ବହି ବସ୍ତାନି ଜାଗାରେ ପିଲାଙ୍କ କାନ୍ଧରେ ଜାଳେଣି: ଭୋଗରାଇ ବ୍ଲକ ଗୋବିନ୍ଦପୁର ପ୍ରାଥମିକ ବିଦ୍ୟାଳୟର ପିଲାଙ୍କୁ ପ୍ରଧାନଶିକ୍ଷକ କାଠ ବୁହାଇଥିବା ଅଭିଯୋଗ

କନକ ବ୍ୟୁରୋ: ବହି ବସ୍ତାନି ବଦଳରେ କାଠ ବୋହିଲେ ସ୍କୁଲର କୁନି କୁନି ପିଲା । ଖୋଦ୍ ପ୍ରଧାନ ଶିକ୍ଷକ ସ୍କୁଟି ଉପରେ ବସି ପିଲାଙ୍କୁ କାଠ ବୁହାଉଛନ୍ତି । ବାଲେଶ୍ୱରର ଭୋଗରାଇ ବ୍ଲକ ଗୋବିନ୍ଦପୁର ପ୍ରାଥମିକ ବିଦ୍ୟାଳୟର କୁନି କୁନି ପିଲା କାଠ ବୋହୁଥିବା ଦେଖିବାକୁ ମିଳିଛି । ତେବେ ଏହି କାଠ ସ୍କୁଲରେ ଜାଳେଣି ପାଇଁ ବ୍ୟବହାର ହେଉଥିବା ଜଣାପଡିଛି । ଆଉ ପ୍ରଧାନ ଶିକ୍ଷକ ଭୂଷଣ ଜେନା ପିଲାଙ୍କୁ କାଠ ବୋହିବାକୁ କହିଥିବାContinue reading “ବହି ବସ୍ତାନି ଜାଗାରେ ପିଲାଙ୍କ କାନ୍ଧରେ ଜାଳେଣି: ଭୋଗରାଇ ବ୍ଲକ ଗୋବିନ୍ଦପୁର ପ୍ରାଥମିକ ବିଦ୍ୟାଳୟର ପିଲାଙ୍କୁ ପ୍ରଧାନଶିକ୍ଷକ କାଠ ବୁହାଇଥିବା ଅଭିଯୋଗ”

ଉତରାଖଣ୍ଡ ଟନେଲରୁ ୫ ଓଡିଆ ଶ୍ରମିକ ଉଦ୍ଧାର: ନବରଙ୍ଗପୁର ଓ ବାରିପଦାରେ ଉତ୍ସବର ମାହୋଲ, ମୁଖ୍ୟମନ୍ତ୍ରୀ କହିଲେ ଲୋକଙ୍କ ଜୀବନ ରକ୍ଷା ପାଇଁ ଦେଶ ସବୁ କରିପାରିବ

କନକ ବ୍ୟୁରୋ: ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ଅଛନ୍ତି ଓଡିଶାର ୫ ଜଣ । ଏମାନେ ହେଲେ ମୟୁରଭଞ୍ଜ ବାରିପଦାର ବିଶ୍ୱେର ନାୟକ, କୁଲଡିହାର ରାଜୁ ନାୟକ, ବଡ କୁଦରର ଧୀରେନ ନାୟକ, ନବରଙ୍ଗପୁର ତାଲବେଡାର ଭଗବାନ ଭତ୍ରା ଓ ଭଦ୍ରକ ଶଙ୍କର୍ଷଣପୁରର ତପନ ମଣ୍ଡଳ ଅଛନ୍ତି । ଉଦ୍ଧାର ପରେ ସଂପୃକ୍ତ ପରିବାରକୁ ଫୋନ କରି ଜଣାଯାଇଥିଲା । ଏମାନେ ଉଦ୍ଧାର ହେବା ପରେ ପରିବାରରେ ଖୁସିର ଲହର ଖେଳିଯାଇଛି । ନବରଙ୍ଗପୁର ଓ ବାରିପଦାରେ ଉତ୍ସବContinue reading “ଉତରାଖଣ୍ଡ ଟନେଲରୁ ୫ ଓଡିଆ ଶ୍ରମିକ ଉଦ୍ଧାର: ନବରଙ୍ଗପୁର ଓ ବାରିପଦାରେ ଉତ୍ସବର ମାହୋଲ, ମୁଖ୍ୟମନ୍ତ୍ରୀ କହିଲେ ଲୋକଙ୍କ ଜୀବନ ରକ୍ଷା ପାଇଁ ଦେଶ ସବୁ କରିପାରିବ”

