କନକ ବ୍ୟୁରୋ: କାଲି ଜନ୍ମଦିନ ଥିଲା । ହେଲେ, ଆଜି ସକାଳୁ ଚାଲି ଯାଇଛି ଜୀବନ । ବାଣିବିହାର ଓଭର ବ୍ରିଜ ନିକଟରେ ଟ୍ରକ ଧକାରେ ମୃତ୍ୟୁ ହୋଇଥିବା ଓୟୁଟିଆର ବା କଲେଜ ଅଫ୍ ଇଂଜିନୟରିଂ ଆଣ୍ଡ ଟେକ୍ନୋଲଜିର ଛାତ୍ର ପ୍ରତ୍ୟୁତପର୍ଣ୍ଣ ଦାସଙ୍କ ସମ୍ପର୍କରେ ଏମିତି କିଛି ଦୁଃଖଦ ସୂଚନା ମିଳିଛି । ସେ ଗତକାଲି ସାଂଗ ସାଥୀଙ୍କ ସହ ଜନ୍ମଦିନ ପାଳିଥିଲେ । ବେଶ ଖୁସିରେ ଥିଲେ । ଆଜି ସକାଳୁ ସେ ସ୍କୁଟିରେ କଲେଜContinue reading “କାଲି ପାଲିଥିଲେ ଜନ୍ମଦିନ, ସକାଳୁ ଚାଲିଗଲା ଜୀବନ: ସ୍କୁଟିରେ ଯିବାବେଳେ ବାଣିବିହାର ଓଭରବ୍ରିଜରେ ଚଢ଼ିଗଲା ଟ୍ରକ”
Category Archives: News
ଦକ୍ଷିଣ ଆଫ୍ରିକା ଖଣି ଦୁର୍ଘଟଣା । ୬୫୦ ଫୁଟ ଉପରୁ ଖସି ପଡିଲା ଲିଫ୍ଟ । ୧୧ ଜଣଙ୍କର ମୃତ୍ଯୁ
ଗତକାଲି ଭାରତରେ ୧୭ ଦିନ ଧରି ସୁଡଙ୍ଗ ଭିତରେ ଫସି ରହିଥିବା ୪୧ ଜଣ ଶ୍ରମବୀରଙ୍କୁ ଉଦ୍ଧାର କରାଯାଇଛି । ଠିକ ଏହି ସମୟରେ ପୃଥିବୀର ଅନ୍ୟ ଏକ ପାର୍ଶ୍ୱରୁ ପ୍ରାୟ ସେହିପ୍ରକାର ଏକ ଦୁଃଖଦ ଖବର ସାମନାକୁ ଆସିଛି । ଦକ୍ଷିଣ ଆଫ୍ରିକାର ଏକ ପ୍ଲାଟିନମ୍ ଖଣିରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଯାଇଛି । ଶ୍ରମିକମାନଙ୍କୁ ସୁଡଙ୍ଗରୁ ଭୂମି ଉପରକୁ ଆସୁଥିବା ବେଳେ ହଠାତ୍ ଏକ ଲିଫ୍ଟ ଛିଣ୍ଡି ଯାଇ ପ୍ରାୟ ୨୦୦ ମିଟର (୬୫୬Continue reading “ଦକ୍ଷିଣ ଆଫ୍ରିକା ଖଣି ଦୁର୍ଘଟଣା । ୬୫୦ ଫୁଟ ଉପରୁ ଖସି ପଡିଲା ଲିଫ୍ଟ । ୧୧ ଜଣଙ୍କର ମୃତ୍ଯୁ “
ସୋରରେ ଅଭାବନୀୟ ସ୍ଥିତି: ମା’ର ଶବକୁ ନେଇ ଦୁଇ ପୁଅ ମଧ୍ୟରେ ଟଣାଓଟରା
କନକ ବ୍ୟୁରୋ: ମା’ର ମୃତଦେହ ବ୍ୟବଚ୍ଛେଦ ନେଇ ୨ ପୁଅଙ୍କ ମଧ୍ୟରେ ଟଣାଓଟରା । ସୋର ଥାନା ବାଳଙ୍ଗ ପଂଚାୟତ ସିମୁଳିଆ ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ବଡ଼ପ୍ରୁଅ ହତ୍ୟା ଅଭିଯୋଗ ଆଣି ଶବ ବ୍ୟବଚ୍ଛେଦ ଦାବି କରିବାକୁ ନେଇ ଦେଖାଦେଇଛି ବିବାଦ । ମା’ ମାଳତୀ ବାରିକ ସାନ ପୁଅ ପାଖରେ ରହୁଥିବା ବେଳେ ବଡ଼ ପୁଅ ନନ୍ଦକିଶୋର ବାରିକ ଘରଠାରୁ ଅଲଗା ହୋଇ ରହୁଥିଲେ । ମାଳତୀ ଘର ପାଖରେContinue reading “ସୋରରେ ଅଭାବନୀୟ ସ୍ଥିତି: ମା’ର ଶବକୁ ନେଇ ଦୁଇ ପୁଅ ମଧ୍ୟରେ ଟଣାଓଟରା”
