କନକ ବ୍ୟୁରୋ: ୫ଜଣ ମୋବାଇଲ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବରଗଡ଼ ପୋଲିସ । ଏହା ସହ କିଛି ଚୋରି ମୋବାଇଲ ମଧ୍ୟ ଜବତ ହୋଇଛି । ଏହି ଲୁଟେରା ମାନେ ବରଗଡ ସମେତ ବିଭିନ୍ନ ଜିଲ୍ଲାରେ ଲୁଟ୍ପାଟ୍ କରୁଥିବା ପୋଲିସ ସୂଚନା ପାଇଥିଲା । ସିସିଟିଭି ଫୁଟେଜ ଆଧାରରେ ଏମାନଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ । ଦିନ ଦ୍ୱିପ୍ରହରରେ ପୋଲିସକୁ ଚ୍ୟାଲେଞ୍ଜ ଦେଇ ଏମାନେ ଲୁଟ୍ କରୁଥିଲେ । ରାସ୍ତାରେ ଯାଉଥିବାContinue reading “୫ ମୋବାଇଲ ଚୋରଙ୍କୁ ଧରିଲା ପୋଲିସ । ବରଗଡ ସହ ବିଭିନ୍ନ ଜିଲ୍ଲାରେ ଚଳାଇଥିଲେ ଲୁଟପାଟ୍ ।”
Category Archives: News
ତିନି ରାଜ୍ୟରେ ବିପୁଳ ବିଜୟ ପରେ ରାଜନୀତିର ଗଣିତ ପଢାଇଲେ ମୋଦୀ । କେବଳ କେନ୍ଦ୍ରରେ ନୁହେଁ ରାଜ୍ୟସ୍ତରରେ ବି ବିଜେପିର ଆଧିପତ୍ୟ ।
କନକ ବ୍ୟୁରୋ: ତିନି ରାଜ୍ୟ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ବିଜେପି ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ହାର୍ଟଲ୍ୟାଣ୍ଡର ହାରିବା ପରେ ଗୋଟିଏ ପଟେ କଂଗ୍ରେସ ଏବଂ ଇଣ୍ଡିଆ ମେଣ୍ଟଭୁଲରୁ ଶିକ୍ଷାଲାଭ କରି ସାଧାରଣ ନିର୍ବାଚନ ଲଢିବାକୁ ରଣନୀତି ପ୍ରସ୍ତୁତ କରୁଛି । ଅନ୍ୟପଟେ ବିଜେପି ଏବେ ତିନି ରାଜ୍ୟରେ ବିଜୟୀ ହୋଇ ଉତ୍ସାହିତ । ଆଉ କୌଣସି ଭୁଲ ନକରି କିଭଳି ବିରେଧୀଙ୍କୁ ଚେକ୍ ଦେଇହେବ ସେଥିପାଇଁ ପ୍ରସ୍ତୁତ ହେଉଛିContinue reading “ତିନି ରାଜ୍ୟରେ ବିପୁଳ ବିଜୟ ପରେ ରାଜନୀତିର ଗଣିତ ପଢାଇଲେ ମୋଦୀ । କେବଳ କେନ୍ଦ୍ରରେ ନୁହେଁ ରାଜ୍ୟସ୍ତରରେ ବି ବିଜେପିର ଆଧିପତ୍ୟ ।”
ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ରିଜର୍ଭ ବ୍ୟାଙ୍କର ତ୍ରୈମାସିକ ମୁଦ୍ରାନୀତି ଘୋଷଣା । ମହଙ୍ଗା ହେବନି EMI ।
