ଅନଧରଆର ଦନତ ଆତଙକ : ନଷଟ କରଛ ପନପରବ ଫସଲ; ହତ ଉପଦରବ ଦଖ ଲକ ଭୟଭତ

କନକ ବ୍ୟୁରୋ : ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆରେ ପଶିିଛି ଦନ୍ତା । ଭରତପୁର ଜଙ୍ଗଲରୁ ହାତୀ ଆସି ଅନ୍ଧାରୁଆ ଓ ତାର ଆଖପାଖ ଗାଁରେ ବୁଲୁଛି । ହାତୀକୁ ଦେଖି ଲୋକଙ୍କ ମଧ୍ୟର କୋକୁଆ ଭୟ ଦେଖାଦେଇଛି । ଲୋକମାନେ ହାତରେ ଟର୍ଚ୍ଚ, ମଶାଲ ଓ ଟାୟାର ଧରି ଘଉଡ଼ାଇଥିଲେ ମଧ୍ୟ ହାତୀଟି ସ୍ଥାନୀୟ ଅଞ୍ଚଳରେ ଉତ୍ପାତ କରିଛି । ଧାନ, ବିଲ, କଦଳୀ ବଗିଚା ଓ ଲୋକଙ୍କ ପନିପରିବା ଖାଇ ନଷ୍ଟ କରିଛି । ଭରତପୁରContinue reading “ଅନଧରଆର ଦନତ ଆତଙକ : ନଷଟ କରଛ ପନପରବ ଫସଲ; ହତ ଉପଦରବ ଦଖ ଲକ ଭୟଭତ”

ଦଗପହଣଡ ବସ ଦରଘଟଣ : ମଳଲ ମତକଙକ ପରଚୟ; ମତକଙକ ମଧୟର ପରଷ ମହଳ ଏବ ଛଟ ପଲ

କନକ ବ୍ୟୁରୋ : ଦିଗପହଣ୍ଡି ବସ୍ ଦୁର୍ଘଟଣାକେ ମୃତକଙ୍କ ପରିଚୟ ମିଳିଲା । ମୃତକଙ୍କ ମଧ୍ୟରେ ଅଛନ୍ତି ୬ପୁରୁଷ, ୪ ମହିଳା ଏବଂ ୨ ଛୋଟ ପିଲା । ସେହିପରି ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୮ଜଣ ଆହତ ହୋଇଥିବା ବେଳେ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଗୁରୁତରଙ୍କୁ କଟକ ସ୍ଥାନାନ୍ତରିିତ କରାଯାଇଛି । ଶିବାନୀ ପ୍ରଧାନ, ରୁପାଲି ପ୍ରଧାନ, ସୁଜ୍ଞାନୀ କୁମାର ପ୍ରଧାନ, ସଙ୍ଗୀତା ଡାକୁଆ, ଲିଟୁ ନାୟକ, ତ୍ରିପତି ପ୍ରଧାନ, ରମେଶ ପ୍ରଧାନ, ସୀତାରାମContinue reading “ଦଗପହଣଡ ବସ ଦରଘଟଣ : ମଳଲ ମତକଙକ ପରଚୟ; ମତକଙକ ମଧୟର ପରଷ ମହଳ ଏବ ଛଟ ପଲ”

ଦଗପହଣଡ ବସ ଦରଘଟଣ : ମତକଙକ ମଧୟର ଅଛନତ ମନତର ବକରମ ଆରଖ ଓ ପରବତନ ସସଦ ରଣବଳ ପରଧନଙକ ସମପରକୟ

କନକ ବ୍ୟୁରୋ : ଦିଗପହଣ୍ଡିର ଖେମୁଣ୍ଡି କଲେଜ ନିକଟରେ ଭୟଙ୍କର ଦୁର୍ଘଟଣା । ଦୁଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୮ଜଣ ଆହତ ହୋଇଥିବା ବେଳେ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଗୁରୁତରଙ୍କୁ କଟକ ସ୍ଥାନାନ୍ତରିିତ କରାଯାଇଛି । ମୃତକମାନେ, ମନ୍ତ୍ରୀ ବିକ୍ରମ ଆରୁଖ ଓ ପୂର୍ବତନ ସାଂସଦ ରେଣୁବାଳା ପ୍ରଧାନଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି । ସୂଚନା ଅନୁସାରେ, ଓଏସଆରଟିସିContinue reading “ଦଗପହଣଡ ବସ ଦରଘଟଣ : ମତକଙକ ମଧୟର ଅଛନତ ମନତର ବକରମ ଆରଖ ଓ ପରବତନ ସସଦ ରଣବଳ ପରଧନଙକ ସମପରକୟ”

