କନକ ବ୍ୟୁରୋ: କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ଲିଙ୍କରୁ ୪୦୦ କୋଟିରୁ ଅଧିକ ଟଙ୍କା ଜବତ ହେବା ଘଟଣାରେ ସପ୍ରତିବାଦ କରିଛି ବିଜେପି । ସସଂଦ ଭବନ ସମ୍ମୁଖିରେ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି । ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବିଜେପି ସାଂସଦମାନେ ଗାନ୍ଧୀମୂର୍ତି ତଳେ ଆନ୍ଦୋଳନ କରିଛନ୍ତି । ଦୁର୍ନୀତି, ଭ୍ରଷ୍ଟାଚାର ପାଇଁ କଂଗ୍ରେସକୁ ଲୋକେ ଜାଣିଛନ୍ତି । ଯାହାର ପ୍ରମାଣ ଏବେ ମଧ୍ୟ ଦେଖିବାକୁ ମିଳୁଛି । ଗରିବ ଲୋକଙ୍କContinue reading “ମଦ ଦୁର୍ନୀତି ଓ କଳା ଟଙ୍କା ବିରୋଧରେ ବିଜେପିର ଆନ୍ଦୋଳନ । ସାଂସଦଙ୍କ ସହ ପ୍ରତିବାଦ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସମ୍ବଲପୁରରେ ବି ବିକ୍ଷୋଭ ।”
Tag Archives: News
ବର୍ଷକ ପାଇଁ ମୁଖ୍ୟମନ୍ତ୍ରୀ ପଦ ମାଗିଲେ ବସୁନ୍ଧରା, ବାଚସ୍ପତି ହେବାକୁ କରିଦେଲେ ମନା! ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଚୟନ ପୂର୍ବରୁ ଜାତୀୟ ଗଣମାଧ୍ୟମର ରିପୋର୍ଟ ବଢାଇଲା ଚର୍ଚ୍ଚା ।
କନକ ବ୍ୟୁରୋ : ରାଜସ୍ଥାନରେ ବିଜେପି ବହୁମତ ହାସଲ କରିଥିଲେ ମଧ୍ୟ ଏଯାଏଁ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମୋହର ମାରିନି ଦଳ । କିଏ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହେବ ତାହାକୁ ନେଇ ଏଯାଏଁ ସସପେନ୍ସ ଲାଗି ରହିଛି । ଏସବୁ ଭିତରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ବିଜେପିର ଶୀର୍ଷ ନେତୃତ୍ୱଙ୍କ ସାମ୍ନାରେ ଏକ ଭିନ୍ନ ଧରଣର ଦାବି କରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ବର୍ଷେ ସୁଯୋଗContinue reading “ବର୍ଷକ ପାଇଁ ମୁଖ୍ୟମନ୍ତ୍ରୀ ପଦ ମାଗିଲେ ବସୁନ୍ଧରା, ବାଚସ୍ପତି ହେବାକୁ କରିଦେଲେ ମନା! ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଚୟନ ପୂର୍ବରୁ ଜାତୀୟ ଗଣମାଧ୍ୟମର ରିପୋର୍ଟ ବଢାଇଲା ଚର୍ଚ୍ଚା ।”
‘ଜମ୍ମୁ-କାଶ୍ମୀରକୁ ଶୀଘ୍ର ରାଜ୍ୟ ମାନ୍ୟତା ଦିଅ, ୯ ମାସ ଭିତରେ ନିର୍ବାଚନ କରାଅ’, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ।
