ପୋଲିସ କାବୁରେ ଠକ ଦମ୍ପତ୍ତି । ଶସ୍ତାରେ ନୂଆ ଗାଡି ଦେବା ନାଁରେ ଠକିନେଲେ ୫୦ କୋଟିରୁ ଅଧିକ ଟଙ୍କା । ଠକ ସ୍ୱାମା, ସ୍ତ୍ରୀଙ୍କୁ ବାନ୍ଧିଲା ନୟାପଲ୍ଲୀ ପୋଲିସ ।

କନକ ବ୍ୟୁରୋ: ଲଟେରୀ ଗାଡିକୁ ବିକ୍ରି କଲେ । କୋଟି କୋଟି ଟଙ୍କା ଚଳୁ କଲେ । ଏଭଳି ଏକ ଠକ ଗ୍ୟାଙ୍ଗର ୩ ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସ । ଏମାନେ ୫୦ ପ୍ରତିଶତ ଡିସକାଂଉଟରେ ନୂଆ କାର ଦେବାର ଲୋଭ ଦେଖାଇ ଲୋକଙ୍କଠାରୁ ଅଗ୍ରୀମ ଟଙ୍କା ନେଇ କେଉଁଆଡେ ଫେରାର ହୋଇଯାଇଥିଲେ । ଏହି ୩ ଜଣଙ୍କୁ ଗିରଫ କରାଯାଇଛି । ଏହି ଠକେଇ ରାକେଟର ମାଷ୍ଟରମାଇଣ୍ଡ ଥିଲେ ଶିବରାମ ଗୌଡ, ତାଙ୍କContinue reading “ପୋଲିସ କାବୁରେ ଠକ ଦମ୍ପତ୍ତି । ଶସ୍ତାରେ ନୂଆ ଗାଡି ଦେବା ନାଁରେ ଠକିନେଲେ ୫୦ କୋଟିରୁ ଅଧିକ ଟଙ୍କା । ଠକ ସ୍ୱାମା, ସ୍ତ୍ରୀଙ୍କୁ ବାନ୍ଧିଲା ନୟାପଲ୍ଲୀ ପୋଲିସ ।”

ବର୍ଷାଙ୍କ ଠାରୁ ଛାଡପତ୍ର ପାଇଁ ଅନୁଭବଙ୍କୁ ମିଳିଲା ଅନୁମତି । ଅନୁଭବ କହିଲେ, ବାପା ସୁସ୍ଥ ହେବା ପରେ କରିପାରନ୍ତି ଦ୍ୱିତୀୟ ବିବାହ ।

କନକ ବ୍ୟୁରୋ: ବିବାହ ବିଚ୍ଛେଦକୁ ନେଇ ହାଇକୋର୍ଟଙ୍କ ରାୟ ପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । କନକ ନ୍ୟୁଜକୁ ଫୋନ ଯୋଗେ ପ୍ରତିକ୍ରିୟା ଦେଇଛନ୍ତି, ସେ ଯାହା ଚାହୁଁଥିଲେ ତାହା ହୋଇଛି । ହାଇକୋର୍ଟରୁ ତାଙ୍କୁ ନ୍ୟାୟ ମିଳିଥିବା କହିଛନ୍ତି । କୋର୍ଟଙ୍କ ରାୟ ପରେ ବିବାହ ବିଚ୍ଛେଦର ବାଟ ଫିଟିଯାଇଛି । ବାପାଙ୍କ ଦେହ ଭଲ ହେଲେ ଦ୍ୱିତୀୟ ବିବାହ କରିବେ ବୋଲି ଅନୁଭବ କହିଛନ୍ତି । ବାହାଘରକୁ ମାସେ ପରେContinue reading “ବର୍ଷାଙ୍କ ଠାରୁ ଛାଡପତ୍ର ପାଇଁ ଅନୁଭବଙ୍କୁ ମିଳିଲା ଅନୁମତି । ଅନୁଭବ କହିଲେ, ବାପା ସୁସ୍ଥ ହେବା ପରେ କରିପାରନ୍ତି ଦ୍ୱିତୀୟ ବିବାହ ।”

ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ବିଜେପି ବିଧାୟକ । ମୋଦିଙ୍କୁ ଭଗବତ୍ ଗୀତା ଉପହାର ହେଲେ ସୂର୍ଯ୍ୟବଂଶୀ ସୂରଜ । ।