କନକ ବ୍ୟୁରୋ: ‘ରୋପୋ ରେଟ୍’ ୬.୫%ରେ ଅପରିବର୍ତ୍ତିତ ରଖିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ‘ମନିଟାରି ପଲିସି କମିଟି’ ନିଷ୍ପତ୍ତି ଗ୍ରହଣ କରିଥିବା କଥା ଆଜି ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ କହିଛନ୍ତି। ସୁଧହାର ଅପରିବର୍ତ୍ତି ରଖିବା ଲାଗି ୬ ସଦସ୍ୟବିଶିଷ୍ଟ ‘ମନିଟାରି ପଲିସି କମିଟି’ (ଏମ୍ପିସି) ଏହାକୁ ଲଗାଇ ୫ମ ଥର ପାଇଁ ‘ରେପୋ ରେଟ୍’ ୬.୫%ରେ ରଖିବା ଲାଗି ନିଷ୍ପତ୍ତି ନେଇଛି। ଦେଶର ଅର୍ଥନୀତିଜ୍ଞମାନେ ମଧ୍ୟ ‘ରେପୋ ରେଟ୍’ ଅପରିବର୍ତ୍ତିତ ରହିବ ବୋଲି ଅନୁମାନ କରିଥିଲେ। ଭାରତୀୟContinue reading “ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ରିଜର୍ଭ ବ୍ୟାଙ୍କର ତ୍ରୈମାସିକ ମୁଦ୍ରାନୀତି ଘୋଷଣା । ମହଙ୍ଗା ହେବନି EMI ।”
ଚୀନର ପୂର୍ବତନ ବିଦେଶ ମନ୍ତ୍ରୀଙ୍କ ଆତ୍ମହତ୍ୟା । ନିର୍ଯାତନା ଯୋଗୁଁ ପ୍ରାଣ ହାରିଥିବା ସୂଚନା ।
କନକ ବ୍ୟୁରୋ: ଚୀନର ପୂର୍ବତନ ବିଦେଶ ମନ୍ତ୍ରୀଙ୍କ ଆତ୍ମହତ୍ୟା । ଜୁଲାଇ ମାସରେ ନିଜ ପଦରୁ ବହିଷ୍କୃତ ହୋଇଥିବା ଚୀନର ପୂର୍ବତନ ବୈଦେଶିକ ମନ୍ତ୍ରୀ କିନ୍ ଗ୍ୟାଙ୍ଗଙ୍କ ମୃତ୍ୟୁକୁ ନେଇ ଏବେ ପ୍ରଶ୍ନ ଉଠିଛି। ଆତ୍ମହତ୍ୟା କିମ୍ବା ନିର୍ୟାତନା ଯୋଗୁ ସେ ପ୍ରାଣ ହରାଇଥିବା ଜଣାପଡ଼ିଛି। ଗଣମାଧ୍ୟମ ରିପୋର୍ଟ ମୁତାବକ, ଚୀନ୍ର ଶୀର୍ଷ ଅଧିକାରୀଙ୍କ ନିକଟରେ ଥିବା ଦୁଇଜଣ ଦାବି କରିଛନ୍ତି ଯେ ଜୁଲାଇ ଶେଷ ଭାଗରେ ବେଜିଂର ଏକ ସାମରିକ ଡାକ୍ତରଖାନାରେ କିନଙ୍କ ମୃତ୍ୟୁ ଘଟିଥିଲା।Continue reading “ଚୀନର ପୂର୍ବତନ ବିଦେଶ ମନ୍ତ୍ରୀଙ୍କ ଆତ୍ମହତ୍ୟା । ନିର୍ଯାତନା ଯୋଗୁଁ ପ୍ରାଣ ହାରିଥିବା ସୂଚନା ।”
ରାୟଗଡାରେ ଚାଲିଛି ବ୍ୟାପକ ବନ୍ଧୁକ କାରବାର । ଶିକାରୀ ଗିରଫ ପରେ ପଦକାୁ ଆସିଲା ସତ ।
କନକ ବ୍ୟୁରୋ: ରାୟଗଡାରେ ବଢ଼ି ଚାଲିଛି ଦେଶୀ ବନ୍ଧୁକ କାରବାର । ଗୁଡାରୀ ପୋଲିସ ଦେଶୀ ବନ୍ଧୁକ ଜବତ କରିବା, ସହ ୨ଶିକାରୀଙ୍କୁ ଗିରଫ କରିବା ପରେ ଏହି ଘଟଣା ସାମନାକୁ ଆସିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଗୁମୁଡା ଫାଣ୍ଡି ଅନ୍ତର୍ଗତ, ଲକ୍ଷ୍ମୀପୁର ଗାଁର ସୁରେଶ କଇବର୍ତ ଓ ପୂର୍ଣ୍ଣ କାଡରାକା । ଗୋପାଳପୁର ନିକଟରେ ଦୁଇ ଶିକାରୀ, ଶିକାର କରି ଘରକୁ ଫେରୁଥିବାବେଳେ ବନ ବିଭାଗ ମାଡି ବସିଥିଲା । ଘଟଣା ସ୍ଥଳରୁContinue reading “ରାୟଗଡାରେ ଚାଲିଛି ବ୍ୟାପକ ବନ୍ଧୁକ କାରବାର । ଶିକାରୀ ଗିରଫ ପରେ ପଦକାୁ ଆସିଲା ସତ ।”
ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆର ଆହତ । ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ଭର୍ତ୍ତି
କନକ ବ୍ୟୁରୋ: ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆର ଆହତ । ଫାର୍ମ ହାଉସ୍ରେ ଗୋଡ ଖସିଯିବାରୁ ତଳେ ପଡ଼ି ଆହତ ହୋଇଛନ୍ତି । ତାଙ୍କୁ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅଣ୍ଟାରେ ଆଘାତ ଲାଗିଥିବା କୁହାଯାଉଛି । ଡାକ୍ତର କେସିଆରଙ୍କ ଚିକିତ୍ସାରେ ଲାଗିଛନ୍ତି । ନିକଟରେ ହୋଇଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କେସିଆରଙ୍କ ଦଳ ଭାରତ ରାଷ୍ଟ୍ର ସମିତି ପରାସ୍ତ ହୋଇଛି । The post ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆର ଆହତContinue reading “ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆର ଆହତ । ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ଭର୍ତ୍ତି”
ଏତେ ଟଙ୍କା! ଗଣି ଗଣି ମେସିନ ବି ହାଲିଆ । ୪୮ ଘଣ୍ଟାରୁ ଅଧିକ ସମୟ ଧରି ଜାରି ରହିଛି ମଦ ସାମ୍ରାଜ୍ୟରେ ଚଢଉ ।
କନକ ବ୍ୟୁରୋ: ଯେତେ ଗଣିଲେ ବି ସରୁନାହିଁ । ତୃତୀୟ ଦିନରେ ଚାଲିଛି ଟଙ୍କା ଗଣା । ଟଙ୍କା ଗଣି ଗଣି ବ୍ୟାଙ୍କ ଓ ଆଇଟି ଅଧିକାରୀ ହାଲିଆ । ଝାଡ଼ଖଣ୍ଡ କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁ ଏବଂ ତାଙ୍କ ସହଯୋଗୀଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ସମୟରେ ୨୫୨ କୋଟିରୁ ଅଧିକ ଟଙ୍କା ଜବତ ହୋଇଛି । ତେବେ ଏହି ଟଙ୍କା ୩୦୦ କୋଟି ଟଙ୍କା ଟପିବ ବୋଲି ଜଣାପଡ଼ିଛି । ଆଜି ବି ସମ୍ବଲପୁରରେContinue reading “ଏତେ ଟଙ୍କା! ଗଣି ଗଣି ମେସିନ ବି ହାଲିଆ । ୪୮ ଘଣ୍ଟାରୁ ଅଧିକ ସମୟ ଧରି ଜାରି ରହିଛି ମଦ ସାମ୍ରାଜ୍ୟରେ ଚଢଉ । “
ଆତ୍ମହତ୍ୟା କରିବାକୁ ଆସିଥିଲେ, ବ୍ରିଜରେ ଫସିଗଲେ । ଦୀର୍ଘ ଘଣ୍ଟାର ଅପରେସନ୍ ପରେ ଯୁବକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ ।