କ୍ୟାଚ ମିସ୍ ସହିତ ଦୁର୍ବଳ ବୋଲିଂ: ଭାରତ ମୁହଁରୁ ମ୍ୟାଚ ଛଡାଇନେଲା ଅଷ୍ଟ୍ରେଲିଆ

କନକ ବ୍ୟୁରୋ: ବିଶ୍ୱକପ ପରେ ଭାରତ ବିପକ୍ଷରେ ଲଗାତର ଦୁଇଟି ଟି-ଟ୍ୱେଂଟି ହାରି ନିରାଶ ହୋଇଥିବା ଅଷ୍ଟ୍ରେଲିଆ ଦଳ ଶେଷରେ ବିଜୟୀ ହୋଇଛି । ଶୃଙ୍ଖଳାର ତୃତୀୟ ମ୍ୟାଚରେ ଭାରତକୁ ହରାଇ ବିଜୟ ଧାରାକୁ ଫେରିଛି । ଭାରତର ୨୨୩ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା । କିନ୍ତୁ ରନ୍ ରେଟ୍କୁ ଆବଶ୍ୟକ ଅନୁସାରେ ଜାରି ରଖିଥିଲା । ଗ୍ଲେନ୍ ମ୍ୟାକ୍ସୱେଲ୍ ୪୮ ବଲ୍ରେ ଅପରାଜିତ ୧୦୪ ରନ୍Continue reading “କ୍ୟାଚ ମିସ୍ ସହିତ ଦୁର୍ବଳ ବୋଲିଂ: ଭାରତ ମୁହଁରୁ ମ୍ୟାଚ ଛଡାଇନେଲା ଅଷ୍ଟ୍ରେଲିଆ”

ଆଜି ବୁଧବାରରେ ଜମିବ ଛାଡଖାଇ: ବଜାରରେ ଆମିଷ ଦର ଉଚ୍ଚା, ଦୋକାନୀ ଦର ତାଲିକା ମାରିବା ବାଧ୍ୟତାମୂଳକ

କନକ ବ୍ୟୁରୋ: ଗତକାଲି ଆମିଷ ବାର ନଥିଲା । ଆଜି ବୁଧବାର ଥିବାରୁ ଜମିବ ଛାଡଖାଇ । ସକାଳୁ ସକାଳୁ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ଆମିଷ ବଜାରରେ ଗହଳି ଲାଗୁଥିବା ଦେଖିବାକୁ ମିଳିଛି । ଏହାପୂର୍ବରୁ ବଜାରରେ ଆମିଷ ଦର ଉଚ୍ଚା ରହିଛି । ଦୋକାନୀ ଦର ତାଲିକା ମାରିବା ବାଧ୍ୟତାମୂଳକ ହୋଇଛି । ସେହିପରି ସତର୍କ ରହିଛି ଖାଦ୍ୟ ସୁରକ୍ଷା ବିଭାଗ । ରାଜଧାନୀରେ ଚଢା ଦର ଉପରେ ବିଏମସି ନଜର ରଖିଛି ।Continue reading “ଆଜି ବୁଧବାରରେ ଜମିବ ଛାଡଖାଇ: ବଜାରରେ ଆମିଷ ଦର ଉଚ୍ଚା, ଦୋକାନୀ ଦର ତାଲିକା ମାରିବା ବାଧ୍ୟତାମୂଳକ”

ଟନେଲରୁ ଉଦ୍ଧାର ୪୧ ଶ୍ରମିକଙ୍କ ଚାଲିଛି ସ୍ୱାସ୍ଥ୍ୟ ପରୀକ୍ଷା: ଉଦ୍ଧାରକାରୀ ଦଳକୁ ଚାରିଆଡୁ ପ୍ରଂଶସା

କନକ ବ୍ୟୁରୋ: ୧୭ ଦିନ ପରେ ଉଦ୍ଧାର ହେଲେ ଉତରାଖଣ୍ଡର ସିଲକିୟାରା ଟନେଲରେ ଫସିଥିବା ୪୧ ଜଣ ଶ୍ରମିକ । ମଙ୍ଗଳବାର ସନ୍ଧ୍ୟାରେ ଏହି ଶ୍ରମିକମାନେ ନୂଆ ଜୀବନ ପାଇଛନ୍ତି । ପ୍ରାୟ ଦେଢଘଂଟାର ଅପରେସନରେ ଜଣକ ପରେ ଜଣେ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ପରେ ସମସ୍ତ ୪୧ ଜଣ ଶ୍ରମିକଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ସେମାନଙ୍କର ସ୍ୱାସ୍ଥ୍ୟ ଯାଂଚ କରାଯାଇଛି । ଉଦ୍ଧାର କାମର ସଫଳତା ପରେ ଶ୍ରମିକଙ୍କ ପରିବାର,Continue reading “ଟନେଲରୁ ଉଦ୍ଧାର ୪୧ ଶ୍ରମିକଙ୍କ ଚାଲିଛି ସ୍ୱାସ୍ଥ୍ୟ ପରୀକ୍ଷା: ଉଦ୍ଧାରକାରୀ ଦଳକୁ ଚାରିଆଡୁ ପ୍ରଂଶସା”