କନକ ବ୍ୟୁରୋ: ଦିଲ୍ଲୀ ଗସ୍ତରେ ଅଛନ୍ତି ରାଜ୍ୟର ବିଜେପି ବିଧାୟକ । ବିଧାୟକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି । ସାକ୍ଷାତ ବେଳେ ମୋଦିଙ୍କୁ ଗୀତା ଉପହାର ଦେଇଥିଲେ ବିଧାୟକ ସୂର୍ଯ୍ୟବଂଶୀ ସୁରଜ । ବିଭିନ୍ନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସହ ବିଜେପି ବିଧାୟକଙ୍କ ଆଲୋଚନା ହୋଇଛି । ଆଗାମୀ ନିର୍ବାଚନରେ ଦଳ କିପରି ଭଲ ପ୍ରଦର୍ଶନ କରିବ ସେନେଇ ପ୍ରଧାନମନ୍ତ୍ରୀ ବିଧାୟକଙ୍କୁ ଗୁରୁମନ୍ତ୍ର ଦେଇଥିବା ଜଣାପଡ଼ିଛି । ସେହିପରି ବିଧାୟକମାନେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପିContinue reading “ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ବିଜେପି ବିଧାୟକ । ମୋଦିଙ୍କୁ ଭଗବତ୍ ଗୀତା ଉପହାର ହେଲେ ସୂର୍ଯ୍ୟବଂଶୀ ସୂରଜ । ।”

ଶିଶୁଙ୍କ ପାଇଁ ଘାତକ କଫ୍ ସିରପ୍ । ସତର୍କ କରାଇଲା ଡିସିଜିଆଇ ।

କନକ ବ୍ୟୁରୋ: ଶିଶୁଙ୍କ ପାଇଁ ଘାତକ କଫ୍ ସିରପ୍ । ଭାରତର ଡ୍ରଗ୍ କଂଟ୍ରୋଲର ଜେନେରାଲ ବା ଡିସିଜିଆଇ କ୍ଲୋରୋଫିନିରାମାଇନ୍ ମିଲେଟ୍, ଫିନାଇଲଫ୍ରାଇନ୍ କଫ୍ ସିରପ୍ ୪ ବର୍ଷରୁ କମ୍ ବୟସର ଶିଶୁଙ୍କ ବିପଜ୍ଜନକ ବୋଲି କହିଛି । ଏହି ବୟସର ଶିଶୁ ଏପରି କଫ୍ ସିରପ୍ ନନେବା ପାଇଁ ଚେତାଇଛି ଡିସିଜିଆଇ । କ୍ଲୋରୋଫିନିରାମାଇନ୍ ମିଲେଟ୍ ଆଇପି ୨ ଏମ୍ଜି ଓ ଫିନାଇଲଫ୍ରାଇନ୍ ଏଚ୍ସିଏଲ୍ ୫ ଏମ୍ଜି କମ୍ବିନେସନ୍ର ସିରପକୁ ମୁଖ୍ୟତଃ ଥଣ୍ଡା କାଶ ଏବଂContinue reading “ଶିଶୁଙ୍କ ପାଇଁ ଘାତକ କଫ୍ ସିରପ୍ । ସତର୍କ କରାଇଲା ଡିସିଜିଆଇ ।”

ଥମୁନି ଡାଇରିଆ ମୃତ୍ୟୁ ସଂଖ୍ୟା । ରାଉରକେଲାରେ ଝାଡାବାନ୍ତି ନେଇ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା । ପ୍ରକୃତ କାରଣ ଖୋଜୁଛି ସ୍ୱତନ୍ତ୍ର ବିଶେଷଜ୍ଞ ଟିମ୍ ।

କନକ ବ୍ୟୁରୋ: ସ୍ମାର୍ଟସିଟି ରାଉରକେଲାରେ ଆତଙ୍କ ସୃଷ୍ଟି କରିଛି କଲେରା । ଶହ ଶହ ଲୋକ କଲେରାରେ ଆକ୍ରାନ୍ତ ହୋଇ ସଂକ୍ରମିତଙ୍କ ଜୀବନ ଯିବା ପରେ ସହରବାସୀଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି । ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚିଛି । ପ୍ରଶାସନର ବିଭିନ୍ନ ପ୍ରକାର ପଦକ୍ଷେପ ସତ୍ତେ୍ୱ୍ୱ ବି ଏହା ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିପାରି ନାହିଁ । ରାଉରକେଲା ଝାଡାବାନ୍ତିକୁ ନେଇ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ଭିସି ମାଧ୍ୟମରେ ସମୀକ୍ଷା ବୈଠକ ହୋଇଛି ।Continue reading “ଥମୁନି ଡାଇରିଆ ମୃତ୍ୟୁ ସଂଖ୍ୟା । ରାଉରକେଲାରେ ଝାଡାବାନ୍ତି ନେଇ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା । ପ୍ରକୃତ କାରଣ ଖୋଜୁଛି ସ୍ୱତନ୍ତ୍ର ବିଶେଷଜ୍ଞ ଟିମ୍ ।”

