କନକ ବ୍ୟୁରୋ : କେରଳରେ ଶଳାକୁ ନିଜ ଭିଣୋଇ ହତ୍ୟା କରିଥିବା ଅଭିଯୋଗ । ମୃତକ ହେଲେ ଗଜପତି ଜିଲ୍ଲା ମୋହନା ଥାନା ବିଜିପୁର ଗାଁର ଅଭୟ ବୀର । ଅଭୟକୁ ତାଙ୍କ ନିଜ ଭିଣୋଇ ମନୋଜ ନାୟକ ହତ୍ୟା କରିଥିବା ତାଙ୍କ ପରିବାର ଲୋକେ କେରଳର କଟାରାକାରା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଅଭୟଙ୍କ ମୃତଦେହ ଜବତ କରବା ସହ ଅଭିଯୁକ୍ତ ଭିଣୋଇ ମନୋଜକୁ ଗିରଫ କରି ପଚରାଉଚରା କରୁଛି । ସେପଟେ ଅଭୟଙ୍କContinue reading “କରଳର ଶଳକ ଭଣଇ ହତୟ କରଥବ ଅଭଯଗ : ଅଭଯକତ ମନଜକ ଗରଫ କର ପଲସର ପଚରଉଚର”
Tag Archives: News
ମଆ ପଚରଲନ ନନଦନକନନ ଗଲ ହତ ଛଆ : ପହଡ଼ ଚଢ଼ଥବ ବଳ ପଥର ଫଙକର ଫସ ଯଇଥଲ ଶବକ
କନକ ବ୍ୟୁରୋ : ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲା ହାତୀ ଛୁଆ । କେନ୍ଦୁଝରର ଘଟଗାଁ ଅଂଚଳରୁ ଉଦ୍ଧାର ହୋଇଥିବା ୨ ମାସର ଅଣ୍ଡିରା ହାତୀ ଛୁଆକୁ ନନ୍ଦନକାନନ ଅଣାଯାଇଛି । କିଛି ଦିନ ତଳେ ସେଠାକୁ ୧୨ ଟିକିଆ ହାତ ପାଳ ଆସିଥିଲେ । ବନ ବିଭାଗ କର୍ମଚାରୀ ଘଉଡାଇ ରେଳ ଲାଇନ୍ ପାର କରାଇବା ପରେ ଜଙ୍ଗଲକୁ ବାହୁଡି ଥିଲେ ହାତୀ ପଲ । ହେଲେ ଏକ ଖାଲ ଭିତରେ ହାତୀ ଛୁଆଟି ଗଳିContinue reading “ମଆ ପଚରଲନ ନନଦନକନନ ଗଲ ହତ ଛଆ : ପହଡ଼ ଚଢ଼ଥବ ବଳ ପଥର ଫଙକର ଫସ ଯଇଥଲ ଶବକ”
ହଟୱଭ ଏବ କଳବଶଖ ଯଗ ବଦୟତ ମଟର ରଡର ବଳମବ : ଅଭଯଗ ପର ସପଷଟକରଣ ରଖଲ ବତରଣ ସସଥ ଟପସଓଡଏଲ
କନକ ବ୍ୟୁରୋ : ବିଦ୍ୟୁତ୍ ମିଟର ରିଡିଂରେ ବିଳମ୍ବ ନେଇ ସ୍ପଷ୍ଟୀକରଣ ରଖିଲା ବିତରଣ ସଂସ୍ଥା ଟାଟା ପାୱାର ସେଣ୍ଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ । ଜୁନ୍ ମାସରେ ଅତ୍ୟଧିକ ହିଟ୍ୱେଭ ଏବଂ କାଳବୈଶାଖୀ ଯୋଗୁଁ କେତେକ ଗ୍ରାହକଙ୍କ ବିଦ୍ୟୁତ୍ ମିଟର ରିଡିଂରେ ବିଳମ୍ବ ହୋଇଛି । ସାଧାରଣତଃ ୨୭ରୁ ୩୩ ଦିନ ମଧ୍ୟରେ ବିଦ୍ୟୁତ୍ ମିଟର ରିଡିଂ କରାଯାଇ ଗ୍ରାହକଙ୍କୁ ବିଦ୍ୟୁତ୍ ବିଲ ଦିଆଯାଇଥାଏ । ହେଲେ ଜୁନ୍ ମାସରେ କାଳବୈଶାଖୀ ଯୋଗୁ ମିଟର ରିଡିଂରେContinue reading “ହଟୱଭ ଏବ କଳବଶଖ ଯଗ ବଦୟତ ମଟର ରଡର ବଳମବ : ଅଭଯଗ ପର ସପଷଟକରଣ ରଖଲ ବତରଣ ସସଥ ଟପସଓଡଏଲ”
ଦନଆ ବଦଶ ଗସତ ସର ପହଞଚଲ ପରଧନମନତର : ପଲମ ବମନ ବନଦରର ସୱଗତ କଲ ବଜପ ରଷଟରୟ ଅଧୟକଷ ଜପ ନଡଡ