କୋଚିଂ ହବ୍ କୋଟାକୁ ନେଇ ଉଠୁଛି ପ୍ରଶ୍ନ: କ’ଣ ପାଇଁ ବଢ଼ୁଛି ଆତ୍ମହତ୍ୟା ସଂଖ୍ୟା?

କନକ ବ୍ୟୁରୋ: ରାଜସ୍ଥାନ କୋଟା ସହର । କୁହାଯାଏ ଉଚ୍ଚ ଶିକ୍ଷା ଅଭିଳାଶ ରଖୁଥିବା ଛାତ୍ରଛାତ୍ରୀ ସବୁଠୁ ଉନ୍ନତମାନର କୋଚିଂ ପାଇଁ କୋଟାକୁ ଆସିଥାନ୍ତି । ଏବେ କିନ୍ତୁ ଆତ୍ମହତ୍ୟାର କେନ୍ଦ୍ରସ୍ଥଳ ପାଲଟିଛି କୋଟା । ୧୧ମାସରେ ୨୮ଜଣ ଆତ୍ମହତ୍ୟା ଘଟଣା ପୂରା ଦେଶକୁ ସ୍ତବ୍ଧ କରିଛି । ପ୍ରଶ୍ନ ଉଠୁଛି ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ପଛର କାରଣ କ’ଣ? ବାରମ୍ବାର ଘଟୁଥିବା ଅଘଟଣ ପାଇଁ ଦାୟୀ କିଏ? କେବେ ମିଳିବ ସମସ୍ୟାର ସମାଧାନ । ନାଁ-ଫରିଦ ହୁସେନContinue reading “କୋଚିଂ ହବ୍ କୋଟାକୁ ନେଇ ଉଠୁଛି ପ୍ରଶ୍ନ: କ’ଣ ପାଇଁ ବଢ଼ୁଛି ଆତ୍ମହତ୍ୟା ସଂଖ୍ୟା?”

ଅଟୋ ଚାଳକଙ୍କୁ ଭେଟିଲେ ରାହୁଲ: ସଫେଇ କର୍ମୀଙ୍କ ହାଲଚାଲ ପଚାରି ବୁଝିଲେ, ଡେଲିବରୀ ବୟଙ୍କ ସମସ୍ୟା ଶୁଣିଲେ

କନକ ବ୍ୟୁରୋ: ତେଲେଙ୍ଗାନାରେ ତ୍ରିକୋଣୀୟ ଲଢେଇ ହେବ । ବିଜେପି, କଂଗ୍ରେସ ଓ ବିଆରଏସ ମଧ୍ୟରେ ଟକ୍କର ହେବ ଜୋରଦାର । ଆଂଚଳିକ ଦଳ ତଥା ଲଗାତର ୨ୟଥ ପାଇଁ ଶାସନଗାଦୀରେ ଥିବା ବିଆରଏସ ପାଇଁ ଏଥରକ ନିର୍ବାଚନ ମଧ୍ୟ ଚ୍ୟାଲେଂଜପୂର୍ଣ୍ଣ ରହିଛି । ସେପଟେ ମୁସଲିମ ଭୋଟକୁ ନେଇ ବିଜେପି-କଂଗ୍ରେସ ଭୋଟରେ ମଧ୍ୟ ବଡ ଧରଣରଣ ପରିବର୍ତନ ସମ୍ଭାବନା ରହିଛି । ଏହା ଭିତରେ ଭୋଟରଙ୍କୁ ଆକୃଷ୍ଟ କରିବ ପାଇଁ ବିଜେପି,କଂଗ୍ରେସ ଓ ବିଆରଏସ ନିଜContinue reading “ଅଟୋ ଚାଳକଙ୍କୁ ଭେଟିଲେ ରାହୁଲ: ସଫେଇ କର୍ମୀଙ୍କ ହାଲଚାଲ ପଚାରି ବୁଝିଲେ, ଡେଲିବରୀ ବୟଙ୍କ ସମସ୍ୟା ଶୁଣିଲେ”