ଦଗପହଣଡ ବସ ଦରଘଟଣ : କନଦରମନତରଙକ ଶକ; କହଲ ମହପରଭ ଶକସନତପତ ପରବରଙକ ଅସମ ସହସ ଦଅନତ

କନକ ବ୍ୟୁରୋ : ଦିଗପହଣ୍ଡି ବସ ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ । ମୃତାହତ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ମହାପ୍ରଭୁ ଶୋକସନ୍ତପ୍ତ ପରିବାରଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ । ସୂଚନା ଅନୁସାରେ, ଓଏସଆରଟିସି ବସ ଓ ମିନି ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ରବିବାର ରାତିରେ ବ୍ରହ୍ମପୁର ବ୍ରହ୍ମାନଗରରେ ହେଉଥିବା ବାହାଘର ଉତ୍ସବରେ ଯୋଗଦେବା ପାଇଁ ପାଟପୁରContinue reading “ଦଗପହଣଡ ବସ ଦରଘଟଣ : କନଦରମନତରଙକ ଶକ; କହଲ ମହପରଭ ଶକସନତପତ ପରବରଙକ ଅସମ ସହସ ଦଅନତ”

ଟଙକ ପଇ ମଜର ଲଗଥବ ମର ମନ ରଖଲ ବରଷର IPS ର IAS ବନଲ ଦବୟ

କନକ ବ୍ୟୁରୋ: ହରିଆଣାର ସୁନାଝିଅ ଦିବ୍ୟା ତନୱର । ୨୦୨୩ ୟୁପିଏସସି ପରୀକ୍ଷାରେ ୧୦୫ ତମ ସ୍ଥାନ ପାଇ ବନିଛନ୍ତି ଆଇଏଏସ୍ ଅଧିକାରୀ । ହେଲେ ତାଙ୍କ ସଫଳତା ପଛର କଷ୍ଟ ଶୁଣିଲେ ଆପଣଙ୍କ ଆଖି ବି ଓଦା ହୋଇଯିବ । ପରିସ୍ଥିତି ଯେତେ ଜଟିଳ ହେଉନା କାହିଁକି, ମଣିଷ ଯେଉଁ ସ୍ଥାନରେ ଥାଉ ନା କାହିଁକି ଯଦି ଲକ୍ଷ୍ୟ ସ୍ଥିର, ଇଚ୍ଛାଶକ୍ତି ଦୃଢ ଏବଂ କଠିନ ପରିଶ୍ରମ ଜାରି ରହେ ତେବେ ଭାଗ୍ୟ ବିଦଳିଯିବାକୁ ବାଧ୍ୟContinue reading “ଟଙକ ପଇ ମଜର ଲଗଥବ ମର ମନ ରଖଲ ବରଷର IPS ର IAS ବନଲ ଦବୟ”

ଦରଘଟଣ ପର ଦଗପହଣଡର ଶକକଳ ପରବଶ : ରସତର ହଟଗଲ ବସ; ଦରଘଟଣସଥଳର ଲକଙକ ଭଡ

କନକ ବ୍ୟୁରୋ : ଦିଗପହଣ୍ଡିର ଖେମୁଣ୍ଡି କଲେଜ ନିକଟରେ ଭୟଙ୍କର ଦୁର୍ଘଟଣା । ଦୁଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୮ଜଣ ଆହତ ହୋଇଥିବା ବେଳେ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଗୁରୁତରଙ୍କୁ କଟକ ସ୍ଥାନାନ୍ତରିିତ କରାଯାଇଛି । ମୃତକମାନେ, ମନ୍ତ୍ରୀ ବିକ୍ରମ ଆରୁଖ ଓ ପୂର୍ବତନ ସାଂସଦ ରେଣୁବାଳା ପ୍ରଧାନଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି । ସୂଚନା ଅନୁସାରେ, ଓଏସଆରଟିସିContinue reading “ଦରଘଟଣ ପର ଦଗପହଣଡର ଶକକଳ ପରବଶ : ରସତର ହଟଗଲ ବସ; ଦରଘଟଣସଥଳର ଲକଙକ ଭଡ”

ଦଲଲବସଙକ ଝଟକ ବଦୟତ ଶଳକର ଲମବ ଡଆ ଏକଥରକ ପତଶତ ମହଙଗ

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ମହଙ୍ଗା ହୋଇଛି ବଜୁଳି ଦର । ପିପିସି ( ପାୱାର ପରଚେଜ୍ ଏଗ୍ରୀମେଣ୍ଟ କଷ୍ଟ) ଦ୍ୱାରା ବିଦ୍ୟୁତ ଶୁଳ୍କ ଏକାବେଳକେ ୧୦ ପ୍ରତିଶତ ବୃଦ୍ଧି କରାଯାଇଛି । ହେଲେ ଯେଉଁଠି ଟିପିଡିଡିଏଲ (ଟାଟା ପାୱାର ଦିଲ୍ଲୀ ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍) ବିଦ୍ୟୁତ୍ ବିତରଣ କରୁଛି ସେଠାରେ ରହୁଥିବା ଲୋକଙ୍କୁ ଏଥିରୁ ଆଶ୍ୱସ୍ତି ମିଳିବ । ଆସନ୍ତା ୯ ମାସ ଯାଏଁ ବିୱାଇପିଏଲ ଉପଭୋକ୍ତାଙ୍କୁ ୯.୪୨% ଅତିରିକ୍ତ ତାରିଫ୍ ଭରଣା କରିବାକୁ ପଡିବ ।Continue reading “ଦଲଲବସଙକ ଝଟକ ବଦୟତ ଶଳକର ଲମବ ଡଆ ଏକଥରକ ପତଶତ ମହଙଗ”