ଖୋଲୁଛି ଆଇଆଇସି ସୁଶାନ୍ତ ଶତପଥୀଙ୍କ କଳାକାରନାମାର ଗୁମର: ବିରୋଧରେ ଥିଲା ଏକାଧିକ ପ୍ରୋସିଡିଂ ଓ ବ୍ଲାକ୍ ମାର୍କ
କନକ ବ୍ୟୁରୋ: ଖୋଲୁଛି ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ ଶତପଥିଙ୍କ କଳାକାରନାମାର ଚିଠା । ୧୯୯୯ ମସିହାରେ କନେଷ୍ଟବଳ ଭାବେ ଚାକିରି ଆରମ୍ଭ କରିଥିଲେ । ୨୦୦୮ରେ ପରୀକ୍ଷା ଦେଇ ସିଧାସଳଖ ଏସଆଇ ପାହ୍ୟା ପାଇଥିଲେ । ୨୦୦୯ରୁ ୨୦୨୩ ଜୁଲାଇ ପର୍ଯ୍ୟନ୍ତ କେନ୍ଦୁଝର ଜିଲ୍ଲା ନରସିଂହପୁର ଥାନା, ତିଗିରିଆ, କଟକ ଜିଳ୍ଲାର ଆଠଗଡ଼, ମଙ୍ଗଳାବାଗରେ ଏସ୍ଆଇ ଭାବେ କାମ କରୁଥିଲେ । ଜଗତସିଂହପୁର ଜିଲ୍ଲାରେ ନାଉଗାଁ, ରାଗୟଡ଼ା ଜିଳ୍ଲାର ରାମାନାଗୁଡ଼ା ଫାଣ୍ଡିରେ ଏଏସଆଇ ଭାବେ କାମContinue reading “ଖୋଲୁଛି ଆଇଆଇସି ସୁଶାନ୍ତ ଶତପଥୀଙ୍କ କଳାକାରନାମାର ଗୁମର: ବିରୋଧରେ ଥିଲା ଏକାଧିକ ପ୍ରୋସିଡିଂ ଓ ବ୍ଲାକ୍ ମାର୍କ”
ଫ୍ଲାଇଟରେ ସ୍ବାମୀ ସ୍ତ୍ରୀ ଝଗଡା । କରିବାକୁ ପଡିଲା ଇମରଜେନ୍ସି ଲ୍ୟାଣ୍ଡିଂ
ଆଜିକାଲି ଫ୍ଲାଇଟରେ ଅଭଦ୍ର ବ୍ୟବହାର , ମାରପିଟ ପରି ଘଟଣା ପ୍ରାୟତଃ ଦେଖିବାକୁ ମିଳୁଛି । ଏପରିକି ମଦ ନିଶାରେ ସହ ଯାତ୍ରୀଙ୍କ ଉପରେ ପରିଶ୍ରା କରିଦେଲା ଭଳି ଘଟଣା ନିକଟ ଅତୀତରେ ଘଟିଥିବାର ନଜରକୁ ଆସିଥିଲା । ଏସବୁ ଘଟଣା ତ ଅପରିଚିତ ବ୍ଯକ୍ତି ମାନଙ୍କ ମଧ୍ୟରେ ଘଟିଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସ୍ବାମୀ ସ୍ତ୍ରୀ ମଧ୍ୟରେ ଝଗଡା ଯୋଗୁ ଗୋଟେ ଫ୍ଲାଇଟକୁ ଇମରଜେନ୍ସି ଲ୍ୟାଣ୍ଡିଂ କରିବାକୁ ପଡିଛି । ସୂତ୍ରରୁContinue reading “ଫ୍ଲାଇଟରେ ସ୍ବାମୀ ସ୍ତ୍ରୀ ଝଗଡା । କରିବାକୁ ପଡିଲା ଇମରଜେନ୍ସି ଲ୍ୟାଣ୍ଡିଂ”
ଡମ୍ପିଂୟାର୍ଡ଼ ଉଚ୍ଛେଦ ଦାବିରେ ଦ୍ୱିତୀୟ ଦିନରେ ବିଜେପିର ସତ୍ୟାଗ୍ରହ: ସୈନିକ ସ୍କୁଲ ସମ୍ମୁଖରେ ଜିଲ୍ଲା ବିଜେପିର ଧାରଣା