କନକ ବ୍ୟୁରୋ: ଆତ୍ମହତ୍ୟା କରିବାକୁ ଯାଇ ଫସିଲେ ।ଆତ୍ମହତ୍ୟା କରିବାକୁ ଯାଇଥିଲେ ମଝି ନଦୀରେ ବ୍ରିଜରେ ଫସିଲେ ଯୁବକ । ଦୀର୍ଘ ଘଂଟାର ଅପରେସନ୍ ପରେ ଯୁବକଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ପାତ୍ରପଡା ଅଂଚଳର ଶେଖ ଜାହାଙ୍ଗୀର ନାମକ ଜଣେ ଯୁବକ ପାରିବାରିକ କଳହ କାରଣରୁ ବାଙ୍କୀ ମହାନଦୀର ଯାତମୁଣ୍ଡିଆ ବ୍ରିଜ୍ ଉପରେ ଆତ୍ମହତ୍ୟା ଉଦ୍ୟମ ପାଇଁ ଆସିଥିଲେ । ବ୍ରିଜ୍ ଉପରେ ନିଜ ବାଇକ୍Continue reading “ଆତ୍ମହତ୍ୟା କରିବାକୁ ଆସିଥିଲେ, ବ୍ରିଜରେ ଫସିଗଲେ । ଦୀର୍ଘ ଘଣ୍ଟାର ଅପରେସନ୍ ପରେ ଯୁବକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ ।”
ପୁଣି ହାତୀ ନେଲା ୨ ଜୀବନ । ଅନୁଗୋଳ ଶରଧାପୁର ଓ ଛେଳିଆପଡା ଗାଁରେ ହାତୀ ଭୟ ।
କନକ ବ୍ୟୁରୋ: ପୁଣି ହାତୀ ଆକ୍ରମଣରେ ଦୁଇ ମୃତ । ଅନୁଗୋଳ ଜିଲ୍ଲା ଶରଧାପୁର ଓ ଛେଳିଆପଡା ଗାଁରୁ ଆସିଛି ଏଭଳି ଦୁଃଖଦ ଘଟଣା । ଗତକାଲି ରାତିରେ ହାତୀ ଆକ୍ରମଣ ଯୋଗୁଁ ୨ ଜଣ ପ୍ରାଣ ହରାଇଛନ୍ତି । ମୃତକ ହେଉଛନ୍ତି ଶରଧାପୁର ଗାଁର ଗୁରୁ ନାଏକ ଏବଂ ଛେଳିଆପଡା ଗାଁର ଅଇଁଠୁ ସାହୁ । କିଛି ଦିନର ବ୍ୟବଧାନ ପରେ ପୁଣି ହାତୀ ଆକ୍ରମଣରେ ଯାଇଛି ଲୋକଙ୍କ ଜୀବନ । ଫଳରେ ଅଂଚଳରେ ଭୟରContinue reading “ପୁଣି ହାତୀ ନେଲା ୨ ଜୀବନ । ଅନୁଗୋଳ ଶରଧାପୁର ଓ ଛେଳିଆପଡା ଗାଁରେ ହାତୀ ଭୟ ।”
ଗ୍ୟାସ୍ ଲିକରୁ ଅଗ୍ନିକାଣ୍ଡ । ରୋଷେଇ କଲାବେଳେ ହଠାତ୍ ଲାଗିଗଲା ନିଆଁ ।
କନକ ବ୍ୟୁରୋ: କଟକରେ ଗ୍ୟାସ୍ ଲିକରୁ ଅଗ୍ନିକାଣ୍ଡ । ପିଠାପୁର ସ୍ଥିତ ତାରଚାନ୍ଦପାଟଣାରେ ଭୋରରୁ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ ହୋଇଛି । ରୋଷେଇ ଚାଲିଥିବା ବେଳେ ଗ୍ୟାସ୍ ଲିକ୍ ହୋଇ ହଠାତ୍ ନିଆଁ ଲାଗି ଯାଇଥିଲା । ଏଥିରେ ୩ ଜଣ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଏସ୍ସିବିରେ ଭର୍ତି କରାଯାଇଛି । ନିଆଁ ଲାଗିବା ଖବର ଜଣାପଡ଼ିବା ପରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଥିଲେ । The postContinue reading “ଗ୍ୟାସ୍ ଲିକରୁ ଅଗ୍ନିକାଣ୍ଡ । ରୋଷେଇ କଲାବେଳେ ହଠାତ୍ ଲାଗିଗଲା ନିଆଁ ।”