ରାଜ୍ୟ ଆଇପିଏସ ସ୍ତରରେ ଅଦଳବଦଳ: ବି. ରାଧିକାଙ୍କୁ ମିଳିଲା ନୂଆ ଦାୟିତ୍ୱ

କନକ ବ୍ୟୁରୋ: ରାଜ୍ୟ ଆଇପିଏସ ସ୍ତରରେ ଛୋଟ ଧରଣର ଅଦଳବଦଳ । ଆଇପିଏସ ବି. ରାଧିକାଙ୍କୁ ମିଳିଲା ନୂଆ ଦାୟିତ୍ୱ । କେନ୍ଦ୍ର ଡେପୁଟେସନରୁ ଫେରିବା ପରେ ନୂଆ ଦାୟିତ୍ୱ ମିଳିଛି । ବି. ରାଧିକା ହେଲେ ପୋଲିସ ରିକ୍ରୁଟମେଣ୍ଟ ବୋର୍ଡର ଅଧ୍ୟକ୍ଷ । ଏସଏଫଏସଆଇର ନିର୍ଦ୍ଦେଶ ଭାବେ ମଧ୍ୟ ମିଳିଲା ଅତିରିକ୍ତ ଦାୟିତ୍ୱ । ସେହିପରି ଆଇପିଏସ ଆଶିଷ ସିଂଙ୍କୁ ସିଇଓ ଓପିଏଚଡବ୍ଲୁସି ଭାବେ ଦାୟିତ୍ୱ ମିଳିଛି । ଏସ ସାଇନିଙ୍କୁ ସିଏଡବ୍ଲୁ ଆଣ୍ଡ ସିଡବ୍ଲୁରContinue reading “ରାଜ୍ୟ ଆଇପିଏସ ସ୍ତରରେ ଅଦଳବଦଳ: ବି. ରାଧିକାଙ୍କୁ ମିଳିଲା ନୂଆ ଦାୟିତ୍ୱ”

ଗୋଟିଏ ମଞ୍ଚରେ ଦୁଇଟି ଦୁଇଟି ପୁଟିନ୍: ମସ୍କୋରେ ଆୟୋଜିତ ବାର୍ଷିକ ସମ୍ବାଦ ସମ୍ମିଳନୀରେ ପୁଟିନଙ୍କ ସହ ନଜର ଆସିଲା ଏଆଇ ଛବି

କନକ ବ୍ୟୁରୋ: ପୁଟିନଙ୍କ ଏଆଇ ଛବିକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା । ଗୋଟିଏ ମଂଚରେ ନଜର ଆସିଲେ ରାଷ୍ଟ୍ରପତି ପୁଟିନ୍ ଓ ତାଙ୍କ ଏଆଇ ଛବି । ନିଜ ଏଆଇ ପ୍ରତିଛବିକୁ ଦେଖି ଚମକି ପଡିଲେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଗୁରୁବାର ମସ୍କୋରେ ଏକ ବାର୍ଷିକ ସମ୍ବାଦ ସମ୍ମିଳନୀରେ କୁତ୍ରିମ ବୁଦ୍ଧିମତାଙ୍କୁ ନେଇ ରାଷ୍ଟ୍ରପତି ପୁଟିନ୍ଙ୍କୁ ପ୍ରଶ୍ନ କରାଯାଇଥିଲା । ତେବେ ପ୍ରଶ୍ନ ପଚାରିଥିବା ବ୍ୟକ୍ତି ଆଉ କେହି ନୁହେଁ ବରଂ ତାଙ୍କରContinue reading “ଗୋଟିଏ ମଞ୍ଚରେ ଦୁଇଟି ଦୁଇଟି ପୁଟିନ୍: ମସ୍କୋରେ ଆୟୋଜିତ ବାର୍ଷିକ ସମ୍ବାଦ ସମ୍ମିଳନୀରେ ପୁଟିନଙ୍କ ସହ ନଜର ଆସିଲା ଏଆଇ ଛବି”

