କନକ ବ୍ୟୁରୋ: ଜମ୍ମୁ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରିବାକୁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତିକୁ ବୈଧ କହିଲେ ସୁପ୍ରିମକୋର୍ଟ । ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ବିଚାର କରିବା କ୍ରମରେ ମୁଖ୍ୟ ବିଚାରପତି କହିଲେ ଯେ, ଜମ୍ମୁ କାଶ୍ମୀରରେ ୩୭୦ ଧାର ଲାଗୁ କରିବା ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା । କିନ୍ତୁ ଭାରତରେ ମିଶ୍ରଣ ପରେ ଆଉ ଏହି ସ୍ୱତନ୍ତ୍ର ମାନ୍ୟତା ବଜାୟ ରହିପାରିବ ନାହିଁ । କାରଣ ଭାରତରେ ମିଶ୍ରଣ ହେବା ସହ ଜମ୍ମୁ-କାଶ୍ମରରContinue reading “ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ । ଜମ୍ମୁ-କାଶ୍ମୀରରୁ ‘୩୭୦ ଧାରା’ ଉଚ୍ଛେଦକୁ ବୈଧ କହିଲେ ମୁଖ୍ୟ ବିଚାରପତି । “
Category Archives: News
ଜବତ କଳା ଟଙ୍କା ବିରୋଧରେ ବିଜେପିର ଆନ୍ଦୋଳନ । ସଂସଦ ଭବନ ସାମ୍ନାରେ ସାଂସଦଙ୍କ ସହ ପ୍ରତିବାଦରେ ସାମିଲ ହେଲେ ବିଜେପି ସଭାପତି ଜେ.ପି ନଡ୍ଡା ।
କନକ ବ୍ୟୁରୋ : କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ଲିଙ୍କରୁ ୪୦୦ କୋଟିରୁ ଅଧିକ ଟଙ୍କା ଜବତ ହେବା ଘଟଣାରେ ସପ୍ରତିବାଦ କରିଛି ବିଜେପି । ସଂସଦ ଭବନ ସମ୍ମୁଖରେ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି । ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବିଜେପି ସାଂସଦମାନେ ଗାନ୍ଧୀମୂର୍ତି ତଳେ ଆନ୍ଦୋଳନ କରିଛନ୍ତି । ଦୁର୍ନୀତି, ଭ୍ରଷ୍ଟାଚାର ପାଇଁ କଂଗ୍ରେସକୁ ଲୋକେ ଜାଣିଛନ୍ତି । ଯାହାର ପ୍ରମାଣ ଏବେ ମଧ୍ୟ ଦେଖିବାକୁ ମିଳୁଛି । ଗରିବContinue reading “ଜବତ କଳା ଟଙ୍କା ବିରୋଧରେ ବିଜେପିର ଆନ୍ଦୋଳନ । ସଂସଦ ଭବନ ସାମ୍ନାରେ ସାଂସଦଙ୍କ ସହ ପ୍ରତିବାଦରେ ସାମିଲ ହେଲେ ବିଜେପି ସଭାପତି ଜେ.ପି ନଡ୍ଡା ।”
ଗଛରେ ପିଟିହେଲା ବରଯାତ୍ରୀ ଗାଡି, ଦୁଇ ମୃତ ଜଣେ ଗୁରତର । ବାଙ୍କୀ ରଣଶଙ୍ଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।