କନକ ବ୍ୟୁରୋ: ସୈନିକ ସ୍କୁଲ ନିକଟ ଅସ୍ଥାୟୀ ଡମ୍ପିୟାର୍ଡକୁ ସମ୍ପୂର୍ଣ୍ଣ ଉଛେଦ୍ଦ ଦାବିରେ ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଦ୍ୱିତୀୟ ଦିନରେ ଜାରି ରହିଛି ସତ୍ୟାଗ୍ରହ । ଅଳିଆ ଆବର୍ଜନାର ଦୁର୍ଗନ୍ଧରେ ସ୍ଥାନୀୟ ଅଂଚଳବାସୀ ଅତିଷ୍ଠ ହୋଇଥିବା ବେଳେ ଚୁପ୍ ବସିଛି ବିଏମସି । ଡମ୍ପିୟାର୍ଡର ଅବସ୍ଥା ଶୋଚନୀୟ ହୋଇପଡିଛି । ରାଜଧାନୀର ଛାତି ଉପରେ ଅଳିଆ ପାହାଡର କାୟା ବୃଦ୍ଧି ପାଉଥିବା ସମସସ୍ୟାର ସ୍ଥାୟୀ ସମାଧାନ ନକରି ମହଲତ ଦେବାରେ ଲାଗିଛି ବିଏମସି । ତୁରନ୍ତContinue reading “ଡମ୍ପିଂୟାର୍ଡ଼ ଉଚ୍ଛେଦ ଦାବିରେ ଦ୍ୱିତୀୟ ଦିନରେ ବିଜେପିର ସତ୍ୟାଗ୍ରହ: ସୈନିକ ସ୍କୁଲ ସମ୍ମୁଖରେ ଜିଲ୍ଲା ବିଜେପିର ଧାରଣା”
ହସ୍ପିଟାଲରେ ୪୧ ଶ୍ରମିକଙ୍କୁ ଭେଟିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ: ସମସ୍ତଙ୍କ ହାତରେ ଦେଲେ ୧ ଲକ୍ଷ ଟଙ୍କାର ଚେକ୍
କନକ ବ୍ୟୁରୋ: ଟନେଲରୁ ଉଦ୍ଧାର ୪୧ ଶ୍ରମିକଙ୍କ ଚାଲିଛି ସ୍ୱାସ୍ଥ୍ୟ ପରୀକ୍ଷା । ହସ୍ପିଟାଲରେ ଶ୍ରମିକଙ୍କୁ ଭେଟିଲେ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ଭେଟିବା ସମୟରେ ଶ୍ରମିକ ମାନଙ୍କୁ ଏକ ଲକ୍ଷ ଟଙ୍କାର ସହାୟତା ରାଶି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ । ଏହା ସହ ଶ୍ରମିକଙ୍କୁ ଭେଟି ମଧ୍ୟ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି । ଗତକାଲି ସନ୍ଧ୍ୟାରେ ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇଥିଲା । ପ୍ରାୟ ଦେଢଘଂଟାର ଅପରେସନରେContinue reading “ହସ୍ପିଟାଲରେ ୪୧ ଶ୍ରମିକଙ୍କୁ ଭେଟିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ: ସମସ୍ତଙ୍କ ହାତରେ ଦେଲେ ୧ ଲକ୍ଷ ଟଙ୍କାର ଚେକ୍”
ଟନେଲ ଭିତରେ କେମିତି କଟୁଥିଲା ଶ୍ରମିକଙ୍କ ଦିନ । ସାମ୍ନାକୁ ଆସିଲା ସେହି ସମୟର କିଛି ଫଟୋ