କନକ ବ୍ୟୁରୋ: ସୁପ୍ରିମ କୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଜମ୍ମୁ- କାଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବାକୁ ବୈଧ କହିବା ପରେ ଭିନ୍ନ ପ୍ରକାର ବାତାବରଣ ସୃଷ୍ଟି ହୋଇଛି । ଏହା ସହ ଜମ୍ମୁ- କାଶ୍ମୀରକୁ ଖୁବଶୀଘ୍ର ରାଜ୍ୟ ମାନ୍ୟତା ଦେବା ଓ ଏଠାରେ ନିର୍ବାଚନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଜମ୍ମୁ- କାଶ୍ମୀରରେ ଧାରା ୩୭୦ ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା । ଏହାକୁ ଉଚ୍ଛେଦ କରିବା ରାଷ୍ଟ୍ରପତିଙ୍କ କ୍ଷମତା ଅଧିନContinue reading “‘ଜମ୍ମୁ-କାଶ୍ମୀରକୁ ଶୀଘ୍ର ରାଜ୍ୟ ମାନ୍ୟତା ଦିଅ, ୯ ମାସ ଭିତରେ ନିର୍ବାଚନ କରାଅ’, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ।”
ରୁଷ ଲଗାଇଲା ଯାତ୍ରା ପ୍ରତିବନ୍ଧକ : ବର୍ତ୍ତମାନ ରୁଷର ନାଗରିକମାନେ ନିର୍ବାଚନ ପୂର୍ବରୁ ଦେଶ ଛାଡି ପାରିବେ ନାହିଁ।
ରୁଷ ନିଜ ନାଗରିକମାନେ ବିଦେଶ ଯିବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛି । ଭ୍ଲାଦିମିର ପୁଟିନଙ୍କ ପ୍ରଶାସନ ଏକ ଆଦେଶରେ ସ୍ପଷ୍ଟ କରିଛନ୍ତି ଯେ ଯେଉଁ ନାଗରିକ ମାନଙ୍କ ଉପରେ ବ୍ୟାନ ଲାଗିଛି ସେମାନଙ୍କୁ ସେମାନଙ୍କ ପାସପୋର୍ଟ ସମର୍ପଣ କରିବାକୁ ପଡ଼ିବ । ଏଥିପାଇଁ ପାଞ୍ଚ ଦିନ ସମୟ ଦିଆଯାଇଛି । ଆସନ୍ତା ବର୍ଷ ରୁଷରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ଏବଂ ପୁଟିନ ଏହାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି ବୋଲି କୁହାଯାଉଛିContinue reading “ରୁଷ ଲଗାଇଲା ଯାତ୍ରା ପ୍ରତିବନ୍ଧକ : ବର୍ତ୍ତମାନ ରୁଷର ନାଗରିକମାନେ ନିର୍ବାଚନ ପୂର୍ବରୁ ଦେଶ ଛାଡି ପାରିବେ ନାହିଁ।”
ଜମିବାଡିକୁ କେନ୍ଦ୍ରକରି ବାପ-ପୁଅଙ୍କୁ ଏସିଡ୍ ମାଡ: ଏସିଡ୍ ଆକ୍ରମଣରେ ପୁରୀ, କୃଷ୍ଣପ୍ରସାଦ ବ୍ଲକ ଉଆସପଦର ଗାଁ ଅଧିକାରୀ ତରେଇ ଓ ତାଙ୍କ ପୁଅ ଗୁରୁତର
କନକ ବ୍ୟୁରୋ: ଜମି ବାଡିକୁ କେନ୍ଦ୍ର କରି ଏସିଡି ମାଡ । ଏସିଡି ଆକ୍ରମଣରେ ବାପା-ପୁଅ ଗୁରୁତର । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଉଆସପଦର ଗାଁରେ ଏଭଳି ଏକ ଘଟଣା ଘଟିଛି । ଗୁରୁତର ବାପା-ପୁଅଙ୍କୁ ପ୍ରଥମେ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଦୁଇ ପରିବାର ମଧ୍ୟରେ ଜମିବାଡିକୁ ନେଇ ଦୀର୍ଘଦିନରୁ ବିବାଦ ଲାଗି ରହିଛି । ଉଆସପଦର ଗାଁର ସନ୍ତୋଷ ମହାରଣା ଓ ଅଧିକାରୀ ତରେଇଙ୍କContinue reading “ଜମିବାଡିକୁ କେନ୍ଦ୍ରକରି ବାପ-ପୁଅଙ୍କୁ ଏସିଡ୍ ମାଡ: ଏସିଡ୍ ଆକ୍ରମଣରେ ପୁରୀ, କୃଷ୍ଣପ୍ରସାଦ ବ୍ଲକ ଉଆସପଦର ଗାଁ ଅଧିକାରୀ ତରେଇ ଓ ତାଙ୍କ ପୁଅ ଗୁରୁତର”
ରାଜଧାନୀରେ ଏଟିଏମ୍ ଲୁଟ୍: ଲିଙ୍ଗରାଜ ଥାନା ହାଟ ସାହିରେ ଷ୍ଟେଟବ୍ୟାଙ୍କର ଏଟିଏମ୍ ତାଡି ଲୁଟିନେଲେ ୧୫ ଲକ୍ଷ