ଓବମଙକ ଯଗ ମସଲମ ଦଶର ବସଫରଣ ହଇଥଲ ପରବ ଆମରକ ରଷଟରପତଙକ ସତରମଣଙକ ପଲଟ ଜବବ

କନକ ବ୍ୟୁରୋ: ‘ସିରିୟାଠାରୁ ଆରମ୍ଭ କରି ୟମନ୍, ସଉଦିଠାରୁ ନେ ଇରାକ ଯାଏଁ କ’ଣ ଆକ୍ରମଣ ହୋଇନାହିଁ? ସେ ସମୟରେ ୭ ଦେଶରେ ଯୁଦ୍ଧ ସ୍ଥିତି ସୃଷ୍ଟି ହୋଇଥିବାରୁ ୨୬,୦୦୦ରୁ ଅଧିକ ବୋମା ବର୍ଷାଯାଇଥିଲା । ଯଦି ଏଭଳି ନେତା ଭାରତର ଧାର୍ମିକ ସହିଷ୍ଣୁତା ଉପରେ ଟପ୍ପଣୀ କରିବେ , ତାହେଲେ ସେମାନଙ୍କୁ କି ଗ୍ରହଣ କରିବ?’ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କୁ ଏଭଳି ପାଲଟା ଜବାବ୍ ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ । ଭାରତରେContinue reading “ଓବମଙକ ଯଗ ମସଲମ ଦଶର ବସଫରଣ ହଇଥଲ ପରବ ଆମରକ ରଷଟରପତଙକ ସତରମଣଙକ ପଲଟ ଜବବ”

ଦଗପହଣଡ ବସ ଦରଘଟଣ : ଗଟଏ ପରବରର ଜଣଙକ ମତୟ ହଇଥବ ସଚନ

କନକ ବ୍ୟୁରୋ : ଗଞ୍ଜାମ ଦିଗପହଣ୍ଡିରେ ଦୁଇ ବସ୍ ମୁହାଁମୁହିଁ ଧକ୍କା । ଓଏସଆରଟିସି ବସ୍ ଏବଂ ଘରୋଇ ବସ୍ ମଧ୍ୟରେ ଧକ୍କା ହୋଇଛି । ଦୁର୍ଘଟଣାରେ ୧୨ଜଣଙ୍କ ଯାତ୍ରୀ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୬ ପୁରୁଷ. ୪ ମହିଳା ଓ ୨ଜଣ ଛୋଟ ପିଲା ରହିଛନ୍ତି । ତେବେ ଏଥିରେ ଗୋଟିଏ ପରିବାରର ୭ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ପୂର୍ବଚନ ସାଂସଦ ରେଣୁବାଳା ପ୍ରଧାନଙ୍କ ସମ୍ପର୍କୀୟ ରହିଛନ୍ତି । ରେଣୁବାଳାଙ୍କContinue reading “ଦଗପହଣଡ ବସ ଦରଘଟଣ : ଗଟଏ ପରବରର ଜଣଙକ ମତୟ ହଇଥବ ସଚନ”

ଆରମଭ ହଲ ନନଦଘଷ ରଥର ଦକଷଣ ମଡ଼ ପରକରୟ : ଦନକ ପର ଗଣଡଚ ଘର ଶରମନଦରକ ବହଡଯବ ଠକର

କନକ ବ୍ୟୁରୋ : ନନ୍ଦିଘୋଷ ରଥର ଦକ୍ଷିଣ ମୋଡ ପ୍ରକ୍ରିୟା ଆରମ୍ଭ ହୋଇଛି । ଦକ୍ଷିଣ ମୋଡ଼ ପରେ ନାକଚଣା ଦ୍ୱାର ସମ୍ମୁଖରେ ଲାଗିବ ରଥ । ଗତକାଲି ଆଜ୍ଞାମାଳ ପରେ ତାଳଧ୍ୱଜ ଓ ଦର୍ପଦଳନ ରଥ ଦକ୍ଷିଣ ମୋଡ଼ ହୋଇଥିଲା । ପ୍ରଥମେ ମା’ ସୁଭଦ୍ରାଙ୍କ ରଥକୁ ଦକ୍ଷିଣ ମୋଡ଼ କରାଯିବା ପରେ, ବଡ଼ ଭାଇ ବଳଭଦ୍ରଙ୍କ ରଥ ଦକ୍ଷିଣ ମୋଡ଼ କରାଯାଇଛି । ଏବେ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ କରାଯାଉଛି । ଏବେContinue reading “ଆରମଭ ହଲ ନନଦଘଷ ରଥର ଦକଷଣ ମଡ଼ ପରକରୟ : ଦନକ ପର ଗଣଡଚ ଘର ଶରମନଦରକ ବହଡଯବ ଠକର”

Design a site like this with WordPress.com
Get started