ଢେଙ୍କାନାଳରେ ଆୟକର ବିଭାଗର ଚଢାଉ: ମାଛିଆ ଗାଁ ସ୍ଥିତ ଶକ୍ତି ମଲ୍ଟିଏୟାର ଆଣ୍ଡ ଲିମୋନେଡ୍ କମ୍ପାନୀରେ ରେଡ୍ କରୁଛନ୍ତି ଆଇଟି ବିଭାଗର ୨ଟି ଟିମ୍

କନକ ବ୍ୟୁରୋ: ଢେଙ୍କାନାଳ, ତୁମୁସିଙ୍ଗା ଥାନା ମାଛିଆ ଗାଁ ସ୍ଥିତ ଶକ୍ତି ମଲ୍ଟିଏୟାର ଆଣ୍ଡ ଲିମୋନେଡ୍ କମ୍ପାନୀରେ ଆୟକର ବିଭାଗର ଚଢାଉ । ଆଇଟି ବିଭାଗର ୨ଟି ଟିମ୍ ରେଡ୍ରେ ହୋଇଛନ୍ତି ସାମିଲ୍ । ଏହି କମ୍ପାନୀ ୨୦୧୨ ମସିହାରୁ ଆଲକହଲ ଓ ନନ୍ଆଲକହଲ ପାନୀୟ ପ୍ରସ୍ତୁତ କରି ଆସୁଛି । ବିନା ସରକାରୀ ମଂଜୁରୀରେ ମଦ ପ୍ରସ୍ତୁତ କରୁଥିବା ନେଇ ଆୟକର ବିଭାଗର ଚଢାଉ । କମ୍ପାନୀକୁ ସରକାରୀ ସ୍ତରରେ ମୁଖ୍ୟତଃ ଚାରୋଟି କାର୍ଯ୍ୟ ପାଇଁContinue reading “ଢେଙ୍କାନାଳରେ ଆୟକର ବିଭାଗର ଚଢାଉ: ମାଛିଆ ଗାଁ ସ୍ଥିତ ଶକ୍ତି ମଲ୍ଟିଏୟାର ଆଣ୍ଡ ଲିମୋନେଡ୍ କମ୍ପାନୀରେ ରେଡ୍ କରୁଛନ୍ତି ଆଇଟି ବିଭାଗର ୨ଟି ଟିମ୍”

ଜେଲରୁ ମୁକୁଳିବା ପରେ ଅର୍ଚ୍ଚନା ନାଗଙ୍କ ଦୃଢୋକ୍ତି: କହିଲେ ପଛରୁ ଆକ୍ରମଣ କରନି, ସାହସ ଅଛି ତ ସାମ୍ନାକୁ ଆସ

କନକ ବ୍ୟୁରୋ: ଜେଲରୁ ମୁକୁଳିଥିବା ପରେ ଅର୍ଚ୍ଚନା ନାଗଙ୍କ ଦିଆଯାଉଛି ହତ୍ୟା ଧମକ । ହେଲେ ଧମକରେ ଡରିବାର ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଅର୍ଚ୍ଚନା ନାଗ । ସାମ୍ବାଦିକଙ୍କ ପ୍ରଶ୍ନର ଉତର ରଖି କହିଛନ୍ତି ମୁଁ କାହାକୁ ଡରେନି । ବ୍ୟାକ୍ ଷ୍ଟାବିଙ୍ଗ୍ କରନ୍ତୁ ନାହିଁ । ସାହସ ଅଛି ଯଦି ସାମ୍ନାକୁ ଆସି ଆକ୍ରମଣ କରନ୍ତୁ । କୋର୍ଟଙ୍କ ଉପରେ ଭରସା ରହିଛି । ଖୁବଶୀଘ୍ର ସମସ୍ତଙ୍କ ନା ସାମ୍ନାକୁ ଆଣିବେ ବୋଲିContinue reading “ଜେଲରୁ ମୁକୁଳିବା ପରେ ଅର୍ଚ୍ଚନା ନାଗଙ୍କ ଦୃଢୋକ୍ତି: କହିଲେ ପଛରୁ ଆକ୍ରମଣ କରନି, ସାହସ ଅଛି ତ ସାମ୍ନାକୁ ଆସ”

