କନକ ବ୍ୟୁରୋ: ଛତ୍ରପୁର ଅଞ୍ଚଳର ଯବାନ ଡିଲେଶ୍ୱର ପାତ୍ରଙ୍କ ଆକ୍ରମଣକୁ ଏହା ଭିତରେ ୪ଦିନ ବିତିଲାଣି । ଏହା ଭିତରେ ତାଙ୍କର ମୃତ୍ୟୁ ହୋଇ ସାରିଛି । ଅନ୍ତିମସଂସ୍କାର ବି ସରିଛି । ହେଲେ, ଡିଲେଶ୍ୱରଙ୍କୁ ଯେଉଁମାନେ ଆକ୍ରମଣ କରିଥିଲେ, ସେମାନଙ୍କ ମଧ୍ୟରୁ ମାତ୍ର ଜଣଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଥିବାବେଳେ, ଆଉ ୪ଜଣ ଫେରାର ଅଛନ୍ତିି । ସେମାନେ ଏବେ ବି ପୋଲିସ ପାଇଁ ଅପହଂଚ ହୋଇ ରହିଛନ୍ତି । ଅଭିଯୁକ୍ତମାନେ କୁଆଡେ ଗଲେ, ସେContinue reading “କ୍ରିକେଟକୁ ନେଇ ଛତ୍ରପୁର ଯବାନ ହତ୍ୟା ଘଟଣାକୁ ନେଇ ତେଜୁଛି ଅସନ୍ତୋଷ । ୪ ଅଭିଯୁକ୍ତ ଏବେ ବି ଫେରାର ।”
Category Archives: News
ଲୋୟର ପିଏମଜିରେ ଅଦିବାସୀଙ୍କ ବିଶାଳ ମେଳି । ଆଦିବାସୀ ଜମି ବିକ୍ରି ନେଇ କ୍ୟାବିନେଟ୍ ନିଷ୍ପତ୍ତିକୁ ବିରୋଧ ।
କନକ ବ୍ୟୁରୋ: ଭୁବନେଶ୍ୱର ଲୋୟର ପିଏମଜିରେ ଆଦିବାସୀଙ୍କ ବିକ୍ଷୋଭ । ରାଜ୍ୟ ସରକାର ଆଦିବାସୀ ଜମି ବିକ୍ରୟ ପାଇଁ ନେଇଥିବା କ୍ୟାବିନେଟ୍ ନିଷ୍ପତିକୁ ବିରୋଧ କରି ବିକ୍ଷୋଭ କରାଯାଉଛି । ଓଡ଼ିଶା ରାଜ୍ୟ ପେସାଗ୍ରାମ ସଭା କୋଡିନେସନ୍ କମିଟି ପକ୍ଷରୁ ଆନ୍ଦୋଳନ କରାଯାଉଛି । ପାରମ୍ପରିକ ଆଦିବସୀ ବାଦ୍ୟ ଯନ୍ତ୍ର ସହ ଆନ୍ଦୋଳନକୁ ଓହ୍ଲାଇଛି କମିଟି । କ୍ୟାବିନେଟ୍ ନିଷ୍ପତିକୁ ସ୍ଥଗିତ ନୁହେଁ ବରଂ ସଂପୂର୍ଣ୍ଣ ପ୍ରତ୍ୟାହାର ଦାବି ହୋଇଛି । ଏହା ସହ ପେସା ଆଇନContinue reading “ଲୋୟର ପିଏମଜିରେ ଅଦିବାସୀଙ୍କ ବିଶାଳ ମେଳି । ଆଦିବାସୀ ଜମି ବିକ୍ରି ନେଇ କ୍ୟାବିନେଟ୍ ନିଷ୍ପତ୍ତିକୁ ବିରୋଧ ।”
ଦିଲ୍ଲୀ ଅବକାରୀ ନୀତି ମାମଲାରେ ସୁପ୍ରିମକୋର୍ଟଙ୍କ ସ୍ପଷ୍ଟବାଣୀ । କହିଲେ, ବିନା ଟ୍ରାଲଲରେ କାହାକୁ ଜେଲରେ ଅଧିକ ଦିନ ରଖାଯାଇପାରିବ ନାହିଁ
କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ମାମଲା ସହ ଜଡିତ ଅର୍ଥ ହେରଫେର ମାମଲାରେ ମଦ କମ୍ପାନୀ ପେରନୋଡ ରିକାଡର ଅଧିକାରୀ ବିନୟ ବାବୁଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ଥି ମିଳିଛି । ଏହି ମାମଲାର ଜାମିନ ପ୍ରଦାନ କରି କୋର୍ଟ କହିଛନ୍ତି କି, ବିନା ଟ୍ରାଏଲରେ କୌଣସି ଅଭିଯୁକ୍ତଙ୍କୁ ଦୀର୍ଘଦିନ ଧରି ଜେଲରେ ରଖାଯାଇପାରିବ ନାହିଁ । ଦିଲ୍ଲୀ ଅବକାରୀ ନୀତି ମାମଲାରେ ବିନୟ ବାବୁ ସରକାରୀ ସାକ୍ଷୀ ଅଟନ୍ତି । ଏହାସହ ସଂପୃକ୍ତ ମାମଲାରେ ସେContinue reading “ଦିଲ୍ଲୀ ଅବକାରୀ ନୀତି ମାମଲାରେ ସୁପ୍ରିମକୋର୍ଟଙ୍କ ସ୍ପଷ୍ଟବାଣୀ । କହିଲେ, ବିନା ଟ୍ରାଲଲରେ କାହାକୁ ଜେଲରେ ଅଧିକ ଦିନ ରଖାଯାଇପାରିବ ନାହିଁ”
