କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ ବନ୍ଧୁକ ମୁନରେ ଲୁଟ୍ । ଇଣ୍ଡିଆ ଗେଟକୁ ରିଙ୍ଗ ରୋଡ ସହ ଯୋଡିଥିବା ପ୍ରଗତି ମଇଦାନ ଟନେଲରୁ ଏଭଳି ଏକ ଘଟଣା ଏବେ ଦିଲ୍ଲୀରେ ଚର୍ଚ୍ଚା ସୃଷ୍ଟି କରିଛି । ବନ୍ଧୁକ ମୁନରେ ଡେଲିଭରି ଏଜେଣ୍ଟଙ୍କ ଠାରୁ ୨ ଲକ୍ଷ ଲୁଟିନେଲେ ଲୁଟେରା । ଡେଲିଭରି ଏଜେଂଟ ଜଣଙ୍କ ପଇସା ଭର୍ତ୍ତି ବ୍ୟାଗ ନେଇ ଏକ କାରରେ ଗୁରଗାଓଁ ଯାଉଥିଲେ । ଭିଡିଓରେ ସ୍ପଷ୍ଟ ଜଣାପଡୁଛି ପ୍ରଥମେ ଗୋଟିଏ ବାଇକରେContinue reading “ବନଧକ ମନର ଲଟ : ଡଲଭର ଏଜଣଟଙକଠର ଲଟନଲ ଲକଷ ଟଙକ; ସମନକ ଆସଲ ଲଟର ସସଟଭ ଚତର”
Tag Archives: News
ଦଗପହଣଡ ଦରଘଟଣ : ଗତକଲ ରପଲଙକ ଥଲ ଶଷ ରତ; ଭଉଣ ବହଘରର ଫଟଇଥଲ ହତଗଣଠ
କନକ ବ୍ୟୁରୋ : ଦିଗପହଣ୍ଡି ଦୁର୍ଘଟଣାରେ ଆଖି ବୁଜିଲେ ରୂପାଲି ପ୍ରଧାନ । ଗତକାଲି ରୂପାଲିଙ୍କ ଥିଲା ଶେଷ ରାତି । ଭଉଣୀ ବାହାଘରରେ ହାତଗଣ୍ଠି ଫିଟାଇଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ରୂପାଲିଙ୍କ ମୁଣ୍ଡ ଗଣ୍ଡି ଅଲଗା ହୋଇଯାଇଛି । ବ୍ରହ୍ମପୁର ବ୍ରହ୍ମାନଗରରେ ବାହାଘର ଉତ୍ସବରେ ଯୋଗଦେବା ପାଇଁ ଯାଇଥିଲେ କନ୍ୟାଯାତ୍ରୀ । ପାଟପୁର ଥାନା ଅନ୍ତର୍ଗତ ଖଣ୍ଡଦେଉଳି ଗାଁରୁ କନ୍ୟାଯାତ୍ରୀ ଦଳ ଯାଇଥିଲେ । କନ୍ୟାକୁ ଛାଡିବା ପରେ ଭୋଜି ଖାଇContinue reading “ଦଗପହଣଡ ଦରଘଟଣ : ଗତକଲ ରପଲଙକ ଥଲ ଶଷ ରତ; ଭଉଣ ବହଘରର ଫଟଇଥଲ ହତଗଣଠ”
ଦଗପହଣଡ ବସ ଦରଘଟଣ: ଶକ ପରକଶ କଲ ରଷଟରପତ ଦରପଦ ମରମ
କନକ ବ୍ୟୁରୋ: ଗଞ୍ଜାମ ଦିଗପହଣ୍ଡିରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ନିଜର ଟୁଇଟରରେ ନିଜର ଶୋକବାର୍ତ୍ତରେ ଲେଖିଛନ୍ତି, ଗଞ୍ଜାମରେ ଏକ ସଡ଼କ ଦୁର୍ଘଟଣାରେ ଲୋକେ ପ୍ରାଣ ହରାଇଥିବା ଖବର ଶୁଣି ମୁଁ ଗଭୀର ଭାବରେ ଦୁଃଖିତ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଁ ସମବେଦନା ଜଣାଉଛି ଏବଂ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ଗଞ୍ଜାମରେ ଏକ ସଡ଼କ ଦୁର୍ଘଟଣାରେ ଲୋକେ ପ୍ରାଣ ହରାଇଥିବା ଖବର ଶୁଣି ମୁଁ ଗଭୀରContinue reading “ଦଗପହଣଡ ବସ ଦରଘଟଣ: ଶକ ପରକଶ କଲ ରଷଟରପତ ଦରପଦ ମରମ”
ସମନକ ଆସଲ ଦରଘଟଣ ପରବର ବବହ ଉତସବର ଭଡଓ : ହସଖସର ବହଘରର ସମଲ ହଇଥଲ କଇ ଘଣଟର ଖସ ପର କଳ ସଜଲ ଦରଘଟଣ