ନକ୍ସଲ ଉଡାଇଲେ ରେଳ ଧାରଣା । ସୀମାନ୍ତ ଝାଡଖଣ୍ଡରେ ନକ୍ସଲଙ୍କ ଦୌରାତ୍ମ୍ୟ । ରାଉରକେଲାରେ ଅଟକି ରହିଛି ଅନେକ ଟ୍ରେନ୍ ।

କନକ ବ୍ୟୁରୋ: କିଛି ଦିନ ବ୍ୟବଧାନରେ ପୁଣି ଦୌରାତ୍ମ୍ୟ ଦେଖାଇଛନ୍ତି ନକ୍ସଲ । ସୀମାନ୍ତ ଝାଡଖଣ୍ଡରେ ରେଳ ଧାରଣାରେ ଉଡାଇଦେବାରୁ ରାଉରକେଲାରେ ଅଟକି ରହିଛି ଏକାଧିକ ଟ୍ରେନ୍ । ମନୋହରପୁର ବିରୱାରେ ବିସ୍ଫୋରଣ କରି ରେଳ ଧାରଣା ଉଡାଇଛନ୍ତି ନକ୍ସଲ । ଆଜି ମାଓବାଦୀ ବନ୍ଦ ଡାକରା ଦେବା ସହ ନିଜର ଆଧିପତ୍ୟ ଜାହିର କରିବାକୁ ଏଭଳି କାଣ୍ଡ କରିଥିବା କୁହାଯାଉଛି । The post ନକ୍ସଲ ଉଡାଇଲେ ରେଳ ଧାରଣା । ସୀମାନ୍ତ ଝାଡଖଣ୍ଡରେ ନକ୍ସଲଙ୍କContinue reading “ନକ୍ସଲ ଉଡାଇଲେ ରେଳ ଧାରଣା । ସୀମାନ୍ତ ଝାଡଖଣ୍ଡରେ ନକ୍ସଲଙ୍କ ଦୌରାତ୍ମ୍ୟ । ରାଉରକେଲାରେ ଅଟକି ରହିଛି ଅନେକ ଟ୍ରେନ୍ ।”

ଶୀତରେ ଥରୁଛି ସାରା ଓଡ଼ିଶା । ଶିମିଳିପାଳରେ ତାପମାତ୍ରା ଶୂନ ଡିଗ୍ରୀ । ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ।

କନକ ବ୍ୟୁରୋ: ହାଡ଼ ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା । ଭୀଷଣ ଜାଡ ସହ ଥଣ୍ଡା ପବନ ଲୋକଙ୍କୁ କଲବଲ କରୁଛି । ଯେମିତି କାଶ୍ମୀର ପାଲଟି ଯାଇଛି ଆଭ୍ୟନ୍ତରୀଣ ଶିମିଳିପାଳ । ଏଠାରେ ସର୍ବନିମ୍ନ ତାପମାତ୍ରା ଶୂନ ଡିଗ୍ରୀକୁ ଖସି ଆସିଛି । କେତେକ ସ୍ଥାନରେ ବରଫପାତ ହୋଇଥିବା ନଜରକୁ ଆସିଛି । ଏନେଇ ଶିମିଳିପାଳ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ପାଣିପାଗ ବିଭାଗର ସୂଚନା ଅନୁସାରେ କନ୍ଧମାଳ ଜି.Continue reading “ଶୀତରେ ଥରୁଛି ସାରା ଓଡ଼ିଶା । ଶିମିଳିପାଳରେ ତାପମାତ୍ରା ଶୂନ ଡିଗ୍ରୀ । ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ।”

ରିଲିଜ୍ ହେଲା କିଙ୍ଗଖାନଙ୍କ ବହୁ ପ୍ରତିକ୍ଷୀତ ‘ଡଙ୍କି’ ଫିଲ୍ମ: ଫିଲ୍ମ ଦେଖିବାକୁ ସିନେମା ହଲରେ ପ୍ରବଳ ଭିଡ଼