ପୋଖରୀରୁ ମିଳିଲା ଅଖାରେ ଭର୍ତ୍ତି ଯୁବକଙ୍କ ମୃତଦେହ । ଗତ ୩ ତାରିଖରୁ ନିଖୋଜ ଥିଲେ କବିଚନ୍ଦ୍ରପୁରର ବୁଲୁ ସାହୁ ।
କନକ ବ୍ୟୁରୋ: ଅଖାରେ ଭର୍ତି ହୋଇ ପୋଖରୀରେ ଭାସିଲା ଯୁବକଙ୍କ ମୃତଦେହ । କଟକ ନିଆଳି କବିଚନ୍ଦ୍ରପୁର ସାହୁ ସାହିର ବୁଲୁ ସାହୁଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେ ଗତ ତିନି ତାରିଖରୁ ନିଖୋଜ ଥିଲେ । ଧାନକଟା ମେସିନର ହିସାବ କରୁଥିବା ଯାଇ ଆଉ ସେ ଘରକୁ ଫେରିନଥିଲେ । ବହୁ ଖୋଜା ଖୋଜି ପରେ ତାଙ୍କ ପତା ନମିଳିବାରୁ ତାଙ୍କ ସ୍ତ୍ରୀ କସର୍ଦା ଫାଣ୍ଡିରେ ଅଭିଯୋଗ କରିଥିଲେ । ହେଲେ ଆଜି ଗାଁContinue reading “ପୋଖରୀରୁ ମିଳିଲା ଅଖାରେ ଭର୍ତ୍ତି ଯୁବକଙ୍କ ମୃତଦେହ । ଗତ ୩ ତାରିଖରୁ ନିଖୋଜ ଥିଲେ କବିଚନ୍ଦ୍ରପୁରର ବୁଲୁ ସାହୁ ।”
ରାମ ଲାଲାଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଦେଶରେ ବୁଲୁଛି କଳସ ଯାତ୍ରା । ଅକ୍ଷତ କଳସ ଯାତ୍ରା ଆଜି ଓଡିଶାରେ ପହଞ୍ଚିପାରେ ଅକ୍ଷତ କଳସ ।
କନକ ବ୍ୟୁରୋ: ଜାନୁଆରୀ ୨୨ରେ ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ହେବ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା । ଏହାକୁ ବଡ ଧରଣରେ ଆୟୋଜନ କରାଯାଉଛି । ସାରାଦେଶରେ ବୁଲୁଛି ଅକ୍ଷତ କଳସ ଯାତ୍ରା । ଏହି କଳସ ଯାତ୍ରା ଆଜି ଓଡିଶାରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ୩ଟାରେ ଭୁବନେଶ୍ୱର ରସୁଲଗଡରେ ପହଞ୍ଚିବ ଅକ୍ଷତ କଳସ ଯାତ୍ରା । ରାଜଧାନୀ ଭୁବନେଶ୍ୱରରେ ବୁଲାଇବା କାର୍ଯ୍ୟକ୍ରମ ରହିଛି । – ଆଜି ଅପରାହ୍ନ ୨ଟା ୩୦ରେ ହଂସପାଳ ଛକରେContinue reading “ରାମ ଲାଲାଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଦେଶରେ ବୁଲୁଛି କଳସ ଯାତ୍ରା । ଅକ୍ଷତ କଳସ ଯାତ୍ରା ଆଜି ଓଡିଶାରେ ପହଞ୍ଚିପାରେ ଅକ୍ଷତ କଳସ ।”
ଆମେରିକୀୟ ସ୍ନାଇପର ଖାଲି ହଲିଉଡ ଫିଲ୍ମରେ ହିରୋ : ଅସଲ ହିରୋ ହେଲା ୟୁକ୍ରେନର ଜଣେ ସ୍ନାଇପର, ଯିଏ ୩.୮ କିମି ଦୂରରୁ ମାରିଲା ଜଣେ ରୁଷ ସୈନିକଙ୍କୁ ।