କନକ ବ୍ୟୁରୋ : ୬ ଦିନର ବିଦେଶ ଗସ୍ତ ସାରି ଭାରତରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରବିବାର ବିଳମ୍ବିତ ରାତି ସ୍ୱତନ୍ତ୍ର ବିମାନ ଯୋଗେ ପାଲମ ବିମାନ ବନ୍ଦରରେ ପହଞ୍ଚିଛନ୍ତି ନରେନ୍ଦ୍ର ମୋଦୀ । ବିମାନ ବନ୍ଦରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ମୀନାକ୍ଷୀ ଲେଖି ଓ କିଛି ସାଂସଦ ଉପସ୍ଥିତ ଥିଲେ । ବିଜେପି ସାଂସଦ ହଂସରାଜ ହଂସ, ଗୌତମContinue reading “ଦନଆ ବଦଶ ଗସତ ସର ପହଞଚଲ ପରଧନମନତର : ପଲମ ବମନ ବନଦରର ସୱଗତ କଲ ବଜପ ରଷଟରୟ ଅଧୟକଷ ଜପ ନଡଡ”
ଦଗପହଣଡ ବସ ଦରଘଟଣର ମଖୟମନତରଙକ ଶକ : ମତକଙକ ପରବରକ ସହୟତ ରଶ ଘଷଣ
କନକ ବ୍ୟୁରୋ : ଦିଗପହଣ୍ଡିର ଖେମୁଣ୍ଡି କଲେଜ ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଏବଂ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ଏହି ଦୁର୍ଘଟଣାରେ ଆହତମାନଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତContinue reading “ଦଗପହଣଡ ବସ ଦରଘଟଣର ମଖୟମନତରଙକ ଶକ : ମତକଙକ ପରବରକ ସହୟତ ରଶ ଘଷଣ”
ଲଘଚପ ପରଭବ : ପରବଳର ଅତ ପରବଳ ବରଷବ; କଉ ଜଲଲକ ଅରଞଜ ୱରଣଣ ଜର
କନକ ବ୍ୟୁରୋ : ସାରା ରାଜ୍ୟରେ ଜାରି ରହିଛି ମୌସୁମୀ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ଆହୁରି ସକ୍ରିୟ କରିଛି । ଲଘୁଚାପ ପ୍ରଭାବରେ ଆଜି ମଧ୍ୟ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଲଘୁଚାପ କ୍ଷେତ୍ରଟି ଆସନ୍ତା ୨ ଦିନ ଯାଏଁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଉତର ଓଡ଼ିଶା ଓ ଝାଡ଼ଖଣ୍ଡ ଦେଇ ଗତି କରିବାର ସମ୍ଭାବନାContinue reading “ଲଘଚପ ପରଭବ : ପରବଳର ଅତ ପରବଳ ବରଷବ; କଉ ଜଲଲକ ଅରଞଜ ୱରଣଣ ଜର”
ଦଇ ବସ ମହମହ ଧକକ : ଦରଘଟଣର ଜଣଙକ ମତୟ ହଇଥବ ସଚନ
କନକ ବ୍ୟୁରୋ : ଦିଗପହଣ୍ଡିର ଖେମୁଣ୍ଡି କଲେଜ ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି । ଦୁଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୮ଜଣ ଆହତ ହୋଇଥିବା ନେଇ ମଧ୍ୟ ସୂଚନା ରହିଛି । ସୂଚନା ଅନୁସାରେ, ଓଏସଆରଟିସି ବସ ଓ ମିନି ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଉଭୟ ବସର କିଛି ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାଟିContinue reading “ଦଇ ବସ ମହମହ ଧକକ : ଦରଘଟଣର ଜଣଙକ ମତୟ ହଇଥବ ସଚନ”