ଉଦ୍ଧାର ହେଲେ ଶ୍ରମିକ, ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି: ମୋଦୀ କହିଲେ, ଭାବପ୍ରବଣ କଲା ଭଳି ସମୟ

କନକ ବ୍ୟୁରୋ: ଟନେଲରୁ ଉଦ୍ଧାର ହୋଇଛନ୍ତି ସମସ୍ତ ୪୧ ଶ୍ରମିକ । କଣ ହେବ, କେମିତି ଉଦ୍ଧାର ହେବେ? ଏମିତି ଅନେକ ପ୍ରଶ୍ନ ଭିତରେ ଆଜି ଟନେଲରୁ ଶ୍ରମିକଙ୍କ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଦଳ । ଶ୍ରମିକ ଉଦ୍ଧାର ପରେ ଏବେ ସାରା ଦେଶ ଖୁସି ବ୍ୟକ୍ତ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଟ୍ୱିଟ କରି ଖୁସି ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି, ଉତ୍ତରକାଶୀରେ ଆମContinue reading “ଉଦ୍ଧାର ହେଲେ ଶ୍ରମିକ, ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି: ମୋଦୀ କହିଲେ, ଭାବପ୍ରବଣ କଲା ଭଳି ସମୟ”

ପାହାଡ ପାଟିରୁ ଫେରିଲା ଜୀବନ: ୧୭ ଦିନ ସଂଘର୍ଷ କରି ସୁଡଙ୍ଗରୁ ବାହାରିଲେ ୪୧ ଯୋଦ୍ଧା

କନକ ବ୍ୟୁରୋ: ଦିନେ କି ଦୁଇ ଦିନ ନୁହେଁ ପୂରା ୧୭ ଦିନ । କେମିତି ବିତିଥିଲା ସେହି ରାତି, କେମିତି କଟିଲା ସେସବୁ ଅନ୍ଧାରୀ ଦିନ । ତାହା କେବଳ ସେହି ଶ୍ରମିକ ମାନେ ହିଁ ଜାଣନ୍ତି । ଏହି ୧୭ ଦିନ ଭିତରେ ସମସ୍ତେ ଶ୍ରମିକଙ୍କୁ ଉଦ୍ଧାର ପାଇଁ ନିଜ ସାମର୍ଥ୍ୟ ଲଗାଇ ଦେଇଥିଲେ । କିଏ ଘଟଣାସ୍ଥଳରେ ରହି ଟନେଲ ଖୋଳୁଥିଲା ତ ଆଉ କିଏ ଘରେ ବସି ପ୍ରାର୍ଥନା କରୁଥିଲା ।Continue reading “ପାହାଡ ପାଟିରୁ ଫେରିଲା ଜୀବନ: ୧୭ ଦିନ ସଂଘର୍ଷ କରି ସୁଡଙ୍ଗରୁ ବାହାରିଲେ ୪୧ ଯୋଦ୍ଧା”

ଭଗବାନ ଶୁଣିଲେ ଡାକ: ୧୭ ଦିନପରେ ଉଦ୍ଧାର ହେଲେ ଟନେଲରେ ଫସିଥିବା ଶ୍ରମିକ

କନକ ବ୍ୟୁରୋ: ଭଗବାନ ଶୁଣିଲେ କୋଟି କୋଟି ଲୋକଙ୍କ ଡାକ । ୧୭ ଦିନ ପରେ ବାହାର ଦୁନିଆ ଦେଖିଲେ ଟନେଲରେ ଫସିଥିବା ଶ୍ରମିକ । ପ୍ରଥମ ଦଫାରେ ୫ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଶ୍ରମିକଙ୍କୁ ଉଦ୍ଧାର ପାଇଁ ୧୭ ଦିନ ହେବ କସରତ କରୁଥିଲେ ଉଦ୍ଧାରକାରୀ ଦଳ । ବାରମ୍ବାର ବିଫଳ ହୋଇ ବି ଆଶା ଛାଡିନଥିଲେ ଉଦ୍ଧାରକାରୀ ଦଳ । ଶେଷରେ ଆଜି ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ତେବେ ଆଜିContinue reading “ଭଗବାନ ଶୁଣିଲେ ଡାକ: ୧୭ ଦିନପରେ ଉଦ୍ଧାର ହେଲେ ଟନେଲରେ ଫସିଥିବା ଶ୍ରମିକ”

Design a site like this with WordPress.com
Get started