କନକ ବ୍ୟୁରୋ: ସରିଲା ଅପେକ୍ଷା, ପରଦାକୁ ଆସିଲା କିଙ୍ଗ ଖାନ୍ ଶାହାରୁଖଙ୍କ ବହୁ ପ୍ରତୀକ୍ଷିତ ସିନେମା ‘ଡଙ୍କି’ । ଚଳିତବର୍ଷ ଆରମ୍ଭରୁ ପଠାନ, ସେପ୍ଟେମ୍ବରରେ ଜୱାନ ପରେ ଏବେ ବକ୍ସ ଅଫିସରେ ବାଜି ମାରିବାକୁ ମୁକ୍ତିଲାଭ ହୋଇଛି କିଙ୍ଗଖାନଙ୍କ ବର୍ଷ ଶେଷର ସିନେମା ଡଙ୍କି । ଦୀର୍ଘ ୩ ମାସର ବ୍ୟବଧାନ ପରେ ଜବରଦସ୍ତ ଓପନିଂ ସହ ପରଦାକୁ ଫେରିଛନ୍ତି କିଙ୍ଗଖାନ୍ ଶାହାରୁଖ । ପ୍ରଥମ ଦିନରେ ମୁମ୍ବାଇ, ଦିଲ୍ଲୀ, ଭୁବନେଶ୍ୱର ସମେତ ଦେଶର ବିଭିନ୍ନ ସହରରେContinue reading “ରିଲିଜ୍ ହେଲା କିଙ୍ଗଖାନଙ୍କ ବହୁ ପ୍ରତିକ୍ଷୀତ ‘ଡଙ୍କି’ ଫିଲ୍ମ: ଫିଲ୍ମ ଦେଖିବାକୁ ସିନେମା ହଲରେ ପ୍ରବଳ ଭିଡ଼”

ଇଡି ସମନ୍ ସତ୍ୱେ ହାଜର ହେଲେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ: କହିଲେ, ରାଜନୈତିକ ଉଦ୍ଦେଶ୍ୟ ରଖି ପଠାଇଥିବା ସମନକୁ ଫେରାଇ ନେଉ ପ୍ରବର୍ତନ ନିର୍ଦ୍ଦେଶାଳୟ

କନକ ବ୍ୟୁରୋ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡିର ସମନ ଉପରେ ପ୍ରତିକ୍ରିୟା ରଖିଛନ୍ତିି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ । ପୂର୍ବଭଳି ଏଥର ମଧ୍ୟ ଇଡିର ସମନଙ୍କୁ ବେଆଇନ ବୋଲି କହିଛନ୍ତି ଅରବିନ୍ଦ କେଜରିୀୱାଲ । କେଜରୀୱାଲ କହିଛନ୍ତି, ରାଜନୈତିକ ଉଦେଶ୍ୟ ରଖି ପଠାଇଥିବା ସମନ ଇଡି ଫେରାଇନେବା ଉଚିତ । ସେ ତାଙ୍କ ଜୀବନ ସଚ୍ଚୋଟତା ଏବଂ ସ୍ୱଚ୍ଛତାର ସହ ବିତାଉଛନ୍ତି । ସେ କିଛି ଲଚୁାଇନାହାଁନ୍ତି । ଗତ ୧୮ ତାରିଖରେContinue reading “ଇଡି ସମନ୍ ସତ୍ୱେ ହାଜର ହେଲେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ: କହିଲେ, ରାଜନୈତିକ ଉଦ୍ଦେଶ୍ୟ ରଖି ପଠାଇଥିବା ସମନକୁ ଫେରାଇ ନେଉ ପ୍ରବର୍ତନ ନିର୍ଦ୍ଦେଶାଳୟ”

ବିବାଦ ସତ୍ୱେ ପୁଣି ବ୍ରିଜଭୂଷଣଙ୍କ ସହଯୋଗୀ ହେଲେ ଭାରତୀୟ କୁସ୍ତି ମହାସଂଘର ସଭାପତି: ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଅନିତା ସିଂଙ୍କୁ ୩୩ ଖଣ୍ଡ ଭୋଟରେ ହରାଇଲେ ସଂଜୟ ସିଂ

କନକ ବ୍ୟୁରୋ: ବିବାଦ ସତ୍ୱେ ପୂର୍ବତନ ଭାରତୀୟ କୁସ୍ତି ମହାସଂଘ ସଭାପତି ବ୍ରିଜ ଭୁଷଣଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂ ଭାରତୀୟ କୁସ୍ତି ମହାସଂଘ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସଞ୍ଜୟ ସିଂ ପୂର୍ବରୁ ଉତରପ୍ରଦେଶର କୁସ୍ତି ସଂଘର ଉପସଭାପତି ଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଅନିତା ସୋରେନଙ୍କୁ ୩୩ ଖଣ୍ଡ ଭୋଟରେ ହରାଇଛନ୍ତି । ସଞ୍ଜୟ ୪୦ ଭୋଟ ପାଇଥିବା ବେଳେ ଅନିତା ୭ ଟି ଭୋଟ ପାଇଥିଲେ । ଏହାଦ୍ୱାରାContinue reading “ବିବାଦ ସତ୍ୱେ ପୁଣି ବ୍ରିଜଭୂଷଣଙ୍କ ସହଯୋଗୀ ହେଲେ ଭାରତୀୟ କୁସ୍ତି ମହାସଂଘର ସଭାପତି: ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଅନିତା ସିଂଙ୍କୁ ୩୩ ଖଣ୍ଡ ଭୋଟରେ ହରାଇଲେ ସଂଜୟ ସିଂ”

Design a site like this with WordPress.com
Get started