କରନ ସମୟର ପରସଥତ ବଦଳଇଦଲ ଜବନର ଗତପଥ: ଚକର ଛଡ଼ ନଜ ମଛ ଚଷ କରଛନତ ଯବ ଇଜନୟର
କନକ ବ୍ୟୁରୋ: କରୋନା ସମୟର ପରିସ୍ଥିତି ବଦଳାଇଦେଲା ଜୀବନର ଗତିପଥ । ଚାକିରି ଛାଡ଼ି ନିଜ ଜନ୍ମମାଟିକୁ ଫେରିଆସିଥିବା ଯୁବ ଇଂଜିନିୟର ଏବେ କରୁଛନ୍ତି ମାଛ ଚାଷ । ଅତ୍ୟାଧୁନିକ ପ୍ରଣାଳୀରେ ବାୟୋଫ୍ଲକ ପଦ୍ଧିତିରେ ମାଛ ଚାଷ କରି ସ୍ଥାନୀୟ ଅଂଚଳରେ ଚର୍ଚ୍ଚାକୁ ଆସିଛନ୍ତି ଛତ୍ରପୁର ନରେନ୍ଦ୍ରପୁର ଗାଁର ପ୍ରଦ୍ୟୁମ୍ନ କୁମାର ଜେନା । ଯୁବ ଇଞ୍ଜିନିୟରଙ୍କ ବାୟୋଫ୍ଲକ୍ ପଦ୍ଧତିରେ ମାଛ ଚାଷ । ନିଜସ୍ୱ ଉଦ୍ୟମରେ ମାଛ ଚାଷ କରି ଭଲ ରୋଜଗାର କରୁଛନ୍ତି ଛତ୍ରପୁରContinue reading “କରନ ସମୟର ପରସଥତ ବଦଳଇଦଲ ଜବନର ଗତପଥ: ଚକର ଛଡ଼ ନଜ ମଛ ଚଷ କରଛନତ ଯବ ଇଜନୟର”
କପଡ଼ ସଲଇ କର ପରବର ସମଭଳଛନତ ବଙକର ରନ ମହରଣ: ନଜ ରଜଗର କରବ ସହ ଅନୟ ମହଳଙକ ପଇ ପଲଟଛନତ ଉଦହରଣ
କନକ ବ୍ୟୁରୋ: ବେଳେବେଳେ କଠିନ ପରିସ୍ଥିତି ମଣିଷକୁ ସଠିକ୍ ରାସ୍ତା ଦେଖାଇଥାଏ । ଆଉ ଜୀବନ ଜିଇବାର ମାଧ୍ୟମ ପାଲଟିଯାଏ ଏହି ରାସ୍ତା । ସେହିଭଳି ଜଣେ ମହିଳା ହେଉଛନ୍ତି ବାଙ୍କି ଅଂଚଳର ରୀନା ମହାରଣା । ପିଲାଦିନୁ ଅଭାବ ଅନଟନରେ ବଢ଼ିଥିବା ରୀନା କିଛି ରୋଜଗାର ଆଶାରେ ସିଲେଇ ଶିଖିବା ପାଇଁ ନିଷ୍ପତି ନେଇଥିଲେ । ଏବେ ଜଣେ ପ୍ରଶିକ୍ଷକ ଭାବେ ଅନେକଙ୍କୁ ତାଲିମ ଦେବା ସହ ଏଥିରୁ ଭଲ ରୋଜଗାର କରୁଛନ୍ତି । ଅନେକContinue reading “କପଡ଼ ସଲଇ କର ପରବର ସମଭଳଛନତ ବଙକର ରନ ମହରଣ: ନଜ ରଜଗର କରବ ସହ ଅନୟ ମହଳଙକ ପଇ ପଲଟଛନତ ଉଦହରଣ”
ମସନ ଯଗର ବ କମନ ବଣକରଙକ ହତ ବଣ ଶଢ଼ର ଚହଦ: କନଦରପଡ଼ ଡହସହର ରହଥବ ପରବର ତଆର କରଛନତ ଦହବନଧ ଶଢ଼
କନକ ବ୍ୟୁରୋ: ମେସିିନ୍ ତିଆରି ଯୁଗରେ ବି କମିନି ବୁଣାକାରଙ୍କ ହାତ ବୁଣା ଶାଢ଼ିର ଚାହିଦା । କେନ୍ଦ୍ରାପଡ଼ା ଡିହସାହିରେ ରହୁଥିବା ୩୦୦ ପରିବାର ତିଆରି କରୁଛନ୍ତି ଦେହବାନ୍ଧ ଶାଢ଼ି । କଟକ, ଭୁବନେଶ୍ୱର, ବାଲେଶ୍ୱର ଓ ବ୍ରହ୍ମପୁର ଭଳି ସହରରେ ବିକ୍ରି କରୁଛନ୍ତି ବ୍ୟବସାୟୀ । ଶାଢ଼ି ତିଆରି କଲେ ଚଳୁଛି ପରିବାର । ସୁନ୍ଦର ସୁନ୍ଦର ଡିଜାଇନ୍ ସାଙ୍ଗକୁ ବୁଣାକାରଙ୍କ ନିଖୁଣ କାରିଗରି ସେମାନଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ । ପିଢ଼ି ପରେ ପିଢ଼ିContinue reading “ମସନ ଯଗର ବ କମନ ବଣକରଙକ ହତ ବଣ ଶଢ଼ର ଚହଦ: କନଦରପଡ଼ ଡହସହର ରହଥବ ପରବର ତଆର କରଛନତ ଦହବନଧ ଶଢ଼”