ସ୍ନାଇପରକୁ ନେଇ ହଲିଉଡରେ ବହୁ କଳ୍ପିତ ଚଳଚ୍ଚିତ୍ର ତିଆରି ହେଇଛି । ଫିଲ୍ମ ହିରୋକୁ ଅସାଧାରଣ କରି ଚିତ୍ରଣ କରାହୁଏ ହଲିଉଡରେ । ବହୁ କିଲୋମିଟର ଦୂରରୁ ଯିଏ ଲକ୍ଷ୍ୟଭେଦ କରି ପାରୁଥାଏ ସବୁବେଳେ । କିଛି ଚଳଚ୍ଚିତ୍ର ଓସ୍କାର ପାଇଁ ମଧ୍ୟ ମନୋନୀତ ହେଇଛି । ଏହିପରି ଏକ ରିଏଲ ସ୍ନାଇପରର କଥା ବର୍ତ୍ତମାନ ବେଶ ଚର୍ଚ୍ଚାର ବିଷୟ ହେଇଛି । ୟୁକ୍ରେନର ଜଣେ ସ୍ନାଇପର ଯୁଦ୍ଧକ୍ଷେତ୍ରରେ ୩.୮ କିଲୋମିଟର ଦୂରରୁ ସଠିକ ଲକ୍ଷ୍ୟଭେଦ କରିContinue reading “ଆମେରିକୀୟ ସ୍ନାଇପର ଖାଲି ହଲିଉଡ ଫିଲ୍ମରେ ହିରୋ : ଅସଲ ହିରୋ ହେଲା ୟୁକ୍ରେନର ଜଣେ ସ୍ନାଇପର, ଯିଏ ୩.୮ କିମି ଦୂରରୁ ମାରିଲା ଜଣେ ରୁଷ ସୈନିକଙ୍କୁ ।”
ଛାଡିଛି ବର୍ଷା ହେଲେ, ବଢିଛି ଚାଷୀଙ୍କ ଦୁର୍ଦ୍ଦଶା । ନୀଳଗିରି ,ନବରଙ୍ଗପୁରରୁ ଆସିଲା ଚାଷୀର ବିକଳ ଚିତ୍ର ।
କନକ ବ୍ୟୁରୋ: ଛାଡିଛି ବର୍ଷା ହେଲେ, ବଢିଛି ଚାଷୀଙ୍କ ଦୁର୍ଦ୍ଦଶା । ବାତ୍ୟା ମିଗଜୋମ୍ ପ୍ରଭାବରେ ନୀଳଗିରିରେ ହୋଇଥିବା ବର୍ଷା ଚାଷୀଙ୍କ ପାଇଁ ଦୁର୍ଦ୍ଦଶା ବଢାଇଛି । ଅମଳ ବେଳେ ପାଣିରେ ବୁଡିରହିଛି ପାଚିଲା ଧାନ । ଏପରିକି ବିଲର ରଖାଯାଇଥିବା ଧାନଗଦି ବି ଓଦା ହୋଇଯାଇ ଏବେ ଗଜା ଆରମ୍ଭ ହେବାକୁ ଲାଗିଲାଣି । କେବଳ ନୀଳଗିରି ନୁହେଁ ବାଲେଶ୍ୱର ଜିଲ୍ଲା ବଣସୀମା ଅଞ୍ଚଳରେ ବି ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଦେଖିବାକୁ ମିଳିଛି ।Continue reading “ଛାଡିଛି ବର୍ଷା ହେଲେ, ବଢିଛି ଚାଷୀଙ୍କ ଦୁର୍ଦ୍ଦଶା । ନୀଳଗିରି ,ନବରଙ୍ଗପୁରରୁ ଆସିଲା ଚାଷୀର ବିକଳ ଚିତ୍ର ।”
ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ । କ୍ୱାଟର ଭିତରୁ ମିଳିଲା ଏସଡିଓ ରଂଜିତ କୁମାର କର୍ଜିଙ୍କ ମୃତଦେହ ।
କନକ ବ୍ୟୁରୋ: ଜୟପାଟଣାରେ ଚାଞ୍ଚଲ୍ୟ । ସନ୍ଦେହଜନକ ଭାବେ କ୍ୱାଟର ଭିତରୁ ମିଳିଲା ଜଳ ସମ୍ପଦ ବିଭାଗର ଏସଡିଓଙ୍କ ମୃତଦେହ । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍ ମୁଖିଗୁଡା ଠାରେ ସରକାରୀ କ୍ୱାଟରରୁ ଏସଡିଓଙ୍କ ମୃତ ଦେହ ଜବତ ହୋଇଛି । ମୃତ ଏସ୍ଡିଓ ଜଣଙ୍କ ହେଲେ ରଂଜିତ କୁମାର କର୍ଜି । ସେ ରାୟଗଡା ଜିଲ୍ଲା ପାରଳାଖେମୁଣ୍ଡିର ବାସିନ୍ଦା ବୋଲି ଜଣାପଡିଛି । ତେବେ ତାଙ୍କ ମୃତ୍ୟୁର କାରଣ ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରିContinue reading “ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ । କ୍ୱାଟର ଭିତରୁ ମିଳିଲା ଏସଡିଓ ରଂଜିତ କୁମାର କର୍ଜିଙ୍କ ମୃତଦେହ ।”
