କନକ ବ୍ୟୁରୋ : ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ସାଂସଦ ପଦ ରଦ୍ଦ ହୋଇଛି । ପଦ ରଦ୍ଦ ହେବା ପରେ ମହ୍ରୁଆ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି କି, ଏହି ମାମଲାରେ ମୋ ବିରୋଧରେ କୌଣସି ପ୍ରମାଣ ନାହିଁ , ମୁଁ ସଂସଦରେ ଆଦାନୀ ଦୁର୍ନୀତି ପ୍ରସଙ୍ଗ ଉଠାଇଥିବାରୁ ମୋତେ ଏଭଳି ଦଣ୍ଡ ମିଳିଛି । ହେଲେ ଆଗକୁ ମଧ୍ୟ ଆଦାନୀ ଦୁର୍ନୀତି ମାମଲା ଉଠାଇବେ ବୋଲି ମହୁଆContinue reading “ସାଂସଦ ପଦ ରଦ୍ଦ ହେବା ପରେ ମହୁଆ ମୋଇତ୍ରଙ୍କ ପ୍ରଥମ ବୟାନ, ଜାଣନ୍ତୁ ଏଥିକ୍ସ କମିଟିର ରିପୋର୍ଟକୁ ନେଇ କ’ଣ କହିଲେ ?”
Category Archives: News
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତମେ ଡରେଇ ଧମକେଇ ପାରିବ ନାହିଁ । ମୋଦୀଙ୍କୁ ପୁଣି ପ୍ରଶଂସା କଲେ ପୁଟିନ
ଭାରତ ଓ ରୁଷ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋକପାତ କରି ପୁଟିନ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସବୁ ଦିଗରେ ବିକାଶ କରୁଛି । ଚତୁର୍ଦ୍ଦଶ VTB ନିବେଶ ଫୋରମ୍ ‘ରୁଷିଆ କଲିଂ’କୁ ସମ୍ବୋଧିତ କରି ରାଷ୍ଟ୍ରପତି ପୁଟିନ କହିଛନ୍ତି ଯେ ପିଏମ ମୋଦୀଙ୍କ ଦ୍ଵାରା ଗ୍ରହଣ କରାଯାଇଥିବା’ ନୀତି ‘ହେଉଛି ଦୁଇ ଦେଶ ମଧ୍ୟରେ ସମ୍ପର୍କର ମୁଖ୍ୟ’ ଗ୍ୟାରେଣ୍ଟି ‘। ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁବାର ପୁଣି ଥରେ ପ୍ରଧାନମନ୍ତ୍ରୀContinue reading “ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତମେ ଡରେଇ ଧମକେଇ ପାରିବ ନାହିଁ । ମୋଦୀଙ୍କୁ ପୁଣି ପ୍ରଶଂସା କଲେ ପୁଟିନ”
ଲୋକସଭାରୁ ବହିଷ୍କୃତ ହେଲେ ଟିଏମସି ସାଂସଦ ମହୁଆ ମୋଇତ୍ର । ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ନିଆଗଲା କଡା କାର୍ଯ୍ୟାନୁଷ୍ଠାନ ।
କନକ ବ୍ୟୁରୋ : ଲୋକସଭାରୁ ବହିଷ୍କୃତ ହେଲେ ଟିଏମସି ସାଂସଦ ମହୁଆ ମୋଇତ୍ର । ସଂସଦର ଏଥିକ୍ସ କମିଟି ରିପୋର୍ଟ ଆଧାରରେ ମହୁଆଙ୍କୁ ବହିଷ୍କୃତ କରାଯାଇଛି । ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏଥିକ୍ସ କମିଟିର ରିପୋର୍ଟର ଦର୍ଶାଯାଇଛି ଯେ, ମହୁଆଙ୍କ ବିରୋଧରେ ଆସିଥିବା ଅଭିଯୋଗ ବେଶ ଗମ୍ଭୀର । ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଏଥିକ୍ସ କମିଟି ସୁପାରିଶ କରିଥିଲା । ଏପରିକି ତାଙ୍କ ସାଂସଦ ପଦContinue reading “ଲୋକସଭାରୁ ବହିଷ୍କୃତ ହେଲେ ଟିଏମସି ସାଂସଦ ମହୁଆ ମୋଇତ୍ର । ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ନିଆଗଲା କଡା କାର୍ଯ୍ୟାନୁଷ୍ଠାନ ।”
୩ କୋଟି ୩୩ ଲକ୍ଷ ଟଙ୍କାର ବ୍ୟାଙ୍କ ଦୁର୍ନୀତି ମାମଲା, ୨ଜଣଙ୍କୁ ଗିରଫ କଲା ଇଓଡବ୍ଲୁ ।
କନକ ବ୍ୟୁରୋ : ୩ କୋଟି ୩୩ ଲକ୍ଷ ଟଙ୍କାର ବ୍ୟାଙ୍କ ଦୁର୍ନୀତି ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଇଓଡବ୍ଲୁ । ସେଂଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ଓ ଏଗ୍ରୀକଲଚର ଫାଇନାନ୍ସ ଅଫିସରଙ୍କୁ ଗିରଫ କରିଛି ଇଓଡବ୍ଲୁ । ଗିରଫ ହୋଇଥିବା ତକ୍ରାଳୀନ ବ୍ରାଞ୍ଚ ମ୍ୟାନେଜର ହେଲେ ଡମ୍ବରୁଧର ନାୟକ ଓ ପୂର୍ବତନ ଏଗ୍ରୀକଲଚରାଲ ଫାଇନାନ୍ସ ଅଫିସର । ଏହାପୂର୍ବରୁ ସେଂଟ୍ରାଲ ବ୍ୟାଙ୍କର ରିଜିଓନାଲ ମୁଖ୍ୟ ଏମାନଙ୍କ ନାଁରେ ଠକେଇContinue reading “୩ କୋଟି ୩୩ ଲକ୍ଷ ଟଙ୍କାର ବ୍ୟାଙ୍କ ଦୁର୍ନୀତି ମାମଲା, ୨ଜଣଙ୍କୁ ଗିରଫ କଲା ଇଓଡବ୍ଲୁ ।”
କଂଗ୍ରେସ ଓ ଏଆଇଏମଆଇଏମ ମଧ୍ୟରେ ଲାଗିଥିବା ବିବାଦର ହେଲା କି ଅନ୍ତ ! ରେବାନ୍ତ ରେଡ୍ଡୀଙ୍କ ସରକାରରେ ଅକବରୁଦ୍ଦିନ ଓୱେସୀଙ୍କୁ ମିଳିଲା ବଡ ଦାୟିତ୍ୱ
କନକ ବ୍ୟୁରୋ : କଂଗ୍ରେସ ଓ ଅସଦୁଦ୍ଦିନ ଓୱେସୀଙ୍କ ପାର୍ଟି ଏଆଇଏମଆଇଏମ ମଧ୍ୟରେ ତେଲେଙ୍ଗାନା ନିର୍ବାଚନ ପ୍ରଚାର କ୍ରମରେ ଅନେକ ବିବାଦ ଦେଖିବାକୁ ମିଳିଥିଲା । ଏହି ବିବାଦର ଏବେ ଅନ୍ତ ହୋଇଥିବା ଅନୁମାନ କରାଯାଉଛି । ଗତକାଲି ତେଲେଙ୍ଗାନା ବିଧାନସଭାର କାର୍ଯ୍ୟକ୍ରମକୁ ସଂଚାଳିତ କରିବା ପାଇଁ ଏଆଇଏମଆଇଏମ ବିଧାୟକ ଅକବରୁଦ୍ଦିନ ଓୱେସୀଙ୍କୁ ଅସ୍ଥାୟୀ ବାଚସ୍ପତି ବା ପ୍ରୋଟମ ସ୍ପିକର ଭାବେ ନିଯୁକ୍ତ ଦିଆଯାଇଥିଲା । ସେ ଏବେ ନବ ନିର୍ବାଚିତ ସମସ୍ତ ବିଧାୟକଙ୍କୁ ଶପଥ ପାଠContinue reading “କଂଗ୍ରେସ ଓ ଏଆଇଏମଆଇଏମ ମଧ୍ୟରେ ଲାଗିଥିବା ବିବାଦର ହେଲା କି ଅନ୍ତ ! ରେବାନ୍ତ ରେଡ୍ଡୀଙ୍କ ସରକାରରେ ଅକବରୁଦ୍ଦିନ ଓୱେସୀଙ୍କୁ ମିଳିଲା ବଡ ଦାୟିତ୍ୱ”
ଆମେରିକା ଫଣ୍ଡିଂ ବନ୍ଦ । କେମିତି ଯୁଦ୍ଧ କରିବ ୟୁକ୍ରେନ ?