ଖାଲିସ୍ତାନୀ ଗୁରୁପତୱନ୍ତ ସିଂ ପନୁ ହତ୍ୟା ଷଡଯନ୍ତ୍ରରେ ବଡ ଅପଡେଟ : ନିଖିଲ ଗୁପ୍ତା ଗଲେ ସୁପ୍ରିମକୋର୍ଟ, କହିଲେ-ମୋ ଜୀବନ ପ୍ରତି ବିପଦ ଅଛି

ଶିଖ ବିଚ୍ଛିନ୍ନତାବାଦୀ ନେତା ଓ ଖାଲିସ୍ତାନୀ ଗୁରୁପତୱନ୍ତ ସିଂ ପନୁ ହତ୍ୟା ଷଡଯନ୍ତ୍ରରେ ଚେକ ଗଣତନ୍ତ୍ରରେ ଗିରଫ ହୋଇଥିବା ଏବଂ ଆମେରିକାକୁ ପ୍ରତ୍ୟର୍ପଣ କରାଯାଇଥିବା ଅଭିଯୁକ୍ତ ଭାରତୀୟ ନିଖିଲ ଗୁପ୍ତାଙ୍କ ପରିବାର ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି । ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନରେ ଦର୍ଶାଯାଇଛି ଯେ ନିଖିଲ ଗୁପ୍ତାଙ୍କୁ ଚେକ୍ ରିପବ୍ଲିକରେ ବେଆଇନ ଭାବେ ଅଟକ ରଖାଯାଇଥିଲା । ଖାଲିସ୍ତାନୀ ଆତଙ୍କବାଦୀ ହତ୍ୟା ପାଇଁ ଷଡଯନ୍ତ୍ର କରି ଗିରଫ ହୋଇଥିବା ଭାରତୀୟ ନାଗରିକ ନିଖିଲContinue reading “ଖାଲିସ୍ତାନୀ ଗୁରୁପତୱନ୍ତ ସିଂ ପନୁ ହତ୍ୟା ଷଡଯନ୍ତ୍ରରେ ବଡ ଅପଡେଟ : ନିଖିଲ ଗୁପ୍ତା ଗଲେ ସୁପ୍ରିମକୋର୍ଟ, କହିଲେ-ମୋ ଜୀବନ ପ୍ରତି ବିପଦ ଅଛି”

ଛଗନ ଭୂଜବଳଙ୍କ ଉପରେ ଥିବା ସମସ୍ତ ମାମଲା ପ୍ରତ୍ୟାହାର କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କହିଲା, ହଜି ଯାଇଛି ସମସ୍ତ ଫାଇଲ

କନକ ବ୍ୟୁରୋ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତରଫରୁ ଏନସିପି (ଅଜିତ ପାୱାର ଗୋଷ୍ଠୀ) ନେତା ଛଗନ ଭୂଜବଳ ଓ ତାଙ୍କ ଭଣଜା ସମୀର ଭୂଜବଳଙ୍କ ବିରୋଧରେ ଥିବା ସମସ୍ତ ମାମଲା ପ୍ରତ୍ୟାହାର କରିନେଇଛି । ଏହି ଆବେଦନରେ ଇଡି ତରଫରୁ ୨୦୧୮ ମସିହାରେ ଛଗନ ଭୂଜବଳଙ୍କ ଦ୍ୱାରା ଦିଆଯାଇଥିବା ଏକ ନିର୍ଦ୍ଦେଶକୁ ରଦ୍ଦ କରିବାକୁ ଦାବି କରିଥିଲା । ହେଲେ ଏବେ ଏହି ମାମଲା ଏବେ ଆଶ୍ଚର୍ଯ୍ୟଜନକ ଭାବେ ଇଡି ପ୍ରତ୍ୟାହାର କରିନେଇଛି । ହେଲେ ଛଗନContinue reading “ଛଗନ ଭୂଜବଳଙ୍କ ଉପରେ ଥିବା ସମସ୍ତ ମାମଲା ପ୍ରତ୍ୟାହାର କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କହିଲା, ହଜି ଯାଇଛି ସମସ୍ତ ଫାଇଲ”