କନକ ବ୍ୟୁରୋ: ଗଛରେ ପିଟିହେଲା ବରଯାତ୍ରୀ ଗାଡି, ଦୁଇ ମୃତ ଜଣେ ଗୁରତତର । ବାଙ୍କୀ ରଣଶଙ୍ଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗତକାଲି ବିଳମ୍ବିତ ରାତିରେ ଏକ ବରଯାତ୍ରୀ କାର ଭାରସ୍ୟାମ ହରାଇ ଗଛରେ ମାଡ ହୋଇଥିଲା । କାରଟି ଆଠଗଡ ଅଂଚଳରୁ ବାଙ୍କୀ ଯାଉଥିବା ବେଳେ ରଣଶଙ୍ଖ ନିକଟରେ ଦୁର୍ଘଟଣାଗସ୍ତ ହେଇଥିଲା । ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତରଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ତାଙ୍କରContinue reading “ଗଛରେ ପିଟିହେଲା ବରଯାତ୍ରୀ ଗାଡି, ଦୁଇ ମୃତ ଜଣେ ଗୁରତର । ବାଙ୍କୀ ରଣଶଙ୍ଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।”
ଦିବ୍ୟାଙ୍ଗ ସ୍ୱାମୀଙ୍କ ସାରଥୀ ସାଜିଛନ୍ତି ପତ୍ନୀ । ସରକାରୀ ଘରଟେ ପାଇଁ ୧୫ କିଲୋମିଟର ଟ୍ରାଇ ସାଇକେଲରେ ସ୍ୱାମୀଙ୍କୁ ଠେଲି ଠେଲି ନେଲେ ବ୍ଲକ୍ ଅଫିସ୍ ।
କନକ ବ୍ୟୁରୋ: ଦିବ୍ୟାଙ୍ଗ ସ୍ୱାମୀଙ୍କ ସାରଥୀ ସାଜିଛନ୍ତି ପତ୍ନୀ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ପାଇବାରୁ ବଂଚିତ ହେବା ପରେ ଏବେ ସ୍ୱାମୀଙ୍କୁ ଧରି ସରକାରୀ କାର୍ଯ୍ୟାଳୟ ବୁଲୁଛନ୍ତି ସ୍ୱାମୀ । ପୁରୀ ଜିଲ୍ଲା ଡେଲାଙ୍ଗ ଚାଇଁପୁର ପଂଚାୟତ ରତାପଡା ଗାଁରୁ ଆସିଛି ଏଭଳି ଅଭାବନୀୟ ଖବର । ଗାଁର ବାନାମ୍ବର ମଲିକ, ଜଣେ ଦିବ୍ୟାଙ୍ଗ ହୋଇ ଥିବାବେଳେ ତାଙ୍କୁ ତିନିଚକିଆ ସାଇକେଲରେ ଠେଲି ଠେଲି ସରକାରୀ କାର୍ଯ୍ୟାଳୟ ବୁଲି ନୟାନ୍ତ ହେଲେଣି ପତ୍ନୀContinue reading “ଦିବ୍ୟାଙ୍ଗ ସ୍ୱାମୀଙ୍କ ସାରଥୀ ସାଜିଛନ୍ତି ପତ୍ନୀ । ସରକାରୀ ଘରଟେ ପାଇଁ ୧୫ କିଲୋମିଟର ଟ୍ରାଇ ସାଇକେଲରେ ସ୍ୱାମୀଙ୍କୁ ଠେଲି ଠେଲି ନେଲେ ବ୍ଲକ୍ ଅଫିସ୍ ।”
ଟଙ୍କା ପରେ ଆଇଟିକୁ ମିଳିଛି ସ୍ଥାବର, ଅସ୍ଥାବର ସମ୍ପତ୍ତିର ସୁରାକ୍ । ମଦ ମାଲିକଙ୍କ ଅଫିସରେ ଜବତ ହୋଇଛି ବେନାମୀ ଜମି ପଟ୍ଟା ।