କନକ ବ୍ୟୁରୋ : ୧୭ ଦିନର ସଂଘର୍ଷ ପରେ ଶେଷରେ ଟନେଲ ଭିତରୁ ଉଦ୍ଧାର ହୋଇଛନ୍ତି ୪୧ ଶ୍ରମିକ । ଗତ ନଭେମ୍ବର ୧୨ତାରିଖରୁ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ । ପାଖାପାଖି ୪୦୦ଘଣ୍ଟାର ଏହି ଅପରେସନରେ ଅନେକ ବାଧା ବିଘ୍ନ ସାମ୍ନାକୁ ଆସିଥିଲା । ତଥାବି ହାର ମାନିନଥିଲେ ଉଦ୍ଧାରକାରୀ ଟିମ୍ । ଶେଷରେ ଉଦ୍ଧାର ହୋଇଛନ୍ତି ୪୧ ଶ୍ରମିକ । ଉଦ୍ଧାର ପରେ ଏବେ କିଛି ଫଟୋ ସାମ୍ନାକୁ ଆସିଛି । ଯେଉଁଥିଲେ ଦେଖିବାକୁContinue reading “ଟନେଲ ଭିତରେ କେମିତି କଟୁଥିଲା ଶ୍ରମିକଙ୍କ ଦିନ । ସାମ୍ନାକୁ ଆସିଲା ସେହି ସମୟର କିଛି ଫଟୋ”
୩୭ ଦିନ ପରେ ଗାଜାର ଧ୍ବଂସସ୍ତୂପ ତଳୁ ଜୀବନ୍ତ ବାହାରିଲା ନବଜାତ ଶିଶୁ ।
କଥାରେ ଅଛି ‘ରଖେ ହରି ତ ମାରେ କିଏ’ । ୟାର ଅର୍ଥ ହେଲା ଭଗବାନ ଯେତେବେଳେ ଯାହାକୁ ବଞ୍ଚାଇବାକୁ ଚାହିଁବେ ସେତେବେଳେ ତାକୁ କେହି ମାରିପାରିବେ ନାହିଁ । ଠିକ ଏହିପରି ଏକ ଘଟଣା ଘଟିଛି ଇସ୍ରାଏଲ-ହମାସ ଯୁଦ୍ଧର ବିଭୀଷିକା ମଧ୍ୟରେ । ସମସ୍ତେ ଜାଣିଛନ୍ତି ଯେ ଗତ ଅକ୍ଟୋବର ୭ ତାରିଖରେ ହମାସ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ କରିଥିଲା । ଯେଉଁଥିରେ ପରେ ୧୪୦୦ ଜଣ ଇସ୍ରାଏଲ ନାଗରିକ ପ୍ରାଣ ହରାଇଥିଲେ ।Continue reading “୩୭ ଦିନ ପରେ ଗାଜାର ଧ୍ବଂସସ୍ତୂପ ତଳୁ ଜୀବନ୍ତ ବାହାରିଲା ନବଜାତ ଶିଶୁ ।”
ଚାଲିଛି ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ: ଦ୍ୱିତୀୟ ଦିନରେ ବାହାର ପାଶ୍ୱର୍ କାନ୍ଥର କରାଯାଉଛି ଅନୁଧ୍ୟାନ
କନକ ବ୍ୟୁରୋ: ଲେଜର ସ୍କାନିଂ କହିବ ରତ୍ନଭଣ୍ଡାରର ସତ । ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ ଗତକାଲିଠାରୁ ଆରମ୍ଭ ହୋଇଛି । ଆଜି ବାହାର କାନ୍ଥର ଲେଜର ସ୍କାନିଂ କରାଯାଉଛି । ଦକ୍ଷିଣ ପାଶ୍ୱର୍ କାନ୍ଥର ଅନୁଧ୍ୟାନ କରାଯାଉଛି । ପ୍ରଥମ ଦିନରେ ଅମୁହାଁ ଦେଉଳର ଉତର-ପଶ୍ଚିମ ଓ ଉତର-ପୂର୍ବର ୩୭ଟି ପଏଂଟରେ ଲେଜର ସ୍କାନିଂ ଡକୁମେଂଟେସନ ଶେଷ ହୋଇଛି । ଲେଜର ସ୍କାନିଂ କ୍ୟାମେରା ୩୬୦ ଡିଗ୍ରୀରେ ୩ଡି ଫଟୋ ଉତୋଳନ କରାଯାଉଛି । କେତେContinue reading “ଚାଲିଛି ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ: ଦ୍ୱିତୀୟ ଦିନରେ ବାହାର ପାଶ୍ୱର୍ କାନ୍ଥର କରାଯାଉଛି ଅନୁଧ୍ୟାନ”