ଲାଗୁଛି ଯେପରି ରୁଷ-ୟୁକ୍ରେନ ଯୁଦ୍ଧ ଆଉ କିଛିଦିନ ଭିତରେ ଶେଷ ହେବାକୁ ଯାଉଛି । ଏପରି ଘଡିସନ୍ଧି ସମୟରେ ଆମେରିକା ୟୁକ୍ରେନକୁ ଏକ ଜୋର ଝଟକା ଦେଇଛି । ଆମେରିକା ୟୁକ୍ରେନକୁ ଦେଉଥିବା ଫଣ୍ଡିଂ କିଛିଦିନ ତଳେ ବନ୍ଦ କରିଦେଇଛି । ୟୁକ୍ରେନ ଅଧିକାରୀମାନେ ଜାଣନ୍ତି ଯେ ଆମେରିକାର ଅର୍ଥ ବିନା ସେମାନେ ଋଷର ମୁକାବିଲା କରିପାରିବେ ନାହିଁ । ତଥାପି, ୟୁକ୍ରେନ ଆଶା ରଖିଛି ଯେ ଆମେରିକା ପୁଣି ଥରେ ଟଙ୍କା ଦେବ ବୋଲି ।Continue reading “ଆମେରିକା ଫଣ୍ଡିଂ ବନ୍ଦ । କେମିତି ଯୁଦ୍ଧ କରିବ ୟୁକ୍ରେନ ?”
ବିଜେପି ବିଧାୟକ ଭବ୍ୟ ବିଷ୍ଣୋଇଙ୍କ ଭବ୍ୟ ବିବାହ । ୩ ରାଜ୍ୟରେ ହେବ ରିସେପସନ୍ ପାର୍ଟି, ୩ ଲକ୍ଷ ଲୋକଙ୍କୁ ନିମନ୍ତ୍ରଣ
କନକ ବ୍ୟୁରୋ : ବିଜେପି ବିଧାୟକ ଭବ୍ୟ ବିଷ୍ଣୋଇ ଓ ଆଇଏଏସ ଅଧିକାରୀ ପରୀ ବିଷ୍ଣୋଇଙ୍କ ମଧ୍ୟରେ ଡିସେମ୍ବର ୨୨ ତାରିଖରେ ବିବାହ ଅନୁଷ୍ଠିତ ହେବାକୁ ଯାଉଛି । ବାହାଘର ପରେ ୩ଟି ରାଜ୍ୟରେ ରିସେପସନ ପାର୍ଟିର ଆୟୋଜନ କରାଯାଉଛି । ବିଜେପି ବିଧାୟକ ଭବ୍ୟ ବିଷ୍ଣୋଇଙ୍କ ବିବାହ ରାଜସ୍ଥାନରେ ରହୁଥିବା ଆଇଏଏସ ପରୀ ବିଷ୍ଣୋଇଙ୍କ ସହ ହେବାକୁ ଯାଉଛି । ଡିସେମ୍ବର ୨୨ ତାରିଖରେ ହେବାକୁ ଯାଉଥିବା ଏହି ଆଡମ୍ବରପୂର୍ଣ୍ଣ ବିବାହକୁ ୩ ଲକ୍ଷ ଲୋକଙ୍କୁContinue reading “ବିଜେପି ବିଧାୟକ ଭବ୍ୟ ବିଷ୍ଣୋଇଙ୍କ ଭବ୍ୟ ବିବାହ । ୩ ରାଜ୍ୟରେ ହେବ ରିସେପସନ୍ ପାର୍ଟି, ୩ ଲକ୍ଷ ଲୋକଙ୍କୁ ନିମନ୍ତ୍ରଣ”
‘ବସ୍ତ୍ରହରଣ କରିଛନ୍ତି ଏଥର ମହାଭାରତ ଦେଖିବେ’ । ନିଜକୁ ମା’ ଦୁର୍ଗା ସମ୍ବୋଧନ କରି କହିଲେ ଏଭଳି କଥା…
କନକ ବ୍ୟୁରୋ: ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ କ୍ୟାସ୍ ଫର କ୍ୱେରୀ ଅଭିଯୋଗ ନେଇ ଜୋରଦାର ହୋଇଛି ରାଜନୀତି । କ୍ୟାସ୍ ଫର କ୍ୱେରୀ ଅଭିଯୋଗକୁ ବର୍ଷିଛନ୍ତି ମହୁଆ । ପ୍ରତିକ୍ରିୟା ରଖି କହିଛନ୍ତି, ସେମାନେ ବସ୍ତ୍ରହରଣ ଆରମ୍ଭ କରିଥିଲେ ଏବେ ମହାଭାରତ ଯୁଦ୍ଧ ଦେଖିବେ । ଆଜି ଲୋକସଭା ଏଥିକ୍ସ କମିଟି ସଂସଦରେ ରିପୋର୍ଟ ଦେବା ପରେ ଆରମ୍ଭ ହୋଇଯାଇଛି ହଙ୍ଗାମା । ମହୁଆଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ରହିଛି, ଏବଂ ତାଙ୍କ ସଦସ୍ୟତାContinue reading “‘ବସ୍ତ୍ରହରଣ କରିଛନ୍ତି ଏଥର ମହାଭାରତ ଦେଖିବେ’ । ନିଜକୁ ମା’ ଦୁର୍ଗା ସମ୍ବୋଧନ କରି କହିଲେ ଏଭଳି କଥା…”
ମଦ ବ୍ୟବସାୟୀଙ୍କ ଘରୁ କୋଟି କୋଟି ଟଙ୍କା ଜବତ ଘଟଣା । ସିବିଆଇ ତଦନ୍ତ ଦାବି କଲା ବିଜେପି, କହିଲା ଏତେ ଟଙ୍କା ଆସିଲା କେଉଁଠୁ?