କନକ ବ୍ୟୁରୋ : ସାମ୍ନାକୁ ଆସିଲା ଦୁର୍ଘଟଣା ପୂର୍ବରୁ ବିବାହ ଉତ୍ସବର ଭିଡିଓ । ହସଖୁସିରେ ବାହାଘରରେ ସାମିଲ ହୋଇ ଫେରୁଥିବା ବେଳେ ଅଘଟଣ ଘଟିଗଲା । କେଇ ଘଣ୍ଟାର ଖୁସି ପରେ କାଳ ସାଜିଲା ଦୁର୍ଘଟଣା । ଛାଡ଼ି ଚାଲିଗଲେ ପରିବାରର ଅନେକ ସଦସ୍ୟ । ଏବେ କାନ୍ଦ ବୋବାଳିରେ ଫାଟି ପଡୁଛି ପୁରା ଅଞ୍ଚଳ । ଆଜି ହୋଇଥାନ୍ତା ବାହାଘର ଭୋଜି । ଟେଣ୍ଟ ବି ବନ୍ଧା ସରିଥିଲା । କିନ୍ତୁ ରାତିକ ଭିତରେContinue reading “ସମନକ ଆସଲ ଦରଘଟଣ ପରବର ବବହ ଉତସବର ଭଡଓ : ହସଖସର ବହଘରର ସମଲ ହଇଥଲ କଇ ଘଣଟର ଖସ ପର କଳ ସଜଲ ଦରଘଟଣ”
ଦଗପହଣଡ ବସ ଦରଘଟଣ ଥନର ଏତଲ : ମନ ବସର ପରମଟ ନଥବ ସଚନ; ଉଠଲ ପରଶନ ବରଷର ପରଣ ଗଡ କମତ ପଉଛ ଫଟନସ ସରଟଫକଟ ?
କନକ ବ୍ୟୁରୋ : ଦିଗପହଣ୍ଡି ବସ୍ ଦୁର୍ଘଟଣା ନେଇ ଥାନାରେ ଏତଲା । ମିନି ବସର ପରମିଟ୍ ନଥିବା ପ୍ରଥାମିକ ତଦନ୍ତରୁ ସୂଚନା । ରାସ୍ତାରେ ଗଡୁଥିଲା ୨୫ବର୍ଷ ୩ ମାସର ଗାଡି । ଗାଡି ଅଧିକ ପୁରୁଣା ଯୋଗୁଁ ଧକ୍କା ପରେ ଭାଙ୍ଗିଗଲା ଆକ୍ସିଲ୍ । ବିନା ପରମିଟରେ ମିନି ବସ୍ ଯାଇଥିଲା । ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ଗାଡିର ଫିଟନେସ୍ ରହିଛି । ୨୬ବର୍ଷର ପୁରୁଣା ଗାଡି କେମିତି ପାଉଛି ଫିଟନେସ୍ ସାର୍ଟିଫିକେଟ୍ ?Continue reading “ଦଗପହଣଡ ବସ ଦରଘଟଣ ଥନର ଏତଲ : ମନ ବସର ପରମଟ ନଥବ ସଚନ; ଉଠଲ ପରଶନ ବରଷର ପରଣ ଗଡ କମତ ପଉଛ ଫଟନସ ସରଟଫକଟ ?”
ବଢ଼ଛ ହରକଦର ଜଳସତର : ଉପରମଣଡର ପରବଳ ବରଷ ଯଗ ବଢ଼ଲ ଇନଫଲ ଓ ଆଉଟଫଲ
କନକ ବ୍ୟୁରୋ : ବଢ଼ୁଛି ହୀରାକୁଦ ଜଳସ୍ତର । ମୌସୁମୀ ପାଇଁ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢ଼ିଲା ଜଳଭଣ୍ଡାର ଇନଫ୍ଲୋ ଓ ଆଉଟ ଫ୍ଲୋ । ଗତକାଲି ଜଳସ୍ତର ୬୦୦ ଦଶମିକ ୪୫ ଫୁଟ ରହିଥିଲା । ଆଜି ତାହା ବୃଦ୍ଧି ପାଇଁ ୬୦୧ ଦଶମିକ ୩୧ ଫୁଟରେ ପହଞ୍ଚିଛି । ପାଖାପାଖି ଜଳଭଣ୍ଡାରର ଜଳସ୍ତର ଗୋଟିଏ ଫୁଟ ବୃଦ୍ଧି ପାଇଛି । ଇନଫ୍ଲୋ ମାତ୍ର ୪୩୩୨ କ୍ୟୁସେକ ଥିବା ବେଳେ ଆଜି ଇନଫ୍ଲୋ ବୃଦ୍ଧିContinue reading “ବଢ଼ଛ ହରକଦର ଜଳସତର : ଉପରମଣଡର ପରବଳ ବରଷ ଯଗ ବଢ଼ଲ ଇନଫଲ ଓ ଆଉଟଫଲ”
ବଙକର ଧୱସ ଗରଫ ବପଳ ମରଟର ଆଇଇଡ ଜବତ. ମଣପରର ସରକଷ ବଳର କଡ କରଯୟନଷଠନ
କନକ ବ୍ୟୁରୋ: ମଣିପୁର ହିଂସାକୁ ୫୦ରୁ ଅଧିକ ଦିନ ହେଲାଣି । ତଥାପି ଥମୁନି ହିଂସା । କେବଳ ଏହାର ରାଜଧାନୀ ନୁହେଁ ବରଂ ପୁରା ରାଜ୍ୟରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ହିଂସାରେ ପାଖାପାଖି ୧୨୦ଜଣଙ୍କ ମୃତ୍ୟୁ ହୋଇସାରିଥିବାବେଳେ ୩୦୦୦ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି । ଏପରି ସ୍ଥଳେ ସ୍ଥିତି ନିୟନ୍ତ୍ରଣ କରିବାକୁ କଠୋର ହୋଇଛି ସୁରକ୍ଷାବଳ । ୨୪ ଘଣ୍ଟା ମଧ୍ୟରେ ହିଂସା ପ୍ରଭାବିତ ଇଲାକାକୁ ସିଲ କରି ଉଗ୍ରବାଦୀଙ୍କର ୧୨ଟିContinue reading “ବଙକର ଧୱସ ଗରଫ ବପଳ ମରଟର ଆଇଇଡ ଜବତ. ମଣପରର ସରକଷ ବଳର କଡ କରଯୟନଷଠନ”