ଗଞ୍ଜେଇ ବେପାରରେ ଯୁବତୀଙ୍କ ସମ୍ପୃକ୍ତି: କନ୍ଧମାଳରୁ ଡାଲା ଅଟୋରେ ଭୁବନେଶ୍ୱର ଆସୁଥିଲା ଗଞ୍ଜେଇ

କନକ ବ୍ୟୁରୋ: ଗଞ୍ଜେଇ ବେପାରରେ ଯୁବତୀଙ୍କ ସମ୍ପୃକ୍ତି । କନ୍ଧମାଳର ଜଣେ ଯୁବତୀଙ୍କୁ ଗିରଫ କଲା ଭରତପୁର ପୋଲିସ । କନ୍ଧମାଳରୁ ଡାଲା ଅଟୋରେ ଗଞ୍ଜେଇ ଆଣି ଭୁବନେଶ୍ୱରରେ ବିକ୍ରି କରିବାର ଯୋଜନା ପ୍ରସ୍ତୁତ ହୋଇଥିଲା । ମାତ୍ର ଭୁବନେଶ୍ୱର ଆସିବା ବାଟରେ ମାଡିବସିଲା ଭରତପୁର ଥାନା ପୋଲିସ । ଗିରଫ ଯୁବତୀ ଚୁମକି ଲତା ମଳିକ । ଚୁମକିଙ୍କ ସହ ଅଟୋ ଡ୍ରାଇଭର ସୋନୁ ଦିଗଲକୁ ମଧ୍ୟ ଗିରଫ କରାଯାଇଛି । ସୋନୁ ଦିଗଲ ନୟାପଲ୍ଲିContinue reading “ଗଞ୍ଜେଇ ବେପାରରେ ଯୁବତୀଙ୍କ ସମ୍ପୃକ୍ତି: କନ୍ଧମାଳରୁ ଡାଲା ଅଟୋରେ ଭୁବନେଶ୍ୱର ଆସୁଥିଲା ଗଞ୍ଜେଇ”

ବିଜେଡି କାର୍ଯ୍ୟକାରିଣୀରେ ଉଠିଲା କେନ୍ଦ୍ର ଅବହେଳା ପ୍ରସଙ୍ଗ । ମହାନଦୀ ଓ ପୋଲାଭରମ ଭଳି ରାଜ୍ୟର ସ୍ୱାର୍ଥ ପ୍ରସଙ୍ଗରେ ଲଢେଇ ଜାରି ରଖିବାକୁ ଆହ୍ୱାନ

କନକ ବ୍ୟୁରୋ : ନିର୍ବାଚନ ପାଖେଇ ଆସୁଥିବା ବେଳେ ପୁଣି ବିଜେଡି ଦୋହରାଇଲା କେନ୍ଦ୍ର ଅବହେଳା ପ୍ରସଙ୍ଗ । ସଂଘୀୟ ବ୍ୟବସ୍ଥାରେ ଓଡିଶା ଯେପରି ତାର ନ୍ୟାଯ୍ୟ ଦାବି ଯଥା ସ୍ୱତନ୍ତ୍ର ରାଜ୍ୟପାହ୍ୟା ଏପରିକି ସ୍ପେଶାଲ ଫୋକସ ଷ୍ଟେଟ ମାନ୍ୟତା ଦାବି ହାସଲ କରିବ ସେଥିପାଇଁ ଉଦ୍ୟମ ଜାରି ରହିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଏହା ସହିତ ମହାନଦୀ ଓ ପୋଲାଭରମ ପ୍ରସଙ୍ଗରେ କେନ୍ଦ୍ରର ନୀରବତା ନେଇ ବୈଠକରେ ଦୁଃଖ ପ୍ରକାଶ କରାଯାଇଥିଲା ।Continue reading “ବିଜେଡି କାର୍ଯ୍ୟକାରିଣୀରେ ଉଠିଲା କେନ୍ଦ୍ର ଅବହେଳା ପ୍ରସଙ୍ଗ । ମହାନଦୀ ଓ ପୋଲାଭରମ ଭଳି ରାଜ୍ୟର ସ୍ୱାର୍ଥ ପ୍ରସଙ୍ଗରେ ଲଢେଇ ଜାରି ରଖିବାକୁ ଆହ୍ୱାନ”