କନକ ବ୍ୟୁରୋ: ମଦ ବ୍ୟବସାୟୀଙ୍କ ଘରୁ ପୁଳା ପୁଳା ଟଙ୍କା ବାହାରିବା ପରେ ଏବେ ସମ୍ପତ୍ତିକୁ ନେଇ ଖୋଳତାଡ୍ ଆରମ୍ଭ ହୋଇଛି । ମିଳିଥିବା ସୂଚନା ଅନୁସାରେ, ବିଭିନ୍ନ ସ୍ଥାନରେ ରେଡ୍ ବେଳେ ଆୟକର ବିଭାଗକୁ ମିଳିଛି, ବହୁ ସ୍ଥାବର , ଅସ୍ଥାବର ସମ୍ପତ୍ତିର ସୁରାକ୍ । ମଦ ବ୍ୟବସାୟୀଙ୍କ ଅଫିସରୁ ବହୁ ବେନାମୀ ଜମି ପଟ୍ଟା ଜବତ କରାଯାଇଛି । କୁହାଯାଉଛି, ଏହି ମଦ ମାଲିକମାନେ ଟଙ୍କ ଲୁଚାଇବା ପାଇଁ ନିଜ ବିହାରୀ କର୍ମଚାରୀଙ୍କ ନାଁରେContinue reading “ଟଙ୍କା ପରେ ଆଇଟିକୁ ମିଳିଛି ସ୍ଥାବର, ଅସ୍ଥାବର ସମ୍ପତ୍ତିର ସୁରାକ୍ । ମଦ ମାଲିକଙ୍କ ଅଫିସରେ ଜବତ ହୋଇଛି ବେନାମୀ ଜମି ପଟ୍ଟା ।”
ନଦୀକୁ ଡେଇଁ ପଡିଲେ ୬ ସାଇବର ଅପରାଧୀ । ପହଁରି ପହଁରି ଯାଇ ଗିରଫ କଲା ପୋଲିସ
କନକ ବ୍ୟୁରୋ: ସାଇବର୍ ଅପରାଧରେ ସମ୍ପୃକ୍ତ ବୋଲି ଅଭିଯୋଗ ହେଉଥିବା ୬ଜଣ ବ୍ୟକ୍ତି ଗିରଫଦାରି ଏଡ଼ାଇବା ଲାଗି ଅଳ୍ପ ଦିନ ତଳେ ଝାଡ଼ଖଣ୍ଡରେ ପ୍ରବାହିତ ଏକ ନଈକୁ ଡେଇଁ ପଡ଼ିଥିବା କଥା ପୁଲିସ କହିଛି। ସନ୍ଦିଗ୍ଧମାନଙ୍କୁ ଗିରଫ କରିବା ଲାଗି ପୁଲିସ ଅଧିକାରୀମାନଙ୍କୁ ନଈପାରି ହେବକୁ ପଡ଼ିଥିଲା। ସୂଚନାଯୋଗ୍ୟ, ବରାକର ନଈ କୂଳରେ ଉକ୍ତ ସାଇବର୍ ଅପରାଧୀମାନଙ୍କ ସହିତ ମୁହାଁମୁହିଁ ହେବା ବେଳେ ଏହି ଅଭିଯାନରେ ସମ୍ପୃକ୍ତ ଥିବା ପୁଲିସ ଅଧିକାରୀମାନେ ସାଦା ପୋଷାକ ପିନ୍ଧିଥିଲେ। ପୁଲିସContinue reading “ନଦୀକୁ ଡେଇଁ ପଡିଲେ ୬ ସାଇବର ଅପରାଧୀ । ପହଁରି ପହଁରି ଯାଇ ଗିରଫ କଲା ପୋଲିସ”
ମଦ ବ୍ୟବସାୟୀଙ୍କ ଘରୁ ଜବତ ଡାଏରୀ ଓ ଲାପଟପ୍ । ମିଳିବ କି ଅମାପ ଟଙ୍କାର ସୁରାକ ?
କନକ ବ୍ୟୁରୋ: ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରେ ଚଢ଼ାଉବେଳେ ମିଳିଥିବା ଡାଏରୀ ଓ ଲାପଟପ୍ ଉପରେ ଏବେ ତଦନ୍ତକାରୀ ସଂସ୍ଥାର ନଜର । ବିପୁଳ ଟଙ୍କାର ଉତ୍ସ ଓ ଏହା କେଉଁଠିକୁ ଯାଇଛି ତାହାର ସୁରାକ ଏଥିରୁ ମିଳିପାରିବ ବୋଲି ଅନୁମାନ କରାଯାଉଛି । ରାଞ୍ଚିିରେ ସାଂସଦଙ୍କ ଘରେ ଚଢାଉ ସମୟରେ ୮ କୋଟି ଟଙ୍କା, ଏକ ଡାଏରୀ, ଲାପଟପ୍, ପ୍ରିଂଟର ଓ ତିନିଟି ଆଟାଚି ନିଜ ହେପାଜତକୁ ନେଇଛନ୍ତି ତଦନ୍ତକାରୀ ଅଧିକାରୀ । ବଲାଙ୍ଗିରରେ ମଧ୍ୟContinue reading “ମଦ ବ୍ୟବସାୟୀଙ୍କ ଘରୁ ଜବତ ଡାଏରୀ ଓ ଲାପଟପ୍ । ମିଳିବ କି ଅମାପ ଟଙ୍କାର ସୁରାକ ?”