କନକ ବ୍ୟୁରୋ : ମଦ ବ୍ୟବସାୟୀଙ୍କ ପାଖରୁ ୫୦୦ କୋଟିରୁ ଅଧିକ ଟଙ୍କା ଜବତ ହେବା ଘଟଣାରେ ସିବିଆଇ ତଦନ୍ତ ଦାବି କଲା ବିଜେପି । ଆଗୁଆ ନିର୍ବାଚନ ପରିଚାଳନା ପାଇଁ ସାହୁ ବ୍ରଦର୍ସ ଏବଂ କମ୍ପାନୀଙ୍କ ପାଖରେ ବିଜେଡି ଟଙ୍କା ରଖିଥିଲା ବୋଲି ବିଜେପି ଅଭିଯୋଗ ଆଣିଛି ବିଜେପି । ସାହୁ ବ୍ରଦର୍ସଙ୍କ ସହ ବୌଦ୍ଧ, ସୋନପୁର, ଟିଟଲାଗଡ, ରାୟଗଡ଼ାରୁ ଯେଉଁ ମାନେ ମନ୍ତ୍ରୀ ଅଛନ୍ତି ଏବଂ ବରଗଡ଼ର ପୂର୍ବତନ ମନ୍ତ୍ରୀଙ୍କ ସହ ସମ୍ପର୍କ ଅଛିContinue reading “ମଦ ବ୍ୟବସାୟୀଙ୍କ ଘରୁ କୋଟି କୋଟି ଟଙ୍କା ଜବତ ଘଟଣା । ସିବିଆଇ ତଦନ୍ତ ଦାବି କଲା ବିଜେପି, କହିଲା ଏତେ ଟଙ୍କା ଆସିଲା କେଉଁଠୁ?”
RBI ଘୋଷଣା ପରେ ଉଛୁଳିଲା ସେୟାର ବଜାର । ରିଜର୍ଭ ବ୍ୟାଙ୍କର ତ୍ରୈମାସିକ ମୁଦ୍ରାନୀତିରେ ରେପୋ ରେଟ୍ ଅପରିବର୍ତ୍ତିତ ।
କନକ ବ୍ୟୁରୋ: ଆଜି ପୁଣି ସେୟାର ବଜାରରେ ଉତ୍ସାହ । ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ତ୍ରୈମାସିକ ନୀତି ଘୋଷଣା କରିବା ପରେ, ଭାରତୀୟ ସେୟାର ବାଜରରେ ଉତ୍ସାହ ଦେଖାଦେଇଛି । ଆରବିଆଇ ଏହାର ତ୍ରୈମାସିକ ନୀତିରେ ରେପୋ ରେଟକୁ ଅପରିବର୍ତ୍ତିତ ରଖିଛି । ତେଣୁ ଭାବାବେଗ ସହ ଜଡିତ ସେୟାର ବଜାର ଉପରେ ଏହାର ପ୍ରଭାବ ପଡିଛି । ଉପରମୁହାଁ ହୋଇଛି ଉଭୟ ସେନସେକ୍ସ ଓ ନିଫ୍ଟି । ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ- ନିଫ୍ଟି ରେକର୍ଡContinue reading “RBI ଘୋଷଣା ପରେ ଉଛୁଳିଲା ସେୟାର ବଜାର । ରିଜର୍ଭ ବ୍ୟାଙ୍କର ତ୍ରୈମାସିକ ମୁଦ୍ରାନୀତିରେ ରେପୋ ରେଟ୍ ଅପରିବର୍ତ୍ତିତ ।”