ଚୀନ୍ ଏବଂ ରୁଷିଆକୁ ଝଟକା ଦେବା ପାଇଁ ଚାଲିଛି ପ୍ରସ୍ତୁତି… ଏହି ତିନୋଟି ଦେଶ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଯୁଦ୍ଧ ବିମାନ ତିଆରି କରୁଛନ୍ତି, ଜାଣନ୍ତୁ କଣ ରହିଛି ବୈଶିଷ୍ଟ୍ୟ

ବ୍ରିଟେନ, ଇଟାଲୀ ଏବଂ ଜାପାନ ମିଳିତ ଭାବେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଯୁଦ୍ଧ ବିମାନ ତିଆରି କରିବାକୁ ଯାଉଛନ୍ତି । ଏହା ମାଧ୍ୟମରେ ଶତ୍ରୁ ଦେଶ ଉପରେ ନଜର ରଖିହେବ । ଏହି ଯୁଦ୍ଧ ବିମାନର ନାମ ଟେମ୍ପେଷ୍ଟ ରହିଛି । ୨୦୨୫  ସୁଦ୍ଧା ଏହାର ନିର୍ମାଣ କାମ ସରି ଉଡିବାକୁ ସକ୍ଷମ ହେବ ବୋଲି କୁହାଯାଉଛି । ଏହ  ଶତ୍ରୁ ଦେଶମାନଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ଭାବରେ ଠିଆ ହେବାକୁ ଯାଉଛି । ଜାଣନ୍ତୁContinue reading “ଚୀନ୍ ଏବଂ ରୁଷିଆକୁ ଝଟକା ଦେବା ପାଇଁ ଚାଲିଛି ପ୍ରସ୍ତୁତି… ଏହି ତିନୋଟି ଦେଶ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଯୁଦ୍ଧ ବିମାନ ତିଆରି କରୁଛନ୍ତି, ଜାଣନ୍ତୁ କଣ ରହିଛି ବୈଶିଷ୍ଟ୍ୟ”

କେନ୍ଦ୍ର ପରେ ରାଜ୍ୟ ସରରକାର ବୃଦ୍ଧିକଲେ ଖାଦ୍ୟ ସୁରକ୍ଷା ଯୋଜନାର ଅବଧି । ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଜାରି ରହିବ ମାଗଣା ରାସନ

କନକ ବ୍ୟୁରୋ : କେନ୍ଦ୍ର ସରକାର ଖାଦ୍ୟ ସୁରକ୍ଷା ଯୋଜନାର ଅବଧି ୫ ବର୍ଷ ବୃଦ୍ଧି କରିଥିବା ବେଳେ ରାଜ୍ୟ ସରକାର ଆଜି ଏହି ଅବଧିକୁ ମଧ୍ୟ ୫ ବର୍ଷ ପାଇଁ ବୃଦ୍ଧି କରିଛନ୍ତି । ରାଜ୍ୟ ସରକାରଙ୍କ ସୂଚନା ମୁତାବକ ୨୦୨୪ ଜାନୁଆରୀ ପହିଲାରୁ ୨୦୨୮ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଲୋକଙ୍କୁ ମାଗଣାରେ ପୂର୍ବଭଳି ରାସନ ପ୍ରଦାନ କରାଯିବ । ଏଥିରେ ରାଜ୍ୟର ୧୦ ଲକ୍ଷ ହିତାଧିକାରୀ ମାସକୁ ମାଗଣାରେ ୫ କେ.ଜି ଲେଖାଏଁContinue reading “କେନ୍ଦ୍ର ପରେ ରାଜ୍ୟ ସରରକାର ବୃଦ୍ଧିକଲେ ଖାଦ୍ୟ ସୁରକ୍ଷା ଯୋଜନାର ଅବଧି । ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଜାରି ରହିବ ମାଗଣା ରାସନ”

Design a site like this with WordPress.com
Get started