ଆଜିଠୁ ଆରମ୍ଭ ହେଉଛି ଦେବ ଦୀପାବଳି । ଲକ୍ଷାଧିକ ଦୀପରେ ଝଲସିବ ଶ୍ରୀକ୍ଷେତ୍ର ।
କନକ ବ୍ୟୁରୋ: ଆଜିଠାରୁ ଶ୍ରୀକ୍ଷେତ୍ରରେ ପାଳିତ ହେବ ଦେବ ଦୀପାବଳି । ତିନି ଦିନ ଧରି ପୁରୀରେ ଘରେ ଘରେ ହେବ ଦୀପ ପ୍ରଜ୍ୱଳନ । ଆସନ୍ତାକାଲି ବଡଦାଣ୍ଡରେ ହେବ ସମୂହ ଦୀପଦାନ । ଓଡିଶା ଇଣ୍ଟରନ୍ୟାସନାଲ ସେଣ୍ଟର ଓ ଛତିଶାନିଯୋଗ ପକ୍ଷରୁ ୧ ଲକ୍ଷ ଦୀପ ପ୍ରଜ୍ୱଳନ ହେବ । ଏଥିରେ ଭକ୍ତଙ୍କ ସହ ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ସ୍ୱେଚ୍ଛାସେବୀ ସଙ୍ଗଠନ ସାମିଲ ହେବେ । ବିଶ୍ୱର ମଙ୍ଗଳ କାମନା କରି ମହାପ୍ରଭୁଙ୍କୁ ଉଦ୍ଦେଶ୍ୟରେContinue reading “ଆଜିଠୁ ଆରମ୍ଭ ହେଉଛି ଦେବ ଦୀପାବଳି । ଲକ୍ଷାଧିକ ଦୀପରେ ଝଲସିବ ଶ୍ରୀକ୍ଷେତ୍ର ।”
ଶେଷ ହେଲା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଟସ ସଟଲ ୨.୦ । ଭାଗ ନେଇଥିଲେ ୨୧୯ ଦଳ ।
କନକ ବ୍ୟୁରୋ: ଶେଷ ହେଲା ବ୍ୟାଡମିଣ୍ଟନ ପ୍ରତିଯୋଗିତା ଲେଟସ୍ ସଟଲ ୨.୦ । ମଞ୍ଚେଶ୍ୱର ସ୍ଥିତ ରେଳବାଇ ଇନଡୋର ଷ୍ଟାଡିୟମରେ ଆୟୋଜିତ ଏହି ପ୍ରତିଯୋଗିତା ଶେଷ ହୋଇଛି । ପତିଯୋଗିତାରେ ଭାଗ ନେଇ କୋର୍ଟରେ ଦମ ଦେଖାଇଛନ୍ତି ସଟଲର । ଶେଷରେ ପ୍ରତିବର୍ଗରେ ଫାଇନାଲ ଟକ୍କର ହୋଇଛି । ଫାଇନାଲ ଲଢ଼େଇରେ ବରିଷ୍ଠ ପୁରୁଷ ଯୁଗଳ ବର୍ଗରେ ଅବିନାଶ ମହାନ୍ତି ଓ ଆୟୁଷ ପଟ୍ଟନାୟକ ଚାମ୍ପିୟନ୍ସ ହୋଇଥିବାବେଳେ, ମହିଳା ଯୁଗଳ ବର୍ଗରେ ହର୍ଷିତା ରାଉତ ଓ ସୃତିContinue reading “ଶେଷ ହେଲା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଟସ ସଟଲ ୨.୦ । ଭାଗ ନେଇଥିଲେ ୨୧୯ ଦଳ ।”
ଧିରେ ଧିରେ ବଢୁଛି ଶୀତର ପ୍ରଭାବ । ୨୪ ଘଣ୍ଟାରେ ତିନି ଡିଗ୍ରୀ ଖସିଲା ରାତି ତାପମାତ୍ରା । ଆହୁରି ଖସିବ ପାରଦ ।
କନକ ବ୍ୟୁରୋ: ଧିରେ ଧିରେ ବଢୁଛି ଶୀତର ପ୍ରଭାବ । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ଦୁଇ ତିନି ଡିଗ୍ରୀ ଖସିଛି । ଓଡ଼ିଶାରେ ଲାଗିରହିଥିବା କୋହଲା ପାଗ ଛାଡିବା ପରେ ଶୀତ ବଢିବାରେ ଲାଗିଛି । ୧୪ ତାରିଖ ବେଳକୁ ରାଜ୍ୟ ଅଧିକାଂଶ ସହରର ତାପମାତ୍ରା ୧୫ ଡିଗ୍ରୀକୁ ଖସିବା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । କୋରାପୁଟରେ ରାତି ତାପମାତ୍ରା ୯Continue reading “ଧିରେ ଧିରେ ବଢୁଛି ଶୀତର ପ୍ରଭାବ । ୨୪ ଘଣ୍ଟାରେ ତିନି ଡିଗ୍ରୀ ଖସିଲା ରାତି ତାପମାତ୍ରା । ଆହୁରି ଖସିବ ପାରଦ ।”