ଦଗପହଣଡ ବସ ଦରଘଟଣ : ଶକପରକଶ କଲ ପରଧନମନତର ମତକଙକ ସମପରକୟଙକ ପଇ ସହୟତ ରଶ ଘଷଣ କଲ ମଦ
କନକ ବ୍ୟୁରୋ : ଦିଗପହଣ୍ଡିର ଖେମୁଣ୍ଡି କଲେଜ ନିକଟରେ ଭୟଙ୍କର ବସ୍ ଦୁର୍ଘଟଣାରେ ୧୨ ଜଣଙ୍କ ଜୀବନ ଯାଇଛି । ୮ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣାରେ ଶୋକପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦଅ ମୋଦି । ମୃତକଙ୍କ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହିContinue reading “ଦଗପହଣଡ ବସ ଦରଘଟଣ : ଶକପରକଶ କଲ ପରଧନମନତର ମତକଙକ ସମପରକୟଙକ ପଇ ସହୟତ ରଶ ଘଷଣ କଲ ମଦ”
ମତକଙକ ସମପରକୟ ବଖଣଲ ବସ ଦରଘଟଣର ଭୟଙକର ଦଶୟ : କହଲ କପର ହଲ ଦରଘଟଣ?
କନକ ବ୍ୟୁରୋ : ମିନି ବସରେ ଥିବା ଜଣେ ଯାତ୍ରୀ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ମୃତକଙ୍କ ସମ୍ପର୍କୀୟ ଏହି ମହିଳା ଜଣକ ମଧ୍ୟ ଦୁର୍ଘଟଣା ବେଳେ ମିନି ବସରେ ଯାତ୍ରା କରୁଥିଲେ । ତେବେ ସୌଭାଗ୍ୟବଶତଃ ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ମହିଳା ଜଣକ ଦୁର୍ଘଟଣା ବେଳର ଲୋମଟାଙ୍କୁରା ଅନୁଭୂତି ବଖାଣିଛନ୍ତି । ଘରକୁ ଫେରିବାକୁ ଆଉ ମାତ୍ର ୭ କିଲୋମିଟର ବାଟ ଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଓଏସଆରଟିସି ବସ୍Continue reading “ମତକଙକ ସମପରକୟ ବଖଣଲ ବସ ଦରଘଟଣର ଭୟଙକର ଦଶୟ : କହଲ କପର ହଲ ଦରଘଟଣ?”
ଖମଣଡ ବସ ଦରଘଟଣ : ମଳଲ ସମସତ ମତକଙକ ପରଚୟ ମତକଙକ ମଧୟର ଅଛନତ ଶଶ
କନକ ବ୍ୟୁରୋ : ଦିଗପହଣ୍ଡିର ଖେମୁଣ୍ଡି କଲେଜ ନିକଟରେ ଭୟଙ୍କର ବସ୍ ଦୁର୍ଘଟଣାରେ ୧୨ ଜଣଙ୍କ ଜୀବନ ଯାଇଛି । ୮ ଜଣ ଗୁରୁତର ଆହତ ହୋଇଛନ୍ତି । ବ୍ରହ୍ମପୁରରୁ ବାହାଘର ଭୋଜି ଖାଇ ଫେରୁଥିବା ବେଳେ ବସକୁ ଧକ୍କା ଦେଇଥିଲା ଏକ ସରକାରୀ ବସ୍ । ତେବେ ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୭ ଜଣ ମୃତ୍ୟୁ ବରଣ କରିଛନ୍ତି । ମୃତକଙ୍କ ମଧ୍ୟରେ ୬ ପୁରୁଷ, ୪ ମହିଳା ଓ ୨ ଶିଶୁ ରହିଛନ୍ତିContinue reading “ଖମଣଡ ବସ ଦରଘଟଣ : ମଳଲ ସମସତ ମତକଙକ ପରଚୟ ମତକଙକ ମଧୟର ଅଛନତ ଶଶ”