୧୧ଶହ ଥାଳି ଆସିବ… ଆଉ କେଉଁଠୁ କ’ଣ ଆସିବ?”