କନକ ବ୍ୟୁରୋ: ଲିଙ୍ଗରାଜ ଥାନା ହାଟ ସାହିରେ ଏଟିଏମ୍ ତାଡି ଲୁଟ୍ ।ଷ୍ଟେଟବ୍ୟାଙ୍କର ଏଟିଏମ୍ ତାଡି ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏଭଳି ଘଟଣା । ଗ୍ୟାସ୍ କଟରରେ କାଟି ମେସିନ୍ ତାଡି ଟଙ୍କା ଲୁଟି ନେଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ତେବେ ଏଟିଏମ୍ରୁ ୧୫ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ବ୍ୟାଙ୍କ ପକ୍ଷରୁ ସୂଚନା ମିଳିଛି ।Continue reading “ରାଜଧାନୀରେ ଏଟିଏମ୍ ଲୁଟ୍: ଲିଙ୍ଗରାଜ ଥାନା ହାଟ ସାହିରେ ଷ୍ଟେଟବ୍ୟାଙ୍କର ଏଟିଏମ୍ ତାଡି ଲୁଟିନେଲେ ୧୫ ଲକ୍ଷ”
ସୁପ୍ରିମକୋର୍ଟଙ୍କ ରାୟକୁ ‘ଆଶାର କିରଣ’ କହିଲେ ପ୍ରଧାନମନ୍ତ୍ରୀ । ଟ୍ୱିଟ୍ କରି ଜମ୍ମୁ-କାଶ୍ମୀରବାସୀଙ୍କୁ ଦେଲେ ପ୍ରଗତିର ବାର୍ତ୍ତା ।
କନକ ବ୍ୟୁରୋ: ଧାରା ୩୭୦ ଉଚ୍ଛେଦକୁ କାଏମ ରଖିବା ନିଷ୍ପତ୍ତିକୁ ଐତିହାସିକ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ସାରା ଜମ୍ମୁ-କାଶ୍ମୀରବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ କୋର୍ଟଙ୍କ ରାୟ ସେମାନଙ୍କ ପାଇଁ ପ୍ରଗତିର ପଥ ଉନ୍ମୋଚନ କରିଛି ବୋଲି କହିଛନ୍ତି । ମୋଦୀ ଆହୁରି କହିଛନ୍ତି , ସୁପ୍ରିମକୋର୍ଟଙ୍କ ରାୟର ଅର୍ଥ, ୫ ଅଗଷ୍ଟ, ୨୦୧୯ରେ ନିଆଯାଇଥିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ଠିକ୍ । ଏହା ନିଷ୍ପତ୍ତି ଜମ୍ମୁ-କାଶ୍ମୀରରେ ଥିବା ଆମ ଭାଇ-ଭଉଣୀଙ୍କ ବିକାଶContinue reading “ସୁପ୍ରିମକୋର୍ଟଙ୍କ ରାୟକୁ ‘ଆଶାର କିରଣ’ କହିଲେ ପ୍ରଧାନମନ୍ତ୍ରୀ । ଟ୍ୱିଟ୍ କରି ଜମ୍ମୁ-କାଶ୍ମୀରବାସୀଙ୍କୁ ଦେଲେ ପ୍ରଗତିର ବାର୍ତ୍ତା ।”
ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ କାଏମ ରଖିଲେ ସୁପ୍ରିମ କୋର୍ଟ । ଜାଣନ୍ତୁ କେଉଁ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଲେ ଖଣ୍ଡପୀଠ ।
କନକ ବ୍ୟୁରୋ: ଆଜି ଧାରା ୩୭୦ ଉପରେ ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଜମ୍ମୁ – କାଶ୍ମୀର ଭାରତରେ ମିଶିବା ପରେ ଏହାର କୌଣସି ନିଜସ୍ୱ ସାର୍ବଭୌମତ୍ୱ ନାହିଁ । ତେଣୁ ଏହାକୁ ସ୍ୱତନ୍ତ୍ର କ୍ଷମତା ଦେଉଥିବା ୩୭୦ ଧାରାକୁ ଉଚ୍ଛେଦ କରିବାକୁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ଠିକ୍ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଖଣ୍ଡପୀଠଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ: ଧାରା ୩୭୦ ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା । ଏହାକୁ ଉଚ୍ଛେଦ କରିବାରContinue reading “ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ କାଏମ ରଖିଲେ ସୁପ୍ରିମ କୋର୍ଟ । ଜାଣନ୍ତୁ କେଉଁ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଲେ ଖଣ୍ଡପୀଠ ।”
ଫ୍ରାନ୍ସରେ ସ୍ଥାପିତ ହେଲା ଭାରତୀୟ କବି ତିରୁବଲ୍ଲୁବରଙ୍କ ପ୍ରତିମୂର୍ତ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଲେ – ଏହା ସାଂସ୍କୃତିକ ସମ୍ପର୍କର ଏକ ସୁନ୍ଦର ପ୍ରମାଣ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଫ୍ରାନ୍ସର ସେର୍ଗୀରେ ତିରୁବଲ୍ଲୁବରଙ୍କ ପ୍ରତିମୂର୍ତ୍ତି ଆମର ମିଳିତ ସାଂସ୍କୃତିକ ସମ୍ପର୍କର ଏକ ସୁନ୍ଦର ସାକ୍ଷ୍ୟ । ତିରୁବଲ୍ଲୁବର ବୁଦ୍ଧି ଏବଂ ଜ୍ଞାନର ପ୍ରତୀକ । ତାଙ୍କର ଲେଖା ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଯୋଗାଇଥାଏ । ରବିବାର ଦିନ ଫ୍ରାନ୍ସର ସେର୍ଗୀ ସହରରେ ଦକ୍ଷିଣ ଭାରତର ମହାନ ସାଧୁ ତିରୁବଲ୍ଲୁବରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏହି ପ୍ରତିମୂର୍ତ୍ତି ଆମରContinue reading “ଫ୍ରାନ୍ସରେ ସ୍ଥାପିତ ହେଲା ଭାରତୀୟ କବି ତିରୁବଲ୍ଲୁବରଙ୍କ ପ୍ରତିମୂର୍ତ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଲେ – ଏହା ସାଂସ୍କୃତିକ ସମ୍ପର୍କର ଏକ ସୁନ୍ଦର ପ୍ରମାଣ ।”
ବଡ ଲୋକଙ୍କ ଭଳି ଜିନ୍ସ-ଜ୍ୟାକେଟ ପିନ୍ଧି ଆସୁଛନ୍ତି, କେହି ଘରେ ନଥିଲେ ଲୁଟ୍ କରି ଫେରାର ହୋଇ ଯାଉଛନ୍ତି । ମଞ୍ଚେଶ୍ୱରରୁ ସାମ୍ନାକୁ ଆସିଲା ଏଭଳି ଚୋରି ଘଟଣା, ସିସିଟିଭିରେ କଏଦ ହେଲା ଚୋରଙ୍କ ଚେହେରା ।
କନକ ବ୍ୟୁରୋ :ରାଜଧାନୀରେ ଜିନ୍ସ-ଜ୍ୟାକେଟ୍ ପିନ୍ଧା ଚୋର । ମୁହଁରେ ମାସ୍କ ପିନ୍ଧି ସରକାରୀ କ୍ୱାର୍ଟରରେ ପଶିଲେ ଲୁଟେରା । ମଞ୍ଚେଶ୍ୱର ରେଲୱେ କଲୋନୀରୁ ଏକ କ୍ୱାର୍ଟରରୁ ଲୁଟ୍ କରିଛନ୍ତି ଦୁଇ ଜଣ ଲୁଟେରା । ରଞ୍ଜନ କୁମାର ସିଂହଙ୍କ ଘରୁ ଲୁଟି ନେଇଛନ୍ତି ସୁନା ମୁଦି ଓ ୨୮ ହଜାର ଟଙ୍କା । ଚୋରିର ଭିଡିଓ ସିସିଟିଭିରେ କଏଦ ହୋଇଛି । ଏନେଇ ରଞ୍ଜନ କୁମାର ସିଂ ଥାନାରେ ଅଭିଯୋଗ କରିଛନ୍ତି । ସିସିଟିଭି ଅଧାରରେContinue reading “ବଡ ଲୋକଙ୍କ ଭଳି ଜିନ୍ସ-ଜ୍ୟାକେଟ ପିନ୍ଧି ଆସୁଛନ୍ତି, କେହି ଘରେ ନଥିଲେ ଲୁଟ୍ କରି ଫେରାର ହୋଇ ଯାଉଛନ୍ତି । ମଞ୍ଚେଶ୍ୱରରୁ ସାମ୍ନାକୁ ଆସିଲା ଏଭଳି ଚୋରି ଘଟଣା, ସିସିଟିଭିରେ କଏଦ ହେଲା ଚୋରଙ୍କ ଚେହେରା । “