୩ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କଲା ବିଜେପି । ବିଧାୟକଙ୍କ ସହ ପର୍ଯ୍ୟବେକ୍ଷକଙ୍କ ଆଲୋଚନା ପରେ ମୁଖ୍ୟମନ୍ତ୍ରୀଙ୍କ ନାଁରେ ବାଜିବ ମୋହର, ଜାଣନ୍ତୁ କେଉଁ ରାଜ୍ୟ ପାଇଁ କାହାକୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ଦଳ?
କନକ ବ୍ୟୁରୋ : ବିଜେପି ବିଜୟୀ ହୋଇଥିବା ୩ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ଘୋଷଣା କରିଛି ଦଳ । ଛତିଶଗଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଚୟନ ନିଷ୍ପତ୍ତି ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ବିଜେପି । ରାଜସ୍ଥାନ ପାଇଁ ରାଜନାଥ ସିଂ, ବିନୋଦ ତାବଡେ ଓ ସରୋଜ ପାଣ୍ଡେଙ୍କୁ ପର୍ଯ୍ୟବେକ୍ଷକ ଭାବେ ବାଛିଛି ଦଳ । ସେହିଭଳି ମଧ୍ୟପ୍ରଦେଶ ପାଇଁ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, କେ ଲକ୍ଷ୍ମଣ, ଆଶା ଲାକ୍ରାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱContinue reading “୩ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କଲା ବିଜେପି । ବିଧାୟକଙ୍କ ସହ ପର୍ଯ୍ୟବେକ୍ଷକଙ୍କ ଆଲୋଚନା ପରେ ମୁଖ୍ୟମନ୍ତ୍ରୀଙ୍କ ନାଁରେ ବାଜିବ ମୋହର, ଜାଣନ୍ତୁ କେଉଁ ରାଜ୍ୟ ପାଇଁ କାହାକୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ଦଳ?”
ଘର ପୋଡିଯିବାର ଦୁଃଖ ସହିନପାରି ଆତ୍ମହତ୍ୟା କଲେ ମହିଳା । ସର୍ଟ ସର୍କିଟ ହୋଇ ଘରେ ଲାଗିଥିଲା ନିଆଁ ।
କନକ ବ୍ୟୁରୋ: ଘର ଜଳିଯିବାର ଦୁଃଖ ସହି ନ ପାରି ଆତ୍ମହତ୍ୟା କଲେ ମହିଳା । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ବିତନା ପଂଚାୟତ ପୁରସ୍ତମପୁର ଗାଁରୁ ଆସିଛି ଏଭଳି ଦୁଃଖଦ ଖବର । ଗାଁର ଜନ୍ମଜୟ ନାୟକଙ୍କ ଘର ସଟସର୍କିରୁ ଅଗ୍ନିକାଣ୍ଡ ଘଟି ପୋଡି ଯାଇଥିଲ । ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତି ଜଳିଯାଇଥିଲ । ଟିଭି, ଫ୍ରିଜ୍, କୁଲର, ସମତ ଅନେକ ଦରକାରୀ ଜିନିଷ ପୋଡି ଯାଇଥିଲା । ଯାହାର ମୂଲ୍ୟContinue reading “ଘର ପୋଡିଯିବାର ଦୁଃଖ ସହିନପାରି ଆତ୍ମହତ୍ୟା କଲେ ମହିଳା । ସର୍ଟ ସର୍କିଟ ହୋଇ ଘରେ ଲାଗିଥିଲା ନିଆଁ ।”